< ପେରିତ୍ 4 >
1 ପିତର୍ ଆର୍ ଜହନ୍ ଲକ୍ମଃନାର୍ ତଃୟ୍ କଃତା କଃଉତାବଃଳ୍ ଜାଜକ୍ମଃନ୍ ମନ୍ଦିରାର୍ ହାଁଞ୍ଚ୍କଳି ସଃଇନ୍ ଉହ୍ରେ ବଃଡ୍ ସଃୟ୍ନ୍ ଆର୍ ସାଦୁକିମଃନ୍ ସେମଃନାର୍ ଚଃମେ ହଚ୍ଲାୟ୍,
୧ପିତର୍ ଆରି ଜଅନ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍ କେତେଟା ପୁଜାରି ଆରି ଜାଗୁଆଲ୍ମନର୍ ସେନାପତି ଆରି କେତେଟା ସାଦୁକିମନ୍ ଆସି କେଟ୍ଲାଇ ।
2 ସେମଃନ୍ ରିସା ଅୟ୍ରିଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଲକ୍ମଃନ୍କେ ସିକ୍ୟା ଦେତି ରିଲାୟ୍ ଆର୍ ଜିସୁର୍ କଃତାକ୍ ଦଃରି ମଃଲା ଲକ୍ମଃନ୍ ଉଟ୍ତି ବଃଲି ପର୍ଚାର୍ କଃର୍ତି ରିଲାୟ୍ ।
୨ସେମନ୍ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍ ସିସ୍ ଦୁଇଲକ୍ ଜିସୁ ମଲାତେଇଅନି ଉଟ୍ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍ମନ୍ ମଲାଟାନେଅନି ଉଟ୍ବାଇବଲି ପର୍ମାନ୍ କର୍ତେ ରଇଲାଇ ।
3 ଆର୍ ସେମଃନ୍ ପିତର୍ ଆର୍ ଜହନ୍କେ ଦଃରି ଆରେକ୍ ଗଟ୍ ଦିନ୍ ହଃତେକ୍ ଜଃଇଲେ ହୁରାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସଃଡେବଃଳ୍ ସଃଞ୍ଜ୍ ଅୟ୍ରିଲି ।
୩ସେଟାର୍ପାଇ ସେ ଦୁଇଟା ପେରିତ୍ ସିସ୍ମନ୍କେ ଦାରି ବାନ୍ଦ୍ଲାଇ । ଆରି ସେ ଦିନେ ବେସି ଅଲ୍ସମ୍ ଅଇଜାଇରଇଲାକେ ଆର୍କର୍ ଦିନ୍ ଜାକ ବନ୍ଦିଗରେ ରକିରଇଲାଇ ।
4 ମଃତର୍ ସେମଃନାର୍ ସିକ୍ୟା ସୁଣିରିଲା ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ଆର୍ ଅଃଣ୍ଡ୍ରାଲକ୍ ହାଁଚ୍ ଅଃଜାର୍ ରିଲାୟ୍ ।
୪ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
5 ତାର୍ ହଃଚାର୍ ଦିନ୍ ଜିଉଦିମଃନାର୍ ମୁଳିକା, ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନ୍ ଜିରୁସାଲମେ ରୁଣ୍ଡ୍ଲାୟ୍ ।
୫ତାର୍ ଆର୍କର୍ ଦିନେ ଜିଉଦି ନେତାମନ୍, ଆରି ପାର୍ଚିନ୍ମନ୍ ଆରି ନିୟମ୍ ସିକାଉମନ୍ ଜିରୁସାଲମେ ରୁଣ୍ଡ୍ଲାଇ ।
6 ସେତି ମୁଳ୍ ଜାଜକ୍ ହାନାନ୍, କୟାପା, ଜହନ୍, ଆଲେକ୍ଜେଣ୍ଡାର୍, ଆରେକ୍ ମୁଳ୍ ଜାଜକ୍ ବଃଉଁସାର୍ ସଃବୁ ଲକ୍କେ ବେଟ୍ ଅୟ୍ଲା ।
୬ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ ।
7 ସେମଃନ୍ ପେରିତ୍ମଃନ୍କ୍ ମଃଜାୟ୍ ଟିଆ କଃରାୟ୍ ହଃଚାରୁକ୍ ଦଃର୍ଲାୟ୍, “ତୁମି ଇରି କଃନ୍କଃରି କଃରୁଲାସ୍? କାର୍ ସଃକ୍ତିୟେ ଆର୍ କାର୍ ନାଉଁଏ ତୁମିମଃନ୍ ଇରି କଃରିଆଚାସ୍?”
