< ୧ ମ ପିତର୍‌ 1 >

1 ମୁଇ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ସିସ୍‌ । ପନ୍ତ୍‌, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍‌ମନ୍‌କେ, ବିନ୍‌ଦେସର୍‌ ଲକ୍‌ମନର୍‌ପାରା ଚିନ୍‌ବିନ୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ମୁଇ ଏ ଚିଟି ଲେକ୍‌ଲିନି ।
πετρος αποστολος ιησου χριστου εκλεκτοις παρεπιδημοις διασπορας ποντου γαλατιας καππαδοκιας ασιας και βιθυνιας
2 ତାର୍‌ ଜଜ୍‌ନା ଇସାବେ ବାବା ପର୍‌ମେସର୍‌ ତମ୍‌କେ ଡାକ୍‌ଲା ଆଚେ । ତାର୍‌ ସୁକଲ୍‌ ଆତ୍‌ମାଇ ସେ ତମ୍‌କେ ତାର୍‌ ସୁକଲ୍‌ ଲକ୍‌ କରାଇସି । ତମେ ଜିସୁ କିରିସ୍‌ଟକେ ମାନିକରି, ତାର୍‌ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍‌ନା କଲା । ତାର୍‌ ଜିବନ୍‌ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍‌ ତମ୍‌କେ ମିଲ ।
κατα προγνωσιν θεου πατρος εν αγιασμω πνευματος εις υπακοην και ραντισμον αιματος ιησου χριστου χαρις υμιν και ειρηνη πληθυνθειη
3 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଜବର୍‌ ଅଇତେ ଦୟା କଲାର୍‌ପାଇ ଆମ୍‌କେ ନୁଆ ଜିବନ୍‌ ଦେଲା ଆଚେ । ଜିସୁକିରିସ୍‌ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍‌କେ ଉଟାଇସି ବଲିକରି ପୁରାପୁରୁନ୍‌ ଆସାଆଚେ ।
ευλογητος ο θεος και πατηρ του κυριου ημων ιησου χριστου ο κατα το πολυ αυτου ελεος αναγεννησας ημας εις ελπιδα ζωσαν δι αναστασεως ιησου χριστου εκ νεκρων
4 ସେଟାର୍‌ପାଇ ପର୍‌ମେସର୍‌ ତାର୍‌ ଲକ୍‌ମନର୍‌ପାଇ ଜେତ୍‌କି ସବୁ ଆସିର୍‌ବାଦ୍‌ ସର୍‌ଗେ ଜତନ୍‌ କରି ସଙ୍ଗଇଆଚେ, ସେଟା ସବୁ ଆମର୍‌ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍‌ ନ ଦାରେ କି ଉନା ମିସା ନ ଅଏ ।
εις κληρονομιαν αφθαρτον και αμιαντον και αμαραντον τετηρημενην εν ουρανοις εις {VAR1: ημας } {VAR2: υμας }
5 ଏ ସବୁ ଆସିର୍‌ବାଦ୍‌ ଆମର୍‌ପାଇ । ତମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ, ତାର୍‌ ବପୁ ତମ୍‌କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍‌ ମୁକ୍‌ତି ସବୁଲକ୍‌ ଜାନ୍‌ବା ଜାକ, ତମର୍‌ ଉପ୍‌ରେ ଜାଗ୍‌ତେରଇସି ।
τους εν δυναμει θεου φρουρουμενους δια πιστεως εις σωτηριαν ετοιμην αποκαλυφθηναι εν καιρω εσχατω
6 ଚନେକର୍‌ପାଇ ତମର୍‌ ଜିବନେ ବିନ୍‌ ବିନ୍‌ ଦୁକ୍‌କସ୍‌ଟ ଆଇଲାକେ ମୁର୍‌ଚିକରି ରଇବାକେ ପଡ୍‌ଲେ ମିସା, ସେଟାର୍‌ପାଇ ତମେ ସାର୍‌ଦା ଅଇକରି ରୁଆ ।
εν ω αγαλλιασθε ολιγον αρτι ει δεον εστιν λυπηθεντες εν ποικιλοις πειρασμοις
