< لُوقا 4 >
أَمَّا يَسُوعُ فَرَجَعَ مِنَ ٱلْأُرْدُنِّ مُمْتَلِئًا مِنَ ٱلرُّوحِ ٱلْقُدُسِ، وَكَانَ يُقْتَادُ بِٱلرُّوحِ فِي ٱلْبَرِّيَّةِ | ١ 1 |
ଜିସୁ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ଜର୍ଦନ୍ ଗାଡେ ହୁଣି ବାଉଳ୍ଲା, ଆର୍ ଚାଲିସ୍ ଦିନ୍ ହଃତେକ୍ ପବିତ୍ର ଆତ୍ମା ତାକ୍ ସୁକ୍ଲା ବଃଟାୟ୍ କାଡାୟ୍ ନିଲି, ସେତି ଜିସୁକ୍ ସୟ୍ତାନ୍ ପରିକ୍ୟା କଃର୍ତି ରିଲି ।
أَرْبَعِينَ يَوْمًا يُجَرَّبُ مِنْ إِبْلِيسَ. وَلَمْ يَأْكُلْ شَيْئًا فِي تِلْكَ ٱلْأَيَّامِ. وَلَمَّا تَمَّتْ جَاعَ أَخِيرًا. | ٢ 2 |
ସୟ୍ତାନ୍ ପରିକ୍ୟା କଃଲା ଦିନ୍ମଃନ୍ ଜିସୁ କାୟ୍ରି ହେଁ ନଃକାୟ୍ଲା ଆର୍ ସେ ସଃବୁ ଦିନ୍ ସଃର୍ଲାକ୍ ଜିସୁକେ ବେସି ବୁକ୍ ଲାଗ୍ଲି ।
وَقَالَ لَهُ إِبْلِيسُ: «إِنْ كُنْتَ ٱبْنَ ٱللهِ، فَقُلْ لِهَذَا ٱلْحَجَرِ أَنْ يَصِيرَ خُبْزًا». | ٣ 3 |
ସଃଡେବଃଳ୍ ସୟ୍ତାନ୍ ତାକ୍ କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”
فَأَجَابَهُ يَسُوعُ قَائِلًا: «مَكْتُوبٌ: أَنْ لَيْسَ بِٱلْخُبْزِ وَحْدَهُ يَحْيَا ٱلْإِنْسَانُ، بَلْ بِكُلِّ كَلِمَةٍ مِنَ ٱللهِ». | ٤ 4 |
ଜିସୁ ସୟ୍ତାନ୍କେ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ, ‘ମାନାୟ୍ ଅଃବ୍କା ରୁଟି କାୟ୍ କଃରି ଜିବନ୍ ନଃରେୟ୍ ।’”
ثُمَّ أَصْعَدَهُ إِبْلِيسُ إِلَى جَبَلٍ عَالٍ وَأَرَاهُ جَمِيعَ مَمَالِكِ ٱلْمَسْكُونَةِ فِي لَحْظَةٍ مِنَ ٱلزَّمَانِ. | ٥ 5 |
ତାର୍ହଃଚେ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ଟାଣେ ନଃୟ୍କଃରି, ଚଃନେକ୍ ବିତ୍ରେ ଜଃଗତାର୍ ସଃବୁ ରାଇଜ୍କେ ଦଃକାୟ୍ଲି ।
وَقَالَ لَهُ إِبْلِيسُ: «لَكَ أُعْطِي هَذَا ٱلسُّلْطَانَ كُلَّهُ وَمَجْدَهُنَّ، لِأَنَّهُ إِلَيَّ قَدْ دُفِعَ، وَأَنَا أُعْطِيهِ لِمَنْ أُرِيدُ. | ٦ 6 |
