< ୨ୟ କରନ୍ତିୟ 5 >

1 ଆମର୍‌ ଗାଗଡ୍‌ ତୁମ୍‌ ଟାନିକରି ବାନ୍ଦିରଇବା ଗର୍‌ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍‌ଗେ ରଇବାପାଇ ଆମ୍‌କେ ଗଟେକ୍‌ ଗର୍‌ ଆଚେ । ଏଟା ନିଜେ ପର୍‌ମେସର୍‌ ତିଆର୍‌ କଲାଟା । ସେଟା କେବେ ବିନାସ୍‌ ନ ଅଏ । ସବୁ ଦିନର୍‌ପାଇ ରଇସି । (aiōnios g166)
οιδαμεν γαρ οτι εαν η επιγειος ημων οικια του σκηνους καταλυθη οικοδομην εκ θεου εχομεν οικιαν αχειροποιητον αιωνιον εν τοις ουρανοις (aiōnios g166)
2 ମାତର୍‌ ଆମେ ଏ ଜଗତେ ରଉ ରଉ ଏତ୍‌କି କସ୍‌ଟ ପାଇଲୁନି । ସର୍‌ଗେ ରଇବା ଆମର୍‌ ନୁଆ ଗାଗଡ୍‌ ଏବେଆକା ଆମ୍‌କେ ମିଲ ବଲି ଆମେ ମନ୍‍ କଲୁନି ।
και γαρ εν τουτω στεναζομεν το οικητηριον ημων το εξ ουρανου επενδυσασθαι επιποθουντες
3 କାଇକେବଇଲେ ମଲାତେଇଅନି ଆମ୍‌କେ ଉଟାଇଲାବେଲେ ଆମର୍‌ପାଇ ଗଟେକ୍‌ ଗାଗଡ୍‌ ଦର୍‌କାର୍‌ ଆଚେ ।
ειγε και ενδυσαμενοι ου γυμνοι ευρεθησομεθα
4 ଏ ଜଗତେ ଆମେ ବଁଚି ର‍ଇଲାବେଲେ, ଇତିର୍‌ ଗାଗଡ୍‌ ନେଇକରି ଜେତ୍‌କି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍‌ ଏ ଗାଗଡ୍‌ ଚାଡ୍‌ବାକେ ଆମେ ମନ୍‍ କରୁ ନାଇ । ସର୍‌ଗେ ଅନି ଆଇବା ନୁଆ ଗାଗଡ୍‌ ଆମ୍‌କେ ମିଲ ବଲି ମନ୍‍ କଲୁନି । ସେନ୍ତାର୍‌ଆଲେ ମରନ୍‌କେ ସର୍‌ପି ଦେଇରଇବା ଏ ଗାଗଡର୍‌ ବାଦୁଲେ ସବୁଦିନର୍‌ ପାଇ ଜିବନ୍‌ ରଇବା ଗଟେକ୍‌ ଗାଗଡ୍‌ ମିଲାଇବୁ ।
και γαρ οι οντες εν τω σκηνει στεναζομεν βαρουμενοι {VAR1: επειδη } {VAR2: εφ ω } ου θελομεν εκδυσασθαι αλλ επενδυσασθαι ινα καταποθη το θνητον υπο της ζωης
5 ମାତର୍‌ ପର୍‌ମେସର୍‌ ଆମର୍‌ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍‌ମନ୍‌କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍‌ କର୍‌ସି ବଲି ଆମ୍‌କେ ଚିନ୍‌ ଇସାବେ ସୁକଲ୍‌ ଆତ୍‌ମା ଦେଲାଆଚେ ।
ο δε κατεργασαμενος ημας εις αυτο τουτο θεος ο και δους ημιν τον αρραβωνα του πνευματος
6 ସେଟାର୍‌ ପାଇ ଆମେ ସବୁବେଲେ ସାଆସ୍‌ ଅଇକରି ଆଚୁ । ଏ ସାର୍‌ବା ଗାଗ୍‌ଡେ ଆମେ ରଉ ରଉ, ମାପ୍‌ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
θαρρουντες ουν παντοτε και ειδοτες οτι ενδημουντες εν τω σωματι εκδημουμεν απο του κυριου
7 ଏ ଜଗତେ ରଇବା ଆମର୍‌ ଜିବନ୍‌, ପର୍‌ମେସର୍‌ଟାନେ ବିସ୍‌ବାସ୍‌ କରି ରଇଲୁନି । କାଇକେବଇଲେ ଜନ୍‌ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
δια πιστεως γαρ περιπατουμεν ου δια ειδους
8 ଉଁ ଆମର୍‌ ବିସ୍‌ବାସ୍‌ ସବୁବେଲେ ଡାଁଟ୍‌ ଆଚେ । ଏ ସାରିଜିବା ଗାଗଡ୍‌ ଚାଡିକରି ମାପ୍‌ରୁର୍‌ ଗରେ ଜିବାକେ ବଲି ଆମେ ଜାନିଆଚୁ ।
