< ଲୂକ 12 >

1 ଏଥିମଧ୍ୟରେ ଅସଂଖ୍ୟ ଅସଂଖ୍ୟ ଲୋକ ଏକତ୍ର ହୋଇ ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ; ସେତେବେଳେ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ଫାରୂଶୀମାନଙ୍କ ଖମୀର ସ୍ୱରୂପ କପଟତା ବିଷୟରେ ସାବଧାନ ହୋଇଥାଅ।
ଇବେତାଂ ହେନି ମାନାୟ୍‌ ରୁଣ୍ଡା ଆଜ଼ି ହାରି ଜପି କ୍ଡୁସ୍‌ପ୍ପା ଆତାର୍‌; ହେ ପାଦ୍‌ନା ହେୱାନ୍‌ ପର୍ତୁମ୍‌ ଜାର୍‌ ଚେଲାରିଂ ଇଞ୍ଜେଙ୍ଗ୍‌ ଲାଗାତାନ୍‌, “ପାରୁସିର୍‌ତି ହଇନି ଲାଗ୍‌ଦି କୁଟ୍‌ ବିସ୍ରେ ଜାଗ୍ରତ୍‌ ଆଜ଼ି ମାନାଟ୍‌ ।
2 କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
ଇନାକା ଡ଼ୁକ୍‌ତାତ୍‌ନ୍ନା ହେଦାଂ ଚନ୍‌ଞ୍ଜାନାତ୍‌ ଆରି ୱିଜ଼ୁ ଡ଼ୁକ୍‌ତାକା ବିସ୍ରେ ହପ୍‌ୟାନାତ୍‌ ।
3 ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ।”
ଇଚିସ୍‌ ଏପେଙ୍ଗ୍‌ ଇନା ଇନାକା ମାଜ୍‌ଗାତାଂ ଇନାଦେରା, ହେଦାଂ ୱିଜ଼ୁ ଅଜଡ଼୍‌ ତାକେ ୱେନ୍‍ୟାଆନାତ୍‍, ଆରି ଇନାକା ଡ଼ୁକ୍‌ତି ବିତ୍ରେ କାଲେତାଂ ଇଚାଦେର୍ଣ୍ଣା, ହେଦାଂ ବାକ୍ରାତ ଜେଗନ୍‌ ଜପି ସୁଣାୟ୍‌ କିୟା ଆନାତ୍‌ ।”
4 “କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।
“ମାତର୍‌ ନା ସାଙ୍ଗ ଜେ ଏପେଙ୍ଗ୍‌, ମିଙ୍ଗେଙ୍ଗ୍‌ ଆନ୍‌ ଇଞ୍ଜ୍‌ନାଙ୍ଗା, ଇମ୍‍ଣାକାର୍‌କି ଗାଗାଡ଼୍‌ତିଂ ଅହ୍‌ନାର୍‌, ମତର୍‌ ତା ପାଚେ ଆରେ ବେସି ନସ୍ଟ କିଦେଙ୍ଗ୍‌ ଆଡୁର୍‌, ହେୱାରିଂ ପାଣ୍ଡ୍ରୁ ଆମାଟ୍‌ ।
5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର। (Geenna g1067)
ମାତର୍‌ ଇନେରିଂ ପାଣ୍ଡ୍ରା ଆନାଦେର୍‌, ହେଦାଂ ଆନ୍‌ ମିଙ୍ଗେଙ୍ଗ୍‌ ୱେଚ୍‌ଚାନାଂ; ଅସ୍ତି ପାଚେ ନରକ୍‌ତ ତୁସିହିନି କାସି ଇନେର୍‌ତି ଆଦିକାର୍‌ ମାନାତ୍‌, ତାଙ୍ଗେଙ୍ଗ୍‌ ପାଣ୍ଡ୍ରା ଆଡୁ; ଆଁ ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜ୍‌ନାଙ୍ଗା, ତାଙ୍ଗେଙ୍ଗ୍‌ ପାଣ୍ଡ୍ରା ଆଡୁ ।” (Geenna g1067)
6 ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ବର ଭୁଲିଯାଆନ୍ତି ନାହିଁ।
“ପାଞ୍ଚ୍‌ଗଟା କଡିହାଡ଼ା ପଟିଂ ଇନାକା ଦୁଇ ଟାକା ଡାବୁକାଂ ପ୍ରୟାଆଉତ୍‌? ଆରି, ହେୱାଙ୍ଗ୍‌ ବିତ୍ରେତାଂ ରଞ୍ଜାଙ୍ଗ୍‌ ପା ଇସ୍ୱର୍‌ ବାଣାଆଉନ୍‌ ।
