< رُوما 5 >

فَإِذْ قَدْ تَبَرَّرْنَا بِٱلْإِيمَانِ لَنَا سَلَامٌ مَعَ ٱللهِ بِرَبِّنَا يَسُوعَ ٱلْمَسِيحِ، ١ 1
ଏବେ ଆମେ ବିସ୍‌ବାସ୍‌ କଲାର୍‌ ପାଇ ପରମେସର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇଅଇଲୁ ଆଚୁ ଆରି ମାପ୍‌ରୁ ଜିସୁ କିରିସ୍‌ଟର ଲାଗି ପରମେସର୍‌ ସଙ୍ଗ୍‍ ସାନ୍ତି ସଙ୍ଗ୍‍ ଆଚୁ ।
ٱلَّذِي بِهِ أَيْضًا قَدْ صَارَ لَنَا ٱلدُّخُولُ بِٱلْإِيمَانِ، إِلَى هَذِهِ ٱلنِّعْمَةِ ٱلَّتِي نَحْنُ فِيهَا مُقِيمُونَ، وَنَفْتَخِرُ عَلَى رَجَاءِ مَجْدِ ٱللهِ. ٢ 2
କାଇକେବଇଲେ ଆମେ ବିସ୍‌ବାସ୍‌ କଲାର୍‌ ପାଇସେ ତାର୍‍ ଜିବନ୍‌ ଦୁକାଇଲାଟାନେ ଆମ୍‌କେ ଆନି ଆଚେ । ଜନ୍‌ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍‌ଦା ସଙ୍ଗ୍‍ ବଡ୍‌ପନର୍‌ କାତା କଇବୁ । କାଇକେବଇଲେ ପରମେସରର୍‌ ଡାକ୍‌ପୁଟାର୍‌ତେଇ ମିସ୍‌ବୁ ବଲି ଆମ୍‌କେ ଆସା ଆଚେ ।
وَلَيْسَ ذَلِكَ فَقَطْ، بَلْ نَفْتَخِرُ أَيْضًا فِي ٱلضِّيقَاتِ، عَالِمِينَ أَنَّ ٱلضِّيقَ يُنْشِئُ صَبْرًا، ٣ 3
ସବୁ ରକାମର୍‌ ଦୁକ୍‌ କସ୍‌ଟ ମୁର୍‍ଚି କରି ସାର୍‌ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍‌ଟ ମୁରଚ୍‌ଲେ, ମନେ ସାଆସ୍‌ ଆଇସି ।
وَٱلصَّبْرُ تَزْكِيَةً، وَٱلتَّزْكِيَةُ رَجَاءً، ٤ 4
ସାଆସ୍‍ ଦାରି ରଇଲେ ପରମେସର୍‌ ସାର୍‍ଦା ଅଇସି । ତାର୍‍ ସାର୍‍ଦାଇଅନି ଆସା ଆଇସି ।
وَٱلرَّجَاءُ لَا يُخْزِي، لِأَنَّ مَحَبَّةَ ٱللهِ قَدِ ٱنْسَكَبَتْ فِي قُلُوبِنَا بِٱلرُّوحِ ٱلْقُدُسِ ٱلْمُعْطَى لَنَا. ٥ 5
ଏ ଆସା ଆମ୍‌କେ ମୁର୍‌ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍‌ ଆମ୍‌କେ ସୁକଲ୍‌ଆତ୍‌ମା ଦେଇ କରି ଆମର୍‌ ମନେ ତାର୍‌ ଆଲାଦ୍‌ ବର୍‌ତି କରିଦେଲାଆଚେ । ସୁକଲ୍‌ଆତ୍‌ମା ଆମର୍‌ ପାଇ ରଇବା ପର୍‌ମେସରର୍‌ ଦାନ୍‌ ।
