< ପେରିତ୍‌ 9 >

1 ସେ ସବୁ ଗଟ୍‌ବା ବେଲେ, ସାଉଲ୍‌ ମାପ୍‌ରୁର୍‌ ସିସ୍‌ମନ୍‌କେ ମରାଇଦେବି ବଲି ଦମ୍‌କାଇତେ ରଇଲା । ସେ ବଡ୍‌ ପୁଜାରିର୍‌ ଲଗେ ଗାଲା ।
Men Saulus, som endnu fnøs med Trusel og Mord imod Herrens Disciple, gik til Ypperstepræsten
2 ଜାଇକରି ଦାମାସ୍‌କାସେ ଜିଉଦିମନର୍‌ ପାର୍‌ତନା ଗରେ ଦେବାକେ ଅଦିକାରର୍‌ ଚିଟି ମାଙ୍ଗ୍‌ଲା । ଦାମାସ୍‌କାସେ ଜନ୍‌ ମାଇଜି ଆରି ମୁନୁସ୍‌ମନ୍‌ ମାପ୍‌ରୁର୍‌ ବାଟେ ଆଇଲାଇ ଆଚତ୍‍, ସେମନ୍‌କେ ବନ୍ଦିକରି ଡଣ୍ଡ୍‌ ଦେବାକେ, ଜିରୁସାଲମର୍‌ ଜିଉଦି ନେତାମନର୍‌ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍‌ବାକେ ସାଉଲ୍‌କେ ଏ ଚିଟି ଅଦିକାର୍‌ ଦେଲା ।
og bad ham om Breve til Damaskus til Synagogerne, for at han, om han fandt nogle, Mænd eller Kvinder, som holdt sig til Vejen, kunde føre dem bundne til Jerusalem.
3 ସାଉଲ୍‌ ଦାମାସ୍‌କସ୍‌ ନଅର୍‌ ଲଗାଲଗି ଅଇବା ବେଲେ, ଅଟାତ୍‌ ବାଦ୍‌ଲେଅନି ଗଟେକ୍‌ ଉଜଲ୍‌ ସାଉଲର୍‌ ଚାରିବେଡ୍‌ତି ଜଗ୍‌ଜଗି ଗାଲା ।
Men da han var undervejs og nærmede sig til Damaskus, omstrålede et Lys fra Himmelen ham pludseligt.
4 ତେଇ ସେ ତଲେ ଅଦ୍‌ରି ଗାଲା ଆରି ଗଟେକ୍‌ କଇବା କାତା ସୁନ୍‌ଲା “ଏ ସାଉଲ୍‌ ତୁଇ ମକେ କାଇକେ ସାଦ୍‌ଲୁସ୍‌ନି?”
Og han faldt til Jorden og hørte en Røst, som sagde til ham: "Saul! Saul! hvorfor forfølger du mig?"
5 ସେ କଇଲା, “ତମେ କେ ମାପ୍‌ରୁ?” “ତୁଇ ଜାକେ ସାଦ୍‌ଲୁସ୍‌ନି, ସେ ଜିସୁ ମୁଇ ।
Og han sagde: "Hvem er du, Herre?" Men han svarede: "Jeg er Jesus, som du forfølger.
6 ଏବେ ଉଟ୍‌, ନଅରେ ଜା, କାଇଟା କର୍‌ବାକେ ଅଇସି, ତେଇ ତକେ ଜାନାଇବି ।”
Men stå op og gå ind i Byen, og det skal siges dig, hvad du bør gøre."
7 ସାଉଲର୍‌ ସଙ୍ଗ୍‍ ଜିବା ଲକ୍‌ମନ୍‌ କାବାଅଇଜାଇ ତେବିଦେଲାଇ, ତାକର୍‌ ଟଣ୍ଡେଅନି ପଦେକ୍‌ କାତା ବାରଏ ନାଇ । କଇବା ସବଦ୍‌ ସେମନ୍‌ ସୁନ୍‌ଲାଇ, ମାତର୍‌ କାକେ ଦେକି ନାପାର୍‌ଲାଇ ।
Men de Mænd, som rejste med ham, stode målløse, da de vel hørte Røsten, men ikke så nogen.