7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
ମାତର୍‌ ମି କାପ୍‌ଡ଼ାନି ୱିଜ଼ୁ ତେମୁଲ୍‌ ଗାଣା କିତ୍‌ତାନ୍‌ନା ପାଣ୍ଡ୍ରା ଆମାଟ୍‌; ଏପେଙ୍ଗ୍‌ ବେସି କଡିହାଡ଼ା ପଟିଂତାଂ ଆଦିକ୍‌ ଗାଜା ।”
8 “ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ;
“ଆରେ, ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ଇମ୍‌ଣି ମାନାୟାରିଂ ମୁମ୍‌ଦ ନାଙ୍ଗେଙ୍ଗ୍‌ ଏତୁ କିଦ୍‌ନାଦେର୍‌, ମାନାୟ୍‌ ମାଜ଼ି ପା ଇସ୍ୱର୍‌ ଦୁତ୍‌ର୍‌ ମୁମ୍‌ଦ ତାଙ୍ଗେଙ୍ଗ୍‌ ଏତୁ କିତାର୍‌;
9 କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ।
ମାତର୍‌ ଜେ ଲକୁ ମୁମ୍‌ଦ ନାଙ୍ଗେଙ୍ଗ୍‌ ଏତୁ କିଦୁଦେର୍‍, ହେୱାନ୍‌ ଇସ୍ୱର୍‌ତି ଦୁତ୍‌ର୍‌ ମୁମ୍‌ଦ ମାନି କିୟା ଆଉଦେର୍‌ ।”
10 ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ।
“ଆରେ, ଇନେର୍‌ ମାନାୟ୍‌ ମାଜ଼ି ବିରତ୍‌ତାଂ କାତା ଇନାଦେର୍‌, ତାଙ୍ଗେଙ୍ଗ୍‌ କେମା ହିୟାନାତ୍‌; ମତର୍‌ ଜେ ପୁଇପୁୟା ଜିବୁନ୍‌ ବିରୁତ୍‌ତାଂ ନିନ୍ଦା କାତା ଇନାର୍‌, ତାଙ୍ଗେଙ୍ଗ୍‌ କେମା ହିୟା ଆଉତ୍‌ ।”
11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;
“ଆରେ, ଏଚେକାଡ଼୍‌ଦ ହେୱାର୍‌ ମିଙ୍ଗେଙ୍ଗ୍‌ କୁଟୁମ୍‌ ଇଞ୍ଜ, ସାସନ୍‌ କିନାକାର୍‌ ଆରି ଆଦିକାର୍‌ ପାୟା ଆତି ମାନାୟାରିଂ ଲାଗେ ତାହିୱାନାର୍‌ ହେ ପାଦ୍‌ନା, ଏପେଙ୍ଗ୍‌ ଜାର୍‌ ପାକ୍ୟାତ ଇନେସ୍‌ କିଜ଼ି ଇନା କାତା ଉତର୍‌ ହିନାନ୍‌ ଇଞ୍ଜି ଇନାକା ଇନାଦେର୍‌, ହେୱାନ୍‌ ବିସ୍ରେ ଚିନ୍ତା କିମାଟ୍‌;
12 କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ।”
ଇନାକିଦେଂକି ଇନାକା ଇନ୍ୟା ଆନାତ୍‌, ହେଦାଂ ପୁଇପୁୟା ଜିବୁନ୍‌ ହେପାଦ୍‌ନା ମିଙ୍ଗେଙ୍ଗ୍‌ ହିକାଇକିଦ୍‌ନାନ୍‌ ।”
13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋʼର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।
ମାନାୟାର୍‌ ବିତ୍ରେତାଂ ରୱାନ୍‌ ତାଙ୍ଗେଙ୍ଗ୍‌ ଇଚାନ୍‌, “ଏ ଗୁରୁ, ନା ଟଣ୍ଡେନିଂ ନା ଲାହାଙ୍ଗ୍‌ ଆବାତି ଦାନ୍‌ ବାଗ୍‌ କିଦେଙ୍ଗ୍‌ ଇଞ୍ଜି ବଲ୍‌ ଇନା ।”
14 କିନ୍ତୁ ସେ ତାହାଙ୍କୁ କହିଲେ, “ହେ ଭାଇ, କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା?”
