< କଲସିଅ 3 >

1 କିରିସ୍‌ଟର୍‌ ସଙ୍ଗ୍‍ ମରିରଇଲାର୍‌ ପାଇ ଆରି ତାର୍‌ ସଙ୍ଗ୍‍ ନୁଆଜିବନ୍‌ ପାଇ ପର୍‌ମେସର୍‌ ତମ୍‌କେ ଉଟାଇଲାର୍‌ପାଇ ସର୍‌ଗେ ରଇବା ବିସଇ ଦେକ୍‌ତେରୁଆ । ତେଇ କିରିସ୍‌ଟ ପର୍‌ମେସରର୍‌ ଉଜାବାଟେ ବସିଆଚେ ।
Jos te siis Kristuksen kanssa olette nousseet ylös, niin etsikäät niitä, jotka ylhäällä ovat, kussa Kristus istuu Jumalan oikialla kädellä.
2 ଏ ଜଗତର୍‌ ବିସଇ ନ ବାବିକରି ସରଗର୍‌ ବିସଇ ଚିନ୍ତାକରା ।
Pyrkikäät niiden perään, jotka ylhäällä ovat, ja ei niiden, jotka maan päällä ovat.
3 କାଇକେବଇଲେ ତମେ ମରିକରି ପର୍‌ମେସରର୍‌ ମୁଆଟେ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇବା ଜିବନ୍‌ ବିତାଇଲାସ୍‌ନି । ସେ ଜିବନ୍‌ ଲୁଚିକରିଆଚେ ।
Sillä te olette kuolleet ja teidän elämänne on kätketty Kristuksen kanssa Jumalassa.
4 କିରିସ୍‌ଟ ଅଇଲାନି ତମର୍‌ ଜିବନ୍‌ । ସେ ବାଅଡ୍‌ଲାବେଲେ ତମେ ମିସା ସବୁର୍‌ ଦେକ୍‌ତେ ତାର୍‌ ମଇମାତେଇ ମିସ୍‌ସା ।
Kuin Kristus, meidän elämämme, ilmoitetuksi tulee, silloin tekin hänen kanssansa kunniassa ilmoitetaan.
5 ତମର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଜେତ୍‌କି ସବୁ ପାପ୍‌ କାମ୍‌ କର୍‌ତେରଇଲାସ୍‌, ସେଟାମନ୍‌ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍‌, ସୁକଲ୍‌ ନ ରଇବା ଚଲାଚଲ୍‌ତି, ଗାଗଡର୍‌ ଲାଲ୍‌ସାଅଇବାଟା, କାରାପ୍‌ ବିସଇ ମନ୍‌ କର୍‌ବାଟା, ଆରି ଲବ୍‌ ଅଇବାଟା, ଏ ସବୁ ବିସଇ ପୁତ୍‌ଲାମନ୍‌କେ ଜୁଆର୍‌ କର୍‌ବାଟା ସଙ୍ଗ୍‍ ସମାନ୍‌ ।
Niin kuolettakaat sentähden teidän jäsenenne, jotka maan päällä ovat, huoruus, saastaisuus, häpiällinen himo, rietas halaus ja ahneus, joka on epäjumalan palvelus,
6 ଏ ସବୁ କାମେ ବୁଡିକରି ଜନ୍‌ଲକ୍‌ମନ୍‌ ପର୍‌ମେସରର୍‌ କାତା ନ ମାନତ୍‌, ସେମନ୍‌କେ ତାର୍‌ ବଡ୍‌ ରିସା ଆଇସି ।
Joidenka tähden Jumalan viha epäuskoisten lasten päälle tulee;
7 ପୁର୍‌ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍‌ତି କର୍‌ତେରଇଲାସ୍‌ ।
Joissa tekin muinen vaelsitte, kuin te niissä elitte.