୭ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି?”
8 ସେତାକ୍ ପିତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ସେମଃନ୍କେ କୟ୍ଲା, “ଏ ଲକ୍ମଃନାର୍ ମୁଳିକା ଆର୍ ପାରାଚିନ୍ମଃନ୍ ।”
୮ସେଟାର୍ପାଇ ପିତର୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇ ସେମନ୍କେ କଇଲା, “ତମେ ଜେ କି ଆମର୍ ସାସନ୍କାରିଆମନ୍ ଆରି ପାର୍ଚିନ୍ମନ୍!
9 ଜଦି ଆଜି ଅଃମିକ୍ ଇ ଚଟାକେ କଃରିରିଲା ନିକ କାମାର୍ ଗିନେ ହଃଚାର୍ଲାସ୍, ଆର୍ ସେ ଲକ୍ କଃନ୍କଃରି ଉଜ୍ ଅୟ୍ଆଚେ ବଃଲି ଜାଣୁକେ ମଃନ୍କଃରୁଲାସ୍ ।
୯ଜଦି ଆଜି ଏ ଚଟାର୍ ପାଇ କରିରଇଲା ନିମାନ୍ କାମର୍ଲାଗି ଆମ୍କେ ପର୍ସନ୍ କଲାସ୍ନି ଆରି ସେ କେନ୍ତାର୍ ନିମାନ୍ ଅଇଲା ବଲି ଜାନ୍ବାକେ ମନ୍ କଲାସ୍ନି,
10 ତଃନ୍ଅଲେ ତୁମିମଃନ୍ ଆର୍ ସଃର୍ନେ ଇସ୍ରାଏଲ୍ ଲକ୍ ଜାଣତ୍ ଜୁୟ୍ ନାଜରିତାର୍ ଜିସୁ କ୍ରିସ୍ଟକେ ତୁମିମଃନ୍ କ୍ରୁସେ ମାରି ରିଲାସ୍, ତାକେ ଇସ୍ୱର୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ ଆଚେ, ତାର୍ ନାଉଁଏ ହେଁ ତାର୍ ତଃୟ୍ହୁଣି ଇ ଲକ୍ ଉଜ୍ ଅୟ୍ ତୁମିମଃନାର୍ ମୁଏଁ ଟିଆ ଅୟ୍ଆଚେ ।
୧୦ତେବେ ତମେ ଆରି ଇସ୍ରାଏଲର୍ ସବୁ ଲକ୍ ଜାନ୍ବାର୍ ଦର୍କାର୍ ଜେ, ତମର୍ ମୁଆଟେ ଟିଆଅଇରଇଲା ଏ ଲକ୍ ଅବ୍କା ନାଜ୍ରିତ୍ ଗଡର୍ ଜିସୁକିରିସ୍ଟର୍ ବପୁସଙ୍ଗ୍ ପୁରାପୁରୁନ୍ ନିମାନ୍ ଅଇଲା ଆଚେ । ସେ ଜିସୁକେ ତମେ କୁର୍ସେ ମରାଇଲାସ୍ । ମାତର୍ ପର୍ମେସର୍ ତାକେ ମଲାତେଇଅନି ଆରି ତରେକ୍ ଉଟାଇଲା ଆଚେ ।”
11 ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ, ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍, ମଃତର୍ ସେରି କନାର୍ ମୁଳ୍ ଟେଳା ଅୟ୍ଲି, ଇରି ସେ ଟେଳା ।