ମାତର୍‌ ହେୱାନ୍‌ ତାଙ୍ଗେଙ୍ଗ୍‌ ଇଚାନ୍‌, “ଏ ଟଣ୍ଡେନ୍‌, ଇନେନ୍‌ ନାଙ୍ଗେଙ୍ଗ୍‌ ମି ଜପି ବିଚାର୍‌କିନାକାନ୍‌ ଆରି ବାଟା କିନାକାନ୍‌ ମାଦି କିଜ଼ି ବାଚିକିତାନ୍‌?”
15 ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।”
ଆରେ, ହେୱାନ୍‌ ହେୱାରିଂ ଇଚାନ୍‌, “ଜାଗ୍ରତ୍‌, ୱିଜ଼ୁ ବାନି କଟିତାଂ ଜାର୍‌ ଜାର୍‌ତିଂ ଦେହା ଇଟାଟ୍‌, ଇନାକିଦେଂକି ରୱାନ୍‌ ମାନାୟ୍‌ତିଂ ଜିବୁନ୍‌ ତା ଦାନ୍‌ ଆଦିକ୍‌ ଜପି ମାନ୍‍କିଉନ୍ ।”
16 ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, “ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା।
ଆରେ, ଜିସୁ ହେୱେରିଂ ଇ ଉତର୍‌ମୁଡ଼୍‌ ଇଚାନ୍‌, “ରକାନ୍‌ ମାଜାନ୍‌ ମାନାୟ୍‌ତି ଜମିତାକେ ଆଦିକ୍‌ ପାଚି ଆତାତ୍‌ ।
17 ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କଅଣ କରିବି? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ।
ହେବେ ହେୱାନ୍‌ ମାନ୍ତ ମାନ୍ତ ଏତ୍‌ କିଜ଼ି ଇଚାନ୍‌, ଇନାକା କିନାଙ୍ଗ୍‌? ଇନାକିଦେଂକି ନା ପାଚି ମଦାୟ୍‌ କିଜ଼ି ଇଟ୍‌ଦେଂ ଇଞ୍ଜି ବାହା ହିଲୁତ୍‍ ।
18 ପୁଣି, ସେ କହିଲା, ଏହା କରିବି; ମୋହର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,
ଆରି, ହେୱାନ୍‌ ଇଚାନ୍‌, ଇଦାଂ କିନାଙ୍ଗ୍‌; ନା ଟୁଣ୍ଡିଙ୍ଗ୍‌ ଡ୍ରିକ୍‌ଚି ଗାଜାଙ୍ଗ୍‌ ଗାଜାଙ୍ଗ୍‌ କିଜ଼ି ରଚ୍‌ନାଙ୍ଗ୍‌ ଆରି ହେ ୱିଜ଼ୁ ତାକେ ନା ତାସ୍‌ ଆରି ଜିନ୍‍ସୁପାତି ୱିଜ଼ୁ ମଦାୟ୍‌ କିଜ଼ି ଇଟ୍‍ନାଙ୍ଗ୍‌,
19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
ଆରି, ଆନ୍‌ ନା ୱାସ୍କିତିଂ ଇନାଙ୍ଗ୍‌ ଏ, ଜିବୁନ୍‌, ଆଦିକ୍‌ ବାର୍ହୁ କାଜିଂ ନିନ୍ଦାଂ ଆଦିକ୍‌ ଜିନ୍‍ସୁ ରୁଣ୍ଡା ଆତାତ୍‌ନ୍ନା, ଜମା, ତିନ୍‌ଞ୍ଜି ଉଣ୍‌ଜି, ୱାରି କିୟା;
20 କିନ୍ତୁ ଈଶ୍ବର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ?
ମତର୍‌ ଇସ୍ୱର୍‌ ହେୱାନିଂ ଇଚାନ୍‌, ଆଡ଼େ ନିର୍‌ବୁଦ୍‍ୟା, ନେଞ୍ଜେଙ୍ଗ୍‌ ନାଣା ନି ୱାସ୍କି ନିବେ ତାଙ୍ଗ୍‌ ଅୟାନାତ୍‌; ହେବେତାଂ ଏନେଙ୍ଗ୍‌ ଇନା ଇନାକା ଜାର୍‌ କାଜିଂ ଜତନ୍‌ କିତାୟ୍‌ନା, ହେଦାଂ ୱିଜ଼ୁ ଇନେର୍‌ତି ଆନାତ୍‌?”