8 ମାତର୍‌ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍‌ବାଟା, ବିନ୍‌ଲକ୍‌କେ ଗିନ୍‌ କର୍‌ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍‌ତେ କାତାକଇବାଟା ଚାଡିଦିଆସ୍‌ ।
Mutta nyt pankaat myös te pois nämät kaikki, viha, närkästys, pahuus, pilkka, ilkiät sanat, teidän suustanne.
9 ନିଜର୍‌ ନିଜର୍‌ ବିତ୍‌ରେ ମିଚ୍‌ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍‌ନା ଗୁନ୍‌ଚଲନର୍‌ ସବୁ ଅବିଆସ୍‌ ଚାଡିଦେଇକରି,
Älkäät valehdelko keskenänne, ja riisukaat pois teistänne vanha ihminen tekoinensa,
10 ୧୦ ନୁଆ ଚଲାଚଲ୍‌ତି ଆରାମ୍‌କରି ଆଚାସ୍‌ । ପର୍‌ମେସର୍‌ ତମ୍‌କେ ଦେଇରଇବା ଏ ନୁଆ ଚଲାଚଲ୍‌ତିତେଇ ତମେ ତାର୍‌ ବିସଇ ଅଦିକ୍‌ ଅଦିକ୍‌ ଜାନ୍‌ସା ଆରି ତାର୍‌ପାରା ଅଦିକ୍‌ ଅଦିକ୍‌ ଅଇଆଇସା ।
Ja pukekaat päällenne uusi, joka hänen tuntemiseensa uudistetaan, hänen kuvansa jälkeen, joka sen luonut on.
11 ୧୧ ତମେ ଜିଉଦି ଲକ୍‌ ଉଆ କି ଜିଉଦି ନ ଅଇଲା ଲକ୍‌ ଉଆ, ସୁନତ୍‌ ଅଇଲାଲକ୍‌ କି ସୁନତ୍‌ ନ ଅଇଲା ଲକ୍‌, ଦାପ୍‌ରେ ରିସା ଅଇ ମାରିମରାଇବା ଲକ୍‌ କି ବିନ୍‌ ଦେସର୍‌ ଗତିଦାଙ୍ଗ୍‌ଡା କି ମୁକ୍‌ଲାଇଲା ଲକ୍‌, ସେଟା କାଇଟା ନଏଁ । ମାତର୍‌ କିରିସ୍‌ଟ ସବୁର୍‌ଟାନେ ଆଚେ ଆରି ସେ ଆକା ସବୁର୍‌ ଉପ୍‌ରେ ସାସନ୍‌ କଲାନି ।
Kussa ei ole Grekiläinen ja Juudalainen, ympärileikkaus ja esinahka, Barbarus ja Skyta, orja ja vapaa, vaan kaikki ja kaikissa Kristus.
12 ୧୨ ତେବେ ପର୍‌ମେସର୍‌ ତମ୍‌କେ ତାର୍‌ ଲକ୍‌ ଅଇବାକେ ବାଚିରଇଲାର୍‌ ପାଇ ଆରି ତମ୍‌କେ ଆଲାଦ୍‌ କରି ସୁକଲ୍‌ ଲକ୍‌ ଅଇବାକେ ବେଗ୍‌ଲାଇଲାର୍‌ ପାଇ, ଦୟା ଦେକାଇବାକେ, ଦରମ୍‌ ଅଇବାକେ, ନିଚ୍‌ ଅଇବାକେ, ସୁଆଲ୍‌ ଅଇବାକେ, ମୁର୍‌ଚିକରି ରଇବାକେ ଜାଗ୍‌ରତ୍‌ ଉଆ ।
Niin pukekaat siis teitänne niinkuin Jumalan valitut, pyhät ja rakkaat, sydämellisellä laupiudella, ystävyydellä, nöyryydellä, hiljaisuudella ja pitkämielisyydellä,
13 ୧୩ ତମର୍‌ ତମର୍‌ ବିତ୍‌ରେ ଦସ୍‌ ଦାରାଦାରି ଅଇ ବୁଲ୍‌କଲେ କେମା ଦିଆଦିଇ ଉଆ । ବିନ୍‌ ଲକର୍‌ ବିରଦ୍‌ କାତା ରଇଲେ ମୁର୍‌ଚିକରି କେମା ଦିଆଦିଇ ଉଆ । ମାପ୍‌ରୁ ତମ୍‌କେ କେମା ଦେଲାପାରା ତମର୍‌ ବିତ୍‌ରେ କେମା କରାକରି ଉଆ ।
Ja kärsikäät toinen toistanne ja anteeksi antakaat toinen toisellenne, jos jollakin on kannetta toista vastaan; niinkuin myös Kristus teille on anteeksi antanut, niin myös tekin tehkäät.
