< ଲୁକ୍‌ 1 >

1 ଏ ତିଅପିଲ୍‌ ମଆସୟ, ଆମର୍‌ ବିତ୍‌ରେ ଜନ୍‌ ସବୁ ଗଟ୍‍ନା ଗଟ୍‌ଲା, ସେସବୁ ଲେକ୍‌ବାକେ ବେସି ଲକ୍‌ ଚେସ୍‌ଟା କଲାଇ ।
Ko so mnogi jeli opisovati rečí, ktere so popolnoma gotove med nami,
2 ଆରାମ୍‌ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍‌ କବର୍‌ ବିନ୍‌ ଲକ୍‌ମନ୍‌କେ ଜାନାଇଲାଇ, ସେମନ୍‌ ଆମ୍‌କେ କଇଲା ଇସାବେ ଲେକ୍‌ଲାଇ ।
Kakor so nam izročili, kteri so od začetka sami videli in so služabniki besede bili:
3 ତେବର୍‌ପାଇ ଏ ମାନନିୟ ତିୟପିଲ୍‌. ପୁର୍‌ବେଅନି ଟିକିନିକି କଜ୍‌ଲଡ୍‌କରି ତେଇ ସବୁଜାକ ରିତିିନିତି ସଙ୍ଗ୍‌ ଅଇଲାଟା ତମର୍‌ପାଇ ମୁଇ ଲେକ୍‌ବିଆକା ବଲି ମନ୍‌କଲି ।
Namenil sem tudi jaz, ki sem vse od začetka na tanko pozvedel, po vrsti pisati tebi, častiti Teofil!
4 ଜେନ୍ତି ତୁଇ ସବୁ ବିସଇର୍‌ ସିକିଆ ପାଇଆଚୁସ୍‌, ସେ ସିକିଆର୍‌ ପୁରାପୁରୁନ୍‌ ସତ୍‌ ପାଇପାରୁସ୍‌ ।
Da spoznaš gotovost rečî, kterih si se naučil.
5 ଜିଉଦା ଦେସର୍‌ ରାଜା ଏରଦର୍‌ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍‌ ଗଟେକ୍‌ ପୁଜାରି ରଇଲା । ତାର୍‌ ମାଇଜି ଏଲିସାବେତ୍‌ । ସେ ଆରଣ୍‌ ବଁସର୍‌ ରଇଲା ।
Bil je v dnéh Heroda kralja Judejskega neki duhoven po imenu Zaharija, od reda Abijevega; in žena njegova od hčeri Aronovih, in ime jej je bilo Elizabeta.
6 ପର୍‌ମେସରର୍‌ ଦେକ୍‌ବା ଇସାବେ ସେମନ୍‌ ଦୁଇଲକ୍‌ ଜାକ ମାପ୍‌ରୁର୍‌ ସବୁ ଆଦେସ୍‌, ବିଦି ଇସାବେ କରତେରଇଲାଇ ।
Bila sta pa oba pravična pred Bogom, in živela sta po vseh zapovedih in ustavah Gospodovih brez madeža.
7 ମାତର୍‌ ସେମନ୍‌କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍‌ ବାଞ୍ଜି ରଇଲା । ଆରି ସେମନ୍‌ ଡକ୍‌ରା ଡକ୍‌ରି ଅଇଜାଇରଇଲାଇ ।
In nista imela otrók, ker je bila Elizabeta nerodovitna, in oba sta se bila uže postarala.
8 ଦିନେକ୍‌ ଜିକରିୟ ନିଜର୍‌ ଦଲର୍‌ ପାଲି ଇସାବେ, ଜିଉଦିମନର୍‌ ମନ୍ଦିରେ ପୁଜାରି କାମ୍‌ କର୍‌ବାବେଲେ,
Zgodí se pa, ko je po vrsti reda svojega služil pred Bogom,
9 ରିତିନିତି ଇସାବେ ଜିକରିୟର୍‍ ନାଉଁ କେଡ୍‌ ପୁଟ୍‌ଲାଜେ ତାକେ ମାପ୍‌ରୁର୍‌ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍‌ ଦେବାକେ ପଡ୍‌ଲା ।
Po navadi duhovstva zadene ga opravilo, naj vnide v tempelj Gospodov, da pokadí.
10 ୧୦ ଆରି ଦୁପ୍‌ ଦେବାବେଲେ ଲକ୍‌ମନ୍‌ ବାଇରେ ପାର୍‌ତନା କର୍‌ତେ ରଇଲାଇ ।
In vsa množiča ljudstva je bila zunej, in molila je v čas kajenja.
11 ୧୧ ସେଡ୍‌କିବେଲେ ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଦୁପ୍‌ ଦେବା ବେଦିର୍‌ ଉଜାବାଟେ ଟିଆଅଇ ତାକେ ଦର୍‌ସନ୍‌ ଦେଲା ।
Prikaže pa mu se angelj Gospodov, stoječ na desnej strani kadilnega oltarja.
