< ରମିୟ 1 >

1 ମୁଇ ପାଉଲ୍‌ ଏଟା ଲେକ୍‌ଲିନି, ମୁଇ କିରିସ୍‌ଟ ଜିସୁର୍‌ ଗଟେକ୍‌ ସେବାକାରିଆ । ପର୍‌ମେସର୍‌ ମକେ ବାଚ୍‌ଲା ଆରି ତାର୍‌ ନିମାନ୍‌ କବର୍‌ ଜାନାଇବାକେ ସର୍‌ପିଦେଲା । ରମ୍‌ ରାଇଜେ ରଇବା ତମର୍‌ ସବୁଲକର୍‌ପାଇ ମୁଇ ଏ ଚିଟି ପାଟାଇଲିନି ।
Paul, a servant of Jesus Christ, called to be an apostle and set apart for the gospel of God,
2 ପର୍‌ମେସର୍‌ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍‌ ସାସ୍‌ତରେ ସେ ସବୁ ଲେକ୍‌ବା ପାଇ ତାର୍‌ ବବିସତ୍‌ବକ୍‌ତାମନ୍‌କେ ତିଆର୍‌ଲା ।
which he promised beforehand by his prophets in the holy scriptures,
3 ଏ ସୁବ୍‌କବର୍‌ତେଇ ପରମେସରର୍‌ ପଅ, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ ଆଚେ । ସେ ଏ ମଚ୍‌ପୁରେ ନର୍‌ ରୁପ୍‌ଦାରି ଦାଉଦର୍‌ ନାତିତିତି ଅଇ ଜାତ୍‌ ଅଇଲା ।
concerning his Son who was a descendant of David according to the flesh.
4 ମାତର୍‌ ସେ ପୁରାପୁରୁନ୍‌ ସୁକଲ୍‌ ରଇଲା, ଆରି ପର୍‌ମେସରର୍‌ ବଡ୍‌ ବପୁସଙ୍ଗ୍‍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍‌ଲାର୍‌ପାଇ ସେ ପରମେସରର୍‌ ପଅ ବଲି ଦେକାଇଲା ।
Through the Spirit of holiness he was declared with power to be the Son of God by the resurrection from the dead, Jesus Christ our Lord.
5 ପରମେସର୍‌ କିରିସ୍‌ଟର୍‌ ତେଇଅନି ମକେ ଗଟେକ୍‌ ପେରିତ୍‌ କଲାଆଚେ, ଜେନ୍ତାରି କି ସବୁ ଜଗତର୍‌ ଲକ୍‌ମନ୍‍କେ ତାର୍‌ ବିସଇ ଜାନାଇବି । ସେମନ୍‌ ସେଟା ବିସ୍‌ବାସ୍‌ କରି ମାନ୍‌ବାଇ ।
Through him we have received grace and apostleship for obedience of faith among all the nations, for the sake of his name.
6 ଏ ରମ୍‌ ଦେସର୍‌ ଲକ୍‌! ତମେମିସା ଜିସୁକିରିସ୍‌ଟର୍‌ ସିସ୍‌ ଅଇବାକେ ବାଚାଇ ଅଇଆଚାସ୍‌ ।
Among these nations, you also have been called to belong to Jesus Christ.
7 ରମେ ରଇବା ସବୁ ଲକ୍‌କେ ଏ ଚିଟି ଲେକ୍‌ଲିନି । କାଇକେବଇଲେ ତମ୍‌କେ ପରମେସର୍‌ ଆଲାଦ୍‌ କଲାନି । ଆରି ତାର୍‌ ନିଜର୍‌ ଲକ୍‌ ଅଇବାକେ ଡାକି ଆଚେ । ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
This letter is to all who are in Rome, the beloved of God, who are called to be holy people. May grace be to you, and peace from God our Father and the Lord Jesus Christ.
