< ମାତିଉ 25 >

1 “ସେଡିକିବେଲେ ସରଗ୍‌ ରାଇଜେ କେଟ୍‌ବା ବାଟ୍‌ ଏନ୍ତି ଅଇସି । ଦସ୍‌ଟା ଦାଙ୍ଗ୍‌ଡିମନ୍‌ ସବୁ ଲକ୍‌ ଗଟେକ୍‌ ଗଟେକ୍‌ ବତି ଦାରି ବାଟେ, ବର୍‌ ଦାଙ୍ଗ୍‌ଡାକେ ଜାଗ୍‌ବାର୍‌ ଜାଇରଇଲାଇ ।
Then the kingdom of heaven will be like ten virgins who took their lamps and went to meet the bridegroom.
2 ସେମନର୍‌ ବିତ୍‌ରେଅନି ପାଁଚ୍‌ଟା ଦାଙ୍ଗ୍‌ଡି ଚତୁର୍‌ ରଇଲାଇ, ଆରି ପାଁଚ୍‌ଟା ଦାଙ୍ଗ୍‌ଡି ବକୁଆ ରଇଲାଇ ।
Five of them were foolish and five were wise.
3 ବକୁଆ ରଇଲା ଦାଙ୍ଗ୍‌ଡିମନ୍‌ ଅଦିକ୍‌ ଚିକନ୍‌ ନେଇ ନ ରଇଲାଇ ।
For when the foolish virgins took their lamps, they did not take any oil with them.
4 ମାତର୍‌ ଚତୁର୍‌ ରଇବା ଦାଙ୍ଗ୍‌ଡିମନ୍‌ ନିଜର୍‌ ନିଜର୍‌ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍‌ ବର୍‌ତି କରି ନେଇରଲାଇ ।
But the wise virgins took containers of oil along with their lamps.
5 ବର୍‌ ଦାଙ୍ଗ୍‌ଡା ଆଇବାଟା ଅଲ୍‌ସମ୍‌ ଅଇଲାକେ ଦାଙ୍ଗ୍‌ଡିମନ୍‌ ଜୁମ୍‌ରି ଜୁମ୍‌ରି କରି ସଇଦେଲାଇ ।”
Now while the bridegroom was delayed, they all got sleepy and slept.
6 ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା! ବର୍‌ ଦାଙ୍ଗ୍‌ଡା ଆଇଲାବେ! ଆସା ସେମନ୍‌କେ ଡାକିଆନୁ!”
But at midnight there was a cry, 'Look, the bridegroom! Go out and meet him.'
7 ଦାଙ୍ଗ୍‌ଡିମନ୍‌ ଉଟିକରି ନିଜର୍‌ ନିଜର୍‌ ବତିମନ୍‌ ସାଜାଡ୍‌ଲାଇ ।
Then all those virgins rose up and trimmed their lamps.
8 ସେଡ୍‌କି ବେଲେ ବକୁଆ ଦାଙ୍ଗ୍‌ଡିମନ୍‌ ଚତୁର୍‌ ରଇଲା ଦାଙ୍ଗ୍‌ଡିମନ୍‌କେ କଇଲାଇ “ଆମ୍‌କେ କଣ୍ଡେକ୍‌ ଚିକନ୍‌ ଦିଆ । ଆମର୍‌ ବତି ଲିବିଗାଲାନି ।”
The foolish said to the wise, 'Give us some of your oil because our lamps are going out.'
9 ଚତୁର୍‌ ଦାଙ୍ଗ୍‌ଡିମନ୍‌ କଇଲାଇ, “ତମ୍‌କେ ଦେଲେସରି ଆମର୍‌ ପାଇ ଚିକନ୍‌ ନ ଅଏ । ତମେ ଦୁକାନେ ଜାଇ ନିଜର୍‌ ନିଜର୍‌ ପାଇ ଚିକନ୍‌ ଗେନିଆନା ।”
But the wise answered and said, 'Since there will not be enough for us and you, go instead to those who sell and buy some for yourselves.'