12 ୧୨ ଜିକରିୟ ତାକେ ଦେକି କିଲ୍‌ବିଲ୍‌ ଅଇ ଡରିଗାଲା ।
In Zaharija se ustraši, ko ga ugleda, in groza ga obide.
13 ୧୩ ମାତର୍‌ ଦୁତ୍‌ ତାକେ କଇଲା, “ଜିକରିୟ ଡର୍‌ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍‌ମେସର୍‌ ସୁନିଆଚେ । ତର୍‌ ମାଇଜି ଏଲିସାବେତ୍‌ ଗଟେକ୍‌ ପିଲା ଜନମ୍‌ ଦେଇସି । ତମେ ତାକେ ଜଅନ୍‌ ବଲି ନାଉଁ ଦିଆସ୍‌ ।
Angelj mu pa reče: Ne boj se, Zaharija! kajti uslišana je molitev tvoja, in žena tvoja Elizabeta ti bo rodila sina, in imenuj ime njegovo Janez.
14 ୧୪ ସେ ତମର୍‌ ପାଇ ବେସି ସାର୍‌ଦା ଆନ୍‌ସି ଆରି କେତେ କେତେ ଲକ୍‌ମନ୍‌ ତାର୍‌ ଜନମେ ସାର୍‌ଦା କର୍‌ବାଇ ।
In bo ti na radost in na veselje, in veliko se jih bo rojstvu njegovemu radovalo.
15 ୧୫ ମାପ୍‌ରୁର୍‌ ଦେକ୍‌ବା ଇସାବେ ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି । ସେ ଆମଟ୍‌ ଅଇଜାଇରଇବା ଅଙ୍ଗୁର୍‌ ରସ୍‌ କି ନିସା ଜିନିସ୍‌ ମୁଲ୍‌କେ ନ କାଏ ଆରି ମାଆର୍‌ ଗର୍‌ବେ ଅନି ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ଆଇସି ।
Kajti velik bo pred Gospodom; in vina in močne pijače ne bo pil, in napolnil se bo Duha svetega še v telesu matere svoje.
16 ୧୬ ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ବିତ୍‌ରେ ଅନି କେତେ କେତେ ଲକ୍‌ମନ୍‌କେ ମାପ୍‌ରୁ ତାର୍‌ ପର୍‌ମେସରର୍‌ ଟାନେ ବାଉଡାଇସି ।
In veliko sinov Izraelskih bo obrnil h Gospodu Bogu njih.
17 ୧୭ ସେ ବବିସତ୍‌ବକ୍‌ତା ଏଲିୟର୍‌ ଆତ୍‌ମାଇ ବପୁଅଇ ପର୍‌ମେସରର୍‌ ଆଗ୍‌ତୁ ଜାଇସି । ବାବାମନର୍‌ ମନ୍‌ ପିଲାମନର୍‌ଟାନେ ବାଉଡାଇସି । ପର୍‌ମେସରର୍‌ କାତା ନ ମାନ୍‌ବା ଲକ୍‌ମନ୍‌କେ ଦରମ୍‌ ଲକ୍‌ମନ୍‌ ଚିନ୍ତା କର୍‌ବା ଟାନେ ବାଉଡାଇସି । ଆରି ପର୍‌ମେସରର୍‌ ଲକ୍‌ମନ୍‌କେ ତାର୍‌ ପାଇ ଜାଗ୍‌ରତ୍‌ କରାଇସି ।”
In on pojde pred njim z duhom in močjó Elijevo, da obrne srca očetov k otrokom, in nevernike k razumnosti pravičnih: da pripravi Gospodu ljudstvo gotovo.
18 ୧୮ ତେଇ ଜିକରିୟ ଦୁତ୍‌କେ କଇଲା, “ତମେ କଇବାଟା ସତ୍‌ ଅଇସି ବଲି ମୁଇ କେନ୍ତି ଜାନ୍‌ବି? କାଇକେବଇଲେ ମୁଇତା ଡକ୍‌ରା ଅଇଗାଲିବେ, ଆରି ମର୍‌ ମାଇଜି ମିସା ଡକ୍‌ରି ଅଇଗାଲାନି ।”
Pa reče Zaharija angelju: Po čem bom poznal to? kajti jaz sem star, in žena moja se je postarala.
19 ୧୯ ଦୁତ୍‌ ତାକେ କଇଲା “ମୁଇ ଗାବ୍‌ରିଏଲ୍‌, ମୁଇ ପର୍‌ମେସରର୍‌ ମୁଆଟେ ଟିଆ ଅଇରଇବା ଦୁତ୍‌, ତମ୍‌କେ ଏ କବର୍‌ ଜାନାଇବାକେ ମକେ ପାଟାଇଆଚେ ।
In odgovarjajoč angelj, reče mu: Jaz sem Gabrijel, ki stojim pred Bogom, in poslan sem, naj s teboj govorim, in ti to veselje oznanim.
