< 1 Yohane 3 >

1 Taonani kukula kwake kwa chikondi chimene Atate anatikonda nacho, kuti titchedwe ana a Mulungu! Ndipo nʼchimene ife tili! Nʼchifukwa chake dziko lapansi silitidziwa chifukwa silinamudziwe Iye.
ଅଲପ୍‌ ବାବିଦେକାପନି, ବାବା ପର୍‌ମେସର୍‌ ଆମ୍‌କେ କେଡେକ୍‌ ଆଲାଦ୍‌ କଲାନି । ତାର୍‌ ଏତେକ୍‌ ଆଲାଦର୍‌ ଲାଗି ଆମେ ତାର୍‌ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍‌ ଅଇଆଚୁ ବଲି ଏ ଜଗତର୍‌ ଲକ୍‌ ବୁଜତ୍‌ନାଇ । କାଇକେବଇଲେ ଆମର୍‌ ବାବା ପର୍‌ମେସର୍‌କେ ସେମନ୍‌ ନାଜାନତ୍‌ ।
2 Abale okondedwa, tsopano ndife ana a Mulungu, ndipo sichinaoneke chimene tidzakhala. Koma tikudziwa kuti Yesu akadzaonekera, tidzafanana naye, pakuti tidzamuona Iyeyo monga momwe alili.
ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଏବେ ଆମେ ପର୍‌ମେସରର୍‌ ପିଲାଜିଲା ଅଇଆଚୁ । ପଚ୍‌କେ ଆମେ କେନ୍ତାର୍‌ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍‌ ଜେଡେବେଲେ କିରିସ୍‌ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍‌ବୁ । ଆମେ ମିସା ତାର୍‌ପାରା ଅଇଜିବୁ । ଏଟା ସତ୍‌ ।
3 Aliyense amene ali ndi chiyembekezo ichi mwa Iye adziyeretse yekha, monga Iye ali woyera.
ଜେତ୍‌କି ଲକ୍‌ କିରିସ୍‌ଟର୍‌ ପାରା ଅଇବୁ ବଲି ଆସା କଲାସ୍‌ନି, ନିଜେ ପାପ୍‌ କାମ୍‌ ଚାଡି ସୁକଲ୍‌ ରଇବାର୍‌ ଆଚେ । ଜେନ୍ତାରିକି କିରିସ୍‌ଟ କେବେ ପାପ୍‌ ନ କରେ ।
4 Aliyense amene amachimwa amaphwanya lamulo; pakuti tchimo ndi kuphwanya lamulo.
ଜେ ପାପ୍‌ କର୍‌ସି, ସେ ପର୍‌ମେସରର୍‌ ନିୟମ୍‌ ବିରୁଦେ ଗାଲାନି । କାଇକେବଇଲେ ନିୟମ୍‌ ନ ମାନ୍‌ବାଟା ଆକା ପାପ୍‌ ।
5 Koma inu mukudziwa kuti Yesu anabwera kuti adzachotse machimo athu. Ndipo mwa Iye mulibe tchimo.
ଆମର୍‌ ପାପର୍‌ ଡଣ୍ଡ୍‌ ନେବାର୍‌ପାଇ କିରିସ୍‌ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍‌ । ଆରି ସେ କାଇ ପାପ୍‌କାମ୍‌ ନ କରେ ।
6 Aliyense wokhala mwa Khristu sachimwa. Aliyense amene amachimwa sanamuone kapena kumudziwa.
ତେବେ ଜଦି ଗଟେକ୍‌ ଲକ୍‌ କିରିସ୍‌ଟର୍‍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍‌ କର୍‌ବାର୍‌ ନାଇ । ମାତର୍‌ ଗଟେକ୍‌ ଲକ୍‌ ଜଦି ପାପ୍‌ କରିଲାଗିରଇସି, ସେ କିରିସ୍‌ଟକେ ଦେକେନାଇ କି ନାଜାନେ ମିସା ।
7 Ana okondedwa, musalole kuti aliyense akusocheretseni. Munthu amene amachita chilungamo ndi wolungama, monga Khristu ali wolungama.
