< ୧ମ କରନ୍ତିୟ 7 >

1 ଏବେ ତମେ ଲେକ୍‌ଲାଟାନେ ଜନ୍‌ ସବୁ ବିସଇ ଆଚେ, ସେ ସବୁର୍‌ ଉତର୍‌ ମୁଇ ଦେବି । ତମେ ପାଚାରିରଇଲାସ୍‌ ବିସ୍‌ବାସିମନ୍‌ ବିବା ନ ଅଇବାଟା ନିକ କି?
περι δε ων εγραψατε μοι καλον ανθρωπω γυναικος μη απτεσθαι
2 ଉଁ ସେଟା ସତ୍‌, ମାତର୍‌ ବେସି ଲକ୍‌ ବେବିଚାର୍‌ କାମେ ଚଲାଚଲ୍‌ତି କଲାଇନି । ମୁଇ କଇଲିନି ଗଟେକ୍‌ ଗଟେକ୍‌ ମୁନୁସ୍‌କେ ତାର୍‌ ନିଜର୍‌ ମାଇଜି ଆରି ଗଟେକ୍‌ ଗଟେକ୍‌ ମାଇଜିକେ ତାର୍‌ ନିଜର୍‌ ମୁନୁସ୍‌ ରଇବାର୍‌ ଆଚେ ।
δια δε τας πορνειας εκαστος την εαυτου γυναικα εχετω και εκαστη τον ιδιον ανδρα εχετω
3 ଗଟେକ୍‌ ମନସ୍‌ ବିବା ଅଇଲାର୍‌ ଲାଗି, ତାର୍‌ ମାଇଜିକେ କରିରଇବା ସବୁ ଦାଇତ୍‌ କର୍‌ବାର୍‌ ଆଚେ । ସେନ୍ତାରିସେ ମାଇଜି ମିସା ତାର୍‌ ମୁନୁସ୍‌କେ କର୍‌ବାର୍‌ ଆଚେ ।
τη γυναικι ο ανηρ την οφειλομενην ευνοιαν αποδιδοτω ομοιως δε και η γυνη τω ανδρι
4 ମାଇଜିକେ ତାର୍‌ ନିଜର୍‌ ଗାଗଡର୍‍ ଅଦିକାର୍‌ ନାଇ, ମାତର୍‌ ମୁନୁସର୍‌ ଆଚେ । ସେନ୍ତାରିସେ ମୁନୁସ୍‌କେ ତାର୍‌ ନିଜର୍‌ ଗାଗଡର୍ ଅଦିକାର୍‌ ନାଇ, ମାତର୍‌ ମାଇଜିର୍‌ ଆଚେ ।
η γυνη του ιδιου σωματος ουκ εξουσιαζει αλλ ο ανηρ ομοιως δε και ο ανηρ του ιδιου σωματος ουκ εξουσιαζει αλλ η γυνη
5 ଦୁଇ ମାଇଜି ମୁନୁସ୍‌ ବେଗ୍‌ଲିକରି ନ ରଅତ୍‌ । ମାତର୍‌ ବେଗ୍‌ଲିକରି ରଇବାର୍‌ ଆଲେ, ଦୁଇ ଲକ୍‌ ରାଜି ଉଆ । ଜେନ୍ତାରି କି ସେ ବେଗ୍‌ଲି ରଇବା ବେଲାଇ, ପାର୍‌ତନା କରିଅଇସି । ମାତର୍‌ ତାର୍‌ପଚେ ଆରିତରେକ୍‌ ଆସି ମିସାଆ । ଏନ୍ତାରିକଲେ ସଇତାନର୍‌ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍‌କେ ମୁର୍‌ଚିକରି ରଇବା ବପୁ ଉନା ଆଚେ ।
μη αποστερειτε αλληλους ει μη τι αν εκ συμφωνου προς καιρον ινα σχολαζητε τη νηστεια και τη προσευχη και παλιν επι το αυτο συνερχησθε ινα μη πειραζη υμας ο σατανας δια την ακρασιαν υμων
6 ଏ ବିସଇ ମୁଇ ତମ୍‌କେ ଜେତ୍‌କି କଇଲି ଆଚି, ସେଟା ଆଦେସ୍‌ ଦେଲା ପାରା କଇନାଇ, ମାତର୍‌ ତମର୍‌ ଦୁର୍‌ବଲ୍‌ ଜାନିକରି ଉପଦେସ୍‌ ଦେଲା ପାରା କଇଲିନି ।
τουτο δε λεγω κατα συγγνωμην ου κατ επιταγην