20 ୨୦ ଦେକ୍‌, ଏ ସବୁ ନ ଅଇବା ଦିନ୍‌ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍‌ ସବୁ ବାକିଅ ସମାନ୍‌ ବେଲାଇସେ ପୁରାପୁରୁନ୍‌ ଅଇସି । ସେଟା ସବୁ ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ ।”
In glej, mutast boš in ne boš mogel govoriti do dné, ko se bo to zgodilo; ker nisi veroval besedam mojim, ktere se bodo izpolnile o svojem času.
21 ୨୧ ଏତ୍‌କି ଅଇବା ବିତ୍‌ରେ ଲକ୍‌ମନ୍‌ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍‌ ଅଲ୍‌ସମ୍‌ ଅଇଲାଜେ ସେମନ୍‌ କାବାଅଇ ଜାଇତେରଇଲାଇ ।
In čakalo je ljudstvo Zaharija; in čudili so se, da se tako dolgo mudí v tempeljnu.
22 ୨୨ ମାତର୍‌ ଜିକରିୟ ବାରଇ ଆସି ଲକ୍‌ମନର୍‌ ସଙ୍ଗ୍‌ କାତାଅଇ ନାପାର୍‌ଲା, ତେଇ ସେ ଦେଉଲେ ଦର୍‌ସନ୍‌ ପାଇଆଚେ ବଲି ଲକ୍‌ମନ୍‌ ବୁଜ୍‌ଲାଇ ଆରି ସେ ଲକ୍‌ମନ୍‌କେ ଆତ୍‌ ସଗିଆ କରି ଜାନାଇବାର୍‌ ଦାର୍‌ଲା ଆରି ଗୁଲାଅଇକରି ରଇଲା ।
Ko pa izide, ni jim mogel govoriti? in spoznajo, da je videl prikazen v tempeljnu: in on jim je pomigaval, in ostal je mutast.
23 ୨୩ ଜିକରିୟ ତାର୍‌ ସେବା କର୍‌ବା ପାଲି ଦିନ୍‌ ସବୁ ସାର୍‌ଲା ପଚେ ତାର୍‌ ଗରେ ଉଟିଗାଲା ।
In zgodí se, ko se izpolnijo dnevi službe njegove, odide na dom svoj.
24 ୨୪ ଏତ୍‌କି ଅଇ କେତେକ୍‌ ଦିନ୍‌ ଗାଲା ପଚେ ତାର୍‌ ମାଇଜି ଏଲିସାବେତ୍‌ ଗାଗ୍‌ଡେ ଅଇଲା ଆରି ସେ ପାଁଚ୍‌ ମାସ୍‌ ଜାକ କାକେ ନ ଜାନାଇ ଗରେସେ ରଇଲା ।
A po teh dnéh je Elizabeta žena njegova spočela, in skrivala se je pet mesecev, govoreč:
25 ୨୫ ତାର୍‌ପଚେ ଏଲିସାବେତ୍‌ କଇଲା, “ଲକ୍‌ମନର୍‌ ଜେଞ୍ଜେଟ୍‌ କର୍‌ବାଟା ଦୁର୍‌ କର୍‌ବାକେ ସାରାସାରି ମକେ ଦୟା କରି ମାପ୍‌ରୁ ଏନ୍ତାରି କଲାଆଚେ ।”
Tako mi je storil Gospod v dnéh, ko se je ozrl na me, da odvzeme oponos moj med ljudmí.
26 ୨୬ ଏଲିସାବେତ୍‌ ଗାଗ୍‌ଡେଅଇ ଚ ମାସ୍‌ ଅଇଲାକେ, ପର୍‌ମେସର୍‌ ଗାବ୍‌ରିଏଲ୍‌ ଦୁତ୍‌କେ ଗାଲିଲି ରାଇଜର୍‌ ନାଜରିତ୍‌ ନାଉଁର୍‌ ନଅରେ ଗଟେକ୍‌ ଦାଙ୍ଗ୍‌ଡିର୍‌ ଟାନେ ପାଟାଇଲା ।
A šesti mesec pošlje Bog angelja Gabrijela v mesto Galilejsko, kteremu je ime Nazaret,
27 ୨୭ ସେ ଦାଙ୍ଗ୍‌ଡିର୍‌ ନାଉଁ ମରିୟମ୍‌, ଦାଉଦ୍‌ ବଁସର୍‍ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା ସଙ୍ଗ୍‌ ତାର୍‌ ମାଙ୍ଗ୍‌ନି ଅଇରଇଲା ।
K devici zaročenej možu, kteremu je bilo ime Jožef, iz hiše Davidove; in devici je bilo ime Marija.
