< 使徒の働き 8 >

1 第五 烈しき迫害起る 其日エルザレムの教會に對して大いなる迫害起り、使徒等の外は皆ユデア及びサマリアの各地方に離散せしが、
ସାଉଲ୍‌ ସ୍ତିପାନାର୍‌ ଜିବନ୍‌ ନାସ୍‌ କଃରୁକେ ମଃନ୍‌ରିଲି, ସେଦିନ୍ ହୁଣି ଜିରୁସାଲମାର୍‌ ମଣ୍ଡ୍‌ଳିକେ ବଃଡେ କଃସ୍ଟ୍‌ ଆୟ୍‌ଲି, ସେତାକ୍‌ ପେରିତ୍‌ମଃନ୍‌କ୍‌ ଚାଡି ବିନ ଚେଲାସଃବୁ ଜିଉଦାରାଜି ଆର୍‌ ସମିରଣ୍ ହଲିବାଟ୍‌ ଚାରିହାକ୍‌ ବିଚ୍ରି ଅୟ୍‌ଲାୟ୍‌ ।
2 敬虔なる人々ステファノを葬り、彼の為に大いなる弔を為せり。
ଅୟ୍‌ଲେକ୍‌ ହେଁ କଃତିଲକ୍‌ ସ୍ତିପାନ୍‌କେ ତହ୍‌ଲାୟ୍‌ ଆର୍‌ ତାର୍‌ ଗିନେ କାନ୍ଦ୍‌ଲାୟ୍‌ ।
3 然てサウロは教會を荒らし、家々に入りて男女を引出し、之を付して拘留せしめつつありしが、
ମଃତର୍‌ ସାଉଲ୍‌ ଗଃରେ ଗଃରେ ହୁରି ଅଃଣ୍ଡ୍ରା ଆର୍‌ ମାୟ୍‌ଜି ମଃନ୍‌କେ ଜିକି ଆଣି ଜଃଇଲେ ହୁରାୟ୍‌ଲା, ଆର୍‌ ମଣ୍ଡ୍‌ଳିକେ ନଃସ୍ଟ୍‌ କଃରୁକେ ଦଃର୍ଲା ।
4 離散せる人々は行巡りて、神の御言の福音を宣傳へつつありき。
ସେତାକ୍‌ ଜୁୟ୍‌ମଃନ୍‌ ଜଃତ୍‌କଃତ୍‌ ଅୟ୍‌ରିଲାୟ୍‌ ସେମଃନ୍ ଚାରିହାକ୍‌ ବୁଲିବୁଲି ନିକ କବୁର୍‌ ପର୍ଚାର୍‌ କଃଲାୟ୍‌ ।
5 第一 フィリッポのサマリアに於る布教の功績 第二項 教會異邦人の中に弘まらんとす 第一款 サマリア人及びエチオピアの閹者に及ぼせる感化 然てフィリッポ、サマリアの都會に下りてキリストの事を述べければ、
ଆରେକ୍‌ ପିଲିପ୍ ସମିରଣକେ ଜାୟ୍‌ ବଃଡ୍ ବଃଡ୍ ଗଃଳାର୍‌ ଲକ୍‌ମଃନ୍‌କେ କ୍ରିସ୍ଟର୍‌ କଃତା ପର୍ଚାର୍‌ କଃରୁକେ ଦଃର୍ଲାୟ୍‌ ।
6 人々心を揃へてフィリッポの云ふ所を聴きすまし、其為せる徴を見居たり。
ଆର୍‌ ଲକ୍‌ମଃନ୍ ପିଲିପାର୍‌ କଃତା ସୁଣି ଆର୍‌ ସେ କଃଲା କାବା ଅଃଉତା କାମ୍‌ ଦଃକି ଗଟେମଃନେ ତାର୍‌ କଃତାକ୍‌ ଦଃର୍ଲାୟ୍‌ ।
7 即ち多くの汚鬼其憑きたる人々の中より聲高く叫びつつ出で、又癱瘋者と跛者との醫されたる者多かりければ、
କାୟ୍‌ତାକ୍‌ବଃଲେକ୍‌ ବିଟାଳ୍‌ ଆତ୍ମାମଃନ୍ ଲକ୍‌ମଃନାର୍‌ ତଃୟ୍‌ହୁଣି କିର୍‌କିରି କଃରି ବାରାୟ୍‌ ଆସୁକ୍‌ ଦଃର୍ଲାୟ୍‌ ଆରେକ୍‌ ଗାଦେକ୍‌ ଏକ୍‌ଅଃଙ୍ଗି ଆର୍‌ ଚଟାମଃନ୍ ଉଜ୍‌ ଅଃଉଁକ୍‌ ଦଃର୍ଲାୟ୍‌ ।