7 ତମେ ସବୁଲକ୍‌ ମର୍‌ପାରା ବିବା ନ ଉଆ ବଲି ମୁଇ ମନ୍‍ କଲିନି । ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌କେ ପର୍‌ମେସରର୍‌ ଟାନେଅନି ମୁଲିଅ ରଇବା ଦାନ୍‌ ମିଲିଆଚେ । ଗଟେକ୍‌ ଲକ୍‌କେ ଗଟେକ୍‌ ରକାମ୍‌ଟା ଆରି ବିନ୍‌ ଲକ୍‌କେ ବିନ୍‌ ରକାମ୍‌ ଦାନ୍‌ ଦେଲାଆଚେ ।
θελω γαρ παντας ανθρωπους ειναι ως και εμαυτον αλλ εκαστος ιδιον χαρισμα εχει εκ θεου ος μεν ουτως ος δε ουτως
8 ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍‌କେ କଇଲିନି, ତମେ ମର୍‌ ପାରା ଏକ୍‌ଲା ରଇଲେ ତମର୍‌ପାଇ ନିକ ଅଇସି ।
λεγω δε τοις αγαμοις και ταις χηραις καλον αυτοις εστιν εαν μεινωσιν ως καγω
9 ମାତର୍‌ ତମେ ଜଦି ମନର୍‌ ଲାଲ୍‌ସା ମୁର୍‍ଚିକରି ରଇ ନାପାର୍‌ଲାସ୍‌ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍‌ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
ει δε ουκ εγκρατευονται γαμησατωσαν κρεισσον γαρ εστιν γαμησαι η πυρουσθαι
10 ୧୦ ମାତର୍‌ ବିବା ଅଇବା ବିସ୍‌ବାସିମନ୍‌କେ ମୁଇ ଆଦେସ୍‌ ଦେଲିନି, ମୁଇ ଦେଇ ନାଇ ମାତର୍‌ ମାପ୍‌ରୁ ଦେଲାନି । ଜଦି ତମେ ଗଟେକ୍‌ ବିବାଇ ମାଇଜି, ସେନ୍ତାର୍‌ ଆଲେ ମୁନୁସ୍‌କେ ଚାଡି ବିନେ ନ ରୁଆ ।
τοις δε γεγαμηκοσιν παραγγελλω ουκ εγω αλλ ο κυριος γυναικα απο ανδρος μη χωρισθηναι
11 ୧୧ ଜଦି ତାକେ ଚାଡ୍‌ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍‌ ତର୍‌ ନିଜର୍‌ ମୁନୁସ୍‌ ସଙ୍ଗ୍‌ ମିସା । ଜଦି ତମେ ବିବାଇ ମୁନୁସ୍‌, ନିଜର୍‌ ମାଇଜିକେ ନ ଚାଡା ।
εαν δε και χωρισθη μενετω αγαμος η τω ανδρι καταλλαγητω και ανδρα γυναικα μη αφιεναι
12 ୧୨ ଏବେ ମୁଇ ବିସ୍‌ବାସିମନ୍‌ ଜେ କି ବିସ୍‌ବାସ୍‌ ନ କଲାଟାମନ୍‌କେ ବିବା ଅଇଆଚତ୍‌, ସେମନ୍‌କେ କଇଲିନି, ମୁଇ କଇନାଇ ମାପ୍‌ରୁ କଇଲାନି, । ଜଦି ଗଟେକ୍‌ ବିସ୍‌ବାସି, ବିସ୍‌ବାସ୍‌ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍‌ ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି ବଇଲେ, ସେ ବାଇ ତାକେ ନ ଚାଡ ।
τοις δε λοιποις εγω λεγω ουχ ο κυριος ει τις αδελφος γυναικα εχει απιστον και αυτη συνευδοκει οικειν μετ αυτου μη αφιετω αυτην