୧୧ଜିସୁର୍ ବିସଇ ଦରମ୍ ସାସ୍ତରେ ଲେକା ଅଇଲାଆଚେ, ଗର୍ ତିଆର୍କରୁମନ୍ ଜନ୍ ପାକ୍ନା ନଏଁ ବଲି ପିଙ୍ଗିଦେଇ ରଇଲାଇ, ସେଟାସେ କନର୍ ମୁକିଅ ପାକ୍ନା ଅଇଲା ।
12 ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟ୍ ନାଉଁ ଦିଆ ନୟେ ।
୧୨ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି ।
13 ସେମଃନ୍ ପିତର୍ ଆର୍ ଜହନାର୍ ସାସ୍ ଦଃକି ଆର୍ ସେମଃନ୍ ଜେ ସିକିତ୍ ନୟ୍ଲା ଲକ୍ ଆର୍ ଗ୍ୟାନ୍ ନୟ୍ଲା ଲକ୍, ଇରି ଜାଣି କାବା ଅୟ୍ଲାୟ୍ ଆରେକ୍ ସେମଃନ୍ ଜିସୁର୍ ସଃଙ୍ଗ୍ ରିଲାୟ୍ ବଃଲି ସେମଃନ୍କେ ଚିନ୍ଲାୟ୍ ।
୧୩ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ ।
14 ଆର୍ ସେ ଉଜ୍ ଅୟ୍ଲା ଲକ୍ ସେମଃନାର୍ ତଃୟ୍ ଟିଆ ଅୟ୍ରିଲାର୍ ଦଃକି ତାକାର୍ ବିରଦେ କାୟ୍ରି କଃଉଁକେ ନଃହାୟ୍ଲାୟ୍ ।
୧୪ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ ।
15 ତାର୍ହଃଚେ ସେମଃନ୍କେ ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଜଃଉଁକେ କୟ୍ଲାୟ୍, ଆର୍ ସେମଃନ୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍,
୧୫ସେଟାର୍ ପାଇ ସେମନ୍ ସିସ୍ମନ୍କେ ସେ ସବାଇଅନି ବାର୍କରାଇଦେଇକରି ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇବାର୍ ଦାର୍ଲାଇ ।
16 “ଇ ଲକ୍ମଃନ୍କେ କାୟ୍କଃରୁଆଁ?” କାୟ୍ତାକ୍ ବଃଲେକ୍ ଇମଃନାର୍ ତଃୟ୍ହୁଣି ଗଟେକ୍ ବଃଡ୍ କାବା ଅଃଉତା ଚିନ୍ମଃନ୍ ଅୟ୍ଆଚେ, “ଇରି ଜିରୁସାଲମାର୍ ସଃବୁ ଲକ୍ ଜାଣି ଆଚ୍ତି, ଅଃମିମଃନ୍ ସେରି ନାୟ୍ ବଃଲୁନାହାରୁ ।
୧୬ସେମନ୍ କାତା ଅଇଲାଇ, “ଆମେ ଏମନ୍କେ କାଇଟା କରୁ? ଏମନ୍ କରିରଇବା ଏ କାବା ଅଇଜିବା କାମ୍ ବିସଇ ଜିରୁସାଲମର୍ ସବୁ ଲକ୍ ଜାନିଗାଲାଇ ଆଚତ୍ । ଏ ସତ୍ ଗଟେନାଇ କି ନାଜାନୁ ବଲି କଇ ନାପାରୁ ।