7 ତମର୍‌ ଜିବନେ ଆଇଲା ଦୁକ୍‌କସ୍‌ଟ ସବୁ ତମର୍‌ ବିସ୍‌ବାସ୍‌ ସତ୍‌ଆଚେ କି ନାଇ ବଲି ପରିକା କର୍‌ବାକେସେ । ସୁନାର୍‌ ବିସଇ ବାବିଦେକା, ଏ ଜଗତର୍‌ ସବୁ ବିସଇର୍‌ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍‌ଟା ବଲି ଜାନ୍‌ବାକେ ଜଇଟାନେ ସିଲାଇବାଇ । ତମର୍‌ ବିସ୍‌ବାସ୍‌ ସୁନାଟାନେଅନି ଅଦିକ୍‌ ମୁଲିଅ । ସେନ୍ତାର୍‌ଆଲେ ତମର୍‌ ବିସ୍‌ବାସ୍‌ ନିକଟା କି ନାଇ ବଲି ପରିକା କର୍‌ବାର୍‌ ଆଚେ । ତମର୍‌ ବିସ୍‌ବାସ୍‌ ଜଦି ନିକଟା, ଜିସୁ କିର୍‌ସଟ୍‌ ଦେକା ଅଇବା ସେ ଦିନେ ତମେ ଡାକ୍‌ପୁଟା ଆରି ମଇମା ପାଇସା ।
ινα το δοκιμιον υμων της πιστεως πολυ τιμιωτερον χρυσιου του απολλυμενου δια πυρος δε δοκιμαζομενου ευρεθη εις επαινον και τιμην και δοξαν εν αποκαλυψει ιησου χριστου
8 ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍‌ କଲାସ୍‌ନି ଆରି ବିସ୍‌ବାସ୍‌ କଲାସ୍‌ନି । ସେଟାର୍‌ପାଇ ତମର୍‌ ସାର୍‌ଦା ବେସି ବଡ୍‌ ।
ον ουκ {VAR1: ειδοτες } {VAR2: ιδοντες } αγαπατε εις ον αρτι μη ορωντες πιστευοντες δε αγαλλιασθε χαρα ανεκλαλητω και δεδοξασμενη
9 ତମେ ବିସ୍‌ବାସ୍‌ କଲାର୍‌ପାଇ ତମ୍‌କେ ସର୍‌ଗେ ନ ସାର୍‌ବା ଜିବନ୍‌ ଆଚେ ।
κομιζομενοι το τελος της πιστεως υμων σωτηριαν ψυχων
10 ୧୦ ପର୍‌ମେସର୍‌ ମୁନୁସ୍‌ମନ୍‌କେ ତାକର୍‌ ପାପେଅନି କେନ୍ତି ମୁକ୍‌ଲାଇସି ବଲି ପୁର୍‌ବର୍‌ ବବିସତ୍‌ବକ୍‌ତାମନ୍‌ ମନ୍‌ଦିଆନ୍‌ କରି ପଡ୍‌ଲାଇ । ପର୍‌ମେସର୍‌ ତମ୍‌କେ ଦେବା ଏ ଦାନ୍‌ ବିସଇ, ସେମନ୍‌ ଆଗ୍‌କେ ଗଟ୍‌ବା କାତା କଇଲାଇ ।
περι ης σωτηριας εξεζητησαν και εξηρευνησαν προφηται οι περι της εις υμας χαριτος προφητευσαντες
11 ୧୧ କିରିସ୍‌ଟ କେନ୍ତି ଦୁକ୍‌କସ୍‌ଟ ମୁରଚ୍‌ଲା, ଆରି ସବୁ ନିନ୍ଦା ସାର୍‌ଲା ପଚେ ସେ କେନ୍ତି ଡାକ୍‌ପୁଟା ପାଇଲା, ସେ ବିସଇ ପର୍‌ମେସରର୍‌ ଆତ୍‌ମା ସେମନ୍‌କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍‌ବାକେ ସେମନ୍‌ ବେସି ମନ୍‍ କଲାଇ । ସେଟାର୍‌ପାଇ ସେମନ୍‌ ସେ ବିସଇ ମନ୍‌ଦିଆନ୍‌ କରି ପଡ୍‌ଲାଇ ।
ερευνωντες εις τινα η ποιον καιρον εδηλου το εν αυτοις πνευμα χριστου προμαρτυρομενον τα εις χριστον παθηματα και τας μετα ταυτα δοξας
12 ୧୨ ମାତର୍‌ ଜନ୍‌ ଆଗ୍‌କେ ଗଟ୍‌ବା କାତା ସେମନ୍‌ କଇରଇଲାଇ, ସେଟା ସେମନର୍‌ ବଲ୍‌ପାଇ ନାଇ ମାତର୍‌ ତମର୍‌ ବଲ୍‌ପାଇ ବଲି ପର୍‌ମେସର୍‌ ସେମନ୍‌କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍‌ ଅଇଲା । କାଇକେବଇଲେ ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌ କବର୍‌ ଜାନାଇଲାଇ ଆଚତ୍‌, ତମେ ସେ କାତା ସୁନିଆଚାସ୍‌ । ସର୍‌ଗେଅନି ପାଟାଇରଇବା ସୁକଲ୍‌ଆତ୍‌ମା ସେମନ୍‌କେ ବପୁଦେଲା । ଦୁତ୍‌ମନ୍‌ ମିସା ଏ ବିସଇ ଜାନ୍‌ବାକେ ମନ୍‍ କଲାଇ ।
