< ୨ ତେସଲନିକିୟ 1 >

1 ମୁଇ ପାଉଲ୍‌, ବାବା ପର୍‌ମେସର୍‌ ଲଗେ ଆରି ମାପ୍‌ରୁ ଜିସୁକିରିସ୍‌ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍‌ ଲକ୍‌ମନ୍‌କେ ଏ ଚିଟି ଲେକି ପାଟାଇଲିନି । ମର୍‌ ସଙ୍ଗ୍‍ ରଇକରି ସିଲା ଆରି ତିମତି ମିସା ଜୁଆର୍‌ ଜାନାଇଲାଇନି ।
παυλος και σιλουανος και τιμοθεος τη εκκλησια θεσσαλονικεων εν θεω πατρι ημων και κυριω ιησου χριστω
2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
χαρις υμιν και ειρηνη απο θεου πατρος ημων και κυριου ιησου χριστου
3 ଏ ବାଇବଇନିମନ୍‌ ତମର୍‌ପାଇ ଆମେ ପର୍‌ମେସର୍‌କେ ସବୁବେଲେ ଦନିଅବାଦ୍‌ ଦେବା କାତା । ଏଟା ଟିକ୍‌ ବିସଇ । କାଇକେବଇଲେ ତମର୍‌ ବିସ୍‌ବାସ୍‌ ଅଦିକ୍‌ ଅଦିକ୍‌ ଅଇଲାନି । ଆରି ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ସବୁଲକ୍‌କେ ଆଲାଦ୍‌ ବଡିଗାଲାନି ।
ευχαριστειν οφειλομεν τω θεω παντοτε περι υμων αδελφοι καθως αξιον εστιν οτι υπεραυξανει η πιστις υμων και πλεοναζει η αγαπη ενος εκαστου παντων υμων εις αλληλους
4 ତମେ ଜେତ୍‌କି ସବୁ ଉଡାସୁନିକରି ମିସା ବିସ୍‌ବାସ୍‌ କରି ବପୁସଙ୍ଗ୍‌, ଡାଟ୍‌ ଅଇକରି ଆଚାସ୍‌ । ଏ କାତା ଆମେ ପରମେସରର୍‌ ମଣ୍ଡଲିମନ୍‌କେ ବଡ୍‌ପନ୍‌ ଅଇକରି କଇଲୁନି ।
ωστε ημας αυτους εν υμιν καυχασθαι εν ταις εκκλησιαις του θεου υπερ της υπομονης υμων και πιστεως εν πασιν τοις διωγμοις υμων και ταις θλιψεσιν αις ανεχεσθε
5 ପର୍‌ମେସରର୍‌ ଜନ୍‌ ରାଇଜର୍‌ପାଇ ତମେ ଦୁକ୍‌ କସ୍‌ଟ ପାଇଲାସ୍‌ନି, ସେ ରାଇଜ୍‌ ପାଇସା । ପର୍‌ମେସରର୍‌ ବିଚାର୍‌ କର୍‌ବାଟା ଟିକ୍‌ ଆକା, ଇତିଅନି ସେଟା ଜାନିଅଇଲାନି ।
ενδειγμα της δικαιας κρισεως του θεου εις το καταξιωθηναι υμας της βασιλειας του θεου υπερ ης και πασχετε
6 ଜନ୍‌ଟା ଟିକ୍‌, ସେଟା ପର୍‌ମେସର୍‌ ପୁରାପୁରୁନ୍‌ କର୍‌ସି । ଜନ୍‌ଲକ୍‌ମନ୍‌ ଏବେ ତମ୍‌କେ କସ୍‌ଟ ଦେଲାଇନି, ସେମନ୍‌ କସ୍‌ଟ ପାଇବାଇ ।
ειπερ δικαιον παρα θεω ανταποδουναι τοις θλιβουσιν υμας θλιψιν
7 ପର୍‌ମେସର୍‌ ତମର୍‌ ଦୁକ୍‌ କସ୍‌ଟ ଅଇବାଟା ସାରାଇକରି ଆମ୍‌କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍‌ରୁ ଜିସୁ ସର୍‌ଗେଅନି ତାର୍‌ ବପୁର୍‌ ଦୁତ୍‌ମନର୍‌ ମଜାଇ ବପୁଅଇ ଆଇସି, ପର୍‌ମେସର୍‌ ଏ କାମ୍‌ ପୁରାପୁରୁନ୍‌ କର୍‌ସି ।
