< ପ୍ରଥମ ବଂଶାବଳୀ 8 >

1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;
BenJamin födde Bela sin första son, Asbel den andra, Ahrah den tredje,
2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
Nohah den fjerde, Rapha den femte.
3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,
Och Bela hade barn: Addar, Gera, Abihud;
4 ଅବୀଶୂୟ, ନାମାନ୍‍, ଆହୋହ,
Abisua, Naaman, Ahoah,
5 ଗେରା, ଶଫୂଫନ୍‍ ଓ ହୂରମ୍‍।
Gera, Sephuphan och Huram.
6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆଯାଇଥିଲେ।
Desse äro Ehuds barn, som hufvud voro för de fäder, som bodde i Geba, och drogo bort till Manahath;
7 ଆଉ ସେ ନାମାନ୍‍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍‍କୁ ଜାତ କଲା।
Nämliga Naaman, Ahia och Gera, den samme förde dem bort; och han födde Ussa och Ahihud.
8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍‍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍‍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
Och Saharaim födde i Moabs land, (då han hade låtit dem ifrå sig) af Husim och Baara sinom hustrum.
9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍‍ର ଗର୍ଭରେ ଯୋବବ୍‍, ସିବୀୟ, ମେଶା ଓ ମଲକମ୍‍,
Och han födde af Hodes sine hustru Jobab, Zibia, Mesa, Malcham,
10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।
Jeuz, Sachia och Mirma. Desse äro hans barn, hufvud för fäderna.
11 ଆଉ ସେ ହୂଶୀମ୍‍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
Af Husim födde han Abitob och Elpaal.
12 ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍‍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍‍ର ପତ୍ତନକାରୀ ଶେମଦ୍‍,
Elpaals barn voro: Eber, Misam och Samed; den samme byggde Ono och Lod, och dess döttrar.
13 ବରୀୟ ଓ ଶେମା, ଏମାନେ ଅୟାଲୋନ୍‍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍‍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
Och Beria och Serna voro hufvud för fäderna ibland dem som bodde i Ajalon; de förjagade dem som bodde i Gath.
14 ପୁଣି, ଅହୀୟୋ, ଶାଶକ୍‍, ଯେରେମୋତ୍‍,
Men hans broder, Sasak, Jeremoth,
15 ସବଦୀୟ, ଅରାଦ, ଏଦର,
Sebadia, Arad, Ader,
16 ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
Michael, Jispa och Joha. Desse äro Beria barn.
17 ଆଉ ସବଦୀୟ, ମଶୁଲ୍ଲମ୍‍, ହିଷ୍କି, ହେବର,
Sebadia, Mesullam, Hiski, Heber,
18 ଯିଷ୍ମରୟ, ଯିଷ୍‍ଲୀୟ ଓ ଯୋବବ୍‍ ଇଲ୍ପାଲର ପୁତ୍ର ଥିଲେ।
Jismerai, Jislia, Jobab. Desse äro Elpaals barn.
19 ଆଉ ଶିମୀୟିର ପୁତ୍ର ଯାକୀମ୍‍, ସିଖ୍ରି, ସବ୍‍ଦି,
Jakim, Sichri, Sabdi,
20 ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍‍,
Elienai, Zillethai, Eliel,
21 ଅଦାୟା, ବରାୟା ଓ ଶିମ୍ରତ୍‍;
Adaja, Beraja och Simrath. Desse äro Simri barn.
22 ଆଉ ଶାଶକ୍‍ର ପୁତ୍ର ଯିଶ୍ପନ୍‍, ଏବର, ଇଲୀୟେଲ୍‍,
Jispan, Eber, Eliel,
23 ଅବଦୋନ୍‍, ସିଖ୍ରି, ହାନନ୍‍,
Abdon, Sichri, Hanan,
24 ହନାନୀୟ, ଏଲମ୍‍, ଅନ୍ତୋଥୀୟ,
Hanania, Elam, Anthothia,
25 ଯିଫଦୀୟ ଓ ପନୂୟେଲ;
Jiphdeja och Pnuel. Desse äro Sasaks barn.
26 ଆଉ, ଯିରୋହମର ସନ୍ତାନ ଶମ୍‍ଶରୟ, ଶହରୀୟ, ଅଥଲୀୟ,
Samserai, Seharia, Athalia,
27 ଯାରିଶୀୟ, ଏଲୀୟ ଓ ସିଖ୍ରି;
Jaresia, Elia och Sichri. Desse äro Jerohams barn.
28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
Desse äro hufvud för fäderna i deras ätter; de bodde i Jerusalem.
29 ଆଉ ଗିବୀୟୋନ୍‍ର ପିତା ଯିୟେଲ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
Men i Gibeon bodde fadren Gibeon; och hans hustru het Maacha.
30 ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନାଦବ୍‍,
Och hans förste son var Abdon, Zur, Kis, Baal, Nadab,
31 ଗଦୋର, ଅହୀୟୋ ଓ ସଖର;
Gedor, Ahio och Secher.
32 ପୁଣି, ମିକ୍ଲୋତ୍‍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
Men Mikloth födde Simea; och de bodde tvärsemot deras bröder i Jerusalem med sinom brödrom.
33 ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
Ner födde Kis, Kis födde Saul, Saul födde Jonathan, MalchiSua, AbiNadab och Esbaal.
34 ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
Jonathans son var MeriBaal. MeriBaal födde Micha.
35 ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତରେୟ ଓ ଆହସ୍‌।
Micha barn voro: Pithon, Melech, Thaerea och Ahas.
36 ଆଉ, ଆହସ୍‌ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍‍, ଅସ୍ମାବତ୍‍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
Ahas födde Joadda. Joadda födde Alemeth, Asmaveth och Simri. Simri födde Moza.
37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
Moza födde Binea; hans son var Rapha; hans son var Eleasa; hans son var Azel.
38 ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍। ଏସମସ୍ତେ ଆତ୍ସେଲର ପୁତ୍ର।
Men Azel hade sex söner. De heto: Asrikam, Bochru, Ismael, Searia, Obadja, Hanan. De äro alle Azels söner.
39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।
Eseks barn, hans broders, voro: Ullam hans förste son, Jeus den andre, Eliphelet den tredje.
40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍‍ର ସନ୍ତାନ।
Men Ullams barn voro väldige män, och välbehändige med bågar och hade många söner och sonasöner, hundrade och femtio. De äro alle af BenJamins barnom.

< ପ୍ରଥମ ବଂଶାବଳୀ 8 >