10 ୧୦ ସେଟାର୍‌ପାଇ ବୁଦି ନଇଲା ଦାଙ୍ଗ୍‌ଡିମନ୍‌ ଚିକନ୍‌ ଗେନ୍‌ବାକେ ବାରଇଲାଇ । ସେମନ୍‌ ଗାଲା, ପଚେ ବର୍‌ ଦାଙ୍ଗ୍‌ଡା ଆସି କେଟ୍‌ଲା । ଜାଗ୍‌ରତ୍‌ ଅଇରଇଲା ପାଁଚ୍‌ଟା ଚତୁର୍‌ ଦାଙ୍ଗ୍‌ଡିମନ୍‌ ତାକର୍‌ ସଙ୍ଗ୍‌ ବିବା ବଜିତେଇ ଗାଲା ପଚେ କାପାଟ୍‌ ଡାବିଅଇଗାଲା ।
While they went away to buy, the bridegroom came, and those who were ready went with him to the marriage feast, and the door was shut.
11 ୧୧ ସେ ବୁଦି ନ ରଇଲା ଦାଙ୍ଗ୍‌ଡିମନ୍‌ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍‌ରୁ, ଏ ମାପ୍‌ରୁ କାପାଟ୍‌ ଉଗାଡା, ଆମେ ବିତ୍‌ରେ ଜିବୁ ବଲି ସେମନ୍‌ ଆଉଲି ଅଇଲାଇ ।
Afterward the other virgins also came and said, 'Master, master, open for us.'
12 ୧୨ ବର୍‌ଦାଙ୍ଗ୍‌ଡା କଇଲା, “ମୁଇ ସତ୍‌ କଇଲିନି, ତମେ କେ, ମୁଇ ନାଜାନି ।”
But he answered and said, 'Truly I say to you, I do not know you.'
13 ୧୩ କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍‌ରତ୍‌ ଅଇ ରୁଆ । ସେ ଦିନ୍‌ କି ବେଲା କେ ମିସା ନାଜାନାସ୍‌ ।”
Watch therefore, for you do not know the day or the hour.
14 ୧୪ “ସରଗ୍‌ ରାଇଜ୍‌ ଏନ୍ତାରି, ସେ ବିସଇର୍‍ ଆରି ଗଟେକ୍‌ କାତା ସୁନା । ତରେକ୍‌ ଗଟେକ୍‌ ଲକ୍‌ ତାର୍‌ ଚାକର୍‌ମନ୍‍କେ, ତାର୍‌ ସଁପତି ଚାଡିଦେଇ ବିଦେସେ ଉଟିଗାଲା ।
For it is like when a man was about to go into another country. He called his own servants and gave over to them his wealth.
15 ୧୫ ସେମନର୍‌ ପାର୍‌ବା ଇସାବେ ସେମନ୍‌କେ କେତେକ୍‌ କେତେକ୍‌ ଡାବୁ ଜିମା ଦେଲା । ଗଟେକ୍‌ ଲକ୍‌କେ ପାଁଚ୍‌ ଅଜାର୍‌ ରୁପା ଟାଙ୍ଗା ଦେଲା, ଗଟେକ୍‌ ଲକ୍‌କେ ଦୁଇ ଅଜାର୍‌, ଆରି ଗଟେକ୍‍ଲକ୍‌କେ ଅଜାର୍‌ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା ।
To one of them he gave five talents, to another he gave two, and to yet another he gave one talent. Each one received an amount according to his own ability, and that man went on his journey.
16 ୧୬ ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ସେ ଡାବୁ ବେବାର୍‌ କରି ଆରି ପାଁଚ୍‌ ଅଜାର୍‌ ଲାବ୍‌କଲା ।
The one who received the five talents went at once and invested them and made another five talents.
