< يوحنَّا 8 >
أَمَّا يَسُوعُ فَمَضَى إِلَى جَبَلِ ٱلزَّيْتُونِ. | ١ 1 |
ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ଗଃଲା ।
ثُمَّ حَضَرَ أَيْضًا إِلَى ٱلْهَيْكَلِ فِي ٱلصُّبْحِ، وَجَاءَ إِلَيْهِ جَمِيعُ ٱلشَّعْبِ فَجَلَسَ يُعَلِّمُهُمْ. | ٢ 2 |
ତାର୍ ଆର୍କ ଦିନ୍ ସଃକାଳ୍ୟା ଜିସୁ ମନ୍ଦିର୍କେ ବାଉଳି ଆୟ୍ଲା, ଆର୍ ସେତି ସଃବୁ ଲକ୍ମଃନ୍ ରୁଣ୍ଡ୍ଲାକ୍, ସେ ବଃସି ସେମଃନ୍କେ ସିକ୍ୟା ଦେଉଁକ୍ ମୁଳ୍ୟାୟ୍ଲା ।
وَقَدَّمَ إِلَيْهِ ٱلْكَتَبَةُ وَٱلْفَرِّيسِيُّونَ ٱمْرَأَةً أُمْسِكَتْ فِي زِنًا. وَلَمَّا أَقَامُوهَا فِي ٱلْوَسْطِ | ٣ 3 |
ଆର୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦାରି କାମେ ଦଃରା ହଃଳ୍ଲା ଗଟେକ୍ ମାୟ୍ଜିକେ ଦଃରି ଆଣ୍ଲାୟ୍ ଆର୍ ସଃବୁ ଲକାର୍ ମଃଜାୟ୍ ଟିଆ କଃରି ଜିସୁକେ ହଃଚାର୍ଲାୟ୍,
قَالُوا لَهُ: «يَا مُعَلِّمُ، هَذِهِ ٱلْمَرْأَةُ أُمْسِكَتْ وَهِيَ تَزْنِي فِي ذَاتِ ٱلْفِعْلِ، | ٤ 4 |
“ଏ ଗୁରୁ, ଇ ମାୟ୍ଜି ଦାରିକାମ୍ କଃର୍ତା ବଃଳ୍ ଦଃରା ହଃଳି ଆଚେ ।
وَمُوسَى فِي ٱلنَّامُوسِ أَوْصَانَا أَنَّ مِثْلَ هَذِهِ تُرْجَمُ. فَمَاذَا تَقُولُ أَنْتَ؟». | ٥ 5 |
ଅଃନ୍କା ମାୟ୍ଜିମଃନ୍କେ ଟେଳା ସୁତ୍ରି ମାରୁକ୍ ମସା ଅଃମିକ୍ ବିଦି ତଃୟ୍ ଆଡର୍ ଦଃୟ୍ଆଚେ । ତଃବେ ତୁୟ୍ ଇ ବିସୟେ କାୟ୍ ବଃଲୁଲିସ୍?”
قَالُوا هَذَا لِيُجَرِّبُوهُ، لِكَيْ يَكُونَ لَهُمْ مَا يَشْتَكُونَ بِهِ عَلَيْهِ. وَأَمَّا يَسُوعُ فَٱنْحَنَى إِلَى أَسْفَلُ وَكَانَ يَكْتُبُ بِإِصْبِعِهِ عَلَى ٱلْأَرْضِ. | ٦ 6 |
ସେମଃନ୍ ଜିସୁକେ ହାନ୍ଦେ ହଃକାୟ୍ ଦଃସ୍ ଲାଦୁକ୍ ଇ କଃତା ହଃଚାରି ରିଲାୟ୍, ମଃତର୍ ଜିସୁ ମୁଆଁର୍ ହାଣି ଆଦ୍କଃରି ଆଙ୍ଗଟି ସଃଙ୍ଗ୍ ବୁୟେଁ ଲେକୁକ୍ ଦଃର୍ଲା ।
وَلَمَّا ٱسْتَمَرُّوا يَسْأَلُونَهُ، ٱنْتَصَبَ وَقَالَ لَهُمْ: «مَنْ كَانَ مِنْكُمْ بِلَا خَطِيَّةٍ فَلْيَرْمِهَا أَوَّلًا بِحَجَرٍ!». | ٧ 7 |
ସେମଃନ୍ ଜିସୁକେ ଆରେକ୍ ହଃଚାର୍ଲାକ୍, ଜିସୁ ମୁଣ୍ଡ୍ ଟେକି ସେମଃନ୍କେ କୟ୍ଲା, “ତୁମାର୍ ବିତ୍ରେ ଜେ କଃବେ କାୟ୍ ହାହ୍ ନଃକେରେ, ସେ ଆସି ତାକ୍ ହଃର୍ତୁ ଟେଳା ମାର ।”
ثُمَّ ٱنْحَنَى أَيْضًا إِلَى أَسْفَلُ وَكَانَ يَكْتُبُ عَلَى ٱلْأَرْضِ. | ٨ 8 |
ଇରି କୟ୍ ଜିସୁ ଆରେକ୍ ଗଟ୍ତର୍ ମୁଆଁର୍ ହାଣି ଆଦ୍କଃରି ବୁୟେଁ ଲେକୁକ୍ ଦଃର୍ଲା ।
وَأَمَّا هُمْ فَلَمَّا سَمِعُوا وَكَانَتْ ضَمَائِرُهُمْ تُبَكِّتُهُمْ، خَرَجُوا وَاحِدًا فَوَاحِدًا، مُبْتَدِئِينَ مِنَ ٱلشُّيُوخِ إِلَى ٱلْآخِرِينَ. وَبَقِيَ يَسُوعُ وَحْدَهُ وَٱلْمَرْأَةُ وَاقِفَةٌ فِي ٱلْوَسْطِ. | ٩ 9 |
ଜିସୁର୍ କଃତା ସୁଣି ସେମଃନ୍ ବଃଡ୍ ତଃୟ୍ହୁଣି ଆରୁମ୍ କଃରି ସାନ୍ ହଃତେକ୍ ଗଟେକ୍ ହଃଚେ ଗଟେକ୍ କଃରି ସଃବୁ ହଃଳାୟ୍ଲାୟ୍ । ଆରେକ୍ ଜିସୁ ଆର୍ ସେ ମାୟ୍ଜି ହଃକା ସେତି ଟିଆ ଅୟ୍ରିଲାୟ୍ ।
فَلَمَّا ٱنْتَصَبَ يَسُوعُ وَلَمْ يَنْظُرْ أَحَدًا سِوَى ٱلْمَرْأَةِ، قَالَ لَهَا: «يَا ٱمْرَأَةُ، أَيْنَ هُمْ أُولَئِكَ ٱلْمُشْتَكُونَ عَلَيْكِ؟ أَمَا دَانَكِ أَحَدٌ؟». | ١٠ 10 |
ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, “ସେମଃନ୍ କଃୟ୍? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟ୍ ଗଟେକ୍ ଲକ୍ହେଁ ନଃରିଲାୟ୍?”
