< رُؤيا 19 >
وَبَعْدَ هَذَا سَمِعْتُ صَوْتًا عَظِيمًا مِنْ جَمْعٍ كَثِيرٍ فِي ٱلسَّمَاءِ قَائِلًا: «هَلِّلُويَا! ٱلْخَلَاصُ وَٱلْمَجْدُ وَٱلْكَرَامَةُ وَٱلْقُدْرَةُ لِلرَّبِّ إِلَهِنَا، | ١ 1 |
୧ତାର୍ପଚେ ସର୍ଗେ ଗଟେକ୍ ଜାଗାଇ ମାନ୍ଦା ଲକ୍ ଆଉଲିଅଇକରି ଏନ୍ତାରି କଇବାଟା ମୁଇ ସୁନ୍ଲି । “ପର୍ମେସର୍କେ ଜୁଆର୍ କରା । ସେ ଆମ୍କେ ମୁକ୍ତି ଦେଲାଆଚେ । ଆମର୍ ପର୍ମେସର୍କେ ଡାକ୍ପୁଟା ଆରି ବପୁ ଅ ।”
لِأَنَّ أَحْكَامَهُ حَقٌّ وَعَادِلَةٌ، إِذْ قَدْ دَانَ ٱلزَّانِيَةَ ٱلْعَظِيمَةَ ٱلَّتِي أَفْسَدَتِ ٱلْأَرْضَ بِزِنَاهَا، وَٱنْتَقَمَ لِدَمِ عَبِيدِهِ مِنْ يَدِهَا». | ٢ 2 |
୨ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ ।
وَقَالُوا ثَانِيَةً: «هَلِّلُويَا! وَدُخَانُهَا يَصْعَدُ إِلَى أَبَدِ ٱلْآبِدِينَ». (aiōn ) | ٣ 3 |
୩ସେମନ୍ ଆରିତରେକ୍ ଆଉଲିଅଇଲାଇ । “ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।” (aiōn )
وَخَرَّ ٱلْأَرْبَعَةُ وَٱلْعِشْرُونَ شَيْخًا وَٱلْأَرْبَعَةُ ٱلْحَيَوَانَاتِ وَسَجَدُوا لِلهِ ٱلْجَالِسِ عَلَى ٱلْعَرْشِ قَائِلِينَ: «آمِينَ!هَلِّلُويَا!». | ٤ 4 |
୪୨୪ ପାର୍ଚିନ୍ମନ୍ ଆରି ଚାର୍ଟା ଜିବନ୍ ରଇବା ପସୁମନ୍ ଡାଣ୍ଡାସନ୍ ପଡି ବସ୍ବା ଜାଗାଇ ବସିରଇବା ପର୍ମେସର୍କେ ଜୁଆର୍ କଲାଇ । ଆମେନ୍ ପର୍ମେସର୍ ଡାକ୍ପୁଟା ପାଅ । ବଇଲାଇ ।
وَخَرَجَ مِنَ ٱلْعَرْشِ صَوْتٌ قَائِلًا: «سَبِّحُوا لِإِلَهِنَا يَا جَمِيعَ عَبِيدِهِ، ٱلْخَائِفِيهِ، ٱلصِّغَارِ وَٱلْكِبَارِ!». | ٥ 5 |
୫ତାର୍ପଚେ ବସ୍ବା ଜାଗାଇଅନି ଗଟେକ୍ ସବଦ୍ ଆଇଲା । ସେଟା ଏନ୍ତାରି କଇଲା, “ଆମର୍ ପର୍ମେସର୍କେ ଜୁଆର୍ କରା । ତାର୍ ଦାଙ୍ଗ୍ଡାମନ୍, ଆକେ ନାମ୍ବା ଜେତ୍କି ସବୁ ବଡ୍ସାନ୍ ଲକ୍ମନ୍ ତାକେ ଜୁଆର୍କରା ।”
وَسَمِعْتُ كَصَوْتِ جَمْعٍ كَثِيرٍ، وَكَصَوْتِ مِيَاهٍ كَثِيرَةٍ، وَكَصَوْتِ رُعُودٍ شَدِيدَةٍ قَائِلَةً: «هَلِّلُويَا! فَإِنَّهُ قَدْ مَلَكَ ٱلرَّبُّ ٱلْإِلَهُ ٱلْقَادِرُ عَلَى كُلِّ شَيْءٍ. | ٦ 6 |
୬ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।”
لِنَفْرَحْ وَنَتَهَلَّلْ وَنُعْطِهِ ٱلْمَجْدَ! لِأَنَّ عُرْسَ ٱلْخَرُوفِ قَدْ جَاءَ، وَٱمْرَأَتُهُ هَيَّأَتْ نَفْسَهَا. | ٧ 7 |
୭ଆସା ଆମେ ସାର୍ଦା ସଙ୍ଗ୍ ଗିତ୍ନାଟ୍ କରୁ ଆରି ତାର୍ କାବାଅଇଜିବା କାମର୍ପାଇ ତାକେ ଡାକ୍ପୁଟା କରୁ, କାଇକେବଇଲେ ମେଣ୍ଡାପିଲାର୍ ବିବା ଅଇବା ବେଲା ଲଗେ କେଟ୍ଲାବେ । ଆରି ତାର୍ କନିଆଦାଙ୍ଗ୍ଡିକେ ବିବା ଅଇବାକେ ନିଜେ ତିଆର୍ କଲାଆଚେ ।