ଆରେକ୍, ସୟ୍ତାନ୍ ଜିସୁକେ କୟ୍ଲି, “ମୁଁୟ୍ ତକେ ଇ ସଃବୁର୍ ଅଃଦିକାର୍ ଆର୍ ଇ ସଃବୁ ଦଃନ୍ବିତ୍ ଦଃୟ୍ନ୍ଦ୍, କାୟ୍ତାକ୍ବଃଲେକ୍ ଇ ସଃବୁ ମକ୍ ସଃହ୍ରି ଦିଆ ଅୟ୍ଆଚେ, ଆର୍ ମୁଁୟ୍ ଜାକେ ମଃନ୍କଃଲେକ୍ ତାକ୍ ଦେଉଁହାରି ।
فَإِنْ سَجَدْتَ أَمَامِي يَكُونُ لَكَ ٱلْجَمِيعُ». | ٧ 7 |
ସେତାକ୍ ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।”
فَأَجَابَهُ يَسُوعُ وَقَالَ: «ٱذْهَبْ يَا شَيْطَانُ! إِنَّهُ مَكْتُوبٌ: لِلرَّبِّ إِلَهِكَ تَسْجُدُ وَإِيَّاهُ وَحْدَهُ تَعْبُدُ». | ٨ 8 |
ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଲେକା ଅୟ୍ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’”
ثُمَّ جَاءَ بِهِ إِلَى أُورُشَلِيمَ، وَأَقَامَهُ عَلَى جَنَاحِ ٱلْهَيْكَلِ وَقَالَ لَهُ: «إِنْ كُنْتَ ٱبْنَ ٱللهِ فَٱطْرَحْ نَفْسَكَ مِنْ هُنَا إِلَى أَسْفَلُ، | ٩ 9 |
ଆରେକ୍ ସୟ୍ତାନ୍ ଜିସୁକେ ଜିରୁସାଲମେ ନଃୟ୍ କଃରି ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇତି ହୁଣି ତଃଳେ ଡଃଗାଉ ।
لِأَنَّهُ مَكْتُوبٌ: أَنَّهُ يُوصِي مَلَائِكَتَهُ بِكَ لِكَيْ يَحْفَظُوكَ، | ١٠ 10 |
କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ, ତକେ ବଚାଉଁକେ ଇସ୍ୱର୍ ଅଃହ୍ଣାର୍ ଦୁତ୍ମଃନ୍କେ ଆଦେସ୍ ଦଃୟ୍ ହଃଟାୟ୍ଦ୍ ।
وَأَنَّهُمْ عَلَى أَيَادِيهِمْ يَحْمِلُونَكَ لِكَيْ لَا تَصْدِمَ بِحَجَرٍ رِجْلَكَ». | ١١ 11 |
ଆରେକ୍ ଇରି ହେଁ ଲେକା ଆଚେ, କଃଡେବଃଳ୍ ସିନା ତର୍ ହାଦ୍ ଟେଳାୟ୍ ହାୟ୍ଦ୍, ଇତାର୍ଗିନେ ସେମଃନ୍ ତକ୍ ଆତେ ଟେକି ଦଃର୍ତି ।”
فَأَجَابَ يَسُوعُ وَقَالَ لَهُ: «إِنَّهُ قِيلَ: لَا تُجَرِّبِ ٱلرَّبَّ إِلَهَكَ». | ١٢ 12 |
ଆରେକ୍ ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଲେକା ଆଚେ, ‘ତୁୟ୍ ନିଜାର୍ ମାପ୍ରୁ ଇସ୍ୱର୍କେ ପରିକ୍ୟା କଃର୍ ନାୟ୍ ।’”
وَلَمَّا أَكْمَلَ إِبْلِيسُ كُلَّ تَجْرِبَةٍ فَارَقَهُ إِلَى حِينٍ. | ١٣ 13 |
