< 1 Pedro 2 >

1 Beraz vtziric malitia gucia, eta enganio guciá, eta hypocrisiác, eta inuidiác, eta gaitzerraite guciac,
ତମେ ନୁଆ ଜିବନ୍‌ ପାଇଲାର୍‌ପାଇ ସବୁ କାରାପ୍‌ ବିସଇର୍‌ଟାନେଅନି ଦୁରିକେ ରୁଆ । ସବୁ ରକାମ୍‌ ମିଚ୍‌ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍‌ ।
2 Desira eçaçue, haour heuraguiric eztuela sorthuen ançora, adimenduzco eta enganio gabeco eznea, harçaz haz çaiteztençát.
ଏବେ ଜନମ୍‌ ଅଇଲା କଅଁଲା ପିଲାମନ୍‌ ଦୁଦ୍‌ କାଇବାକେ ଜେନ୍ତାରି ମନ୍‌ କର୍‌ବାଇ, ସେନ୍ତାରିସେ ତମେ ଆତ୍‌ମାର୍‌ ଦୁଦ୍‌ କାଇବାକେ ମନ୍‌ କରା । ସେଟା ଅଇଲାନି ପର୍‌ମେସରର୍‌ ସତ୍‌ ବାକିଅ । ସେଟା କାଇବାକେ ମନ୍‌ କଲେ, ତମର୍‌ ମୁକ୍‌ତି ସିଦ୍‌ ଅଇବାଜାକ ତମେ ବିସ୍‌ବାସେ ଅଦିକ୍‌ ଅଦିକ୍‌ ବଡି ଆଇସା ।
3 Baldin dastatu baduçue ecen benigno dela Iauna.
ସାସ୍‌ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍‌ରୁ ଜିବନ୍‌ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍‌ ।”
4 Harengana hurbiltzen çaretelaric cein baita harri vicia, guiçonéz arbuyatua, baina Iaincoa baithan elegitua eta preciosoa.
ତେବର୍‌ପାଇ କିରିସ୍‌ଟର୍‌ ଲଗେ ଆସା । ସେ, ଗର୍‌ ଡାଟ୍‌ କର୍‌ବା ଜିବନ୍‌ ପାକ୍‌ନା ପାରା ଆଚେ । ଏ ପାକ୍‌ନା, କାଇ ମୁଲିଅ ନାଇ ବଲି, ଲକ୍‌ମନ୍‌ ଚାଡିଦେଇରଇଲାଇ । ମାତର୍‌ ପର୍‌ମେସର୍‌ ସେଟାକେସେ, ବେସି ମୁଲିଅ ରଇବାଟା ବଲି ବାଚିଆଚେ ।
5 Çuec-ere harri vici anço edifica çaitezte, etche spiritual, Sacrificadoregoa saindu, Iesus Christez Iaincoaren gogaraco sacrificio spiritual offrendatzeco.
ତାର୍‌ ଲଗେ ଆଇଲାର୍‌ପାଇ ତମେ ଜିବନ୍‌ ରଇବା ପାକ୍‌ନାପାରା ଅଇଆଚାସ୍‌ । କାଇକେବଇଲେ, ତମ୍‌କେ ଜଡିକରି ଗଟେକ୍‌ ଆତ୍‌ମା ରଇବା ମଣ୍ଡଲି ତିଆର୍‌ ଅଇଲାନି । ଆରି ପର୍‌ମେସରର୍‌ ସୁକଲ୍‌ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍‌ନି । ଜିସୁକିରିସ୍‌ଟର୍‌ ଲାଗି ଏ ଆତ୍‌ମାର୍‌ ସେବା ପର୍‌ମେସର୍‌କେ ସାର୍‌ଦା କରାଇସି ।
6 Halacotz contenitzen-ere da Scripturán, Huná, eçarten dut Sionen, har cantoin principala, elegitua eta preciosoa: eta hartan sinhesten duena ezta confus içanen.
ସାସ୍‌ତରେ କଇଲାପାରା “ଦେକା, ମୁଇ ସବୁର୍‌ତେଇଅନି ଅଦିକ୍‌ ମୁଲିଅ ରଇବା ପାକ୍‌ନା ବାଚ୍‌ଲିଆଚି, ସେଟା ଗର୍‌ କନର୍‌ ମୁଲ୍‌ପାକ୍‌ନା ଇସାବେ ସିୟନେ ସଙ୍ଗଇଆଚି କେ ଜଦି ତାକେ ବିସ୍‌ବାସ୍‌ କର୍‌ବାଇ, ସେ କେବେ ଲାଜ୍‌ ନଏଁ ।”
7 Hurá da bada ohore çuen sinhesten duçuenón: baina sinhesten eztutenen, harri edificaçaléc arbuyatu vkan dutena cantoineco principal eguin içan da, eta behaztopamendutaco harri, eta trebucamendutaco harri.