وَأُعْطِيَتْ أَنْ تَلْبَسَ بَزًّا نَقِيًّا بَهِيًّا، لِأَنَّ ٱلْبَزَّ هُوَ تَبَرُّرَاتُ ٱلْقِدِّيسِينَ». | ٨ 8 |
୮ତାକେ ସୁକଲ୍ ପିର୍ପିରା ଅଇ ଜକ୍ମକିଜିବା ବସ୍ତର୍ ପିନ୍ଦ୍ବାକେ ଦିଆଅଇଆଚେ । ପିର୍ପିରା ଲୁଗା ଅଇଲାନି, ପର୍ମେସରର୍ ଲକ୍ମନର୍ ଦରମ୍ କାମ୍ ।
وَقَالَ لِيَ: «ٱكْتُبْ: طُوبَى لِلْمَدْعُوِّينَ إِلَى عَشَاءِ عُرْسِ ٱلْخَرُوفِ!». وَقَالَ: «هَذِهِ هِيَ أَقْوَالُ ٱللهِ ٱلصَّادِقَةُ». | ٩ 9 |
୯ତାର୍ପଚେ ଦୁତ୍ ମକେ କଇଲା, “ଏଟା ଲେକି ସଙ୍ଗଇର । ମେଣ୍ଡାପିଲାର୍ ବିବା ବଜିକେ ଜେତ୍କି ଲକ୍କେ ଡାକ୍ରା ଅଇଲାଆଚେ । ସେମନ୍ କେଡେକ୍ ନିକ କରମର୍ ଲକ୍ ।” ଆରି ଦୁତ୍ କଇଲା, “ଏଟା ପର୍ମେସରର୍ ସତ୍ ବାକିଅ ।”
فَخَرَرْتُ أَمَامَ رِجْلَيْهِ لِأَسْجُدَ لَهُ، فَقَالَ لِيَ: «ٱنْظُرْ! لَا تَفْعَلْ! أَنَا عَبْدٌ مَعَكَ وَمَعَ إِخْوَتِكَ ٱلَّذِينَ عِنْدَهُمْ شَهَادَةُ يَسُوعَ. ٱسْجُدْ لِلهِ! فَإِنَّ شَهَادَةَ يَسُوعَ هِيَ رُوحُ ٱلنُّبُوَّةِ». | ١٠ 10 |
୧୦ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
ثُمَّ رَأَيْتُ ٱلسَّمَاءَ مَفْتُوحَةً، وَإِذَا فَرَسٌ أَبْيَضُ وَٱلْجَالِسُ عَلَيْهِ يُدْعَى أَمِينًا وَصَادِقًا، وَبِٱلْعَدْلِ يَحْكُمُ وَيُحَارِبُ. | ١١ 11 |
୧୧ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି ।
وَعَيْنَاهُ كَلَهِيبِ نَارٍ، وَعَلَى رَأْسِهِ تِيجَانٌ كَثِيرَةٌ، وَلَهُ ٱسْمٌ مَكْتُوبٌ لَيْسَ أَحَدٌ يَعْرِفُهُ إِلَا هُوَ. | ١٢ 12 |
୧୨ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ ।
وَهُوَ مُتَسَرْبِلٌ بِثَوْبٍ مَغْمُوسٍ بِدَمٍ، وَيُدْعَى ٱسْمُهُ «كَلِمَةَ ٱللهِ». | ١٣ 13 |
୧୩ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ ।
وَٱلْأَجْنَادُ ٱلَّذِينَ فِي ٱلسَّمَاءِ كَانُوا يَتْبَعُونَهُ عَلَى خَيْلٍ بِيضٍ، لَابِسِينَ بَزًّا أَبْيَضَ وَنَقِيًّا. | ١٤ 14 |
୧୪ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ ।
وَمِنْ فَمِهِ يَخْرُجُ سَيْفٌ مَاضٍ لِكَيْ يَضْرِبَ بِهِ ٱلْأُمَمَ. وَهُوَ سَيَرْعَاهُمْ بِعَصًا مِنْ حَدِيدٍ، وَهُوَ يَدُوسُ مَعْصَرَةَ خَمْرِ سَخَطِ وَغَضَبِ ٱللهِ ٱلْقَادِرِ عَلَى كُلِّ شَيْءٍ. | ١٥ 15 |
୧୫ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି ।