ଜିସୁକେ, ସୟ୍ତାନ୍ ଇ ସଃବୁ ରଃକମାର୍ କଃଟ୍ହାଳ୍ ବୁଜି ସଃର୍ଲା ହଃଚେ ଅଃଳକ୍ କାଳ୍ ହଃତେକ୍ ତାକ୍ ଚାଡିକଃରି ହଃଳାୟ୍ଲି ।
وَرَجَعَ يَسُوعُ بِقُوَّةِ ٱلرُّوحِ إِلَى ٱلْجَلِيلِ، وَخَرَجَ خَبَرٌ عَنْهُ فِي جَمِيعِ ٱلْكُورَةِ ٱلْمُحِيطَةِ. | ١٤ 14 |
ଆର୍ ହଃଚେ ଜିସୁ ଆତ୍ମାର୍ ସଃକାତ୍ ସଃଙ୍ଗ୍ ଗାଲିଲି ବାଉଳି ଗଃଲା, ଆର୍ ଚାରିହାକ୍ ତାର୍ କଃତା ଉର୍ଜି ଅୟ୍ଲି ।
وَكَانَ يُعَلِّمُ فِي مَجَامِعِهِمْ مُمَجَّدًا مِنَ ٱلْجَمِيعِ. | ١٥ 15 |
ଆରେକ୍ ଜିସୁ ସେତିର୍ ଲକ୍ମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃବ୍କାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ଦଃର୍ଲା ।
وَجَاءَ إِلَى ٱلنَّاصِرَةِ حَيْثُ كَانَ قَدْ تَرَبَّى. وَدَخَلَ ٱلْمَجْمَعَ حَسَبَ عَادَتِهِ يَوْمَ ٱلسَّبْتِ وَقَامَ لِيَقْرَأَ، | ١٦ 16 |
ତାର୍ହଃଚେ ଜିସୁ ଜୁୟ୍ ନାଜରିତେ ବାଡିରିଲା, ସେ ଟାଣେ ଗଃଲା ଆର୍ ଅଃହ୍ଣାର୍ ରିତିବିଦି ହଃର୍କାରେ ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ଜାୟ୍ ହୁର୍ଲା, ଆର୍ ଦଃର୍ମ୍ ସାସ୍ତର୍ ହାଟ୍କଃରୁକେ ଟିଆ ଅୟ୍ଲା ।
فَدُفِعَ إِلَيْهِ سِفْرُ إِشَعْيَاءَ ٱلنَّبِيِّ. وَلَمَّا فَتَحَ ٱلسِّفْرَ وَجَدَ ٱلْمَوْضِعَ ٱلَّذِي كَانَ مَكْتُوبًا فِيهِ: | ١٧ 17 |
ସଃଡେବଃଳ୍ ଜିସାୟ୍ ବାବ୍ବାଦିର୍ ପୁସ୍ତକ୍ ତାକ୍ ଦିଆଅୟ୍ଲି, ଆର୍ ଜିସୁ ସେ ପୁସ୍ତକ୍କେ ମେଲାକଃରି, ଜୁୟ୍ ଲଃଗେ ଇ କଃତା ଲେକା ଅୟ୍ଆଚେ, ସେରି ମିଳାୟ୍ଲା,
«رُوحُ ٱلرَّبِّ عَلَيَّ، لِأَنَّهُ مَسَحَنِي لِأُبَشِّرَ ٱلْمَسَاكِينَ، أَرْسَلَنِي لِأَشْفِيَ ٱلْمُنْكَسِرِي ٱلْقُلُوبِ، لِأُنَادِيَ لِلْمَأْسُورِينَ بِٱلْإِطْلَاقِ ولِلْعُمْيِ بِٱلْبَصَرِ، وَأُرْسِلَ ٱلْمُنْسَحِقِينَ فِي ٱلْحُرِّيَّةِ، | ١٨ 18 |