28 ୨୮ ଦୁତ୍‌ ମରିୟମର୍‍ ଲଗେ ଆସି କଇଲା, “ଏ ନୁନି, ମାପ୍‌ରୁ ତକେ ଦୟାକଲା ଆଚେ, ଆରି ତର୍‌ସଙ୍ଗ୍‌ ଆଚେ ।”
In angelj vnide k njej, in reče: Zdrava, z milostjo obdarovana! Gospod je s teboj; blagoslovljena si ti med ženami.
29 ୨୯ ମରିୟମ୍‌ ସରଗର୍‌ ଦୁତ୍‌ କଇଲା ବାକିଅ ସୁନ୍‌ଲା ଆରି କାଇଟା ବୁଜିନାପାରି ଉଡୁକ୍‌ ଦୁଡୁକ୍‌ ଅଇଜାଇକରି, ବାବିବାବି ରଇଲା ।
Ona pa, ko ga ugleda, prestraši se od besede njegove, in premišljevala je, kakošen bi bil ta pozdrav.
30 ୩୦ ଦୁତ୍‌ ତାକେ କଇଲା, “ମରିୟମ ଡର୍‌ ନାଇ, ତୁଇ ମାପ୍‌ରୁର୍‌ ଦୟା ପାଇଆଚୁସ୍‌ ।
Pa jej angelj reče; Ne boj se, Marija! našla si namreč milost pri Bogu.
31 ୩୧ ଦେକ୍‌ ତୁଇ ଗାଗ୍‌ଡେ ଅଇ ପିଲା ଗଟେକ୍‌ ଜନମ୍‌ କର୍‌ସୁ ଆରି ତାର୍‌ ନାଉଁ ଜିସୁ ଦେଇସା ।
In glej, spočela boš v telesu, in rodila boš sina, in imenuj ime njegovo Jezus.
32 ୩୨ ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ପଅ ବଲି କଇବାଇ, ସରଗର୍‌ ମାପ୍‌ରୁ ତାକେ, ତାର୍‌ ଆନିଦାଦି ଦାଉଦର୍‌ ପାରା ରାଜା କରାଇସି ।
Ta bo velik, in imenoval se bo sin najvišega; in dal mu bo Gospod Bog prestol Davida očeta njegovega,
33 ୩୩ ସେ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସି । ତାର୍‌ ରାଇଜ୍‌ କେବେ ନ ସାରେ ।” (aiōn g165)
In kraljeval bo v hiši Jakobovej vekomaj, in kraljestvu njegovemu ne bo konca. (aiōn g165)
34 ୩୪ ମରିୟମ୍‌ ଦୁତ୍‌କେ କଇଲା, “ଏଟା କେନ୍ତି ଅଇସି? ମୁଇତା ମୁନୁସ୍‌କେ ନାଜାନି!”
Marija pa reče angelju: Kako bo to, ko moža ne poznam?
35 ୩୫ ଦୁତ୍‌ ତାକେ କ‍ଇଲା, “ସୁକଲ୍‌ ଆତ୍‌ମା ଆସି ତକେ ଡାବି ଅଇସି, ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ବପୁ ତକେ ଗୁଡିଆଇ ଅଇସି, ତେବର୍‌ପାଇ ଜେ ଜାତ୍‌ ଅଇସି, ସେ ସୁକଲ୍‌ ପର୍‌ମେସରର୍‌ ପଅ ବଲି ଡାକ୍‌ପୁଟା ଅଇସି ।”
In odgovarjajoč angelj, reče jej; Sveti Duh bo prišel na te, in moč najvišega te bo obsenčila; za to se bo sveto, ktero se bo rodilo iz tebe, imenovalo sin Božji.
36 ୩୬ ଆରି ଦେକ୍‌, ତର୍‌ ଲାଗାର୍‌ ଲିତାର୍‌ ଏଲିସାବେତ୍‌ ମିସା ଡକ୍‌ରି ବେଲେ ଗାଗ୍‌ଡେ ଆଚେ, ଜାକେ ଲକ୍‌ମନ୍‌ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍‌ ଅଇଲାନି ।
In glej, Elizabeta teta tvoja, tudi ona je spočela sina v starosti svojej; in ta mesec jej je šesti, njej, ki jo imenujejo nerodovitno:
37 ୩୭ କାଇକେବଇଲେ ପର୍‌ମେସରର୍‌ଟାନେ କାଇଟା ମିସା ନ ଅଇବା କାମ୍‌ ନାଇ, ବଲି କଇଲା ।
Ker ne bo nobene besede pri Bogu, ktera se ne bi mogla izpolniti.