14 ୧୪ ଏ ସବୁ ବିସଇ କରି ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଉଆ । ସେନ୍ତାର୍‌ଆଲେ ତମେ ଗଟେକ୍‌ମନ୍‌ ଅଇକରି ରଇବାଟା ସିଦ୍‌ ଅଇସି ।
Mutta ylitse näiden kaikkein pukekaat päällenne rakkaus, joka on täydellisyyden side.
15 ୧୫ ତମେ ସବୁଲକ୍‌ ଗଟେକ୍‌ ଗାଗ୍‌ଡେ ରଇବା ବିନ୍‌ ବିନ୍‌ଟା ଅଇଲାର୍‌ ପାଇ, କର୍‌ବା ସବୁ କାମେ କିରିସ୍‌ଟ ତମ୍‌କେ ବାଟ୍‌ ଦେକାଅ । ସେ ତମ୍‌କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍‍ ରଇବାକେ ସେ ତମ୍‍କେ ବାଚ୍‌ଲାଆଚେ । ଆରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରୁଆ ।
Ja Jumalan rauha hallitkoon teidän sydämissänne, johonka te myös kutsutut olette yhteen ruumiiseen, ja olkaat kiitolliset.
16 ୧୬ କିରିସ୍‌ଟର୍‌ ବାକିଅ ଦିଆନ୍‌କରି ଲାଗିରୁଆ । ତମର୍‌ ତମର୍‌ ବିତ୍‌ରେ ସିକିକରି ଜାଗ୍‌ରତ୍‌ ଅଇରୁଆ । ଏଟା ଗିଆନ୍‌ ସଙ୍ଗ୍‍ କରା । ଗିତ୍‌ ସଙ୍ଗିତା ବଇର୍‌ ଗିତ୍‌ମନ୍‌, ବିନ୍‌ ଗିତ୍‌ମନ୍‌ ଆରି ସୁକଲ୍‌ ଗିତ୍‌ମନ୍‌ କଇତେରୁଆ । ମନ୍‌ବିତ୍‌ରେ ଦନିଅବାଦ୍‌ କଇକରି ପର୍‌ମେସର୍‌କେ ଗିତ୍‌ କଇତେରୁଆ ।
Asukaan Jumalan sana runsaasti teissä, kaikella viisaudella. Opettakaat ja neuvokaat teitänne keskenänne psalmeilla ja kiitosvirsillä ja hengellisillä lauluilla, veisaten armon kautta Herralle teidän sydämissänne.
17 ୧୭ ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍‌ରୁ ଜିସୁର୍‌ ନାଉଁଦାରି ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦିଆସ୍‌ ।
Ja kaikki, mitä te teette puheella eli työllä, niin tehkäät kaikki Herran Jesuksen nimeen, ja kiittäkäät Jumalaa ja Isää hänen kauttansa.
18 ୧୮ ଏ ମାଇଜିମନ୍‌, ତମେ ନିଜର୍‌ ନିଜର୍‌ ମୁନୁସ୍‌ମନର୍‌ କାତା ମାନିକରି ରୁଆ । ଜିସୁ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇଲାର୍‌ ପାଇ ଏନ୍ତାରି କର୍‌ବାଟା ନିକ ।
Vaimot, olkaat teidän miehillenne alamaiset Herrassa, niinkuin kohtuullinen on.