8 彼市中に大いなる喜となれり。
ସେତାକ୍‌ ସେ ଗଃଳେ ବଃଡେ ସଃର୍ଦା ଅୟ୍‌ଲି ।
9 爰にシモンと云へる人あり、豫て彼市中に魔術を行ひて、サマリアの人民を惑はし、自ら大人と稱し、
ମଃତର୍‌ ସିମନ୍ ନାଉଁଆର୍‌ ଗଟେକ୍‌ ଲକ୍‌ ଇତାର୍‌ ହୁର୍ବେ ଗୁରୁ ଗୁଣିଆକଃରି ନିଜ୍‌କେ ଗଟେକ୍‌ ବଃଡ୍ ଲକ୍‌ବଃଲି କୟ୍‌ ସମିରଣ୍‌ ତଃୟ୍‌ର୍‌ ଲକ୍‌ମଃନ୍‌କେ କାବା କଃର୍ତିରିଲା ।
10 小より大に至るまで人皆之に歸服して、所謂大神力とは此人なり、と云ひ居たりしが、
ଇସ୍ୱରାର୍‌ ସଃକ୍ତିକ୍‌ ଜୁୟ୍‌ ବଃଡ୍ ବଃଲି କଃଉଆ ଅୟ୍‌ଦ୍‌ ସିମନ୍‌କେ ଏ ସେ ବଃଲି ତାକେ ମାନ୍‌ତି କଃର୍ତି ରିଲାୟ୍‌ ।
11 人々の彼に歸服せるは、久く其魔術に心を奪はれたる故なりき。
କାୟ୍‌ତାକ୍‌ ବଃଲେକ୍‌ ସେ ବୁତ୍‌ଦିନ୍ ହୁଣି ତାର୍‌ ଗୁରୁଗୁଣିଆ କାମ୍‌ କଃରି ସେମଃନ୍‌କେ କାବା କଃର୍ତିରିଲା ।
12 然れどフィリッポが神の國に就て宣ぶる福音を信じて、男女共にイエズス、キリストの御名によりて洗せられければ、
ମଃତର୍‌ ପିଲିପ୍ ଇସ୍ୱରାର୍‌ ରାଇଜାର୍‌ ଆର୍‌ ଜିସୁ କ୍ରିସ୍ଟର୍‌ ନାଉଁଏ ନିକ କବୁର୍‌ ପର୍ଚାର୍‌ କଃଲାକ୍‌ ସେମଃନ୍ ଜଃଡେବଃଳ୍‌ ସଃତ୍‌ କଃଲାୟ୍‌ ସଃଡେବଃଳ୍‌ ହୁଣି ଅଃଣ୍ଡ୍ରା ଆର୍‌ ମାୟ୍‌ଜିମଃନ୍ ବାପ୍ତିସମ୍‌ ଅଃଉଁକେ ଦଃର୍ଲାୟ୍‌ ।
13 シモン自らも信じて洗せられ、フィリッポの傍を離れず、徴と最も大いなる奇蹟との行はるるを見て驚嘆し居たり。
ଆର୍‌ ସିମନ୍ ନିଜେ ହେଁ ବିସ୍ୱାସ୍‌ କଃରି ବାପ୍ତିସମ୍‌ ହାୟ୍‌ଲା ଆର୍‌ ପିଲିପାର୍‌ ସଃଙ୍ଗ୍ ରିଲା ଆର୍‌ କଃତେକ୍‌ କଃତେକ୍‌ ଚିନ୍ ଆର୍‌ ବଃଡ୍‌ବଃଡ୍ ସଃକ୍ତିର୍‌ କାମ୍‌ ଦଃକି କାବା ଅଃଉଁକେ ଦଃର୍ଲା ।
14 第二 サマリアに於るペトロ及びヨハネの聖役 然てエルザレムに居る使徒等、サマリア人が神の御言を承入れたるを聞き、ペトロとヨハネとを遣はしければ、
ସମିରଣ୍‌ ତଃୟ୍‌ର୍‌ ଲକ୍‌ମଃନ୍ ଜେ ଇସ୍ୱରାର୍‌ କଃତା ସୁଣିକଃରି ମାନି ଆଚ୍‌ତି, ଇରି ଜଃଡେବଃଳ୍‌ ଜିରୁସାଲମେ ରିଲା ପେରିତ୍‌ମଃନ୍‌ ସୁଣ୍‌ଲାୟ୍‌, ସଃଡେବଃଳ୍‌ ସେମଃନ୍ ପିତର୍‌ ଆର୍‌ ଜହନ୍‌କେ ସେମଃନାର୍‌ ତଃୟ୍‌ ହଃଟାୟ୍‌ଲାୟ୍‌ ।