13 ୧୩ ଆରି ଜନ୍‌ ବିସ୍‌ବାସି ମାଇଜି ବିସ୍‌ବାସ୍‌ ନ କଲା ମୁନୁସ୍‌କେ ବିବାଅଇରଇସି, ଆରି ସେ ତାର୍‌ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି, ତେବେ ସେ ନିଜର୍‌ ମୁନୁସ୍‌କେ ନ ଚାଡ ।
και γυνη ητις εχει ανδρα απιστον και αυτος συνευδοκει οικειν μετ αυτης μη αφιετω αυτον
14 ୧୪ କାଇକେବଇଲେ ଜଦି ତମେ ଗଟେକ୍‌ ବିସ୍‌ବାସି ମାଇଜି, ବିସ୍‌ବାସ୍‌ ନ କର୍‌ବା ମୁନୁସ୍‌କେ ବିବା ଅଇଆଚାସ୍‌, ତର୍‌ ମୁନୁସ୍‌ ତର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ତାକେ ପର୍‌ମେସର୍‌ ତାର୍‌ ନିଜର୍‌ ସୁକଲ୍‌ ଲକ୍‌ କଲାଆଚେ । ସେନ୍ତାରିସେ ବିସ୍‌ବାସ୍‌ ନ କରିରଇବା ମାଇଜିକେ, ପର୍‌ମେସର୍‌ ଡାକ୍‌ଲା ଆଚେ । କାଇକେବଇଲେ ସେ ବିସ୍‌ବାସ୍‌ କର୍‌ବା ମନସ୍‌ ସଙ୍ଗ୍‌ ମିସ୍‌ଲା ଆଚେ । ଏନ୍ତାରି ନ ରଇଲେ ତମର୍‌ ପିଲାମନ୍‌ ବିସ୍‌ବାସ୍‌ ନ କର୍‌ବା ଲକର୍‌ ପିଲାମନର୍‌ପାରା ଅଇତାଇ । ମାତର୍‌ ଏବେ ସେମନ୍‌କେ ମିସା ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ କଲାଆଚେ ।
ηγιασται γαρ ο ανηρ ο απιστος εν τη γυναικι και ηγιασται η γυνη η απιστος εν τω ανδρι επει αρα τα τεκνα υμων ακαθαρτα εστιν νυν δε αγια εστιν
15 ୧୫ ସେ ଜାଇଟା ମିସା ଅ, ଜଦି ଗଟେକ୍‌ ବିସ୍‌ବାସ୍‌ ନ କଲା ଲକ୍‌ ତାର୍‌ ବିସ୍‌ବାସି ମାଇଜି କି ମୁନୁସର୍‌ ଟାନେଅନି ବିନେ ଅଇବାକେ ମନ୍‌ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ମାଇଜି କି ମୁନୁସ୍‌ ବିବା ବନ୍ଦ୍‌ନେ ଅନି ମୁକ୍‌ଲି ଆଚେ । ପର୍‌ମେସର୍‌ ତମ୍‌କେ ସାନ୍ତିସଙ୍ଗ୍‍ ମିସି ବିଡି ଜିଇବାକାଇବାକେ ଡାକ୍‌ଲା ଆଚେ ।
ει δε ο απιστος χωριζεται χωριζεσθω ου δεδουλωται ο αδελφος η η αδελφη εν τοις τοιουτοις εν δε ειρηνη κεκληκεν ημας ο θεος
16 ୧୬ ଅଇପାରେ, ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମାଇଜି, ତର୍‌ ବିସ୍‌ବାସ୍‌ ନ କଲା ମୁନୁସ୍‌କେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇପାରୁସ୍‌ । ସେନ୍ତାରିସେ ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମୁନୁସ୍‌, ତର୍‌ ବିସ୍‌ବାସ୍‌ ନ କଲା ମାଇଜିକେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇ ପାରୁସ୍‌ ।
τι γαρ οιδας γυναι ει τον ανδρα σωσεις η τι οιδας ανερ ει την γυναικα σωσεις
