< ଏବ୍‌ରି 10 >

1 ମସାର୍‌ ନିୟମ୍‌ ଅବ୍‌କା ଗଟେକ୍‌ ବାନା ପାରା ରଇଲା । ଜନ୍‌ ନିକ ଆସିର୍‌ବାଦ୍‌ କିରିସ୍‌ଟ ଆମ୍‌କେ ଦେଇସି, ସେ ଆସିର୍‌ବାଦର୍‌ ଗୁନ୍‌ଚଲନ୍‌ ତେଇ ଡିସ୍‌ତେରଇଲା । ମାତର୍‌ ସେଟା ଆସିର୍‌ବାଦର୍‌ ସମାନ୍‌ ନଏଁ । ତେବର୍‌ପାଇ ନିୟମ୍‌ ମାଙ୍ଗ୍‌ଲା ଇସାବେ, ସେମନ୍‌ ସବୁ ବର୍‌ସେ ବଲି ସର୍‌ପାଇ ଅଇତେରଇଲାଇ । ମାତର୍‌ ସେ ସବୁ ବଲି ସରପ୍‌ବାଟା ପର୍‌ମେସର୍‌ଟାନେ ଆଇବା ଲକ୍‌ମନ୍‌କେ ସିଦ୍‌ କରିନାପାର୍‌ଲା ।
σκιαν γαρ εχων ο νομος των μελλοντων αγαθων ουκ αυτην την εικονα των πραγματων κατ ενιαυτον ταις αυταις θυσιαις ας προσφερουσιν εις το διηνεκες ουδεποτε δυναται τους προσερχομενους τελειωσαι
2 ସେନ୍ତାରି ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌କେ ଉପାସନା କର୍‌ତେରଇଲାଇ, ଜଦି ସେମନ୍‌ ତାକର୍‌ ପାପେ ଅନି ସୁକଲ୍‌ ଅଇତାଇ, ତେବେ ସେମନ୍‌କେ ତାକର୍‌ ପାପ୍‌ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା ।
επει ουκ αν επαυσαντο προσφερομεναι δια το μηδεμιαν εχειν ετι συνειδησιν αμαρτιων τους λατρευοντας απαξ κεκαθαρμενους
3 ମାତର୍‌ ସବୁ ବରସେ ସେ ସମାନ୍‌ ବେଲାଇ ବଲି ସର୍‌ପିଦେବାଟା କର୍‌ବାକେ ପଡ୍‌ଲା । ସେମନର୍‌ ପାପ୍‌ ରଇଗାଲା ଆଚେ ବଲି ସେମନ୍‌ ତେଇଅନି ଜାନ୍‌ଲାଇ ।
αλλ εν αυταις αναμνησις αμαρτιων κατ ενιαυτον
4 କାଇକେବଇଲେ ବଲଦ୍‌ମନର୍‌ ଆରି ଚେଲିମନର୍‌ ବନି କେବେ ମିସା ଆମର୍‌ ପାପ୍‌ ଦାରି ନ ନେଏ ।
αδυνατον γαρ αιμα ταυρων και τραγων αφαιρειν αμαρτιας
5 ଆମେ ଜାନିଆଚୁ ଜେ, କିରିସ୍‌ଟ ଏ ଜଗତେ ରଇଲାବେଲେ ସେ ତାର୍‌ ବାବା ପର୍‌ମେସର୍‌କେ କଇ ରଇଲା, ବଲି ଆରି ସର୍‌ପିଦେବାଟା ତୁଇ ମନ୍‍ କରୁସ୍‌ ନାଇ । ସେଟାର୍‌ପାଇ ତୁଇ ମର୍‌ପାଇ ଗଟେକ୍‌ ଗାଗଡ୍‌ ତିଆର୍‌ କଲୁସ୍‌ ।
διο εισερχομενος εις τον κοσμον λεγει θυσιαν και προσφοραν ουκ ηθελησας σωμα δε κατηρτισω μοι
6 ବେଦିଟାନେ ପଡାଇବା ପସୁମନ୍‌କେ ତୁଇ ମନ୍‌ କରୁସ୍‌ ନାଇ । କି ପାପ୍‌ ଦଇନେବା ବଲି ମିସା ନାଇ ।
ολοκαυτωματα και περι αμαρτιας ουκ ευδοκησας
7 ତାର୍‌ପଚେ ମୁଇ କଇଲି, ଏ ପରମେସର୍‌, ମର୍‌ ବିସଇ ନିୟମ୍‌ ବଇଟାନେ ଜେନ୍ତି ଲେକାଅଇଆଚେ, ସେ ଇସାବେ ତୁଇ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ରାଜିଆଚି ।