فَقَالَتْ «لَا أَحَدَ، يَا سَيِّدُ!». فَقَالَ لَهَا يَسُوعُ: «وَلَا أَنَا أَدِينُكِ. ٱذْهَبِي وَلَا تُخْطِئِي أَيْضًا». | ١١ 11 |
ସେ କୟ୍ଲି, “ନାୟ୍ ମାପ୍ରୁ, କେ ହେଁ ନାୟ୍ ।” ସେତାକ୍ ଜିସୁ କୟ୍ଲା, “ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।”
ثُمَّ كَلَّمَهُمْ يَسُوعُ أَيْضًا قَائِلًا: «أَنَا هُوَ نُورُ ٱلْعَالَمِ. مَنْ يَتْبَعْنِي فَلَا يَمْشِي فِي ٱلظُّلْمَةِ بَلْ يَكُونُ لَهُ نُورُ ٱلْحَيَاةِ». | ١٢ 12 |
ଜିସୁ ଆରେକ୍ ଲକ୍ମଃନ୍କେ କୟ୍ଲା, “ମୁୟ୍ ଜଃଗତାର୍ ଉଜାଳ୍, ଜେ ମର୍ ହଃଚେ ହଃଚେ ଆସେଦ୍, ସେ ଜିବନାର୍ ଉଜାଳ୍ ହାୟ୍ଦ୍, ଆର୍ ସେ କଃବେ ହେଁ ଅଃନ୍ଦାରେ ନିଣ୍ଡେ ।”
فَقَالَ لَهُ ٱلْفَرِّيسِيُّونَ: «أَنْتَ تَشْهَدُ لِنَفْسِكَ. شَهَادَتُكَ لَيْسَتْ حَقًّا». | ١٣ 13 |
ସେତାକ୍ ପାରୁସିମଃନ୍ ତାକ୍ କୟ୍ଲାୟ୍, “ଅଃବେ ତୁୟ୍ ନିଜେ ନିଜାର୍ ବିସୟେ ସାକି ଦେଉଁଲିସ୍, ସେତାକ୍ ତର୍ ସାକି ସଃତ୍ ନାୟ୍ ।”
أَجَابَ يَسُوعُ وَقَالَ لَهُمْ: «وَإِنْ كُنْتُ أَشْهَدُ لِنَفْسِي فَشَهَادَتِي حَقٌّ، لِأَنِّي أَعْلَمُ مِنْ أَيْنَ أَتَيْتُ وَإِلَى أَيْنَ أَذْهَبُ. وَأَمَّا أَنْتُمْ فَلَا تَعْلَمُونَ مِنْ أَيْنَ آتِي وَلَا إِلَى أَيْنَ أَذْهَبُ. | ١٤ 14 |
ଜିସୁ ସେମଃନ୍କେ କୟ୍ଲା, “ନାୟ୍, ମୁୟ୍ ନିଜାର୍ ଗିନେ ସାକି ଦିଲେକ୍ ହେଁ, ମୁୟ୍ ଜାୟ୍ରି କଃଉଁଲେ ସେରି ସଃତ୍, କାୟ୍ତାକ୍ବଃଲେକ୍ ମୁୟ୍ କୁୟ୍ତି ହୁଣି ଆସି ଆଚି ଆର୍ କୁୟ୍ତି ଜଃଉଁଲେ, ସେରି ମୁୟ୍ ଜାଣି ଆଚି, ମଃତର୍ ମୁୟ୍ କୁୟ୍ତି ହୁଣି ଆସି ଆଚି ଆର୍ କୁୟ୍ତି ଜଃଉଁଲେ, ତୁମି ସେରି ନଃଜାଣାସ୍ ।
أَنْتُمْ حَسَبَ ٱلْجَسَدِ تَدِينُونَ، أَمَّا أَنَا فَلَسْتُ أَدِينُ أَحَدًا. | ١٥ 15 |
ତୁମିମଃନ୍ ମାନାୟ୍ ଇସାବେ ବିଚାର୍ କଃରାସ୍, ମଃତର୍ ମୁୟ୍ କାର୍ ବିଚାର୍ ନଃକେରି ।
وَإِنْ كُنْتُ أَنَا أَدِينُ فَدَيْنُونَتِي حَقٌّ، لِأَنِّي لَسْتُ وَحْدِي، بَلْ أَنَا وَٱلْآبُ ٱلَّذِي أَرْسَلَنِي. | ١٦ 16 |
ମଃତର୍ ମୁୟ୍ ଜଦି ବିଚାର୍ କଃରିନ୍ଦ୍, ତଃବେ ହେଁ ମର୍ ବିଚାର୍ ସଃତ୍ୟା, ବଃଲେକ୍ ମୁୟ୍ ଏକ୍ଲା ଇ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବା ମର୍ ସଃଙ୍ଗ୍ ଆଚେ ।