“ମାପ୍ରୁର୍ ଆତ୍ମା ମର୍ ଉହ୍ରେ ଆଚେ, ଜଃନ୍କଃରି, ଦୁକି ଦିନାରିମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ସେ ମକ୍ ଅବିସେକ୍ କଃରି ଆଚେ, ଜଃଇଲେ ରିଲା ଲକ୍ମଃନ୍କେ ମୁକ୍ଳାଉଁକେ ଆର୍ କାଣାମଃନାର୍ ତଃୟ୍ ଆକି ଦଃକ୍ତାର୍ କଃତା ପର୍ଚାର୍ କଃରୁକେ, ଆରେକ୍ ଅଃତ୍ୟାଚାର୍ ହାଉତା ଲକ୍ମଃନ୍କେ ମୁକ୍ଳାଉଁକେ,
وَأَكْرِزَ بِسَنَةِ ٱلرَّبِّ ٱلْمَقْبُولَةِ». | ١٩ 19 |
ଆର୍ ମାପ୍ରୁ ତାର୍ ଲକ୍ମଃନ୍କେ ଉହ୍କାର୍ କଃର୍ତା ବଃର୍ସ୍ ଆସିଆଚେ, ଇ କଃତା ପର୍ଚାର୍ କଃରୁକେ ସେ ମକ୍ ହଃଟାୟ୍ ଆଚେ ।”
ثُمَّ طَوَى ٱلسِّفْرَ وَسَلَّمَهُ إِلَى ٱلْخَادِمِ، وَجَلَسَ. وَجَمِيعُ ٱلَّذِينَ فِي ٱلْمَجْمَعِ كَانَتْ عُيُونُهُمْ شَاخِصَةً إِلَيْهِ. | ٢٠ 20 |
ତାର୍ହଃଚେ ସେ ପୁସ୍ତକ୍କେ ବଃନ୍ଦ୍କଃରି ସେତିର୍ ପାର୍ତ୍ନା ଗଃରାର୍ ଜାଗୁଆଳି ଲକେ ଦଃୟ୍କଃରି ବଃସ୍ଲା । ଆର୍ ପାର୍ତ୍ନା ଗଃରାର୍ ସଃବୁ ଲକ୍ମଃନାର୍ ଆକି ତାର୍ ଉହ୍ରେ ରିଲି ।
فَٱبْتَدَأَ يَقُولُ لَهُمْ: «إِنَّهُ ٱلْيَوْمَ قَدْ تَمَّ هَذَا ٱلْمَكْتُوبُ فِي مَسَامِعِكُمْ». | ٢١ 21 |
ଆରେକ୍ ଜିସୁ ସେମଃନ୍କେ କଃଉଁକେ ଦଃର୍ଲା, “ଆଜି ଦଃର୍ମ୍ ସାସ୍ତରାର୍ ଇ କଃତା ତୁମିମଃନାର୍ ସୁଣ୍ତା ହଃର୍କାରେ ହୁରୁଣ୍ ଅୟ୍ଲି ।”
وَكَانَ ٱلْجَمِيعُ يَشْهَدُونَ لَهُ وَيَتَعَجَّبُونَ مِنْ كَلِمَاتِ ٱلنِّعْمَةِ ٱلْخَارِجَةِ مِنْ فَمِهِ، وَيَقُولُونَ: «أَلَيْسَ هَذَا ٱبْنَ يُوسُفَ؟». | ٢٢ 22 |
ଆର୍ ସଃବୁ ଲକ୍ମଃନ୍ ତାର୍ କଃତାକ୍ ସଃତ୍ ବଃଲି ସାକି ଦେଉଁକେ ଦଃର୍ଲାୟ୍ ଆର୍ ତାର୍ ଟଣ୍ଡେ ହୁଣି ବାରାୟ୍ଲା ଦଃୟାୟ୍ ଉହ୍କାର୍ କଃର୍ତା କଃତାର୍ ଗିନେ କାବା ଅୟ୍ଗଃଲାୟ୍; ଆରେକ୍, ସେମଃନ୍ କଃଉଁକେ ଦଃର୍ଲାୟ୍, “ଏ କାୟ୍ ଜସେପାର୍ ହୟ୍ସି ନୟ୍?”
فَقَالَ لَهُمْ: «عَلَى كُلِّ حَالٍ تَقُولُونَ لِي هَذَا ٱلْمَثَلَ: أَيُّهَا ٱلطَّبِيبُ ٱشْفِ نَفْسَكَ! كَمْ سَمِعْنَا أَنَّهُ جَرَى فِي كَفْرِنَاحُومَ، فَٱفْعَلْ ذَلِكَ هُنَا أَيْضًا فِي وَطَنِكَ». | ٢٣ 23 |
