< يوحنَّا 13 >
أَمَّا يَسُوعُ قَبْلَ عِيدِ ٱلْفِصْحِ، وَهُوَ عَالِمٌ أَنَّ سَاعَتَهُ قَدْ جَاءَتْ لِيَنْتَقِلَ مِنْ هَذَا ٱلْعَالَمِ إِلَى ٱلْآبِ، إِذْ كَانَ قَدْ أَحَبَّ خَاصَّتَهُ ٱلَّذِينَ فِي ٱلْعَالَمِ، أَحَبَّهُمْ إِلَى ٱلْمُنْتَهَى. | ١ 1 |
ମୁକ୍ଳାଉଁଣି ହଃର୍ବ୍ ଅଃଉତା ଆଗ୍ତୁ ଜିସୁ ଇ ଜଃଗତେ ହୁଣି ଉବାସିର୍ ହାକ୍ ତାର୍ ଜାତା ବେଳା ହଚିଆଚେ ବଃଲି ଜାଣି ଜଃଗତେ ରିଲା ନିଜାର୍ ଜୁୟ୍ ଲକ୍ମଃନ୍କେ ସେ ଲାଡ୍ କଃରି ଆସ୍ତି ରିଲା, ସେମଃନ୍କେ ତାର୍ ଜିବନାର୍ ସଃରାସଃରି ଲାଡ୍ କଃଲା ।
فَحِينَ كَانَ ٱلْعَشَاءُ، وَقَدْ أَلْقَى ٱلشَّيْطَانُ فِي قَلْبِ يَهُوذَا سِمْعَانَ ٱلْإِسْخَرْيُوطِيِّ أَنْ يُسَلِّمَهُ، | ٢ 2 |
ଆରେକ୍ ରାତି ବଜି ବଃଳ୍ ଜଃଡେବଃଳ୍ ସିମନାର୍ ହୟ୍ସି ଇସ୍କାରିଅତ୍ ଜିଉଦାର୍ ମଃନ୍ ବିତ୍ରେ ଜିସୁକେ ସଃତ୍ରୁ ଆତେ ଦଃରାୟ୍ ଦେଉଁକ୍ ସୟ୍ତାନ୍ ଉସ୍କାୟ୍ ରିଲି,
يَسُوعُ وَهُوَ عَالِمٌ أَنَّ ٱلْآبَ قَدْ دَفَعَ كُلَّ شَيْءٍ إِلَى يَدَيْهِ، وَأَنَّهُ مِنْ عِنْدِ ٱللهِ خَرَجَ، وَإِلَى ٱللهِ يَمْضِي، | ٣ 3 |
ସଃଡେବଃଳ୍ ଉବା ଜେ ତାର୍ ଆତେ ସଃବୁ ଅଃଦିକାର୍ ସଃହ୍ରି ଦଃୟ୍ ଆଚେ ଆର୍ ସେ ଜେ ଇସ୍ୱରାର୍ ଲଃଗେହୁଣି ଆସି ଆଚେ, ଆରେକ୍ ଇସ୍ୱରାର୍ ହାକ୍ ବାଉଳି ଜାୟ୍ଦ୍ ।
قَامَ عَنِ ٱلْعَشَاءِ، وَخَلَعَ ثِيَابَهُ، وَأَخَذَ مِنْشَفَةً وَٱتَّزَرَ بِهَا، | ٤ 4 |
ତଃବେ ଜିସୁ କାତା ବାଟାୟ୍ ହୁଣି ଉଟି ନିଜାର୍ ଉହ୍ରେ ହିନ୍ଦିରିଲା ବଃସ୍ତର୍ କାଡି ଦଃୟ୍ ଗଟେକ୍ ତୁଆଲ୍ ସଃଙ୍ଗ୍ ନିଜାର୍ ଅଃଟାୟ୍ ବାନ୍ଦ୍ଲା,
ثُمَّ صَبَّ مَاءً فِي مِغْسَلٍ، وَٱبْتَدَأَ يَغْسِلُ أَرْجُلَ ٱلتَّلَامِيذِ وَيَمْسَحُهَا بِٱلْمِنْشَفَةِ ٱلَّتِي كَانَ مُتَّزِرًا بِهَا. | ٥ 5 |
ତାର୍ହଃଚେ ଜିସୁ ତାବ୍ଲାୟ୍ ହାଣି ଡାଳ୍ଲା, ଆରେକ୍ ଚେଲାମଃନାର୍ ହାଦ୍ ଦଃୟ୍ ଦଃୟ୍ ନିଜାର୍ ଅଃଟାୟ୍ ବାନ୍ଦି ରିଲା ତୁଆଲ୍ ସଃଙ୍ଗ୍ ହୁଚୁକ୍ ଦଃର୍ଲା ।
فَجَاءَ إِلَى سِمْعَانَ بُطْرُسَ. فَقَالَ لَهُ ذَاكَ: «يَا سَيِّدُ، أَنْتَ تَغْسِلُ رِجْلَيَّ!». | ٦ 6 |
ଜଃଡେବଃଳ୍ ଜିସୁ ସିମନ୍ ପିତର୍ ହାକ୍ ଆୟ୍ଲା; ପିତର୍ ତାକ୍ କୟ୍ଲା, “ମାପ୍ରୁ ତୁୟ୍ କାୟ୍ କଃରୁକ୍ ମର୍ ଗଡ୍ ଦଃୟ୍ ଦେଉଁଲିସ୍?”
