< ଏବ୍‌ରି 3 >

1 ଏ ମର୍‌ ବିସ୍‌ବାସି ବାଇବଇନିମନ୍‌, ଜନ୍‌ଲକ୍‌ମନ୍‌କେ କି ପର୍‌ମେସର୍‌ ତାର୍‌ ଲକ୍‌ ବଲି ବାଚ୍‌ଲା ଆଚେ, । ଆମେ ଜିସୁର୍‌ ବିସଇ ଅଲପ୍‌ ବାବିଦେକୁ । କାଇକେବଇଲେ ଜେତ୍‌କି ସବୁ ବିସଇ ଆମର୍‌ ବିସ୍‌ବାସର୍‌ ଲାଗି ଆଚେ, ତାକେ ସେ ପର୍‌ମେସର୍‌ ବଡ୍‌ ପୁଜାରି ଇସାବେ ପାଟାଇଲା ।
Bunun için, göksel çağrıya ortak olan kutsal kardeşlerim, dikkatinizi açıkça benimsediğimiz inancın elçisi ve başkâhini İsa'ya çevirin.
2 ମସା ଜେନ୍ତାରି ପର୍‌ମେସରର୍‌ କୁଟୁମେ ସତ୍‌ ବାବେ କାମ୍‌ କଲା, ସମାନ୍‌ ସେନ୍ତାରିସେ, ସେ ମିସା ସତ୍‌ ବାବେ ପର୍‌ମେସରର୍‌ ଆଦେସ୍‌ ମାନ୍‌ବାକେ ସତ୍‌ ସଙ୍ଗ୍‍ କଲା ଆରି ପର୍‌ମେସର୍‌ସେ ତାକେ ବାଚି ପାଟାଇରଇଲା ।
Musa Tanrı'nın bütün evinde Tanrı'ya nasıl sadık kaldıysa, İsa da kendisini görevlendirene sadıktır.
3 ଗର୍‌ତେଇଅନି ଗର୍‍ ତିଆର୍‌କଲା ମେସ୍‌ତୁରି ଅଦିକ୍‌ ସନ୍‌ମାନ୍‌ ପାଇସି । ସେନ୍ତାରିସେ ଜିସୁ ମସାର୍‌ଟାନେଅନି ଅଦିକ୍‌ ବଡ୍‌ ବଲି ସନ୍‌ମାନ୍‌ ମିଲ୍‌ସି ।
Evi yapan nasıl evden daha çok saygı görürse, İsa da Musa'dan daha büyük yüceliğe layık sayıldı.
4 କାଇକେବଇଲେ ସବୁ ଗର୍‌ ମେସ୍‌ତୁରିସେ ତିଆର୍‌ କର୍‌ସି । ମାତର୍‌ ପର୍‌ମେସର୍‌ ସବୁ ବିସଇ ତିଆର୍‌ କଲାଆଚେ ।
Her evin bir yapıcısı vardır, her şeyin yapıcısı ise Tanrı'dır.
5 ମସା ଗତିଦାଙ୍ଗ୍‌ଡା ଇସାବେ ପର୍‌ମେସରର୍‌ ଗରେ କାମ୍‌ କର୍‌ତେରଇଲା, ଆରି ପର୍‌ମେସର୍‌ ଜନ୍‌ଟା ଆଇବା ଦିନ୍‌ମନ୍‌କେ ଜାନାଇସି, ସେଟାଆକା ସେ କଇରଇଲା ।
Musa, gelecekte söylenecek sözlere tanıklık etmek için Tanrı'nın bütün evinde bir hizmetkâr olarak sadık kaldı.
6 ମାତର୍‌ କିରିସ୍‌ଟ ଅବ୍‌କା ଗତିଦାଙ୍ଗ୍‌ଡାସେ ନ ରଇ ଗଟେକ୍‌ ପଅ ରଇଲା । ତାର୍‌ ବାବାର୍‌ ଗରେ ରଇବା ସବୁ ଦାଇତ୍‌ ସେ ସତ୍‌ ବାବେ କଲା । ଆମେ ଜଦି ମୁର୍‌ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍‌ କୁଟୁମେ ମିସ୍‌ବୁ ।
Oysa Mesih, O'nun evi üzerinde yetkili oğul olarak sadıktır. Eğer cesaretimizi ve övündüğümüz umudu gevşemeden sonuna dek sürdürürsek, O'nun evi biziz.
