< ପେରିତ୍ 4 >
1 ପିତର୍ ଆର୍ ଜହନ୍ ଲକ୍ମଃନାର୍ ତଃୟ୍ କଃତା କଃଉତାବଃଳ୍ ଜାଜକ୍ମଃନ୍ ମନ୍ଦିରାର୍ ହାଁଞ୍ଚ୍କଳି ସଃଇନ୍ ଉହ୍ରେ ବଃଡ୍ ସଃୟ୍ନ୍ ଆର୍ ସାଦୁକିମଃନ୍ ସେମଃନାର୍ ଚଃମେ ହଚ୍ଲାୟ୍,
১যস্মিন্ সমযে পিতরযোহনৌ লোকান্ উপদিশতস্তস্মিন্ সমযে যাজকা মন্দিরস্য সেনাপতযঃ সিদূকীগণশ্চ
2 ସେମଃନ୍ ରିସା ଅୟ୍ରିଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଲକ୍ମଃନ୍କେ ସିକ୍ୟା ଦେତି ରିଲାୟ୍ ଆର୍ ଜିସୁର୍ କଃତାକ୍ ଦଃରି ମଃଲା ଲକ୍ମଃନ୍ ଉଟ୍ତି ବଃଲି ପର୍ଚାର୍ କଃର୍ତି ରିଲାୟ୍ ।
২তযোর্ উপদেশকরণে খ্রীষ্টস্যোত্থানম্ উপলক্ষ্য সর্ৱ্ৱেষাং মৃতানাম্ উত্থানপ্রস্তাৱে চ ৱ্যগ্রাঃ সন্তস্তাৱুপাগমন্|
3 ଆର୍ ସେମଃନ୍ ପିତର୍ ଆର୍ ଜହନ୍କେ ଦଃରି ଆରେକ୍ ଗଟ୍ ଦିନ୍ ହଃତେକ୍ ଜଃଇଲେ ହୁରାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସଃଡେବଃଳ୍ ସଃଞ୍ଜ୍ ଅୟ୍ରିଲି ।
৩তৌ ধৃৎৱা দিনাৱসানকারণাৎ পরদিনপর্য্যনন্তং রুদ্ধ্ৱা স্থাপিতৱন্তঃ|
4 ମଃତର୍ ସେମଃନାର୍ ସିକ୍ୟା ସୁଣିରିଲା ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ଆର୍ ଅଃଣ୍ଡ୍ରାଲକ୍ ହାଁଚ୍ ଅଃଜାର୍ ରିଲାୟ୍ ।
৪তথাপি যে লোকাস্তযোরুপদেশম্ অশৃণ্ৱন্ তেষাং প্রাযেণ পঞ্চসহস্রাণি জনা ৱ্যশ্ৱসন্|
5 ତାର୍ ହଃଚାର୍ ଦିନ୍ ଜିଉଦିମଃନାର୍ ମୁଳିକା, ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନ୍ ଜିରୁସାଲମେ ରୁଣ୍ଡ୍ଲାୟ୍ ।
৫পরেঽহনি অধিপতযঃ প্রাচীনা অধ্যাপকাশ্চ হানননামা মহাযাজকঃ
6 ସେତି ମୁଳ୍ ଜାଜକ୍ ହାନାନ୍, କୟାପା, ଜହନ୍, ଆଲେକ୍ଜେଣ୍ଡାର୍, ଆରେକ୍ ମୁଳ୍ ଜାଜକ୍ ବଃଉଁସାର୍ ସଃବୁ ଲକ୍କେ ବେଟ୍ ଅୟ୍ଲା ।
৬কিযফা যোহন্ সিকন্দর ইত্যাদযো মহাযাজকস্য জ্ঞাতযঃ সর্ৱ্ৱে যিরূশালম্নগরে মিলিতাঃ|
7 ସେମଃନ୍ ପେରିତ୍ମଃନ୍କ୍ ମଃଜାୟ୍ ଟିଆ କଃରାୟ୍ ହଃଚାରୁକ୍ ଦଃର୍ଲାୟ୍, “ତୁମି ଇରି କଃନ୍କଃରି କଃରୁଲାସ୍? କାର୍ ସଃକ୍ତିୟେ ଆର୍ କାର୍ ନାଉଁଏ ତୁମିମଃନ୍ ଇରି କଃରିଆଚାସ୍?”