15 兩人彼處に至りて彼等の聖霊を受けん為に祈れり。
ସେମଃନ୍ ଜାୟ୍‌ ଜଃନ୍‌କଃରି ପବିତ୍ର ଆତ୍ମା ହାଉତି ଇତାକ୍‌ ସେମଃନାର୍‌ ଗିନେ ପାର୍ତ୍‌ନା କଃଲାୟ୍‌;
16 其は彼等、主イエズスの御名によりて洗せられしのみにて、聖霊は未だ其一人にも降り給ひし事なければなり。
କାୟ୍‌ତାକ୍‌ ବଃଲେକ୍‌ ସେମଃନାର୍‌ ବିତ୍ରେ କାର୍‌ ଉହ୍ରେ ହେଁ ପବିତ୍ର ଆତ୍ମା ଉତ୍ରି ନଃରିଲି, ମଃତର୍‌ ସେମଃନ୍ ମାପ୍ରୁ ଜିସୁର୍‌ ନାଉଁଏ ବାପ୍ତିସମ୍‌ ହାୟ୍‌ ରିଲାୟ୍‌ ।
17 斯て兩人信者の上に按手しければ、皆聖霊を蒙りつつありき。
ସଃଡେବଃଳ୍‌ ସେମଃନ୍ ପିତର୍‌ ଆର୍‌ ଜହନ୍‌ ସେମଃନାର୍‌ ଉହ୍ରେ ଆତ୍‌ ସଃଙ୍ଗାୟ୍‌ଲାକ୍‌ ସେମଃନ୍ ପବିତ୍ର ଆତ୍ମା ହାୟ୍‌ଲାୟ୍‌ ।
18 使徒等の按手によりて聖霊の授けらるるを見るや、シモン彼等に金を差出し、
ପେରିତ୍‌ମଃନାର୍‌ ଆତ୍‌ ସଃଙ୍ଗାୟ୍‌ଲାକ୍‌ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍‌ନଃକେ ଟଃକା ଜାଚି କୟ୍‌ଲା,
19 如何なる人に按手するも其人聖霊を蒙る様、我にも此能力を與へよ、と云ひしかば、ペトロ之に向ひて云ひけるは、
“ମକ୍‌ ହେଁ ଇ ଅଃଦିକାର୍‌ ଦିଆ, ମୁୟ୍‌ଁ ଜୁୟ୍‌ ଲକାର୍‌ ଉହ୍ରେ ଆତ୍‌ ସଃଙ୍ଗାୟ୍‌ଦ୍‌ ସେ ପବିତ୍ର ଆତ୍ମା ହାଉଅ ।”
20 汝の金は汝と共に亡びよ、其は汝神の賜を金にて得らるるものと思ひたればなり。
ମଃତର୍‌ ପିତର୍‌ ତାକେ କୟ୍‌ଲା, “ତର୍‌ ଟଃକା ତର୍‌ ସଃଙ୍ଗ୍ ନଃସ୍ଟ୍‌ ଅଃଉଅ, କାୟ୍‌ତାକ୍‌ ବଃଲେକ୍‌ ଇସ୍ୱରାର୍‌ ଦାନ୍‌କେ ଗେନୁକ୍‌ ବାବଃଲିସ୍‌ ।
21 汝は此事に配分なく與る所なし、其心神の御前に正しからざればなり。
ଇ କଃତାୟ୍‌ ତର୍‌ ବାଗ୍ ନାୟ୍‌, କି ଅଃଦିକାର୍‌ ନାୟ୍‌, କାୟ୍‌ତାକ୍‌ବଃଲେକ୍‌ ଇସ୍ୱରାର୍‌ ଚଃମେ ତର୍‌ ମଃନାର୍‌ ବାବ୍‌ନା ନିକ ନାୟ୍‌ ।
22 然れば此不義より改心して神に祈れ、汝が心の此念或は赦さるる事あらん。
ତଃବେ ତର୍‌ ଦୁସ୍ଟ୍‌ ଚାଡି ମଃନ୍‌ ବାଦ୍‌ଲାୟ୍‌ ମାପ୍ରୁର୍‌ ତଃୟ୍‌ ପାର୍ତ୍‌ନା କଃର୍‌, କେଜାଣ୍ ତର୍‌ ମଃନାର୍‌ ବାବ୍‌ନା କେମା ଅଃଉଁ ହାରେ ।