ତମେ ବିସ୍‌ବାସି ଲକ୍‌ମନର୍‌ପାଇ, ଏ ପାକ୍‌ନା ବେସି ମୁଲିଅ ରଇବାଟା । ମାତର୍‌ ଜେତ୍‌କି ଲକ୍‌ ବିସ୍‌ବାସ୍‌ କରତ୍‌ ନାଇ, ସାସ୍‌ତରେ ଲେକା ଅଇଲା ବିସଇ ସେମନ୍‌ ମନେ ରକ୍‌ବାର୍‌ ଆଚେ । “ଗର୍‌ ତିଆର୍‌ କରୁମନ୍‌ ଜନ୍‌ ପାକ୍‌ନା ଚାଡିଦେଇରଇଲାଇ, ସେ ପାକ୍‌ନାକେସେ ପର୍‌ମେସର୍‌ ସବୁର୍‌ଟାନେ ଅନି ମୁଲିଅ ରଇବା ପାକ୍‌ନା କଲାଆଚେ ।”
8 Cein trebucatzen baitirade hitzaren contra desobedient diradelaric: hartaco ordenatu-ere dirade.
ସାସ୍‌ତରେ ଲେକା ଅଇଲା ଆରି ଗଟେକ୍‌ ବିସଇ ମିସା ସେମନ୍‌ ଏତାଇବାର୍‌ ଆଚେ । “ଏ ପାକ୍‌ନା କେତେ ଲକର୍‌ପାଇ ବାଦା ଆନ୍‌ସି । ତେଇ ବେସି ଲକ୍‌ ଜଟିଆଇ ଅଇ ଅଦର୍‌ବାଇ ।” “ସେମନ୍‌ ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ ନ କଲାର୍‌ପାଇ ଜଟିଆଇ ଅଇ ଅଦର୍‌ବାଇ । ଏଟା ତାକର୍‌ପାଇ ପର୍‌ମେସରର୍‌ ଜଜ୍‌ନା ରଇଲା ।”
9 Baina çuec çarete generatione elegitua, Sacrificadoregoa reala, gende saindua, populu acquisitua: ilhumbetic bere miragarrizco arguira deithu vkan çaituztenaren verthuteac denuntia ditzaçuençát.
ମାତର୍‌ ତମେ, ବାଚି ଅଇରଇବା ପର୍‌ମେସରର୍‌ କୁଟୁମ୍‌ । ଆରି ଆମର୍‌ ରାଜାର୍‌ ପୁଜାରି ଦଲ୍‌ । ପର୍‌ମେସରର୍‌ ଚକିତ୍‌ ଅଇଜିବା କାମ୍‌ ଜାନାଇବାକେ ସେ ବାଚିରଇବା ତାର୍‌ ନିଜର୍‌ ଲକ୍‌ ଅଇଆଚାସ୍‌ । ଆନ୍ଦାର୍‌ ବିତ୍‌ରେ ଅନି ତାର୍‌ କାବା ଅଇଜିବା ଉଜଲେ ଜିବାକେ ସେ ତମ୍‌କେ ଡାକି ଆଚେ ।
10 Noizpait cinetenac ez populu, orain çarete Iaincoaren populu: çuec misericordia obtenitu etzendutenóc, orain misericordia obtenitu vkan duçue.
୧୦ଆଗେ ତମେ ତାର୍‌ ନିଜର୍‌ ଲକ୍‌ ନ ରଇଲାସ୍‌ । ମାତର୍‌ ଏବେ ତାର୍‌ ନିଜର୍‌ ଲକ୍‌ ଅଇଆଚାସ୍‌ । ଆଗେ ତାର୍‌ ଦୟା ପାଇ ନ ରଇଲାସ୍‌, ମାତର୍‌ ଏବେ ପାଇଆଚାସ୍‌ ।
11 Maiteác, othoitz eguiten drauçuet, estrangeren eta bideazcoén ançora, beguira çaitezten haraguiaren guthicietaric, ceinéc guerla eguiten baitute arimén contra:
୧୧ଏ ମର୍‌ ମଇତର୍‌ମନ୍‌, ତମେ ଏ ଜଗତେ ବିଦେସି ପାରା ଆଚାସ୍‌ ଆରି ଚନେକର୍‌ ପାଇସେ ଇତି ରଇଲାସ୍‌ନି । ତମର୍‌ ଗାଗ୍‌ଡେ ରଇବା ପାପର୍‌ ଗୁନ୍‌ଚଲନେ ଅନି ଆଇବା ସବୁ ରକାମ୍‌ କାରାପ୍‌ ମନ୍‌କର୍‌ବା ଟାନେଅନି ଦୁରିକେ ରୁଆ ।
12 Çuen conuersationea duçuelaric honest Gentillén artean çueçaz gaizquiguilez beçala minço diraden gaucetan, ikussi dituqueizten obra onetaric glorifica deçatençát Iaincoa visitationeco egunean.