17 ୧୭ ମାପ୍‌ରୁ ଜାକେ ଜେନ୍ତି ଜିବନ୍‌ ଦୁକାଇ ଆଚେ, ପର୍‌ମେସର୍‌ ଜାକେ ଜନ୍‌ ଇସାବେ ଡାକ୍‌ଲା ଆଚେ, ସେ ସେନ୍ତାର୍‌ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍‌ଲିଟାନେ ଏ ରକାମ୍‌ ଆଦେସ୍‌ ଦେଲିନି ।
ει μη εκαστω ως εμερισεν ο θεος εκαστον ως κεκληκεν ο κυριος ουτως περιπατειτω και ουτως εν ταις εκκλησιαις πασαις διατασσομαι
18 ୧୮ ଜଦି ତମେ ଗଟେକ୍‌ ସୁନତ୍‌ ଅଇଲା ଜିଉଦି ଲକ୍‌ ଆରି ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ, ସେନ୍ତାର୍‌ ଆଲେ ତମେ ତମର୍‌ ଗାଗ୍‌ଡେଅନି ସୁନତ୍‌ ଚିନ୍‌ ଲିବାଇବାକେ ଚେସ୍‌ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍‌ ଜାକେ କି ପର୍‌ମେସର୍‌ ଡାକ୍‌ଲା ଆଚେ, ତମେ ସୁନତ୍‌ ଅଇବାକେ ଚେସ୍‌ଟା କରାନାଇ ।
περιτετμημενος τις εκληθη μη επισπασθω εν ακροβυστια τις εκληθη μη περιτεμνεσθω
19 ୧୯ ଲକ୍‌ମନ୍‌ ସୁନତ୍‌ ଅଇବାଟା କି ସୁନତ୍‌ ନ ଅଇବାଟା କାଇଟା ନାଇ, ପର୍‌ମେସରର୍‌ ଆଦେସ୍‌ ମାନ୍‌ବାଟାସେ ମୁକିଅ ।
η περιτομη ουδεν εστιν και η ακροβυστια ουδεν εστιν αλλα τηρησις εντολων θεου
20 ୨୦ ମାପ୍‌ରୁ ତମ୍‌କେ ଜନ୍‌ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
εκαστος εν τη κλησει η εκληθη εν ταυτη μενετω
21 ୨୧ ପର୍‌ମେସର୍‌ ତମ୍‌କେ ଡାକ୍‌ଲାବେଲେ ତମେ କାଇ ଗତିଦାଙ୍ଗ୍‌ଡା ରଇଲାସ୍‌ କି? ସେ ବିସଇନେଇ ମନ୍‌ଦୁକ୍‌ କରାନାଇ । ଜଦି ତର୍‌ ସାଉକାର୍‌ ତକେ ମୁକ୍‌ଲାଇଲାନି, ତେବେ ଉଟିଜା ।
δουλος εκληθης μη σοι μελετω αλλ ει και δυνασαι ελευθερος γενεσθαι μαλλον χρησαι
22 ୨୨ ମାପ୍‌ରୁ ଡାକ୍‌ଲାବେଲେ ଜେ ଗତିଦାଙ୍ଗ୍‌ଡା ରଇଲା ସେ ଏବେ ମୁକ୍‌ଲି ରଇଲା ଲକ୍‌ । କାଇକେବଇଲେ ମାପ୍‌ରୁ ତାକେ ମୁକ୍‌ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍‌ଲିକରି ଆଚେ, ସେ କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ।
ο γαρ εν κυριω κληθεις δουλος απελευθερος κυριου εστιν ομοιως και ο ελευθερος κληθεις δουλος εστιν χριστου
23 ୨୩ ତମ୍‌କେ ଅଦିକ୍‌ ଦାମ୍‌ ଦେଇ ଗେନାଅଇଆଚେ । ଲକ୍‌ମନର୍‌ ଗତିଦାଙ୍ଗ୍‌ଡା ଉଆ ନାଇ ।
τιμης ηγορασθητε μη γινεσθε δουλοι ανθρωπων