17 ୧୭ ସେନ୍ତାରି ଦୁଇ ଅଜାର୍‌ଟା ନେଇରଇଲା ଚାକର୍‌ ମିସା ଆରି ଦୁଇ ଅଜାର୍‌ ଲାବ୍‌କଲା ।
Likewise the one who had received two talents made another two.
18 ୧୮ ମାତର୍‌ ଜନ୍‌ ଚାକର୍‌ ଅଜାର୍‌ଟା ପାଇରଇଲା, ସେ ଗଟେକ୍‌ କାଲ୍‌କୁନି ସାଉକାର୍‌ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
But the servant who had received one talent went away, dug a hole in the ground, and hid his master's money.
19 ୧୯ “ବେସିଦିନ୍‌ ଗାଲା ପଚେ ସାଉକାର୍‌ ବାଅଡ୍‌ଲା ଆରି ଚାକର୍‌ମନର୍‌ ସଙ୍ଗ୍‌ ଇସାବ୍‌କିତାବ୍‌ କଲା ।”
Now after a long time the master of those servants came back and settled accounts with them.
20 ୨୦ ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ଆସି ଆରି ପାଁଚ୍‌ ଅଜାର୍‌ ଦେଇ କଇଲା, “ସାଉକାର୍‌ ତମେ ମକେ ପାଁଚ୍‌ ଅଜାର୍‌ ଦେଇରଇଲାସ୍‌, ଏଦେ ଦେକା, ମୁଇ ଆରି ପାଁଚ୍‌ ଅଜାର୍‌ ଲାବ୍‌ କଲିଆଚି ।”
The servant who had received the five talents came and brought another five talents. He said, 'Master, you gave me five talents. See, I have made five talents more.'
21 ୨୧ ସାଉକାର୍‌ ସାର୍‌ଦା ଅଇ ତାକେ କଇଲା, “ଟିକ୍‌ କରିଆଚୁସ୍‌, ତୁଇ ମର୍‌ କେଡେକ୍‌ ନିକ ଆରି ବିସ୍‌ବାସ୍‍ ରଇବା ଚାକର୍‌! ତମେ ବିସ୍‌ବାସ୍‌ ସଙ୍ଗ୍‍ ଉନା ଦନ୍‌ କାର୍‌ବାର୍‌ କରି ରଇଲାର୍‍ ପାଇ ତମ୍‍କେ ବେସି ଦନ୍‌ ଚାଡିଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।”
His master said to him, 'Well done, good and faithful servant! You have been faithful over a few things. I will put you in charge over many things. Enter into the joy of your master.'
22 ୨୨ “ଦୁଇ ଅଜାର୍‌ ରୁପାଟାଙ୍ଗା ନେଇ ରଇଲା ଚାକର୍‌ ଆସି କଇଲା, ସାଉକାର୍‌ ତମେ ମକେ ଦୁଇ ଅଜାର୍‌ ଦେଇ ରଇଲାସ୍‌, ମୁଇ ଆରି ଦୁଇ ଅଜାର୍‌ ଲାବ୍‌ କଲିଆଚି ।”
The servant who had received two talents came and said, 'Master, you gave me two talents. See, I have made two more talents.'
23 ୨୩ ସାଉକାର୍‌ କଇଲା, କେଡେକ୍‌ ନିକ! ତୁଇ ମିସା ମର୍‌ ବଡିଆ ଚାକର୍‌ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍‌ । ଏବେ ତର୍‌ ଜିମାରେ ମୁଇ ବୁତେକ୍‌ ଦନ୍‌ ଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।
His master said to him, 'Well done, good and faithful servant! You have been faithful over a few things. I will put you in charge over many things. Enter into the joy of your master.'