8 ମୁଇ ତମ୍‌କେ ପର୍‌ତମେ ଏ ବିସଇ କଇବାକେ ମନ୍‍ କରି ରଇଲିଜେ, ତମର୍‌ ସବୁଲକର୍‌ପାଇ ମୁଇ ମାପ୍‌ରୁ ଜିସୁର୍‌ ନାଉଁ ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍‌ ଲକ୍‌, ତମେ ବିସ୍‌ବାସ୍‌ କରିରଇବା ବିସଇ ସୁନ୍‌ଲାଇନି ।
First, I thank my God through Jesus Christ for all of you, because your faith is proclaimed throughout the whole world.
9 ମୁଇ ମର୍‌ ସବୁ ମନ୍‌ପରାନ୍‌ ଦେଇ ଜନ୍‌ ପରମେସର୍‌କେ ସେବା କଲିନି, ଆରି ଜନ୍‌ ପରମେସରର୍‌ ପଅର୍‌ ସୁବ୍‌ କବର୍‌ ଜାନାଇଲିନି, ସେ ପରମେସର୍‌ ମର୍‌ ସାକି ।
For God is my witness, whom I serve in my spirit in the gospel of his Son, of how continually I make mention of you.
10 ୧୦ ମୁଇ ପାର୍‌ତନା କଲାବେଲେ ତମ୍‌କେ ସବୁବେଲେ ଏତାଇଲିନି । ସେ ମନ୍‍ କଲେ, ମକେ ତମର୍‌ ଲଗେ ଜିବାକେ ବେଲା ଟିକ୍‍ କରି ଦେଅ ବଲି ପରମେସର୍‌କେ ଗୁଆରି କଲିନି ।
I always request in my prayers that by any means I may at last be successful now by the will of God in coming to you.
11 ୧୧ ତମର୍‌ ଲଗେ ଆଇବାକେ ମୁଇ ବେସି ମନ୍‍ କଲିନି । ମର୍‌ ପାଇରଇଲା ଆତ୍‌ମାର୍‌ ଦାନ୍‌ ବିସଇ ଜାନାଇବାଟାନେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବି ।
For I desire to see you, that I may give you some spiritual gift, in order to strengthen you.
12 ୧୨ ଏଟାର୍‌ ଲାଗି ତମର୍‌ ବିସ୍‌ବାସେଅନି ମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ଆରି ମର୍‌ ବିସ୍‌ବାସେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ।
That is, I long to be mutually encouraged among you, through each other's faith, yours and mine.
13 ୧୩ ବାଇବଇନିମନ୍‌, ତମର୍‌ ଟାନେ ଆଇବାକେ ମୁଇ ବେସି ତର୍‌ ମନ୍‍ କରିରଇଲି, ମାତର୍‌ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍‌ଲିନି । ବିନ୍‌ ବିନ୍‌ ଜାଗାର୍‌ ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ସୁବ୍‍କବର୍‍ ଜାନାଇକରି ମକେ ଜେତ୍‌କି ସାର୍‌ଦା ମିଲ୍‌ଲା ଆଚେ, ତମର୍‌ ଜାଗାଇ ମିସା ସେଟା କର୍‌ବାକେ ମୁଇ ମନ୍‍ କଲିନି ।
Now I do not want you to be uninformed, brothers, that I often intended to come to you, (but I was hindered until now), in order to have a harvest among you, just as I have had among the rest of the Gentiles.
14 ୧୪ କାଇକେବଇଲେ, ଗିରିକ୍‌ ଲକ୍‌ମନର୍‌ ପାରା ଗିଆନ୍‌ ରଇଲେ ମିସା, ମୁର୍‌କ ଲକ୍‌ ଅଇରଇଲେ ମିସା, ସିକିର‍ଇବା ଲକ୍‌ ଅଇରଇଲେ ମିସା, କି ନ ସିକିର‍ଇବା ଲକ୍‌ ଅଇରଇଲେ ମିସା, ଏ ସବୁ ଦଲର୍‌ ଲକ୍‌ମନର୍‌ ପାଇ ମର୍‌ ଦାଇତ୍‌ ଆଚେ ।
I am a debtor both to Greeks and to foreigners, both to the wise and to the foolish.