୧୨ତମର୍‌ ନଅରେ ରଇବା ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ ଦେକ୍‌ବା ଇସାବେ ତମର୍‌ ଚଲାଚଲ୍‌ତି ନିକ ରଇବାର୍‌ଆଚେ । ସେନ୍ତାରି ରଇଲେ ସେମନ୍‌ ତମର୍‌ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍‌ ଦେକିକରି ପର୍‌ମେସର୍‌ ବାଉଡିଆଇବା ଦିନେ ତାକେ ଡାକ୍‌ପୁଟା କର୍‌ବାଇ ।
13 Çareten bada suiet gobernamendu humano guciaren Iaunagatic: edo regueren, superioraren beçala:
୧୩ତମର୍‌ ଉପ୍‌ରେ ଅଦିକାର୍‌ କର୍‌ବା ଲକ୍‌ମନ୍‌କେ ଆମର୍‌ ମାପ୍‌ରୁର୍‌ ଲାଗି ମାନିକରି ରୁଆ । ସବୁର୍‌ଟାନେଅନି ଅଦିକାର୍‌ ରଇବା ସାସନ୍‌କାରିଆକେ ମିସା ମାନିକରି ରୁଆ ।
14 Edo gobernadorén, harçaz igorri içan diradenén beçala, gaizquiguilén mendequiotan eta vnguiguilén laudoriotan.
୧୪ସବୁର୍‌ଟାନେଅନି ବଡ୍‌ ସାସନ୍‌କାରିଆ, ଜେ କି କାରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌କେ ଡଣ୍ଡ୍‌ ଦେବାକେ ଆରି ନିକ କାମ୍‌ କର୍‌ବା ଲକ୍‌ମନ୍‌କେ ଡାକ୍‌ପୁଟା କର୍‌ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।
15 Ecen hunela da Iaincoaren vorondatea, vngui eguitez, guiçon erhoén ignorantiari ahoa boça dieçoçuen:
୧୫କାଇକେବଇଲେ, ତମେ କରିରଇବା ନିକ କାମର୍‌ଲାଗି କାଇ ଲଡାକେ ନ ଆଇବା କାତା କଇବୁଲ୍‌ବା ଲକ୍‌ମନ୍‌କେ ଚୁପ୍‌ କରାଇବାକେ ପର୍‌ମେସର୍‌ ମନ୍‌ କଲାନି ।
16 Libertatetan çaretenéc beçala, eta ez libertatea malitiaren estalquitan bacendute beçala, aitzitic Iaincoaren cerbitzariéc beçala.
୧୬ତମେ ମୁକଲ୍‌ଲା ଲକ୍‌ମନ୍‌ ବଲି ତମର୍‌ ଜିବନର୍‌ ଚଲାଚଲ୍‌ତିତେଇ ଦେକାଆ । ମାତର୍‌ ଆମ୍‌କେ ମୁକ୍‌ତି ମିଲ୍‌ଲାଆଚେ ବଲି କାଇଟା ମିସା କର୍‌ବୁ ବଲି ନ ବାବିକରି ପର୍‌ମେସର୍‌କେ ସେବା କରା ।
17 Guciac ohoraitzaçue: anayetassunari on eritzoçue. Çareten Iaincoaren beldur. Regue ohora eçaçue.
୧୭ସବୁ ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‍ । ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କରା । ପର୍‌ମେସର୍‌କେ ମାନିକରି ରୁଆ । ଆରି ସବୁର୍‌ ଉପ୍‌ରର୍‌ ସାସନ୍‌କାରିଆକେ ସନ୍‌ମାନ୍‌ ଦିଆସ୍‌ ।
18 Cerbitzariác, çareten beldur gucirequin nabussién suiet, ez solament onén eta humanoén, baina dorpén-ere.
୧୮ତମର୍‌ ବିତ୍‌ରେ ଜେତ୍‌କି ଲକ୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌, ତମର୍‌ ସାଉକାର୍‌ମନର୍‌ କାତା ମାନିକରି ରୁଆ ଆରି ସେମନ୍‌କେ ପୁରାପୁରୁନ୍‌ ସନ୍‌ମାନ୍‌ ଦିଆସ୍‌ । ଦରମ୍‌ ରଇବା ସାଉକାର୍‌ମନ୍‌ ରଇଲେ, କି ଟେରା ରଇବା ସାଉକାର୍‌ମନ୍‌କେ ମିସା ଏନ୍ତାରି କର୍‌ତେରୁଆ ।
19 Ecen haur da gogaraco, baldin norbeitec Iaincoaganaco conscientiagatic fascheriaric suffritzen badu, iniustoqui suffritzen duelaric:
୧୯ତମର୍‌ କାଇ ବୁଲ୍‌ ନ ରଇଲେ ମିସା ମୁର୍‌ଚିକରି ରଇଲେ, ତେଇ ପର୍‌ମେସର୍‌ ସାର୍‌ଦା ଅଇସି । କାଇକେବଇଲେ ତମେ ତାର୍‌ ମନ୍‍ କଲାଟା ସିଦ୍‌ କଲାସ୍‌ନି ।
20 Ecen cer laudorio da, baldin falta eguinic buffetatzen çaretenean pairatzen baduçue? baina baldin vngui eguiten duçuelaric eta affligitzen çaretelaric pairatzen baduçue, haur da Iaincoaren gogaraco.