لِأَنَّ ٱلْمَسِيحَ، إِذْ كُنَّا بَعْدُ ضُعَفَاءَ، مَاتَ فِي ٱلْوَقْتِ ٱلْمُعَيَّنِ لِأَجْلِ ٱلْفُجَّارِ. ٦ 6
ଆମ୍‌କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍‌ ଟିକ୍‌ କଲା ବେଲାଇ କିରିସ୍‌ଟ ପାପିମନର୍‌ ପାଇ ମଲା ।
فَإِنَّهُ بِٱلْجَهْدِ يَمُوتُ أَحَدٌ لِأَجْلِ بَارٍّ. رُبَّمَا لِأَجْلِ ٱلصَّالِحِ يَجْسُرُ أَحَدٌ أَيْضًا أَنْ يَمُوتَ. ٧ 7
ଦରମ୍‌ ଲକର୍‌ ପାଇ କେ ମିସା ଗଟେକ୍‌ ଲକ୍‌ ମର୍‌ବାଟା ଆମେ ନାଜାନୁ, ମାତର୍‌ ଏନ୍ତାରି ମିସା ଅଇସି ଜେ, ଗଟେକ୍‌ ନିମାନ୍‌ ଲକର୍‌ପାଇ ନିଜର୍‌ ଜିବନ୍‌ ଦେବାକେ କେ ଆଲେ ସାସ୍‌ କର୍‌ବାଇ ।
وَلَكِنَّ ٱللهَ بَيَّنَ مَحَبَّتَهُ لَنَا، لِأَنَّهُ وَنَحْنُ بَعْدُ خُطَاةٌ مَاتَ ٱلْمَسِيحُ لِأَجْلِنَا. ٨ 8
ମାତର୍‌ ଆମେ ପାପି ରଇଲାବେଲେ ଜିସୁ ଆମର୍‌ ପାଇ ନିଜର୍‌ ଜିବନ୍‌ ସର୍‌ପିଦେଲା । ଇତିଅନି ପରମେସର୍‌ ଆମ୍‌କେ କେତେକ୍‌ ଆଲାଦ୍‌ କଲାନି, ସେଟା ଜାନାପଡିଆଚେ ।
فَبِٱلْأَوْلَى كَثِيرًا وَنَحْنُ مُتَبَرِّرُونَ ٱلْآنَ بِدَمِهِ نَخْلُصُ بِهِ مِنَ ٱلْغَضَبِ! ٩ 9
କିରିସ୍‌ଟର୍‌ ବନିର୍‌ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ କଲାଆଚେ । ସେନ୍ତି ଆଲେ ପରମେସରର୍‌ ବଡ୍‌ ରିସାଇଅନି ଆମ୍‌କେ ରକିଆ କର୍‌ବାକେ କିରିସ୍‌ଟ କେତେକ୍‌ ମନ୍‌ଦିଆନ୍‌ ନ ଦେଏ!
لِأَنَّهُ إِنْ كُنَّا وَنَحْنُ أَعْدَاءٌ قَدْ صُولِحْنَا مَعَ ٱللهِ بِمَوْتِ ٱبْنِهِ، فَبِٱلْأَوْلَى كَثِيرًا وَنَحْنُ مُصَالَحُونَ نَخْلُصُ بِحَيَاتِهِ! ١٠ 10
୧୦ଆମେ ପରମେସରର୍‌ ସତ୍‌ରୁ ରଇଲାବେଲେ ତାର୍‌ ପିଲା ଆମର୍‌ ପାଇ ଜିବନ୍‌ ଦେଲା । ତେଇଅନି ପରମେସର୍‌ ସଙ୍ଗ୍‌ ଆମେ ଆରିତରେକ୍‌ ଜଡିଅଇଲୁ । ତାର୍‍ ସଙ୍ଗ୍‌ ଆରିତରେକ୍‌ ଜଡିଅଇଲା ପଚେ, ଏବେ କିରିସ୍‌ଟର୍‌ ଜିବନର୍‌ ଲାଗି ଆମେ ରକିଆ ପାଇବାକେ କେତେକ୍‌ ଅଦିକ୍‌ ନ ପାଉ?
