< Zjevení Janovo 20 >
1 I viděl jsem anděla sstupujícího s nebe, majícího klíč od propasti a řetěz veliký v ruce své. (Abyssos )
ତାର୍ହଃଚେ ମୁୟ୍ଁ ଆରେକ୍ ଗଟେକ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ, ତାର୍ ଆତେ ହଃତାଳ୍ ରାଜିର୍ କୁଚିକାଡା ଆର୍ ଗଟେକ୍ ବଜ୍ ସିକ୍ଳି ରିଲି । (Abyssos )
2 I chopil draka, hada toho starého, kterýž jest ďábel a satan, i svázal jej za tisíc let.
ସେରି ସେ ହଃର୍ନା ନାଗ୍ ସାହ୍, ସେ ଡାଣି ଆର୍ ସୟ୍ତାନ୍କେ ଦଃରି ୧,୦୦୦ ବଃର୍ସ୍ ହଃତେକ୍ ସିକ୍ଳି ତଃୟ୍ ବାନ୍ଦ୍ଲା ।
3 A uvrhl ho do propasti, i zavřel, a svrchu nad ním zapečetil, aby nesvodil více národů, až by se vyplnilo tisíc let; neboť potom musí býti propuštěn na malý čas. (Abyssos )
ଆରେକ୍ ତାକ୍ ହଃତାଳ୍ କୁଣ୍ଡେ ହଃକାୟ୍ ସେତିର୍ ଦୁଆର୍ ଡାହ୍ଲାୟ୍ ଆର୍ ଦୁଆରେ ମୁଦ୍ରା ମାର୍ଲାୟ୍ । ଏକ୍ ଆଜାର୍ ବଃର୍ସ୍ ନଃସେର୍ତା ହଃତେକ୍ ସେ ଆରେକ୍ କୁୟ୍ ଦେସାର୍ ଲକ୍କେ ବାମ୍ଳାଉଁ ନାହାରେ । ତାର୍ହଃଚେ କଃତେକ୍ ବେଳାର୍ ଗିନେ ତାକ୍ ଚାଡା ଅୟ୍ଦ୍ । (Abyssos )
4 I viděl jsem stolice, a posadili se na nich, i dán jest jim soud, a duše stínaných pro svědectví Ježíšovo a pro slovo Boží, a kteříž se neklaněli šelmě, ani obrazu jejímu, a aniž přijali znamení jejího na čela svá, aneb na ruce své. A ožili, a kralovali s Kristem tisíc let.
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।
5 Jiní pak mrtví neožili, dokudž by se nevyplnilo těch tisíc let. Toť jest první vzkříšení.
ବାକି ମଃଲା ଲକ୍ମଃନାର୍ ବିତ୍ରେ ସେ ୧,୦୦୦ ବଃର୍ସ୍ ନଃସେର୍ତା ହଃତେକ୍ କେ ହେଁ ଜିବନ୍ ହାୟ୍ ନଃରିଲାୟ୍ । ଇରି ହଃକା ମଃଲା ଲକ୍ମଃନ୍ ହଃର୍ତୁ ଉଟ୍ତାର୍ ।
6 Blahoslavený a svatý, kdož má díl v prvním vzkříšení. Nad těmiť ta druhá smrt nemá moci, ale budou kněží Boží a Kristovi, a kralovati s ním budou tisíc let.
ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
7 A když se vyplní tisíc let, propuštěn bude satan z žaláře svého.
ସେ ୧,୦୦୦ ବଃର୍ସ୍ ସଃର୍ଲା ହଃଚେ ସୟ୍ତାନ୍କେ ବାନ୍ଦୁଣେ ହୁଣି ମୁକ୍ଳାୟ୍ ଦିଆ ଅୟ୍ଦ୍,
8 I vyjde, aby svodil národy, kteříž jsou na čtyřech stranách země, Goga a Magoga, a aby je shromáždil k boji, kterýchžto počet jest jako písku mořského.
ଆର୍ ସେ ଗଗ୍ ଆର୍ ମାଗଗ୍ ହର୍ ହୁର୍ତିବିର୍ ଚାରିହାକ୍ ସଃମ୍ନ୍ଦାର୍ ବାଲି ହର୍ ବିଚ୍ରି ଅୟ୍ରିଲା ଜାତିମଃନାର୍ ଅଲେକାର୍ ଦଃଳ୍କେ ସୟ୍ତାନ୍ ବାମ୍ଳାୟ୍ କଃରି ଜୁଜ୍ ଗିନେ ଗଟେ ତଃୟ୍ କଃରୁକେ ବାରାୟ୍ ଜାୟ୍ଦ୍ ।
9 I vstoupili na širokost země, a obklíčili stany svatých, i to město milé, ale sstoupil oheň od Boha s nebe, a spálil je.
ସେମଃନ୍ ହୁର୍ତିବିର୍ ଚାରିହାକ୍ ବିଚ୍ରି ଅୟ୍ ଦଃର୍ମି ଲକ୍ମଃନାର୍ ଜଃଗା ମଃନ୍କେ ଆର୍ ଇସ୍ୱରାର୍ ଲାଡାର୍ ଗଃଳ୍ମଃନ୍କେ ବେଳ୍ତି । ମଃତର୍ ସଃଡେବଃଳ୍ ସଃର୍ଗେ ହୁଣି ଜୟ୍ ଅଦ୍ରି ସେମଃନ୍କେ ବଃସମ୍ କଃରେଦ୍ ।
10 A ďábel, kterýž je svodil, uvržen jest do jezera ohně a siry, kdež jest i šelma, i falešný prorok, a budouť mučeni dnem i nocí na věky věků. (aiōn , Limnē Pyr )
ଆର୍ ଜୁୟ୍ ଗଃନ୍ଦକ୍ ଜୟ୍ ଲାଗ୍ତା କୁଣ୍ଡେ ଜଃତୁ ଆର୍ ବମ୍ଳାଉତା ବାବ୍ବାଦିକେ ହଃକା ଅୟ୍ରିଲି, ବଃମ୍ଳାଉତା ସୟ୍ତାନ୍କେ ହେଁ ସେଲଃଗେ ହଃକା ଅୟ୍ଦ୍ । ସେମଃନ୍ ବିନ୍ ରାତି ଜୁଗେଜୁଗେ କଃସ୍ଟ୍ ବୟ୍ଗ୍ କଃର୍ତି । (aiōn , Limnē Pyr )
11 I viděl jsem trůn veliký bílý, a sedícího na něm, před jehož tváří utekla země i nebe, a místo jim není nalezeno.
ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି
12 I viděl jsem mrtvé, malé i veliké, stojící před oblíčejem Božím, a knihy otevříny jsou. A jiná kniha také jest otevřína, to jest kniha života, i souzeni jsou mrtví podlé toho, jakž psáno bylo v knihách, totiž podlé skutků svých.
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
13 A vydalo moře mrtvé, kteříž byli v něm, tolikéž smrt i peklo vydali ty, kteříž v nich byli, i souzeni jsou jeden každý podlé skutků svých. (Hadēs )
ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି । (Hadēs )
14 Smrt pak a peklo uvrženi jsou do jezera ohnivého, a toť jest smrt druhá. (Hadēs , Limnē Pyr )
ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ । (Hadēs , Limnē Pyr )
15 I ten, kdož není nalezen v knize života zapsán, uvržen jest do jezera ohnivého. (Limnē Pyr )
ଜୁୟ୍ ଲକ୍ମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି । (Limnē Pyr )