15 ୧୫ ସେଟାର୍‌ ପାଇ ରମ୍‌ ଗଡର୍‌ ଲକ୍‌, ତମର୍‌ ଲଗେ ମିସା ନିମାନ୍‌ କବର୍‌ ଜାନାଇବାକେ ମୁଇ ମନ୍‌ କଲିନି ।
So, as for me, I am ready to proclaim the gospel also to you who are in Rome.
16 ୧୬ ସେ ସୁବ୍‌ କବର୍‌ଟାନେ ମର୍‌ ପୁରାପୁରୁନ୍‌ ଆସାଆଚେ, ସେଟା ସିଗ୍‌ ପର୍‌ତମେ ଜିଉଦି ଲକ୍‌ମନର୍‌ ପାଇ ଆରି ତାର୍‌ ପଚେ ବିସ୍‌ବାସ୍‌ କର୍‌ବା ଜିଉଦି ନଇଲା ଲକ୍‌ମନର୍‌ ପାଇ ପରମେସରର୍‌ ବଡ୍‌ ବପୁ ।
For I am not ashamed of the gospel, for it is the power of God for salvation for everyone who believes, for the Jew first and for the Greek.
17 ୧୭ ଲକ୍‌ମନ୍‌ ପରମେସରର୍‌ ଲଗେ କେନ୍ତି ଦରମ୍‌ ଲକ୍‌ ବଲାଇ ଅଇ ପାର୍‌ବାଇ, ତାର୍‌ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍‌ତି ପାଇବା ଗଟେକ୍‌ ମାତର୍‌ ଉପାଇ ଅଇଲାନି, ବିସ୍‌ବାସ୍‌ । ସାସ୍‌ତରର୍‌ ବାକିଅ ଇସାବେ “ଜେ ବିସ୍‌ବାସ୍‌ କରି ପରମେସରର୍‌ ମୁଆଟେ ଦରମ୍‌ ବଲାଇ ଅଇସି, ସେ ବଁଚ୍‌ସି ।”
For in it God's righteousness is revealed from faith to faith, as it has been written, “The righteous will live by faith.”
18 ୧୮ ଜନ୍‌ ପାପି ଲକ୍‌ମନ୍‌ ନିଜର୍‌ କାରାପ୍‌ କାମେଅନି ସତ୍‌ ବିସଇ ଅଟ୍‌କାଇବାଇ, ସେମନର୍‌ ବିରଦେ ସର୍‌ଗେଅନି ପରମେସରର୍‌ ରିସା ଦେକାଇ ଅଇସି ।
For the wrath of God is revealed from heaven against all ungodliness and unrighteousness of people, who through unrighteousness hold back the truth.
19 ୧୯ କାଇକେବଇଲେ ପରମେସରର୍‌ ବିସଇନେଇ ଜାଇଟା ଜାନ୍‌ବାର୍‍ ରଇଲା ସେମନ୍‌ ସେଟା ଜାନ୍‌ଲାଇ ଆଚତ୍‌ । ପରମେସର୍‌ ନିଜେ ସେଟା ଦେକାଇ ଦେଲାଆଚେ ।
This is because that which is known about God is visible to them. For God has enlightened them.
20 ୨୦ ପରମେସର୍‌ ଜଗତ୍‌ ତିଆର୍‌ କଲାତେଇଅନି, ତାର୍‌ ନ ଦେକାଇଅଇବା ଗୁନ୍‌ ଅଇଲାନି, ତାର୍‌ କାବାଅଇଜିବା କାମ୍‌ ଆରି ନ ସାର୍‌ବା ବପୁ । ସେ ତିଆର୍‌ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍‌ ପାଇ ସେମନ୍‌ ନାଜାନୁବଲି କଇନାପାରତ୍‌ । (aïdios g126)
For his invisible qualities, namely his eternal power and divine nature, have been clearly seen, ever since the creation of the world, in the things that have been made. So they are without excuse. (aïdios g126)
21 ୨୧ ସେମନ୍‌ ପରମେସର୍‌କେ ଜାନିକରି ମିସା ନିକ ନାମତ୍‌ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍‌ ଦେଅତ୍‌ ନାଇ । ସେମନ୍‌ ଚିନ୍ତା କର୍‌ବାଟା ସବୁ କାରାପ୍‌ ଆରି ତାକର୍‌ ଚୁଚାଇ ରଇବା ମନ୍‌, ଆନ୍ଦାରେ ଆଚେ ।
This is because, although they knew about God, they did not glorify him as God, nor did they give him thanks. Instead, they became foolish in their thoughts, and their senseless hearts were darkened.