7 ସୁକଲ୍‌ ଆତ୍‌ମା ଜେନ୍ତାର୍‌ କଇଲାନି, “ଆଜି ଜଦି ତମେ ପର୍‌ମେସରର୍‌ କାତା ସୁନ୍‌ସା,
Bu nedenle, Kutsal Ruh'un dediği gibi, “Bugün O'nun sesini duyarsanız, Atalarınızın başkaldırdığı, Çölde O'nu sınadığı günkü gibi Yüreklerinizi nasırlaştırmayın.
8 ଜେନ୍ତାର୍‌, ମରୁବାଲି ବୁଏଁ ତମର୍‌ ଆନିଦାଦିମନ୍‌ ମାପ୍‌ରୁକେ ପରିକା କଲାଇ ଆରି ତାର୍‌ ବିରଦେ ଟିଆ ଅଇଲାଇ, ସେ ରକାମ୍‌ ତମେ ନିଜର୍‌ ମନ୍‌ ଆଁଟ୍‌ କରାନାଇ ।”
9 କାଇକେବଇଲେ ସେ ଜେତ୍‌କି କରିରଇବା କାବାଅଇଜିବା କାମ୍‌ମନ୍‌ ଚାଲିସ୍‌ ବରସ୍‌ଜାକ ଦେକ୍‌ଲେ ମିସା, ସେମନ୍‌ ତାର୍‌ ବପୁକେ ପରିକା କରିଲାଗିରଇଲା ।
Atalarınız beni orada sınayıp denediler Ve kırk yıl boyunca yaptıklarımı gördüler.
10 ୧୦ ସେଟାର୍‌ପାଇ ପର୍‌ମେସର୍‌ ସେ ଲକ୍‌ମନ୍‌କେ ରିସାଅଇଲା, ଆରି କଇଲା, ସେମନ୍‌ ବେଗ୍‌ଲିକରି ବିନ୍‌ ବିସଇମନ୍‌ କରିଲାଗିଆଚତ୍‌ । ମୁଇ ତିଆର୍‌ଲାଟା କର୍‌ବାକେ ନିଚ୍‌ଲାଇନି ।
Bu nedenle o kuşağa darıldım Ve dedim ki, ‘Yürekleri hep kötüye sapar, Yollarımı öğrenmediler.
11 ୧୧ ସେଟାର୍‌ ପାଇ ମୁଇ ରିସାଅଇ ସପତ୍‌କରି କଇଲି, ମୁଇ ଜନ୍‌ଦେସେ ପୁଣ୍ଡ୍‌ବାକେ ଦେଇତି, ସେ ଦେସେ କେବେ ମିସା ତମ୍‍କେ ପୁର୍‌ବାକେ ନ ଦେଇ ।
Öfkelendiğimde ant içtiğim gibi, Onlar huzur diyarıma asla girmeyecekler.’”
12 ୧୨ ତେବର୍‌ ପାଇ ଏ ମର୍‌ ବିସ୍‌ବାସି ବାଇବଇନିମନ୍‌, ଜାଗର୍‌ତାଅଇ ରୁଆ, ଜେନ୍ତାରିକି ତମର୍‌ ବିତ୍‌ରେଅନି କେ ମିସା କାରାପ୍‌ ମନ୍‌ ରଇକରି ପର୍‌ମେସର୍‌କେ ବିସ୍‌ବାସ୍‌ ନ କରା, ଆରି କେ ମିସା ଜିବନ୍‌ ରଇବା ପର୍‌ମେସର୍‌ ଟାନେଅନି ବେଗ୍‌ଲି ନ ଜା ।
Ey kardeşler, hiçbirinizde diri Tanrı'yı terk eden kötü, imansız bir yüreğin bulunmamasına dikkat edin.
13 ୧୩ ତମର୍‌ ବିତ୍‌ରେ କେ ମିସା ପାପର୍‌ଲାଗି ନାଡାଇ ଅଇବାର୍‌ ନାଇ । ସେଟାର୍‌ଲାଗି ତମର୍‌ ମନ୍‌ ଆଁଟ୍‌ ଅଇଜାଇସି । ଆମର୍‌ ଜିଇବାକାଇବା ଦିନ୍‌ ସାର୍‌ବାଜାକ ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଏ ବିସଇ ଜାଗ୍‌ରତ୍‌ କରାଇବାର୍‌ ଆଚେ ।
“Gün bugündür” denildikçe birbirinizi her gün yüreklendirin. Öyle ki, hiçbirinizin yüreği günahın aldatıcılığıyla nasırlaşmasın.