17 ମଃତର୍ ଇ କଃତାକ୍ ଲକ୍ମଃନାର୍ ଟାଣେ ଅଃଦିକ୍ ଉର୍ଜି ନଃଉଅ, ଇତାର୍ ଗିନେ ଜିସୁର୍ ନାଉଁଏ କାକେ ହେଁ ନଃକଉଁକେ ସେମଃନ୍କେ ଜଃଗ୍ରାତ୍ କଃରାୟ୍ଲାୟ୍ ।”
୧୭ମାତର୍ ଏ କାତା ଲକ୍ମନର୍ ବିତ୍ରେ ଆରି ଅଦିକ୍ ଉଡ୍ରା ଅଇ ନ ଜାଅ, ଜିସୁର୍ ବିସଇ ଆରି କେବେ କାର୍ ମୁଆଟେ ନ କଇବାକେ ସେମନ୍କେ ଆମେ ଡାଟ୍ ସଙ୍ଗ୍ ଜାଗ୍ରତ୍ କରାଇଦେଉଁ ।”
18 ହଃଚେ ପିତର୍ ଆର୍ ଜହନ୍କେ ଆରେକ୍ ବିତ୍ରେ କୁଦି ଜିସୁର୍ ନାଉଁଏ ମୁଳ୍କେ କଃତା ନଃକଉଁକେ ଆର୍ ସିକ୍ୟା ନଃଦେଉଁକେ ନିକକଃରି ଆଦେସ୍ ଦିଲାୟ୍ ।
୧୮ସେଟାର୍ ପାଇ ସେମନ୍ ପିତର୍ ଆରି ଜଅନ୍କେ ଆରି ତରେକ୍ ବିତ୍ରେ ଡାକ୍ଲାଇ । ଆରି କେବେମିସା ଜିସୁର୍ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍ରତ୍ କରାଇଦେଲାଇ ।
19 ମଃତର୍ ପିତର୍ ଆର୍ ଜହନ୍ ସେମଃନ୍କେ କୟ୍ଲାୟ୍, “ଇସ୍ୱରାର୍ କଃତା ସୁଣ୍ତା ବାଦୁଲେ ତୁମିମଃନାର୍ କଃତା ସୁଣ୍ତାର୍ ମାପ୍ରୁର୍ ଆକାୟ୍ ଟିକ୍ କି ନାୟ୍, ସେରି ତୁମିମଃନ୍ ବିଚାର୍ କଃରି ଦଃକା ।
୧୯ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା ।
20 କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜାୟ୍ଜାୟ୍ରି ଦଃକିଆଚୁ ଆର୍ ସୁଣି ଆଚୁ, ସେରି ସଃବୁ ନଃକୟ୍କଃରି ରେଉଁନାହାରୁ ।”
୨୦କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
21 ସେତାକ୍ ଲକ୍ମଃନାର୍ ଗିନେ ସେମଃନ୍କେ ଡଃଣ୍ଡ୍ ଦେଉଁକ୍ କାୟ୍ ଉପାୟ୍ ନଃହାୟ୍ ସେମଃନ୍କେ ଚାଡି ଦିଲାୟ୍, ବଃଲେକ୍ ଜାୟ୍ରି ଗଃଟ୍ଲି ସେତାର୍ ଗିନେ ଲକ୍ ସଃବୁ ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ।
୨୧ମାତର୍ ବଡ୍ସବାର୍ ଲକ୍ ଆରି ଡାଟ୍ସଙ୍ଗ୍ ସେମନ୍କେ ଦମ୍କାଇକରି ଚାଡି ଦେଲାଇ । ସେମନ୍କେ ଡଣ୍ଡ୍ଦେବାଟା କସ୍ଟ ବଲି ସେମନ୍ ଜାନିପାର୍ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍ ଲାଗି ଲକ୍ମନ୍ ପର୍ମେସର୍କେ ଜୁଆର୍ କର୍ତେ ରଇଲାଇ ।