8 ସାଉଲ୍‌ ଉଟି ଆଁକି ଦେକ୍‌ଲା ମାତର୍‌ ତାକେ କାଇଟା ଡିସେ ନାଇ । ତେବେ ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ଆତେ ଦାରି ଦାମାସ୍‌କସ୍‌ ଡାକିନେଲାଇ ।
Og Saulus rejste sig op fra Jorden; men da han oplod sine Øjne, så han intet. Men de ledte ham ved Hånden og førte ham ind i Damaskus.
9 ତିନ୍‌ଦିନ୍‌ ଜାକ ସେ କାଇଟା ଦେକି ନାପାର୍‌ଲା ଆରି ତିନ୍‌ଦିନ୍‌ ଜାକ କାଏ ନାଇ କି ପିଏ ନାଇ ।
Og han kunde i tre Dage ikke se, og han hverken spiste eller drak.
10 ୧୦ ଦାମାସ୍‌କସେ ଅନନିୟ ନାଉଁର୍‌ ଗଟେକ୍‌ ବିସ୍‌ବାସି ଲକ୍‌ ରଇଲା, ସେ ମାପ୍‌ରରୁ ଦର୍‌ସନ୍‌ ପାଇଲା, ମାପ୍‌ରୁ ତାକେ କଇଲା, “ଅନନିୟ!” ସେ କଇଲା, “ମୁଇ ଇତି ଆଚି ମାପ୍‌ରୁ, କୁଆ ।”
Men der var en Discipel i Damaskus, ved Navn Ananias, og Herren sagde til ham i et Syn: "Ananias!" Og han sagde: "Se, her er jeg, Herre!"
11 ୧୧ ମାପ୍‌ରୁ କଇଲା, “ତିଆର୍‌ ଅ । ସଲକ୍‌ ନାଉଁର୍‌ ବାଟ୍‍ଦାରି ଜିଉଦାର୍‌ ଗରେ ଜା । ତେଇ ତାର୍‌ସସେଅନି ଆସି ରଇବା ସାଉଲ୍‌ ନାଉଁର୍‌ ଗଟେକ୍‌ ଲକ୍‌କେ କଜ୍‌ । ସେ ପାର୍‌ତନା କଲାନି ।
Og Herren sagde til ham: "Stå op, gå hen i den Gade, som kaldes den lige, og spørg i Judas's Hus efter en ved Navn Saulus fra Tarsus; thi se, han beder.
12 ୧୨ ସେ ଦର୍‌ସନ୍‌ ଦେକ୍‌ଲାବେଲେ ଅନନିୟ ବଲି ଗଟେକ୍‌ ଲକ୍‌ ତାର୍‌ ଗରେ ପୁର୍‌ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍‌ ଦେକିପାର୍‌ସି ତାର୍‌ ଉପ୍‌ରେ ଆତ୍‌ ସଙ୍ଗ ।”
Og han har i et Syn set en Mand, ved Navn Ananias, komme ind og lægge Hænderne på ham, for at han skulde blive seende."
13 ୧୩ ମାତର୍‌ ଅନନିୟ କଇଲା, “ମାପ୍‌ରୁ ଏ ଲକ୍‌ ଜିରୁସାଲାମେ ତମର୍‌ ଲକ୍‌ମନ୍‌କେ ଜେତ୍‌କି ପାପ୍‌ କାମ୍‌ କଲା ଆଚେ, ସେ ବିସଇ କେତେ କେତେ ଲକ୍‌ ମକେ ଜାନାଇ ଆଚତ୍‌ ।
Men Ananias svarede: "Herre! jeg har hørt af mange om denne Mand, hvor meget ondt han har gjort dine hellige i Jerusalem.