ସେତାକ୍ ସେ ସେମଃନ୍କେ କୟ୍ଲା, “ଜାୟ୍ରି କଃତାୟ୍ ଆଚେ, ‘ତୁମିମଃନ୍ ବାୟ୍ଦ୍ରେ ମକ୍ ସେ କଃତା କଃଉଆସ୍, ଏ ବୟ୍ଦ୍କାରି ତୁୟ୍ ନିଜେ ଅଃହ୍ଣାକ୍ ଉଜ୍ କଃର୍ ।’ ଆରେକ୍ ହେଁ କଃଉଆସ୍, ‘କପୁର୍ନାହୁମ୍ ଗଃଳେ ଜାୟ୍ ଜାୟ୍ରି ଗଃଟି ଆଚେ ବଃଲି ଅଃମିମଃନ୍ ସୁଣି ଆଚୁ, ସେ ସଃବୁ ଇ ଲଃଗେ ଇତି ନିଜାର୍ ଜଃଲମ୍ ଗଃଳେ ହେଁ କଃର୍ ।’”
وَقَالَ: «ٱلْحَقَّ أَقُولُ لَكُمْ: إِنَّهُ لَيْسَ نَبِيٌّ مَقْبُولًا فِي وَطَنِهِ. | ٢٤ 24 |
ଆରେକ୍ ସେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, କୁୟ୍ ବାବ୍ବାଦି ହେଁ ନିଜାର୍ ଦାଦିବାବୁର୍ ଗଃଳେ ମାନ୍ତି ନଃହାଉତି ।”
وَبِالْحَقِّ أَقُولُ لَكُمْ: إِنَّ أَرَامِلَ كَثِيرَةً كُنَّ فِي إِسْرَائِيلَ فِي أَيَّامِ إِيلِيَّا حِينَ أُغْلِقَتِ ٱلسَّمَاءُ مُدَّةَ ثَلَاثِ سِنِينَ وَسِتَّةِ أَشْهُرٍ، لَمَّا كَانَ جُوعٌ عَظِيمٌ فِي ٱلْأَرْضِ كُلِّهَا، | ٢٥ 25 |
“ମଃତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଏଲିୟର୍ ବଃଳ୍ ଜଃଡେବଃଳ୍ ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ଅଃଗାସ୍ ବଃନ୍ଦ୍ ଅୟ୍ଲାକ୍ ସଃବୁ ଦେସ୍ଜାକ କଃତାର୍ ଅୟ୍ରିଲି, ସଃଡେବଃଳ୍ ଇସ୍ରାଏଲ୍ ଦେସେ ଗାଦେକ୍ ରାଣ୍ଡିମଃନ୍ ରିଲାୟ୍;
وَلَمْ يُرْسَلْ إِيلِيَّا إِلَى وَاحِدَةٍ مِنْهَا، إِلَّا إِلَى ٱمْرَأَةٍ أَرْمَلَةٍ، إِلَى صَرْفَةِ صَيْدَاءَ. | ٢٦ 26 |
ଅୟ୍ଲେକ୍ ହେଁ ମାପ୍ରୁ ଏଲିୟକେ ସେମଃନାର୍ ବିତ୍ରେ କାର୍ ଲଃଗେ ହେଁ ନଃହେଟାୟ୍ କଃରି ସିଦନ୍ ଦେସାର୍ ସାରିପତାର୍ ଗଟେକ୍ ରାଣ୍ଡି ମାୟ୍ଜି ହାକ୍ ହଃଟାୟ୍ଲା ।
وَبُرْصٌ كَثِيرُونَ كَانُوا فِي إِسْرَائِيلَ فِي زَمَانِ أَلِيشَعَ ٱلنَّبِيِّ، وَلَمْ يُطَهَّرْ وَاحِدٌ مِنْهُمْ إِلَّا نُعْمَانُ ٱلسُّرْيَانِيُّ». | ٢٧ 27 |
ଆରେକ୍ ବାବ୍ବାଦି ଇଲିସାୟର୍ ବଃଳ୍ ଇସ୍ରାଏଲ୍ ଦେସେ କଃତେକ୍ ବଃଡ୍ ରଗିମଃନ୍ ରିଲାୟ୍; ଅୟ୍ଲେକ୍ ହେଁ ସେମଃନାର୍ ବିତ୍ରେ କେ ହେଁ ଉଜ୍ କଃରା ଅୟ୍ନଃରିଲାୟ୍, ମଃତର୍ ଅଃବ୍କା ସୁରିଆ ଦେସାର୍ ନାମାନ୍ ଉଜ୍ କଃରା ଅୟ୍ରିଲା ।”
فَٱمْتَلَأَ غَضَبًا جَمِيعُ ٱلَّذِينَ فِي ٱلْمَجْمَعِ حِينَ سَمِعُوا هَذَا، | ٢٨ 28 |