23 我が見る所によれば、汝は苦き胆汁と不義の縲絏との中に在ればなり、と。
କାୟ୍‌ତାକ୍‌ ବଃଲେକ୍‌ ତୁୟ୍‌ ଡାରା କଃତାୟ୍‌ ହୁର୍ନ୍‌ ଅୟ୍‌ ହାହ୍‌ ବାନ୍ଦୁଣେ ବାନ୍ଦାୟ୍‌ ଅୟ୍‌ ଆଚ୍‌ସି ବଃଲି ମୁୟ୍‌ଁ ଜାଣୁଲେ ।”
24 シモン答へて云ひけるは、汝等こそ我為に主に祈りて、其語れる所を一も我に來る事なからしめよ、と。
ସେତାକ୍‌ ସିମନ୍ ପିତର୍‌ ଆର୍‌ ଜହନ୍‌କେ କୟ୍‌ଲା, “ତୁମିମଃନ୍ ଜାୟ୍‌ଜାୟ୍‌ରି କଃଉଁଲାସ୍‌ ସେତିର୍‌ କାୟ୍‌ କଃତା ହେଁ ମକ୍‌ ନଃଉଅ, ଇତାକ୍‌ ତୁମିମଃନ୍ ମର୍‌ ଗିନେ ମାପ୍ରୁ ତଃୟ୍‌ ପାର୍ତ୍‌ନା କଃରା ।”
25 斯てペトロとヨハネとは、主の御言を證し且語りて、後エルザレムに歸りしが、途次サマリア人の多くの村に福音を宣べたり。
ଅଃନ୍‌କଃରି ସେମଃନ୍ ଜିସୁର୍‌ ସାକି ଦେଉଁକେ ଆର୍‌ ମାପ୍ରୁର୍‌ କଃତା କୟ୍‌ ସମିରଣିୟର୍‌ ଗାଉଁମଃନ୍‌କେ ନିକ କବୁର୍‌ ପର୍ଚାର୍‌ କଃରି ପିତର୍‌ ଆର୍‌ ଜହନ୍‌ ଜିରୁସାଲମ୍‌ ବାଉଳ୍‌ଲାୟ୍‌ ।
26 第三 エチオピアの閹者の感化 然て主の使フィリッポに語りて、汝起ちて南に向ひ、エルザレムよりガザに下る道に至れ、其は寂しき道なり、と云ひしかば、
ହଃଚେ ଇସ୍ୱରାର୍‌ ଗଟେକ୍‌ ଦୁତ୍‌ ପିଲିପକେ କୟ୍‌ଲା, “ଉଟ୍‌, କାତା ଦିଗେ ଜୁୟ୍‌ ବାଟ୍‌ ଜିରୁସାଲମ୍‌ ହୁଣି ଗାଜା ହାକ୍‌ ଜାୟ୍‌ଆଚେ ସେ ବାଟେ ଜାଆ” ଆଜିକାଲି ଲକ୍‌ ସେ ବାଟ୍‌ ଅୟ୍‌ ନଃଜାତି ।
27 彼起ちて往きしに、折しも一人のエチオピア人、即ちエチオピア女王カンダケの大臣なる閹者にして悉く其寳を宰れる者、禮拝の為にエルザレムに來たりしが、
ସେତାକ୍‌ ପିଲିପ୍ ଉଟିଗଃଲା, ଆର୍‌ ଦଃକ୍‌ଲା, ଇତିଅପିଆର୍‌ ଦେସାର୍‌ କାଣ୍ଡାକି ନାଉଁଆର୍‌ ରାଣିର୍‌ ତଃଳାର୍‌ ବଃଡ୍‌ହଃଦ୍‌ ହାୟ୍‌ଲା ଇତିଅପିଆର୍‌ ବେଜୁ, ଜେ ରାଣିର୍‌ ସଃବୁଦଃନ୍ ବଃଣ୍ଡାରାର୍‌ ଅଃଦିକାରି ରିଲା, ସେ ସେବା କଃରୁକେ ଜିରୁସାଲମ୍‌ ଆସିରିଲା ।
28 己が車に坐して、預言者イザヤ[の書]を読みながら歸りつつありき。