୨୦ଜଦି ବୁଲ୍‌ କଲାର୍‌ପାଇ ଦୁକ୍‌କସ୍‌ଟ ମୁର୍‌ଚି କରି ଡଣ୍ଡ୍‌ ପାଇଲେ, ତେଇ ତମେ କଲା କରମ୍‌ସେ ପାଇଆଚାସ୍‌ । ମାତର୍‌ ସତ୍‌କାମ୍‌ କରି ଦୁକ୍‌ କସ୍‌ଟ ମୁରଚ୍‌ଲେ, ସେଟା ପର୍‌ମେସର୍‌କେ ସାର୍‌ଦା କରାଇସି ।
21 Ecen hunetacotzát deithu içan çarete: ecen Christec-ere suffritu vkan du guregatic, guri exemplu vtziten draucula, haren oin hatzey iarreiqui çaquiztençat:
୨୧ସେନ୍ତାରି ଚଲାଚଲ୍‌ତି କର୍‌ବାକେ ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ । କିରିସ୍‌ଟ ତମର୍‌ପାଇ ଦୁକ୍‌କସ୍‌ଟ ମୁର୍‌ଚି କରି, ତମେ ଚଲାଚଲ୍‌ତି କର୍‌ବାଟା ଦେକାଇଆଚେ ।
22 Ceinec ezpaitu bekaturic eguin vkan, eta eceinere enganioric ezta eriden içan haren ahoan.
୨୨ସେ କେବେ ପାପ୍‌କରି ନ ରଇଲା ଆରି ତାର୍‌ ଟଣ୍ଡେଅନି ଗଟେକ୍‌ ମିସା ମିଚ୍‌କାତା ନ ବାରଇ ରଇଲା ।
23 Ceinec iniuriatzen cenean, ezpaitzuen iniuriatzen: gaizqui eguiten ceraucatenean, ezpaitzuen mehatchuric eguiten: baina remettitzen cen iustoqui iugeatzen duenagana.
୨୩ଲକ୍‌ମନ୍‌ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍‌ ଲାଗାଏ ନାଇ । ତାକେ ଦୁକ୍‌ କସ୍‌ଟ ଦେଲାକେ ସେ ଦମ୍‌କାଏ ନାଇ । ମାତର୍‌ କାଇ ଅନିଆଇ ନ କର୍‌ବା ପର୍‌ମେସର୍‌କେ ସବୁ ବିସଇ ଚାଡିଦେଲା ।
24 Ceinec gure bekatuac ekarri vkan baititu bere gorputzean çur gainean: bekatuey hilic, iustitiari vici guiaizquionçat: ceinen vkalduráz sendatu içan baitzarete.
୨୪ଆମେ ପାପ୍‌ କଲାର୍‌ପାଇ ପାଇବା ଡଣ୍ଡ୍‌ କୁରୁସ୍‌କାଟେ ମରିକରି କିରିସ୍‌ଟ ନିଜେ ବଇନେଲା । ପାପ୍‌ କର୍‌ବାଟା ଚାଡିକରି ଦରମ୍‌ ଚଲାଚଲ୍‌ତି କର୍‌ବାକେ ସେ ଏନ୍ତାରି କଲା । ତାର୍‌ ଗାଗ୍‌ଡେ ମାରି ରଇବା ଗାଉର୍‌ ଲାଗି ଆମେ ନିକ ଅଇଆଚୁ ।
25 Ecen ardi errebelatuac beçala cineten, baina orain conuertitu içan çarete çuen arimén Artzainagana eta Ipizpicuagana.
୨୫ଆଗ୍‌ତୁ ତମେ ବାଟ୍‌ ବାନା ଅଇଲା ମେଣ୍ଡାପାରା ରଇଲାସ୍‌, ମାତର୍‌ ଏବେ ସେ ତମ୍‌କେ ଡାକି ଆନିଆଚେ । ସେ ଆକା ତମ୍‌କେ ଜତନ୍‌କରି ତମର୍‌ ଆତ୍‌ମାମନ୍‍କେ ଜାଗ୍‌ଲାନି ।

< 1 Pedro 2 >