ପାର୍ତ୍ନା ଗଃରେ ଇ ସଃବୁ କଃତା ସୁଣୁ ସୁଣୁ ସଃବୁ ଲକ୍ ରିସା ଅୟ୍ଲାୟ୍,
فَقَامُوا وَأَخْرَجُوهُ خَارِجَ ٱلْمَدِينَةِ، وَجَاءُوا بِهِ إِلَى حَافَّةِ ٱلْجَبَلِ ٱلَّذِي كَانَتْ مَدِينَتُهُمْ مَبْنِيَّةً عَلَيْهِ حَتَّى يَطْرَحُوهُ إِلَى أَسْفَلٍ. | ٢٩ 29 |
ଆରେକ୍ ସେମଃନ୍ ଉଟି ତାକାର୍ ଗଃଳେ ହୁଣି ଜିସୁକେ ବାର କଃଲାୟ୍ ଆର୍ ସେମଃନାର୍ ଗଃଳ୍ ଜୁୟ୍ ହଃର୍ବାତ୍ ଉହ୍ରେ ରିଲି, ସେ ହଃର୍ବାତ୍ ଉହ୍ରେ ହୁଣି ତଃଳେ ହେଲାଉଁକ୍ ତାକ୍ ସେତି ନିଲାୟ୍,
أَمَّا هُوَ فَجَازَ فِي وَسْطِهِمْ وَمَضَى. | ٣٠ 30 |
ମଃତର୍ ଜିସୁ ଲକ୍ମଃନ୍ଦା ବିତ୍ରେ ହୁଣି ବାରାୟ୍ ଗଃଲା ।
وَٱنْحَدَرَ إِلَى كَفْرِنَاحُومَ، مَدِينَةٍ مِنَ ٱلْجَلِيلِ، وَكَانَ يُعَلِّمُهُمْ فِي ٱلسُّبُوتِ. | ٣١ 31 |
ସେ କପୁର୍ନାହୁମ୍ ନାଉଁଆର୍ ଗାଲିଲିର୍ ଗଟେକ୍ ଗଃଳେ ଆୟ୍ଲା, ଆରେକ୍ ବିସାଉଁଣିବାର୍ ଦିନ୍ ଲକ୍ମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା,
فَبُهِتُوا مِنْ تَعْلِيمِهِ، لِأَنَّ كَلَامَهُ كَانَ بِسُلْطَانٍ. | ٣٢ 32 |
ଆର୍ ସେମଃନ୍ ତାର୍ ସିକ୍ୟା ସୁଣି କାବା ଅୟ୍ ଗଃଳାୟ୍, କାୟ୍ତାକ୍ବଃଲେକ୍ ତାର୍ କଃତା ଅଃଦିକାର୍ କଃତା ରିଲି ।
وَكَانَ فِي ٱلْمَجْمَعِ رَجُلٌ بِهِ رُوحُ شَيْطَانٍ نَجِسٍ، فَصَرَخَ بِصَوْتٍ عَظِيمٍ | ٣٣ 33 |
ଗଟ୍ ଦିନ୍ ପାର୍ତ୍ନା ଗଃରେ ଗଟେକ୍ ବିଟାଳ୍ ବୁତ୍ ଦଃରିରିଲା ଲକ୍ ରିଲା; ସେ ଉଲ୍ଗାଟ୍ ଅୟ୍କଃରି କୟ୍ଲା,
قَائِلًا: «آهِ! مَا لَنَا وَلَكَ يَا يَسُوعُ ٱلنَّاصِرِيُّ؟ أَتَيْتَ لِتُهْلِكَنَا! أَنَا أَعْرِفُكَ مَنْ أَنْتَ: قُدُّوسُ ٱللهِ!». | ٣٤ 34 |
“ଏ ନାଜରିତ୍ ଜିସୁ, ତର୍ ଅଃମାର୍ କାୟ୍ରି ଆଚେ? ତୁୟ୍ କାୟ୍ ଅଃମିମଃନ୍କ୍ ନାସ୍ କଃରୁକେ ଆୟ୍ଲିସ୍? ତୁୟ୍ କେ, ସେରି ମୁଁୟ୍ ଜାଣି; ତୁୟ୍ ଇସ୍ୱରାର୍ ସେ ପବିତ୍ର ମାନାୟ୍ ।”
فَٱنْتَهَرَهُ يَسُوعُ قَائِلًا: «ٱخْرَسْ! وَٱخْرُجْ مِنْهُ!». فَصَرَعَهُ ٱلشَّيْطَانُ فِي ٱلْوَسْطِ وَخَرَجَ مِنْهُ وَلَمْ يَضُرَّهُ شَيْئًا. | ٣٥ 35 |
