< ԵՐՐՈՐԴ ՅՈՎՀԱՆՆՈՒ 1 >
1 Երէցը՝ սիրելի Գայիոսին, որ կը սիրեմ ճշմարտութեամբ:
ପାରାଚିନ୍ ଜହନ୍ ଜେ ମୁୟ୍ଁ, ମର୍ ଲାଡାର୍ ଗାୟର୍ ହାକ୍ ଇ ଚିଟି ଲେକୁଲେ, ତାକେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ ।
2 Սիրելի՛ս, կ՚ըղձամ որ ամէն կերպով յաջողիս եւ առողջ ըլլաս, ինչպէս քու անձդ ալ յաջողութեան մէջ է:
ଲାଡାର୍ ସଃଙ୍ଗ୍, ତର୍ ଆତ୍ମାର୍ ଜଃନ୍କଃରି ସୁବ୍ ଅଃଉଁଲି, ସେନ୍କଃରି ସଃବୁ ବିସୟେ ତର୍ ସୁବ୍ ଅଃଉଅ ଆର୍ ତର୍ ଗଃଗାଳ୍ ସଃବୁବଃଳ୍ ନିକ ରେଅ, ଇରି ମର୍ ପାର୍ତନା ।
3 Որովհետեւ մեծապէս ուրախացայ, երբ քանի մը եղբայրներ եկան ու վկայեցին քու ճշմարտութեանդ մասին, թէ կ՚ընթանաս ճշմարտութեամբ:
କାୟ୍ତାକ୍ବଃଲେକ୍ କଃତେକ୍ ବିସ୍ୱାସି ବାୟ୍ମଃନ୍ ଆସି ଜଃଡେବଃଳ୍ ସଃତ୍ ଉହ୍ରେ ତର୍ ସଃର୍ଦା, ଆଚେ ଆର୍ କଃନ୍କଃରି ଜିବନେ ସଃତ୍ ଚାଲାଚାଲ୍ତି କଃରୁଲିସ୍, ଇ କଃତା ସାକି ଦିଲାୟ୍ ସଃଡେବଃଳ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ଲେ ।
4 Ամենամեծ ուրախութիւնս է լսել՝ թէ իմ զաւակներս կ՚ընթանան ճշմարտութեամբ:
ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
5 Սիրելի՛ս, դուն հաւատա՛րմաբար կ՚ընես՝ ինչ որ կ՚ընես եղբայրներուն եւ օտարականներուն.
ଲାଡାର୍ ସଃଙ୍ଗ୍, ତୁମି ବାୟ୍ମଃନ୍କେ ମୁଳ୍କଃରି ହଃର୍ବାସି କ୍ରିସ୍ଟିଆନ୍ ଗୁରୁମଃନ୍କେ ଜାୟ୍ରି କଃରୁଲିସ୍ ସେରି ସଃତ୍କଃରି କଃରୁଲିସ୍ ।
6 անոնք վկայեցին քու սիրոյդ մասին եկեղեցիին առջեւ: Եթէ ուղարկես զանոնք աստուածահաճոյ կերպով՝ լա՛ւ կ՚ընես.
ସେମଃନ୍ ମଣ୍ଡ୍ଳିଏ ତର୍ ଲାଡ୍ କଃତା ସାକି ଦଃୟ୍ ଆଚ୍ତି; ଜୁୟ୍ ଜଦି ସେମଃନ୍କେ ଇସ୍ୱରାର୍ ଜୟ୍ଗ୍ ଉହ୍କାର୍ ଦଃୟ୍ ବାଟ୍ କାଡାୟ୍ ଦେସି, ତଃବେ ନିକ କାମ୍ କଃର୍ସି,
7 որովհետեւ անոնք մեկնեցան Աստուծոյ անունին համար՝ ոչինչ առնելով հեթանոսներէն:
ବଃଲେକ୍ ସେମଃନ୍ ଅଜିଉଦିମଃନାର୍ ତଃୟ୍ହୁଣି କାୟ୍ରି ହେଁ ଉହ୍କାର୍ ନଃନେୟ୍ କ୍ରିସ୍ଟର୍ ନାଉଁ ଗିନେ ବାରାୟ୍ ଆଚ୍ତି ।
8 Ուրեմն մենք պարտաւոր ենք ընդունիլ այդպիսիները, որպէսզի գործակից ըլլանք ճշմարտութեան:
ବଃଲେକ୍ ଅଃମିମଃନ୍ ଜଃନ୍କଃରି ସଃତ୍ ଗିନେ ସେମଃନାର୍ ସଃଙ୍ଗ୍ କାମ୍ କଃରୁ ହାରୁନ୍ଦ୍; ଇତାର୍ ଗିନେ ସେମଃନାର୍ ଉହ୍କାର୍ କଃର୍ତାର୍ ଅଃମାର୍ କାମ୍ ।
9 Գրեցի եկեղեցիին. բայց Դիոտրեփէս, որ կ՚ուզէ անոնց մէջ առաջին ըլլալ, չ՚ընդունիր մեզ:
ମୁଁୟ୍ ତୁମାର୍ ମଣ୍ଡ୍ଳିକେ ଗଟେକ୍ ସାନ୍ ଚିଟି ଲେକି ରିଲେ, ମଃତର୍ ମଣ୍ଡ୍ଳି ବିତ୍ରେ ବଃଡ୍ ଅଃଉଁକେ ମଃନ୍କଃରି ଦିୟତ୍ରପା ମର୍ କଃତାକ୍ ନଃଦେର୍ଲାୟ୍ ।
10 Ուստի եթէ գամ՝ պիտի մտաբերեմ անոր ըրած գործերը, քանի որ կը շաղակրատէ մեզի դէմ չար խօսքերով: Չի բաւարարուիր ասով, եւ ո՛չ միայն չ՚ընդունիր եղբայրները, հապա կ՚արգիլէ ու եկեղեցիէն կը վտարէ անոնք՝ որ կ՚ուզեն ընդունիլ:
ସେ ଅଃମିମଃନାର୍ ବିରଦେ କଃରାବ୍ କଃତା କୟ୍ ଅଃମିମଃନ୍କ୍ ଲିନ୍ଦା କଃରୁଲା, ଆରେକ୍ ସଃତେକ୍ସେ ନୟ୍, ନିଜେ ବାୟ୍ମଃନାର୍ ସେବା ନଃକେରୁଲା, ଆରେକ୍ ବିନ୍ ଲକ୍ମଃନ୍ ଉହ୍କାର୍ କଃରୁକେ ମଃନ୍ କଃଲେକ୍, ସେମଃନ୍କେ ନଃକେରାଉଁଲା, ଆର୍ ମଣ୍ଡ୍ଳି ତଃୟ୍ହୁଣି ସେନଃନ୍କେ ବାର୍କଃରୁଲା; ମୁଁୟ୍ ଗଃଲେକ୍ ତାର୍ ଇରି ସଃବୁ କଃଲା କଃରାବ୍ କାମ୍ ମଃନେ ଏତାୟ୍ ଦଃୟ୍ନ୍ଦ୍ ।
11 Սիրելի՛ս, մի՛ նմանիր չարին, հապա՝ բարիին: Ա՛ն որ բարիք կ՚ընէ՝ Աստուծմէ է. բայց ա՛ն որ չարիք կ՚ընէ՝ տեսած չէ Աստուած:
ଲାଡାର୍ ସାଙ୍ଗ, ଜୁୟ୍ ମଃନ୍ଦ୍ କାମାର୍ ହଃଚେ ନଃଜାୟ୍କଃରି ସଃତ୍ କାମାର୍ ହଃଚେ ଜାଆ, ଜେ ସଃତ୍ କାମ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ କଃରାବ୍ କାମ୍ କଃରେଦ୍ ସେ ଇସ୍ୱର୍କେ ନଃଜାଣେ ।
12 Իսկ Դեմետրիոս բարի վկայուած է բոլորէն, նոյնինքն ճշմարտութենէն ալ: Մե՛նք ալ կը վկայենք, եւ դուք գիտէք թէ մեր վկայութիւնը ճշմարիտ է:
ଦିମିତ୍ରିୟର୍ କଃତା ସଃବୁଲକ୍ ନିକ ସାକି ଦେଉଁଲାୟ୍; ସଃତ୍ ନିଜେ ହେଁ ସାକି ଦେଉଁଲି; ଅଃମିମଃନ୍ ହେଁ ସାକି ଦେଉଁଲୁ । ଆର୍ ଅଃମିମଃନାର୍ ସାକି ଜେ ସଃତ୍ ଇରି ତୁମି ଜାଣୁଲାସ୍ ।
13 Գրելիք շատ բան ունէի, բայց չեմ ուզեր մելանով ու գրիչով գրել քեզի:
ତୁମାର୍ହାକ୍ ମର୍ ଗାଦେକ୍ କଃତା କଃଉତାର୍ ଆଚେ, ମଃତର୍ ସିରାୟ୍ ଆର୍ ପେନ୍ ତଃୟ୍ଁ ସେରି ଲେକୁକେ ମଃନ୍ ନଃକେରୁଲେ ।
14 Սակայն կը յուսամ թէ շուտով պիտի տեսնեմ քեզ, եւ պիտի խօսինք դէմ առ դէմ: Խաղաղութի՜ւն քեզի: Բարեկամները կը բարեւեն քեզ. բարեւէ՛ մեր բարեկամները՝ իւրաքանչիւրը իր անունով:
ମର୍ ଆସା ଜେ, ବେଗି ତୁମାର୍ ସଃଙ୍ଗ୍ ବେଟ୍ ଅୟ୍ଦ୍ ଆର୍ ଅଃମିମଃନ୍ ଗଟେତଃୟ୍ ବଃସି ଗଟିକଃତା କଃରୁଆଁ । ତୁମାର୍ ଉହ୍ରେ ସୁସ୍ତା ଅଃଉଅ; ତୁମାର୍ ମିତ୍ରମଃନ୍ ତୁମିକେ ନାଉଁ ଦଃରି ଜୁଆର୍ ଜାଣାଉଁଲାୟ୍ । ଅଃମାର୍ ସଃବୁ ମିତ୍ରମଃନ୍କେ ମର୍ ନିଜାର୍ ଜୁଆର୍ ଜାଣାଉଆ ।