και υμιν τοις θλιβομενοις ανεσιν μεθ ημων εν τη αποκαλυψει του κυριου ιησου απ ουρανου μετ αγγελων δυναμεως αυτου
8 ଜନ୍‌ଲକ୍‌ମନ୍‌ ପର୍‌ମେସର୍‌କେ ନାଜାନତ୍‌, ଆରି ଆମର୍‌ ମାପ୍‌ରୁ ଜିସୁର୍‌ ବାକିଅ ନ ମାନତ୍‌, ସେନ୍ତାରି ଲକ୍‌ମନ୍‌କେ ସେ ଡଣ୍ଡ୍‌ ଦେବାକେ ଲାଗ୍‌ତେରଇବା ଜଇସଙ୍ଗ୍‌ ଆଇସି ।
εν πυρι φλογος διδοντος εκδικησιν τοις μη ειδοσιν θεον και τοις μη υπακουουσιν τω ευαγγελιω του κυριου ημων ιησου χριστου
9 ସେ ଲକ୍‌ମନ୍‌ ମାପ୍‌ରୁର୍‌ ମୁଆଟେ ଡାଟ୍‌ସଙ୍ଗ୍‌ ଡାକ୍‌ପୁଟା ପାଇବା ତେଇଅନି, କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ପାଇ କୁରୁପ୍‌ନାସ୍‌ ଅଇଜିବାଇ । (aiōnios g166)
οιτινες δικην τισουσιν ολεθρον αιωνιον απο προσωπου του κυριου και απο της δοξης της ισχυος αυτου (aiōnios g166)
10 ୧୦ ସେଦିନେ ମାପ୍‌ରୁ ତାର୍‌ ଲକ୍‌ମନର୍‌ ଟାନେଅନି ଆରି ସବୁ ଲକ୍‌ମନର୍‌ ଟାନେଅନି ଡାକ୍‌ପୁଟା ଅଇ ସନ୍‌ମାନ୍‌ ପାଇସି । ଏମନର୍‌ ବିତ୍‌ରେ ତମେ ମିସା ମିସ୍‌ସା । କାଇକେବଇଲେ ଆମେ ଜନ୍‌ କବର୍‌ ଦେଇରଇଲୁ, ସେଟା ତମେ ବିସ୍‌ବାସ୍‌ କଲାସ୍‌ ଆରି ମାନ୍‌ଲାସ୍‌ ।
οταν ελθη ενδοξασθηναι εν τοις αγιοις αυτου και θαυμασθηναι εν πασιν τοις πιστευουσιν οτι επιστευθη το μαρτυριον ημων εφ υμας εν τη ημερα εκεινη
11 ୧୧ ତମ୍‌କେ ଜେନ୍ତି ଜିଉନା କାଉନା କର୍‌ବାପାଇ ପର୍‌ମେସର୍‌ ବାଚ୍‌ଲା ଆଚେ, ସେନ୍ତାରି ଚଲାଚଲ୍‌ତି କରାଇବାକେ ଆମେ ପର୍‌ମେସର୍‌କେ ଗୁଆରି କଲୁନି । ସେ ତାର୍‌ ବପୁସଙ୍ଗ୍‍ ସବୁ ଆସା କର୍‌ବା ସତ୍‌ ପୁରାପୁରୁନ୍‌ କରି ତମର୍‌ ବିସ୍‌ବାସ୍‌ ଡାଁଟ୍‌ କର । ସେଟାର୍‌ପାଇ ଆମେ ସବୁବେଲେ ତମର୍‌ଲାଗି ପାର୍‌ତନା କଲୁନି ।
εις ο και προσευχομεθα παντοτε περι υμων ινα υμας αξιωση της κλησεως ο θεος ημων και πληρωση πασαν ευδοκιαν αγαθωσυνης και εργον πιστεως εν δυναμει
12 ୧୨ ଏନ୍ତାରି କଲେ ଆମର୍‌ ସବୁଲକର୍‌ ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ତମ୍‌କେ ମିସା ଡାକ୍‌ପୁଟା କରାଇସି । ଆରି ତମେ ମିସା ତାର୍‌ଟାନେ ଡାକ୍‌ପୁଟା ଅଇସା ।
οπως ενδοξασθη το ονομα του κυριου ημων ιησου χριστου εν υμιν και υμεις εν αυτω κατα την χαριν του θεου ημων και κυριου ιησου χριστου

< ୨ ତେସଲନିକିୟ 1 >