أَجَابَ يَسُوعُ وَقَالَ لَهُ: «لَسْتَ تَعْلَمُ أَنْتَ ٱلْآنَ مَا أَنَا أَصْنَعُ، وَلَكِنَّكَ سَتَفْهَمُ فِيمَا بَعْدُ». | ٧ 7 |
ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ଜାୟ୍ରି କଃରୁଲେ ସେରି ତୁମି ଅଃବେ ନଃଜାଣୁଲାସ୍, ମଃତର୍ ହଃଚେ ବୁଜାସ୍ ।”
قَالَ لَهُ بُطْرُسُ: «لَنْ تَغْسِلَ رِجْلَيَّ أَبَدًا!». أَجَابَهُ يَسُوعُ: «إِنْ كُنْتُ لَا أَغْسِلُكَ فَلَيْسَ لَكَ مَعِي نَصِيبٌ». (aiōn ) | ٨ 8 |
ପିତର୍ ମଃନାକଃରି ଜିସୁକେ କୟ୍ଲା, “ତୁୟ୍ କଃବେ ହେଁ ମର୍ ଗଡ୍ ଦଃୟ୍ ଦେନାୟ୍ ।” ଜିସୁ ତାକ୍ କୟ୍ଲା, “ଜଦି ମୁୟ୍ ତର୍ ହାଦ୍ ଦଃୟ୍ ନଃଦେୟ୍ଁ, ତଃବେ ତୁୟ୍ ମର୍ ଚେଲା ଅଃଉଁ ନାହାର୍ସି ।” (aiōn )
قَالَ لَهُ سِمْعَانُ بُطْرُسُ: «يَا سَيِّدُ، لَيْسَ رِجْلَيَّ فَقَطْ بَلْ أَيْضًا يَدَيَّ وَرَأْسِي». | ٩ 9 |
ସିମନ୍ ପିତର୍ ଜିସୁକେ କୟ୍ଲା, “ମାପ୍ରୁ, ତଃନ୍ଅଲେ ମର୍ ହାଦ୍ ନାୟ୍, ମଃତର୍ ମର୍ ଆତ୍ ଆର୍ ମୁଣ୍ଡ୍ ହେଁ ଦଃୟ୍ ଦେ ।”
قَالَ لَهُ يَسُوعُ: «ٱلَّذِي قَدِ ٱغْتَسَلَ لَيْسَ لَهُ حَاجَةٌ إِلَّا إِلَى غَسْلِ رِجْلَيْهِ، بَلْ هُوَ طَاهِرٌ كُلُّهُ. وَأَنْتُمْ طَاهِرُونَ وَلَكِنْ لَيْسَ كُلُّكُمْ». | ١٠ 10 |
ଜିସୁ ତାକ୍ କୟ୍ଲା, “ଜେ ଗଃଦାୟ୍ ଆଚେ ତାର୍ ଗଡ୍ ଦଃଉତା ଦଃର୍କାର୍ ଆର୍ କାୟ୍ରି କଃରୁକେ ଲଳା ନାୟ୍, ସେ ଲକ୍ ସଃତ୍କଃରି ନିର୍ମୁଳ୍, ତୁମିମଃନ୍ ସଃବୁ ଲକ୍ ନିର୍ମୁଳ୍ ଆଚାସ୍, ମଃତର୍ ଏକ୍ଲା ନାୟ୍ ।”
لِأَنَّهُ عَرَفَ مُسَلِّمَهُ، لِذَلِكَ قَالَ: «لَسْتُمْ كُلُّكُمْ طَاهِرِينَ». | ١١ 11 |
କାୟ୍ତାକ୍ବଃଲେକ୍ ଜେ ତାକ୍ ସଃତ୍ରୁ ଆତେ ସଃହ୍ରି ଦଃୟ୍ଦ୍ ସେ ତାକ୍ ଜାଣିରିଲା; ସେତାର୍ଗିନେ ସେ କୟ୍ଲା, “ଏକ୍ଲାକେ ଚାଡି ତୁମିମଃନ୍ ସଃବୁଲକ୍ ନିର୍ମୁଳ୍ ଅୟ୍ ଆଚାସ୍ ।”
فَلَمَّا كَانَ قَدْ غَسَلَ أَرْجُلَهُمْ وَأَخَذَ ثِيَابَهُ وَٱتَّكَأَ أَيْضًا، قَالَ لَهُمْ: «أَتَفْهَمُونَ مَا قَدْ صَنَعْتُ بِكُمْ؟ | ١٢ 12 |