وَلَيْسَ ذَلِكَ فَقَطْ، بَلْ نَفْتَخِرُ أَيْضًا بِٱللهِ، بِرَبِّنَا يَسُوعَ ٱلْمَسِيحِ، ٱلَّذِي نِلْنَا بِهِ ٱلْآنَ ٱلْمُصَالَحَةَ. ١١ 11
୧୧ଅବ୍‌କା ସେତ୍‌କିସେ ନଏ, ମାପ୍‌ରୁ ଜିସୁକିରିସ୍‌ଟର୍‌ ତେଇଅନି ପରମେସର୍‌ ଜନ୍‌ ସବୁ କାମ୍‌ କଲାଆଚେ, ସେଟାର୍‌ ପାଇ ଆମର୍‌ ମନ୍‌ ଉଡୁକ୍‌ଦୁଡୁକ୍‌ ଆରି ସାର୍‌ଦାଇ ପୁରୁନ୍‌ ଅଇଆଚେ। ସେ ଜିସୁ ପରମେସର୍‌ ସଙ୍ଗ୍‌ ଆମ୍‌କେ ଆରିତରେକ୍‌ ମିସାଇଲା ଆଚେ ।
مِنْ أَجْلِ ذَلِكَ كَأَنَّمَا بِإِنْسَانٍ وَاحِدٍ دَخَلَتِ ٱلْخَطِيَّةُ إِلَى ٱلْعَالَمِ، وَبِٱلْخَطِيَّةِ ٱلْمَوْتُ، وَهَكَذَا ٱجْتَازَ ٱلْمَوْتُ إِلَى جَمِيعِ ٱلنَّاسِ، إِذْ أَخْطَأَ ٱلْجَمِيعُ. ١٢ 12
୧୨ପର୍‌ତମେ ଗଟେକ୍‌ ଲକ୍‌ସେ ପାପ୍‌ କରିରଇଲା । ଆରି ପାପର୍‌ ଲାଗି ମରନ୍‌ ଆଇଲା । ସବୁ ଲକ୍‌ ପାପ୍‌ କଲାର୍‌ ପାଇ ମରନ୍‌ ସବୁ ମୁନୁସ୍‌ ଜାତିକେ ଡାବିଅଇଲା ।
فَإِنَّهُ حَتَّى ٱلنَّامُوسِ كَانَتِ ٱلْخَطِيَّةُ فِي ٱلْعَالَمِ. عَلَى أَنَّ ٱلْخَطِيَّةَ لَا تُحْسَبُ إِنْ لَمْ يَكُنْ نَامُوسٌ. ١٣ 13
୧୩ନିୟମ୍‌ ମିଲ୍‌ବା ଆଗ୍‌ତୁ ଲକ୍‌ମନ୍‌ ପାପ୍‌ କର୍‌ତେରଇଲାଇ । ମାତର୍‌ ନିୟମ୍‌ ନ ରଇବାଟାନେ ପାପର୍‌ ଇସାବ୍‌ ନ ଅଇତେରଇଲା ।
لَكِنْ قَدْ مَلَكَ ٱلْمَوْتُ مِنْ آدَمَ إِلَى مُوسَى، وَذَلِكَ عَلَى ٱلَّذِينَ لَمْ يُخْطِئُوا عَلَى شِبْهِ تَعَدِّي آدَمَ، ٱلَّذِي هُوَ مِثَالُ ٱلْآتِي. ١٤ 14
୧୪ଆଦମର୍‌ ବେଲାଇଅନି ମସାର୍‌ ବେଲା ଜାକ, କେ ଆଦମର୍‌ ପାରା କାତା ନ ମାନି, ସେ କରି ରଇବା ପାପ୍‌ ପାରା ନ କରିର‍ଇଲେ ମିସା, ସବୁ ଲକ୍‌ ମଲାଇ । ଜେ ଆଇବାର୍‌ ରଇଲା, ସେ ଆଦମର୍‌ ଗଟେକ୍‌ ରୁପ୍‌ ।