14 ୧୪ ଆରି ସେ ଲକ୍‌ ମୁକିଅ ପୁଜାରିମନର୍‌ ଟାନେଅନି ଅଦିକାର୍‌ କାଗଜ୍‌ ନେଇକରି ଦାମାସ୍‌କାସେ, ତମ୍‌କେ ପାର୍‌ତନା କର୍‌ବା ଲକ୍‌ମନ୍‌କେ ଦାରି ନେବାକେ ଆସିଆଚେ ।”
Og her har han Fuldmagt fra Ypperstepræsterne til at binde alle dem, som påkalde dit Navn."
15 ୧୫ ମାପ୍‌ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍‌ମନ୍‌, ତାକର୍‌ ରାଜାମନ୍‌ ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌କେ, ମର୍‌ ନାଉଁ ଜାନାଇବାକେ ଆରି ମର୍‌ ସେବା କର୍‌ବାକେ ମୁଇ ତାକେ ବାଚ୍‌ଲି ଆଚି ।
Men Herren sagde til ham: "Gå; thi denne er mig et udvalgt Redskab til at bære mit Navn frem både for Hedninger og Konger og Israels Børn;
16 ୧୬ ସେ ମର୍‌ ପାଇ ଜେତ୍‌କି ସବୁ କସ୍‌ଟ ମୁରଚ୍‌ବାର୍‌ ଆଚେ, ମୁଇ ନିଜେ ତାକେ ଜାନାଇବି ।”
thi jeg vil, vise ham hvor meget han bør lide for mit Navns Skyld."
17 ୧୭ ଅନନିୟ ଗାଲା ଆରି ସାଉଲ୍‌ ରଇବା ଗରେ କେଟ୍‌ଲା । ସାଉଲ୍‌କେ ବେଟ୍‌ଅଇ ତାର୍‌ ଉପ୍‌ରେ ଆତ୍‌ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍‌, ଇତି ତର୍‌ଟାନେ ଆଇବାକେ ମାପ୍‌ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍‌ ଦେକି ପାରୁସ୍‌ ଆରି ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇପାରୁସ୍‌ । ସେଟାର୍‌ପାଇ ପର୍‌ମେସର୍‌ ମକେ ପାଟାଇଆଚେ ।”
Men Ananias gik hen og kom ind i Huset og lagde Hænderne på ham og sagde: "Saul, Broder! Herren har sendt mig, den Jesus, der viste sig for dig på Vejen, ad hvilken du kom, for at du skal blive seende igen og fyldes med den Helligånd."
18 ୧୮ ଅନନିୟ ଏ କାତା କଇଲା ଦାପ୍‌ରେ ଏଦେ ଦେକା! ସାଉଲର୍‌ ଆଁକିଅନି ମାଚ୍‌ କସ୍‌ଲି ପାରାଟା କୁସ୍‌ଲି ଅଦର୍‌ଲା । ସେ ଆରି ତରେକ୍‌ ଦେକି ପାର୍‌ଲା । ସେ ଉଟ୍‌ଲା ଆରି ଅନନିୟ ତାକେ ଡୁବନ୍‌ କଲା ।
Og straks faldt der ligesom Skæl fra hans Øjne, og han blev seende, og han stod op og blev døbt.
19 ୧୯ ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍‌ ଜିସୁକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ଦାମାସ୍‌କସେ କେତେ ଦିନ୍‌ ରଇଲା ।
Og han fik Mad og kom til Kræfter. Men han blev nogle Dage hos Disciplene i Damaskus.
20 ୨୦ ସେ ସିଦା ପାର୍‌ତନା କର୍‌ବା ଗର୍‌ମନ୍‌କେ ଜାଇ ଜିସୁସେ ପର୍‌ମେସରର୍‌ ପଅ ବଲି ଜାନାଇବାର୍‌ ଦାର୍‌ଲା ।
Og straks prædikede han i Synagogerne om Jesus, at han er Guds Søn.