ତାର୍ହଃଚେ ଜିସୁ ଚେଲାମଃନାର୍ ହାଦ୍ ଦୟ୍ଦଃୟ୍ ଅଃହ୍ଣାର୍ ବଃସ୍ତର୍ ହିନ୍ଦି ଅଃହ୍ଣାର୍ ଜଃଗାୟ୍ ବଃସ୍ଲା ହଃଚେ ସେ ସେମଃନ୍କେ ହଃଚାର୍ଲା, “ମୁୟ୍ ତୁମାର୍ ଗିନେ କାୟ୍ରି କଃରି ଆଚି, ସେରି କାୟ୍ ତୁମିମଃନ୍ ବୁଜୁ ହାର୍ଲାସ୍?
أَنْتُمْ تَدْعُونَنِي مُعَلِّمًا وَسَيِّدًا، وَحَسَنًا تَقُولُونَ، لِأَنِّي أَنَا كَذَلِكَ. | ١٣ 13 |
ତୁମିମଃନ୍ ମକ୍ ଗୁରୁ ଆର୍ ମାପ୍ରୁ ବଃଲି କଃଉଁଲାସ୍, ଇରି ଟିକ୍ କଃତା, ବଃଲେକ୍ ମୁୟ୍ ତ ସେ ।
فَإِنْ كُنْتُ وَأَنَا ٱلسَّيِّدُ وَٱلْمُعَلِّمُ قَدْ غَسَلْتُ أَرْجُلَكُمْ، فَأَنْتُمْ يَجِبُ عَلَيْكُمْ أَنْ يَغْسِلَ بَعْضُكُمْ أَرْجُلَ بَعْضٍ، | ١٤ 14 |
ତଃବେ ତୁମାର୍ ଗୁରୁ ଆର୍ ମାପ୍ରୁ ଅୟ୍ ମୁୟ୍ ଜଦି ତୁମାର୍ ହାଦ୍ ଦୟ୍ଦିଲେ ଆଚି, ତଃବେ ତୁମିମଃନ୍ ହେଁ ସେବାନ୍ୟା ତୁମାର୍ ବିତ୍ରେ ହେଁ ବାୟ୍ଦ୍ରେ ଦଃଉଆଦଇ ଅଃଉଆ ।
لِأَنِّي أَعْطَيْتُكُمْ مِثَالًا، حَتَّى كَمَا صَنَعْتُ أَنَا بِكُمْ تَصْنَعُونَ أَنْتُمْ أَيْضًا. | ١٥ 15 |
ତୁମିମଃନ୍କେ ମୁୟ୍ ଜଃନ୍କାର୍ କଃରିଆଚି, ତୁମିମଃନ୍ ହେଁ ଜେ ସେରଃକମ୍ କଃରା ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଗଟେକ୍ ନିକ କାମ୍ କଃରି ଦଃକାୟ୍ ଆଚି ।
اَلْحَقَّ ٱلْحَقَّ أَقُولُ لَكُمْ: إِنَّهُ لَيْسَ عَبْدٌ أَعْظَمَ مِنْ سَيِّدِهِ، وَلَا رَسُولٌ أَعْظَمَ مِنْ مُرْسِلِهِ. | ١٦ 16 |
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟେକ୍ ଗତିଦଃଙ୍ଗ୍ଳା ଅଃହ୍ଣାର୍ ସାଉକାର୍ ତଃୟ୍ହୁଣି ବଃଡ୍ ନାୟ୍, କି ଗଟେକ୍ କବୁର୍କାରିଆ ଅଃହ୍ଣାର୍ କବୁର୍ହଃଟାଉ ତଃୟ୍ହୁଣି ବଃଡ୍ ନାୟ୍ ।
إِنْ عَلِمْتُمْ هَذَا فَطُوبَاكُمْ إِنْ عَمِلْتُمُوهُ. | ١٧ 17 |
ଜଦି ତୁମିମଃନ୍ ଇ ସଃବୁ ଜାଣାସ୍, ତଃବେ ସେବାନ୍ୟା କଃଲେକ୍ ତୁମିମଃନାର୍ ବାୟ୍ଗ୍ ।
«لَسْتُ أَقُولُ عَنْ جَمِيعِكُمْ. أَنَا أَعْلَمُ ٱلَّذِينَ ٱخْتَرْتُهُمْ. لَكِنْ لِيَتِمَّ ٱلْكِتَابُ: اَلَّذِي يَأْكُلُ مَعِي ٱلْخُبْزَ رَفَعَ عَلَيَّ عَقِبَهُ. | ١٨ 18 |