৭অনন্তরং প্রেরিতৌ মধ্যে স্থাপযিৎৱাপৃচ্ছন্ যুৱাং কযা শক্তযা ৱা কেন নাম্না কর্ম্মাণ্যেতানি কুরুথঃ?
8 ସେତାକ୍ ପିତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ସେମଃନ୍କେ କୟ୍ଲା, “ଏ ଲକ୍ମଃନାର୍ ମୁଳିକା ଆର୍ ପାରାଚିନ୍ମଃନ୍ ।”
৮তদা পিতরঃ পৱিত্রেণাত্মনা পরিপূর্ণঃ সন্ প্রত্যৱাদীৎ, হে লোকানাম্ অধিপতিগণ হে ইস্রাযেলীযপ্রাচীনাঃ,
9 ଜଦି ଆଜି ଅଃମିକ୍ ଇ ଚଟାକେ କଃରିରିଲା ନିକ କାମାର୍ ଗିନେ ହଃଚାର୍ଲାସ୍, ଆର୍ ସେ ଲକ୍ କଃନ୍କଃରି ଉଜ୍ ଅୟ୍ଆଚେ ବଃଲି ଜାଣୁକେ ମଃନ୍କଃରୁଲାସ୍ ।
৯এতস্য দুর্ব্বলমানুষস্য হিতং যৎ কর্ম্মাক্রিযত, অর্থাৎ, স যেন প্রকারেণ স্ৱস্থোভৱৎ তচ্চেদ্ অদ্যাৱাং পৃচ্ছথ,
10 ତଃନ୍ଅଲେ ତୁମିମଃନ୍ ଆର୍ ସଃର୍ନେ ଇସ୍ରାଏଲ୍ ଲକ୍ ଜାଣତ୍ ଜୁୟ୍ ନାଜରିତାର୍ ଜିସୁ କ୍ରିସ୍ଟକେ ତୁମିମଃନ୍ କ୍ରୁସେ ମାରି ରିଲାସ୍, ତାକେ ଇସ୍ୱର୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ ଆଚେ, ତାର୍ ନାଉଁଏ ହେଁ ତାର୍ ତଃୟ୍ହୁଣି ଇ ଲକ୍ ଉଜ୍ ଅୟ୍ ତୁମିମଃନାର୍ ମୁଏଁ ଟିଆ ଅୟ୍ଆଚେ ।
১০তর্হি সর্ৱ্ৱ ইস্রাযেলীযলোকা যূযং জানীত নাসরতীযো যো যীশুখ্রীষ্টঃ ক্রুশে যুষ্মাভিরৱিধ্যত যশ্চেশ্ৱরেণ শ্মশানাদ্ উত্থাপিতঃ, তস্য নাম্না জনোযং স্ৱস্থঃ সন্ যুষ্মাকং সম্মুখে প্রোত্তিষ্ঠতি|
11 ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ, ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍, ମଃତର୍ ସେରି କନାର୍ ମୁଳ୍ ଟେଳା ଅୟ୍ଲି, ଇରି ସେ ଟେଳା ।
১১নিচেতৃভি র্যুষ্মাভিরযং যঃ প্রস্তরোঽৱজ্ঞাতোঽভৱৎ স প্রধানকোণস্য প্রস্তরোঽভৱৎ|
12 ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟ୍ ନାଉଁ ଦିଆ ନୟେ ।