21 ୨୧ ଜନ୍‌ ଲକ୍‌ମନ୍‌ ତାର୍‌ କାତା ସୁନ୍‌ଲାଇ, କାବାଅଇଜାଇକରି ପାଚାର୍‌ଲାଇ, “ଜିରୁସାଲମେ ଜିସୁକେ ବିସ୍‌ବାସ୍‌ କରି ପାର୍‌ତନା କର୍‌ବା ଲକ୍‌ମନ୍‌କେ ଜନ୍‌ଲକ୍‌ ମରାଇତେ ରଇଲା, ଏ କାଇ ସେ ଲକ୍‌ ନଏଁ କି? ସେମନ୍‌କେ ମୁକିଅ ପୁଜାରିମନର୍‌ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି?”
Men alle, som hørte det, forbavsedes og sagde: "Er det ikke ham, som i Jerusalem forfulgte dem, der påkaldte dette Navn, og var kommen hertil for at føre dem bundne til Ypperstepræsterne?"
22 ୨୨ ମାତର୍‌ ସାଉଲ୍‌ ଦରମ୍‌ ସାସ୍‌ତରେ ଅନି, ଜିସୁ ଆକା ମସିଅ ବଲି ସତ୍‌ ଦେକାଇଲା । ଏ ବିସଇଟାନେ ତାର୍‌ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍‌କସେ ବାସାଅଇ ରଇବା ଜିଉଦିମନ୍‌ ତାର୍‌ କଇବା କାତାର୍‌ ଗଟେକ୍‌ ମିସା ଉତର୍‌ ଦେଇନାପାର୍‌ଲାଇ ।
Men Saulus voksede i Kraft og gendrev Jøderne, som boede i Damaskus, idet han beviste, at denne er Kristus.
23 ୨୩ କେତେଦିନ୍‌ ଗାଲା ପଚେ ଜିଉଦିମନ୍‌ ଗଟେକ୍‌ ଅଇକରି ସାଉଲ୍‌କେ ମରାଇବାକେ ପାଚ୍‌ନା କଲାଇ ।
Men da nogle Dage vare forløbne, holdt Jøderne Råd om at slå ham ihjel.
24 ୨୪ ମାତର୍‌ ସାଉଲ୍‌ ସେମନର୍‌ କୁଟ୍‌ କାତା ଜାନ୍‌ଲା । ସାଉଲ୍‌କେ ମରାଇବାକେ ସେମନ୍‌ ଦିନ୍‌ ରାତି ନଅରର୍‌ ସବୁ ଦୁଆର୍‌ମନ୍‌କେ ଜାଗ୍‌ଲାଇ ।
Men Saulus fik deres Efterstræbelser at vide. Og de bevogtede endog Portene både Dag og Nat, for at de kunde slå ham ihjel.
25 ୨୫ ମାତର୍‌ ଦିନେକ୍‌, ରାତିବେଲେ ସାଉଲର୍‌ ସିସ୍‌ମନ୍‌ ତାକେ ଡାଲାଇ ସାଜାଡି ନଅରର୍‌ ଚାରିବେଟ୍‌ତି ରଇବା ପାଚୁରିର୍‌ କାଣା ବାଟେ ତଲେ ଉତ୍‌ରାଇଦେଲାଇ ।
Men hans Disciple toge ham ved Nattetid og bragte ham ud igennem Muren, idet de firede ham ned i en Kurv.