ମୁୟ୍ ତୁମିମଃନାର୍ କଃତା ନଃକୟ୍ଁ, ମୁୟ୍ କଃନ୍କା ଲକ୍ମଃନ୍କେ ବାଚ୍ଲାର୍, ସେରି ମୁୟ୍ ଜାଣି; ମଃତର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ସେତାର୍ଗିନେ ଇବାନ୍ୟା ଗଃଟୁଲି, ଜେ ମର୍ ଅଃର୍ନ୍ କାୟ୍ଲା, ସେ ମର୍ ବିରଦେ ଲାତ୍ ଟେକ୍ଲା ।
أَقُولُ لَكُمُ ٱلْآنَ قَبْلَ أَنْ يَكُونَ، حَتَّى مَتَى كَانَ تُؤْمِنُونَ أَنِّي أَنَا هُوَ. | ١٩ 19 |
ସେରି ଗଃଟ୍ତା ବଃଳ୍ ମୁୟ୍ ସେ ବଃଲି ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍, ଇତାର୍ ଗିନେ ସେରି ଗଃଟ୍ତା ହୁର୍ବେ ମୁୟ୍ ଅଃବେ ତୁମିମଃନ୍କେ କଃଉଁଲେ ।
اَلْحَقَّ ٱلْحَقَّ أَقُولُ لَكُمُ: ٱلَّذِي يَقْبَلُ مَنْ أُرْسِلُهُ يَقْبَلُنِي، وَٱلَّذِي يَقْبَلُنِي يَقْبَلُ ٱلَّذِي أَرْسَلَنِي». | ٢٠ 20 |
ମୁୟ୍ ତୁମିକେ ସଃତ୍ କଃଉଁଲେ, ଜେ ମୁୟ୍ ହଃଟାୟ୍ ରିଲା ଗଟେକ୍ ଲକେ ଗଃରେ କୁଦି ଦଃରେଦ୍, ସେ ମକ୍ ସେବାନ୍ୟା ଦଃରେଦ୍, ଆର୍ ଜେ ମକ୍ ଦଃରେଦ୍, ମକ୍ ଜେ ହଃଟାୟ୍ ଆଚେ ସେ ଇସ୍ୱର୍କେ ହେଁ ସେ ଦଃରେଦ୍ ।”
لَمَّا قَالَ يَسُوعُ هَذَا ٱضْطَرَبَ بِٱلرُّوحِ، وَشَهِدَ وَقَالَ: «ٱلْحَقَّ ٱلْحَقَّ أَقُولُ لَكُمْ: إِنَّ وَاحِدًا مِنْكُمْ سَيُسَلِّمُنِي!». | ٢١ 21 |
ଜିସୁ ଇସଃବୁ ସାକି ଦିଲା ହଃଚେ ଆତ୍ମାୟ୍ ଦୁକ୍ କଃଲା, ଆର୍ ହୁଟାୟ୍କଃରି କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ତୁମାର୍ ବିତ୍ରାର୍ ଏକ୍ଲା ମକ୍ ସଃତ୍ରୁର୍ ଆତେ ଦଃରାୟ୍ ଦଃୟ୍ଦ୍ ।”
فَكَانَ ٱلتَّلَامِيذُ يَنْظُرُونَ بَعْضُهُمْ إِلَى بَعْضٍ وَهُمْ مُحْتَارُونَ فِي مَنْ قَالَ عَنْهُ. | ٢٢ 22 |
ଜିସୁ କାକେ ଦଃକାୟ୍ ଇ କଃତା କୟ୍ଲା, ବୁଜୁ ନଃହାରି ଚେଲାମଃନ୍ ଅଃହ୍ଣା ଅଃହ୍ଣାର୍ ମୁୟେ ଦଃକା ଦଃକି ଅୟ୍ଲାୟ୍ ।
وَكَانَ مُتَّكِئًا فِي حِضْنِ يَسُوعَ وَاحِدٌ مِنْ تَلَامِيذِهِ، كَانَ يَسُوعُ يُحِبُّهُ. | ٢٣ 23 |
