< ଏପିସିୟ 5 >
1 ତୁମିମଃନ୍ ଇସ୍ୱରାର୍ ଲାଡାର୍ ହିଲାମଃନ୍, ତଃବେ ତାର୍ ହର୍ ଅଃଉଁକେ ଚେସ୍ଟା କଃରା ।
Итак, подражайте Богу, как чада возлюбленные,
2 କ୍ରିସ୍ଟ ଜଃନ୍କଃରି ଅଃମିମଃନ୍କ୍ ଲାଡ୍ କଃଲା ଆର୍ ଇସ୍ୱର୍କେ ସଃର୍ଦା କଃରୁକେ ନିଜାର୍ ଜିବନ୍କେ ଅଃମାର୍ ଗିନେ ବାସ୍ନା ବେଟି ଆର୍ ହୁଜା ହର୍ ସଃହ୍ରି ଦିଲା, ତୁମିମଃନ୍ ହେଁ ସେ ରଃକମ୍ ଜିବନ୍ କାଟା ।
и живите в любви, как и Христос возлюбил нас и предал Себя за нас в приношение и жертву Богу, в благоухание приятное.
3 ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ ।
А блуд, и всякая нечистота, и любостяжание не должны даже именоваться у вас, как прилично святым.
4 ଆରେକ୍ ଜୁୟ୍ସଃବୁ ଲଳା ନାୟ୍, ଇରଃକମ୍ ତୁମାର୍ ବିତ୍ରେ ହିତାକଃସା ବାସା, ଅଃସାର୍ କଃତା ଟାପ୍ରାକିଆଲି ତୁମାର୍ ବିତ୍ରେ ନଃଉଆଁ, ମଃତର୍ ତୁମାର୍ ସଃବୁ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେତିରିଆ ।
Также сквернословие, и пустословие, и смехотворство не приличны вам, а, напротив, благодарение;
5 ବଃଲେକ୍ ତୁମିମଃନ୍ ବାୟ୍ଦ୍ରେ ଜାଣା ଜେ, ଦାରିକାମ୍ କଃରୁମଃନ୍, ବିଟାଳ୍ ଜିବନ୍ କାଟୁ କି ଦଃନ୍ଲଃବି ସେ ତ ମୁର୍ତି ହୁଜାକଃରୁ ଏମଃନ୍ କ୍ରିସ୍ଟ ଆର୍ ଇସ୍ୱରାର୍ ରାଇଜେ ଜଃଉଁ ନଃହାର୍ତି ।
ибо знайте, что никакой блудник, или нечистый, или любостяжатель, который есть идолослужитель, не имеет наследия в Царстве Христа и Бога.
6 ଅଃର୍ତ୍ ନୟ୍ଲା କଃତା କୟ୍ କେ ତୁମିକେ ନଃବୁଲ୍କାଅ, ବଃଲେକ୍ ଇରଃକମ୍ କଃରାବ୍ କାମ୍ ଗିନେ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍କେ ଇସ୍ୱର୍ ଦଃଣ୍ଡ୍ ଦଃୟ୍ଦ୍ ।
Никто да не обольщает вас пустыми словами, ибо за это приходит гнев Божий на сынов противления;
7 ଇବାନ୍ୟା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ ନାୟ୍ ।
итак, не будьте сообщниками их.
8 ତୁମିମଃନ୍ ହୁର୍ବେ ଅଃନ୍ଦାରେ ରିଲାସ୍, ମଃତର୍ ଅଃବେ ମାପ୍ରୁର୍ ଅୟ୍ଲାକ୍ ତୁମିମଃନ୍ ଉଜାଳେ ଆଚାସ୍ । ତଃବେ ତୁମିମଃନ୍ ଉଜାଳାର୍ ହିଲାମଃନ୍କାର୍ ହର୍ ଜିବନ୍ କାଟା ।
Вы были некогда тьма, а теперь - свет в Господе: поступайте, как чада света,
9 ଇରି ଗଟ୍ ଉଜାଳ୍ ବଃଲେକ୍ ସଃବୁ ରଃକମାର୍ ନିକରି, ଦଃର୍ମି, ସଃତ୍ରି ଜଃବର୍ ହଳ୍ ଆଣେଦ୍ ।
потому что плод Духа состоит во всякой благости, праведности и истине.
10 ମାପ୍ରୁ କାୟ୍ରି ମଃନ୍କଃରୁଲା, ସେରି ତୁମିମଃନ୍ କଜା ।
Испытывайте, что благоугодно Богу,
11 ଲକମଃନ୍ ଅଃନ୍ଦାରେ ଜୁୟ୍ ସଃବୁ ଅଃସାର୍ କାମ୍ କଃରୁଲାୟ୍, ସେନ୍କା କାମାର୍ ବାଗିଦାରି ଅଃଉଆ ନାୟ୍, ଆରେକ୍ ସେମଃନାର୍ ଦଃସ୍ ସଃବୁ ଉଜାଳେ ଦଃକାୟ୍ ଦିଆସ୍ ।
и не участвуйте в бесплодных делах тьмы, но и обличайте.