38 ୩୮ ତେଇ ମରିୟମ୍‌ କଇଲା, “ଦେକା, ମୁଇ ଗଟେକ୍‌ ମାପ୍‌ରୁର୍‌ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍‌ପଚେ ଦୁତ୍‌ ତାର୍‌ଟାନେଅନି ଉଟିଗାଲା ।
Marija pa reče: Glej, dekla sem Gospodova; zgôdi mi se po besedi tvojej. In angelj odide od nje.
39 ୩୯ ସେଡ୍‌କିବେଲେ ମରିୟମ୍‌ ବାରଇକରି ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ଗଟେକ୍‌ ନଅରେ ଉଟିଗାଲା ।
Vstavši pa Marija v té dni, odide jadrno na gorenjo stran v mesto Judovo.
40 ୪୦ ତେଇ ଜିକରିୟର୍‌ ଗରେ ପୁରିକରି ସେ ଏଲିସାବେତ୍‌କେ ଜୁଆର୍‌ କଲା ।
In vnide v hišo Zaharijevo, in pozdravi Elizabeto.
41 ୪୧ ମରିୟମ୍‌ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ଏଲିସାବେତର୍‌ ଗର୍‌ବେ, ପିଲା ସାର୍‌ଦା ଅଇ ଡେଗଇଲା ଆରି ଏଲିସାବେତ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇଲା ।
In zgodí se, ko sliši Elizabeta pozdrav Marijin, zaigra dete v telesu njenem; in Elizabeta se napolni Duha svetega,
42 ୪୨ ଏଲିସାବେତ୍‌ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍‌ ବିତ୍‌ରେ ଅନି କେଡେକ୍‌ ନିକ କରମର୍‌ ଲକ୍‌! ତର୍‌ ଗରବର୍‌ ପିଲାର୍‌ ମିସା କେଡେକ୍‌ କରମ୍‌!
In zavpije z močnim glasom, in reče: Blagoslovljena si ti med ženami, in blagoslovljen je sad telesa tvojega.
43 ୪୩ ମୁଇ କେ ଜେ ମର୍‌ ମାପ୍‌ରୁର୍‌ ମାଆ, ମକେ ଦେକ୍‌ବାର୍‌ ଆଇଲା ଆଚେ?
In odkod meni to, da je prišla mati Gospoda mojega k meni?
44 ୪୪ କାଇକେବଇଲେ, ଦେକ୍‌, ତୁଇ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ମର୍‌ ଗରବର୍‌ ପିଲା ସାର୍‌ଦା ଅଇ ଡେଗଇଲା ।
Kajti glej, ko je prišel glas pozdrava tvojega v ušesa moja, zaigralo je dete radostno v telesu mojem.
45 ୪୫ ଜେ ବିସ୍‌ବାସ୍‌ କର୍‌ସି ତାର୍‌ କେଡେକ୍‌ ନିମାନ୍‌ କରମ୍‌, କାଇକେବଇଲେ ମାପ୍‌ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
In blagor jej, ktera je verovala; kajti zgodilo se bo, kar jej je rekel Gospod.
46 ୪୬ ତେଇ ମରିୟମ୍‌ କଇଲା, “ମର୍‌ ଜିବନ୍‌ ମର୍‌ ମାପ୍‌ରୁର୍‌ ମଇମା କଲାନି ।
Pa reče Marija: Duša moja poveličuje Gospoda,
47 ୪୭ ଆରି ମର୍‌ ଆତ୍‌ମା ମର୍‌ ରକିଆକାରି ପର୍‌ମେସରର୍‌ଟାନେ ସାର୍‌ଦା କଲାନି ।
In duh moj se je oveselil v Bogu, zveličarji mojem:
48 ୪୮ କାଇକେବଇଲେ ସେ ମର୍‌ପାରା କାକୁର୍‌ତିଆନିକେ ନିଜର୍‌ ଗତିଦାଙ୍ଗ୍‌ଡି ବଲି ଏତାଇଲା ଆଚେ । ଆରି ଦେକା ଆଜିଅନି କାଲ୍‍କାଲ୍‍ ଜୁଗ୍‌ଜୁଗ୍‌, ସବୁ ଲକ୍‌ ମକେ ପର୍‌ମେସରର୍‌ ତେଇଅନି ଆସିର୍‌ବାଦ୍‌ ମିଲ୍‌ଲା ଲକ୍‌ ବଲି କଇବାଇ ।
Da se je ozrl na ponižanje dekle svoje. Kajti glej, odslej me bodo blagrovali vsi rodovi:
49 ୪୯ କାଇକେବଇଲେ ସବୁର୍‌ଟାନେଅନି ବପୁର୍‌ ମାପ୍‌ରୁ, ମର୍‌ପାଇ କାବାଅଇଜିବା କାମ୍‌ କଲାଆଚେ, ତାର୍‌ ନାଉଁ ସୁକଲ୍‌ ।
Ker mi je storil velike rečí on, ki je mogočen, in ime njegovo sveto;
50 ୫୦ ଆରି ଜନ୍‌ ଲକ୍‌ମନ୍‌ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍‌କେ ଦୟା କର୍‌ସି ।
In usmiljenje njegovo od roda do roda tistim, kteri se ga bojé.