τοτε ειπον ιδου ηκω εν κεφαλιδι βιβλιου γεγραπται περι εμου του ποιησαι ο θεος το θελημα σου
8 ସେ ପର୍‌ତୁମ୍‌ କଇଲା, ତମେ ସର୍‌ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍‌ ଦାରିନେବା ପସୁମନର୍‌ ବନି ମନ୍‌ କରୁସ୍‌ ନାଇ । ଏ ସବୁ ବଲି ନିୟମ୍‌ ଇସାବେ ସର୍‌ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା ।
ανωτερον λεγων οτι θυσιαν και προσφοραν και ολοκαυτωματα και περι αμαρτιας ουκ ηθελησας ουδε ευδοκησας αιτινες κατα τον νομον προσφερονται
9 ତାର୍‌ ପଚେ ସେ ଆରିତରେକ୍‌ କଇଲା, ତୁଇ ଜାଇଟା ମନ୍‍ କଲୁସ୍‌ନି ସେଟା ସିଦ୍‌ କର୍‌ବାକେ ଏ ପର୍‌ମେସର୍‌, ମୁଇ ଇତି ଆଚି । ସେନ୍ତାରି ଆଗର୍‌ପାରା ବଲିଦେବାଟା ପର୍‌ମେସର୍‌ ମନାକରି, ତାର୍‌ ବାଦୁଲେ କିରିସ୍‌ଟର୍‌ ବଲି ଟିକ୍‌ କଲା ।
τοτε ειρηκεν ιδου ηκω του ποιησαι ο θεος το θελημα σου αναιρει το πρωτον ινα το δευτερον στηση
10 ୧୦ କିରିସ୍‌ଟ ପର୍‌ମେସରର୍‌ ମନ୍‍ କର୍‍ବାଟା ସାଦନ୍‌ କଲା । ସେ ତାର୍‌ ଗାଗଡ୍‌ ସର୍‌ପିଦେଇକରି ଏକାତର୍‌ ସବୁବେଲର୍‌ପାଇ ଆମର୍‌ ପାପ୍‌ ଦଇଦେଲା ।
εν ω θεληματι ηγιασμενοι εσμεν {VAR1: οι } δια της προσφορας του σωματος του ιησου χριστου εφαπαξ
11 ୧୧ ସବୁ ଜିଉଦି ପୁଜାରିମନ୍‌ ସେ ସମାନ୍‌ ବଲି ସର୍‌ପିଦେଇକରି ଦିନ୍‌କେଦିନ୍‌ ଟିଆ ଅଇତେରଇଲାଇ । ମାତର୍‌ ଏ ବଲି ଲକ୍‌ମନର୍‌ ପାପ୍‌ ନେଇ ନାପାର୍‌ଲା ।
και πας μεν ιερευς εστηκεν καθ ημεραν λειτουργων και τας αυτας πολλακις προσφερων θυσιας αιτινες ουδεποτε δυνανται περιελειν αμαρτιας
12 ୧୨ ମାତର୍‌ କିରିସ୍‌ଟ ତରେକ୍‌ ସେ ନିଜ୍‌କେ ବଲିଅଇଲା, ସେଟା ଆମର୍‌ ପାପ୍‌କେ ଦାରିଗାଲା ଆରି ସେ ସର୍‌ପାଇ ଅଇଲାଟା ସବୁଦିନର୍‌ ପାଇ ନିକ । ସେ କରିରଇବା କାମ୍‌ ସାରାଇଲା ଇସାବେ ଗଟେକ୍‌ ଚିନ୍‌ ପାରା, ପର୍‌ମେସରର୍‌ ଉଜାବାଟେ ବସ୍‌ଲା ।
αυτος δε μιαν υπερ αμαρτιων προσενεγκας θυσιαν εις το διηνεκες εκαθισεν εν δεξια του θεου
13 ୧୩ ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍‌ ବେଲାଇ ପର୍‌ମେସର୍‌ ତାର୍‌ ସବୁ ସତ୍‌ରୁମନ୍‌କେ ତାର୍‌ ପାଦେ ଆନ୍‌ସି ।
