< ԵՐԿՐՈՐԴ ՅՈՎՀԱՆՆՈՒ 1 >
1 Երէցը՝ ընտրեալ տիկնոջ եւ անոր զաւակներուն, որ կը սիրեմ ճշմարտութեամբ, (ո՛չ միայն ես, այլ նաեւ բոլոր անոնք՝ որ գիտցած են ճշմարտութիւնը, )
ପାରାଚିନ୍ ଜେ ମୁଁୟ୍, ମୁଁୟ୍ ମାପ୍ରୁ ବାଚ୍ଲା ମାୟ୍ଜିଟକି, ଆର୍ ଇସ୍ୱରାର୍ ହିଲାମଃନାର୍ ହାକ୍ ଇ ଚିଟି ଲେକୁଲେ । ସେମଃନ୍କେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ, ଆର୍ ଅଃକାୟ୍ ମୁଁୟ୍ ନାୟ୍ ମଃତର୍ ସଃତ୍ ଜାଣି ରେତା ସଃବୁ ଲକ୍ ହେଁ ଲାଡ୍ କଃର୍ତି ।
2 այն ճշմարտութեան համար՝ որ կը բնակի մեր մէջ ու յաւիտեան պիտի ըլլայ մեզի հետ. (aiōn )
ଜୁୟ୍ ସଃତ୍ ଅଃମିମଃନାର୍ ମଃନ୍ବିତ୍ରେ ଆଚେ ଆର୍ ସଃବୁବଃଳ୍ ଅଃମାର୍ ସଃଙ୍ଗ୍ ରଃୟ୍ଦ୍, ସେ ସଃତାର୍ ଗିନେ ସେମଃନ୍କେ ଲାଡ୍ କଃରୁଲୁ । (aiōn )
3 ձեզի հետ թող ըլլան շնորհք, ողորմութիւն եւ խաղաղութիւն՝ Հայր Աստուծմէ ու Տէր Յիսուս Քրիստոսէ, Հօրը Որդիէն, ճշմարտութեամբ եւ սիրով:
ଉବା ଇସ୍ୱର୍ ଆର୍ ସେ ଉବାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ହୁଣି ଉହ୍କାର୍, ଦଃୟା ଆର୍ ସୁସ୍ତା ଅଃମାର୍ ସଃଙ୍ଗ୍ ସଃତ୍ ଆର୍ ଲାଡେ ରଃୟ୍ଦ୍ ।
4 Մեծապէս ուրախացայ, գտնելով թէ զաւակներէդ ոմանք կ՚ընթանան ճշմարտութեամբ, այն պատուիրանին համաձայն՝ որ ստացանք Հօրմէն:
ତୁମାର୍ ହିଲାମଃନାର୍ ବିତ୍ରେ କଃତେକ୍ ଉବାର୍ ତଃୟ୍ହୁଣି ହାୟ୍ରିଲା ବିଦି ହଃର୍କାରେ ସଃତେ ଚାଲ୍ଚାଲ୍ତି ଜାଣି ମୁଁୟ୍ ବଃଡେ ସଃର୍ଦା ।
5 Հիմա կը թախանձեմ քեզի, տիկի՛ն, որ սիրենք զիրար. կը գրեմ քեզի ո՛չ թէ նոր պատուիրան մը, հապա ա՛ն՝ որ ունէինք սկիզբէն:
ଲାଡାର୍ ଆୟା ଅଃବେ ମୁଁୟ୍ ଜେ ତର୍ ହାକ୍ ନଃଉଆଁ ବିଦି ଲେକୁଲେ ସେରି ନାୟ୍, ମଃତର୍ ଆରୁମେ ହୁଣି ହାୟ୍ଲା ବଲ୍କେ ଲେକି ଗଃଉଆରି କଃରୁଲେ ଜେ, ଅଃମିମଃନ୍ ସଃବ୍କେ ଅଃହ୍ଣା ଅଃହ୍ଣା ମଃନ୍କାର୍ ବିତ୍ରେ କଃରୁନ୍ଦ୍ ।
6 Սէրը սա՛ է.- ընթանալ անոր պատուիրաններուն համաձայն: Եւ պատուիրանը սա՛ է.- ընթանալ սկիզբէն ի վեր ձեր լսածին համաձայն:
ଆର୍ ଅଃମିମଃନ୍ ଜେ, ତାର୍ ବିଦି ହଃର୍କାରେ ଚାଲ୍ଚାଲ୍ତି କଃରୁଆଁ, ଇରି ହଃକା ଲାଡାର୍ ଅଃର୍ତ୍ । ତୁମିମଃନ୍ ଆରୁମେ ହୁଣି ଜାୟ୍ରି ସୁଣି ଆଚାସ୍, ସେ ହଃର୍କାରେ ଚାଲ୍ଚାଲ୍ତି କଃରା ଇରି ସେ ବଲ୍ ।