ଏ ପିଲାଟକିମନ୍‌, ତମେ କାର୍‌ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ଲକ୍‌ ଦରମ୍‌ କାମ୍‌ କର୍‌ବାଇ, ସେମନ୍‌କେସେ ଦରମ୍‌ ଲକ୍‌ ବଲି ଡାକ୍‌ସି । ସେନ୍ତାରି ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ । ଜେନ୍ତାରିକି କିରିସ୍‌ଟ ଦରମ୍‍ ରଇଲା ।
8 Iye amene amachimwa ndi wa Satana, chifukwa mdierekezi wakhala akuchimwa kuyambira pa chiyambi. Mwana wa Mulungu anaonekera kuti awononge ntchito za mdierekezi.
ମାତର୍‌ ପାପ୍‌କରି ଲାଗିରଇବା ଲକ୍‌ମନ୍‌ ସଇତାନର୍‌ । କାଇକେବଇଲେ କାଇଟା ତିଆର୍‌ ନଅଇବା ଆଗ୍‌ତୁ ସଇତାନ୍‌ ପାପ୍‌ କରିଆଇଲାନି । ସଇତାନ୍‌ କରିରଇବା କାମ୍‌ କୁରୁପ୍‌ନାସ୍‌ କର୍‌ବାକେ ପର୍‌ମେସରର୍‌ ପଅ ଏ ଜଗତେ ଆଇଲା ।
9 Aliyense amene ndi mwana wa Mulungu, sachimwirachimwira, popeza mbewu ya Mulungu ili mwa iye, sangathe kuchimwa, chifukwa ndi mwana wa Mulungu.
ପର୍‌ମେସରର୍‌ ପିଲା ଅଇରଇବା କେ ମିସା ପାପ୍‌କରିଲାଗି ରଇବାର୍‌ ନାଇ । କାଇକେବଇଲେ ପର୍‌ମେସରର୍‌ ଗୁନ୍‌ଚଲନ୍‌ ତାକର୍‌ ବିତ୍‌ରେ ଆଚେ । ସେମନ୍‌ ପର୍‌ମେସରର୍‌ ପିଲାଜିଲା ଅଇଲାଇକେ, ପାପ୍‌କରିଲାଗି ନ ରଅତ୍‌ ।
10 Mmenemu ndi mmene timadziwira ana a Mulungu ndi amene ali ana a mdierekezi. Aliyense amene sachita chilungamo si mwana wa Mulungu; ngakhalenso amene sakonda mʼbale wake.
୧୦କେ କେ ସଇତାନର୍‌ ପିଲାମନ୍‌ ଆରି କେ କେ ପର୍‌ମେସରର୍‌ ପିଲାମନ୍‌ ବଲି ଆମେ ଜାନୁ । ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ସତ୍‌ କାମ୍‌ ନ କରତ୍‌ । ଜନ୍‌ ଲକ୍‌ମନ୍‌ ମିସିବିଡିକରି ରଇବା ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ ନ କରତ୍‌, ସେମନ୍‌ ତାର୍‌ ପିଲାଜିଲା ନ ଅଅତ୍‌ ।
11 Uthenga umene munawumva kuyambira pachiyambi ndi uwu: Tizikondana wina ndi mnzake.
୧୧ଏ କବର୍‌ ତମେ ଆଗ୍‌ତୁଅନି ସୁନିଆସିଆଚାସ୍‌ । ସେଟା ଅଇଲାନି, ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ ।
12 Musakhale ngati Kaini, amene anali wa woyipayo ndipo anapha mʼbale wake. Nanga anamupha chifukwa chiyani? Chifukwa zochita zake zinali zoyipa ndipo zochita za mʼbale wake zinali zolungama.