51 ୫୧ ସେ ତାର୍‌ ନିଜର୍‌ ବପୁର୍‌ ଆତ୍‌ ଦେକାଇଆଚେ, ସେ ଆଁକାର୍‌ ଲକ୍‌ମନ୍‌କେ ସେମନର୍‌ ମନେ ବାବ୍‌ନା କଲାଟା ଚିନ୍‌ଚତର୍‌ କଲା ଆଚେ ।
Pokazal je moč z roko svojo: razkropil je ošabne v mislih srca njih;
52 ୫୨ ସେ ବଡ୍‌ ବଡ୍‌ ରାଜାମନ୍‌କେ ସେମନ୍‍ ରଇବାଟାନେଅନି ଉତ୍‌ରାଇ ଦେଲା ଆଚେ, ଆରି କାକୁର୍‌ତିଆମନ୍‌କେ ଉପ୍‌ରେ ଉଟାଇ ଆଚେ ।
Vrgel je mogočne s prestola, in povišal je ponižne.
53 ୫୩ ସେ ବୁକର୍‌ ଲକ୍‌ମନ୍‌କେ ନିକ ନିକ ବିସଇ ଦେଇ ସାର୍‌ଦା କରାଇ ଆଚେ, ସାଉକାର୍‌ଲକ୍‌ମନ୍‌କେ ଚୁଚା ଆତେ ବାଉଡାଇଦେଇ ଆଚେ ।
Lačne je napolnil z blagom, in bogate je odpravil prazne.
54 ୫୪ ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇରଇଲା, ସେଟା ପୁରାପୁରୁନ୍‌ କଲା ଆରି ତାର୍‌ ନିଜର୍‌ ଚାକର୍‌ ଇସ୍‌ରାଏଲର୍‌ ଉପ୍‌କାର୍‌ କରି ଆଚେ ।
Sprejel je Izraela hlapca svojega, da se spomene usmiljenja svojega.
55 ୫୫ ସେ ଅବ୍‌ରାଆମ୍ ଆରି ତାର୍‌ ନାତିମନ୍‌କେ ତାର୍‌ ଦୟା କାଲ୍‍କାଲ୍‍ ଜୁଗ୍‌ଜୁଗ୍‌ ଏତାଅତ୍‌ବଲି ଦେକାଇଲା ଆଚେ ।” (aiōn g165)
(Kakor je govoril očetom našim, ) Abrahamu in semenu njegovemu na vekomaj. (aiōn g165)
56 ୫୬ ଆରି ମରିୟମ୍‌ ତିନ୍‌ ମାସ୍‌ ପାରା ଏଲିସାବେତର୍‌ ସଙ୍ଗ୍‌ ରଇ ନିଜର୍‌ ଗରେ ବାଉଡି ଗାଲା ।
Prebila je pa Marija ž njo kake tri mesece; in vrne se na dom svoj.
57 ୫୭ ପଚେ ଏଲିସାବେତର୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ଦିନ୍‌ କେଟି ଆଇଲାଜେ, ସେ ଗଟେକ୍‌ ପିଲା ଜନମ୍‌ ଦେଲା ।
A Elizabeti se izpolni čas, da porodí, in rodí sina.
58 ୫୮ ଆରି ମାପ୍‌ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍‌ ଲାଗାର୍‍ଲିତାର୍‌ ଲକ୍‍ ଆରି ଗତିଆ କୁଟୁମ୍‌ ତାକର୍‌ ସଙ୍ଗ୍‌ ସାର୍‌ଦା କର୍‌ବାର୍‌ ଦାର୍‌ଲାଇ ।
In sosedje in sorodniki njeni zaslišijo, da je pokazal Gospod veliko usmiljenje svoje na njej; in radovali so se ž njo.
59 ୫୯ ଆଟ୍‌ ଦିନ୍‌ ଗାଲାପଚେ ଲକ୍‌ମନ୍‌ ପିଲାର୍‌ ସୁନତ୍‌ଟାନେ ଆଇଲାଇ ଆରି ତାର୍‌ ବାବାର୍‌ ନାଉଁ ଇସାବେ ପିଲାର୍‌ ନାଉଁ ମିସା ଜିକରିୟ ଦେବାକେ ମନ୍‌କଲାଇ ।
In zgodí se osmi dan, da pridejo deteta obrezovat; in klicali so ga po imenu očeta njegovega, Zaharija.
