< ԵՐԿՐՈՐԴ ԿՈՐՆԹԱՑԻՍ 9 >
1 Արդարեւ աւելորդ է որ գրեմ ձեզի՝ սուրբերուն սպասարկութեան մասին,
୧ଜିଉଦାଦେସେ ରଇବା ପର୍ମେସରର୍ ଲକ୍ମନ୍କେ ଦାନ୍ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍କେ ଆରି ମୁଇ ନ ଲେକି ।
2 քանի գիտեմ ձեր յօժարութիւնը. անոր մասին կը պարծենամ ձեզմով Մակեդոնացիներուն առջեւ, ըսելով թէ Աքայիացիները անցեալ տարուընէ պատրաստուած էին. ու ձեր նախանձախնդրութիւնը դրդեց շատ շատերը:
୨କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ ।
3 Սակայն ղրկեցի եղբայրները, որպէսզի ձեզի հանդէպ մեր պարծանքը ընդունայն չըլլայ այս մասին, հապա՝ ինչպէս ըսեր եմ՝ պատրաստուած ըլլաք.
୩ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ ।
4 որպէսզի՝ երբ Մակեդոնացիները գան ինծի հետ եւ անպատրաստ գտնեն ձեզ՝ մենք (որ չըսենք՝ դո՛ւք) ամօթահար չըլլանք այս նոյն պարծանքին վստահութեան համար:
୪ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ ।
5 Ուրեմն հարկաւոր համարեցի յորդորել եղբայրները, որ նախապէս գան ձեզի ու կանխաւ համախմբեն ձեր նախապէս ծանուցանած առատաձեռնութիւնը, որպէսզի ան պատրաստ ըլլայ իբր առատաձեռնութիւն, ո՛չ թէ իբր ագահութիւն:
୫ତେବେ ମୁଇ ବାବ୍ଲି, ଏ ବାଇବଇନିମନ୍, ମୁଇ ଜିବା ଆଗ୍ତୁ ସେମନ୍ ଜାଇକରି ଜନ୍ ଦାନ୍ ତମେ ଦେବୁ ବଲି କଇତେରଇଲାସ୍, ସେଟା ଜମାଇକରି ସଙ୍ଗଇବାକେ ସେମନ୍କେ ବାବୁଜିଆ କର୍ବି । ଜଦି ଆମେ ସେନ୍ତାରି କର୍ବୁ ବଇଲେ, ଦାନ୍ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍ରତ୍ ଅଇରଇସି । ଆରି ସେଟା ତମେ ନିଜେ ମନ୍ କରି ଦେଲାସ୍ । ବାଦିଅ କଲାକେ ଦିଆସ୍ ନାଇ ବଲି ଜାନାପଡ୍ସି ।
6 Բայց սա՛ գիտցէք, թէ ա՛ն որ խնայելով կը սերմանէ՝ խնայելով ալ պիտի հնձէ, եւ ա՛ն որ առատաձեռնութեամբ կը սերմանէ՝ առատաձեռնութեամբ պիտի հնձէ:
୬ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି ।
7 Իւրաքանչիւրը թող տայ՝ ինչպէս որոշած է իր սիրտին մէջ, ո՛չ թէ տրտմութեամբ կամ հարկադրաբար. որովհետեւ Աստուած կը սիրէ ցնծութեամբ տուողը:
୭ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।
8 Եւ Աստուած կարող է բոլոր շնորհքներով ճոխացնել ձեզ, որպէսզի դուք՝ ամէն բանի մէջ ամէն ատեն լման ինքնաբաւութիւն ունենալով՝ ճոխանաք ամէն բարի գործով,
୮ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
9 ինչպէս գրուած է. «Սփռեց եւ աղքատներուն տուաւ. անոր արդարութիւնը յաւիտեան կը մնայ»: (aiōn )
୯ସାସ୍ତର୍ କଇଲାପାରା ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ । (aiōn )
10 Ուրեմն ա՛ն՝ որ սերմ կը հայթայթէ սերմնացանին, կերակուրի համար հաց հայթայթէ ձեզի ու բազմացնէ ձեր հունտը՝՝, եւ աճեցնէ ձեր արդարութեան պտուղները:
୧୦ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
11 Ամէն բանի մէջ հարստացած էք ամէն տեսակ առատաձեռնութեամբ, ինչ որ մեր միջոցով շնորհակալութիւն կը գոյացնէ Աստուծոյ հանդէպ.
୧୧ସେ ତମ୍କେ ସାଉକାର୍ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
12 որովհետեւ այս պաշտօնին սպասարկումը ո՛չ միայն կը լրացնէ սուրբերուն պակասը, այլ նաեւ կը ճոխանայ շատ շնորհակալութիւններով՝ ուղղուած Աստուծոյ:
୧୨ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।
13 Այս սպասարկութեան փորձառութեամբ անոնք պիտի փառաւորեն Աստուած՝ Քրիստոսի աւետարանին ձեր դաւանած ենթարկումին համար, նաեւ ձեր առատաձեռն հաղորդակցութեան համար՝ անոնց եւ բոլորին հետ.
୧୩ତମେ କର୍ବା ଏ ନିକ କାମ୍ ଦେକିକରି ଲକ୍ମନ୍ ପର୍ମେସର୍କେ ମଇମା କର୍ବାଇ । କାଇକେବଇଲେ ବିସ୍ବାସ୍ କରିରଇବା କିରିସ୍ଟର୍ ସୁବ୍କବର୍ ତମେ ମାନ୍ଲାସ୍ନି । ଆରି ସେମନ୍କେ ଆରି ବିନ୍ଲକ୍ମନ୍କେ ମିସା ଜବର୍ ଦେଲାସ୍ନି ।
14 ու պիտի աղերսեն ձեզի համար, կարօտնալով ձեզ Աստուծոյ գերազանց շնորհքին համար՝ որ ձեր մէջ է:
୧୪ପର୍ମେସର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଇଲାର୍ପାଇ ସେମନ୍ ବେସି ଆଲାଦ୍ ଅଇକରି ତମର୍ପାଇ ପାର୍ତନା କର୍ବାଇ ।
15 Շնորհակալութի՛ւն Աստուծոյ՝ իր անպատմելի պարգեւին համար:
୧୫ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।