οις απεκαλυφθη οτι ουχ εαυτοις ημιν δε διηκονουν αυτα α νυν ανηγγελη υμιν δια των ευαγγελισαμενων υμας εν πνευματι αγιω αποσταλεντι απ ουρανου εις α επιθυμουσιν αγγελοι παρακυψαι
13 ୧୩ ସେଟାର୍‌ପାଇ ତମେ ନିଜର୍‌ ନିଜର୍‌ ମନେ ପର୍‌ମେସର୍‍ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ଜାଗିରୁଆ । ଆରି ଜିସୁ କିରିସ୍‌ଟ ବାଉଡି ଆଇବା ବେଲାଇ ସେ ଜନ୍‌ ଆସିର୍‌ବାଦ୍‌ ତମ୍‌କେ ଦେଇସି, ସେଟା ମିଲ୍‌ସି ବଲି ପୁରାପୁରୁନ୍‌ ଆସା ଉଆ ।
διο αναζωσαμενοι τας οσφυας της διανοιας υμων νηφοντες τελειως ελπισατε επι την φερομενην υμιν χαριν εν αποκαλυψει ιησου χριστου
14 ୧୪ ପର୍‌ମେସରର୍‌ ଆଦେସ୍‌ ମାନିକରି ରୁଆ । ତାର୍‌ ସତ୍‌ ସିକିଆ ଜାନ୍‌ବା ଆଗ୍‌ତୁ ତମେ କେନ୍ତାରି ନିଜେ ମନ୍‍ କଲାଟା ପୁରାପୁରୁନ୍‌ କର୍‌ତେରଇଲାସ୍‌, ସେନ୍ତାରି ଆରି କରାନାଇ ।
ως τεκνα υπακοης μη συσχηματιζομενοι ταις προτερον εν τη αγνοια υμων επιθυμιαις
15 ୧୫ ମାତର୍‌ ତମ୍‌କେ ଡାକ୍‌ଲା ମାପ୍‌ରୁ ଜେନ୍ତାର୍‌ ସୁକଲ୍‌ ଆଚେ, ସେନ୍ତାରିସେ ତମେମନ୍‌ ମିସା ତମର୍‌ ସବୁ ବିସଇଟାନେ ସୁକଲ୍‌ ଉଆ ।
αλλα κατα τον καλεσαντα υμας αγιον και αυτοι αγιοι εν παση αναστροφη γενηθητε
16 ୧୬ ତେବେ ସାସ୍‌ତରେ ଲେକା ଆଚେ, ପର୍‌ମେସର୍‌ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍‌, ତମେ ମିସା ସେନ୍ତାରି ସୁକଲ୍‌ ଉଆ ।
διοτι γεγραπται αγιοι γενεσθε οτι εγω αγιος ειμι
17 ୧୭ ପର୍‌ମେସର୍‌ ଜେଡେବେଲେ ମୁନୁସ୍‌ମନ୍‌କେ ବିଚାର୍‌ କର୍‌ସି, ସେ କାର୍‌ବିତ୍‌ରେ ସାନ୍‌ ବଡ୍‌ ନ ଦେକେ । ଗଟେକ୍‌ ଗଟେକ୍‌ ଲକ୍‌କେ ତାକର୍‌ କଲା କାମ୍‌ ଇସାବେ ସେ ବିଚାର୍‌ କର୍‌ସି । ତେବେ ତମେ ପାର୍‌ତନା କର୍‌ବାବେଲେ ପର୍‌ମେସର୍‌କେ ବାବା ବଲି ଡାକ୍‌ଲାସ୍‌ନି । ତମେ ଜେତ୍‌କି ଦିନ୍‌ ଏ ଜଗତେ ବଁଚିଆଚାସ୍‌, ତାକେ ମାନିକରି ରଇବାର୍‌ଆଚେ ।
και ει πατερα επικαλεισθε τον απροσωποληπτως κρινοντα κατα το εκαστου εργον εν φοβω τον της παροικιας υμων χρονον αναστραφητε
18 ୧୮ ତମର୍‌ ଆନିଦାଦିମନର୍‌ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍‌କେ ମୁକ୍‌ଲାଇଆଚେ, ସେଟା ତମେ ଜାନିଆଚାସ୍‌ । ତମ୍‌କେ ମୁକ୍‌ଲାଇବାକେ ସେ ନସି ଜିବା ସୁନା କି ରୁପାର୍‌ ମୁଲିଅ ଦେଏ ନାଇ ।
ειδοτες οτι ου φθαρτοις αργυριω η χρυσιω ελυτρωθητε εκ της ματαιας υμων αναστροφης πατροπαραδοτου