60 ୬୦ ମାତର୍‌ ଏଲିସାବେତ୍‌ କଇଲା, “ନାଇ ତାର୍‌ ନାଉଁ ଜଅନ ଦିଆ ଅ ।”
Ali odgovarjajoč mati njegova, reče: Ne, nego imenoval se bo Janez.
61 ୬୧ ଲକ୍‌ମନ୍‌ ତାକେ କଇଲାଇ “ତମର୍‌ ବଁସ୍‌ ବିତ୍‌ରେ ତା ଏନ୍ତାରି ନାଉଁର୍‌ ଲକ୍‌ କେ ମିସା ନାଇ ।”
In rekó jej: Nikogar ni v rodovini tvojej, da bi mu bilo tako ime.
62 ୬୨ ତେଇ ସେମନ୍‌ ପିଲାକେ କାଇ ନାଉଁ ଦେଉଁ ବଲି ମନ୍‌ କଲୁସ୍‌ନି? ସେଟା ଜିକରିୟକେ ଆତ୍‌ ଦେକାଇକରି ପାଚାର୍‌ବାର୍‌ ଦାର୍‌ଲାଇ ।
In pomigavali so očetu njegovemu, kako hoče, da bi ga imenovali.
63 ୬୩ ସେଡ୍‌କିବେଲେ ଜିକରିୟ ଲକ୍‌ମନ୍‌କେ ଗଟେକ୍‌ ଲେକ୍‌ବା ପାଟା ମାଙ୍ଗ୍‌ଲା ଆରି “ଏଦେ ଦେକା! ତାର୍‌ ନାଉଁ ଜଅନ୍‌!” ବଲି ଲେକ୍‌ଲା । ତେଇ ସବୁଲକ୍‌ କାବା ଅଇଗାଲାଇ ।
In izprosivši tablico, napiše, govoreč: Janez mu je ime. In vsi se začudijo.
64 ୬୪ ସେଡ୍‌କି ଦାପ୍‌ରେ ଜିକରିୟର୍‌ ଟଣ୍ଡ୍‌ ପୁଟ୍‌ଲା, ସେ ଆରି ତରେକ୍‌ କାତା ଅଇ ପର୍‌ମେସର୍‌କେ ମଇମା କର୍‌ବାର୍‌ ଦାର୍‌ଲା ।
In odprla so se usta njegova pri tej priči in jezik njegov, in govoril je, hvaleč Boga.
65 ୬୫ ତାର୍‌ ଲଗର୍‌ ପାକର୍‌ ଲକ୍‌ମନ୍‌ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ସବୁ ବାଟର୍‌ ଲକ୍‌ମନ୍‌ କୁଆବଲା ଅଇଲାଇ ।
In strah obide vse njih sosede; in po vsej gorenjej Judeji se razglasé vse te reči.
66 ୬୬ ଆରି ସୁନିରଇବା ସବୁ ଲକ୍‌ମନ୍‌ କାବା ଅଇକରି, ମନେ ମନେ ବାବ୍‌ଲାଇ, ତେବେ ଏ ପିଲା କାଇଟା ଅଇସି? କାଇକେବଇଲେ ମାପ୍‌ରୁର୍‌ ବପୁ ପିଲାର୍‌ସଙ୍ଗ୍‌ ଆଚେ ବଲି ସବୁକେ ଜାନାପଡ୍‌ଲା ।
In vsi, kteri jih slišijo, položé jih v srce svoje, govoreč: Kaj neki bo iz tega otroka? In roka Gospodova je bila ž njim.