১২তদ্ভিন্নাদপরাৎ কস্মাদপি পরিত্রাণং ভৱিতুং ন শক্নোতি, যেন ত্রাণং প্রাপ্যেত ভূমণ্ডলস্যলোকানাং মধ্যে তাদৃশং কিমপি নাম নাস্তি|
13 ସେମଃନ୍ ପିତର୍ ଆର୍ ଜହନାର୍ ସାସ୍ ଦଃକି ଆର୍ ସେମଃନ୍ ଜେ ସିକିତ୍ ନୟ୍ଲା ଲକ୍ ଆର୍ ଗ୍ୟାନ୍ ନୟ୍ଲା ଲକ୍, ଇରି ଜାଣି କାବା ଅୟ୍ଲାୟ୍ ଆରେକ୍ ସେମଃନ୍ ଜିସୁର୍ ସଃଙ୍ଗ୍ ରିଲାୟ୍ ବଃଲି ସେମଃନ୍କେ ଚିନ୍ଲାୟ୍ ।
১৩তদা পিতরযোহনোরেতাদৃশীম্ অক্ষেভতাং দৃষ্ট্ৱা তাৱৱিদ্ৱাংসৌ নীচলোকাৱিতি বুদ্ধ্ৱা আশ্চর্য্যম্ অমন্যন্ত তৌ চ যীশোঃ সঙ্গিনৌ জাতাৱিতি জ্ঞাতুম্ অশক্নুৱন্|
14 ଆର୍ ସେ ଉଜ୍ ଅୟ୍ଲା ଲକ୍ ସେମଃନାର୍ ତଃୟ୍ ଟିଆ ଅୟ୍ରିଲାର୍ ଦଃକି ତାକାର୍ ବିରଦେ କାୟ୍ରି କଃଉଁକେ ନଃହାୟ୍ଲାୟ୍ ।
১৪কিন্তু তাভ্যাং সার্দ্ধং তং স্ৱস্থমানুষং তিষ্ঠন্তং দৃষ্ট্ৱা তে কামপ্যপরাম্ আপত্তিং কর্ত্তং নাশক্নুন্|
15 ତାର୍ହଃଚେ ସେମଃନ୍କେ ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଜଃଉଁକେ କୟ୍ଲାୟ୍, ଆର୍ ସେମଃନ୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍,
১৫তদা তে সভাতঃ স্থানান্তরং গন্তুং তান্ আজ্ঞাপ্য স্ৱযং পরস্পরম্ ইতি মন্ত্রণামকুর্ৱ্ৱন্
16 “ଇ ଲକ୍ମଃନ୍କେ କାୟ୍କଃରୁଆଁ?” କାୟ୍ତାକ୍ ବଃଲେକ୍ ଇମଃନାର୍ ତଃୟ୍ହୁଣି ଗଟେକ୍ ବଃଡ୍ କାବା ଅଃଉତା ଚିନ୍ମଃନ୍ ଅୟ୍ଆଚେ, “ଇରି ଜିରୁସାଲମାର୍ ସଃବୁ ଲକ୍ ଜାଣି ଆଚ୍ତି, ଅଃମିମଃନ୍ ସେରି ନାୟ୍ ବଃଲୁନାହାରୁ ।
১৬তৌ মানৱৌ প্রতি কিং কর্ত্তৱ্যং? তাৱেকং প্রসিদ্ধম্ আশ্চর্য্যং কর্ম্ম কৃতৱন্তৌ তদ্ যিরূশালম্নিৱাসিনাং সর্ৱ্ৱেষাং লোকানাং সমীপে প্রাকাশত তচ্চ ৱযমপহ্নোতুং ন শক্নুমঃ|
17 ମଃତର୍ ଇ କଃତାକ୍ ଲକ୍ମଃନାର୍ ଟାଣେ ଅଃଦିକ୍ ଉର୍ଜି ନଃଉଅ, ଇତାର୍ ଗିନେ ଜିସୁର୍ ନାଉଁଏ କାକେ ହେଁ ନଃକଉଁକେ ସେମଃନ୍କେ ଜଃଗ୍ରାତ୍ କଃରାୟ୍ଲାୟ୍ ।”