26 ୨୬ ସାଉଲ୍‌ ଜିରୁସାଲାମେ ଜାଇ ସିସ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ଚେସ୍‌ଟା କଲା । ମାତର୍‌ ସେମନ୍‌ ସାଉଲ୍‌କେ ଗଟେକ୍‌ ସିସ୍‌ ବଲି ମୁଲ୍‌କେ ବିସ୍‌ବାସ୍‌ କରତ୍‌ ନାଇ । ସବୁ ଲକ୍‌ ତାକେ ଡର୍‌ତେ ରଇଲାଇ ।
Men da han kom til Jerusalem, forsøgte han at holde sig til Disciplene; men de frygtede alle for ham, da de ikke troede, at han var en Discipel.
27 ୨୭ ମାତର୍‌ ପଚେ, ବର୍‌ନବା ତାକେ ପେରିତ୍‌ ସିସ୍‌ମନର୍‌ ଲଗେ ନେଲା । ଦାମାସ୍‌କସର୍‌ ବାଟେ କେନ୍ତି ସାଉଲ୍‌ ମାପ୍‌ରୁର୍‌ ଦର୍‌ସନ୍‌ ପାଇରଇଲା, ଆରି ମାପ୍‌ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍‌କେ ବୁଜାଇକରି କଇଲା । ଦାମାସ୍‌କସେ ସାଉଲ୍‌ ନ ଡର୍‌ତେ କେନ୍ତାରି ଜିସୁର୍‌ ନାଉଁ ଦାରି ତାର୍‌ ବାକିଅ ଜାନାଇରଇଲା, ସେମନ୍‌କେ ଟିକି ନିକି ବୁଜାଇ କରି କଇଲା ।
Men Barnabas tog sig af ham og førte ham til Apostlene; og han fortalte dem, hvorledes han havde set Herren på Vejen, og at han havde talt til ham, og hvorledes han i Damaskus havde vidnet frimodigt i Jesu Navn.
28 ୨୮ ଆରି ସାଉଲ୍‌, ପେରିତ୍‌ ସିସ୍‌ମନର୍‌ ସଙ୍ଗ୍‍ ରଇଲା ଆରି ଜିରୁସାଲମର୍‌ ଗୁଲାଇବାଟେ ଜାଇ, ନ ଡର୍‌ତେ ମାପ୍‌ରୁର୍‌ ବାକିଅ ଜାନାଇଲା ।
Og han gik ind og gik ud med dem i Jerusalem
29 ୨୯ ସାଉଲ୍‌ ଏ ସବୁ ବିସଇ ଗିରିକ୍‌ ବାସା କଇବା ଜିଉଦିମନର୍‌ ସଙ୍ଗ୍‍ ଦଦାପେଲା ଅଇଲା । ମାତର୍‌ ସେମନ୍‌ ସାଉଲ୍‌କେ ମରାଇବାକେ ଚେସ୍‌ଟା କଲାଇ ।
og vidnede frimodigt i Herrens Navn. Og han talte og tvistedes med Hellenisterne; men de toge sig for at slå ham ihjel.
30 ୩୦ ବିସ୍‌ବାସି ବାଇମନ୍‌ ଏ କାତା ଜାନିକରି ସାଉଲ୍‌କେ କାଇସରିଆ ନାଉଁର୍‌ ଗଟେକ୍‌ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍‌ସିସ୍‌ ବଲି ବିନ୍‌ ଗଟେକ୍‌ ଜାଗାଇ ପାଟାଇ ଦେଲାଇ ।
Men da Brødrene fik dette at vide, førte de ham ned til Kæsarea og sendte ham videre til Tarsus.
31 ୩୧ ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍‌ ପାଇ ସେବେଲା ଗଟେକ୍‌ ସାନ୍ତିର୍‌ ବେଲା ରଇଲା । ସୁକଲ୍‌ ଆତ୍‌ମା ସେମନର୍‌ ସଙ୍ଗ୍‍ ରଇଲା ଜେ ଲକ୍‌ମନ୍‌ ଦିନ୍‌କେଦିନ୍‌ ଅଦିକ୍‌ ଅଦିକ୍‌ ଅଇ ଡାଟ୍‌ ଅଇଲାଇ । ଜିସୁକେ ବିସ୍‌ବାସ୍‌କର୍‌ବା ଲକ୍‌ମନ୍‌, ମାପ୍‌ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
Så havde da Menigheden Fred over hele Judæa og Galilæa og Samaria, og den opbyggedes og vandrede i Herrens Frygt, og ved den Helligånds Formaning voksede den.
