< ରମିୟ 10 >

1 ଏ ବାଇବଇନିମନ୍‌, ମର୍‌ ନିଜର୍‌ ଲକ୍‌ ମୁକ୍‌ତି ପାଅତ୍‌ ବଲି ମୁଇ ବେସି ମନ୍‍ କଲିନି । ଆରି ଏଟାର୍‌ପାଇ ମୁଇ ସବୁବେଲେ ପର୍‌ମେସର୍‌କେ ପାର୍‌ତନା କଲିନି ।
兄弟よ、わが心のねがひ、神に對する祈は、彼らの救はれんことなり。
2 ସେମନ୍‌ ପରମେସର୍‌କେ ପୁରାପୁରୁନ୍‌ ବିସ୍‌ବାସ୍‌ କଲାଇନି । ମାତର୍‌ ତାକେ କେନ୍ତାରି ସାର୍‌ଦା କରାଇବାର୍‌ ଆଚେ, ସେଟା ନାଜାନତ୍‌ ।
われ彼らが神のために熱心なることを證す、されど其の熱心は知識によらざるなり。
3 ଲକ୍‌ମନ୍‌କେ ନିଜର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ, ପରମେସର୍‌ ଜନ୍‌ ଜଜ୍‌ନା କଲା, ସେଟା ସେମନ୍‌ ନିଚ୍‌ଲାଇ । ମାତର୍‌ ନିଜେ ଜଜ୍‌ନା ତିଆର୍‌ କରି, ନିୟମର୍‌ ବାଟେ ଇଣ୍ଡ୍‌ଲାଇ ।
それは神の義を知らず、己の義を立てんとして、神の義に服はざればなり。
4 କିରିସ୍‌ଟ ଆଇଲାତେଇଅନି ନିୟମ୍‌ ମାନ୍‌ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍‌ବାସ୍‌ କଲେ, ମୁନୁସ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇ ଅଇସି ।
キリストは凡て信ずる者の義とせられん爲に律法の終となり給へり。
5 ନିୟମ୍‌ ମାନ୍‌ବାତେଇଅନି ଦରମ୍‍ଲକ୍‌ ଅଇବା ବିସଇ ମସା ଲେକ୍‌ଲା ଆଚେ । ଜଦି ଜନ୍‌ ଲକ୍‌ମନ୍‌ ନିୟମର୍‌ ସବୁଜାକ ଆଦେସ୍‌ ମାନ୍‌ବାଇ, ସେମନ୍‌ ବଁଚ୍‌ବାଇ ।
モーセは、律法による義をおこなふ人は之によりて生くべしと録したり。
6 ମାତର୍‌ ଲକ୍‌ମନ୍‌ ବିସ୍‌ବାସ୍‌କରି ପର୍‌ମେସରର୍‌ ମୁଆଟେ ଦରମ୍‌ ବଲାଇଅଇବାଇ, ସେ ବିସଇ ସାସ୍‌ତରେ ଏନ୍ତି ଲେକାଆଚେ, କେ ସର୍‌ଗେ ଜାଇକରି କିରିସ୍‌ଟକେ ଉତ୍‌ରାଇ ଆନ୍‍ସି? ବଲି ମନେ ମନେ କଇ ଉଆନାଇ ।
されど信仰による義は斯くいふ『なんぢ心に「誰か天に昇らん」と言ふなかれ』と。
7 ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍‌ଟକେ ମଲାଟାନେଅନି ଆରିତରେକ୍‌ ଉଟାଇ ଆନ୍‌ସି? (Abyssos g12)
これキリストを引下さんとするなり『また「たれか底なき所に下らん」と言ふなかれ』と。是キリストを死人の中より引上げんとするなり。 (Abyssos g12)
8 କାଇକେବଇଲେ ସାସ୍‌ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍‌ କବର୍‌ ତମର୍‌ ଲଗେ, ତମର୍‌ ଟଣ୍ଡେ ଆରି ମନେ ଆଚେ ।” ବିସ୍‌ବାସ୍‌ ବିସଇର୍‍ ଏ କବର୍‌ସେ ଆମେ ଜାନାଇଲୁନି ।
