< ପେରିତ୍‌ 1 >

1 ସାର୍‌ଦାର୍‌ ତିଅପିଲ୍‌, ମର୍‌ ପର୍‌ତୁମ୍‌ ଲେକିରଇବା ଲୁକ୍‌ବଇଟାନେ ଆରାମେଅନି, ପର୍‌ମେସର୍‌ ତାକେ ସର୍‌ଗେ ନେବା ଦିନ୍‌ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
Den første Bog skrev jeg, o Theofilus! om alt det, som Jesus begyndte både at gøre og lære,
2 ତାର୍‌ ଆଗ୍‌ତୁ ସୁକଲ୍‌ଆତ୍‌ମାର୍‌ ବପୁସଙ୍ଗ୍‍ ସେ ବାଚିରଇବା ପେରିତ୍‌ମନ୍‌କେ କେତେଟା ଆଦେସ୍‌ ଦେଇରଇଲା ।
indtil den Dag, da han blev optagen, efter at han havde givet Apostlene, som han havde udvalgt, Befaling ved den Helligånd;
3 ସେ ଦୁକ୍‌ କସ୍‌ଟ ଅଇଲାପଚେ, ସେମନ୍‌କେ ନିଜେ ବେସି ତର୍‌ ଦେକାଇଅଇଲା । ଚାଲିସ୍‌ ଦିନ୍‌ଜାକ ବିନ୍‌ ବିନ୍‌ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍‌ଲାଟା ସତ୍‌ସଙ୍ଗ୍‍ ଜାନାଇଲା । ସେମନ୍‌ ତାକେ ଦେକ୍‌ଲାଇ, ଆରି ସେ ସେମନର୍‌ସଙ୍ଗ୍‍ ପର୍‌ମେସରର୍‌ ରାଇଜ୍‌ ବିସଇନେଇ କାତା ଅଇଲା ।
for hvem han også, efter at han havde lidt, fremstillede sig levende ved mange Beviser, idet han viste sig for dem i fyrretyve Dage og talte om de Ting, der høre til Guds Rige.
4 ତରେକ୍‌ ସେମନର୍‌ସଙ୍ଗ୍‍ ମିସିକରି କାଇବା ବେଲେ, ସେ ଏ ଆଦେସ୍‌ ଦେଲା, “ଜିରୁସାଲମ୍‌ ଚାଡାନାଇ । ମାତର୍‌ ଜନ୍‌ଟା ମର୍‌ ସରଗର୍‌ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍‌ବା ଜାକ ଜାଗିରୁଆ ।
Og medens han var sammen med dem, bød han dem, at de ikke måtte vige fra Jerusalem, men skulde oppebie Faderens Forjættelse, "hvorom," sagde han, "I have hørt af mig.
5 କାଇକେବଇଲେ ଜଅନ୍‌ ପାନିତେଇ ଡୁବନ୍‌ ଦେଇରଇଲା, ମାତର୍‌ କେତେ ଦିନ୍‌ ବିତ୍‌ରେ ପର୍‌ମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।”
Thi Johannes døbte med Vand; men I skulle døbes med den Helligånd om ikke mange Dage."
6 ଦିନେକ୍‌ ପେରିତ୍‌ ସିସ୍‌ମନ୍‌ ଗଟେକ୍‌ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍‌ଲାଇ, “ମାପ୍‌ରୁ, ତମେ କାଇ ଏବେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ତାକର୍‌ ରାଇଜ୍‌ ଆରିତରେକ୍‌ ବାଉଡାଇ ଦେଇସୁ କି?”
Som de nu vare forsamlede, spurgte de ham og sagde: "Herre! opretter du på denne Tid Riget igen for Israel?"
7 ଜିସୁ ସେମନ୍‌କେ କଇଲା, “ମର୍‌ ବାବା ତାର୍‌ ନିଜର୍‌ ଅଦିକାର୍‌ସଙ୍ଗ୍‍ ବେଲାଗଡି ଟିକ୍‌କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍‌ସି, ସେଟା ତମର୍‌ ଜାନ୍‌ବା ଦର୍‌କାର୍‌ ନାଇ ।
Men han sagde til dem: "Det tilkommer ikke eder at kende Tider eller Timer, hvilke Faderen har fastsat i sin egen Magt.