19 ୧୯ ମାତର୍‌ ବେସି ମୁଲିଅ ରଇବା ଜିସୁକିରିସ୍‌ଟର୍‌ ବନି, ଜନ୍‌ଟା ସେ ତାର୍‌ ମରନେ ରକଇଦେଲା । କାଇ ଦସ୍‌ କି କାଇ ଅବାବ୍‌ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
αλλα τιμιω αιματι ως αμνου αμωμου και ασπιλου χριστου
20 ୨୦ ଏ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ପର୍‌ମେସର୍‌ କିରିସ୍‌ଟକେ ବାଚିରଇଲା । ମାତର୍‌ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍‌କେ ସାଇଜକରିପାର୍‌ସି ।
προεγνωσμενου μεν προ καταβολης κοσμου φανερωθεντος δε επ εσχατων των χρονων δι υμας
21 ୨୧ ଜିସୁକିରିସ୍‌ଟର୍‌ ଲାଗି ତମେ ଏବେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାସ୍‌ନି । ସେ ଆକା କିରିସ୍‌ଟକେ ମରନେଅନି ଉଟାଇକରି ଡାକ୍‌ପୁଟା କଲା ଆଚେ । ତେବର୍‌ପାଇ ତମର୍‌ ବିସ୍‌ବାସ୍‌ ଆରି ଆସା ଏବେ ପର୍‌ମେସର୍‌ଟାନେ ଆଚେ ।
τους δι αυτου πιστευοντας εις θεον τον εγειραντα αυτον εκ νεκρων και δοξαν αυτω δοντα ωστε την πιστιν υμων και ελπιδα ειναι εις θεον
22 ୨୨ ତମେ ସତ୍‌ ମାନ୍‌ଲାର୍‌ ପାଇ, କାରାପ୍‌ ଚଲାଚଲ୍‌ତି ଚାଡିକରି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କଲାସ୍‌ନି । ମନ୍‌ ପରାନ୍‌ ଦେଇକରି ଗଟେକ୍‌ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାସ୍‌ନି ।
τας ψυχας υμων ηγνικοτες εν τη υπακοη της αληθειας δια πνευματος εις φιλαδελφιαν ανυποκριτον εκ καθαρας καρδιας αλληλους αγαπησατε εκτενως
23 ୨୩ ତମେ ଆରିତରେକ୍‌ ଜନମ୍‌ ଅଇଲାସ୍‌କେ ଏନ୍ତାରି କଲାସ୍‌ନି । କେବେ ନ ମର୍‌ବା ବାବାମାଆର୍‌ ପିଲାମନର୍‌ ଇସାବେ । ତାର୍‌ ବାକିଅ ତମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତାର୍‌ ବାକିଅ ସବୁଦିନର୍‌ପାଇ ରଇସି । (aiōn g165)
αναγεγεννημενοι ουκ εκ σπορας φθαρτης αλλα αφθαρτου δια λογου ζωντος θεου και μενοντος εις τον αιωνα (aiōn g165)
24 ୨୪ ସାସ୍‌ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍‌ ଜାତି ଗାଁସ୍‌ ପାରା । ତାକର୍‌ ବାନିମୁର୍‌ତି ଗାଁସର୍‌ ପୁଲ୍‌ପାରା । ଗାଁସ୍‌ ସୁକିଜାଇସି ଆରି ପୁଲ୍‌ ଜଡିଜାଇସି ।
διοτι πασα σαρξ ως χορτος και πασα δοξα ανθρωπου ως ανθος χορτου εξηρανθη ο χορτος και το ανθος αυτου εξεπεσεν
25 ୨୫ ମାତର୍‌ ପର୍‌ମେସରର୍‌ ବାକିଅ ସବୁଦିନ୍‌ ପାଇ ରଇସି । ଏ ବାକିଅ ଅଇଲାନି ତମ୍‌କେ ଜାନାଇରଇବା ସୁବ୍‌କବର୍‌ । (aiōn g165)
το δε ρημα κυριου μενει εις τον αιωνα τουτο δε εστιν το ρημα το ευαγγελισθεν εις υμας (aiōn g165)

< ୧ ମ ପିତର୍‌ 1 >