وَلَكِنْ لَيْسَ كَٱلْخَطِيَّةِ هَكَذَا أَيْضًا ٱلْهِبَةُ. لِأَنَّهُ إِنْ كَانَ بِخَطِيَّةِ وَاحِدٍ مَاتَ ٱلْكَثِيرُونَ، فَبِٱلْأَوْلَى كَثِيرًا نِعْمَةُ ٱللهِ، وَٱلْعَطِيَّةُ بِٱلنِّعْمَةِ ٱلَّتِي بِٱلْإِنْسَانِ ٱلْوَاحِدِ يَسُوعَ ٱلْمَسِيحِ، قَدِ ٱزْدَادَتْ لِلْكَثِيرِينَ! ١٥ 15
୧୫ମାତର୍‌ ପରମେସରର୍‌ ଇସାବ୍‌ ନଇଲା ଦାନ୍‌ ଆରି ଆଦମର୍‌ ପାପ୍‌ ବିତ୍‌ରେ କେତେକ୍‌ କେତେକ୍‌ ଦୁର୍‌ ଆଚେ । ଗଟେକ୍‌ ଲକର୍‌ ପାପର୍‌ ପାଇ ବେସି ଲକର୍‌ ମରନ୍‌ ଅଇଲା । ମାତର୍‌ ପରମେସର୍‌ ତାର୍‌ ଜିବନ୍‌ଦୁକାଇଲାକେ, ଲକ୍‌ମନର୍‌ ପାଇ ଆରି ଗଟେକ୍‌ ଲକ୍‌କେ ଇନାମେ ଦେଲା । ସେ ବଡ୍‌ ଇନାମ୍‌ ଜିସୁ କିରିସ୍‌ଟର୍‌ ଜିବନ୍‌ ଦୁକାଇଲାକେ ପୁରାପୁରୁନ୍‌ ଅଇଲା ।
وَلَيْسَ كَمَا بِوَاحِدٍ قَدْ أَخْطَأَ هَكَذَا ٱلْعَطِيَّةُ. لِأَنَّ ٱلْحُكْمَ مِنْ وَاحِدٍ لِلدَّيْنُونَةِ، وَأَمَّا ٱلْهِبَةُ فَمِنْ جَرَّى خَطَايَا كَثِيرَةٍ لِلتَّبْرِيرِ. ١٦ 16
୧୬ସେ ଗଟେକ୍‌ ପାପ୍‍ କାମ୍‍ ଅଇଲା ପଚେ ସବୁ ମୁନୁସ୍‌ ଜାତି ବିଚାର୍‌ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍‌ ଏବେ ଜବର୍‌ ଲକର୍‌ ପାପର୍‌ ଲାଗି ଲକ୍‌ମନର୍‌ ଆସା ନ ରଇଲେ ମିସା, ପର୍‌ମେସର୍‌ ଦାନ୍‌ କଲାକେ ଦସି ନାଇ ବଲି ଏଜାଇଅଇଲାଇ ।
لِأَنَّهُ إِنْ كَانَ بِخَطِيَّةِ ٱلْوَاحِدِ قَدْ مَلَكَ ٱلْمَوْتُ بِٱلْوَاحِدِ، فَبِٱلْأَوْلَى كَثِيرًا ٱلَّذِينَ يَنَالُونَ فَيْضَ ٱلنِّعْمَةِ وَعَطِيَّةَ ٱلْبِرِّ، سَيَمْلِكُونَ فِي ٱلْحَيَاةِ بِٱلْوَاحِدِ يَسُوعَ ٱلْمَسِيحِ! ١٧ 17
୧୭ଏଲେମିସା ଗଟେକ୍‌ ମୁନୁସର୍‌ ପାପର୍‌ ପାଇ ସବୁ ଲକ୍‌କେ ମରନର୍‌ ଡଣ୍ଡ୍‌ ଆଇଲା । ମାତର୍‌ ସେ ଗଟେକ୍‌ ମୁନୁସ୍‌ ଜନ୍‌ଟାକି କିରିସ୍‌ଟ, ଜାଇଟା କଲାଆଚେ ସେଟା କେଡେକ୍‌ ବଡ୍‌ ବିସଇ! ଜେତେକ୍‌ ଲକ୍‌ ପରମେସର୍‌ ବଡ୍‌ ଜିବନ୍‌ଦୁକାଇଲାଟା ଜବର୍‌ ଅଇତେ ଇନାମେ ମିଲାଇଆଚତ୍‌, ସେମନ୍‌ ଜିସୁକିରିସ୍‌ଟର୍‌ ବାଟେଅନି ସବୁ ଲକ୍‌ ତାର୍‌ଟାନେ ଦରମ୍‌ ବଲାଇ ଅଇବାଇ । ସେମନ୍‌ କିରିସ୍‌ଟର୍‌ ସଙ୍ଗ୍‌ ଜିତି କରି ଜିଉନା କାଉନା କରି ସାସନ୍‌ କର୍‌ବାଇ ।