θαρρουμεν δε και ευδοκουμεν μαλλον εκδημησαι εκ του σωματος και ενδημησαι προς τον κυριον
9 ମାତର୍‌ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍‌ମେସର୍‌ ରଇବାଟାନେ ରଇଲେ ମିସା, ସେ ଜନ୍‌ଟା ଆମର୍‌ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍‍ ଅ ବଲି ଆମେ ମନ୍‍ କଲୁନି ।
διο και φιλοτιμουμεθα ειτε ενδημουντες ειτε εκδημουντες ευαρεστοι αυτω ειναι
10 ୧୦ ଆମେ ସବୁଲକ୍‌ କିରିସ୍‌ଟର୍‌ ମୁଆଟେ ଆଇବାକେ ପଡ୍‌ସି । କାଇକେବଇଲେ ସେ ଆମର୍‌ କାମ୍‌ ବିଚାର୍‍ କର୍‍ସି । ଏ ଜଗତେ ରଇକରି ଆମେ ଜନ୍‌ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ ବୁତି ମିଲ୍‌ସି ।
τους γαρ παντας ημας φανερωθηναι δει εμπροσθεν του βηματος του χριστου ινα κομισηται εκαστος τα δια του σωματος προς α επραξεν ειτε αγαθον ειτε κακον
11 ୧୧ ଆମେ ଜାନିଆଚୁ ମାପ୍‌ରୁ ଆମ୍‌କେ ବିଚାର୍‍ କର୍‌ବାବେଲେ ଗଟେକ୍‌ ଡର୍‌ବା ବେଲା ଅଇସି । ସେଟାର୍‌ପାଇ ଆମେ ଲକ୍‌ମନ୍‌କେ ମାନାଇଲୁନି । ପର୍‌ମେସର୍‌ ଆମ୍‌କେ ପୁରାପୁରୁନ୍‌ ଜାନ୍‌ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍‌ ମନେ ମନେ ମକେ ଜାନିରୁଆ ।
ειδοτες ουν τον φοβον του κυριου ανθρωπους πειθομεν θεω δε πεφανερωμεθα ελπιζω δε και εν ταις συνειδησεσιν υμων πεφανερωσθαι
12 ୧୨ ଏଟା ସବୁ ଲେକିକରି ତମେ ଆମ୍‌କେ ଆରିତରେକ୍‌ ଏ ଲକ୍‌ ନିକ ବଲିକରି କୁଆଇଅଇବାକେ ଆମେ ମନ୍‍ କରୁନାଇ । ମାତର୍‌ ଆମେ ଆସା କର୍‌ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍‍ କଲୁନି । ଆରି ଜନ୍‌ ଲକ୍‌ମନ୍‌ ନିକ ଗୁନ୍‌ ନ ମାନିକରି, ବାଇରେ ଡିସ୍‌ବା ବିସଇଟାନେ ବଡ୍‌ପନ୍‌ ଅଇବାଇ, ସେମନ୍‌କେ ବୁଜାଇପାରାସ୍‌ ।
ου γαρ παλιν εαυτους συνιστανομεν υμιν αλλα αφορμην διδοντες υμιν καυχηματος υπερ ημων ινα εχητε προς τους εν προσωπω καυχωμενους και ου καρδια
13 ୧୩ କେତେଲକ୍‌ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍‌ବାଇ । ସେନ୍ତାର୍‌ଆଲେ ସେନ୍ତି ଅଇବାଟା ପର୍‌ମେସର୍‌ ମନ୍‍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍‌ଲେ ସେଟା ତମର୍‌ ବଲ୍‌ ପାଇ ।
ειτε γαρ εξεστημεν θεω ειτε σωφρονουμεν υμιν
14 ୧୪ କିରିସ୍‌ଟର୍‌ ଆଲାଦ୍‌ ଆମ୍‌କେ ବାଟ୍‌ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍‌ ଲାଗି ଆମେ ସବୁଲକ୍‌ ତାର୍‌ ମରନେ ମିସିଆଚୁ ।
η γαρ αγαπη του χριστου συνεχει ημας κριναντας τουτο οτι ει εις υπερ παντων απεθανεν αρα οι παντες απεθανον