১৭কিন্তু লোকানাং মধ্যম্ এতদ্ যথা ন ৱ্যাপ্নোতি তদর্থং তৌ ভযং প্রদর্শ্য তেন নাম্না কমপি মনুষ্যং নোপদিশতম্ ইতি দৃঢং নিষেধামঃ|
18 ହଃଚେ ପିତର୍ ଆର୍ ଜହନ୍କେ ଆରେକ୍ ବିତ୍ରେ କୁଦି ଜିସୁର୍ ନାଉଁଏ ମୁଳ୍କେ କଃତା ନଃକଉଁକେ ଆର୍ ସିକ୍ୟା ନଃଦେଉଁକେ ନିକକଃରି ଆଦେସ୍ ଦିଲାୟ୍ ।
১৮ততস্তে প্রেরিতাৱাহূয এতদাজ্ঞাপযন্ ইতঃ পরং যীশো র্নাম্না কদাপি কামপি কথাং মা কথযতং কিমপি নোপদিশঞ্চ|
19 ମଃତର୍ ପିତର୍ ଆର୍ ଜହନ୍ ସେମଃନ୍କେ କୟ୍ଲାୟ୍, “ଇସ୍ୱରାର୍ କଃତା ସୁଣ୍ତା ବାଦୁଲେ ତୁମିମଃନାର୍ କଃତା ସୁଣ୍ତାର୍ ମାପ୍ରୁର୍ ଆକାୟ୍ ଟିକ୍ କି ନାୟ୍, ସେରି ତୁମିମଃନ୍ ବିଚାର୍ କଃରି ଦଃକା ।
১৯ততঃ পিতরযোহনৌ প্রত্যৱদতাম্ ঈশ্ৱরস্যাজ্ঞাগ্রহণং ৱা যুষ্মাকম্ আজ্ঞাগ্রহণম্ এতযো র্মধ্যে ঈশ্ৱরস্য গোচরে কিং ৱিহিতং? যূযং তস্য ৱিৱেচনাং কুরুত|
20 କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜାୟ୍ଜାୟ୍ରି ଦଃକିଆଚୁ ଆର୍ ସୁଣି ଆଚୁ, ସେରି ସଃବୁ ନଃକୟ୍କଃରି ରେଉଁନାହାରୁ ।”
২০ৱযং যদ্ অপশ্যাম যদশৃণুম চ তন্ন প্রচারযিষ্যাম এতৎ কদাপি ভৱিতুং ন শক্নোতি|
21 ସେତାକ୍ ଲକ୍ମଃନାର୍ ଗିନେ ସେମଃନ୍କେ ଡଃଣ୍ଡ୍ ଦେଉଁକ୍ କାୟ୍ ଉପାୟ୍ ନଃହାୟ୍ ସେମଃନ୍କେ ଚାଡି ଦିଲାୟ୍, ବଃଲେକ୍ ଜାୟ୍ରି ଗଃଟ୍ଲି ସେତାର୍ ଗିନେ ଲକ୍ ସଃବୁ ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ।
২১যদঘটত তদ্ দৃষ্টা সর্ৱ্ৱে লোকা ঈশ্ৱরস্য গুণান্ অন্ৱৱদন্ তস্মাৎ লোকভযাৎ তৌ দণ্ডযিতুং কমপ্যুপাযং ন প্রাপ্য তে পুনরপি তর্জযিৎৱা তাৱত্যজন্|
22 ଜୁୟ୍ ଲକାର୍ ତଃୟ୍ ସେ ଉଜ୍ ଅୟ୍ଲା କାବା ଅଃଉତା ଚିନ୍ମଃନ୍ କଃରାଜାୟ୍ ରିଲି, ତାକେ ଚାଳିସ୍ ବଃର୍ସ୍ ହୁଣି ଅଃଦିକ୍ ଅୟ୍ରିଲି ।
