< ୧ ମ ପିତର୍‌ 3 >

1 ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍‌, ନିଜର୍‌ ନିଜର୍‌ ମୁନୁସ୍‌ମନର୍‌ କାତାମାନିକରି ରୁଆ । କାଇକେବଇଲେ ତାକର୍‌ ବିତ୍‌ରେ କେ ଜଦି ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ ନ କରିରଅତ୍‌, ତମର୍‌ ନିକ ଚଲାଚଲ୍‌ତି ଦେକିକରି ସେମନ୍‌ ମିସା ମନ୍‌ ବାଦ୍‌ଲାଇବାଇ । ତମ୍‌କେ ପଦେକ୍‌ କଇବାକେ ନ ପଡେ ।
ομοιως αι γυναικες υποτασσομεναι τοις ιδιοις ανδρασιν ινα και ει τινες απειθουσιν τω λογω δια της των γυναικων αναστροφης ανευ λογου κερδηθησωνται
2 କାଇକେବଇଲେ ତମର୍‌ ସୁଆଲ୍‌ ଚଲାଚଲ୍‌ତି ଆରି ପର୍‌ମେସର୍‌କେ ମାନିକରି ରଇବାଟା ସେମନ୍‌ ଦେକ୍‌ବାଇ ।
εποπτευσαντες την εν φοβω αγνην αναστροφην υμων
3 ବିନ୍‍ ମାଇଜିମନ୍‌ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍‌ ଅଇବାଇ, ତମେ ସେନ୍ତାରି ଉଆନାଇ ।
ων εστω ουχ ο εξωθεν εμπλοκης τριχων και περιθεσεως χρυσιων η ενδυσεως ιματιων κοσμος
4 ମାତର୍‌ ମନ୍‌ବିତ୍‌ରେ ସୁଆଲେ ରଇକରି ଆତ୍‌ମାଇ ସୁସାରେ ରଇବା ଗଟେକ୍‌ ମାଇଜି ପର୍‌ମେସର୍‌ ଦେକ୍‌ବା ଇସାବେ ସୁନ୍ଦର୍‌ । ସେନ୍ତାରି ସୁନ୍ଦର୍‌ ରଇବାଟା ବେସି ମୁଲିଅ ଆରି ସବୁଦିନର୍‌ପାଇ ରଇସି ।
αλλ ο κρυπτος της καρδιας ανθρωπος εν τω αφθαρτω του πραεος και ησυχιου πνευματος ο εστιν ενωπιον του θεου πολυτελες
5 ପୁର୍‌ବେ ରଇବା ସୁକଲ୍‌ ମାଇଜିମନ୍‌ ଏନ୍ତାରିସେ ସେମନ୍‌ ଆସା କର୍‌ବାଟା ପର୍‌ମେସର୍‌କେ ସର୍‌ପିଦେଇ ନିଜର୍‌ ମୁନୁସ୍‌ମନର୍‌ କାତା ମାନିକରି ସୁନ୍ଦର୍‌ ଅଇତେରଇଲାଇ ।
ουτως γαρ ποτε και αι αγιαι γυναικες αι ελπιζουσαι επι τον θεον εκοσμουν εαυτας υποτασσομεναι τοις ιδιοις ανδρασιν
6 ପୁର୍‌ବେ ସାରା ସେନ୍ତାରି କର୍‌ତେରଇଲା । ସେ ତାର୍‌ ମନସ୍‌ ଅବ୍‌ରାଆମ୍‍କେ ନିଜର୍‌ ସାଉକାର୍‌ ଇସାବେ କାତା ମାନିକରି ରଇଲା । ତମେ ଜଦି ସତ୍‌କାମ୍‌ କରି କାଇଟାର୍‌ ପାଇ ଡରି ନ ରଇଲେ, ତମ୍‌କେ ମିସା ତାର୍‌ ଟକିମନ୍‍ ଇସାବେ ଲେକା କର୍‌ସି ।
ως σαρρα υπηκουσεν τω αβρααμ κυριον αυτον καλουσα ης εγενηθητε τεκνα αγαθοποιουσαι και μη φοβουμεναι μηδεμιαν πτοησιν
