< ଜାକୁବ 5 >

1 ଏ ସାଉକାର୍‌ ଲକ୍‌ମନ୍‌, ମର୍‌କାତା ସୁନା । ତମ୍‌କେ ଜନ୍‌ ଦୁକ୍‌କସ୍‌ଟ ଆଇଲାନି, ସେଟାର୍‌ ପାଇ ମାରିଚପିଅଇ କାନ୍ଦା ।
Wohlan nun ihr Reichen, weinet mit Wehklagen über die Trübsale, die euch bevorstehen.
2 ତମର୍‌ ଦନ୍‌ସଁପତି କୁଇଗାଲାନି ଆରି ନିକନିକ ବସ୍‌ତର୍‌ମନ୍‌ ଅଲ୍‌ମା କାଇଲାନି ।
Euer Reichtum ist vermodert, eure Kleider sind Mottenfraß geworden;
3 ତମର୍‌ ସୁନାରୁପା ଚିଲମ୍‌ ଦାର୍‌ଲାନି ଆରି ଏ ଚିଲମ୍‌ ଦାର୍‌ଲାଟାକେ ନେଇକରି ପର୍‌ମେସର୍‌ ତମ୍‌କେ ଦସି କର୍‌ସି । ଆରି ଜଇଟାନେ ପଡ୍‌ଲେ ଜେନ୍ତି ଗାଗଡ୍‌ ନସ୍‌ସି, ସେନ୍ତି ତମର୍‌ ଗାଗଡ୍‌ ସେ କୁରୁପ୍‌ନାସ୍‌ କର୍‌ସି । ଏ ଜୁଗ୍‌ ସାର୍‌ବାକେ ଜାଇତେରଇଲେ ମିସା ତମେ ସବୁଲକ୍‌ ଦନ୍‌ସଁପତି ଟୁଲିଆଇଲାସ୍‌ନି ।
euer Gold und Silber ist verrostet, und sein Rost wird zum Zeugnis für euch und frißt euer Fleisch. Wie zum Feuer habt ihr Schätze gesammelt in den letzten Tagen.
4 ତମର୍‌ ଜମିବାଡିଲଗେ କାମ୍‌କର୍‌ବା ବୁତିଆର୍‌ମନ୍‌କେ ବୁତି ଦିଆସ୍‌ ନାଇ । ତାର୍‌ ବାଦୁଲେ ସେମନ୍‌କେ ନାଡାଇ ଆଚାସ୍‌ । ସୁନା, ସେମନର୍‌ ବୁତି ତମର୍‌ ବିରୁଦେ କାନ୍ଦ୍‌ଲାପାରା ସୁନିଅଇଲାନି । ସେମନର୍‌ କାନ୍ଦ୍‌ବାଟା ସବୁର୍‌ଟାନେଅନି ବପୁ ରଇବା ମାପ୍‌ରୁ, ସୁନ୍‌ଲା ଆଚେ ।
Siehe, der Lohn der Arbeiter, die auf euren Feldern geschnitten, um welchen ihr sie gebracht, schreit auf, und das Rufen der Schnitter ist zu den Ohren des Herrn Sabaoth gedrungen.
5 ଏ ଜଗତେ ତମେ ସାଇସାର୍‌ଦା ସଙ୍ଗ୍‌ ଜିଇଲାସ୍‌ନି । ଜାଇଟା ମନ୍‌ କଲେ, ସେଟା କଲାସ୍‌ନି । ମାତର୍‌ ପର୍‌ମେସରର୍‌ ଡଣ୍ଡର୍‌ ଦିନ୍‌ ଦାପ୍‌ରେ ଆଇଲାନି ।
Ihr habt geschwelgt und gepraßt auf Erden, ihr habt eure Herzen gemästet am Schlachttag.
6 ତମେ ଦସ୍‌ ନ କଲା ଲକ୍‌ମନ୍‌କେ ଦସି ବଲିକରି ମାରି ମରାଇଆଚାସ୍‌ । ଏଲେମିସା ସେମନ୍‌ ତମ୍‌କେ ଅଟ୍‌କାଅତ୍‌ ନାଇ ।
Ihr habt verurteilt und getötet den Gerechten, er widersetzt sich euch nicht.
7 ଏ ମର୍‌ ବାଇବଇନିମନ୍‌, ମାପ୍‌ରୁ ଆରିତରେକ୍‌ ଆଇବାଜାକ ମୁର୍‌ଚିକରି ରୁଆ । ଚାସିମନର୍‌ ବିସଇ ଚିନ୍ତାକରିଦେକା, ତାକର୍‌ ଜମିଅନି ନିକ ପସଲ୍‌ ମିଲ୍‌ବା ଜାକ ସେମନ୍‌ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍‌ତୁମର୍‌ ବରିସା ଆରି ନିଙ୍ଗ୍‌ବାପାଚ୍‌ବା ବେଲର୍‌ ସାରାସାରି ବର୍‌ସାକେ ମୁର୍‌ଚିକରି ଜାଗି ରଇବାଇ ।
So harret nun in Geduld, Brüder, auf die Ankunft des Herrn. Siehe, der Bauer erwartet die kostbare Frucht der Erde, indem er in Geduld über ihr harrt, bis sie Frühregen und Spätregen bekomme.