21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ବରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ।”
ଇନେନ୍‌ ଜାର୍‌ କାଜିଂ ଦାନ୍‌ ରୁଣ୍ଡାୟ୍‍ କିନାନ୍‌, “ମାତର୍‌ ଇସ୍ୱର୍‌ ଆଗେ ହାଉକାର୍‌ ଆକାୟ୍‌, ହେଦାଂ କାଜିଂ ଇ ଲାକେ ଗିଟା ଆନାତ୍‌ ।”
22 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ।
ଜିସୁ ଜାର୍‌ ଚେଲାରିଂ ଇଚାନ୍‌, “ଇଦାଂ କାଜିଂ ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ଇନାକା ତିନାଦେର୍‌, ଇ ଲାକେ ମି ଜିବୁନ୍‌ କାଜିଂ ଆତିସ୍‌ ଇନାକା ଉସ୍‍ପାନାଦେର୍‍, ଇ ଲାକେ ମି ଗାଗାଡ଼୍‌ କାଜିଂ ପା ଚିନ୍ତା କିମାଟ୍‌ ।
23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।
ଇନାକିଦେଂକି କାଦିତାଂ ଜିବୁନ୍‌ ଆରି ହେନ୍ଦ୍ରାତାଂ ଗାଗାଡ଼୍‌ ଗାଜା ।
24 କାଉମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଅମାର ନାହିଁ, ଆଉ ଈଶ୍ବର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ!
ପଟିଂ ବିସ୍ରେ ହୁଡ଼ାଟ୍‌, ହେୱେକ୍‌ ୱିତୁକ୍‌ କି ତ୍ରେସୁକ୍‌ପା, ଆରି ହେୱେକ୍‍ତି ଇଲ୍‌ କି ଟୁଣ୍ଡି ହିଲୁତ୍‍, ଆରେ ଇସ୍ୱର୍‌ ହେୱାକାଂ କାଦି ହିନାନ୍‌; ଏପେଙ୍ଗ୍‌ ପଟିଂତାଂ ଆଦିକ୍‌ ଗାଜା ।
25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ?
ଆରେ, ମି ବିତ୍ରେପା ଇନେର୍‌ ଚିନ୍ତା କିଜ଼ି କିଜ଼ି ଜାର୍‌ ଆଁଇସ୍‌ ଲାମା କିଦେଙ୍ଗ୍‌ ଆଡ୍‌ନାନ୍‌?
26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ?
ଆତିସ୍‌, ଏପେଙ୍ଗ୍‌ ଜଦି ୱିଜ଼ୁତାଙ୍ଗ୍ ହିରୁ କାମାୟ୍‌ କିଦେଙ୍ଗ୍‌ ପା ଆଡୁୟ୍‌, ଲାଗିଂ ବିନେ ୱିଜ଼ୁ ବିସ୍ରେ ହେଦାଂ ଇନେକିଦେଂ ଚିନ୍ତା କିନାଦେରା?
27 କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଦେଖ, ସେଗୁଡ଼ିକ କିପରି ସୂତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ।
ପୁଇକୁ ବିସ୍ରେ ବାବି କିଜ଼ି ହୁଡ଼ାଟ୍‌, ହେୱାଙ୍ଗ୍‌ ଇନେସ୍‌ ନୁଲ୍‌ ନାଟୁକ୍‍ କି ଡ଼ଚୁକ୍‌; ଆତିସ୍‌ପା ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗ୍‌, ସଲମନ୍‌ ପା ଜାର୍‌ ୱିଜ଼ୁ ହଲ୍‌ନାକାତ ଇୱାଙ୍ଗ୍‌ ବିତ୍ରେ ରଞ୍ଜାଙ୍ଗ୍‍ ଲାକେ ଉସ୍‌ପାୱାଦାଂ ମାଚାନ୍‌ ।
28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ!