15 ୧୫ ସେ ସବୁ ଲକର୍‌ପାଇ ମଲାଆଚେ । ଜେନ୍ତି କି ଜନ୍‌ଲକ୍‌ମନ୍‌ ବଁଚି ଆଚତ୍‌, ସେମନ୍‌ ନିଜର୍‌ ପାଇ ନ ବଁଚତ୍‍ । ଜେ ତାକର୍‌ ପାଇ ମରିକରି ଜିବନ୍‌ ଅଇ ଉଟ୍‌ଲା, ଅବ୍‌କା ତାର୍‌ ପାଇସେ ବଁଚ୍‌ବାର୍‌ ଆଚେ ।
και υπερ παντων απεθανεν ινα οι ζωντες μηκετι εαυτοις ζωσιν αλλα τω υπερ αυτων αποθανοντι και εγερθεντι
16 ୧୬ ଏ ଜଗତର୍‌ ଲକ୍‌ମନ୍‌ ବିଚାର୍‌ କଲାପାରା ଆମେ ଲକ୍‌ମନ୍‌କେ ବିଚାର୍‌ନା କରୁନାଇ । ପୁର୍‌ବେ ଆମେ କିରିସ୍‌ଟକେ ମିସା ଏ ଜଗତର୍‌ ଲକ୍‌ ବିଚାର୍‌ କଲାପାରା କର୍‌ତେରଇଲୁ । ମାତର୍‌ ଏବେ ଆମେ ସେନ୍ତି କରୁନାଇ ।
ωστε ημεις απο του νυν ουδενα οιδαμεν κατα σαρκα ει δε και εγνωκαμεν κατα σαρκα χριστον αλλα νυν ουκετι γινωσκομεν
17 ୧୭ ଜେ ଜଦି କିରିସ୍‌ଟ ସଙ୍ଗ୍‍ ମିସ୍‌ଲେ ସେ ଗଟେକ୍‌ ନୁଆ ଲକ୍‌ ଅଇସି । ପୁର୍‌ନା ଚଲାଚଲ୍‌ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ωστε ει τις εν χριστω καινη κτισις τα αρχαια παρηλθεν ιδου γεγονεν καινα τα παντα
18 ୧୮ ଏଟା ସବୁ ପର୍‌ମେସର୍‌ କଲାଆଚେ । ସେ କିରିସ୍‌ଟକେ ଦେଇ ଆମ୍‌କେ ସତ୍‌ରୁ ରଇବା ତେଇଅନି ମଇତର୍‌ କରିଆଚେ । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
τα δε παντα εκ του θεου του καταλλαξαντος ημας εαυτω δια ιησου χριστου και δοντος ημιν την διακονιαν της καταλλαγης
19 ୧୯ ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ସବୁ ମୁନୁସ୍‌ ଜାତିକେ ତାର୍‌ ନିଜର୍‌ ମଇତର୍‌ କରିପାର୍‌ସି । ଆରି ସେ ତାକର୍‌ ସବୁ ପାପ୍‌ କେମା କରିଦେଇସି । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
ως οτι θεος ην εν χριστω κοσμον καταλλασσων εαυτω μη λογιζομενος αυτοις τα παραπτωματα αυτων και θεμενος εν ημιν τον λογον της καταλλαγης
20 ୨୦ ପର୍‌ମେସର୍‌ ଆମ୍‌କେ ଦେଇ ତମ୍‌କେ ବାବୁଜିଆ କଲାନି । ଏଟାର୍‌ପାଇ କିରିସ୍‌ଟ ଆମ୍‌କେ ପାଟାଇଲା ଆଚେ । ଆରି କିରିସ୍‌ଟର୍‌ ଲାଗି ଆମେ ମିସା ତମ୍‌କେ ବାବୁଜିଆ କଲୁନି । ପର୍‌ମେସର୍‌ ତମ୍‌କେ ସତ୍‌ରୁଟାନେଅନି ମଇତର୍‌ କର ।
υπερ χριστου ουν πρεσβευομεν ως του θεου παρακαλουντος δι ημων δεομεθα υπερ χριστου καταλλαγητε τω θεω
21 ୨୧ କିରିସ୍‌ଟକେ କାଇ ପାପ୍‌ ନ ରଇଲା । ମାତର୍‌ ଆମର୍‌ ପାପର୍‌ ପାଇ ଆକା ସେ ଡଣ୍ଡ୍‌ ପାଅ ବଲି ପର୍‌ମେସର୍‌ ଟିକ୍‌ କଲା । କିରିସ୍‌ଟ ସଙ୍ଗ୍‍ ମିସ୍‌ଲାର୍‌ପାଇ ଏବେ ପର୍‌ମେସର୍‌ ଆମ୍‌କେ ଦରମ୍‌ ଲକ୍‌ ଇସାବେ ଦେକ୍‌ଲାନି ।
τον γαρ μη γνοντα αμαρτιαν υπερ ημων αμαρτιαν εποιησεν ινα ημεις γινωμεθα δικαιοσυνη θεου εν αυτω

< ୨ୟ କରନ୍ତିୟ 5 >