22 ୨୨ ସେମନ୍‌ ନିଜ୍‌କେ ଗିଆନି ବଲି ବାବ୍‌ଲାଇନି, ମାତର୍‌ ସତଇସେ ସେମନ୍‌ ବକୁଆ ।
They claimed to be wise, but they became foolish.
23 ୨୩ ସତ୍‌ ପରମେସର୍‌କେ ନ ନାମିକରି ନସିଜିବା ମୁନୁସ୍‌, ପସୁ, ଚଡଇ, ସାଁପ୍‍ପାରା ପୁତ୍‌ଲା ତିଆର୍‌ କରି ସେଟାମନ୍‌କେ ପୁଜା କଲାଇନି ।
They exchanged the glory of the imperishable God for the likenesses of an image of perishable man, of birds, of four-footed beasts, and of creeping things.
24 ୨୪ ସେଟାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡିଦେଲାଆଚେ, ଆରି ସେମନ୍‌ ନିଜର୍‌ ନିଜର୍‌ ମନ୍‍ କଲା କାରାପ୍‌ କାମେ ବୁଡି ରଇଲାଇନି । ସେମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ଅଇଜିବା ମିସାବିଡା କର୍‌ବାଟା ସଙ୍ଗଇଆଚତ୍‌ ।
Therefore God gave them over to the lusts of their hearts for uncleanness, for their bodies to be dishonored among themselves.
25 ୨୫ ସେମନ୍‌ ପରମେସରର୍‌ ବିସଇଟାନେ ରଇବା ସତ୍‌ ବାଦୁଲେ ମିଚ୍‌ ଦାରିକରି ଆଚତ୍‌ । ସବୁବେଲେ ଡାକ୍‌ପୁଟା ପାଇବା ପରମେସର୍‌କେ ପାର୍‌ତନା ନ କରି, ତିଆର୍‌ କଲା ଦିନ୍‍ସୁମନ୍‌କେ ପାର୍‌ତନା କଲାଇନି । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ! ଆମେନ୍‌ । (aiōn g165)
It is they who exchanged the truth of God for a lie, and who worshiped and served the creation instead of the Creator, who is praised forever. Amen. (aiōn g165)
26 ୨୬ ସେମନ୍‌ ଲାଜ୍‌ଅଇଜିବା ପାପ୍‌କାମେ ବୁଡି ରଇଲାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ତାକର୍‌ ମାଇଜିମନ୍‌ ନିଜର୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା ନ ଅଇ, କାରାପ୍‌ ଇସାବେ ବିନ୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା କଲାଇନି ।
Because of this, God gave them over to dishonorable passions, for their women exchanged natural relations for those that were unnatural.
27 ୨୭ ସେନ୍ତାରିସେ ମୁନୁସ୍‌ମନ୍‌ ମିସା ଆଲାଦେ ମାଇଜି ସଙ୍ଗ୍‌ ସୁଆବସା ନ କରି ନିଜର୍‌ ନିଜର୍‌ ବିତ୍‌ରେ କାରାପ୍‌ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ ଅଇବା ଚଲାଚଲ୍‌ତି କଲାଇନି ଆରି ସେଟାର୍‌ ପାଇ ଡଣ୍ଡ୍ ପାଇବାକେ ତିଆର୍‌ ଅଇଲାଇନି ।
Likewise, the men also left their natural relations with women and burned in their lust for one another. These were men who committed shameless acts with men and received in themselves the penalty they deserved for their error.