さらば何と言ふか『御言はなんぢに近し、なんぢの口にあり、汝の心にあり』と。これ我らが宣ぶる信仰の言なり。
9 ଜଦି ଉଁ, କିରିସ୍‌ଟସେ ମାପ୍‌ରୁ ବଲି କଇଲାସ୍‌ନି ଆରି ଉଁ, ପରମେସର୍‌ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍‌ବାସ୍‌ କଲାସ୍‌ନି, ସେନ୍ତାର୍‌ ଆଲେ ତମେ ମୁକ୍‌ତି ପାଇସା ।
即ち、なんぢ口にてイエスを主と言ひあらはし、心にて神の之を死人の中より甦へらせ給ひしことを信ぜば、救はるべし。
10 ୧୦ ଆମର୍‌ ବିସ୍‌ବାସର୍‌ ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ ବଲି ଏଜ୍‌ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍‌ତି ପାଇଆଚୁ ।
それ人は心に信じて義とせられ、口に言ひあらはして救はるるなり。
11 ୧୧ ସାସ୍‌ତର୍‌ ଇସାବେ, “କେ ମିସା ତାକେ ବିସ୍‌ବାସ୍‌ କର୍‌ସି, ସେ ବିସ୍‌ବାସ୍‌ କରି କେବେ ଲାଜ୍‌ ନ ଅଏ ।”
聖書にいふ『すべて彼を信ずる者は辱しめられじ』と。
12 ୧୨ କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍‌ ବିତ୍‌ରେ କାଇ ସାନ୍‌ ବଡ୍‌ ନାଇ । ସେଟାର୍‌ ପାଇ ସବୁ ଲକର୍‌ ତା ଗଟେକ୍‌ ମାପ୍‌ରୁ, ଆରି ଜେତ୍‌କି ଲକ୍‌ ତାକେ ପାର୍‌ତନା କର୍‌ବାଇ ସେ ସବୁ ଲକ୍‌କେ ମଙ୍ଗଲ୍‌ କର୍‌ସି ।
ユダヤ人とギリシヤ人との區別なし、同一の主は萬民の主にましまして、凡て呼び求むる者に對して豐なり。
13 ୧୩ କାଇକେବଇଲେ “ଜେ ମିସା ମାପ୍‌ରୁର୍‌ ନାଉଁ ଦାରି ପାର୍‌ତନା କର୍‌ସି, ସେ ମୁକ୍‌ତି ପାଇସି ।”
『すべて主の御名を呼び求むる者は救はるべし』とあればなり。
14 ୧୪ ମାତର୍‌ ସେମନ୍‌ ତାକେ ବିସ୍‌ବାସ୍‌ ନ କଲେ, କେନ୍ତି ତାର୍‌ ନାଉଁ ଦାରି ପାର୍‌ତନା କର୍‌ବାଇ? ଆରି ତାର୍‌ ବିସଇର୍‍ ସୁବ୍‌କବର୍‌ ନ ସୁନିରଇଲେ କେନ୍ତି ବିସ୍‌ବାସ୍‌ କର୍‌ବାଇ? ଆରି ସେମନ୍‌କେ କବର୍‌ ନ ସୁନାଇଲେ, କେନ୍ତି ସୁନ୍‌ବାଇ?
然れど未だ信ぜぬ者を爭で呼び求むることをせん、未だ聽かぬ者を爭で信ずることをせん、宣傳ふる者なくば爭で聽くことをせん。
15 ୧୫ ଆରି କବର୍‌ ନେଉକେ ନ ପାଟାଇଲେ କେନ୍ତି ଜାନାଇସି? ଏ ବିସଇ ସାସ୍‌ତରେ ଲେକା ଆଚେ “ସୁବ୍‌କବର୍‌ ଜାନାଉମନ୍‌ ଆଇବାଟା, କେଡେ ସାର୍‌ଦାର୍‌ କାତା!”