୧୨ଆମେ କୟିନର୍‌ପାରା ଅଇବାର୍‌ ନାଇ । ସେ ଗଟେକ୍‌ ସଇତାନର୍‌ ଲକ୍‌ ରଇଲା । ଜେକି ଜେତ୍‌କି କାରାପ୍‌ କାମ୍‌ କରାଇସି । ସେ ତାର୍‌ ସାନ୍‌ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା? କାଇକେବଇଲେ, ତାର୍‌ ନିଜର୍‌ ଜେତ୍‌କି କାମ୍‌ କାରାପ୍‌ ରଇଲା, ତାର୍‌ ବାଇ ଏବଲର୍‌ କାମ୍‌ମନ୍‌ ସେତ୍‍କି ଦରମ୍‌ ରଇଲା ।
13 Abale anga, musadabwe ngati dziko lapansi lidana nanu.
୧୩ତେବର୍‌ପାଇ ଏ ମର୍‌ ବାଇବଇନିମନ୍‌, ଏଜଗତର୍‌ ଲକ୍‌ମନ୍‌ ତମ୍‌କେ ଗିନ୍‌ କଲେ, କାବା ଅଇବାର୍‌ନାଇ ।
14 Ife tikudziwa kuti tinatuluka mu imfa ndi kulowa mʼmoyo, chifukwa timakonda abale athu. Aliyense amene sakonda mʼbale wake akanali mu imfa.
୧୪ଆମେ କିରିସ୍‌ଟ ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କର୍‌ବାର୍‌ ଲାଗି ଏଟା ଜାନ୍‌ଲୁନି । ଜେ ଆଲାଦ୍‌ ନ କରେ, ସେ ଏବେ ମିସା ମରନର୍‌ ସାସନର୍‌ ତଲେଆଚେ ।
15 Aliyense amene amadana ndi mʼbale wake ndi wakupha, ndipo inu mukudziwa kuti wopha anthu mwa iye mulibe moyo wosatha. (aiōnios g166)
୧୫କେ ଜଦି ବିନ୍‌ ବିସ୍‌ବାସି ବାଇବଇନିମନ୍‌କେ ଗିନ୍‌ କର୍‌ସି, ନର୍‌ମାର୍‌ବା ଲକର୍‌ ସମାନ୍‌ । ଗଟେକ୍‌ ନର୍‌ମାରୁ ଲଗେ ପର୍‌ମେସରର୍‌ ନ ସାର୍‌ବା ଜିବନ୍‌ ନ ରଏ । ଏଟା ତମେ ଜାନିଆଚାସ୍‌ । (aiōnios g166)
16 Mmene timadziwira chikondi chenicheni ndi umu: Yesu anapereka moyo wake chifukwa cha ife. Ndipo nafenso tiyenera kupereka miyoyo yathu chifukwa cha abale athu.
୧୬ଏଟାର୍‌ଲାଗି ଆଲାଦ୍‌ କାଇଟା ଆମେ ଜାନ୍‌ଲୁନି । କିରିସ୍‌ଟ ଆମର୍‌ପାଇ ତାର୍‌ ନିଜର୍‌ ଜିବନ୍‌ ଦେଲା । ସେନ୍ତାରିସେ ଆମେମିସା ଆମର୍‌ ମିସିବିଡିରଇବା ବିସ୍‌ବାସି ବାଇବଇନି ମନର୍‌ଲାଗି ମର୍‌ବାକେ ତିଆର୍‌ ଅଇବାର୍‌ଆଚେ ।
17 Ngati wina ali ndi chuma ndipo nʼkuona mʼbale wake akusowa, koma wosamvera chisoni, kodi mwa iyeyo muli chikondi cha Mulungu?
୧୭ଜଦି କାକେମିସା ବଁଚ୍‌ବାକେ ତାର୍‌ ଲଡାକେ ଲାଗ୍‌ବାଟା ସବୁ ବିସଇଆଚେ, ଆରି ତାର୍‌ ବିସ୍‌ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍‌ ତାର୍‌ପାଇ ଜିବନ୍‌ ଦୁକାଏ ନାଇ, ସେ ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇନାପାରେ ।