14 ୧୪ କାଇକେବଇଲେ ଆମେ ଜଦି ସାରାସାରି ଦିନ୍‌ ଜାକ ଆମର୍‌ ବିସ୍‌ବାସ୍‌ ଡାଁଟ୍‌ ସଙ୍ଗ୍‍ ଦାରିରଇବୁ, ସେନ୍ତାର୍‌ଆଲେ ଆମେ ସବୁଲକ୍‌ କିରିସ୍‌ଟର୍‌ ସଙ୍ଗ୍‍ ବାଗ୍‌ ନେଇ ମିସିକରି ରଇବୁ ।
Çünkü Mesih'e ortak olduk. Yalnız başlangıçtaki güvenimizi gevşemeden sonuna dek sürdürmeliyiz.
15 ୧୫ ଦରମ୍‌ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ “ଜଦି ତମେ ଆଜି ପର୍‌ମେସରର୍‌ ବାକିଅ ସୁନ୍‌ସା, ତମର୍‌ ଆନିଦାଦିମନ୍‌ ଜେନ୍ତି ତାକର୍‌ ମନ୍‌ ଆଁଟ୍‌କରି ତାକେ ବିରଦ୍‌ କଲାଇ, ସେନ୍ତାରି ତମର୍‌ ମନ୍‌ ଆଁଟ୍‌ କରାନାଇ ।”
Yukarıda belirtildiği gibi, “Bugün O'nun sesini duyarsanız, Atalarınızın başkaldırdığı günkü gibi Yüreklerinizi nasırlaştırmayın.”
16 ୧୬ ପର୍‌ମେସରର୍‌ ବାକିଅ ସୁନିକରି ମିସା ଜେତ୍‌କି ଲକ୍‌ ତାକେ ବିରଦ୍‌ କଲାଇ, ସେ ଲକ୍‌ମନ୍‌ କେ? ଜନ୍‌ ଲକ୍‌ମନ୍‌କେ ମସା ମିସର୍‌ଦେସେଅନି ବାର୍‌କରାଇ ଆନିରଇଲା ସେମନ୍‌ ନ ଅଅତ୍‌ କି?
O'nun sesini işitip başkaldıran kimlerdi? Musa önderliğinde Mısır'dan çıkanların hepsi değil mi?
17 ୧୭ ଚାଲିସ୍‌ ବରସ୍‌ ଜାକ ପର୍‌ମେସର୍‌ କନ୍‌ ଲକ୍‌ମନ୍‌କେ ରିସା ଅଇରଇଲା, ସେମନ୍‌ କେ? ଜନ୍‌ ଲକ୍‌ମନ୍‌ କି ପାପ୍‌ କରିରଇଲାଇ ଆରି ମରୁବାଲି ବୁଏଁ ମରିଜାଇରଇଲାଇ, ସେମନ୍‌ ନଅତ୍‌ କି?
Tanrı kimlere kırk yıl dargın kaldı? Günah işleyip cesetleri çöle serilenlere değil mi?
18 ୧୮ ପର୍‌ମେସର୍‌ ଜେବେ ସପତ୍‌କରି କଇରଇଲା ଜେ, ସେମନ୍‌ ତାର୍‌ ପୁଣ୍ଡ୍‌ବାଦେସେ କେବେମିସା ପୁରି ନାପାରତ୍‌, ସେବେଲେ ସେ କନ୍‌ ଲକ୍‌ମନ୍‌କେ କଇରଇଲା? ଜନ୍‌ଲକ୍‌ମନ୍‌ ତାର୍‌ କାତା ନିଚ୍‌ତେ ରଇଲାଇ ସେମନ୍‌କେସେ ।
Sözünü dinlemeyenler dışında kendi huzur diyarına kimlerin girmeyeceğine ant içti?
19 ୧୯ ଆମେ ଏନ୍ତାରି ଜାନୁ ଜେ, ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇଜେ ପର୍‌ମେସର୍‌ ତିଆର୍‌ କରିରଇବା ପୁଣ୍ଡ୍‌ବା ଜାଗାଇ ସେମନ୍‌ ପୁରି ନାପାର୍‌ଲାଇ ।
Görüyoruz ki, imansızlıklarından ötürü oraya giremediler.

< ଏବ୍‌ରି 3 >