24 ୨୪ ଏ ବାଇବଇନିମନ୍‌, ତମ୍‌କେ ପର୍‌ମେସର୍‌ ଡାକ୍‌ଲାବେଲେ ଜନ୍‌ ଇସାବେ ରଇଲାସ୍‌, ସେ ଇସାବେ ପର୍‌ମେସର୍‌ ସଙ୍ଗ୍‌ ମିସିକରି ରଇବାର୍‌ ଆଚେ ।
εκαστος εν ω εκληθη αδελφοι εν τουτω μενετω παρα τω θεω
25 ୨୫ ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍‌ଡାଦାଙ୍ଗ୍‌ଡି ବିସଇନେଇ ଲେକ୍‌ବି । ସେ ବିସଇନେଇ ମାପ୍‌ରୁର୍‌ ଲଗେଅନି କାଇ ଆଦେସ୍‌ ପାଇନାଇ । ମାତର୍‌ ପର୍‌ମେସର୍‌ ମକେ ଦୟା କରି ଗଟେକ୍‌ ସତ୍‌ଦରମ୍‌ ଲକ୍‌ ଇସାବେ ନିଜର୍‌ ମନର୍‌ କାତା କଇଲିନି ।
περι δε των παρθενων επιταγην κυριου ουκ εχω γνωμην δε διδωμι ως ηλεημενος υπο κυριου πιστος ειναι
26 ୨୬ ଏବର୍‌ ଦୁକ୍‌ କସ୍‌ଟର୍‌ ବେଲା ଏତାଇଲେ, ମୁଇ ବାବ୍‌ଲିନି ଗଟେକ୍‌ ଲକ୍‌ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍‌କାର୍‌ ।
νομιζω ουν τουτο καλον υπαρχειν δια την ενεστωσαν αναγκην οτι καλον ανθρωπω το ουτως ειναι
27 ୨୭ ତମେ କାଇ ମାଇଜି ସଙ୍ଗ୍‌ ବାନ୍ଦିଅଇ ଆଚାସ୍‌ କି? ସେନ୍ତାର୍‌ଆଲେ ମୁକଲ୍‌ବାକେ ଚେସ୍‌ଟା କରାନାଇ । ତମେ କାଇ ବିବା ଉଆସ୍‌ ନାଇ କି? ସେନ୍ତାର୍‌ଆଲେ ମାଇଜି କଜ୍‌ବାକେ ଚେସ୍‌ଟା କରାନାଇ ।
δεδεσαι γυναικι μη ζητει λυσιν λελυσαι απο γυναικος μη ζητει γυναικα
28 ୨୮ ଜଦି ତମେ ବିବାଅଇ ଆଚାସ୍‌, ବଇଲେ ତମେ ପାପ୍‌ କରାସ୍‌ ନାଇ । ଜଦି ଗଟେକ୍‍ ଦାଙ୍ଗ୍‌ଡି ବିବାଅଇସି, ସେ ମିସା ପାପ୍‌ କରେନାଇ । ମାତର୍‌ ବିବାଅଇଲା ଲକ୍‌ମନ୍‌ ଦୁକ୍‌ କସ୍‌ଟ ମୁର୍‍ଚିକରି ରଇବାକେ ପଡ୍‌ସି । ଏନ୍ତାରି ଦୁକ୍‌ କସ୍‌ଟର୍‌ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍‍ କଲିନି ।
εαν δε και γημης ουχ ημαρτες και εαν γημη η παρθενος ουχ ημαρτεν θλιψιν δε τη σαρκι εξουσιν οι τοιουτοι εγω δε υμων φειδομαι
29 ୨୯ ମାତର୍‌ ଏ ବାଇମନ୍‌ ମୁଇ ତମ୍‌କେ କଇଲିନି, ଏବେ ଆମ୍‌କେ ଅଲପ୍‌ ଦିନ୍‌ ଆଚେ । ଏଟାର୍‌ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍‌ ପାରା ରଅ ।
τουτο δε φημι αδελφοι {VAR2: οτι } ο καιρος συνεσταλμενος το λοιπον εστιν ινα και οι εχοντες γυναικας ως μη εχοντες ωσιν
30 ୩୦ ସେନ୍ତାରିସେ ଜନ୍‌ ଲକ୍‌ମନ୍‌ କାନ୍ଦାବୁବା ଅଇରଇଲାସ୍‌ନି, ସେମନ୍‌ କାନ୍ଦାବୁବା ନ ଅଇ ରଇଲା ଲକର୍‌ ପାରା ରୁଆ । ଆରି ଜନ୍‌ ଲକ୍‌ମନ୍‌ ସାର୍‌ଦା ଅଇରଇଲାଇନି, ସେମନ୍‌ ସାର୍‌ଦା ନ ଅଇଲା ଲକର୍‌ ପାରା ଅଇ ରଅତ୍‌ । ଜନ୍‌ ଲକ୍‌ମନ୍‌ ଗେନ୍‌ବାଇ, ସେଟା ନିଜର୍‌ଟା ନଏଁ ବଇଲାପାରା ରଅତ୍‌ ।
