< ୨ କରନ୍ତି 6 >
1 ଆରେକ୍ ହେଁ ଇସ୍ୱରାର୍ ଦଃୟା ହାୟ୍ଲାର୍ ଜଃନ୍କଃରି ତୁମିମଃନାର୍ ତଃୟ୍ ହଲ୍ୟା ନୟେ, ଇତାର୍ ଗିନେ ଇସ୍ୱର୍ ସଃଙ୍ଗ୍ ଗଟେକ୍ ତଃୟ୍ କାମ୍ କଃରୁ କଃରୁ ଅଃମିମଃନ୍ ଗଃଉଆରି କଃରୁଲୁ ।
Помагаючи ж (Йому), благаємо вас, щоб ви марно благодать Божу не приймали.
2 କାୟ୍ତାକ୍ବଃଲେକ୍ ଇସ୍ୱର୍ ଜାୟ୍ରି କଃଉଁଲା ସୁଣା, “ମୁୟ୍ଁ ଦଃୟାର୍ ବଃଳ୍ ତୁମାର୍ ପାର୍ତ୍ନା ସୁଣ୍ଲେ, ଆର୍ ମୁକ୍ଳାଉଁଣିର୍ ଦିନ୍ ମୁୟ୍ଁ ତୁମାର୍ ଉହ୍କାର୍ କଃଲେ ।” ଦଃକା, ଅଃବେ ବଃଡେ ଦଃୟାର୍ ବେଳା; ଅଃବେ ମୁକ୍ଳାଉଁଣିର୍ ଦିନ୍ ।
(Бо глаголе: Приятного часу вислухав я тебе, і в день спасення поміг тобі. Ось тепер пора приятна, ось тепер день спасення.)
3 ଜଃନ୍କଃରି ଅଃମିମଃନାର୍ ସେବାକଃର୍ତା ହଃଦ୍ ବାଦା ନାହାୟ୍, ସେତାର୍ଗିନେ ଅଃମିମଃନ୍ କୁୟ୍ କଃତାୟ୍ ହେଁ ବାଦା ନଃଦେଉଁକେ ଚେସ୍ଟା କଃରୁଲୁ ।
Ніякого нї в чому не даємо спотикання, щоб не було ганене служеннє,
4 ମଃତର୍ ଅଃମି ସଃବୁ ଅବୁସ୍ତାୟ୍ ନିଜ୍କେ ଇସ୍ୱରାର୍ ସେବାକାରି ହର୍ ଚିନାୟ୍ ଦେଉଁଲୁ । ବୁତେକ୍ ସାସ୍ ସଃଙ୍ଗ୍ ଅଃମି ସଃବୁ ରଃକମାର୍, କଃସ୍ଟ୍ ତଃୟ୍, ଦୁର୍ଦଃସା ତଃୟ୍, ବିପ୍ତି ତଃୟ୍ ସଃମ୍ବାଳି ଆଚୁ,
а у всьому показуючи себе яко слуг Божих: у великому терпінню, в горю, в нуждах, в тіснотах,
5 ମାଡ୍ ତଃୟ୍, ଜଃଇଲେ ହୁର୍ଲା ତଃୟ୍, ଗଃଣ୍ଡ୍ଗଳ୍ ତଃୟ୍, ହାୟ୍ଟି କଃର୍ତା ତଃୟ୍, ନଃସଉତା ରାତି ତଃୟ୍, ବୁକାର୍ ତଃୟ୍,
в ранах, в темницях, в бучах, у працях, у недосипаннях, у постах,
6 ପବିତ୍ର ତଃୟ୍, ଗ୍ୟାନ୍ ତଃୟ୍, ସଃମ୍ବାଳ୍ତା ତଃୟ୍, ଦିରାବାବ୍ ତଃୟ୍, ପବିତ୍ର ଆତ୍ମାର୍ ତଃୟ୍, ନିକ ଲାଡ୍ ତଃୟ୍,
в чистоті, в знанню, в довготерпінню, в добрості, в сьвятому Дусї, в любові нелицемірній,
7 ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ ।
в словах правди, в силї Божій, із зброєю праведности в правій і лївій,
8 ଅଃମି ମାନ୍ତି ଆର୍ ଅମାନ୍ୟାର୍ ହାୟ୍ଆଚୁ । ଅଃମି ଲାଜ୍ ହାୟ୍ଆଚୁ ଆର୍ ଗୁଣ୍ଗିତ୍ ହାୟ୍ଆଚୁ । ମିଚ୍ କଃଉତା ଲକାର୍ ହର୍ ଅୟ୍ ଆଚୁ ମଃତର୍ ଅଃମି ସଃତ୍ କଃଉତା ଲକ୍,
славою і безчестєм, ганьбою і хвалою; яко дуросьвіти, та правдиві;
9 ନଃଚିନ୍ଲା ଲକାର୍ ହର୍ ମଃତର୍ ଚିନଃଲା ଲକ୍, ମଃଲା ଲକାର୍ ହର୍, ମଃତର୍ ଦଃକା, ଅଃମିମଃନ୍ ଜିବନ୍ ଆଚୁ, ଡଃଣ୍ଡ୍ ହାୟ୍ଲା ଲକାର୍ ହର୍, ମଃତର୍ ମାରାୟ୍ ନଃଉଁ,
яко незнані, та познані; яко вмираючі, і ось ми живі; яко карані, та не повбивані;
10 ଦୁକାର୍ ଲକ୍ ହର୍, ମଃତର୍ ସଃବୁବଃଳ୍ ସଃର୍ଦା, ଗଃରିବ୍ ଲକାର୍ ହର୍, ମଃତର୍ ଗାଦେକ୍ ଲକ୍କେ ଦଃନ୍ ଦେଉଁକେ ଲକ୍, କାୟ୍ରି ନଃହାଉତା ଲକାର୍ ହର୍, ମଃତର୍ ସଃବୁ ହାୟ୍ଲା ଲକ୍ ।
яко сумні, а завсїди веселі, яко вбогі, многих же збогачуючі; яко нічого немаючі, а все держучи.
