< ୨ୟ ତିମତି 1 >

1 ମୁଇ ପାଉଲ୍‌ ଏ ଚିଟି ଲେକ୍‌ଲିନି । ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇବାକେ ପର୍‌ମେସର୍‌ ମକେ ବାଚ୍‌ଲା ଆଚେ । ନ ସାର୍‌ବା ଜିବନ୍‌ ପାଇବା ଜନ୍‌ ସୁବ୍‌ କବର୍‌ ପର୍‌ମେସର୍‌ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍‌ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇବା ଜିବନ୍‌ ।
神の御旨により、キリスト・イエスにあるいのちの約束によって立てられたキリスト・イエスの使徒パウロから、
2 ଏ ଚିଟି ତିମତି ମୁଇ ତକେ ଲେକ୍‌ଲିନି । ତୁଇ ମର୍‌ ଆଲାଦର୍‌ ପଅ ପାରା ଅଇ ଆଚୁସ୍‌ । ଆମର୍‌ ବାବା ପର୍‌ମେସର୍‌ ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ, ତକେ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
愛する子テモテへ。父なる神とわたしたちの主キリスト・イエスから、恵みとあわれみと平安とが、あなたにあるように。
3 ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । ମର୍‌ ଆନିଦାଦିମନ୍‌ ଜେନ୍ତାର୍‌ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍‌ ବିବେକ୍‌ ମକେ ଦସ୍‌ ଦେଏ ନାଇ । ମୁଇ ତର୍‌ପାଇ ଦିନ୍‌ରାତି ପାର୍‌ତନା କଲିନି ।
わたしは、日夜、祈の中で、絶えずあなたのことを思い出しては、きよい良心をもって先祖以来つかえている神に感謝している。
4 ଆମେ ଦୁଇ ଲକ୍‌ ବେଗଲ୍‌ଲାବେଲେ ତୁଇ ଦୁକ୍‌ ଅଇ ଆଁସୁ ଜରାଇଲୁସ୍‌, ସେଟା ମର୍‌ ମନେଆଚେ । ତେବର୍‌ପାଇ ତକେ ଦେକ୍‌ବି ବଲି ମୁଇ ବେସି ମନ୍‍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍‌ ସାର୍‌ଦା ଅଇବି ।
わたしは、あなたの涙をおぼえており、あなたに会って喜びで満たされたいと、切に願っている。
5 ତୁଇ ସତଇସେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରିଆଚୁସ୍‌ ବଲି ମର୍‌ ମନେଆଚେ । ତୁଇ ବିସ୍‌ବାସ୍‌ କର୍‌ବା ଆଗ୍‌ତୁ ତର୍‌ ଆମା ଲଇ ଆରି ତର୍‌ ଆୟା ଉନିସ୍‌ ତାକେ ବିସ୍‌ବାସ୍‌ କର୍‌ତେରଇଲାଇ । ସେନ୍ତାରିସେ ତୁଇ ବିସ୍‌ବାସ୍‌ କର୍‌ବାଟା ଡାଁଟ୍‌ ଆଚେବଲି ମୁଇ ଜାନ୍‌ଲିନି ।
また、あなたがいだいている偽りのない信仰を思い起している。この信仰は、まずあなたの祖母ロイスとあなたの母ユニケとに宿ったものであったが、今あなたにも宿っていると、わたしは確信している。
6 ତେବର୍‌ପାଇ ମୁଇ ମର୍‌ ଆତ୍‌, ତର୍‌ ମୁଣ୍ଡେ ସଙ୍ଗଇ ପାର୍‌ତନା କଲାବେଲେ, ଜନ୍‌ ଆତ୍‌ମାର୍‌ ଦାନ୍‌ ପର୍‌ମେସର୍‌ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି ।