18 Ana okondedwa, chikondi chathu chisakhale cha pakamwa pokha koma cha ntchito zathu ndi mʼchoonadi.
୧୮ଆଲାଦର୍‌ ପିଲାମନ୍‌, ଆମର୍‌ ଆଲାଦ୍‌ ଅବ୍‌କା କୁଆବଲାଇ ରଇବାର୍‌ ନାଇ । ଆମେ ସତ୍‌ସଙ୍ଗ୍ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ଆଚେ । ଜେନ୍ତାରିକି ପର୍‌ମେସର୍‌ ସତ୍‍ସଙ୍ଗ୍ ଆମ୍‌କେ ଆଲାଦ୍‌ କର୍‌ସି ।
19 Pamenepo tidzadziwa kuti tili pa choonadi ndipo tidzakhala okhazikika mtima pamaso pa Mulungu,
୧୯ଆମେ ସବୁ ସେନ୍ତାରି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସରର୍‌ ଲକ୍‌ବଲି ଜାନ୍‌ବୁ ଆକା । ଜନ୍‌ଟା ସତ୍‌ ଆରି ଜନ୍‌ଟା ଟିକ୍‌, ସେ ତାର୍‌ ଲକ୍‌ମନ୍‌କେ ଦେକାଇସି । ଆରି ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
20 nthawi zonse pamene mtima wathu utitsutsa. Pakuti Mulungu ndi wamkulu kuposa mitima yathu ndipo Iye amadziwa zonse.
୨୦ଆମର୍‌ ବିବେକ୍‌ ଜଦି ଆମ୍‌କେ ପାପିବଲି ଦସ୍‌ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍‌ ବିବେକ୍‌ ଟାନେଅନି ଆମେ ଜାନ୍‌ବାତେଇଅନି ପର୍‌ମେସର୍‌ ଅଦିକ୍‌ ଜାନେ । ଆରି ଆମେ କର୍‌ବା ସବୁ କାମ୍‌ ସେ ଜାନେ ।
21 Anzanga okondedwa, ngati mitima yathu sikutitsutsa, tili nako kulimbika mtima pamaso pa Mulungu.
୨୧ଏ ଆଲାଦର୍‌ ମଇତର୍‌ମନ୍‌, ଆମର୍‌ ବିବେକ୍‌ ଜଦି ଆମ୍‌କେ ଦସି ବଲି ନ ଜାନାଇଲେ, ଆମେ ପର୍‌ମେସର୍‌କେ ପାର୍‌ତନା କଲାବେଲେ ନ ଡରୁ ।
22 Ndipo timalandira chilichonse chimene tichipempha kwa Iye, chifukwa timamvera malamulo ake ndi kuchita zimene zimamukondweretsa.
୨୨ଆମେ ତାକେ ଜେତ୍‌କି ମାଙ୍ଗ୍‌ଲୁନି, ସେଟା ସବୁ ପର୍‌ମେସର୍‌ ଆମ୍‌କେ ଦେଇସି । କାଇକେବଇଲେ ସେ ତିଆର୍‌ଲାଟା ସବୁ ଆମେ କଲୁନି ।
23 Ndipo lamulo lake ndi ili: kukhulupirira dzina la Mwana wake, Yesu Khristu, ndi kukondana wina ndi mnzake monga Iye anatilamulira.
୨୩ଆରି ଏଟା ଅଇଲାନି ତାର୍‌ ଆଦେସ୍‌ । ତାର୍‌ ପଅ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବାର୍‌ ଆରି ଜିସୁ ତିଆର୍‌ଲାପାରା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାର୍‌ ।
24 Iwo amene amamvera malamulo ake amakhala mwa Iye, ndipo Iye amakhala mwa iwo. Ndipo mmenemu ndi momwe timadziwira kuti Iye akukhala mwa ife. Timadziwa mwa Mzimu Woyera amene anatipatsa.
୨୪ଜେତ୍‌କି ଲକ୍‌ ତାର୍‌ ଆଦେସ୍‌ ମାନ୍‌ବାଇ, ସେମନ୍‌ ସବୁ ପର୍‌ମେସରର୍‌ ସଙ୍ଗ୍ ମିସ୍‌ଲାଇ ଆଚତ୍‌ । ଆରି ସେ ମିସା ସେନ୍ତାରିସେ । ସେ ଆମର୍‌ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍‌ଲୁନି । ଜନ୍‌ ସୁକଲ୍‌ଆତ୍‌ମା ପର୍‌ମେସର୍‌ ଆମର୍‌ ବିତ୍‌ରେ ରଇବାକେ ଦେଲାର୍‌ପାଇ ।

< 1 Yohane 3 >