12 ବଃଲେକ୍ ସେମଃନ୍ ଜାୟ୍ରି ସଃବୁ ଲୁକ୍ଣେ କଃର୍ତି, ସେସଃବୁ କଃତା କଃଉଁକେ ହେଁ ଲାଜାର୍କଃତା ।
Ибо о том, что они делают тайно, стыдно и говорить.
13 ଜଃଡେବଃଳ୍ ସଃବୁ କଃତା ଉଜାଳେ ଆଣା ଅୟ୍ଦ୍, ସଃଡେବଃଳ୍ ସେମଃନାର୍ ସଃତ୍ ଗୁଣ୍ ନିକକଃରି ଜାଣା ହଃଳେଦ୍ ।
Все же обнаруживаемое делается явным от света, ибо все, делающееся явным, свет есть.
14 ବଃଲେକ୍ ଉଜାଳ୍ ସଃବୁ ବିସୟ୍କେ ନିକକଃରି ଦଃକାୟ୍ଦ୍ । ସେତାର୍ ଗିନେ ଲେକା ଆଚେ, “ଏ ନିଦଳାମଃନ୍ ଚେତା ଅଃଉଆ, ମଃଲା ଲକ୍ ମଃଲାତ୍ୟ୍ ହୁଣି ଉଟା, କ୍ରିସ୍ଟ ତୁମିକେ ଉଜାଳ୍ ଦଃୟ୍ଦ୍ ।”
Посему сказано: “встань, спящий, и воскресни из мертвых, и осветит тебя Христос”.
15 ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗ୍ୟାନି ହର୍ ଚାଲାଚାଲ୍ତି କଃରା ।
Итак, смотрите, поступайте осторожно, не как неразумные, но как мудрые,
16 ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି ।
дорожа временем, потому что дни лукавы.
17 ତଃବେ ମୁର୍କ୍ ନଃୟ୍କଃରି ମାପ୍ରୁର୍ ଇଚା କାୟ୍ରି ସେରି ବୁଜା ।
Итак, не будьте нерассудительны, но познавайте, что есть воля Божия.
18 ମଃଦ୍ କାୟ୍ ମାତା ନାୟ୍, ବଃଲେକ୍ ସେରି ତୁମାର୍ ସଃବୁ ନାସ୍ କଃରେଦ୍, ମଃତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଆ ।
И не упивайтесь вином, от которого бывает распутство; но исполняйтесь Духом,
19 ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପ୍ରୁର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ ।
назидая самих себя псалмами, и славословиями, и песнопениями духовными, поя и воспевая в сердцах ваших Господу,
20 ସଃବୁବଃଳ୍ ସଃବୁ ବିସୟ୍ ହାୟ୍ ମାପ୍ରୁ ଜିସୁ କ୍ରିସ୍ଟ ନାଉଁଏ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
благодаря всегда за все Бога и Отца, во имя Господа нашего Иисуса Христа,
21 କ୍ରିସ୍ଟକେ ମାନି ମାଇଜି ଅଃଣ୍ଡ୍ରାର୍ ତଃଳିଆ ଅଃଉଅ ଆର୍ ଅଃଣ୍ଡ୍ରା ମାୟ୍ଜିର୍ ତଃଳିଆ ଅଃଉଅ ।
повинуясь друг другу в страхе Божием.
22 ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପ୍ରୁର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ ।
Жены, повинуйтесь своим мужьям, как Господу,
23 ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି ।
потому что муж есть Глава жены, как и Христос Глава Церкви, и Он же Спаситель тела.
24 ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
Но как Церковь повинуется Христу, так и жены своим мужьям во всем.
25 ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା ।
Мужья, любите своих жен, как и Христос возлюбил Церковь и предал Себя за нее,
26 କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ହାଣାୟ୍ ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
чтобы освятить ее, очистив банею водною посредством слова;
27 ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା ।
чтобы представить ее Себе славною Церковью, не имеющею пятна, или порока, или чего-либо подобного, но дабы она была свята и непорочна.
28 ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ ।
Так должны мужья любить своих жен, как свои тела: любящий свою жену любит самого себя.
29 କେ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା ।
Ибо никто никогда не имел ненависти к своей плоти, но питает и греет ее, как и Господь Церковь,
30 କାୟ୍ତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ।
потому что мы члены тела Его, от плоти Его и от костей Его.
31 ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି ।
Посему оставит человек отца своего и мать и прилепится к жене своей, и будут двое одна плоть.
32 ଇରି ଗଟେକ୍ ବିତ୍ରିକଃତା, ମଃତର୍ ମୁୟ୍ଁ କ୍ରିସ୍ଟ ଆର୍ ମଣ୍ଡ୍ଳି ବିସୟେ ଇରି କଃଉଁଲେ ।
Тайна сия велика; я говорю по отношению ко Христу и к Церкви.
33 ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
Так каждый из вас да любит свою жену, как самого себя; а жена да боится своего мужа.