ସେ ବାଉଳି ଜଃଉଁଜଃଉଁ, ଅଃହ୍‌ଣାର୍‌ ରଃତ୍‌ ଉହ୍ରେ ବଃସି ଜିସାୟ୍‌ ବାବ୍‌ବାଦିର୍‌ ସାସ୍ତର୍‌ ଉଲ୍‌ଗାଟ୍‌ ଅୟ୍‌ ହଳ୍‌ତି ରିଲା ।
29 其時[聖]霊フィリッポに向ひ、近づきて彼車に跟け、と曰ひしかば、
ସଃଡେବଃଳ୍‌ ପବିତ୍ର ଆତ୍ମା ପିଲିପକେ କୟ୍‌ଲି, “ଚଃମେ ଜାୟ୍‌ ରଃତ୍‌ ଚାଲାଉ ସଃଙ୍ଗ୍ ଜାଆ”
30 フィリッポ走寄りて、彼が預言者イザヤ[の書]を読めるを聞き、汝其読む所を暁れりと思ふか、と云ひしに、彼、
ସେତାକ୍‌ ପିଲିପ୍ ଦଃବ୍‌ଳି ଜାୟ୍‌ ସେ ଜିସାୟ୍‌ ବାବ୍‌ବାଦିର୍‌ ସାସ୍ତର୍‌ ହଃଳ୍‌ତାର୍‌ ସୁଣି ହଃଚାର୍ଲା, “ତୁୟ୍‌ ଜାୟ୍‌ରି ହଳୁଲିସ୍‌, ସେରି କାୟ୍‌ ବୁଜୁଲିସ୍‌ ।”
31 我を導く者なくば争でか暁ることを得ん、と云ひて、乗りて共に坐せん事をフィリッポに乞へり。
ବେଜୁ କୟ୍‌ଲା “କେ ମକ୍‌ ବୁଜାୟ୍‌ ନଃଦିଲେକ୍‌ ମୁୟ୍‌ଁ କଃନ୍‌କଃରି ବୁଜୁ ହାରିନ୍ଦ୍?” ଆର୍‌ ସେ ରଃତ୍‌ ଉହ୍ରେ ଚଃଗି ଆସି ଅଃହ୍‌ଣାର୍‌ ଚଃମେ ବଃସୁକ୍‌ ଗଃଉଆରି କୟ୍‌ଲା ।
32 然て其読みつつありし聖書の文は次の如し、「彼羊の如く屠所に引かれ、口を開かざる事、羔の其毛を剪る者の前に聲なきが如く、
ସାସ୍ତରାର୍‌ ଜୁୟ୍‌ରି ସେ ହଳ୍‌ତିରିଲା ସେରି ଇରି- “ସେ ମେଣ୍ଡା ହର୍‌ ହୁଜା କଃରୁକେ ନେତା ମେଣ୍ଡା ହର୍‌ ଚିମ୍‌ରା ଅୟ୍‌ରିଲା, ଆରେକ୍‌ ଗଃଡ୍‌ରା ମେଣ୍ଡାର୍‌ ରମ୍‌ କାଟ୍‌ତା ଲକ୍‌ମଃନାର୍‌ ତଃୟ୍‌ ଜଃନ୍‌କଃରି ତୁନ୍‌ହଃଳି ରଃୟ୍‌ଦ୍‌, ସେନ୍‌କାର୍‌ ସେ ଟଣ୍ଡ୍ ହୁଟାୟ୍‌ ନଃକେଲା ।
33 卑しめられて裁判を奪はれたり、誰か其時代の人の處分を述ぶる事を得ん、即ち活ける者の地上より取除かれたればなり」。
ସେ ଦୁକ୍‌ ସଃମ୍ବାଳ୍‌ଲାକ୍‌ ତାର୍‌ ଡଃଣ୍ଡ୍‌ ଉଣା ନୟ୍‌ଲି । ତାର୍‌ ବଃଉଁସ୍‌ କେ କଃଉ ହାରେ? କାୟ୍‌ତାକ୍‌ ବଃଲେକ୍‌ ତାର୍‌ ଜିବନ୍ ହୁର୍ତିବି ତଃୟ୍‌ ହୁଣି ନିଆ ଅୟ୍‌ଲି ।”
34 閹者フィリッポに向ひて、請ふ、預言者の斯く云へるは誰が事ぞ、己が事か将他人の事か、と云ひければ、
ଗୁମୁସ୍ତାବେଜୁ ପିଲିପକେ କୟ୍‌ଲା, “ମୁୟ୍‌ଁ ତକ୍‌ ଗଃଉଆରି କଃରୁଲେ, ବାବ୍‌ବାଦି କାର୍‌ କଃତା କଃଉଁଲା, ତାର୍‌ କଃତା କି ଆର୍‌ କାର୍‌ କଃତା?”