το λοιπον εκδεχομενος εως τεθωσιν οι εχθροι αυτου υποποδιον των ποδων αυτου
14 ୧୪ ଗଟେକ୍‌ ବଲିର୍‌ଲାଗି ଆମେ ଜେତ୍‌କିଲକ୍‌ ପାପେଅନି ଦଇଅଇ ଆଚୁ, ସେ ଆମ୍‌କେ ସବୁଦିନର୍‌ ପାଇ ସିଦ୍‌ କରି ଆଚେ ।
μια γαρ προσφορα τετελειωκεν εις το διηνεκες τους αγιαζομενους
15 ୧୫ ସୁକଲ୍‌ଆତ୍‌ମା ମିସା ଆମ୍‌କେ ତାର୍‌ ସାକି ଦେଇ କଇଲାନି,
μαρτυρει δε ημιν και το πνευμα το αγιον μετα γαρ το προειρηκεναι
16 ୧୬ “ମାପ୍‌ରୁ କଇଲାନି, ଆଇବା ଦିନ୍‌ମନ୍‌କେ, ମୁଇ ଏ ନୁଆଁ ରାଜିନାମା, ସେ ଲକ୍‌ମନର୍‌ପାଇ କର୍‌ବି । ମୁଇ ମର୍‌ ନିୟମ୍‌ ସେମନର୍‌ ମନେ ସଙ୍ଗଇବି ଆରି ଚିନ୍ତା କର୍‌ବାଟାନେ ଲେକ୍‌ବି ।”
αυτη η διαθηκη ην διαθησομαι προς αυτους μετα τας ημερας εκεινας λεγει κυριος διδους νομους μου επι καρδιας αυτων και επι των διανοιων αυτων επιγραψω αυτους
17 ୧୭ ସେ ଆରି ତରେକ୍‌ କଇଲା, ତାକର୍‌ ପାପ୍‌ ଆରି କାରାପ୍‌ ଗୁନ୍‌ ଚଲନ୍‌ ମୁଇ ପାସ୍‌ରି ଜିବି ।
και των αμαρτιων αυτων και των ανομιων αυτων ου μη μνησθω ετι
18 ୧୮ ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍‌ ପାଇ, ତାକର୍‌ ପାପ୍‌ ଦାରି ନେବାକେ ବଲି ଆରି ଦେବାକେ ନ ପଡେ ।
οπου δε αφεσις τουτων ουκετι προσφορα περι αμαρτιας
19 ୧୯ ଏ ମର୍‌ ବାଇବଇନିମନ୍‌, ଜିସୁର୍‌ ମରନର୍‌ ଲାଗି ଆମେ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଆମ୍‌କେ ଅଦିକାର୍‌ ଆଚେ ।
εχοντες ουν αδελφοι παρρησιαν εις την εισοδον των αγιων εν τω αιματι ιησου
20 ୨୦ କାଇକେବଇଲେ, ତାର୍‌ ଗାଗଡ୍‌ ସର୍‌ପି ଅଇଲାକେ ପାର୍‌ଦାବାଟେ ଆମ୍‌କେ ନୁଆ ଆରି ଜିବନ୍‌ ରଇବା ବାଟ୍‌ ଉଗାଡିଦେଲା ଆଚେ ।
ην ενεκαινισεν ημιν οδον προσφατον και ζωσαν δια του καταπετασματος τουτ εστιν της σαρκος αυτου
21 ୨୧ ଆରି ସେତ୍‌କିସେ ନଏଁ, ଆମ୍‌କେ ଏବେ ଗଟେକ୍‌ ବଡ୍‌ ପୁଜାରିଆଚେ । ଜେ କି ପରମେସର୍‌ ଗରର୍‌ ଅଦିକାରେ ର‍ଇବା ଲକ୍‌ ।
και ιερεα μεγαν επι τον οικον του θεου