24 ୨୪ ସାରାସାରି ଅଜାର୍‌ ରୁପାଟାଙ୍ଗା ପାଇରଇଲା ଚାକର୍‌ ଆସି କଇଲା, “ଏ ସାଉକାର୍‌ ମୁଇ ଜାନି, ତମେ ଗଟେକ୍‌ ବେସି ରିସା ଅଇବା ଲକ୍‌ । ବୁନି ନ ରଇବା ପଦାଇ କାଟ୍‌ସା ଆରି ବିଅନ୍‌ ନ ବୁନିକରି ତାସ୍‌ ବାରା ବାନ୍ଦ୍‌ସା ।
Then the servant who had received one talent came and said, 'Master, I know that you are a strict man. You reap where you did not sow, and you harvest where you did not scatter.
25 ୨୫ ସେଟାର୍‌ ପାଇ ମୁଇ ଡରିକରି ତମର୍‌ ଦନ୍‌ ମାଟିତେଇ କାଲ୍‌କୁନି ତପି ରଇଲି । ଏଦେ ଦେକା! ତମର୍‌ ସେ ଟାଙ୍ଗା!”
I was afraid, so I went away and hid your talent in the ground. See, you have here what belongs to you.'
26 ୨୬ ସାଉକାର୍‌ କଇଲା, “ଅଇରେ କାମ୍‌କେ ନଇଲା ବାଡୁ! ତୁଇତା ଜାନିରଇଲୁସ୍‌, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍‌ ଟୁଲିଆଇବି ।
But his master answered and said to him, 'You wicked and lazy servant, you knew that I reap where I have not sowed and harvest where I have not scattered.
27 ୨୭ ତେବେ ମର୍‌ ଟାଙ୍ଗାନେଇ ବିନ୍‌ ଲକ୍‌ମନ୍‌କେ କଲନ୍ତର୍‌ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍‌ ମିଲ୍‌ତା ।”
Therefore you should have given my money to the bankers, and at my coming I would have received back my own with interest.
28 ୨୮ ଏନ୍ତାରି କଇ ସାଉକାର୍‌ ଆଦେସ୍‌ ଦେଲା, ଏ ଚାକରର୍‌ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍‌ ଆତେ ଦସ୍‌ଅଜାର୍‌ ଆଚେ, ତାକେ ଦେଇଦିଆସ୍‌ ।
Therefore take away the talent from him and give it to the servant who has ten talents.
29 ୨୯ କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍‌ ଦିଆଅଇସି । ଆରି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ ତାର୍‌ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
For to everyone who possesses, more will be given—even more abundantly. But from anyone who does not possess anything, even what he does have will be taken away.
30 ୩୦ ଏ କାମ୍‌କେ ନଇଲା ଚାକର୍‌କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍‌ । ତେଇ ସେ କିଲିବିଲିଅଇ ଦାତ୍‌ କାତ୍‌ରି ମାରି ଚପି ଅଇ କାନ୍ଦ୍‌ସି ।
Throw the worthless servant into the outer darkness, where there will be weeping and grinding of teeth.'
31 ୩୧ ଜେଡେବେଲା ନର୍‌ପିଲା ମୁଇ ରାଜାଅଇ ମର୍‌ ସରଗର୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆଇବି, ଆରି ମର୍‌ ଡାକ୍‌ପୁଟା ବସ୍‍ବା ଜାଗାଇ ବସ୍‌ବି,
When the Son of Man comes in his glory and all the angels with him, then he will sit on his glorious throne.
32 ୩୨ ସବୁ ଜାତିର୍‌ ଲକ୍‌ ମର୍‌ ମୁଆଟେ ଟୁଲ୍‌ ଅଇବାଇ । ସେଡ୍‌କି ବେଲା ଗଉଡ୍‌ ଜେନ୍ତି ମେଣ୍ଡା ଆରି ଚେଲିମନ୍‌କେ ବେଗ୍‍ଲାଇସି, ସେନ୍ତି ନର୍‌ପିଲା ମୁଇ ଲକ୍‌ମନ୍‌କେ ଦୁଇ ଦଲ୍‌ କରି ବାଗ୍‌ କର୍‌ବି ।
Before him will be gathered all the nations, and he will separate the people one from another, as a shepherd separates the sheep from the goats.
