< مَتَّى 28 >
وَبَعْدَ ٱلسَّبْتِ، عِنْدَ فَجْرِ أَوَّلِ ٱلْأُسْبُوعِ، جَاءَتْ مَرْيَمُ ٱلْمَجْدَلِيَّةُ وَمَرْيَمُ ٱلْأُخْرَى لِتَنْظُرَا ٱلْقَبْرَ. | ١ 1 |
ବିସାଉଁଣିବାର୍ ସଃର୍ଲା ହଃଚେ, ରଃୟ୍ବାର୍ ବର୍ ସଃକାଳ୍ୟା ମଗ୍ଦଲିନି ମରିୟମ୍ ଆର୍ ବିନ୍ ମରିୟମ୍ ମଃସୁଣ୍ ଦଃକୁକେ ଗଃଳାୟ୍ ।
وَإِذَا زَلْزَلَةٌ عَظِيمَةٌ حَدَثَتْ، لِأَنَّ مَلَاكَ ٱلرَّبِّ نَزَلَ مِنَ ٱلسَّمَاءِ وَجَاءَ وَدَحْرَجَ ٱلْحَجَرَ عَنِ ٱلْبَابِ، وَجَلَسَ عَلَيْهِ. | ٢ 2 |
ଆର୍ ସଃଡେବଃଳ୍ ଦଃର୍ତି ଲଃଦ୍ବଃଦ୍ଲି, ଆର୍ ଇସ୍ୱରାର୍ ଗଟେକ୍ ଦୁତ୍ ସଃର୍ଗେହୁଣି ଉତ୍ରି ଆସି ମଃସୁଣ୍ ବାଟେ ଡାହିରିଲା ଟେଳା ଗୁଚାୟ୍ ତାର୍ ଉହ୍ରେ ବଃସ୍ଲା ।
وَكَانَ مَنْظَرُهُ كَٱلْبَرْقِ، وَلِبَاسُهُ أَبْيَضَ كَٱلثَّلْجِ. | ٣ 3 |
ସେ ଦୁତାର୍ ରୁହ୍ ବିଜ୍ଲି ହର୍ ଆର୍ ତାର୍ ହିନ୍ଦିରିଲା ବଃସ୍ତର୍ କଃରାଟେଳା ହର୍ ଚିଟ୍ ଦବ୍ ରିଲି ।
فَمِنْ خَوْفِهِ ٱرْتَعَدَ ٱلْحُرَّاسُ وَصَارُوا كَأَمْوَاتٍ. | ٤ 4 |
ଆରେକ୍ ଜାଗ୍ତା ଲକ୍ମଃନ୍ ଦୁତ୍କେ ଡିରିକଃରି ତଃର୍ତଃରି ମଃଲା ଲକାର୍ ହର୍ ଅୟଃଲାୟ୍ ।
فَأَجَابَ ٱلْمَلَاكُ وَقَالَ لِلْمَرْأَتَيْنِ: «لَا تَخَافَا أَنْتُمَا، فَإِنِّي أَعْلَمُ أَنَّكُمَا تَطْلُبَانِ يَسُوعَ ٱلْمَصْلُوبَ. | ٥ 5 |
ମଃତର୍ ସଃର୍ଗ୍ ଦୁତ୍ ସେ ମାୟ୍ଜିମଃନ୍କେ କୟ୍ଲା, “ତୁମିମଃନ୍ ଡିରା ନାୟ୍, ବଃଲେକ୍ ତୁମିମଃନ୍ ଜେ କ୍ରୁସ୍ ଉହ୍ରେ ମଃଲା ଜିସୁକେ ଲଳୁଲାସ୍, ମୁଁୟ୍ ସେରି ଜାଣି ।
لَيْسَ هُوَ هَهُنَا، لِأَنَّهُ قَامَ كَمَا قَالَ! هَلُمَّا ٱنْظُرَا ٱلْمَوْضِعَ ٱلَّذِي كَانَ ٱلرَّبُّ مُضْطَجِعًا فِيهِ. | ٦ 6 |
ସେ ଇତି ନାୟ୍, ମଃତର୍ ସେ ଜଃନ୍କଃରି କୟ୍ରିଲା, ତଃନ୍କଃରି ସେ ଉଟି ଆଚେ, ଆସା ଜୁୟ୍ତି ତାର୍ ମଃଲା ଗଃଗାଳ୍ ସଃଙ୍ଗା ଜାୟ୍ରିଲି, ସେ ଟାଣ୍ ଦଃକା ।
وَٱذْهَبَا سَرِيعًا قُولَا لِتَلَامِيذِهِ: إِنَّهُ قَدْ قَامَ مِنَ ٱلْأَمْوَاتِ. هَا هُوَ يَسْبِقُكُمْ إِلَى ٱلْجَلِيلِ. هُنَاكَ تَرَوْنَهُ. هَا أَنَا قَدْ قُلْتُ لَكُمَا». | ٧ 7 |