こういうわけで、あなたに注意したい。わたしの按手によって内にいただいた神の賜物を、再び燃えたたせなさい。
7 କାଇକେବଇଲେ ଜନ୍‌ ଆତ୍‌ମା ପର୍‌ମେସର୍‌ ଆମ୍‌କେ ଦେଲାଆଚେ, ସେଟା ଆମ୍‌କେ ଡର୍‌ବାକେ ନ ଦେଏ । ତାର୍‌ ବାଦୁଲେ ଆତ୍‌ମାଇ ବପୁ ଦେଇସି, ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ସିକାଇସି ଆରି ନିଜ୍‌କେ ଜାଗରତ୍‌ ରଇବାକେ ସିକାଇସି ।
というのは、神がわたしたちに下さったのは、臆する霊ではなく、力と愛と慎みとの霊なのである。
8 ତେବର୍‌ପାଇ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ, ବିନ୍‌ ଲକ୍‌କେ ଜାନାଇବାକେ ଲାଜ୍‌ ଅ ନାଇ । ତାର୍‍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍‌ପାଇ ମିସା ଲାଜ୍‌ ଅ ନାଇ । ମାତର୍‌ ସୁବ୍‌ କବରର୍‌ ଲାଗି ଦୁକ୍‌ କସ୍‌ଟ ପାଇବାକେ ମର୍‌ସଙ୍ଗ୍‍ ମିସ୍‌ । ସେନ୍ତି କର୍‌ବାକେ ପର୍‌ମେସର୍‌ ତକେ ବପୁ ଦେଇସି । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ମରନେଅନି ବଁଚାଇକରି ଗଟେକ୍‌ ସୁକଲ୍‌ ଚଲାଚଲ୍‌ତି କର୍‌ବାକେ ଡାକିନେଲା ଆଚେ ।
だから、あなたは、わたしたちの主のあかしをすることや、わたしが主の囚人であることを、決して恥ずかしく思ってはならない。むしろ、神の力にささえられて、福音のために、わたしと苦しみを共にしてほしい。
9 ନିକ କାମ୍‌ କଲାର୍‌ ପାଇ ସେ ଆମ୍‌କେ ବାଚେନାଇ । ମାତର୍‌ ତାର୍‌ ନିଜର୍‌ ଜଜ୍‌ନା ଇସାବେ ସେ ଆମ୍‌କେ ବାଚିକରି ତାର୍‌ ଦୟା ଦେକାଇଲା ଆଚେ । ଏ ଜଗତ୍‌ ତିଆର୍‌ ନ ଅଇତେ ପର୍‌ମେସର୍‌ ଜିବନ୍‌ ଦୁକାଇ, ଜିସୁକିରିସ୍‌ଟକେ ଆମର୍‌ଲାଗି ଏ ଜଗତେ ପାଟାଇଲା । (aiōnios g166)
神はわたしたちを救い、聖なる招きをもって召して下さったのであるが、それは、わたしたちのわざによるのではなく、神ご自身の計画に基き、また、永遠の昔にキリスト・イエスにあってわたしたちに賜わっていた恵み、 (aiōnios g166)
10 ୧୦ ଆରି ଏବେ ସେ ଜିବନ୍‌ ଦୁକାଇ ଦୟା ଦେକାଇଲାଟା, ପର୍‌ମେସର୍‌ ଆମ୍‌କେ ଜାନାଇଆଚେ । ଏଟା ଆମର୍‌ ରକିଆକାରି ଜିସୁକିରିସ୍‌ଟ ଜେ କି ଆମର୍‌ଟାନେ ଆଇଲା । ମରନର୍‌ ବପୁକେ ସେ କୁରୁପ୍‌ନାସ୍‌ କଲା । ଆରି ସୁବ୍‌ କବର୍‌ ଜାନ୍‌ଲାର୍‌ପାଇ ନ ସାର୍‌ବା ଜିବନ୍‌ ପାଇବାକେ ସେ ଆମ୍‌କେ ବାଟ୍‌ ଦେକାଇଲା ।
そして今や、わたしたちの救主キリスト・イエスの出現によって明らかにされた恵みによるのである。キリストは死を滅ぼし、福音によっていのちと不死とを明らかに示されたのである。
11 ୧୧ ଜିସୁକିରିସ୍‌ଟର୍‌ ବିସଇ ରଇବା ଏ ସୁବ୍‌ କବର୍‌ ପର୍‌ମେସର୍‌ ମକେ ଜାନାଇବାକେ କଇଆଚେ । ଗଟେକ୍‌ ସିକାଇବା ଲକ୍‌ ଆରି ପେରିତ୍‌ ଇସାବେ, ସେ ମକେ ବାଚିଆଚେ ।
わたしは、この福音のために立てられて、その宣教者、使徒、教師になった。