33 ୩୩ ଦରମ୍‌ ଲକ୍‌ମନ୍‌କେ ଉଜା ବାଟେ ଆରି ବିନ୍‌ ଲକ୍‌ମନ୍‌କେ ମର୍‌ ଡେବ୍‌ରି ବାଟେ ସଙ୍ଗଇବି ।
He will place the sheep on his right hand, but the goats on his left.
34 ୩୪ ତାର୍‌ ପଚେ ମର୍‌ ଉଜାବାଟେ ରଇଲା ଲକ୍‌ମନ୍‌କେ ମୁଇ କଇବି, “ଆସା, ତମ୍‌କେ ମର୍‌ ବାବା ଆସିର୍‌ବାଦ୍‌ କଲାଆଚେ । ଦୁନିଆ ତିଆର୍‌ଅଇଲା ବେଲେଅନି ଜନ୍‌ ରାଇଜ୍‌ ତମର୍‌ ପାଇ ତିଆର୍‌ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
Then the King will say to those on his right hand, 'Come, you who have been blessed by my Father, inherit the kingdom prepared for you from the foundation of the world.
35 ୩୫ ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍‌ । ମକେ ସସ୍‍ କଲା, ତମେ ମକେ କାଇବାକେ ଦେଲାସ୍‌ । ମୁଇ ଚିନାର୍‌ ଜାନାର୍‌ ନ ରଇଲି, ମକେ ତମର୍‌ ଗରେ ଗତିଆ କରି ଡାକ୍‌ଲାସ୍‌ ।
For I was hungry and you gave me food; I was thirsty and you gave me a drink; I was a stranger and you took me in;
36 ୩୬ ମୁଇ ଡୁମ୍‌ଣ୍ଡା ରଇଲି, ମକେ ବସ୍‌ତର୍‌ ପିନ୍ଦାଇଲାସ୍‌ । ମୁଇ ଜର୍‌ଦାରାଇ ଅଇରଇଲି, ମକେ ଜତନ୍‌ କଲାସ୍‌ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍‌ବାର୍‌ ଆସିରଇଲାସ୍‌ ।”
I was naked and you clothed me; I was sick and you cared for me; I was in prison and you came to me.'
37 ୩୭ ଦରମ୍‌ ଲକ୍‌ମନ୍‌ କଇବାଇ, “ମାପ୍‌ରୁ! କେବେ ତମେ ବୁକେ ରଇଲାଟା ଦେକି ତମ୍‌କେ କାଇବାକେ ଦେଇରଇଲୁ? କେବେ ତମ୍‍କେ ସସ୍‍ କଲାଜେ ପାନି କାଇବାକେ ଦେଇ ରଇଲୁ?
Then the righteous will answer and say, 'Lord, when did we see you hungry and feed you? Or thirsty and give you a drink?
38 ୩୮ କେବେ ତମେ ଚିନାର୍‌ ଜାନାର୍‌ ନ ଅଇରଇଲାସ୍‌ ଜେ ଆମେ ତମ୍‌କେ ଗତିଆ କରି ଗରେ ଡାକି ରଇଲୁ? ଆରି କେବେ ଡୁମ୍‌ଣ୍ଡା ରଇଲାସ୍‌ ଜେ ପିନ୍ଦ୍‌ବାକେ ବସ୍‌ତର୍‌ ଦେଇ ରଇଲୁ?
When did we see you a stranger and take you in? Or naked and clothe you?
39 ୩୯ କେବେ ତମେ ଜର୍‌ ଦାରାଇ ଅଇରଇଲାସ୍‌ଜେ ଆମେ ତମ୍‌କେ ଜତନ୍‌ କଲୁ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍‌ଜେ ଆମେ ଦେକ୍‌ବାର୍‌ ଆସିରଇଲୁ?”
When did we see you sick or in prison and come to you?'