8 ସେ ରକାମ୍‌ ତମେମନ୍‌ ମିସା ମୁର୍‌ଚି ଜାଗିରୁଆ । ତମର୍‌ ମନ୍‌ ଡାଁଟ୍‌କରି ରୁଆ, କାଇକେବଇଲେ ମାପ୍‌ରୁ ଆଇବା ଦିନ୍‌ ଲଗେ କେଟିଆଇଲାନି ।
Harret auch ihr in Geduld, machet eure Herzen fest, denn die Ankunft des Herrn ist nahe.
9 ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ ଦସ୍‌ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍‍ରୁ ତମ୍‌କେ ବିଚାର୍‌ ନ କରେ । ଦେକା ବଡ୍‌ ବିଚାର୍‌କାରିଆ ଲଗେ ଆଚେ ।
Seufzet nicht, Brüder, wider einander, damit ihr nicht gerichtet werdet; siehe, der Richter steht vor der Thüre.
10 ୧୦ ମର୍‌ ବାଇବଇନିମନ୍‌, ଜନ୍‌ ବବିସତ୍‌ବକ୍‌ତାମନ୍‌ ମାପ୍‌ରୁର୍‌ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍‌କେ ଏତାଆ । ଦୁକ୍‌କସ୍‌ଟ ଆଇଲାବେଲେ । ସେମନ୍‌ ମୁର୍‌ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ ।
Nehmet euch, Brüder, die Propheten zum Vorbild im Leiden und Dulden, die geredet haben im Namen des Herrn.
11 ୧୧ ସେମନ୍‌ ମୁର୍‌ଚିକରି ରଇଲାର୍‌ପାଇ ବଲି କେଡେକରମର୍‌ ଲକ୍‌ ବଲି କଇଲୁନି । ସେନ୍ତାରିସେ ଆୟୁବ୍‌ ବେସି ଦିନ୍‌ଜାକ ମୁର୍‌ଚିକରି ରଇଲାଟା ତମେ ସୁନି ଆଚାସ୍‌ । ସାରାସାରି ପଚେ ମାପ୍‌ରୁ ଜନ୍‌ରକାମ୍‌ ତାକେ ବାଉଡାଇଦେଲାଟା ଜାନିଆଚାସ୍‌ । କାଇକେ ବଇଲେ ଆମର୍‌ ମାପ୍‌ରୁ ଦୟାକର୍‌ସି ଆରି ପୁରାପୁରୁନ୍‌ କଲିକରମ୍‌ ଦେକ୍‌ବା ମାପ୍‌ରୁ ।
Siehe, wir preisen selig die ausgeharrt; von Hiobs Ausharren habt ihr gehört, und das Ende vom Herrn gesehen; denn mitleidsvoll ist der Herr und barmherzig.
12 ୧୨ ଏ ମର୍‌ ବାଇବଇନିମନ୍‌, ତମେ କାତା ଦେଲା ବେଲେ ରାନ୍‌ ନିୟମ୍‌ ପାକାଆ ନାଇ । ସରଗର୍‌ କି ଏ ଜଗତର୍‌ ନାଉଁ ଦାରିକରି କାଇ ବିସଇ ରାନ୍‌ ପାକାଆ ନାଇ । ତମର୍‌ ଅଇବା କାତାଆଲେ “ଉଁ” ଆରି, ନ ଅଇବା କାତା ଆଲେ “ନାଇ” ବଲିକୁଆ । ସେନ୍ତାର୍‌ ରଇଲେ, ତମେ ପର୍‌ମେସରର୍‌ ବିଚାର୍‌ନାଟାନେ ଡଣ୍ତ୍‌ ନ ପାଆସ୍‌ ।
Vor allem aber, meine Brüder, schwöret nicht, weder beim Himmel noch bei der Erde, noch irgend einen anderen Schwur.
13 ୧୩ ତମର୍‌ ବିତ୍‌ରେ କେ ଜଦି ଦୁକ୍‌ ଜଞ୍ଜାଲେ ରଇଲେ, ସେ ପାର୍‌ତନା କର । କେ ଜଦି ସାର୍‌ଦାସଙ୍ଗ୍‍ ଆଚେ ବଇଲେ, ସେ ପର୍‌ମେସରର୍‌ ଡାକ୍‌ପୁଟାର୍‌ ଗିତ୍‌ ଗାଅ ।
Euer Ja sei Ja und euer Nein sei Nein, damit ihr nicht dem Gerichte verfallet.