7 Արդարեւ աշխարհ մտած են շատ մոլորեցուցիչներ, որոնք չեն դաւանիր թէ Յիսուս Քրիստոս մարմինով եկաւ: Այսպիսին մոլորեցուցիչ ու նեռ է:
ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ କ୍ରିସ୍ଟ ନଃର୍ ଗଃଗାଳ୍ ଦଃରି ଆସି ଆଚେ ବଃଲି ବିସ୍ୱାସ୍ ନଃକେର୍ତି, ଇରଃକମ୍ ଗାଦେକ୍ ଟକୁମଃନ୍ ଜଃଗତେ ବାରାୟ୍ ଆସି ଆଚ୍ତି । ଇବାନ୍ୟା ଲକ୍ ଅଃଉଁଲାୟ୍ ଟକୁମଃନ୍ ଆର୍ କ୍ରିସ୍ଟର୍ ସଃତ୍ରୁ ।
8 Զգուշացէ՛ք դուք ձեզի համար, որ չկորսնցնենք մեր աշխատանքը, հապա ստանանք լման վարձատրութիւն:
ତୁମିମଃନ୍ ଜଃନ୍କଃରି ଅଃମିମଃନାର୍ କଃଲା କାମାର୍ ହଃଳ୍ ଆରାୟ୍ ନଃକେରି ଜଃନ୍କଃରି ସେତିର୍ ହୁର୍ନ୍ କଃରି ପୁରିସ୍କାର୍ ହାଉଆସ୍; ସେତାର୍ ଗିନେ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ରିଆ ।
9 Ո՛վ որ զանցառու կ՚ըլլայ եւ չի մնար Քրիստոսի ուսուցումին մէջ, չունի Աստուած: Իսկ ա՛ն որ կը կենայ Քրիստոսի ուսուցումին մէջ, ունի թէ՛ Հայրը, թէ՛ ալ Որդին:
ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ ଆଚେ ।
10 Եթէ մէկը գայ ձեզի ու չբերէ այս ուսուցումը, մի՛ ընդունիք զայն ձեր տունը, եւ մի՛ բարեւէք.
କେ ଜଦି ଇ ସିକ୍ୟା ନଃୟ୍ ତୁମିମଃନାର୍ ହାକ୍ ଆସେଦ୍, ତଃବେ ତାକ୍ ତୁମାର୍ ଗଃରେ କୁଦାନାୟ୍ କଃରାନାୟ୍, ଆର୍ ତର୍ ସୁସ୍ତା ଅଃଉଅ ବଃଲି କୟ୍କଃରି ତାକେ ଜୁଆର୍ କଃରାନାୟ୍ ।
11 որովհետեւ ո՛վ որ բարեւէ զայն՝ կը հաղորդակցի անոր չար գործերուն:
ବଃଲେକ୍ ଜୁୟ୍ଲକ୍ ତାର୍ ସୁସ୍ତା ଅଃଉଅ ବଃଲି କୟ୍ଦ୍, ସେ ତାର୍ କଃରାବ୍ କାମାର୍ ବାଗିଦାରି ସଃଇନ୍ ।
12 Ձեզի գրելիք շատ բան ունէի, բայց չուզեցի գրել թուղթով ու մելանով. քանի որ կը յուսամ գալ ձեզի եւ խօսիլ դէմ առ դէմ, որպէսզի մեր ուրախութիւնը լման ըլլայ:
ତୁମିମଃନାର୍ ହାକ୍ ଗାଦେକ୍ କଃତା ଲେକ୍ତାର୍ ଆଚେ, ମଃତର୍ କାଗଜେ ଆର୍ ପେନେ ସେରି ଲେକୁକେ ମଃନ୍ ନଃକେରୁଲେ ମର୍ ଆସା ଜେ, ତୁମାର୍ ଲଃଗେ ଆସି ନିଜେ ମୁକାମୁକି କଃତାବାର୍ତା କଃରିନ୍ଦ୍, ଜଃନ୍କଃରି ଅଃମିମଃନାର୍ ସଃର୍ଦା ହୁର୍ନ୍ ଅୟ୍ଦ୍ ।
13 Ընտրեալ քրոջդ զաւակները կը բարեւեն քեզ:
ଇସ୍ୱର୍ କୁଦ୍ଲାର୍ ତୁମାର୍ ବେଣିର୍ ହିଲାମଃନ୍ ତୁମିକେ ଜୁଆର୍ ଜାଣାଉଁଲାୟ୍ ।