ବେଗି ଜାୟ୍ ତୁମିମଃନ୍ ତାର୍ ଚେଲାମଃନ୍କେ କଃଉଆ, ‘ଜିସୁ ମଃଲା ଲକ୍ମଃନାର୍ ବିତ୍ରେହୁଣି ଉଟି ଆଚେ, ଆରେକ୍ ଦଃକା ସେ ତୁମାର୍ ଆଗ୍ତୁ ଗାଲିଲି ରାଜିଏ ଜଃଉଁଲା, ସେତି ତାକ୍ ତୁମିମଃନ୍ ଦଃକାସ୍!’ ଦଃକା ମୁଁୟ୍ ତୁମିକେ ଜାୟ୍ରି କୟ୍ଲେ, ସେରି ହାସ୍ରା ନାୟ୍ ।”
فَخَرَجَتَا سَرِيعًا مِنَ ٱلْقَبْرِ بِخَوْفٍ وَفَرَحٍ عَظِيمٍ، رَاكِضَتَيْنِ لِتُخْبِرَا تَلَامِيذَهُ. | ٨ 8 |
ଇ କଃତା ସୁଣି ସେ ମାୟ୍ଜିମଃନ୍ ବେସି ଡିର୍ଲାୟ୍, ଆର୍ ବଃଡେ ସଃର୍ଦା ଅୟ୍ ମଃସୁଣ୍ କାଲେ ହୁଣି ଦାପେ ଜାୟ୍କଃରି ଜିସୁର୍ ଚେଲାମଃନ୍କେ କଃବୁର୍ ଦେଉଁକେ ଦଃବୁଳ୍ଲାୟ୍ ।
وَفِيمَا هُمَا مُنْطَلِقَتَانِ لِتُخْبِرَا تَلَامِيذَهُ إِذَا يَسُوعُ لَاقَاهُمَا وَقَالَ: «سَلَامٌ لَكُمَا». فَتَقَدَّمَتَا وَأَمْسَكَتَا بِقَدَمَيْهِ وَسَجَدَتَا لَهُ. | ٩ 9 |
ଆର୍ ଜିସୁ ସେଦାହ୍ରେ ସେମଃନ୍କେ ଦଃକାୟ୍ ଅୟ୍କଃରି କୟ୍ଲା, “ତୁମାର୍ ସୁସ୍ତା ଅଃଉଅ ।” ତଃବେ ସେମଃନ୍ ଜିସୁର୍ ଲଃଗେ ଆସି ତାର୍ ହାଦ୍ ଦଃରି ତାକ୍ ଜୁଆର୍ କଃଲାୟ୍ ।
فَقَالَ لَهُمَا يَسُوعُ: «لَا تَخَافَا. اِذْهَبَا قُولَا لِإِخْوَتِي أَنْ يَذْهَبُوا إِلَى ٱلْجَلِيلِ، وَهُنَاكَ يَرَوْنَنِي». | ١٠ 10 |
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଡିରା ନାୟ୍, ତୁମିମଃନ୍ ଜାହା ଆର୍ ମର୍ ବାୟ୍ମଃନ୍କେ କଃଉଆ ସେମଃନ୍ ଗାଲିଲି ଜଃଉଅତ୍; ସେମଃନ୍ ମକ୍ ସେତି ଦଃକ୍ତି ।”
وَفِيمَا هُمَا ذَاهِبَتَانِ إِذَا قَوْمٌ مِنَ ٱلْحُرَّاسِ جَاءُوا إِلَى ٱلْمَدِينَةِ وَأَخْبَرُوا رُؤَسَاءَ ٱلْكَهَنَةِ بِكُلِّ مَا كَانَ. | ١١ 11 |
ସେ ମାୟ୍ଜିମଃନ୍ ଜିସୁର୍ ଚେଲାମଃନ୍କେ କବୁର୍ କଃଉଁକେ ଜାତା ବଃଳ୍, ମଃସୁଣ୍ ଜାଗ୍ତା ଲକ୍ମଃନାର୍ ବିତ୍ରେ କଃତେକ୍ ସଃଇନ୍ମଃନ୍ ଜିରୁସାଲମ୍ ଗଃଳେ ଜାୟ୍ ସେ ସଃବୁ ଗଃଟ୍ଣାର୍ କଃତାମଃନ୍ ବଃଡ୍ ଜାଜକ୍ ମଃନ୍କେ ଜାଣାୟ୍ଲାୟ୍ ।
فَٱجْتَمَعُوا مَعَ ٱلشُّيُوخِ، وَتَشَاوَرُوا، وَأَعْطَوْا ٱلْعَسْكَرَ فِضَّةً كَثِيرَةً | ١٢ 12 |
ଜାଜକ୍ମଃନ୍ ପାରାଚିନ୍ମଃନାର୍ ସଃଙ୍ଗ୍ ମିସିକଃରି ଗୁସ୍ଟୁ କଃଲାୟ୍ ଆର୍ ସେମଃନ୍ ସଃଇନ୍ମଃନ୍କେ ବୁତେକ୍ ଟଃକା ଦଃୟ୍ କୟ୍ଲାୟ୍,
قَائِلِينَ: «قُولُوا إِنَّ تَلَامِيذَهُ أَتَوْا لَيْلًا وَسَرَقُوهُ وَنَحْنُ نِيَامٌ. | ١٣ 13 |