και οι κλαιοντες ως μη κλαιοντες και οι χαιροντες ως μη χαιροντες και οι αγοραζοντες ως μη κατεχοντες
31 ୩୧ ଜନ୍‌ ଲକ୍‌ମନ୍‌ ଜଗତର୍‌ ଜିନିସ୍‌ ନେଇ ବେବାର୍‌ପାନି କଲାଇନି, ସେମନ୍‌ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍‌ ପାରା ରଅତ୍‌ । କାଇକେବଇଲେ ଜନ୍‌ ଜଗତେ ଆମେ ଆଚୁ, ସେ ଜଗତର୍‌ ସବୁ ଜିନିସ୍‌ ବୁଡିଜାଇସି ।
και οι χρωμενοι τω κοσμω τουτω ως μη καταχρωμενοι παραγει γαρ το σχημα του κοσμου τουτου
32 ୩୨ ମାତର୍‌ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍‌ମନ୍‌ ସବୁବେଲେ ମାପ୍‌ରୁର୍‌ ସେବା କାମ୍‌ କର୍‌ବାକେ ମନ୍‌ କର । କାଇକେବଇଲେ ମାପ୍‌ରୁକେ ସାର୍‌ଦା କରାଇବାଟା ତାର୍‌ ମୁକିଅ କାମ୍‌ ।
θελω δε υμας αμεριμνους ειναι ο αγαμος μεριμνα τα του κυριου πως αρεσει τω κυριω
33 ୩୩ ମାତର୍‌ ଜେ ବିବାଅଇଆଚେ, ସେ ଏ ଜଗତର୍‌ ସବୁ ବିସଇନେଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ମାଇଜିକେ ସାର୍‌ଦାସଙ୍ଗ୍‌ ରକ୍‌ବାକେ ମନ୍‍ କର୍‌ସି ।
ο δε γαμησας μεριμνα τα του κοσμου πως αρεσει τη γυναικι
34 ୩୪ ସେନ୍ତିସେ ତାର୍‌ ମନ୍‌ ଦୁଇବାଟେ ଜିକ୍‌ଟାନ୍‌ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍‌ଡି ମାପ୍‌ରୁର୍‌ କାମର୍‍ ବିସଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ଗାଗଡ୍‌ ଆରି ଆତ୍‌ମା ପର୍‌ମେସର୍‌କେ ସର୍‌ପି ଦେବାକେ ମନ୍‍ କର୍‌ସି । ମାତର୍‌ ବିବା ଅଇଲା ମାଇଜି ଏ ଜଗତର୍‌ ସବୁଦିନର୍‌ ବିସଇ ଚିନ୍ତା କର୍‌ସି । କାଇକେ ବଇଲେ ତାର୍‍ ମୁନୁସ୍‌କେ ସାର୍‌ଦା କର୍‌ବାକେ ସେ ବାବ୍‌ତେ ରଇସି ।
μεμερισται η γυνη και η παρθενος η αγαμος μεριμνα τα του κυριου ινα η αγια και σωματι και πνευματι η δε γαμησασα μεριμνα τα του κοσμου πως αρεσει τω ανδρι
35 ୩୫ ଏ କାତା ମୁଇ ତମ୍‌କେ ନିଜର୍‌ ମଙ୍ଗଲର୍‌ ପାଇ କଇଲିନି । ତମ୍‌କେ ଆଦେସ୍‌ ମାନ୍‌ବାକେ ଦେଇ ନାଇ ମାତର୍‌ ତମେ ଜେନ୍ତିକି ସତ୍‌ ବାବେ ଚଲାଚଲ୍‌ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍‌ ବାବେ ମାପ୍‌ରୁକେ ସର୍‌ପି ଅଇବାକେ କଇଲିନି ।