وَأَيْضًا فِي نَامُوسِكُمْ مَكْتُوبٌ أَنَّ شَهَادَةَ رَجُلَيْنِ حَقٌّ: | ١٧ 17 |
ତୁମାର୍ ବିଦି ସାସ୍ତରେ ଲେକା ଆଚେ, ‘ଦୁୟ୍ ଲକାର୍ ସାକି ସଃମାନ୍ ଅୟ୍ଲେକ୍, ସେମଃନ୍ ଜାୟ୍ରି କଃଉଁଲାୟ୍ ସେରି ସଃତ୍ ।’
أَنَا هُوَ ٱلشَّاهِدُ لِنَفْسِي، وَيَشْهَدُ لِي ٱلْآبُ ٱلَّذِي أَرْسَلَنِي». | ١٨ 18 |
ମୁୟ୍ ନିଜାର୍ ଗିନେ ସାକି ଦେଉଁଲେ, ଆର୍ ମକ୍ ହଃଟାୟ୍ଲା ଉବା ହେଁ ମର୍ ଗିନେ ସାକି ଦେଉଁଲା ।”
فَقَالُوا لَهُ: «أَيْنَ هُوَ أَبُوكَ؟». أَجَابَ يَسُوعُ: «لَسْتُمْ تَعْرِفُونَنِي أَنَا وَلَا أَبِي. لَوْ عَرَفْتُمُونِي لَعَرَفْتُمْ أَبِي أَيْضًا». | ١٩ 19 |
ସେତାକ୍ ସେମଃନ୍ ଜିସୁକେ ହଃଚାର୍ଲାୟ୍, “ତର୍ ଉବାଦି କଃୟ୍?” ଜିସୁ କୟ୍ଲା, “ତୁମିମଃନ୍ ମକ୍ କି ମର୍ ଉବାକ୍ ନଃଜାଣାସ୍, ମକେ ଜାଣ୍ଲେକ୍ ମର୍ ଉବାକ୍ ଜାଣ୍ଲାସ୍ ହୁଣି ।”
هَذَا ٱلْكَلَامُ قَالَهُ يَسُوعُ فِي ٱلْخِزَانَةِ وَهُوَ يُعَلِّمُ فِي ٱلْهَيْكَلِ. وَلَمْ يُمْسِكْهُ أَحَدٌ، لِأَنَّ سَاعَتَهُ لَمْ تَكُنْ قَدْ جَاءَتْ بَعْدُ. | ٢٠ 20 |
ଜିସୁ ମନ୍ଦିର୍ ବିତ୍ରେ ସିକ୍ୟା ଦେତାବଃଳ୍ ବଃଣ୍ଡାର୍ ବଃକ୍ରା ଚଃମେ ଇ ସଃବୁ କଃତା କୟ୍ ସିକ୍ୟା ଦେତିରିଲା, ମଃତର୍ ଜିସୁର୍ ବେଳ୍ ଆସି ନଃରିଲାକ୍ କେ ତାକ୍ ବାନ୍ଦୁକେ ନଃହାର୍ଲାୟ୍ ।
قَالَ لَهُمْ يَسُوعُ أَيْضًا: «أَنَا أَمْضِي وَسَتَطْلُبُونَنِي، وَتَمُوتُونَ فِي خَطِيَّتِكُمْ. حَيْثُ أَمْضِي أَنَا لَا تَقْدِرُونَ أَنْتُمْ أَنْ تَأْتُوا». | ٢١ 21 |
ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ମୁୟ୍ ଜଃଉଁଲେ, ଆର୍ ତୁମିମଃନ୍ ମକ୍ ଲଳାସ୍, ମଃତର୍ ତୁମିମଃନ୍ ନିଜାର୍ ନିଜାର୍ ହାହେ ମଃରାସ୍ । ମୁୟ୍ ଜୁୟ୍ତି ଜଃଉଁଲେ, ସେତି ତୁମିମଃନ୍ ଜଃଉଁ ନାହାରାସ୍ ।”
فَقَالَ ٱلْيَهُودُ: «أَلَعَلَّهُ يَقْتُلُ نَفْسَهُ حَتَّى يَقُولُ: حَيْثُ أَمْضِي أَنَا لَا تَقْدِرُونَ أَنْتُمْ أَنْ تَأْتُوا؟». | ٢٢ 22 |
ସେତାକ୍ ଜିଉଦି ବଃଡ୍ ଲକ୍ମଃନ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ସେ କଃଉଁଲା, ‘ସେ ଜୁୟ୍ତି ଜାୟ୍ଦ୍, ସେତି ଅଃମିମଃନ୍ ଜଃଉଁ ନଃହାରୁ,’ ସେ କାୟ୍ ଉଚ୍କି ଅୟ୍ ମଃରୁକ୍ ଜଃଉଁଲା?”