67 ୬୭ ଆରି ଜଅନର୍‌ ବାବା ଜିକରିୟ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ପର୍‌ମେସରର୍‌ କବର୍‌ କଇବାର୍‌ ଦାର୍‌ଲା ।
In Zaharija oče njegov se napolni Duha svetega, in prerokuje, govoreč:
68 ୬୮ “ଆସା ଆମେ ଇସ୍‌ରାଏଲର୍‌ ମାପ୍‌ରୁକେ ଦନିଅବାଦ୍‌ ଦେଉ କାଇକେବଇଲେ ସେ ତାର୍‌ ନିଜର୍‌ ଲକ୍‌ମନ୍‌କେ ଦୟାକରି ମୁକ୍‌ଲାଇସି ।
Blagoslovljen Gospod Bog Izraelov, da je obiskal in odrešil ljudstvo svoje;
69 ୬୯ ତାର୍‍ ନିଜର୍‌ ଗତିଦାଙ୍ଗ୍‌ଡା ଦାଉଦର୍‌ କୁଟୁମେ ଅନି ଆମର୍‌ ପାଇ ଗଟେକ୍‌ ବପୁ ସଙ୍ଗର୍‌ ଉଦାର୍‌କାରିଆକେ ଦେଲା ଆଚେ ।
In nam povzdignil rog zveličanja v hiši Davida hlapca svojega,
70 ୭୦ ପୁରବ୍‌ କାଲେଅନି ସୁକଲ୍‌ ରଇବା ନିଜର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା, (aiōn g165)
(Kakor je govoril z ustmi svetih prerokov svojih, ki so bili od nekedaj: ) (aiōn g165)
71 ୭୧ ସେନ୍ତାରି ଆମ୍‌କେ ଇନ୍‌ କର୍‌ବା ସବୁ ସତ୍‌ରୁମନର୍‌ ଟାନେଅନି ମୁକ୍‌ଲାଇ ଆଚେ ।
Da nas bo rešil sovražnikov naših in iz rok vseh, kteri nas mrzé:
72 ୭୨ ଜେନ୍ତି ସେ ଆମର୍‌ ଆନିଦାଦିମନର୍‌ପାଇ ଦୟା ଦେକାଇଆଚେ, ଆରି ସେମନର୍‌ ସଙ୍ଗ୍‌ କରିରଇବା ନିଜର୍‍ ସୁକଲ୍‌ ନିୟମ୍‌ ଏତାଇ ଆଚେ,
Da storí usmiljenje očetom našim, in se spomene svete zaveze svoje,
73 ୭୩ ଆମର୍‌ ପୁର୍‌ବର୍‌ ବାବା ଅବ୍‌ରାଆମ୍‍କେ ଜନ୍‌ କାତା ଦେଇରଇଲା ।
Prisege, ktero je prisegel Abrahamu očetu našemu, da nam bo dal,
74 ୭୪ ଆରି ଜେନ୍ତାରିକି ସତ୍‌ରୁର୍‌ ଆତେଅନି ଉଦାର୍‌ ପାଇ ଆଚୁ ।
Da mu, rešeni iz rok sovražnikov svojih, brez straha služimo,
75 ୭୫ ଜେନ୍ତାରିକି ଆମେ ଜିବନ୍‌ସାରା ଦରମ୍‌ ସଙ୍ଗ୍‍, ସୁକଲ୍‌ ସଙ୍ଗ୍‍ ତାର୍‌ ସେବା କର୍‌ବାକେ, ଆମ୍‌କେ ଦୟା କର୍‌ସି ।
V svetosti in pravičnosti pred njim vse svoje žive dní.
76 ୭୬ ଏ ମର୍‌ ନୁନା, ତୁଇ ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ଡାକ୍‌ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍‌ ଦୁତ୍‌ପାରା, ତାର୍‌ପାଇ ବାଟ୍‌ ତିଆର୍‌ କର୍‌ସୁ ।
In ti, otrok, imenoval se boš prerok najvišega; kajti šel boš pred obličjem Gospodovim, da mu pripraviš pot;
77 ୭୭ ପାପ୍‌ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍‌ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
In daš razum zveličanja ljudstvu njegovemu za odpuščanje njih grehov,
78 ୭୮ ଆମର୍‌ ପାଦ୍‌ ସାନ୍ତିର୍‌ ବାଟେ ଆନ୍‌ବାକେ, ଆମର୍‌ ପର୍‌ମେସରର୍‌ ଆଲାଦର୍‌ ଦୟାର୍‍ଲାଗି, ଆମର୍‌ପାଇ ସର୍‍ଗେଅନି ବେଲ୍‌ ତାରାସ୍‌ସି ।
Po prisrčnem usmiljenji Boga našega, po kterem nas je obiskal vzhod z vižave:
79 ୭୯ ସେ ପୁରାପୁରୁନ୍‌ ଆଲାଦର୍‌ ଦୟାର୍‍ଲାଗି ମାପ୍‌ରୁର୍‌ ଲକ୍‌ମନ୍‌କେ, ସେମନର୍‌ ପାପ୍‌ଟାନେଅନି ମୁକ୍‌ଲାଇବା ଗିଆନ୍‌ ଦେଇସୁ । ତାର୍‌ ବାଟ୍‌ ତିଆର୍‌ କର୍‌ବାକେ ମୁଲିଆଇସୁ ।”
Da obsije tiste, kteri sedé v temi in smrtnej senci; da naravná noge naše na pot mirú.
80 ୮୦ ଆରି ଜଅନ୍‌ ବଡିକରି ଆତ୍‌ମାଇ ବପୁ ଅଇଲା ଆରି ଲକ୍‌ମନର୍‌ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍‌କେ ରଇତେ ରଇଲା । ପଚେ ସେ ଇସ୍‌ରାଏଲର୍‌ ଲକ୍‌ମନର୍‌ଟାନେ ବାକିଅ ସୁନାଇବାର୍‌ ଦାର୍‌ଲା ।
A dete je rastlo in se krepčalo v duhu; in bilo je v puščavah do dné, ko se pokaže Izraelu.

< ଲୁକ୍‌ 1 >