40 ୪୦ ପଚେ, ମୁଇ ସେମନ୍‌କେ କଇବି, ମୁଇ ତମ୍‌କେ ସତ୍‌କଇଲିନି, ଏ ମର୍‌ ବାଇମନର୍‌ ବିତ୍‌ରେ ସବୁର୍‌ଟାନେଅନି ଗଟେକ୍‌ ସାନ୍‌ ଲକର୍‌ ପାଇ, ଜାଇଟା ସବୁ କରିଆଚାସ୍‌, ସେଟା ମର୍‌ ପାଇ କରିଆଚାସ୍‌ ।
Then the King will answer and say to them, 'Truly I say to you, what you did for one of the least of these brothers of mine, you did it for me.'
41 ୪୧ ତାର୍‌ପଚେ ଡେବ୍‌ରିବାଟେ ବସି ରଇବା ଲକ୍‌ମନ୍‌କେ ମୁଇ କଇବି “ଏଇ ସାଇପ୍‌ ପାଇରଇବା ଦଲର୍‌ ଲକ୍‌ମନ୍‌! ମର୍‌ ମୁଆଟେ ରୁଆନାଇ । ସଇତାନ୍‌ ଆରି ତାର୍‌ ସଙ୍ଗ୍‍ ରଇଲା ଦୁତ୍‌ମନର୍‌ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍‌ ଅଇଲାଆଚେ । ତେଇ ଜାଆ! (aiōnios g166)
Then he will say to those on his left hand, 'Depart from me, you cursed, into the eternal fire that has been prepared for the devil and his angels, (aiōnios g166)
42 ୪୨ ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍‌ ନାଇ, ମକେ ସସ୍‍ କଲାଜେ ପାନି ଗୁଡିକ୍‌ ଦିଆସ୍‌ ନାଇ ।
because I was hungry, but you did not give me food; I was thirsty, but you did not give me a drink;
43 ୪୩ ମୁଇ ଅଚିନାର୍‌ ଅଇ ରଇଲା ବେଲେ ମକେ ଡାକାସ୍‌ ନାଇ । ମୁଇ ଡୁମ୍‍ଣ୍ଡା ରଇଲା ବେଲେ ମକେ ବସ୍‌ତର୍‌ ପିନ୍ଦାଆସ୍‌ ନାଇ । ଜର୍‌ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍‌ କରାସ୍‌ନାଇ ।”
I was a stranger, but you did not take me in; naked, but you did not clothe me; sick and in prison, but you did not care for me.'
44 ୪୪ ସେମନ୍‌ ସେଡ୍‌କିବେଲେ ମକେ କଇବାଇ, “ମାପ୍‌ରୁ, ତମ୍‌କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍‌ ରଇଲା ବେଲେ, ଡୁମ୍‍ଣ୍ଡା ରଇଲା ବେଲେ ଆରି ଜର୍‌ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍‌କେ ସାଇଜ କରୁ ନାଇ?”
Then they will also answer and say, 'Lord, when did we see you hungry, or thirsty, or a stranger, or naked, or sick, or in prison, and did not serve you?'
45 ୪୫ ସତଇସେ ମୁଇ କଇବି, “ଏ ସାନ୍‌ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ ସାଇଜ କର୍‌ବାକେ ମନାକର୍‌ବା ବେଲେ, ତମେ ମକେ ସାଇଜ କରାସ୍‌ ନାଇ ।
Then he will answer them and say, 'Truly I say to you, what you did not do for one of the least of these, you did not do for me.'
46 ୪୬ ଏନ୍ତାରି ଲକ୍‌ମନ୍‌କେ ସବୁ ଦିନର୍‌ ପାଇ ଡଣ୍ଡ୍‌ ମିଲ୍‌ସି ଆରି ଦରମ୍‌ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ ।” (aiōnios g166)
These will go away into eternal punishment, but the righteous into eternal life.” (aiōnios g166)

< ମାତିଉ 25 >