12 ୧୨ ଏଟାର୍‌ ଲାଗି ମୁଇ ଏ ବନ୍ଦିଗରେ ଦୁକ୍‌ କସ୍‌ଟ ପାଇଲିନି । ପାଇଲେ ମିସା ଲାଜ୍‌ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍‌ବାସ୍‌ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍‌ଟା ସର୍‌ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍‌ ଜାକ, ଜତନ୍‌ କରି ସଙ୍ଗଇବାକେ ତାର୍‌ ବପୁ ଆଚେ । ଏଟା ମୁଇ ଡାଟ୍‌ ସଙ୍ଗ୍‌ ବିସ୍‌ବାସ୍‌ କଲିନି ।
そのためにまた、わたしはこのような苦しみを受けているが、それを恥としない。なぜなら、わたしは自分の信じてきたかたを知っており、またそのかたは、わたしにゆだねられているものを、かの日に至るまで守って下さることができると、確信しているからである。
13 ୧୩ ତୁଇ ମର୍‌ଟାନେଅନି ସତ୍‌ ସିକିଆ ସୁନିଆଚୁସ୍‌ । ସେନ୍ତାରିସେ ଚଲାଚଲ୍‌ତି କର୍‌ । ଜିସୁକିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ଏଟା ବିସ୍‌ବାସ୍‌ ଆରି ଆଲାଦ୍‌ ସଙ୍ଗ୍‍ କର୍‌ ।
あなたは、キリスト・イエスに対する信仰と愛とをもって、わたしから聞いた健全な言葉を模範にしなさい。
14 ୧୪ ଜନ୍‌ ସୁବ୍‌କବର୍‌ ପର୍‌ମେସର୍‌ ତକେ ଦେଇଆଚେ, ସେଟାକେ ଦେକାରକା କର୍‌ । ଆମର୍‌ ବିତ୍‌ରେ ରଇବା ସୁକଲ୍‌ ଆତ୍‌ମାର୍‌ ବପୁସଙ୍ଗ୍‍ ସେଟା ଦେକାରକା କର୍‌ ।
そして、あなたにゆだねられている尊いものを、わたしたちの内に宿っている聖霊によって守りなさい。
15 ୧୫ ଆସିଆ ଦେସେ ରଇବା ବେସି ବିସ୍‌ବାସିମନ୍‌ ମକେ ଚାଡିକରି ଗାଲାଇ ଆଚତ୍‌ ବଲି ତୁଇ ଜାନିଆଚୁସ୍‌ । ତେଇ ପୁଗେଲ୍‌ ଆରି ଅର୍‌ମଗେନା ମିସା ମକେ ଚାଡି ଉଟିଗାଲାଇ ।
あなたの知っているように、アジヤにいる者たちは、皆わたしから離れて行った。その中には、フゲロとヘルモゲネもいる。
16 ୧୬ ଅନିସିପର୍‌ ଆରି ତାର୍‌ କୁଟୁମ୍‌କେ ମାପ୍‌ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍‌ବାକେ ଲାଜ୍‌ ଅଏନାଇ । ତାର୍‌ ବାଦୁଲେ ସେ ତର୍‌କେ ତର୍‌ ଆସି ମକେ ସାର୍‌ଦା କରାଇଲା ।
どうか、主が、オネシポロの家にあわれみをたれて下さるように。彼はたびたび、わたしを慰めてくれ、またわたしの鎖を恥とも思わないで、
17 ୧୭ ସେ ରମ୍‌ ଦେସେ ଆଇଲା ଦାପ୍‌ରେ ମକେ ବେଟ୍‌ ଅଇବାଜାକ ସବୁ ଜାଗାଇ କଜ୍‌ଲା ।
ローマに着いた時には、熱心にわたしを捜しまわった末、尋ね出してくれたのである。
18 ୧୮ ବଡ୍‌ ବିଚାର୍‌ନା ଦିନେ ତାକେ ଜେନ୍ତି ମାପ୍‌ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍‌ ଏପିସିତେଇ ସେ ମକେ କେତେକ୍‌ ସାଇଜ କଲା ।
どうか、主がかの日に、あわれみを彼に賜わるように。彼がエペソで、どれほどわたしに仕えてくれたかは、だれよりもあなたがよく知っている。

< ୨ୟ ତିମତି 1 >