২২যস্য মানুষস্যৈতৎ স্ৱাস্থ্যকরণম্ আশ্চর্য্যং কর্ম্মাক্রিযত তস্য ৱযশ্চৎৱারিংশদ্ৱৎসরা ৱ্যতীতাঃ|
23 ପିତର୍ ଆର୍ ଜହନ୍ ଜଃଇଲେ ହୁଣି ମୁକୁଳ୍ଲା ହଃଚେ, ତାକାର୍ ଦଃଳେ ଗଃଲାୟ୍ ଆର୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନ୍ ସେମଃନ୍କେ ଜାୟ୍ ଜାୟ୍ରି କୟ୍ରିଲାୟ୍, ସେରି ସଃବୁ ଜାଣାୟ୍ଲାୟ୍ ।
২৩ততঃ পরং তৌ ৱিসৃষ্টৌ সন্তৌ স্ৱসঙ্গিনাং সন্নিধিং গৎৱা প্রধানযাজকৈঃ প্রাচীনলোকৈশ্চ প্রোক্তাঃ সর্ৱ্ৱাঃ কথা জ্ঞাপিতৱন্তৌ|
24 ବିସ୍ୱାସି ମଃନ୍ ସେରି ସୁଣି ଏକ୍ମଃନେ ଇସ୍ୱର୍କେ ଆଉଲି ଅୟ୍ ପାର୍ତ୍ନା କଃରି କୟ୍ଲାୟ୍, “ଏ ମାପ୍ରୁ ତୁୟ୍ ଅଃଗାସ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେ ବିତ୍ରେ ଆଚ୍ତା ସଃବୁ ବିସୟ୍କେ ଉବ୍ଜାୟ୍ ଆଚ୍ସି ।
২৪তচ্ছ্রুৎৱা সর্ৱ্ৱ একচিত্তীভূয ঈশ্ৱরমুদ্দিশ্য প্রোচ্চৈরেতৎ প্রার্থযন্ত, হে প্রভো গগণপৃথিৱীপযোধীনাং তেষু চ যদ্যদ্ আস্তে তেষাং স্রষ্টেশ্ৱরস্ত্ৱং|
25 ତୁୟ୍ ଅଃହ୍ଣାର୍ ଦଃଙ୍ଗ୍ଳା ଅଃମାର୍ ଉବା ଦାଉଦାର୍ ମୁଏଁ ପବିତ୍ର ଆତ୍ମାୟ୍ ଇ କଃତା କୟ୍ଆଚ୍ସି ।” “ଅଜିଉଦିମଃନ୍ କାୟ୍ତାକ୍ ରିସା ଅୟ୍ଲାୟ୍ ଆର୍ ଲକ୍ମଃନ୍ ସୁନେ ସୁନେ କୁଟ୍କଃଲାୟ୍ ।”
২৫ৎৱং নিজসেৱকেন দাযূদা ৱাক্যমিদম্ উৱচিথ, মনুষ্যা অন্যদেশীযাঃ কুর্ৱ্ৱন্তি কলহং কুতঃ| লোকাঃ সর্ৱ্ৱে কিমর্থং ৱা চিন্তাং কুর্ৱ্ৱন্তি নিষ্ফলাং|
26 ମାପ୍ରୁର୍ ବିରଦେ ଆର୍ ତାର୍ ବାଚ୍ଲା ଲକାର୍ ଆର୍ ମଃସିଆ ବିରଦେ ହୁର୍ତିବିର୍ ରଃଜାମଃନ୍ ଟିଆ ଅୟ୍ଲାୟ୍ ଆରେକ୍ ସାସନ୍ କଃରୁମଃନ୍ ରୁଣ୍ଡ୍ଲାୟ୍ ।
২৬পরমেশস্য তেনৈৱাভিষিক্তস্য জনস্য চ| ৱিরুদ্ধমভিতিষ্ঠন্তি পৃথিৱ্যাঃ পতযঃ কুতঃ||