ମାତର୍‌ ଇମ୍‌ଣି କାଚ୍ରା ନେଜେଙ୍ଗ୍‌ ବାଡ଼୍‌ଦ ମାନାତ୍‌, ଆରି ୱିଗାଲିଙ୍ଗ୍‌ ହଲ୍‌ଦ ଦେହିୟା ଆନାତ୍‌, ତାଙ୍ଗେଙ୍ଗ୍‌ ଇନାୱାଡ଼ାଂ ଇସ୍ୱର୍‌ ଇ ଲାକେ ବେସ୍‌ ହିଦ୍‍ନାନ, ଲାଗିଂ, ହେ ଅଲପ୍‍ ପାର୍ତି କିନାଦେର୍‌, ହେୱାନ୍‌ ମିଙ୍ଗେଙ୍ଗ୍‌ ଏଚେକ୍‌ ଆଦିକ୍‌ ଲାକେ ହିଦୁନ୍‍ ।”
29 ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ,
ଆରେ, ଇନାକା ତିନାକା ଆରି ଇନାକା ଉଣାକା, ହେଦାଂ ଏପେଙ୍ଗ୍‌ ଡେକ୍‌ଚି ବୁଲାଆମାଟ୍‌ କି ମାନ୍‌ ଦୁକ୍‌ କିମାଟ୍‍,
30 କାରଣ ଜଗତର ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ବର ଜାଣନ୍ତି।
ଇନାକିଦେଂକି ପୁର୍ତିନି ପାର୍ତିକିୱି ଜିହୁଦିର୍‌ ଇ ୱିଜ଼ୁ ବିସ୍ରେ ଡେକ୍‌ଚି ବୁଲା ଆନାର୍‌; ମାତର୍‌ ଇ ୱିଜ଼ୁ ବିସ୍ରେ ଜେ ମିଦାଙ୍ଗ୍‌ ଲଡ଼ା, ହେଦାଂ ମି ସାର୍ଗେନି ଆବା ପୁଞ୍ଜ୍‌ନାନ୍‍ ।
31 ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।”
ଆତିସ୍‌ ଏପେଙ୍ଗ୍‌ ଇସ୍ୱର୍‌ ରାଜି ଡେକାଟ୍‌, ଆରି ଇ ୱିଜ଼ୁ ବିସ୍ରେ ପା ମିଙ୍ଗେଙ୍ଗ୍‌ ହିଦ୍‌ନାନ୍‌ ।
32 “ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ମହା ଆନନ୍ଦ।
“ଏ ହିରୁ ମାନ୍ଦା, ପାଣ୍ଡ୍ରା ଆମାଟ୍‌, ଇନେକିଦେଂ ମିଙ୍ଗେଙ୍ଗ୍‌ ତା ରାଜି ହିଦ୍‌ନି କାଜିଂ ମି ଆବାତି ବେସି ୱାରି ଆନାତା ।
33 ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଝୋଲି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,
ମିଙ୍ଗେଙ୍ଗ୍‌ ଇନାକା ମାନାତ୍‌, ହେଦାଂ ପ୍ରସି ହିଲ୍‌ୱାକାରିଂ ଦାନ୍‌ ହିୟାଟ୍‌; ଇନାକା ନସ୍ଟ ଆଉତ୍‌ ଇ ଲାକେ ମଣା ଜାର୍‌ ଜାର୍‌ କାଜିଂ ଜାଲ୍‌ଦି କିୟାଟ୍‌, ଇମେତାକେ ଚର୍‌ ଲାଗେ ୱାଉନ୍‌ କି ପ୍ଡିକୁ ନସ୍ଟ କିଉକ୍‌, ଇ ଲାକେ ସାର୍ଗେନି ନସ୍ଟ ଆୱି ଦାନ୍‌ ଆର୍ଜା ଆଡ ।
34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।”
ଇନାକିଦେଂକି ଇମେତାକେ ମିଦାଙ୍ଗ୍‌ ଦାନ୍‌, ହେବେ ପା ମିଙ୍ଗେଙ୍ଗ୍‌ ମାନ୍‌ ।”
35 “ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
“ମି ମେଙ୍ଗାଙ୍ଗ୍‍ ଗାଚ୍ୟା ଆଜ଼ି ମାନେତ୍‍ ଆରି ଅଜଡ଼୍‌ ଆଜ଼ି ମାନେତ୍‍;