28 ୨୮ ଏ ଲକ୍‌ମନ୍‌ ପରମେସରର୍‌ ବିସଇନେଇ ନିମାନ୍‌ ବାବ୍‌ବାକେ ମନ୍‍ ନ କଲାର୍‌ ପାଇ, ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ଆରି ମନ୍‌ ବିତ୍‌ରେ କାରାପ୍‌ ଚିନ୍ତା କର୍‌ବାଟା କରତ୍‌ ବଲି ଚାଡିଦେଲାଆଚେ । ଏଟାର୍‌ପାଇ ସେମନ୍‌ ନ କର୍‌ବା କାମ୍‌ କର୍‌ବାଇ ।
Because they did not approve of having God in their awareness, he gave them up to a depraved mind, for them to do those things that are not proper.
29 ୨୯ ତାକର୍‌ ବିତ୍‌ରେ ସବୁରକାମର୍‌ କାରାପ୍‌ ବିସଇ, ଜନ୍‌ଟାମନ୍‌କି, କାରାପ୍‌ ଚିନ୍ତା କର୍‌ବାଟା, ବାନିଆ ଚିନ୍ତା କର୍‌ବାଟା, ଲବାଇବାଟା, ଲାଁଚ୍‌ ନେବାଟା, ତାକର୍‌ ତାକର୍‌ ବିତ୍‌ରେ ଇଁସାତଲା ଅଇବାଟା, ନର୍‌ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍‌ କର୍‌ବାଟା ଆରି କୁଟ୍‌କାତା ଅଇବାଟା ବର୍‌ତି ଅଇଆଚେ ।
They have been filled with all unrighteousness, wickedness, covetousness, and malice. They are full of envy, murder, strife, deceit, and evil intentions. They are gossips,
30 ୩୦ ସେମନ୍‌ କାନେ ପୁସୁର୍‌ ପାସାର୍‌ ଅଇବାଟା, ବିନ୍‌ ଲକ୍‌କେ ନିନ୍ଦା କର୍‌ବାଟା, ପରମେସର୍‌କେ ଗିନ୍‌ କର୍‌ବାଟା, ବଡ୍‌ପନ୍‌ ଅଇବାଟା, ବଡ୍‌ପନିଆ କାତା ଅଇବାଟା, ବିନ୍‌ଲକ୍‌କେ ପାନ୍ଦେ ଅଦ୍‌ରାଇବାଟା, ଆରି ଆୟା ବାବାର୍‌ କାତା ନ ମାନ୍‍ବାଟା,
slanderers, haters of God, insolent, arrogant, boastful, inventing ways of doing evil; they are disobedient to parents.
31 ୩୧ ଦରମ୍‍ ବିବେକ୍‍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍‍ ବିତ୍‍ରେ ଆଲାଦ୍‌ ନ କର୍‌ବାଟା ଆରି ଜିବନ୍‌ ନ ଦୁକାଇବାଟା ।
They are senseless, faithless, heartless, and unmerciful.
32 ୩୨ ଜନ୍‌ ଲକ୍‌ମନ୍‌ ଏନ୍ତି ଚଲାଚଲ୍‌ତି କର୍‌ବାଇ ସେମନ୍‌ ମରିଜିବାଟା ନିକ । ପରମେସରର୍‌ ଏ ନିୟମ୍‌ ସେମନ୍‌ ଜାନ୍‌ଲେ ମିସା ଏନ୍ତିସେ ଚଲାଚଲ୍‌ତି କର୍‌ବାଇ, ଅବ୍‍କା ସେଟା ନଏଁ, ମାତର୍‌ ଏନ୍ତି ଚଲାଚଲ୍‌ତି କର୍‌ବା ଲକର୍‌ ବାଟେ ଅଇକରି, ସାର୍‌ଦା ସଙ୍ଗ୍‍ ଏଟା ଟିକ୍‌ ବଲି ସେମନ୍‍କେ କଇବାଇ ।
They understand the regulations of God, that those who practice such things are deserving of death. But not only do they do these things, they also approve of others who do them.

< ରମିୟ 1 >