ଜିସୁ ତାକ୍ ଦଃମ୍କାୟ୍ କଃରି କୟ୍ଲା, “ତୁନ୍ହାଳ୍, ଇ ଲକାର୍ ତଃୟ୍ହୁଣି ବାରାୟ୍ ଜାଆ ।” ତାର୍ହଃଚେ ସେ ବୁତ୍ ତାକ୍ ମଃଜି ଟାଣେ ଅଦ୍ରାୟ୍ ଦଃୟ୍ ତାର୍ କାୟ୍ ନଃସ୍ଟ୍ ନଃକେରି ତାର୍ ତଃୟ୍ହୁଣି ବାରାୟ୍ ଗଃଲି ।
فَوَقَعَتْ دَهْشَةٌ عَلَى ٱلْجَمِيعِ، وَكَانُوا يُخَاطِبُونَ بَعْضُهُمْ بَعْضًا قَائِلِينَ: «مَا هَذِهِ ٱلْكَلِمَةُ؟ لِأَنَّهُ بِسُلْطَانٍ وَقُوَّةٍ يَأْمُرُ ٱلْأَرْوَاحَ ٱلنَّجِسَةَ فَتَخْرُجُ!». | ٣٦ 36 |
ଆର୍ ହଃଚେ ସଃବୁ ଲକ୍ମଃନ୍ କାବା ଅୟ୍କଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଇରି କଃନ୍କା କଃତା? ସେ ଅଃଦିକାର୍ ଆର୍ ସଃକ୍ତିର୍ ସଃଙ୍ଗ୍ ବିଟାଳ୍ ଆତ୍ମାମଃନ୍କେ ଆଦେସ୍ ଦିଲେକ୍, ସେମଃନ୍ ବାରାୟ୍ ଜଃଉଁଲାୟ୍ ।”
وَخَرَجَ صِيتٌ عَنْهُ إِلَى كُلِّ مَوْضِعٍ فِي ٱلْكُورَةِ ٱلْمُحِيطَةِ. | ٣٧ 37 |
ତାର୍ହଃଚେ ତାର୍ ସଃବୁ କଃତା ଚାରିବାଟାର୍ ସଃବୁ ହାକ୍ ଉର୍ଜି ଅୟ୍ଲି ।
وَلَمَّا قَامَ مِنَ ٱلْمَجْمَعِ دَخَلَ بَيْتَ سِمْعَانَ. وَكَانَتْ حَمَاةُ سِمْعَانَ قَدْ أَخَذَتْهَا حُمَّى شَدِيدَةٌ. فَسَأَلُوهُ مِنْ أَجْلِهَا. | ٣٨ 38 |
ତାର୍ହଃଚେ ଜିସୁ ପାର୍ତ୍ନା ଗଃରେହୁଣି ଉଟି ସିମନାର୍ ଗଃରେ ଗଃଲା । ସିମନାର୍ ସଃତୁର୍ସି ଜଃବର୍ ଜଃର୍ତିରିଲି, ଆର୍ ସେମଃନ୍ ତାର୍ ବିସୟେ ଜିସୁକେ ଗଃଉଆରି କଃଲାୟ୍ ।
فَوَقَفَ فَوْقَهَا وَٱنْتَهَرَ ٱلْحُمَّى فَتَرَكَتْهَا! وَفِي ٱلْحَالِ قَامَتْ وَصَارَتْ تَخْدُمُهُمْ. | ٣٩ 39 |
ସେତାର୍ ହଃଚେ ଜିସୁ ତାର୍ ଲଃଗେ ଟିଆ ଅୟ୍ ଜଃର୍କେ ଦଃମ୍କାୟ୍ଲା, ଆର୍ ତାର୍ ଜଃର୍ ଚାଡ୍ଲି, ଆରେକ୍ ସେ ସେଦାହ୍ରେ ଉଟିକଃରି ସେମଃନାର୍ ସେବା କଃରୁକେ ଦଃର୍ଲି ।
وَعِنْدَ غُرُوبِ ٱلشَّمْسِ، جَمِيعُ ٱلَّذِينَ كَانَ عِنْدَهُمْ سُقَمَاءُ بِأَمْرَاضٍ مُخْتَلِفَةٍ قَدَّمُوهُمْ إِلَيْهِ، فَوَضَعَ يَدَيْهِ عَلَى كُلِّ وَاحِدٍ مِنْهُمْ وَشَفَاهُمْ. | ٤٠ 40 |