فَقَالَ لَهُمْ: «أَنْتُمْ مِنْ أَسْفَلُ، أَمَّا أَنَا فَمِنْ فَوْقُ. أَنْتُمْ مِنْ هَذَا ٱلْعَالَمِ، أَمَّا أَنَا فَلَسْتُ مِنْ هَذَا ٱلْعَالَمِ. | ٢٣ 23 |
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଇ ଜଃଗତେ ହୁଣି ଜାତ୍, ମଃତର୍ ମୁୟ୍ ସଃର୍ଗେ ହୁଣି ଆୟ୍ଲେ ଆଚି । ତୁମିମଃନ୍ ଇ ଜଃଗତାର୍, ମଃତର୍ ମୁୟ୍ ଇ ଜଃଗତାର୍ ନାୟ୍ ।
فَقُلْتُ لَكُمْ: إِنَّكُمْ تَمُوتُونَ فِي خَطَايَاكُمْ، لِأَنَّكُمْ إِنْ لَمْ تُؤْمِنُوا أَنِّي أَنَا هُوَ تَمُوتُونَ فِي خَطَايَاكُمْ». | ٢٤ 24 |
ସେତାକ୍ ମୁୟ୍ କଃଉଁଲେ, ତୁମିମଃନ୍ ନିଜାର୍ ନିଜାର୍ ହାହେ ମଃରାସ୍ । ମୁୟ୍ ଇରି ତୁମିକେ କୟ୍ଲେ, ବଃଲେକ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍, ଇରି ତୁମିମଃନ୍ ବିସ୍ୱାସ୍ ନଃକେଲେକ୍, ନିଜାର୍ ନିଜାର୍ ହାହେ ମଃରାସ୍ ।”
فَقَالُوا لَهُ: «مَنْ أَنْتَ؟». فَقَالَ لَهُمْ يَسُوعُ: «أَنَا مِنَ ٱلْبَدْءِ مَا أُكَلِّمُكُمْ أَيْضًا بِهِ. | ٢٥ 25 |
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ତୁୟ୍ କେ?” ଜିସୁ ସେମଃନ୍କେ କୟ୍ଲା, “ସେ କଃତା ମୁୟ୍ ଆରୁମେ ହୁଣି କୟ୍ ଆସୁଲେ ।
إِنَّ لِي أَشْيَاءَ كَثِيرَةً أَتَكَلَّمُ وَأَحْكُمُ بِهَا مِنْ نَحْوِكُمْ، لَكِنَّ ٱلَّذِي أَرْسَلَنِي هُوَ حَقٌّ. وَأَنَا مَا سَمِعْتُهُ مِنْهُ، فَهَذَا أَقُولُهُ لِلْعَالَمِ». | ٢٦ 26 |
ତୁମିମଃନାର୍ କଃତା କଃଉଁକେ ଆର୍ ତୁମିମଃନ୍କେ ବିଚାର୍ କଃରୁକେ ମର୍ ଗାଦେକ୍ କଃତା ଆଚେ । ମଃତର୍ ମକେ ଜେ ହଃଟାୟ୍ଲା ଆଚେ, ସେ ସଃତ୍, ତାର୍ ତଃୟ୍ହୁଣି ଜାୟ୍ରି ସୁଣି ଆଚି, ସେରି ଜଃଗତ୍କେ ଜାଣାଉଁଲେ ।”
وَلَمْ يَفْهَمُوا أَنَّهُ كَانَ يَقُولُ لَهُمْ عَنِ ٱلْآبِ. | ٢٧ 27 |
ଜିସୁ ତାର୍ ଉବାସିର୍ କଃତା କଃଉଁଲା, ଇରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
فَقَالَ لَهُمْ يَسُوعُ: «مَتَى رَفَعْتُمُ ٱبْنَ ٱلْإِنْسَانِ، فَحِينَئِذٍ تَفْهَمُونَ أَنِّي أَنَا هُوَ، وَلَسْتُ أَفْعَلُ شَيْئًا مِنْ نَفْسِي، بَلْ أَتَكَلَّمُ بِهَذَا كَمَا عَلَّمَنِي أَبِي. | ٢٨ 28 |
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ନଃରାର୍ ହୟ୍ସିକ୍ ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍; ଆର୍ ମୁୟ୍ ନିଜାର୍ ଅଃଦିକାରେ କାୟ୍ରି ହେଁ ନଃକେରି, ମଃତର୍ ଉବା ମକ୍ ଜଃନ୍କଃରି ସିକ୍ୟା ଦଃୟ୍ଆଚେ, ସେନ୍କଃରି ଇସଃବୁ କଃତା ଜେ କଃଉଁଲେ, ଇରି ତୁମିମଃନ୍ ବୁଜୁ ହାରାସ୍ ।
وَٱلَّذِي أَرْسَلَنِي هُوَ مَعِي، وَلَمْ يَتْرُكْنِي ٱلْآبُ وَحْدِي، لِأَنِّي فِي كُلِّ حِينٍ أَفْعَلُ مَا يُرْضِيهِ». | ٢٩ 29 |
ଜେ ମକ୍ ହଃଟାୟ୍ ଆଚେ, ସେ ମର୍ ସଃଙ୍ଗ୍ ଆଚେ, ସେ ମକ୍ ଏକ୍ଲାକେ କଃବେ ନଃଚାଡେ, କାୟ୍ତାକ୍ବଃଲେକ୍ ତାର୍ ଜାୟ୍ରି ମଃନ୍, ମୁୟ୍ ସେରି କଃରୁଲେ ।”
وَبَيْنَمَا هُوَ يَتَكَلَّمُ بِهَذَا آمَنَ بِهِ كَثِيرُونَ. | ٣٠ 30 |