22 ୨୨ ସେଟାର୍‌ପାଇ ତେବେ ଆସା, ଆମେ ସତଇସେ ମନ୍‌କରି ଆରି ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲଗେ ଜୁ । ଆମର୍‌ ବିବେକ୍‍ ଆମ୍‌କେ ଦସ୍‌ ନ ଦେଲାପାରା କିରିସ୍‌ଟର୍‌ ବନିସଙ୍ଗ୍‌ ଚିଚିଅଇକରି ଦଇଅଇ ରଇବାର୍‌ ଆଚେ । ଆରି ଆମର୍‌ ଗାଗଡ୍‌ ସୁକଲ୍‌ ପାନିସଙ୍ଗ୍‍ ଦଇଅଇଲାପାରା ରଇବାର୍‌ ଆଚେ ।
προσερχωμεθα μετα αληθινης καρδιας εν πληροφορια πιστεως ερραντισμενοι τας καρδιας απο συνειδησεως πονηρας και λελουμενοι το σωμα υδατι καθαρω
23 ୨୩ ଆମର୍‌ ଜନ୍‌ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍‌ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ କଲାଆଚେ, ସେଟା ସେ କର୍‌ସି ଆକା ।
κατεχωμεν την ομολογιαν της ελπιδος ακλινη πιστος γαρ ο επαγγειλαμενος
24 ୨୪ ଆସା, ଆମେ ବିନ୍‌ ଲକ୍‌ମନ୍‌କେ ମନ୍‌ଦେଇ ସେମନ୍‌କେ ସାଇଜ କରୁ । ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରି ନିକ କାମ୍‌ କରୁ ।
και κατανοωμεν αλληλους εις παροξυσμον αγαπης και καλων εργων
25 ୨୫ ଜେନ୍ତିକି ଆରି କେତେଲକ୍‌ କଲାଇନି, ଆମେ ମିସିବିଡି ରଇବା ବିସ୍‌ବାସି ବାଇବଇନି ମନର୍‌ ସଙ୍ଗ୍‍ ରୁଣ୍ଡ୍‌ବାକେ ଏଲା ନ କରୁ । ତାର୍‌ ବାଦୁଲେ ଆମର୍‌ ସଙ୍ଗାରିମନର୍‌ ବିସ୍‌ବାସ୍‌ ଡାଁଟ୍‌ କରାଉ । ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ଦିନ୍‌ ଲଗେ କେଟି ଆଇଲାନି ।
μη εγκαταλειποντες την επισυναγωγην εαυτων καθως εθος τισιν αλλα παρακαλουντες και τοσουτω μαλλον οσω βλεπετε εγγιζουσαν την ημεραν
26 ୨୬ କିରିସ୍‌ଟର୍‌ ବିସଇତେଇ ରଇବା ସତ୍‌, ଆମେ ଜାନିକରି ପାପ୍‌କରି ଲାଗିରଇଲେ, ଆମର୍‌ ପାପ୍‌ ଦାରିନେବାକେ ଆରି କାଇ ବଲି ନାଇ ।
εκουσιως γαρ αμαρτανοντων ημων μετα το λαβειν την επιγνωσιν της αληθειας ουκετι περι αμαρτιων απολειπεται θυσια
27 ୨୭ ସେନ୍ତାର୍‌ଆଲେ ପର୍‌ମେସରର୍‌ ଜନ୍‌ ବଡ୍‌ବିଚାର୍‌ ଦିନ୍‌ ଆଇଲାନି, ତେଇ ତାର୍‌ ବେସି ଡର୍‌ ଲାଗ୍‌ବା ବିଚାର୍‌ନାର୍‌ପାଇ ଜାଗ୍‌ବାକେ ପଡ୍‌ସି । ପରମେସରର୍‌ ସବୁ ବିରଦିମନ୍‌କେ କୁରୁପ୍‌ନାସ୍‌ କର୍‌ବା ସେ ବେସି ଲାଗ୍‌ତେରଇବା ଜଇର୍‌ ପାଇ ମିସା ଜାଗ୍‌ବାକେ ପଡ୍‌ସି ।
φοβερα δε τις εκδοχη κρισεως και πυρος ζηλος εσθιειν μελλοντος τους υπεναντιους