11 ଏ କରନ୍ତିର୍ ଲାଡାର୍ ବାୟ୍ ଆର୍ ବେଣିମଃନ୍, ତୁମିମଃନ୍କେ ଅଃମିମଃନାର୍ ସଃବୁ କଃତା କୟ୍ଆଚୁ, ଅଃମିମଃନ୍ ତୁମିକେ ମଃନ୍ ଦଃୟ୍ ଲାଡ୍ କଃରୁଲୁ ।
Уста наші відкрились до вас, Коринтяне, - серця, наші розпросторились.
12 ତୁମିମଃନାର୍ ହାକ୍ ଅଃମିମଃନାର୍ ଲାଡ୍ ଉଣା ନାୟ୍, ମଃତର୍ ତୁମିମଃନାର୍ ଲାଡ୍ ଉଣା ।
Не стіснені ви в нас, а тїснитесь в утробах ваших.
13 ନିଜାର୍ ହିଲାମଃନ୍କେ କୟ୍ଲା ହର୍ ମୁୟ୍ଁ କଃଉଁଲେ, ଅଃମିମଃନ୍ ତୁମିକେ ଜଃନ୍କଃରି ଲାଡ୍ କଃରୁଲୁ ସେବାନ୍ୟା ଅଃମିମଃନ୍କ୍ ହେଁ ଲାଡ୍ କଃରା । ତୁମିମଃନାର୍ ମଃନ୍ ହେଁ ଅସାର୍ କଃରି ଉଗାଳା ।
Такою ж нагородою (кажу вам, як дїтям) розпросторітесь і ви.
14 ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟ୍ ମିଳାମିସା? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟ୍ ମିଳାମିସା?
Не ходіть у жадному ярмі з невірними, яке бо товаришуваннє праведности і беззаконня, і яка спільність сьвітла з темрявою?
15 ସୟ୍ତାନ୍ ସଃଙ୍ଗ୍ କ୍ରିସ୍ଟର୍ କାୟ୍ ମିଳାମିସା? କି ଅବିସ୍ୱାସି ସଃଙ୍ଗ୍ ବିସ୍ୱାସିର୍ କାୟ୍ ବାଗ୍?
Яка ж згода в Христа з Велиялом? або яка часть вірному з невірним?
16 ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟ୍ ମିସାଣ୍ ଆଚେ? କାୟ୍ତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍, ଜଃନ୍କଃରି ଇସ୍ୱର୍ କୟ୍ଆଚେ, “ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍, ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍; ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍, ଆର୍ ସେମଃନ୍ ମର୍ ଲକ୍ ଅଃଉତି ।”
І яка згода церкви Божої з ідолською? бо ви церква Бога живого, яко ж рече Бог: вселю ся в них, і ходити му; і буду їм Бог, а вони будуть менї люде.
17 ଇତାର୍ ଗିନେ ମାପ୍ରୁ ଇରି କଃଉଁଲା, “ତୁମିମଃନ୍ ସେମଃନାର୍ ବିତ୍ରେ ହୁଣି ବାରାୟ୍ ଆସା, ଆର୍ ଅଃଲ୍ଗା ଅଃଉଆ, ଆର୍ ବିଟାଳ୍ରି ଚିଉଆ ନାୟ୍, ଆରେକ୍ ମୁୟ୍ଁ ତୁମିମଃନ୍କେ ଆଗଳି ଦଃରିନ୍ଦ୍ ।
Тимже вийдіть із між них, і відлучіть ся, глаголе Господь, і до нечистого не приторкайтесь; і я прийму вас,
18 ମୁୟ୍ଁ ତୁମିମଃନାର୍ ଉବାଦି ଅୟ୍ନ୍ଦ୍, ଆରେକ୍ ତୁମିମଃନ୍ ମର୍ ହଅ ଜିଇ ଅଃଉଆସ୍ ଇରି ସଃବ୍କେ ଜିଣା ସଃକ୍ତିମାନ୍ ମାପ୍ରୁ କଃଉଁଲା ।”
і буду вам за отця, а ви будете менї за синів і дочок, глаголе Господь Вседержитель.