36 ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରି ଆସି ଦ୍ୱାରରେ ଆଘାତ କରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ।
ଆରି, ମାପ୍ରୁ ବିବା ୱେଡ଼ାଙ୍ଗ୍‌ ଲେଉଟା ଆଜ଼ି ଦୁୱେର୍‌ତିଂ ଇଡ଼ିତିପାଚେ ଇମ୍‌ଣି ମାନାୟାର୍‌ ହେଦାଂ କାଜିଂ ସାଙ୍ଗେ ସାଙ୍ଗେ ଦୁୱେର୍‌ ଜେତ୍‍ତେଂ କାଜିଂ ମାନାର୍‌, ଏପେଙ୍ଗ୍‌ପା ହେୱାର୍‌ ଲାକେ ଆଜ଼ି ମାନାଟ୍‌ ।”
37 ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ।
ମାପ୍ରୁ ୱାଜ଼ି ଇମ୍‌ଣି ଆଡ଼ିୟାରିଂ ଜାଗ୍ରତ୍‌ ହୁଡ଼୍‍ନାନ୍‌, ହେୱାର୍‌ ଦନ୍ୟ, “ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜ୍‌ନାଙ୍ଗା, ହେୱାନ୍‌ ନିଜେ ମେଙ୍ଗାଙ୍ଗ୍‍ ଗାଚ୍‌ଚି ହେୱାରିଂ ତିନି ବାହାତ କୁଚି କିଜ଼ି ଲାଗେ ହାଲ୍‌ଜି ହେବା କିତାର୍‌ ।
38 ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ।
ଆରି, ହେୱାନ୍‌ ମାଦିମାଦାନାଣା ଅଜଡ଼୍‌ ଆନିହିଙ୍ଗ୍‌ ପା ୱାଜ଼ି ହେୱେରିଂ ହେ ଲାକେ ହୁଡ଼୍‌ନାନ୍‌, ତା ଆତିସ୍‌ ହେ ହଲ୍ୟାର୍‌ ଦନ୍ୟ ।
39 କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ।
ମାତର୍‌ ଇଦାଂ ପୁଞ୍ଜି ମାନାଟ୍‌, ଇମ୍‌ଣି ସମୁତ ଚରେନ୍‌ ୱାନାନ୍‌ ଇଲ୍‌ ମୁଣିକା ଏଚେକାଡ଼୍‌ଦ ପୁନାନ୍‌, ତାଆତିସ୍‌ ହେୱାନ୍‌ ଜାର୍‌ ଇଞ୍ଜ ଚର୍‌ କିଦେଂ ହିଉନ୍‍ ।
40 ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
ଏପେଙ୍ଗ୍‌ ପା ଜାଗ୍ରତ୍‌ ଆଜ଼ି ମାନାଟ୍‌, ଇନାକିଦେଂକି ଇମ୍‌ଣି ସମୁତ ଏପେଙ୍ଗ୍‌ ବାବି କିଜ଼ି ମାନ୍‍ଗୁଦେର୍‌, ହେ ସମୁତ ମାନାୟ୍‌ ମାଜ଼ି ୱାନାନ୍‌ ।”
41 ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି?
ହେବେତାଂ ପିତର୍‌ ଇଚାନ୍‌, “ଏ ମାପ୍ରୁ, ଏନ୍‌ କେବଲ୍‌ ମାଙ୍ଗେଙ୍ଗ୍‌ କି ୱିଜ଼ାରିଂ ଇ ଉତର୍‌ମୁଡ଼୍‌ ଇଞ୍ଜ୍‌ନାନା?”
42 ପ୍ରଭୁ କହିଲେ, “ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ?
ମାପ୍ରୁ ଉତର୍‌ ହିତାନ୍‌, “ଲାଗିଂ ଜାର୍‌ ଲକ୍‌ବାକ୍‍ତିଂ ସମାନ୍‌ ହିଦେଂ ଇଞ୍ଜି ମୁଣିକା ଇଲ୍‌ ଚାଲାୟ୍‌କିନା କାନିଂ ଦାଇତ୍‌ ହିଜ଼ି ମାଚାନ୍‌ ହେୱାନ୍‌ ସମାନ୍‌ ସମୁତ ବିନ୍‌ ହଲିୟାରିଙ୍ଗ୍‌ ପା ଚିଞ୍ଜେଙ୍ଗ୍‌ ହିଜ଼ି ମାନ୍‌ୱାତାନ୍‌?