19 ୧୯ ଏ ମୁନୁସ୍‌ମନ୍‌, ତମେ ନିଜର୍‌ ନିଜର୍‌ ମାଇଜିମନ୍‌କେ ଆଲାଦ୍‌ କରି ଦରମ୍‌ ଉଆ ।
Miehet, rakastakaat vaimojanne, ja älkäät olko tylyt heitä vastaan.
20 ୨୦ ଏ ପିଲାଟକିମନ୍‌, ତମର୍‌ ଆୟାବାବାର୍‌ କାତା ମାନିକରି ରୁଆ । ସେଟା ପର୍‌ମେସର୍‌କେ ସାର୍‌ଦା କରାଇସି ।
Lapset, olkaat kuuliaiset vanhemmillenne kaikissa; sillä se on Herralle hyvin otollinen.
21 ୨୧ ଏ ଆୟା ବାବାମନ୍‌, ତମର୍‌ ପିଲାଟକିମନ୍‌କେ ସବୁବେଲେ ଲାଗିକରି ମନ୍‌ ବାଙ୍ଗାଆ ନାଇ ।
Isät, älkäät kehoittako teidän lapsianne vihaan, ettei he araksi tulisi.
22 ୨୨ ଏ ଗତିଦାଙ୍ଗ୍‌ଡାମନ୍‌, ତମେ କରିରଇବା ସବୁକାମ୍‌ଟାନେ ତମର୍‌ ଜଗତେରଇବା ସାଉକାର୍‌ମନର୍‌ କାତା ମାନିକରି ରୁଆ । ସେମନ୍‌ ତମର୍‌ କାମ୍‌ ଦେକି ବଲ୍‌ ବଲ୍‌ବାକେ ନାଇ ମାତର୍‌ ମାପ୍‌ରୁକେ ଡରିକରି ସତ୍‌ ମନେ ରଇ ସବୁ କାମ୍‌ କରା ।
Palveliat, olkaat kuuliaiset kaikissa teidän ruumiillisille isännillenne, ei silmäin edessä palvellen, niinkuin ne, jotka ihmisten mieltä noutavat, vaan sydämen yksinkertaisuudessa ja Jumalan pelvossa,
23 ୨୩ ତମେ ଜାଇଟା କଲେମିସା ପୁରାପୁରୁନ୍‌ ମନ୍‌, ଦିଆନ୍‌, ଜିବନ୍‌, ପରାନ୍‌ ଦେଇ ମାପ୍‌ରୁର୍‌ପାଇ କଲା ଇସାବେ କରା । ଲକ୍‌ମନର୍‌ ପାଇ କାମ୍‌ କଲାପାରା କରାନାଇ ।
Ja kaikki, mitä te teette, se tehkäät sydämestänne, niinkuin Herralle ja ei ihmisille,
24 ୨୪ କାଇକେବଇଲେ ମାପ୍‌ରୁ ତମ୍‌କେ ପୁରୁସ୍‌କାର୍‌ ଦେଇସି ଆରି ତାର୍‌ ଲକ୍‌ମନ୍‌କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍‌ବାଦ୍‌ ତମେ ପାଇସା ବଲି ଜାନିଆଚାସ୍‌ । ତମେ ସେବା କର୍‌ବା ସାଉକାର୍‌ କିରିସ୍‌ଟ, ବଲି ଏତାଇରୁଆ ।
Ja tietäkäät, että te saatte Herralta perimisen palkan; sillä te palvelette Herraa Kristusta.
25 ୨୫ ଜଦି କେ ମିସା ବୁଲ୍‌ କାମ୍‌ କରି ଲାଗିରଇଲେ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ଆରି ସେ ସବୁଲକ୍‌କେ ସମାନ୍‌ ନାପ୍‌ବା ଡାଙ୍ଗ୍‌ସଙ୍ଗ୍‍ ବିଚାର୍‌ କର୍‌ସି ।
Mutta joka väärin tekee, sen pitää saaman sen jälkeen kuin hän väärin tehnyt on, ja ei pidä muotoa katsottaman.

< କଲସିଅ 3 >