7 ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍‌ମନ୍‌, ନିଜର୍‌ ମାଇଜିମନର୍‌ ସଙ୍ଗ୍‍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍‌କେ ତମର୍‌ଟାନେଅନି ଉନା ବପୁଆଚେ । ସେମନ୍‌କେ ସନ୍‌ମାନ୍‌ ଦିଆସ୍‌, କାଇକେବଇଲେ ପର୍‌ମେସର୍‌ ଦେବା ନ ସାର୍‌ବା ଜିବନ୍‌ ତମର୍‌ ସଙ୍ଗ୍‍ ସେମନ୍‌କେ ମିସା ମିଲ୍‌ସି । ତମର୍‌ ପାର୍‌ତନା କର୍‌ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍‌ ମାନିକରି ରୁଆ ।
οι ανδρες ομοιως συνοικουντες κατα γνωσιν ως ασθενεστερω σκευει τω γυναικειω απονεμοντες τιμην ως και συγκληρονομοι χαριτος ζωης εις το μη εκκοπτεσθαι τας προσευχας υμων
8 ସାରାସାରି ତମର୍‌ ସବୁଲକର୍‌ ମନ୍‌ ଗଟେକ୍‌ ଅ । ଦୁକ୍‌ସୁକ୍‌ ବେଲେ ତମର୍‌ ତମର୍‌ ବିତ୍‌ରେ ମିସିବିଡି ରୁଆ । ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ସୁଆଲେ ରୁଆ ।
το δε τελος παντες ομοφρονες συμπαθεις φιλαδελφοι ευσπλαγχνοι φιλοφρονες
9 ତମର୍‌ ବିରୁଦେ କେ କାରାପ୍‌ କାମ୍‌ କଲେ ତାକେ ବେର୍‌ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍‌ ଲାଗାଆ ନାଇ । ତାର୍‌ ବାଦୁଲେ ପର୍‌ମେସର୍‌ ସେମନ୍‌କେ ଦୟା ଦେକାଇବାକେ ପାର୍‌ତନା କରା । କାଇକେବଇଲେ ସେ ତମ୍‌କେ ଡାକ୍‌ଲାବେଲେ ମୁଇ ତମ୍‌କେ ଆସିର୍‌ବାଦ୍‌ କର୍‌ବି । ବଲି କାତା ଦେଇରଇଲା ।
μη αποδιδοντες κακον αντι κακου η λοιδοριαν αντι λοιδοριας τουναντιον δε ευλογουντες ειδοτες οτι εις τουτο εκληθητε ινα ευλογιαν κληρονομησητε
10 ୧୦ ସାସ୍‌ତରେ ଲେକା ଅଇଲାପାରା, “ଗଟେକ୍‌ ଲକ୍‌ ଜଦି ତାର୍‌ ଜିବନେ ସାର୍‌ଦାର୍‌ ଦିନ୍‌ ଆରି ମଙ୍ଗଲର୍‌ ଦିନ୍‌ ଦେକ୍‌ବିବଲି ମନ୍‌କଲେ, ସେ କାରାପ୍‌ କାତା ନ କଅ ଆରି ମିଚ୍‌ କାତା ନ କଅ।
ο γαρ θελων ζωην αγαπαν και ιδειν ημερας αγαθας παυσατω την γλωσσαν αυτου απο κακου και χειλη αυτου του μη λαλησαι δολον
11 ୧୧ “ସେ କରାପ୍‌ କାମ୍‌ ଚାଡିକରି, ନିକ ବିସଇ କର୍‌ବାର୍‌ ଆଚେ । ତାର୍‌ ସଙ୍ଗର୍‌ ଲକର୍‌ ସଙ୍ଗ୍‍ ସୁସାରେ‍ ରଇବାର୍‌ଆଚେ ।”