28 ୨୮ ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକ୍‌କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍‌ ଲକ୍‌ ତାର୍‌ ପାପର୍‌ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍‌ବାକେ ଆଦେସ୍‌ ଦେଇତେରଇଲାଇ ।
αθετησας τις νομον μωσεως χωρις οικτιρμων επι δυσιν η τρισιν μαρτυσιν αποθνησκει
29 ୨୯ ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକର୍‌ ଦସା ସେନ୍ତାରି ରଇଲେ, ପର୍‌ମେସରର୍‌ ପଅକେ ଇନ୍‌ କର୍‌ବା ଗଟେକ୍‌ ଲକର୍‌ ଦସା କେତେକ୍‌ ଅଦିକ୍‌ ନ ର‍ଏ । ଜଦି ତାର୍‌ ରାଜିନାମାର୍‌ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍‌ ଲାଗି ସେ ପାପେଅନି ସେ ସୁକଲ୍‌ ଅଇର‍ଇଲା । ସେନ୍ତାରି କର୍‌ବା ଲକ୍‌ ପର୍‌ମେସରର୍‌ ଆତ୍‌ମା ଜେ କି ଜିବନ୍‌ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍‌ଦୁକ୍‌ କରାଇଲାନି । ତାର୍‌ ଡଣ୍ଡ୍‌ କେତେକ୍‌ ଅଦିକ୍‌ ନ ଅଏ ।
ποσω δοκειτε χειρονος αξιωθησεται τιμωριας ο τον υιον του θεου καταπατησας και το αιμα της διαθηκης κοινον ηγησαμενος εν ω ηγιασθη και το πνευμα της χαριτος ενυβρισας
30 ୩୦ କାଇକେବଇଲେ ଆମେ ଜାନିଆଚୁ, ପର୍‌ମେସର୍‌ କଇଲା, “ବେର୍‌ ସୁଜାଇବାକେ ମର୍‌ ଅଦିକାର୍‌ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍‌ରୁ ଆରି ମର୍‌ ଲକ୍‌ମନ୍‌କେ ମୁଇ ଆକା ବିଚାର୍‌ କର୍‌ବି ।”
οιδαμεν γαρ τον ειποντα εμοι εκδικησις εγω ανταποδωσω λεγει κυριος και παλιν κυριος κρινει τον λαον αυτου
31 ୩୧ ଜିବନ୍‌ ରଇବା ଆରି ସବୁର୍‌ଟାନେଅନି ବପୁ ରଇବା ପର୍‌ମେସର୍‌ ଡଣ୍ଡ୍‌ ପାଇବାକେ କେତେକ୍‌ ଡର୍‌ ଲାଗ୍‌ସି ।
φοβερον το εμπεσειν εις χειρας θεου ζωντος
32 ୩୨ ଗାଲା ଦିନ୍‌ମନ୍‌କେ ତମେ କେନ୍ତାରି ରଇଲାସ୍‌, ତମେ ଏତାଇଦେକା । ପର୍‌ମେସରର୍‌ ସତ୍‌ ବିସଇର୍‌ ପାଇ ତମର୍‌ ମନ୍‌ ଉଗାଡି ଅଇଲାକେ, ତମ୍‌କେ ବେସି ଦୁକ୍‌ କସ୍‌ଟ ଅଇଲେମିସା, ସେଟା ସବୁ ମୁର୍‌ଚି କରି ରଇଲାସ୍‌ । ଆରିତେଇ ଆରିଜାଆସ୍‌ ନାଇ ।
αναμιμνησκεσθε δε τας προτερον ημερας εν αις φωτισθεντες πολλην αθλησιν υπεμεινατε παθηματων