ଜିସୁର୍ ଇ କଃତା ସଃବୁ ସୁଣି ଗାଦେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍ ।
فَقَالَ يَسُوعُ لِلْيَهُودِ ٱلَّذِينَ آمَنُوا بِهِ: «إِنَّكُمْ إِنْ ثَبَتُّمْ فِي كَلَامِي فَبِالْحَقِيقَةِ تَكُونُونَ تَلَامِيذِي، | ٣١ 31 |
ବଃଲେକ୍ ତାକ୍ ବିସ୍ୱାସ୍ କଃର୍ତା ଜିଉଦିମଃନ୍କେ ଜିସୁ କୟ୍ଲା, “ଜଦି ମର୍ କଃତା ମାନି ତିର୍ ଅୟ୍ରିଆସ୍, ତଃବେ ତୁମି ନିଜ୍କଃରି ମର୍ ଚେଲା ଅଃଉଆସ୍ ।
وَتَعْرِفُونَ ٱلْحَقَّ، وَٱلْحَقُّ يُحَرِّرُكُمْ». | ٣٢ 32 |
ତୁମିମଃନ୍ ସଃତ୍ ଜାଣାସ୍, ଆର୍ ସେ ସଃତ୍ ତୁମିମଃନ୍କେ ମୁକ୍ଳାୟ୍ଦ୍ ।”
أَجَابُوهُ: «إِنَّنَا ذُرِّيَّةُ إِبْرَاهِيمَ، وَلَمْ نُسْتَعْبَدْ لِأَحَدٍ قَطُّ! كَيْفَ تَقُولُ أَنْتَ: إِنَّكُمْ تَصِيرُونَ أَحْرَارًا؟». | ٣٣ 33 |
ଜିଉଦିମଃନ୍ କୟ୍ଲାୟ୍, “ଅଃମି ଅବ୍ରାହାମାର୍ ବଃଉଁସ୍, ଅଃମି କଃବେ କାର୍ ଗତିଦଃଙ୍ଗ୍ଳା ଅୟ୍ ସେବା ନଃକେରୁ, ତଃବେ ତୁମିମଃନ୍ ମୁକ୍ଳାସ୍ ବଃଲି କଃନ୍କଃରି କଃଉଁଲିସ୍? ଇ କଃତାର୍ ଅଃର୍ତ୍ କାୟ୍ରି?”
أَجَابَهُمْ يَسُوعُ: «ٱلْحَقَّ ٱلْحَقَّ أَقُولُ لَكُمْ: إِنَّ كُلَّ مَنْ يَعْمَلُ ٱلْخَطِيَّةَ هُوَ عَبْدٌ لِلْخَطِيَّةِ. | ٣٤ 34 |
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଜୁୟ୍ ଲକ୍ମଃନ୍ ହାହ୍ କଃର୍ତି, ସେ ହାହାର୍ ଗତିଦଃଙ୍ଗ୍ଳା ।
وَٱلْعَبْدُ لَا يَبْقَى فِي ٱلْبَيْتِ إِلَى ٱلْأَبَدِ، أَمَّا ٱلِٱبْنُ فَيَبْقَى إِلَى ٱلْأَبَدِ. (aiōn ) | ٣٥ 35 |
ଗତିଦଃଙ୍ଗ୍ଳା ସଃବୁବଃଳ୍ ଗଃର୍ କୁଟୁମାର୍ ଲକ୍ ଅୟ୍ ନଃରେୟ୍, ମଃତର୍ ହଅ ସଃବୁ ଦିନ୍ ଗଃରାର୍ ଲକ୍ ଅୟ୍ ରଃୟ୍ଦ୍ । (aiōn )
فَإِنْ حَرَّرَكُمْ ٱلِٱبْنُ فَبِالْحَقِيقَةِ تَكُونُونَ أَحْرَارًا. | ٣٦ 36 |
ବଃଲେକ୍ ହଅ ଜଦି ତୁମିମଃନ୍କେ ମୁକ୍ଳାୟ୍ଦ୍, ତଃବେ ତୁମିମଃନ୍ ନିଜ୍କଃରି ମୁକ୍ଳାସ୍ ।
أَنَا عَالِمٌ أَنَّكُمْ ذُرِّيَّةُ إِبْرَاهِيمَ. لَكِنَّكُمْ تَطْلُبُونَ أَنْ تَقْتُلُونِي لِأَنَّ كَلَامِي لَا مَوْضِعَ لَهُ فِيكُمْ. | ٣٧ 37 |
ତୁମିମଃନ୍ ଅବ୍ରାହାମାର୍ ବଃଉଁସ୍ ଇରି ମୁୟ୍ ଜାଣି ଆଚି । ଅୟ୍ଲେକ୍ ହେଁ ତୁମିମଃନ୍ ମକେ ମାରୁକ୍ ମଃନ୍ ହାଚୁଲାସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ମର୍ ସିକ୍ୟା ସୁଣି ମାନୁକ୍ ମଃନ୍ ନଃକେରୁଲାସ୍ ।
أَنَا أَتَكَلَّمُ بِمَا رَأَيْتُ عِنْدَ أَبِي، وَأَنْتُمْ تَعْمَلُونَ مَا رَأَيْتُمْ عِنْدَ أَبِيكُمْ». | ٣٨ 38 |
ମର୍ ଉବାର୍ ଟାଣେ ଜାୟ୍ ଜାୟ୍ରି ଦଃକି ଆଚି, ସେରି ସଃବୁ କଃଉଁଲେ । ମଃତର୍ ତୁମାର୍ ଉବାଦି କୟ୍ଲା ହର୍ ତୁମିମଃନ୍ କାମ୍ କଃରୁଲାସ୍ ।”
أَجَابُوا وَقَالُوا لَهُ: «أَبُونَا هُوَ إِبْرَاهِيمُ». قَالَ لَهُمْ يَسُوعُ: «لَوْ كُنْتُمْ أَوْلَادَ إِبْرَاهِيمَ، لَكُنْتُمْ تَعْمَلُونَ أَعْمَالَ إِبْرَاهِيمَ! | ٣٩ 39 |