8 ମାତର୍‌ ସୁକଲ୍‌ ଆତ୍‌ମା ତମର୍‌ ଉପ୍‌ରେ ଉତର୍‌ଲେ, ତମେ ପୁରାପୁରୁନ୍‌ ବପୁ ଅଇସା ଆରି ଜିରୁସାଲମ୍‌, ଜିଉଦାର୍‌ ସବୁଟାନେ, ସମିରଣ୍‌ ଆରି ଜଗତର୍‌ ସାରାସାରି ଜାକ ମର୍‌ ନାଉଁ ଦାରି ସାକି ଅଇସା ।”
Men I skulle få Kraft, når den Helligånd kommer over eder; og I skulle være mine Vidner både i Jerusalem og i hele Judæa og Samaria og indtil Jordens Ende."
9 ଏତ୍‌କି କାତା ସେମନ୍‌କେ କଇସାରାଇଲା ପଚେ, ସେମନ୍‌ ଜିସୁକେ ସର୍‌ଗେ ନେବାଟା ଦେକ୍‌ଲାଇ । ଗଟେକ୍‌ ଚେଲ୍‌କା ବାଦଲ୍‌ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍‌ ତାକେ ଦେକି ନାପାର୍‌ଲାଇ ।
Og da han havde sagt dette, blev han optagen, medens de så derpå, og en Sky tog ham bort fra deres Øjne.
10 ୧୦ ସେ ସର୍‌ଗେ ଗାଲାପଚେ ମିସା ସେମନ୍‌ ଆଁକି ମରାଇକରି ଉପ୍‌ରେ ସେ ଦେକ୍‌ତେ ରଇଲାଇ । ସେଡ୍‌କିବେଲେ ଏଦେ ଦେକା! ଦବ୍‌ ପଚିଆ ପିନ୍ଦ୍‌ଲା ଦୁଇ ଲକ୍‌, ସେମନର୍‌ ମୁଆଟେ ଆସି ଟିଆଅଇଲାଇ ।
Og som de stirrede op imod Himmelen, medens han for bort, se, da stode to Mænd hos dem i hvide Klæder,
11 ୧୧ ଆରି କଇଲାଇ “ଏ ଗାଲିଲିର୍‌ ଲକ୍‌ମନ୍‌, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍‌ଲାସ୍‌ନି? ଏ ଜିସୁକେ ପର୍‌ମେସର୍‌ ତମର୍‌ଟାନେଅନି ସର୍‌ଗେ ନେଲା ଆଚେ । ସେ ସର୍‌ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍‌ତନିତେଇ ଆଇବାଟା ଦେକ୍‌ସା ।”
og de sagde: "I galilæiske Mænd, hvorfor stå I og se op imod Himmelen? Denne Jesus, som er optagen fra eder til Himmelen, skal komme igen på samme Måde, som I have set ham fare til Himmelen."
12 ୧୨ ତାର୍‌ପଚେ ପେରିତ୍‌ ସିସ୍‌ମନ୍‌ ଜିତ୍‌ ପର୍‌ବତେଅନି ଜିରୁସାଲାମ୍‌ ବାଉଡି ଗାଲାଇ । ସେ ପର୍‌ବତ୍‌, ଜିରୁସାଲମ୍‌ ନଅରେଅନି ଗଟେକ୍‌ କିଲମିଟର୍‌ ଦୁର୍‌ ରଇଲା ।
Da vendte de tilbage til Jerusalem fra det Bjerg, som kaldes Oliebjerget og er nær ved Jerusalem, en Sabbatsvej derfra.
13 ୧୩ ଜିରୁସାଲେମ୍‌ ନଅରେ ଜାଇକରି ସେମନ୍‌ ରଇବା ବାକ୍‌ରାଇ ପୁର୍‌ଲାଇ । ପିତର୍‌, ଜଅନ୍‌, ଜାକୁବ୍‌ ଆରି ତାର୍‌ ବାଇ ଆନ୍ଦ୍‌ରିୟ, ପିଲିପ୍‌, ତମା, ବାର୍‌ତଲମି, ମାତିଉ, ଆଲ୍‌ପିର୍‌ ପିଲା ଜାକୁବ୍‌, ଦେସ୍‌ ଆଲାଦ୍‌କର୍‌ବା ସିମନ୍‌ ଆରି ଜାକୁବର୍‌ ପିଲା ଜିଉଦା, ଏମନ୍‌ ରଇଲା ତେଇର୍‌ ପେରିତ୍‌ ସିସ୍‌ମନ୍‌ ।
Og da de kom derind, gik de op på den Sal, hvor de plejede at opholde sig, Peter og Johannes og Jakob og Andreas, Filip og Thomas, Bartholomæus og Matthæus, Jakob, Alfæus's Søn og Simon Zelotes, og Judas, Jakobs Søn.