33 ୩୩ କେତେ କେତେ ତର୍‌ ତମ୍‌କେ ସବୁର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇ ଆରି କାରାପ୍‌ ଇସାବେ ଦେକ୍‌ଲାଇ । କେବେ କେବେ ଜନ୍‌ ଲକ୍‌ମନ୍‌କେ ଦୁକ୍‌ ଆଇସି, ତାକର୍‌ ସମାନ୍‌ ଅଇତେରଇଲାସ୍‌ ।
τουτο μεν ονειδισμοις τε και θλιψεσιν θεατριζομενοι τουτο δε κοινωνοι των ουτως αναστρεφομενων γενηθεντες
34 ୩୪ ଆରି ବନ୍ଦି ଗରେ ରଇବା ତମର୍‌ ସଙ୍ଗାରିମନ୍‌କେ ଦୟା ଦେକାଇଲାସ୍‌ । ତମର୍‌ଟାନେ ଜେତ୍‌କି ରଇଲାଟା ସେମନ୍‌ ମାର୍‌ଦାର୍‌ କରି ନେଲାବେଲେ, ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚି ରଇଲାସ୍‌ । କାଇକେବଇଲେ, ତମ୍‌କେ ତାର୍‌ତେଇଅନି ନିକଟା ଆରି ନ ସାର୍‌ବା ଦିନ୍‌ ଜାକ ରଇବା ଦନ୍‌ସଁପତି ଆଚେ ବଲି ଜାନିରଇଲାସ୍‌ ।
και γαρ τοις δεσμοις μου συνεπαθησατε και την αρπαγην των υπαρχοντων υμων μετα χαρας προσεδεξασθε γινωσκοντες εχειν εν εαυτοις κρειττονα υπαρξιν εν ουρανοις και μενουσαν
35 ୩୫ ସେଟାର୍‌ପାଇ ତମର୍‌ ସାଆସ୍‌ ଚାଡାନାଇ । ମାତର୍‌ ସେଟା କର୍‌ତେରୁଆ । କାଇକେ ବଇଲେ ତମର୍‌ ଇନାମ୍‌ ବଡ୍‌ ରଇସି ।
μη αποβαλητε ουν την παρρησιαν υμων ητις εχει μισθαποδοσιαν μεγαλην
36 ୩୬ ପର୍‌ମେସରର୍‌ ମନ୍‍ କଲାଟା ସାଦନ୍‌ କର୍‌ବାକେ ତମେ ମୁର୍‌ଚିକରି ରଇବାର୍‌ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
υπομονης γαρ εχετε χρειαν ινα το θελημα του θεου ποιησαντες κομισησθε την επαγγελιαν
37 ୩୭ ଜେନ୍ତାରିକି ସାସ୍‌ତରେ ଲେକା ଅଇଲାଆଚେ, ଚନେକ୍‌ ଜାଗିରୁଆ, ଜେ ଆଇବାର୍‌ ଆଚେ, ସେ ଆଇସି ଆକା, ସେ ଅଲ୍‌ସମ୍‌ ନ ଅଏ ।
ετι γαρ μικρον οσον οσον ο ερχομενος ηξει και ου χρονιει
38 ୩୮ ମର୍‌ ଜେତ୍‌କି ଦରମ୍‌ ଲକ୍‌ ଆଚତ୍‌, ସେମନ୍‌ ବିସ୍‌ବାସ୍‌ କରି ବଁଚ୍‌ବାଇ ମାତର୍‌ ଜେ ଜଦି ପଚ୍‌କେ ବାଅଡ୍‌ଲେ ମୁଇ ତାର୍‌ଟାନେ ସାର୍‌ଦା ନ ଅଇ ।
ο δε δικαιος εκ πιστεως ζησεται και εαν υποστειληται ουκ ευδοκει η ψυχη μου εν αυτω
39 ୩୯ ମାତର୍‌ ଆମେ ପର୍‌ମେସର୍‌କେ ନ ମାନିକରି ତାର୍‌ ତେଇଅନି ବେଗ୍‌ଲି ଜିବା ଲକ୍‌ ନଉଁ । ମାତର୍‌ ଆମେ ବିସ୍‌ବାସ୍‌ କରି ରକିଆ ପାଇଲା ଲକ୍‌ମନର୍‌ ସଙ୍ଗ୍‍ ଆଚୁ ।
ημεις δε ουκ εσμεν υποστολης εις απωλειαν αλλα πιστεως εις περιποιησιν ψυχης

< ଏବ୍‌ରି 10 >