ସେମଃନ୍ ତାକ୍ କୟ୍ଲାୟ୍, “ଅଃମାର୍ ଉବା ଅବ୍ରାହାମ୍ ।” ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଜଦି ନିଜ୍କଃରି ଅବ୍ରାହାମାର୍ ହୟ୍ସି ଅୟ୍ରିଲାସ୍ ହୁଣି, ତଃବେ ଅବ୍ରାହାମ୍ କଃଲା କାମ୍ ସଃବୁ କଃଲାସ୍ ହୁଣି ।
وَلَكِنَّكُمُ ٱلْآنَ تَطْلُبُونَ أَنْ تَقْتُلُونِي، وَأَنَا إِنْسَانٌ قَدْ كَلَّمَكُمْ بِٱلْحَقِّ ٱلَّذِي سَمِعَهُ مِنَ ٱللهِ. هَذَا لَمْ يَعْمَلْهُ إِبْرَاهِيمُ. | ٤٠ 40 |
ଇସ୍ୱର୍ ତଃୟ୍ହୁଣି ସୁଣ୍ଲା ସଃତ୍କେ ଚାଡି, ମୁୟ୍ ଆରେକ୍ କାୟ୍ରି ନଃକୟ୍ଁ, ଅୟ୍ଲେକ୍ ହେଁ ତୁମିମଃନ୍ ମକେ ମଃର୍ନେ ମାରୁକ୍ ଚେସ୍ଟା କଃରୁଲାସ୍, ଅବ୍ରାହାମ୍ ଇବାନ୍ୟା କାମ୍ କଃରି ନଃରିଲା ।
أَنْتُمْ تَعْمَلُونَ أَعْمَالَ أَبِيكُمْ». فَقَالُوا لَهُ: «إِنَّنَا لَمْ نُولَدْ مِنْ زِنًا. لَنَا أَبٌ وَاحِدٌ وَهُوَ ٱللهُ». | ٤١ 41 |
ତୁମିମଃନ୍ ତୁମାର୍ ଉବାଦିର୍ କାମ୍ କଃରୁଲାସ୍ ।” ସେମଃନ୍ ତାକ୍ କୟ୍ଲାୟ୍, “ଅଃମିମଃନ୍ ଦାରି ମାୟ୍ଜିର୍ ହିଲା ନାୟ୍; ଇସ୍ୱର୍ ହଃକା ଅଃମାର୍ ଉବା, ଆର୍ ଅଃମିମଃନ୍ ସଃତ୍କଃରି ତାର୍ ହଅ ।”
فَقَالَ لَهُمْ يَسُوعُ: «لَوْ كَانَ ٱللهُ أَبَاكُمْ لَكُنْتُمْ تُحِبُّونَنِي، لِأَنِّي خَرَجْتُ مِنْ قِبَلِ ٱللهِ وَأَتَيْتُ. لِأَنِّي لَمْ آتِ مِنْ نَفْسِي، بَلْ ذَاكَ أَرْسَلَنِي. | ٤٢ 42 |
ଜିସୁ ସେମଃନ୍କେ କୟ୍ଲା, “ଇସ୍ୱର୍ ଜଦି ନିଜ୍କଃରି ତୁମାର୍ ଉବାଦି ଅୟ୍ରିଲେକ୍ ତୁମିମଃନ୍ ମକ୍ ଲାଡ୍ କଃଲାସ୍ ହୁଣି, ବଃଲେକ୍ ମୁୟ୍ ଇସ୍ୱର୍ ତଃୟ୍ହୁଣି ଆସି ଅଃବେ ଇତି ଆଚି, ମୁୟ୍ ମର୍ ଅଃଦିକାରେ ନାସି, ମଃତର୍ ଇସ୍ୱର୍ ମକେ ହଃଟାୟ୍ ଆଚେ ।
لِمَاذَا لَا تَفْهَمُونَ كَلَامِي؟ لِأَنَّكُمْ لَا تَقْدِرُونَ أَنْ تَسْمَعُوا قَوْلِي. | ٤٣ 43 |
ମୁୟ୍ ଜାୟ୍ରି କଃଉଁଲେ, ତୁମିମଃନ୍ କାୟ୍ତାକ୍ ବୁଜୁ ନଃହାରୁଲାସ୍? କାୟ୍ତାକ୍ବଃଲେକ୍ ତୁମିମଃନ୍ ମର୍ ସିକ୍ୟା ସୁଣି ସଃମ୍ବାଳୁ ନଃହାରୁଲାସ୍ ।
أَنْتُمْ مِنْ أَبٍ هُوَ إِبْلِيسُ، وَشَهَوَاتِ أَبِيكُمْ تُرِيدُونَ أَنْ تَعْمَلُوا. ذَاكَ كَانَ قَتَّالًا لِلنَّاسِ مِنَ ٱلْبَدْءِ، وَلَمْ يَثْبُتْ فِي ٱلْحَقِّ لِأَنَّهُ لَيْسَ فِيهِ حَقٌّ. مَتَى تَكَلَّمَ بِٱلْكَذِبِ فَإِنَّمَا يَتَكَلَّمُ مِمَّا لَهُ، لِأَنَّهُ كَذَّابٌ وَأَبُو ٱلْكَذَّابِ. | ٤٤ 44 |
ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।
وَأَمَّا أَنَا فَلِأَنِّي أَقُولُ ٱلْحَقَّ لَسْتُمْ تُؤْمِنُونَ بِي. | ٤٥ 45 |
ମଃତର୍ ମୁୟ୍ ସଃତ୍ କଃଉଁଲାକ୍ ତୁମିମଃନ୍ ମକ୍ ବିସ୍ୱାସ୍ ନଃକେରୁଲାସ୍ ।
مَنْ مِنْكُمْ يُبَكِّتُنِي عَلَى خَطِيَّةٍ؟ فَإِنْ كُنْتُ أَقُولُ ٱلْحَقَّ، فَلِمَاذَا لَسْتُمْ تُؤْمِنُونَ بِي؟ | ٤٦ 46 |
ମୁୟ୍ ହାହି ବଃଲି ତୁମାର୍ ବିତ୍ରେ କେ ମକ୍ ହଃର୍ମାଣ୍ ଦେଉଁ ହାରେ? ମୁୟ୍ ଜଦି ସଃତ୍ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ମକ୍ ବିସ୍ୱାସ୍ ନଃକେରୁଲାସ୍?