32 ୩୨ ପିତର୍‌ ବିନ୍‌ ବିନ୍‌ ଜାଗାଇ ବୁଲି ବୁଲି ତରେକ୍‌ ଲୁଦାଇ ବାସାଅଇରଇବା, ମାପ୍‌ରୁର୍‌ ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ଗାଲା ।
Men det skete, medens Peter drog omkring alle Vegne, at han også kom ned til de hellige, som boede i Lydda.
33 ୩୩ ତେଇ ଏନିୟ ନାଉଁର୍‌ ଗଟେକ୍‌ ଲକ୍‌କେ ସେ ବେଟ୍‌ ଅଇଲା, ଏନିୟକେ ଚେରେଙ୍ଗ୍‌ ବାତ୍‌ ଦାରି ଆଟ୍‌ ବରସ୍‌ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍‌ତେ ରଇଲା ।
Der fandt han en Mand ved Navn Æneas, som havde ligget otte År til Sengs og var værkbruden.
34 ୩୪ ପିତର୍‌ ତାକେ କଇଲା, “ଏନିୟ ଜିସୁ ମାପ୍‌ରୁ ତକେ ନିକ କରିଆଚେ । ଉଟ୍‌ ଆରି ତର୍‌ ଅଚ୍‌ନା ସାଜାଡ୍‌ ।”
Og Peter sagde til ham: "Æneas! Jesus Kristus helbreder dig; stå op, og red selv din Seng!" Og han stod straks op.
35 ୩୫ କଇଲା ଦାପ୍‌ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍‌ମନ୍‌ ମାପ୍‌ରୁର୍‌ ବାଟେ ଆଇବାକେ ମନ୍‌ କଲାଇ ।
Og alle Beboere af Lydda og Saron så ham, og de omvendte sig til Herren.
36 ୩୬ ଜପାଇ, ଟାବିତା ନାଉଁର୍‌ ଗଟେକ୍‌ ବିସ୍‌ବାସି ମାଇଜି ବାସା ଅଇରଇଲା । ତାର୍‌ ଗିରିକ୍‌ ନାଉଁ, ଦାର୍‌କାସ୍‌ । ତାର୍‌ ଅରତ୍‌ କଟ୍‌ରା । ସେ ସବୁବେଲା ସତ୍‌ କାମ୍‌ କରି, ରଗି ଦୁକିମନର୍‌ ସେବା କର୍‌ତେ ରଇଲା । ସେବେଲେ ସେ ରଗ୍‌ବେମାର୍‌ ଅଇ ମରିଗାଲା ।
Men i Joppe var der en Discipelinde ved Navn Tabitha, hvilket udlagt betyder Hind; hun var rig på gode Gerninger og gav mange Almisser.
37 ୩୭ ତାର୍‌ ଲକ୍‌ବାକ୍‌ମନ୍‌ ଟାବିତାର୍‌ ମଲାମଡ୍‌ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍‍ ଗୁଡିଆଇ ଉପର୍‌ ତାଲାର୍‌ ବାକ୍‌ରାଇ ସୁଆଇଦେଲାଇ ।
Men det skete i de Dage, at hun blev syg og døde. Da toede de hende og lagde hende i Salen ovenpå.
38 ୩୮ ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍‌ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍‌ବାସିମନ୍‌ ଦୁଇ ଲକ୍‌କେ ପିତରର୍‌ ଲଗେ କଇ ପାଟାଇଲାଇ । “ଅଲସମ୍‌ ନ କରି, ଦାପେ ଆମର୍‌ ଲଗେ ଚନେକ୍‌ ଆସା ।”
Men efterdi Lydda var nær ved Joppe, udsendte Disciplene, da de hørte, at Peter var der, to Mænd til ham og bade ham: "Kom uden Tøven over til os!"