14 ୧୪ କେ ଜଦି ଜର୍‌ଦୁକା ଅଇ ରଇଲେ ସେ ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ଡାକାଆ, ସେମନ୍‌ ମାପ୍‌ରୁର୍‌ ନାଉଁଦାରି ଚିକନ୍‌ ରକଇ କରି ତାକେ ଲାଗାଇ, ପାର୍‌ତନା କର୍‌ବାଇ ।
Leidet einer unter euch, der bete. Ist einer wohlgemut, der singe Psalmen.
15 ୧୫ ବିସ୍‌ବାସ୍‌ ସଙ୍ଗ୍‌ ସରପ୍‌ଲା ପାର୍‌ତନା ଜରର୍‌ ଲକ୍‌କେ ନିମାନ୍‌ କରି ଉଟାଇସି । ଜଦିସେ ପାପ୍‌କରି ରଇସି ବଇଲେ ମାପ୍‌ରୁ ତାକେ କେମା କର୍‌ସି । ନିଜର୍‌ ନିଜର୍‌ ଲଗେ ପାପ୍‌ କଲାଟା ଜାନାଆ ଆରି ନିଜର୍‌ ନିଜର୍‌ ପାଇ ପାର୍‌ତନା କରା । ସେନ୍ତାର୍‌ କଲେ, ତମେ ନିକ ଅଇସା ।
Ist einer krank unter euch, der rufe die Aeltesten der Gemeinde, die sollen über ihn beten, und ihn salben mit Oel im Namen des Herrn,
16 ୧୬ ଗଟେକ୍‌ ଦରମ୍‌ ଲକ୍‌ ପାର୍‌ତନା କଲାଟା ବେସି ବପୁ ରଇସି ଆରି ସେ ପାର୍‌ତନାର୍‌ ଉତର୍‌ ଦେକିଅଇସି ।
so wird das Gebet des Glaubens dem Kranken helfen, und der Herr wird ihn aufrichten; und wenn er Sünden gethan hat, so wird ihm vergeben werden.
17 ୧୭ ଏଲିଅର୍‌ ବିସଇ ବାବିଦେକା, ସେ ମିସା ଆମର୍‌ ପାରାସେ ରଇଲା । ପୁର୍‌ବେ ଇସ୍‌ରାଏଲ୍‌ ଦେସେ ପାନି ନ ମାର ବଲି ସେ ମନ୍‌ଦିଆନ୍‌ ଦେଇ ପାର୍‌ତନା କର୍‌ତେରଇଲା । ସେଟାର୍‌ପାଇ ସେ ଦେସେ ତିନ୍‌ ବରସ୍‌ ଚ ମାସ୍‌ ଜାକ ପାନି ମାରେ ନାଇ ।
So bekennet denn einander die Sünden, und betet für einander, auf daß ihr geheilt werdet; denn viel vermag eines Gerechten kräftiges Gebet.
18 ୧୮ ଆରି ତରେକ୍‌ ପାନି ମାର ବଲି ପାର୍‌ତନା କଲାକେ ବାଦ୍‌ଲେଅନି ପାନି ମାର୍‌ଲା । ତେବର୍‌ପାଇ ଜମିଟାନେ ତାସ୍‌ ଅଇଲା ।
Elias war ein Mensch von gleicher Art wie wir, und flehte daß es nicht regne, und es regnete nicht auf der Erde, drei Jahre und sechs Monate.
19 ୧୯ ଏ ମର୍‌ ବାଇବଇନିମନ୍‌ ତମର୍‌ ବିତ୍‌ରେ ଜଦି କେ ସତ୍‌ ବାଟ୍‌ ଚାଡିକରି ବିନ୍‌ ବିନ୍‌ ବାଟେ ଗାଲେ, ତାକେ କେ ଆଲେ ଜାଇ ବାଉଡାଇ ଆନ୍‌ଲେ,
Und abermals betete er, und der Himmel gab Regen und die Erde sproßte ihre Frucht.
20 ୨୦ ଏତାଇରୁଆଜେ, କେ ଜଦି, ଗଟେକ୍‌ ପାପିକେ ବୁଲ୍‌ବାଟେଅନି ବାଉଡାଇ ଆନ୍‌ସି, ସେ ତାକେ ମରନେଅନି ରକିଆ କର୍‌ସି । ଆରି ସେ ଲକର୍‌ ଜବର୍‌ ପାପ୍‌ ରଇଲେ ମିସା ତାକେ କେମା ଅଇସି ।
Meine Brüder, wenn einer unter euch sich von der Wahrheit verirrt, und es bekehrt ihn einer: wisset, daß wer einen Sünder bekehrt hat vom Irrtum seines Wegs, der wird seine Seele retten vom Tod, und bedecken eine Menge von Sünden.

< ଜାକୁବ 5 >