اَلَّذِي مِنَ ٱللهِ يَسْمَعُ كَلَامَ ٱللهِ. لِذَلِكَ أَنْتُمْ لَسْتُمْ تَسْمَعُونَ، لِأَنَّكُمْ لَسْتُمْ مِنَ ٱللهِ». | ٤٧ 47 |
ଜେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ସେ ଇସ୍ୱରାର୍ କଃତା ସୁଣେଦ୍, ତୁମିମଃନ୍ ଇସ୍ୱର୍ ତଃୟ୍ହୁଣି ଜଃଲମ୍ ନଃଉଁଆସ୍, ସେତାକ୍ ମର୍ କଃତା ନଃସୁଣୁଲାସ୍ ।”
فَأَجَاب ٱلْيَهُودُ وَقَالُوا لَهُ: «أَلَسْنَا نَقُولُ حَسَنًا: إِنَّكَ سَامِرِيٌّ وَبِكَ شَيْطَانٌ؟». | ٤٨ 48 |
ଜିଉଦିମଃନ୍ ଜିସୁକେ କୟ୍ଲାୟ୍, “ତୁୟ୍ ଗଟେକ୍ ସମିରଣିୟ, ଆର୍ ତକ୍ ଜେ ବୁତ୍ ଡଃସି ଆଚେ, ଇରି କାୟ୍ ଅଃମିମଃନ୍ ଟିକ୍ ନଃକଉଁଲୁ?”
أَجَابَ يَسُوعُ: «أَنَا لَيْسَ بِي شَيْطَانٌ، لَكِنِّي أُكْرِمُ أَبِي وَأَنْتُمْ تُهِينُونَنِي. | ٤٩ 49 |
ଜିସୁ ସେମଃନ୍କେ କୟ୍ଲା, “ନାୟ୍, ମକ୍ ବୁତ୍ ନଃଡେସେ, ମଃତର୍ ମୁୟ୍ ମର୍ ଉବାକ୍ ମାନ୍ତି କଃରୁଲେ, ମଃତର୍ ତୁମିମଃନ୍ ମକ୍ ନଃମାନୁଲାସ୍ ।
أَنَا لَسْتُ أَطْلُبُ مَجْدِي. يُوجَدُ مَنْ يَطْلُبُ وَيَدِينُ. | ٥٠ 50 |
ମଃତର୍ ମୁୟ୍ ନିଜେ ନିଜ୍କେ ଜଃଜ୍ମାନ୍ କଃରୁକେ ମଃନ୍ ନଃକେରି, ମଃତର୍ ଇ କଃତା ମର୍ ଗିନେ ଆରେକ୍ ଗଟ୍ଲକ୍ ମଃନ୍ କଃରୁଲା, ଆର୍ ସେ ମର୍ ହାକ୍ ଅୟ୍ ବିଚାର୍ କଃରେଦ୍ ।
اَلْحَقَّ ٱلْحَقَّ أَقُولُ لَكُمْ: إِنْ كَانَ أَحَدٌ يَحْفَظُ كَلَامِي فَلَنْ يَرَى ٱلْمَوْتَ إِلَى ٱلْأَبَدِ». (aiōn ) | ٥١ 51 |
ମୁୟ୍ ସଃତ୍ କଃଉଁଲେ, ଜେ ମର୍ ସିକ୍ୟା ମାନେଦ୍, ସେ କଃବେ ହେଁ ମଃର୍ନ୍ ନଃଦେକେ ।” (aiōn )
فَقَالَ لَهُ ٱلْيَهُودُ: ٱلْآنَ عَلِمْنَا أَنَّ بِكَ شَيْطَانًا. قَدْ مَاتَ إِبْرَاهِيمُ وَٱلْأَنْبِيَاءُ، وَأَنْتَ تَقُولُ: إِنْ كَانَ أَحَدٌ يَحْفَظُ كَلَامِي فَلَنْ يَذُوقَ ٱلْمَوْتَ إِلَى ٱلْأَبَدِ. (aiōn ) | ٥٢ 52 |
ଜିଉଦିମଃନ୍ ତାକ୍ କୟ୍ଲାୟ୍, “ଅଃବେ ଅଃମିମଃନ୍ ଟିକ୍ ଜାଣ୍ଲୁ ଜେ, ସଃତ୍କଃରି ତକ୍ ବୁତ୍ ଡଃସି ଆଚେ । ଅବ୍ରାହାମ୍ ଆର୍ ବାବ୍ବାଦିମଃନ୍ ସଃବୁ ମଃଲାୟ୍ ଆର୍ ତୁୟ୍ କଃଉଁଲିସ୍, ଜେ ତର୍ ସିକ୍ୟା ମାନେଦ୍ ସେ କଃବେ ହେଁ ମଃର୍ନାର୍ ଗଃନ୍ଦ୍ ନାହାୟ୍ । (aiōn )
أَلَعَلَّكَ أَعْظَمُ مِنْ أَبِينَا إِبْرَاهِيمَ ٱلَّذِي مَاتَ؟ وَٱلْأَنْبِيَاءُ مَاتُوا. مَنْ تَجْعَلُ نَفْسَكَ؟». | ٥٣ 53 |
ତୁୟ୍ କାୟ୍ ଅଃମାର୍ ଉବା ଅବ୍ରାହାମ୍ ହୁଣି ବଃଡ୍? ସେ ତ ମଃରି ଆଚେ, ବାବ୍ବାଦିମଃନ୍ ହେଁ ମଃଲାୟ୍ ଆଚ୍ତି, ତୁୟ୍ ନିଜ୍କେ କାୟ୍ ବଃଲି ମଃନେ କଃରୁଲିସ୍?”