“ତୁମିମଃନ୍ କଃଉଆ ଅଃମିମଃନ୍ ସଃବୁ ନିଦୟ୍ ରିଲାବଃଳ୍ ତାର୍ ଚେଲାମଃନ୍ ରାତି ଆସିକଃରି ଜିସୁର୍ ମଃଲା ମଃଳ୍କେ ଚରିକଃରି ନିଲାୟ୍ ।
وَإِذَا سُمِعَ ذَلِكَ عِنْدَ ٱلْوَالِي فَنَحْنُ نَسْتَعْطِفُهُ، وَنَجْعَلُكُمْ مُطْمَئِنِّينَ». | ١٤ 14 |
ଆର୍ ଜଦି ଇ କଃତା ଗର୍ନର୍ ସୁଣେଦ୍, ତଃବେ ଅଃମିମଃନ୍ ତାକ୍ ବୁଜାୟ୍ କଃଉନ୍ଦ୍ ଜେ, ତୁମିମଃନାର୍ କାୟ୍ ଦଃସ୍ ନାୟ୍, ତୁମିମଃନ୍ ଚିତା କଃରାନାୟ୍ ।”
فَأَخَذُوا ٱلْفِضَّةَ وَفَعَلُوا كَمَا عَلَّمُوهُمْ، فَشَاعَ هَذَا ٱلْقَوْلُ عِنْدَ ٱلْيَهُودِ إِلَى هَذَا ٱلْيَوْمِ. | ١٥ 15 |
ସେତାକ୍ ସଃଇନ୍ମଃନ୍ ଟଃକା ନଃୟ୍, ସେମଃନ୍କେ ଜଃନ୍କଃରି କଃଉଆ ଅୟ୍ରିଲି ସେନ୍ କଃଲାୟ୍ । ଇତାକ୍ ଇ କଃତା ଜିଉଦିମଃନାର୍ ବିତ୍ରେ ଉର୍ଜିଅୟ୍ ଆଜି ହଃତେକ୍ ହେଁ ସେ କଃତା ଆଚେ ।
وَأَمَّا ٱلْأَحَدَ عَشَرَ تِلْمِيذًا فَٱنْطَلَقُوا إِلَى ٱلْجَلِيلِ إِلَى ٱلْجَبَلِ، حَيْثُ أَمَرَهُمْ يَسُوعُ. | ١٦ 16 |
ଜିସୁର୍ ଏଗାର୍ଗଟ୍ ଚେଲା ଗାଲିଲି ଜାୟ୍, ଜିସୁ ଜୁୟ୍ ଡଙ୍ଗ୍ରେ ଜଃଉଁକେ କୟ୍ରିଲା, ସେ ଡଙ୍ଗ୍ରେ ଗଃଲାୟ୍ ।
وَلَمَّا رَأَوْهُ سَجَدُوا لَهُ، وَلَكِنَّ بَعْضَهُمْ شَكُّوا. | ١٧ 17 |
ଆର୍ ସେମଃନ୍ ସେତି ଜିସୁକେ ଦଃକି ଜୁଆର୍ କଃଲାୟ୍, ମଃତର୍ କେ କେ ସଃତ୍ ନଃକେଲାୟ୍;
فَتَقَدَّمَ يَسُوعُ وَكَلَّمَهُمْ قَائِلًا: «دُفِعَ إِلَيَّ كُلُّ سُلْطَانٍ فِي ٱلسَّمَاءِ وَعَلَى ٱلْأَرْضِ، | ١٨ 18 |
ଆରେକ୍ ଜିସୁ ସେମଃନାର୍ ଚଃମେ ଆସି କଃତା ଅୟ୍ କୟ୍ଲା, “ସଃର୍ଗ୍ ଆର୍ ହୁର୍ତିବିର୍ ସଃବୁ ଅଃଦିକାର୍ ମକେ ଦିଆ ଅୟ୍ଆଚେ ।
فَٱذْهَبُوا وَتَلْمِذُوا جَمِيعَ ٱلْأُمَمِ وَعَمِّدُوهُمْ بِٱسْمِ ٱلْآبِ وَٱلِٱبْنِ وَٱلرُّوحِ ٱلْقُدُسِ. | ١٩ 19 |
ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟ୍, ସେମଃନ୍କେ ଚେଲା କଃରା ।
وَعَلِّمُوهُمْ أَنْ يَحْفَظُوا جَمِيعَ مَا أَوْصَيْتُكُمْ بِهِ. وَهَا أَنَا مَعَكُمْ كُلَّ ٱلْأَيَّامِ إِلَى ٱنْقِضَاءِ ٱلدَّهْرِ». آمِينَ. (aiōn ) | ٢٠ 20 |
ଆର୍ ମୁଁୟ୍ ତୁମିମଃନ୍କେ ଜୁୟ୍ ଜୁୟ୍ ଆଡର୍ ଦଃୟ୍ ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।” (aiōn )