εκκλινατω απο κακου και ποιησατω αγαθον ζητησατω ειρηνην και διωξατω αυτην
12 ୧୨ କାଇକେବଇଲେ ଦରମ୍‌ଲକ୍‌କେ ମାପ୍‌ରୁ ଜାଗିଲାଗିରଇସି । ସେମନ୍‌ ପାର୍‌ତନା କଲାଟା ସୁନ୍‌ସି ଜେତ୍‌କି ଲକ୍‌ କାରାପ୍‌ ବିସଇ କର୍‌ବାଇ ସେମନ୍‌କେ ବିରଦ୍‌ କର୍‌ସି ।
οτι οι οφθαλμοι κυριου επι δικαιους και ωτα αυτου εις δεησιν αυτων προσωπον δε κυριου επι ποιουντας κακα
13 ୧୩ ତମେ ଜଦି ନିକ କାମ୍‌ କର୍‌ବାକେ ମନ୍‌ କଲେ, ତମର୍‌ ବିରଦେ କେ ମିସା କାରାପ୍‌ କାମ୍‌ ନ କରତ୍‌ ।
και τις ο κακωσων υμας εαν του αγαθου μιμηται γενησθε
14 ୧୪ ସତ୍‌ କାମ୍‌ କରି ମୁର୍‌ଚି ରଇଲେ ତମେ କେଡେକ୍‌ କରମର୍‌ ଲକ୍‌ । ଜନ୍‌ ଲକ୍‌ମନ୍‌ ତମ୍‌କେ କସ୍‌ଟ ଦେଲାଇନି, ସେମନ୍‌କେ ଡରିକରି ଚିନ୍ତା କରାନାଇ ।
αλλ ει και πασχοιτε δια δικαιοσυνην μακαριοι τον δε φοβον αυτων μη φοβηθητε μηδε ταραχθητε
15 ୧୫ ମାତର୍‌ କିରିସ୍‌ଟକେ ମାପ୍‌ରୁବଲି ଡାକ୍‌ପୁଟା କରା ଆରି ସନ୍‌ମାନ୍‌ ଦିଆସ୍‌ । ବିସ୍‌ବାସି ଇସାବେ, ତମେ ଆସା କର୍‌ବା ବିସଇ କେ ମିସା ପାଚାର୍‌ଲେ, ସେମନ୍‌କେ ବାତାଇବାକେ ଜାଗ୍‌ରତ୍‌ ଅଇରୁଆ ।
κυριον δε τον θεον αγιασατε εν ταις καρδιαις υμων ετοιμοι δε αει προς απολογιαν παντι τω αιτουντι υμας λογον περι της εν υμιν ελπιδος μετα πραυτητος και φοβου
16 ୧୬ ମାତର୍‌ ମନ୍‌ବିତ୍‌ରେ ସୁଆଲ୍‌ ରଇକରି, ସନ୍‌ମାନ୍‌ ଦେଇକରି କାତାଉଆ । ତମର୍‌ ବିବେକ୍‌ ତମ୍‌କେ ଦସି ନ କର । ଜେନ୍ତାରିକି ତମର୍‌ ନିକ ଚଲାଚଲ୍‌ତି ବିରୁଦେ ଜେତ୍‌କି ଲକ୍‌ ନିନ୍ଦା କର୍‌ବାଇ, ତାକର୍‌ କାତାଇସେ ସେମନ୍‌ ଲାଜ୍‌ ଅଇବାଇ ।
συνειδησιν εχοντες αγαθην ινα εν ω καταλαλωσιν υμων ως κακοποιων καταισχυνθωσιν οι επηρεαζοντες υμων την αγαθην εν χριστω αναστροφην
17 ୧୭ କାଇକେବଇଲେ ତମେ ନିକ କାମ୍‌ କଲାର୍‌ ଲାଗି ଦୁକ୍‌ କସ୍‌ଟ ମୁରଚ୍‌ବାକେ ପର୍‌ମେସର୍‌ ଜଦି ମନ୍‌ କଲେ, ସେନ୍ତାରି ଅଇବାଟା ନିକ । କାରାପ୍‌ କରି ଦୁକ୍‌ କସ୍‌ଟ ମୁରଚ୍‌ବା ବାଦୁଲେ, ସେଟା ନିକ ।
κρειττον γαρ αγαθοποιουντας ει θελει το θελημα του θεου πασχειν η κακοποιουντας