35 フィリッポ口を開きて、聖書の此文を初としてイエズスの福音を宣べたり。
ସେତାକ୍‌ ପିଲିପ୍ ଟଣ୍ଡ୍ ହୁଟାୟ୍‌ ସାସ୍ତରାର୍‌ ଇ କଃତାୟ୍‌ ହୁଣି ମୁଳ୍ୟାୟ୍‌ ତାର୍‌ ତଃୟ୍‌ ଜିସୁର୍‌ ନିକ କବୁର୍‌ ପର୍ଚାର୍‌ କଃଲା ।
36 尚道を往きけるに、水ある處に至りしかば閹者、看よ、水あり、我が洗せらるるに何の障かある、と云ひしを、
ଆର୍‌ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍‌ ହାଣିନାଳେ ହଚ୍‌ଲାୟ୍‌, ସେତାକ୍‌ ବେଜୁ କୟ୍‌ଲା, “ଇତି ତ ହାଣି ଆଚେ, ମର୍‌ ବାପ୍ତିସମ୍‌ ହାଉଁକ୍‌ କାୟ୍‌ ବାଦା ଆଚେ?”
37 フィリッポ、汝一心に信ぜば可かるべし、と云ひければ彼答へて、我イエズス、キリストの神の御子たる事を信ず、と云ひ、
ପିଲିପ୍ କୟ୍‌ଲା ତୁୟ୍‌ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍‌ କଃର୍ସି ତଃବେ ଅଃଉଁ ହାରେ । ସେତାକ୍‌ ବେଜୁ କୟ୍‌ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍‌ ହୟ୍‌ସି ଇରି ମୁୟ୍‌ଁ ବିସ୍ୱାସ୍‌ କଃରୁଲେ ।
38 命じて車を停めしめ、二人ながら水に下りてフィリッポ閹者を洗せり。
ଆରେକ୍‌ ବେଜୁ ରଃତ୍‌ ତେବାଉଁକେ କୟ୍‌ଲା । ତଃବେ ପିଲିପ୍ ଆର୍‌ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍‌ ଆର୍‌ ପିଲିପ୍ ତାକେ ବାପ୍ତିସମ୍‌ ଦିଲା ।
39 彼等水より上りしに、主の霊フィリッポを取去り給ひしかば、閹者は再び之を見ざりしかども、喜びつつ己が道を往き居たりき。
ସେମଃନ୍ ହାଣି ବିତ୍ରେ ହୁଣି ବାରାୟ୍‌ ଆୟ୍‌ଲାକ୍‌ ମାପ୍ରୁ ଆତ୍ମା ପିଲିପକେ କେଣେ ଦଃରିଗଃଲି ଆରେକ୍‌ ବେଜୁ ଆର୍‌ ପିଲିପକେ ଦଃକୁ ନଃହାର୍‌ଲା, ଅୟ୍‌ଲେକ୍‌ ହେଁ ସେ ସଃର୍ଦା ଅୟ୍‌କଃରି ତାର୍‌ ବାଟେ ଗଃଲା ।
40 然てフィリッポはアゾトに現れ、至る處の町村に福音を宣傳へつつカイザリアに至れり。
ମଃତର୍‌ ପିଲିପ୍ ଅସ୍‌ଦତ୍‌ ତଃୟ୍‌ ଦଃକାୟ୍‌ ଅୟ୍‌ଲା; ଆର୍‌ ସେ ଜଃଉଁଜଃଉଁ ଗଃଳେମଃନ୍ ଜିସୁର୍‌ ନିକ କବୁର୍‌ ପର୍ଚାର୍‌ କଃରି କାଇସରିଆ ତଃୟ୍‌ ହଚ୍‌ଲା ।

< 使徒の働き 8 >