22 ଜୁୟ୍ ଲକାର୍ ତଃୟ୍ ସେ ଉଜ୍ ଅୟ୍ଲା କାବା ଅଃଉତା ଚିନ୍ମଃନ୍ କଃରାଜାୟ୍ ରିଲି, ତାକେ ଚାଳିସ୍ ବଃର୍ସ୍ ହୁଣି ଅଃଦିକ୍ ଅୟ୍ରିଲି ।
୨୨ଜନ୍ ଲକ୍ କାବା ଅଇଜିବା କାମର୍ଲାଗି ନିମାନ୍ ଅଇରଇଲା, ତାକେ ଚାଲିସ୍ ବରସେଅନି ଅଦିକ୍ ଅଇରଇଲା ।
23 ପିତର୍ ଆର୍ ଜହନ୍ ଜଃଇଲେ ହୁଣି ମୁକୁଳ୍ଲା ହଃଚେ, ତାକାର୍ ଦଃଳେ ଗଃଲାୟ୍ ଆର୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନ୍ ସେମଃନ୍କେ ଜାୟ୍ ଜାୟ୍ରି କୟ୍ରିଲାୟ୍, ସେରି ସଃବୁ ଜାଣାୟ୍ଲାୟ୍ ।
୨୩ପିତର୍ ଆରି ଜଅନ୍ ମୁକଲ୍ଲା ଦାପ୍ରେ ନିଜର୍ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜାଇଟା କଇରଇଲାଇ, ସେଟା ସେମନ୍କେ ଜାନାଇଲାଇ ।
24 ବିସ୍ୱାସି ମଃନ୍ ସେରି ସୁଣି ଏକ୍ମଃନେ ଇସ୍ୱର୍କେ ଆଉଲି ଅୟ୍ ପାର୍ତ୍ନା କଃରି କୟ୍ଲାୟ୍, “ଏ ମାପ୍ରୁ ତୁୟ୍ ଅଃଗାସ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେ ବିତ୍ରେ ଆଚ୍ତା ସଃବୁ ବିସୟ୍କେ ଉବ୍ଜାୟ୍ ଆଚ୍ସି ।
୨୪ବିସ୍ବାସିମନ୍ ସବୁ କାତା ସୁନ୍ଲା ପଚେ ଗଟେକ୍ ଅଇ ପର୍ମେସର୍କେ ଏ ପାର୍ତନା କଲାଇ, ଏ ମାପ୍ରୁ! ସରଗ୍, ଦର୍ତନି, ସମ୍ଦୁର୍ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍ କଲାସ୍!
25 ତୁୟ୍ ଅଃହ୍ଣାର୍ ଦଃଙ୍ଗ୍ଳା ଅଃମାର୍ ଉବା ଦାଉଦାର୍ ମୁଏଁ ପବିତ୍ର ଆତ୍ମାୟ୍ ଇ କଃତା କୟ୍ଆଚ୍ସି ।” “ଅଜିଉଦିମଃନ୍ କାୟ୍ତାକ୍ ରିସା ଅୟ୍ଲାୟ୍ ଆର୍ ଲକ୍ମଃନ୍ ସୁନେ ସୁନେ କୁଟ୍କଃଲାୟ୍ ।”
୨୫ତମେ ସୁକଲ୍ ଆତ୍ମାଇଅନି ଆମର୍ ଆନିଦାଦିମନର୍ ଆରି ତମର୍ ଦାଙ୍ଗ୍ଡା ଦାଉଦର୍ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍ । ସେ କଇରଇଲା, ଜିଉଦି ନଇଲା ଲକ୍ମନ୍ କାଇକେ ରିସା ଅଇଲାଇ? ଲକ୍ମନ୍ କାଇକେ ଚୁଚାଇ ସଡ୍ଜଁତର୍ କଲାଇ?