14 ୧୪ ସେମନ୍‌ ତର୍‌କେତର୍‌ ଗଟେକ୍‌ ଦଲ୍‌ ଇସାବେ ପାର୍‌ତନା କର୍‌ବାକେ ରୁଣ୍ଡ୍‍ତେ ରଇଲାଇ । ଆରି ସେମନର୍‌ସଙ୍ଗ୍‍ ଜିସୁର୍‌ ଆୟା ମରିୟମ୍‌, ବିନ୍‌ ମାଇଜିମନ୍‌ ଆରି ଜିସୁର୍‌ ବାଇମନ୍‌ ମିସା ମିସ୍‌ତେରଇଲାଇ ।
Alle disse vare endrægtigt vedholdende i Bønnen tillige med nogle Kvinder og Maria, Jesu Moder, og med hans Brødre.
15 ୧୫ କେତେ ଦିନ୍‌ ଗାଲାପଚେ ପାକାପାକି ସଏ କଡେ ଲକ୍‌ ବିସ୍‌ବାସି ବାଇମନ୍‌ ରଇଲା ଗଟେକ୍‌ ସବାଇ, ପିତର୍‌ ଲକ୍‌ମନର୍‌ ମୁଆଟେ ଉଟି ଟିଆଅଇ କଇଲା,
Og i disse Dage stod Peter op midt iblandt Brødrene og sagde: (og der var en Skare samlet på omtrent hundrede og tyve Personer):
16 ୧୬ “ଏ ମର୍‌ ବାଇବଇନିମନ୍‌, ଜନ୍‌ ଇସ୍‌କାରିୟତ୍‌ ଜିଉଦା ଜିସୁକେ ଦାରାଇଦେବାକେ ସତ୍‌ରୁମନ୍‌କେ ବାଟ୍‌ ଦେକାଇ ଆନିରଇଲା, ତାର୍‌ ବିସଇ, ଦାଉଦ୍‌ ସୁକଲ୍‌ଆତ୍‌ମାଇ ପୁରୁନ୍‌ଅଇ ବବିସତ୍‌କାତା ସୁନାଇ ରଇଲା । ଦରମ୍‌ ସାସ୍‌ତରର୍‌ କାତା ସିଦ୍‌ ଅଇବାକେ ଏଟା ଗଟ୍‌ବାର୍‌ ରଇଲା ।
"I Mænd, Brødre! det Skriftens Ord burde opfyldes, som den Helligånd forud havde talt ved Davids Mund om Judas, der blev Vejleder for dem, som grebe Jesus;
17 ୧୭ ଏଲେମିସା ସେ ଆମର୍‌ ଦଲର୍‌ ଲକ୍‌ ରଇଲା । ଆରି ଆମର୍‌ ସଙ୍ଗ୍‍ କାମ୍‌ କର୍‌ବାକେ ବାଚାଇଅଇ ରଇଲା ।”
thi han var regnet iblandt os og havde fået denne Tjenestes Lod.
18 ୧୮ ଜିଉଦା କରିରଇବା କରାପ୍‌ କାମେଅନି ମିଲାଇଲା ଡାବୁକେ ଗଟେକ୍‌ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍‌ତାଡିଅଇ ଅଦ୍‌ରି ମଲା । ତାର୍‌ ପେଟ୍‌ ଚିରିଅଇ ଆଁତି ବାରଇଗାଲା ।
Han erhvervede sig nu en Ager for sin Uretfærdigheds Løn, og han styrtede ned og brast itu, og alle hans Indvolde væltede ud,
19 ୧୯ ଜିରୁସାଲମ୍‌ ନଅରେ ବାସାଅଇରଇବା ସବୁ ଲକ୍‌ମନ୍‌ ଏ ସବୁ ବିସଇ ସୁନ୍‌ଲାଇ । ସେମନର୍‌ ବାସାଇ ସେ ଜମିର୍‌ ନାଉଁ ଆକେଲ୍‌ଦାମା ତାର୍‌ ଅରତ୍‌ ଅଇଲାନି ବନିର୍‌ ପଦା ବଲି ନାଉଁ ଦେଲାଇ ଆଚତ୍‌ ।
hvilket også er blevet vitterligt for alle dem, som bo i Jerusalem, så at den Ager kaldes på deres eget Mål Hakeldama, det er Blodager.