39 ୩୯ ପିତର୍‌ ତିଆର୍‌ ଅଇକରି ସେମନର୍‌ ସଙ୍ଗ୍‍ ଗାଲା । ତେଇ ସେ କେଟ୍‌ଲା ଦାପ୍‌ରେ ଲକ୍‌ମନ୍‌ ତାକେ ଉପର୍‌ ତାଲାର୍‌ ବାକ୍‌ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍‌ ଚାରିବେଡ୍‌ତି ଅଇକରି କାନ୍ଦି କାନ୍ଦି ଦାର୍‌କାସ୍‌ ଜିବନ୍‌ ରଇଲାବେଲେ ସିଲାଇ ରଇବା ବସ୍‌ତର୍‌ ଆରି ଲୁଗାମନ୍‌ ସବୁ ପିତର୍‌କେ ଦେକାଇଲାଇ ।
Men Peter stod op og gik med dem. Og da han kom derhen, førte de ham op i Salen ovenpå, og alle Enkerne stode hos ham, græd og viste ham alle de Kjortler og Kapper, som "Hinden" havde forarbejdet, medens hun var hos dem.
40 ୪୦ ପିତର୍‌ ବାକ୍‌ରାଇଅନି ସବୁକେ ବାର୍‌କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍‌ତନା କଲା । ତାର୍‌ପଚେ ଦର୍‌କାସର୍‌ ମଲା ଗାଗଡର୍‌ବାଟେ ଦେକିକରି କଇଲା, “ଟାବିତା ଉଟ୍‌!” ଏଦେ ଦେକା! ଦର୍‌କାସ୍‌ ଆଁକି ଦେକ୍‌ଲା ଆରି ପିତର୍‌କେ ଦେକି ଉଟିକରି ବସ୍‌ଲା ।
Men Peter bød dem alle at gå ud, og han faldt på Knæ og bad; og han vendte sig til det døde Legeme og sagde: "Tabitha, stå op!" Men hun oplod sine Øjne, og da hun så Peter, satte hun sig op.
41 ୪୧ ପିତର୍‌ ଆତ୍‌ ଲାମାଇ ତାକେ ଉଟାଇଲା । ତାର୍‌ ପଚେ ତେଇ ରୁଣ୍ଡି ରଇଲା ସବୁ ବିସ୍‌ବାସି ଆରି ରାଣ୍ଡି ମାଇଜିମନ୍‌କେ ଡାକି ଦର୍‌କାସ୍‌କେ ସର୍‌ପିଦେଲା ।
Men han gav hende Hånden og rejste hende op, og han kaldte på de hellige og Enkerne og fremstillede hende levende for dem.
42 ୪୨ ଏ କବର୍‌ ଜପାର୍‌ ଗୁଲାଇ ବାଟର୍‌ ଲକ୍‌ ସୁନ୍‌ଲାଇ ଆରି କେତେ କେତେ ଲକ୍‌ମନ୍‌ ମାପ୍‌ରୁକେ ବିସ୍‌ବାସ୍‌ କଲାଇ ।
Men det blev vitterligt over hele Joppe, og mange troede på Herren.
43 ୪୩ ପିତର୍‌ ବେସି ଦିନ୍‌ ଜପାଇ ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ଜେକି ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇ ଜିନିସ୍‌ମନ୍‌ ତିଆର୍‌ କରି ବଁଚ୍‌ତେ ରଇଲା, ତାର୍‌ ଗରେ ରଇଲା ।
Og det skete, at han blev mange Dage i Joppe hos en vis Simon, en Garver.

< ପେରିତ୍‌ 9 >