27 “କାୟ୍ତାକ୍ବଃଲେକ୍ ତୁମାର୍ ଜୁୟ୍ ପବିତ୍ର ଦଃଙ୍ଗ୍ଳା ଜିସୁକେ ଅବିସେକ୍ କଃଲିସ୍ ସଃତ୍କଃରି ତାର୍ ବିରଦେ ହେରଦ୍ ରଃଜା ଆର୍ ପନ୍ତିଅପିଲାତ୍ ଜୁଳେକ୍ ଅଜିଉଦିମଃନ୍ ଆର୍ ଇସ୍ରାଏଲ୍ ଲକ୍ମଃନାର୍ ସଃଙ୍ଗ୍ ଇ ଗଃଳେ,
২৭ফলতস্তৱ হস্তেন মন্ত্রণযা চ পূর্ৱ্ৱ যদ্যৎ স্থিরীকৃতং তদ্ যথা সিদ্ধং ভৱতি তদর্থং ৎৱং যম্ অথিষিক্তৱান্ স এৱ পৱিত্রো যীশুস্তস্য প্রাতিকূল্যেন হেরোদ্ পন্তীযপীলাতো
28 ତୁମାର୍ ସଃକ୍ତି ଆର୍ ତୁମାର୍ ଇଚା ହଃର୍କାରେ ଜୁଣ୍ ସଃବୁକଃତା ଗଃଟେଦ୍ ବଃଲି ହୁର୍ବେ ତିରକ୍ରା ଅୟ୍ରିଲି ସେରି କଃରୁକେ ଗଟେକ୍ତଃୟ୍ ରୁଣ୍ଡ୍ଲାୟ୍ ।
২৮ঽন্যদেশীযলোকা ইস্রাযেল্লোকাশ্চ সর্ৱ্ৱ এতে সভাযাম্ অতিষ্ঠন্|
29 ଆର୍ ଅଃବେ ଏ ମାପ୍ରୁ ସେମଃନାର୍ ଉଳ୍ତାର୍ ଆର୍ ଗଃର୍ଞ୍ଜାଣ୍କେ ଦଃକ୍ ଆରେକ୍ ତର୍ ଗତିଦଃଙ୍ଗ୍ଳାମଃନ୍ ହୁରା ହୁସ୍ଟିସଃଙ୍ଗ୍ ତର୍ କଃତା କଃଉଁକେ ସାସ୍ ଦେ ।
২৯হে পরমেশ্ৱর অধুনা তেষাং তর্জনং গর্জনঞ্চ শৃণু;
30 ଆର୍ ତାର୍ ସଃଙ୍ଗ୍ ତର୍ ପବିତ୍ର ଦଃଙ୍ଗ୍ଳା ଜିସୁର୍ ନାଉଁଏ ଉଜ୍ କଃରୁକେ ଆର୍ ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ କଃରୁକେ ତର୍ ଆତ୍ ମେଲାକଃର୍ ।”
৩০তথা স্ৱাস্থ্যকরণকর্ম্মণা তৱ বাহুবলপ্রকাশপূর্ৱ্ৱকং তৱ সেৱকান্ নির্ভযেন তৱ ৱাক্যং প্রচারযিতুং তৱ পৱিত্রপুত্রস্য যীশো র্নাম্না আশ্চর্য্যাণ্যসম্ভৱানি চ কর্ম্মাণি কর্ত্তুঞ্চাজ্ঞাপয|
31 ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
৩১ইত্থং প্রার্থনযা যত্র স্থানে তে সভাযাম্ আসন্ তৎ স্থানং প্রাকম্পত; ততঃ সর্ৱ্ৱে পৱিত্রেণাত্মনা পরিপূর্ণাঃ সন্ত ঈশ্ৱরস্য কথাম্ অক্ষোভেণ প্রাচারযন্|
32 ବିସ୍ୱାସ୍ କଃର୍ତା ଲକ୍ମଃନ୍ ଗଟେକ୍ ମଃନ୍ ଆର୍ ଗଟେକ୍ ହଃରାଣ୍ ଅୟ୍ ରେତିରିଲାୟ୍, ସେମଃନାର୍ ବିତ୍ରେ କେ ହେଁ ଅଃହ୍ଣାର୍ ଦଃନ୍କେ ନିଜାର୍ ବଃଲି କୟ୍ ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ସଃବୁ ଦଃନାର୍ ସଃମାନ୍ ବାଗ୍ ହାଉତିରିଲାୟ୍ ।