43 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
ମାପ୍ରୁ ୱାଜ଼ି ଜାର୍‌ତି ଇମ୍‌ଣି ଆଡ଼ିୟାଙ୍ଗ୍‌ ହେ ଲାକେ କିନାକା ହୁଡ଼୍‌ନାନ୍‌, ହେୱାନ୍‌ ଦନ୍ୟ ।
44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ।
ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜ୍‌ନାଙ୍ଗା, ହେୱାନ୍‌ ତାଙ୍ଗେଙ୍ଗ୍‌ ଜାର୍‌ତି ୱିଜ଼ୁ ଦାନ୍‌ତିଙ୍ଗ୍ ଜପି ବାଚି କିଦ୍‌ନାନ୍‌ ।
45 କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ,
ମାତର୍‌ ଜଦି ହେ ଆଡ଼ିଏନ୍‌ ନା ମାପ୍ରୁ ୱାନାକା ବିଲମ୍‌ ମାନାତ୍‌ ଇଞ୍ଜି ମାନ୍ତ ମାନ୍ତ ଇଞ୍ଜି ହଲିୟା ଆଡ଼ିଏନ୍‌ଣିକାଂ ଅସ୍ତେଙ୍ଗ୍‌ ଆରି ତିନ୍ଞ୍ଜିଉଣ୍‌ଜି ଏକ୍‌ ଆଦେଂ ଆରାମ୍‌ କିତାର୍‌,
46 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ।
ତା ଆତିସ୍‌ ଇମ୍‌ଣି ଦିନ୍‌ ଆଡ଼ିୟା କାଜିଂ ମାଞ୍ଜେଙ୍ଗ୍‌ ଆଡୁନ୍‌ ଆରି ଇମ୍‌ଣି ସମୁତ ହେୱାନ୍‌ ପୁଞ୍ଜି ମାନୁନ୍‌, ହେ ଦିନ୍‌ ଆରି ହେ ଡାଣ୍ଡ୍‌ତ ତା ମାପ୍ରୁ ୱାନାନ୍‌, ଆରେ ହେୱାନ୍‌ ତାଙ୍ଗେଙ୍ଗ୍‌ ରିବାଗ୍‌ କିଜ଼ି ପାର୍ତି କିୱାକାର୍‌ ଲାହାଙ୍ଗ୍‌ ତା ବାଗ୍‌ତାକା ବାଚିକିନାର୍‍ ।”
47 ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ,
“ଆରେ, ଇମ୍‌ଣି ଆଡ଼ିୟା ଜାର୍‌ ମାପ୍ରୁ ମାନ୍‌ ପୁଞ୍ଜି ଜାଗ୍ରତ୍‌ ଆଜ଼ି ମାନୁନ୍‌ ଆୱିତିସ୍‌ ତା ଇଚାତାଂ କାମାୟ୍‌ କିଜ଼ି ମାନୁନ୍‌, ହେୱାନ୍‌ ବେସି ମାଡ୍‍ତାଙ୍ଗ୍‍ ମାଡ୍‍କିୟାଆନାନ୍‍;
48 ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”
ମାତର୍‌ ଇନେନ୍‌ ପୁନ୍‌ୱାଦାଂ ମାଡ୍‍ତିନି କାମାୟ୍‌ କିଜ଼ି ମାନାନ୍‌, ହେୱାନ୍‌ ଅଲପ୍‍ ମାଡ୍‍ତାଙ୍ଗ୍‍ ମାଡ୍‍କିୟାଆନାନ୍‍ । ଇନେରିଂ ବେସି ହିୟାଆତାତ୍‍ନା, ତା ତାକେଣ୍ଡାଂ ବେସି ଦାବା କିୟାନାତ୍‌ ଆରେ, ଲକୁ ଇନେନ୍‌ ତାକେ ବେସି ହେଲାୟ୍‌ କିୟାତାନ୍‌ନା, ତା ଲାଗାଂ ବେସି ଦାବା କିନାର୍‌ ।”
49 “ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା?
“ଆନ୍‌ ପୁର୍ତିତ ନାଣି ଆହି କିଦେଙ୍ଗ୍‌ ୱାତାଂନା, ଆରେ ହେଦାଂ ଜଦି ଆସ୍ତାତେ ତାଆତିସ୍‌ ନା ଆରେ ଇନାକା ମାନ୍‌,
50 ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି।
ମାତର୍‌ ନାଙ୍ଗ୍‌ ର ବାପ୍ତିସିମ୍‌ତ ବାପ୍ତିସିମ୍‌ ଆନାକା ମାନାତ୍‌, ଆରି ହେଦାଂ ୱିଜ଼୍‌ୱି ପାତେକ୍‌ ଆନ୍‌ ଇନେସ୍‌ ଦୁକ୍‌ ମାନ୍ତ ବାବିକିନାଙ୍ଗା ।
51 ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି।