ବେଳ୍ ବୁଡ୍ତା ବଃଳ୍, ଜୁୟ୍ ଲକ୍ମଃନାର୍ ଲଃଗେ ବିନ୍ ବିନ୍ ରଃକମାର୍ ରଗ୍ଦୁକାୟ୍ ହଃଳ୍ଲା ଲକ୍ମଃନ୍ ରିଲାୟ୍, ସେ ସଃବ୍କେ ଜିସୁର୍ ଲଃଗେ ଆଣ୍ଲାୟ୍ ଆର୍ ଜିସୁ ସଃବୁ ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଉଜ୍ କଃଲା ।
وَكَانَتْ شَيَاطِينُ أَيْضًا تَخْرُجُ مِنْ كَثِيرِينَ وَهِيَ تَصْرُخُ وَتَقُولُ: «أَنْتَ ٱلْمَسِيحُ ٱبْنُ ٱللهِ!». فَٱنْتَهَرَهُمْ وَلَمْ يَدَعْهُمْ يَتَكَلَّمُونَ، لِأَنَّهُمْ عَرَفُوهُ أَنَّهُ ٱلْمَسِيحُ. | ٤١ 41 |
ଆରେକ୍ ବୁତ୍ମଃନ୍ ହେଁ ଆଉଲି ଅୟ୍କଃରି, “ତୁୟ୍ ଇସ୍ୱରାର୍ ହୟ୍ସି,” ବଃଲି କୟ୍ ଗାଦେକ୍ ଲକାର୍ ତଃୟ୍ହୁଣି ବାରାୟ୍ ଗଃଲାୟ୍ । ଆରେକ୍ ଜିସୁ ସେମଃନ୍କେ ମଦାରେଉଁକେ କୟ୍ଲା ଆର୍ କଃତା କଃଉଁକେ ନଃଦିଲା, କାୟ୍ତାକ୍ବଃଲେକ୍ ସେ କ୍ରିସ୍ଟ ବଃଲି ସେମଃନ୍ ଜାଣିରିଲାୟ୍ ।
وَلَمَّا صَارَ ٱلنَّهَارُ خَرَجَ وَذَهَبَ إِلَى مَوْضِعٍ خَلَاءٍ، وَكَانَ ٱلْجُمُوعُ يُفَتِّشُونَ عَلَيْهِ. فَجَاءُوا إِلَيْهِ وَأَمْسَكُوهُ لِئَلَّا يَذْهَبَ عَنْهُمْ. | ٤٢ 42 |
ସଃକାଳ୍ ଅୟ୍ଲାକ୍, ଜିସୁ ଗଃଳେହୁଣି ବାରାୟ୍ ଜାୟ୍ ଗଟେକ୍ ସିଣିନ୍ଦ୍ ଟାଣେ ଗଃଲା; ଆର୍ ଲକ୍ମଃନ୍ଦା ତାକ୍ ଲଳି ଲଳି ତାର୍ ଲଃଗେ ଆୟ୍ଲାୟ୍, ଆରେକ୍ ସେ ସେମଃନାର୍ ଲଃଗେହୁଣି ଚାଡି ନଃଜାୟ୍ଁ, ସେତାର୍ଗିନେ ତାକ୍ ତେବାଉଁକ୍ ଦଃର୍ଲାୟ୍ ।
فَقَالَ لَهُمْ: «إِنَّهُ يَنْبَغِي لِي أَنْ أُبَشِّرَ ٱلْمُدُنَ ٱلْأُخَرَ أَيْضًا بِمَلَكُوتِ ٱللهِ، لِأَنِّي لِهَذَا قَدْ أُرْسِلْتُ». | ٤٣ 43 |
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ବିନ୍ ବିନ୍ ଗଃଳେମଃନ୍ ହେଁ ମକ୍ ବାୟ୍ଦ୍ରେ ମାପ୍ରୁର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ହଃଳେଦ୍, କାୟ୍ତାକ୍ବଃଲେକ୍ ଇତାର୍ ଗିନେ ମାପ୍ରୁ ମକ୍ ହଃଟାୟ୍ ଆଚେ ।”
فَكَانَ يَكْرِزُ فِي مَجَامِعِ ٱلْجَلِيلِ. | ٤٤ 44 |
ଆରେକ୍ ସେ ଜିଉଦା ଦେସାର୍ ପାର୍ତ୍ନା ଗଃରେମଃନ୍ ପର୍ଚାର୍ କଃରୁକେ ଦଃର୍ଲା ।