أَجَابَ يَسُوعُ: «إِنْ كُنْتُ أُمَجِّدُ نَفْسِي فَلَيْسَ مَجْدِي شَيْئًا. أَبِي هُوَ ٱلَّذِي يُمَجِّدُنِي، ٱلَّذِي تَقُولُونَ أَنْتُمْ إِنَّهُ إِلَهُكُمْ، | ٥٤ 54 |
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ଜଦି ନିଜ୍କେ ଜଃଜ୍ମାନ୍ କଃରୁଲେ, ତଃବେ ମର୍ ଜଃଜ୍ମାନାର୍ କାୟ୍ ମଲ୍ ନାୟ୍, ଜେ ମର୍ ଜଃଜ୍ମାନ୍ କଃରୁଲା, ସେ ମର୍ ଉବା, ଜାକେ ତୁମିମଃନ୍ ତୁମାର୍ ଇସ୍ୱର୍ ବଃଲି କଃଉଁଲାସ୍ ।
وَلَسْتُمْ تَعْرِفُونَهُ. وَأَمَّا أَنَا فَأَعْرِفُهُ. وَإِنْ قُلْتُ إِنِّي لَسْتُ أَعْرِفُهُ أَكُونُ مِثْلَكُمْ كَاذِبًا، لَكِنِّي أَعْرِفُهُ وَأَحْفَظُ قَوْلَهُ. | ٥٥ 55 |
ତୁମିମଃନ୍ କଃବେ ତାକ୍ ନଃଜାଣାସ୍, ମଃତର୍ ମୁୟ୍ ତାକ୍ ଜାଣି, ତାକ୍ ମୁୟ୍ ନଃଜାଣି ବଃଲି ଜଦି କୟ୍ଦ୍, ତଃବେ ତୁମାର୍ ହର୍ ମୁୟ୍ ହେଁ ଗଟେକ୍ ମିଚୁଆ ଅୟ୍ନ୍ଦ୍ । ମଃତର୍ ମୁୟ୍ ନିଜ୍କଃରି ତାକ୍ ଜାଣି ଆର୍ ତାର୍ କଃତା ମାନୁଲେ ।
أَبُوكُمْ إِبْرَاهِيمُ تَهَلَّلَ بِأَنْ يَرَى يَوْمِي فَرَأَى وَفَرِحَ». | ٥٦ 56 |
ତୁମିମଃନାର୍ ଉବାଦି ଅବ୍ରାହାମ୍ ମର୍ ଆସ୍ତା ଦିନ୍ ଦଃକିନ୍ଦ୍ ବଃଲି ଆସା କଃରି ବଃଡେ ସଃର୍ଦା ଅୟ୍ରିଲା । ସଃତ୍କଃରି ସେ ମକ୍ ଦଃକି ବଃଡେ ସଃର୍ଦା ଅୟ୍ରିଲା ।”
فَقَالَ لَهُ ٱلْيَهُودُ: «لَيْسَ لَكَ خَمْسُونَ سَنَةً بَعْدُ، أَفَرَأَيْتَ إِبْرَاهِيمَ؟». | ٥٧ 57 |
ସେତାକ୍ ଜିଉଦିମଃନ୍ ଜିସୁକେ କୟ୍ଲାୟ୍, “ତକ୍ ତ ଦୁୟ୍କଳି ଦଃସ୍ ବଃର୍ସ୍ ହେଁ ନାୟ୍, ତୁୟ୍ କାୟ୍ ଅବ୍ରାହାମ୍କେ ଦଃକି ଆଚ୍ସି?”
قَالَ لَهُمْ يَسُوعُ: «ٱلْحَقَّ ٱلْحَقَّ أَقُولُ لَكُمْ: قَبْلَ أَنْ يَكُونَ إِبْرَاهِيمُ أَنَا كَائِنٌ». | ٥٨ 58 |
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଅବ୍ରାହାମାର୍ ଜଃଲମ୍ ହୁର୍ବେ ମୁୟ୍ ଆଚି ।”
فَرَفَعُوا حِجَارَةً لِيَرْجُمُوهُ. أَمَّا يَسُوعُ فَٱخْتَفَى وَخَرَجَ مِنَ ٱلْهَيْكَلِ مُجْتَازًا فِي وَسْطِهِمْ وَمَضَى هَكَذَا. | ٥٩ 59 |
ସେତାକ୍ ଇରି ସୁଣି ସେମଃନ୍ ଜିସୁକେ ମାରୁକ୍ ଟେଳା ବେଟ୍ଲାୟ୍, ମଃତର୍ ଜିସୁ ସଃବୁ ଲକାର୍ ତଃୟ୍ହୁଣି ହିଟ୍କିକଃରି ମନ୍ଦିରେ ହୁଣି ବାରାୟ୍ ଗଃଲା ।