فَإِذًا كَمَا بِخَطِيَّةٍ وَاحِدَةٍ صَارَ ٱلْحُكْمُ إِلَى جَمِيعِ ٱلنَّاسِ لِلدَّيْنُونَةِ، هَكَذَا بِبِرٍّ وَاحِدٍ صَارَتِ ٱلْهِبَةُ إِلَى جَمِيعِ ٱلنَّاسِ، لِتَبْرِيرِ ٱلْحَيَاةِ. ١٨ 18
୧୮ଗଟେକ୍‌ ଲକର୍‌ ପାପ୍‌ ଜେନ୍ତି ଗୁଲାଇ ଲକ୍‌କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍‌ ଲକର୍‌ ଦରମ୍‌ ଗୁଲାଇ ଲକର୍‌ପାଇ ମୁକ୍‌ତି ଆରି ନ ସାର୍‌ବା ଜିବନ୍‌ ଆନିଦେଲାଆଚେ ।
لِأَنَّهُ كَمَا بِمَعْصِيَةِ ٱلْإِنْسَانِ ٱلْوَاحِدِ جُعِلَ ٱلْكَثِيرُونَ خُطَاةً، هَكَذَا أَيْضًا بِإِطَاعَةِ ٱلْوَاحِدِ سَيُجْعَلُ ٱلْكَثِيرُونَ أَبْرَارًا. ١٩ 19
୧୯ଗଟେକ୍‌ ଲକ୍‌ ଆଦେସ୍‍ ନ ମାନ୍‌ଲାର୍‌ ପାଇ ଜେନ୍ତିକି ସବୁ ଲକ୍‌ ପାପି ଅଇଲାଇ, ସେନ୍ତି ଗଟେକ୍‌ ଲକ୍‌ ଆଦେସ୍‌ ମାନ୍‌ଲେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇଅଇବାଇ ।
وَأَمَّا ٱلنَّامُوسُ فَدَخَلَ لِكَيْ تَكْثُرَ ٱلْخَطِيَّةُ. وَلَكِنْ حَيْثُ كَثُرَتِ ٱلْخَطِيَّةُ ٱزْدَادَتِ ٱلنِّعْمَةُ جِدًّا. ٢٠ 20
୨୦ନିୟମ୍‌ ଚାଲ୍‌ଲାର୍‌ ପାଇ କାରାପ୍‌ କାମ୍‌ ବଡ୍‌ଲା । ମାତର୍‌ ପାପ୍‌ ବଡି ବଡି ଗାଲାକେ ପରମେସରର୍‌ ଜିବନ୍‌ଦୁକାନି ମିସା ବେସି ବଡ୍‌ଲା ।
حَتَّى كَمَا مَلَكَتِ ٱلْخَطِيَّةُ فِي ٱلْمَوْتِ، هَكَذَا تَمْلِكُ ٱلنِّعْمَةُ بِٱلْبِرِّ، لِلْحَيَاةِ ٱلْأَبَدِيَّةِ، بِيَسُوعَ ٱلْمَسِيحِ رَبِّنَا. (aiōnios g166) ٢١ 21
୨୧ପାପ୍‌ ଜେନ୍ତିକି ସବୁର୍‌ପାଇ ମରନର୍‌ ଡଣ୍ଡ୍‌ ଆନିରଇଲା, ସେନ୍ତି ପରମେସରର୍‌ ଜିବନ୍‌ଦୁକାନି ମାପ୍‌ରୁ ଜିସୁ କିରିସ୍‌ଟର୍‌ ସାଇଜେ ଅନି ଆମ୍‌କେ ଦରମ୍‌ ବାଟେ ଡାକିନେଇ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)

< رُوما 5 >