26 ମାପ୍ରୁର୍ ବିରଦେ ଆର୍ ତାର୍ ବାଚ୍ଲା ଲକାର୍ ଆର୍ ମଃସିଆ ବିରଦେ ହୁର୍ତିବିର୍ ରଃଜାମଃନ୍ ଟିଆ ଅୟ୍ଲାୟ୍ ଆରେକ୍ ସାସନ୍ କଃରୁମଃନ୍ ରୁଣ୍ଡ୍ଲାୟ୍ ।
୨୬ମାପ୍ରୁର୍ ବିରଦେ ଆରି ତାକର ମସିଆର୍ ବିରଦେ ଜଗତର୍ ରାଜାମନ୍ ଆରି ସାସନ୍କାରିଆମନ୍ ଜୁଜ୍ବାକେ ନିଜ୍କେ ତିଆର୍ ଅଇ ରୁଣ୍ଡ୍ଲାଇ ।
27 “କାୟ୍ତାକ୍ବଃଲେକ୍ ତୁମାର୍ ଜୁୟ୍ ପବିତ୍ର ଦଃଙ୍ଗ୍ଳା ଜିସୁକେ ଅବିସେକ୍ କଃଲିସ୍ ସଃତ୍କଃରି ତାର୍ ବିରଦେ ହେରଦ୍ ରଃଜା ଆର୍ ପନ୍ତିଅପିଲାତ୍ ଜୁଳେକ୍ ଅଜିଉଦିମଃନ୍ ଆର୍ ଇସ୍ରାଏଲ୍ ଲକ୍ମଃନାର୍ ସଃଙ୍ଗ୍ ଇ ଗଃଳେ,
୨୭କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।
28 ତୁମାର୍ ସଃକ୍ତି ଆର୍ ତୁମାର୍ ଇଚା ହଃର୍କାରେ ଜୁଣ୍ ସଃବୁକଃତା ଗଃଟେଦ୍ ବଃଲି ହୁର୍ବେ ତିରକ୍ରା ଅୟ୍ରିଲି ସେରି କଃରୁକେ ଗଟେକ୍ତଃୟ୍ ରୁଣ୍ଡ୍ଲାୟ୍ ।
୨୮ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ ।
29 ଆର୍ ଅଃବେ ଏ ମାପ୍ରୁ ସେମଃନାର୍ ଉଳ୍ତାର୍ ଆର୍ ଗଃର୍ଞ୍ଜାଣ୍କେ ଦଃକ୍ ଆରେକ୍ ତର୍ ଗତିଦଃଙ୍ଗ୍ଳାମଃନ୍ ହୁରା ହୁସ୍ଟିସଃଙ୍ଗ୍ ତର୍ କଃତା କଃଉଁକେ ସାସ୍ ଦେ ।
୨୯“ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା ।
30 ଆର୍ ତାର୍ ସଃଙ୍ଗ୍ ତର୍ ପବିତ୍ର ଦଃଙ୍ଗ୍ଳା ଜିସୁର୍ ନାଉଁଏ ଉଜ୍ କଃରୁକେ ଆର୍ ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ କଃରୁକେ ତର୍ ଆତ୍ ମେଲାକଃର୍ ।”
୩୦ନିମାନ୍ କର୍ବାକେ ତମର୍ ଆତ୍ ଲାମାଆ ଆରି ତମର୍ ସୁକଲ୍ ଦାଙ୍ଗ୍ଡା ଜିସୁର୍ ନାଏଁ ନ ଅଇବା କାମ୍ ଆରି କାବା ଅଇଜିବା କାମ୍ମନ୍ ସାଦନ୍ କରାଆ ।”
31 ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
୩୧ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