20 ୨୦ ଗିତ୍‌ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍‌ ଗର୍‌ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍‌ ।” ଆରି ମିସା ଲେକା ଅଇଲା ଆଚେ, “ତାର୍‌ ଜାଗାଇ ସେବା କର୍‌ବାକେ ଆରି ଗଟେକ୍‌ ଲକ୍‌ ମିସ ।”
Thi der er skrevet i Salmernes Bog: "Hans Bolig blive øde, og der være ingen, som bor i den," og: "Lad en anden få hans Tilsynsgerning."
21 ୨୧ “ସେଟାର୍‌ ପାଇ, ଜିସୁମାପ୍‌ରୁ ଆମର୍‌ ସଙ୍ଗ୍‍ ଗାଲାବେଲେ ଜେ ଆମର୍‌ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍‌ ଲକ୍‌କେ ବାଚ୍‌ବାର୍‌ ଆଚେ ।
Derfor bør en af de Mænd, som vare sammen med os i hele den Tid, da den Herre Jesus gik ind og gik ud hos os,
22 ୨୨ ଜନ୍‌ ଲକ୍‌କେ ଆମେ ବାଚ୍‌ବୁ, ପର୍‌ମେସର୍‌ ଜିସୁକେ ଜେନ୍ତି ଜିବନ୍‌ କରି ଉଟାଇଲା, ସେ ବିସଇ ଆମର୍‌ସଙ୍ଗ୍‍ ସେ ସାକି ଅଇବାର୍‌ଆଚେ । ଜଅନ୍‌ ଜିସୁକେ ଡୁବନ୍‌ଦେଲା ବେଲେଅନି, ପର୍‌ମେସର୍‌ ଆମର୍‌ଟାନେଅନି ତାକେ ସର୍‌ଗେ ନେବା ଜାକ, ସେ ଲକ୍‌ ଆମର୍‌ ଦଲେ ରଇବାର୍‌ ଆଚେ ।”
lige fra Johannes's Dåb indtil den Dag, da han blev optagen fra os, blive Vidne sammen med os om hans Opstandelse."
23 ୨୩ ସେମନ୍‌ ଦୁଇ ଲକର୍‌ ନାଉଁ ଦେଲାଇ । ଜସେପ୍‌ ଜେକି ବର୍‌ସବା ଆରି ଜୁସ୍‌ତକ୍‌ ବଲି ମିସା କଇବାଇ ଆରି ମତିୟ ।
Og de fremstillede to, Josef, som kaldtes Barsabbas med Tilnavn Justus, og Matthias.
24 ୨୪ ଆରି ସେମନ୍‌ ପାର୍‌ତନା କଲାଇ, “ମାପ୍‌ରୁ ତମେତା ସବୁ ଲକର୍‌ ମନର୍‌ କାତା ଜାନାସ୍‌ । ଜିଉଦା ଜନ୍‌ ଜାଗାଇ ରଇବାର୍‌ରଇଲା, ଟିକ୍‌ ତେଇ ଉଟିଗାଲା । ପଚେ ତାର୍‌ ଜାଗାଇ ତମେ ବାଚିରଇବା ଲକ୍‌, ଏ ଦୁଇ ଲକର୍‌ ବିତ୍‌ରେ ଅନି କେ ଅଇରଇସି?
Og de bade og sagde: "Du Herre! som kender alles Hjerter, vis os den ene, som du har udvalgt af disse to
25 ୨୫ ଜେ ପେରିତ୍‌ ସିସ୍‌କାମ୍‌ କରିପାର୍‌ସି, ତାକେ ଆମ୍‌କେ ଜାନାଆ ।”
til at få denne Tjenestes og Apostelgernings Plads, som Judas forlod for at gå hen til sit eget Sted."
26 ୨୬ ତାର୍‌ପଚେ ଦୁଇ ଲକର୍‌ଟାନେଅନି ଗଟେକ୍‌ ଲକ୍‌କେ ବାଚ୍‌ବାକେ କେଡ୍‌ପୁଟାଇଲାଇ । କେଡ୍‌ପୁଟାଇଲାକେ ମତିୟସର୍‌ ନାଉଁ ପୁଟ୍‌ଲା । ସେନ୍ତାରି, ଏଗାର୍‌ଟା ସିସ୍‌ମନର୍‌ ଦଲେ ସେ ମିସ୍‌ଲା ।
Og de kastede Lod imellem dem, og Loddet faldt på Matthias. og han blev regnet sammen med de elleve Apostle.

< ପେରିତ୍‌ 1 >