τουτο δε προς το υμων αυτων συμφερον λεγω ουχ ινα βροχον υμιν επιβαλω αλλα προς το ευσχημον και ευπροσεδρον τω κυριω απερισπαστως
36 ୩୬ କନିଆ ମାଙ୍ଗ୍‌ନି ଅଇଲାପଚେ ଜଦି ଜନ୍‌ ମନସ୍‌ ତାର୍‌ ମାଙ୍ଗ୍‌ଲା ମାଇଜି ସଙ୍ଗ୍‌ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି କରି ନାପାର୍‌ଲାନି ଆରି ତାର୍‌ ଲାଲ୍‌ସା ସେ କନିଆ ଉପ୍‌ରେ ବଡିଗାଲାନି, । ତାର୍‌ ଇସାବେ ବିବା ଅଇବାର୍‌ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍‌ପାଇ କାଇ ପାପ୍‌ ନାଇ ।
ει δε τις ασχημονειν επι την παρθενον αυτου νομιζει εαν η υπερακμος και ουτως οφειλει γινεσθαι ο θελει ποιειτω ουχ αμαρτανει γαμειτωσαν
37 ୩୭ ମାତର୍‌ ସେ ଜଦି କାର୍‌ ବାଦିଅ ନ ଅଇ ତାର୍‌ ମନ୍‌ ଡାଟ୍‌ କରି ଟିକ୍‌କଲେ, ଆରି ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ଦାରି ରକିପାର୍‌ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
ος δε εστηκεν εδραιος εν τη καρδια μη εχων αναγκην εξουσιαν δε εχει περι του ιδιου θεληματος και τουτο κεκρικεν εν τη καρδια αυτου του τηρειν την εαυτου παρθενον καλως ποιει
38 ୩୮ ତେବେ ଜାକେ ଡିଣ୍ଡା ଟକିର୍‍ ମାଙ୍ଗ୍‌ନି ଅଇଲା ଆଚେ, ସେ ଟିକ୍‌ କାମ୍‌ କଲାନି, ମାତର୍‌ ଜେ ବିବା ନ ଅଏ, ସେ ତାର୍‍ ତେଇଅନି ଅଦିକ୍‍ ନିମାନ୍‌ କାମ୍‌ କଲାନି ।
ωστε και ο εκγαμιζων καλως ποιει ο δε μη εκγαμιζων κρεισσον ποιει
39 ୩୯ ମୁନୁସ୍‌ ଜିବନ୍‌ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍‌ ମରିଜାଇସି, ତେବେ ମାଇଜି ମାପ୍‌ରୁକେ ବିସ୍‌ବାସ୍‌ କର୍‌ବା ଲକ୍‌କେ, କାକେ ମିସା ବିବା ଅଇପାର୍‌ସି ।
γυνη δεδεται νομω εφ οσον χρονον ζη ο ανηρ αυτης εαν δε κοιμηθη ο ανηρ αυτης ελευθερα εστιν ω θελει γαμηθηναι μονον εν κυριω
40 ୪୦ ମୁଇ ବାବ୍‌ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍‌ ସୁକ୍‌ ମିଲ୍‌ସି । ଆରି ଏଟା ପରମେସରର୍‌ ସୁକଲ୍‌ ଆତ୍‌ମାର୍‌ ମନ୍‍ କଲାଟା ବଲି ମୁଇ ବାବ୍‌ଲିନି ।
μακαριωτερα δε εστιν εαν ουτως μεινη κατα την εμην γνωμην δοκω δε καγω πνευμα θεου εχειν

< ୧ମ କରନ୍ତିୟ 7 >