32 ବିସ୍ୱାସ୍ କଃର୍ତା ଲକ୍ମଃନ୍ ଗଟେକ୍ ମଃନ୍ ଆର୍ ଗଟେକ୍ ହଃରାଣ୍ ଅୟ୍ ରେତିରିଲାୟ୍, ସେମଃନାର୍ ବିତ୍ରେ କେ ହେଁ ଅଃହ୍ଣାର୍ ଦଃନ୍କେ ନିଜାର୍ ବଃଲି କୟ୍ ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ସଃବୁ ଦଃନାର୍ ସଃମାନ୍ ବାଗ୍ ହାଉତିରିଲାୟ୍ ।
୩୨ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।
33 ପେରିତ୍ମଃନ୍ ବଃଡେ ସଃକ୍ତିର୍ ସଃଙ୍ଗ୍ ଜିସୁର୍ ଉଟ୍ଲା ବିସୟେ ସାକି ଦେଉଁକ୍ ଦଃର୍ଲାୟ୍, ଆର୍ ସଃବ୍କାର୍ ଉହ୍ରେ ଇସ୍ୱରାର୍ ବଃଡେ ଦଃୟା ରିଲି ।
୩୩ପେରିତ୍ ସିସ୍ମନ୍ ବପୁସଙ୍ଗ୍ ସାକି ଦେବାର୍ ଦାର୍ଲାଇ । ପର୍ମେସର୍ ମାପ୍ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍ମେସର୍ ସବୁ ବିସ୍ବାସିମନ୍କେ ଅଦିକ୍ ଅଦିକ୍ ଜିବନ୍ ଦୁକାଇଲା ।
34 ବଃଲେକ୍ ସେମଃନାର୍ ବିତ୍ରେ କାର୍ କାୟ୍ରି ଅକେଟ୍ ନଃରିଲି, କାୟ୍ତାକ୍ବଃଲେକ୍ ଜଃତେକ୍ ଲକାର୍ ବୁୟ୍ଁ ଆର୍ ଗଃର୍ ରିଲି ସେମଃନ୍ ସେରି ବିକି ସଃର୍ନେ ଟଃକା ଆଣ୍ତି ରିଲାୟ୍,
୩୪ତାକର୍ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍ ନ ରଇଲା । ଜନ୍ ଲକ୍ମନ୍କେ ଗର୍ ଆରି ଜମିରଇଲା, ସେମନ୍ ସେଟା ବିକିକରି ଡାବୁ ଆନି,
35 ଆର୍ ପେରିତ୍ମଃନ୍କ୍ ଦେତି ରିଲାୟ୍ ଆର୍ ହଃତି ଲକ୍କେ ତାର୍ ଲଳା ହଃର୍କାରେ ବାଟା କଃରାଅଉତିରିଲି ।
୩୫ପେରିତ୍ମନ୍କେ ସର୍ପିଦେଇରଇଲା । ସେ ଡାବୁ, ପେରିତ୍ ମନ୍ ଅବାବେ ରଇଲା ଲକ୍ମନ୍କେ ବାଟାକରି ଦେଇତେରଇଲାଇ ।
36 ଆରେକ୍ ଜସେପ୍ ଲେବି ବଃଉଁସେ ଜଃଲମ୍ ଗଟେକ୍ ସାଇପ୍ରସ୍ ନାଉଁଆର୍ ଟାଣ୍ ଲକ୍ ଜାକେ ପେରିତ୍ମଃନ୍ ବର୍ନବା ବଃଲି ଆରେକ୍ ଗଟ୍ ନାଉଁ ସଃଙ୍ଗାୟ୍ ରିଲାୟ୍, ବଃଲେକ୍ “ଗଟ୍ଲକ୍ ଜେକି ସାସ୍ ଦଃୟ୍ଦ୍ ।”
୩୬ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି
37 ତାର୍ କଃଣ୍ଡେକ୍ ବୁୟ୍ଁ ରିଲି ସେ ବୁଇଁକେ ବିକିକଃରି ସଃବୁ ଟଃକା ପେରିତ୍ମଃନ୍କ୍ ଆଣି ଦିଲା ।
୩୭ଡାବୁ ପେରିତ୍ ସିସ୍ମନ୍କେ ସର୍ପିଦେଲା ।