ଆନ୍‌ ପୁର୍ତିତିଂ ସୁସ୍ତା ହିଦେଂ ୱାତାଂନା ଇଞ୍ଜି ଇନାକା ଏପେଙ୍ଗ୍‌ ଏତ୍‌ କିନାଦେରା? ଆକାୟ୍‌ ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, କୁଦାକୁଦା କିଦେଙ୍ଗ୍‌ ୱାତାଂନା ।
52 କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ।
ଇନାକିଦେଂକି ର ଇଞ୍ଜ ପାଞ୍ଚ୍‌ଜାଣ୍‌ ମାଚିସ୍‌ ରିୟାର୍‌ ବିରୁତ୍‌ତାଂ ତିନ୍‌ଜାଣ୍‌ ଆରି ତିନ୍‌ଜାଣ୍‌ତିଂ ବିରୁଦ୍‌ତ ରିୟାର୍‌ ବିନେ ବିନେ ଆନାର୍‌ ।
53 ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।”
ମାଜ଼ି ବିରୁଦ୍‌ତ ଆବା, ଆବା ବିରୁଦ୍‌ତ ମାଜ଼ି, ଗାଡ଼୍‌ଚେ ବିରୁଦ୍‌ତ ଆୟା, ଆୟା ବିରୁଦ୍‌ତ ଗାଡ଼୍‌ଚେ, କଡ଼ିୟା ବିରୁଦ୍‌ତ ପଦାହି ଆରି ପଦାହି ବିରୁଦ୍‌ତ କଡ଼ିୟାଣିହି ବିନେ ଆନାତ୍‌ ।”
54 ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, “ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ;
ଆରେ, ହେୱାନ୍‌ ମାନାୟାରିଂ ପା ଇଚାନ୍‌, ଡେବା ପାଡ଼୍‌କାନି ବାଦାଡ଼୍‌ ନିଙ୍ଗ୍‌ନାକା ହୁଡ଼୍‌ତିସ୍‌ ହେ ଦାପ୍ରେ ଏପେଙ୍ଗ୍‌ ଇନାଟ୍‌, ବାର୍‌ହା ୱାନାତ୍‌, ଆରେ ଏଲେଙ୍ଗ୍‌ ଲାକେ ଗିଟା ଆଦ୍‌ନାତ୍‌;
55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ।
ଆରେ, ତିନିପାଡ଼୍‌କାନି ଦୁକା ୱାନାକା ହୁଡ଼୍‌ତିସ୍‌ ଏପେଙ୍ଗ୍‌ ଇନାଟ୍‌, ଗାଜା କାରା ୱାନାତ୍‌, ଆରେ ହେଦାଂ ଗିଟା ଆଦ୍‌ନାତ୍‌ ।
56 ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?”
ଆଡ଼େ କାପ୍‌ଟିୟାର୍‌ କାଦେର୍, ଏପେଙ୍ଗ୍‌ ପୁର୍ତିତ ଆରେ ବାଦାଡ଼୍‌ତାଂ ହୁଡ଼୍‌ଜି ୱିଜ଼ୁ ବୁଜା ଆନାଦେରା, ମାତର୍‌ ଇ ଦିନ୍ତ ଚିନ୍‌ ହୁଡ଼୍‌ଜି ୱିଜ଼ୁ ଇନେସ୍‌ ବୁଜା ଆଉଦେରା?
57 “ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ଯେ ଉଚିତ୍ କଅଣ?
“ଆରେ, ଜାର୍‌ ଜାର୍‌ ଇନେକିଦେଂ ନ୍ୟାୟ୍‌ ବିଚାର୍‌ କିଉଦେରା?
58 କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ।
ମି କୁର୍‍ଲିୟା ହୁକେ ସାସନ୍‌କିନାକାନ୍‌ କଚଣ୍‌ତ ହାନିହିଂ ହାସ୍‌ଦ ପା ତା ଲାହାଙ୍ଗ୍‌ ମୁକ୍‌ଡ଼ା ଆଦେଂ ଜାତୁନ୍‌ କିୟାଟ୍‌, ଏଚେକାଡ଼୍‌ଦ ହେୱାନ୍‌ ନିଂ ବିଚାର୍‌କାର୍‌ୟା କଚଣ୍‌ ଜେଲ୍‌ଜି ଅଦ୍‍ନାର୍‍, ଆରେ ବିଚାର୍‌ କିନାକାନ୍‌ ମିଙ୍ଗେଙ୍ଗ୍‌ ମେଲ୍ୟାର୍‌ କେଇଦ ସର୍‌ପି କିଦ୍‌ନାର୍‌, ଆରେ ମେଲ୍ୟାର୍‌ ମିଙ୍ଗେଙ୍ଗ୍‌ ତାନାଇଞ୍ଜ ବାର୍ତି କିଦ୍‌ନାର୍‌ ।
59 ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।”
ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ଏପେଙ୍ଗ୍‌ ହାରିହାରା ଡାବୁଙ୍ଗ୍‌ ହୁଜା ଆୱି ପାତେକ୍ ହେ ବାହାତାଂ ଇନେସ୍‌ ଆଜ଼ି ହସିୱାଦେଙ୍ଗ୍ ଆଡୁଦେର୍‌ ।”

< ଲୂକ 12 >