৩২অপরঞ্চ প্রত্যযকারিলোকসমূহা একমনস একচিত্তীভূয স্থিতাঃ| তেষাং কেপি নিজসম্পত্তিং স্ৱীযাং নাজানন্ কিন্তু তেষাং সর্ৱ্ৱাঃ সম্পত্ত্যঃ সাধারণ্যেন স্থিতাঃ|
33 ପେରିତ୍ମଃନ୍ ବଃଡେ ସଃକ୍ତିର୍ ସଃଙ୍ଗ୍ ଜିସୁର୍ ଉଟ୍ଲା ବିସୟେ ସାକି ଦେଉଁକ୍ ଦଃର୍ଲାୟ୍, ଆର୍ ସଃବ୍କାର୍ ଉହ୍ରେ ଇସ୍ୱରାର୍ ବଃଡେ ଦଃୟା ରିଲି ।
৩৩অন্যচ্চ প্রেরিতা মহাশক্তিপ্রকাশপূর্ৱ্ৱকং প্রভো র্যীশোরুত্থানে সাক্ষ্যম্ অদদুঃ, তেষু সর্ৱ্ৱেষু মহানুগ্রহোঽভৱচ্চ|
34 ବଃଲେକ୍ ସେମଃନାର୍ ବିତ୍ରେ କାର୍ କାୟ୍ରି ଅକେଟ୍ ନଃରିଲି, କାୟ୍ତାକ୍ବଃଲେକ୍ ଜଃତେକ୍ ଲକାର୍ ବୁୟ୍ଁ ଆର୍ ଗଃର୍ ରିଲି ସେମଃନ୍ ସେରି ବିକି ସଃର୍ନେ ଟଃକା ଆଣ୍ତି ରିଲାୟ୍,
৩৪তেষাং মধ্যে কস্যাপি দ্রৱ্যন্যূনতা নাভৱদ্ যতস্তেষাং গৃহভূম্যাদ্যা যাঃ সম্পত্তয আসন্ তা ৱিক্রীয
35 ଆର୍ ପେରିତ୍ମଃନ୍କ୍ ଦେତି ରିଲାୟ୍ ଆର୍ ହଃତି ଲକ୍କେ ତାର୍ ଲଳା ହଃର୍କାରେ ବାଟା କଃରାଅଉତିରିଲି ।
৩৫তন্মূল্যমানীয প্রেরিতানাং চরণেষু তৈঃ স্থাপিতং; ততঃ প্রত্যেকশঃ প্রযোজনানুসারেণ দত্তমভৱৎ|
36 ଆରେକ୍ ଜସେପ୍ ଲେବି ବଃଉଁସେ ଜଃଲମ୍ ଗଟେକ୍ ସାଇପ୍ରସ୍ ନାଉଁଆର୍ ଟାଣ୍ ଲକ୍ ଜାକେ ପେରିତ୍ମଃନ୍ ବର୍ନବା ବଃଲି ଆରେକ୍ ଗଟ୍ ନାଉଁ ସଃଙ୍ଗାୟ୍ ରିଲାୟ୍, ବଃଲେକ୍ “ଗଟ୍ଲକ୍ ଜେକି ସାସ୍ ଦଃୟ୍ଦ୍ ।”
৩৬ৱিশেষতঃ কুপ্রোপদ্ৱীপীযো যোসিনামকো লেৱিৱংশজাত একো জনো ভূম্যধিকারী, যং প্রেরিতা বর্ণব্বা অর্থাৎ সান্ত্ৱনাদাযক ইত্যুক্ত্ৱা সমাহূযন্,
37 ତାର୍ କଃଣ୍ଡେକ୍ ବୁୟ୍ଁ ରିଲି ସେ ବୁଇଁକେ ବିକିକଃରି ସଃବୁ ଟଃକା ପେରିତ୍ମଃନ୍କ୍ ଆଣି ଦିଲା ।
৩৭স জনো নিজভূমিং ৱিক্রীয তন্মূল্যমানীয প্রেরিতানাং চরণেষু স্থাপিতৱান্|