وَلَهُ عَلَى ثَوْبِهِ وَعَلَى فَخْذِهِ ٱسْمٌ مَكْتُوبٌ: «مَلِكُ ٱلْمُلُوكِ وَرَبُّ ٱلْأَرْبَابِ». | ١٦ 16 |
୧୬ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । “ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।”
وَرَأَيْتُ مَلَاكًا وَاحِدًا وَاقِفًا فِي ٱلشَّمْسِ، فَصَرَخَ بِصَوْتٍ عَظِيمٍ قَائِلًا لِجَمِيعِ ٱلطُّيُورِ ٱلطَّائِرَةِ فِي وَسَطِ ٱلسَّمَاءِ: «هَلُمَّ ٱجْتَمِعِي إِلَى عَشَاءِ ٱلْإِلَهِ ٱلْعَظِيمِ، | ١٧ 17 |
୧୭ତାର୍ପଚେ ଏଦେ ଦେକା ବେଲ୍ ଉପ୍ରେ ଗଟେକ୍ ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଆକାସର୍ ମଜାଇ ଉଡ୍ତେରଇବା ଜେତ୍କି ସବୁ ଚଡଇମନ୍କେ ସେ ଆକ୍ମାରି କଇଲା “ଆସା ପର୍ମେସରର୍ ବଡ୍ ବଜିତେଇ ଜିବାକେ ସବୁଲକ୍ ଟୁଲ୍ଉଆ ।
لِكَيْ تَأْكُلِي لُحُومَ مُلُوكٍ، وَلُحُومَ قُوَّادٍ، وَلُحُومَ أَقْوِيَاءَ، وَلُحُومَ خَيْلٍ وَٱلْجَالِسِينَ عَلَيْهَا، وَلُحُومَ ٱلْكُلِّ: حُرًّا وَعَبْدًا، صَغِيرًا وَكَبِيرًا». | ١٨ 18 |
୧୮ଆସା ଆରି ରାଜାମନର୍, ମୁକିଆମନର୍ ଆରି ସଇନମନର୍ ମାଉଁସ୍ କାଇବାକେ ଆସା । ଗଡାମନର୍ ଆରି ତାକେ ଚାଲାଉମନର୍, ବଡ୍ ସାନ୍ ଲକ୍ମନର୍, ବନ୍ଦି ଆରି ମୁକ୍ଲି ରଇବା ଲକ୍ମନର୍ ସବୁ ଲକର୍ ମାଉଁସ୍ କାଇବାକେ ଆସା ।”
وَرَأَيْتُ ٱلْوَحْشَ وَمُلُوكَ ٱلْأَرْضِ وَأَجْنَادَهُمْ مُجْتَمِعِينَ لِيَصْنَعُوا حَرْبًا مَعَ ٱلْجَالِسِ عَلَى ٱلْفَرَسِ وَمَعَ جُنْدِهِ. | ١٩ 19 |
୧୯ତାର୍ପଚେ ସେ ପସୁ, ଜଗତର୍ ରାଜାମନ୍ ଆରି ତାକର୍ ସନିଅମନ୍ ଜେ ଗଡା ଚାଲାଇତେରଇଲା ଆରି ତାର୍ସନିଅମନର୍ ସଙ୍ଗ୍ ଜୁଇଦ୍ କର୍ବାକେ ରୁଣ୍ଡ୍ଲାଟା, ମୁଇ ଦେକ୍ଲି ।
فَقُبِضَ عَلَى ٱلْوَحْشِ وَٱلنَّبِيِّ ٱلْكَذَّابِ مَعَهُ، ٱلصَّانِعِ قُدَّامَهُ ٱلْآيَاتِ ٱلَّتِي بِهَا أَضَلَّ ٱلَّذِينَ قَبِلُوا سِمَةَ ٱلْوَحْشِ وَٱلَّذِينَ سَجَدُوا لِصُورَتِهِ. وَطُرِحَ ٱلِٱثْنَانِ حَيَّيْنِ إِلَى بُحَيْرَةِ ٱلنَّارِ ٱلْمُتَّقِدَةِ بِٱلْكِبْرِيتِ. (Limnē Pyr ) | ٢٠ 20 |
୨୦ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା । (Limnē Pyr )
وَٱلْبَاقُونَ قُتِلُوا بِسَيْفِ ٱلْجَالِسِ عَلَى ٱلْفَرَسِ ٱلْخَارِجِ مِنْ فَمِهِ، وَجَمِيعُ ٱلطُّيُورِ شَبِعَتْ مِنْ لُحُومِهِمْ. | ٢١ 21 |
୨୧ଗଡା ଚାଲାଉର୍ ଟଣ୍ଡେଅନି ବାରଇ ଆଇବା କାଣ୍ଡା ସଙ୍ଗ୍ ତାକର୍ ସନିଅମନ୍ ମରିଗାଲାଇ । ସବୁ ଚଡଇମନ୍ ତାକର୍ ମାଉଁସ୍ ପେଟ୍ପୁର୍ତେ କାଇଲାଇ ।