遣されずば爭で宣傳ふることをせん『ああ美しきかな、善き事を告ぐる者の足よ』と録されたる如し。
16 ୧୬ ମାତର୍‌ ସୁବ୍‌କବର୍‌ ଜାନାଇବାଟାନେ ସବୁ ଲକ୍‌ ମାନତ୍‌ ନାଇ । ସେଟାର୍‌ ପାଇ ଜିସାଇୟ ଲେକ୍‌ଲା ଆଚେ, “ଏ ମାପ୍‌ରୁ, ଆମେ କଇଲା କାତା ସୁନିକରି କେ ବିସ୍‌ବାସ୍‌ କରତ୍‌ନାଇ ।”
されど、みな福音に從ひしにはあらず、イザヤいふ『主よ、われらに聞きたる言を誰か信ぜし』
17 ୧୭ ତେବର୍‌ପାଇ ସୁବ୍‌କବର୍‌ ସୁନ୍‌ବାଟାନେଅନି ବିସ୍‌ବାସ୍‌ ଅଇସି । ଆରି କିରିସ୍‌ଟକେ ଜାନାଇବାଟା ସେ ସୁବ୍‌କବର୍‌ ।
斯く信仰は聞くにより、聞くはキリストの言による。
18 ୧୮ ମାତର୍‌ ମୁଇ ପାଚାର୍‌ଲିନି ଇସ୍‌ରାଏଲର୍‌ ଲକ୍‌ମନ୍‌ କାଇ, ସେ କବର୍‌ ସୁନତ୍‌ ନାଇ କି? ବାଇଦରେ ସୁନିଆଚତ୍‌, କାଇକେବଇଲେ ଲେକାଆଚେ, “ଜାନାଉମନର୍‌ ସବଦ୍‌ ଗୁଲାଇ ଜଗତ୍‌ ଡାବିଅଇଗାଲା ଆଚେ, ସେମନର୍‌ କାତା ରାଇଜ୍‍ ଚିଡ୍‌ଲା ଜାକ କେଟ୍‌ଲା ଆଚେ ।”
されど我いふ、彼ら聞えざりしか、然らず『その聲は全地にゆきわたり、其の言は世界の極にまで及べり』
19 ୧୯ ଆରି ତରେକ୍‌ ମୁଇ ପାଚାର୍‌ଲିନି, ଇସ୍‌ରାଏଲର୍‌ ଲକ୍‌ମନ୍‌ ସେଟା ନିକସଙ୍ଗ୍‌ ବୁଜତ୍‌ ନାଇ କି? ଉଁ ବୁଜିଆଚତ୍‌ । କାଇକେବଇଲେ ବେସି ବରସ୍‌ ଆଗ୍‌ତୁ ମସା ଉତର୍‌ଦେଇ ଲେକ୍‌ଲା ଆଚେ, ଗଟେକ୍‍ ନାଜାନ୍‌ଲା ଜାତିକେ ସାଇଜ କରି ମର୍‌ ଲକ୍‌ମନ୍‌କେ ଇଁସା କରାଇବି । ସେନ୍ତି ଗଟେକ୍‌ ବକୁଆ ଜାତିର୍‌ ଲକ୍‌କେ ଦୟାକରି ମୁଇ ସେମନ୍‍କେ ରିସା କରାଇବି ।
我また言ふ、イスラエルは知らざりしか、先づモーセ言ふ『われ民ならぬ者をもて汝らに嫉を起させ、愚なる民をもて汝らを怒らせん』
20 ୨୦ ଜିସାଇଅ ଆରି ମିସା ଡାଟ୍‌ସଙ୍ଗ୍‍ କଇଲା ଆଚେ, “ଜନ୍‌ ଲକ୍‌ମନ୍‌ ମକେ ନ କଜ୍‌ତେରଇଲାଇ, ସେମନ୍‌ ମକେ ବେଟ୍‌ ପାଇଲାଇ, ଜନ୍‌ ଲକ୍‌ମନ୍‌ ମର୍‌ ବିସଇ ନ ପାଚାର୍‌ତେ ରଇଲାଇ, ମୁଇ ନିଜେ ସେମନ୍‌କେ ଦେକାଇଅଇଲି ।”
またイザヤ憚らずして言ふ『我を求めざる者に、われ見出され、我を尋ねざる者に我あらはれたり』
21 ୨୧ ମାତର୍‌ ପର୍‌ମେସର୍‌ ଇସ୍‌ରାଏଲର୍‍ ବିସଇ କଇଲାନି, “ଗୁଲାଇଦିନ୍‌ ସେମନ୍‌କେ ଡାକି ନେବାକେ ଆତ୍‌ ଲାମାଇଲି, ମାତର୍‌ ସେମନ୍‌ ମକେ ନ ମାନିକରି ବିରଦ୍‌ କଲାଇ ।”
更にイスラエルに就きては『われ服はずして言ひさからふ民に、終日 手を伸べたり』と云へり。

< ରମିୟ 10 >