18 ୧୮ କିରିସ୍‌ଟ ମିସା ଆମର୍‌ ପାପର୍‌ଲାଗି ଏକାତରେକ୍‌ ସବୁଲକର୍‌ପାଇ ଦୁକ୍‌କସ୍‌ଟ ଅଇ ମୁର୍‌ଚିକରି ମଲା । ସେ ଦରମ୍‌ ରଇ ପାପ୍‌କରିରଇବା ଲକ୍‌ମନ୍‌କେ ପର୍‌ମେସରର୍‌ ଲଗେ ଆନ୍‌ବାକେ ମରିଜାଇରଇଲା । ଲକ୍‌ମନ୍‌ ତାର୍‌ ଗାଗଡ୍‌ ମରାଇଲାଇ, ମାତର୍‌ ତାର୍‌ ଆତ୍‌ମା ଜିବନ୍‌ ଅଇଆଚେ ।
οτι και χριστος απαξ περι αμαρτιων επαθεν δικαιος υπερ αδικων ινα ημας προσαγαγη τω θεω θανατωθεις μεν σαρκι ζωοποιηθεις δε τω πνευματι
19 ୧୯ ମଲା ଲକ୍‌ମନର୍‌ ଆତ୍‌ମା ବନ୍ଦିଅଇରଇବା ଜାଗାଇ, ଆତ୍‌ମାର୍‌ ଇସାବେ ସେ ସୁବ୍‌ କବର୍‌ ଜାନାଇଲା ।
εν ω και τοις εν φυλακη πνευμασιν πορευθεις εκηρυξεν
20 ୨୦ ଏ ବନ୍ଦି ଆତ୍‌ମାମନ୍‌ ପୁର୍‌ବେ ନଅର୍‌ ବେଲେ ପର୍‌ମେସରର୍‌ କାତା ନ ମାନ୍‌ଲାଟାମନ୍‌ । ସେଡ୍‌କିବେଲେ ନଅ ବଡ୍‌ ଡଙ୍ଗା ତିଆର୍‌ କର୍‌ତେରଇଲା । ତାର୍‌ କାତା ଲକ୍‌ମନ୍‌ ବିସ୍‌ବାସ୍‌ କର୍‌ବାଇ ବଲି ପର୍‌ମେସର୍‌ ମୁର୍‌ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍‌ ଲକ୍‌ସେ ସେ ପାନିତେଇ ବୁଡତ୍‌ନାଇ । ସେମନ୍‌ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ ।
απειθησασιν ποτε οτε απαξ εξεδεχετο η του θεου μακροθυμια εν ημεραις νωε κατασκευαζομενης κιβωτου εις ην ολιγαι τουτ εστιν οκτω ψυχαι διεσωθησαν δι υδατος
21 ୨୧ ସେ ପାନି ଆମର୍‌ ଡୁବନ୍‌ ବିସଇ ଜାନାଇଲାନି । ତମେ ଡୁବନ୍‌ ନେଲାକେ ତମର୍‌ ଗାଗଡର୍‌ ମୁର୍‌କି ଦଇଅଇଲାର୍‌ ପାଇ ନଏଁ, ମାତର୍‌ ଗଟେକ୍‌ ନିକ ବିବେକ୍‌ ସଙ୍ଗ୍‍ ପର୍‌ମେସର୍‌କେ ଦେଇରଇଲା କାତାର୍‌ ଲାଗି ତମ୍‌କେ ମୁକ୍‌ତି କର୍‌ସି । ଜିସୁ କିରିସ୍‌ଟ ମଲାତେଇଅନି ଜିବନ୍‌ ଅଇକରି ଉଟ୍‌ଲାକେ ଏଟା ଅଇସି ।
{VAR1: ο } {VAR2: ω } και ημας αντιτυπον νυν σωζει βαπτισμα ου σαρκος αποθεσις ρυπου αλλα συνειδησεως αγαθης επερωτημα εις θεον δι αναστασεως ιησου χριστου
22 ୨୨ ସେ ସର୍‌ଗେ ବାଉଡି ଜାଇ ପର୍‌ମେସରର୍‌ ଉଜାବାଟେ ଆଚେ । ସର୍‌ଗେ ରଇବା ସବୁ ଦୁତ୍‌, ଅଦିକାର୍‌ ଆରି ବପୁ ଉପ୍‌ରେ ସେ ସାସନ୍‌ କଲାନି ।
ος εστιν εν δεξια του θεου πορευθεις εις ουρανον υποταγεντων αυτω αγγελων και εξουσιων και δυναμεων

< ୧ ମ ପିତର୍‌ 3 >