ଜିସୁର୍ ଚେଲାମଃନାର୍ ବିତ୍ରାର୍ ଏକ୍ଲା ଜାକେ ଜିସୁ ଲାଡ୍ କଃର୍ତିରିଲା, ସେ ଜିସୁର୍ କାତାବାଟ୍ୟା ବଃସି କାତିରିଲା ।
فَأَوْمَأَ إِلَيْهِ سِمْعَانُ بُطْرُسُ أَنْ يَسْأَلَ مَنْ عَسَى أَنْ يَكُونَ ٱلَّذِي قَالَ عَنْهُ. | ٢٤ 24 |
ସିମନ୍ ପିତର୍ ତାକ୍ ଆତ୍ସଃଗ୍ୟା କଃରି କୟ୍ଲା, “ସେ କାର୍ କଃତା କଃଉଁଲା, ତାକ୍ ହଃଚାର୍ ।”
فَٱتَّكَأَ ذَاكَ عَلَى صَدْرِ يَسُوعَ وَقَالَ لَهُ: «يَا سَيِّدُ، مَنْ هُوَ؟». | ٢٥ 25 |
ସେ ଚେଲା ଆରେକ୍ ଅଃଳକ୍ ଜିସୁର୍ ବୁକେ ଡେରାୟ୍ ଅୟ୍ ତାକ୍ ହଃଚାର୍ଲା, “ମାପ୍ରୁ ସେ କେ?”
أَجَابَ يَسُوعُ: «هُوَ ذَاكَ ٱلَّذِي أَغْمِسُ أَنَا ٱللُّقْمَةَ وَأُعْطِيهِ!». فَغَمَسَ ٱللُّقْمَةَ وَأَعْطَاهَا لِيَهُوذَا سِمْعَانَ ٱلْإِسْخَرْيُوطِيِّ. | ٢٦ 26 |
ସେତାକ୍ ଜିସୁ କୟ୍ଲା, “ଇ ରୁଟି କପାୟ୍ ବୁଡାୟ୍ ଜାକେ ମୁୟ୍ ଦଃୟ୍ନ୍ଦ୍ ସେ ସେମାନାୟ୍ ।” ଇରି କୟ୍କଃରି ଜିସୁ କଃଣ୍ଡେକ୍ ରୁଟିକ୍ କପାୟ୍ ବୁଡାୟ୍କଃରି ସିମନାର୍ ହୟ୍ସି ଇସ୍କାରିଅତ୍ ଜିଉଦାକେ ଦିଲା ।
فَبَعْدَ ٱللُّقْمَةِ دَخَلَهُ ٱلشَّيْطَانُ. فَقَالَ لَهُ يَسُوعُ: «مَا أَنْتَ تَعْمَلُهُ فَٱعْمَلْهُ بِأَكْثَرِ سُرْعَةٍ». | ٢٧ 27 |
ଜିଉଦା ରୁଟିକ୍ କାୟ୍ଲା ଦାହ୍ରେ ସୟ୍ତାନ୍ ତାର୍ ଗଃର୍ବେ ହୁର୍ଲି । ଜିସୁ ତାକ୍ କୟ୍ଲା, “ଜୁୟ୍ରି କଃରୁକେ ଜଃଉଁଲିସ୍ ସେରି ବେଗି କଃର୍ ।”
وَأَمَّا هَذَا فَلَمْ يَفْهَمْ أَحَدٌ مِنَ ٱلْمُتَّكِئِينَ لِمَاذَا كَلَّمَهُ بِهِ، | ٢٨ 28 |
ମଃତର୍ ଜିସୁ କାୟ୍ତାକ୍ ତାକ୍ ଇ କଃତା କୟ୍ଲା, କାଉଁକେ ବଃସିରିଲା ଲକ୍ମଃନ୍ କେହେଁ ବୁଜୁକ୍ ନଃହାୟ୍ଲାୟ୍ ।
لِأَنَّ قَوْمًا، إِذْ كَانَ ٱلصُّنْدُوقُ مَعَ يَهُوذَا، ظَنُّوا أَنَّ يَسُوعَ قَالَ لَهُ: ٱشْتَرِ مَا نَحْتَاجُ إِلَيْهِ لِلْعِيدِ، أَوْ أَنْ يُعْطِيَ شَيْئًا لِلْفُقَرَاءِ. | ٢٩ 29 |
ବଃଲେକ୍ ଜିଉଦାର୍ ଲଃଗେ ଡାବୁ ହେଳି ରିଲାକ୍ ହଃର୍ବାର୍ ଗିନେ ଜାୟ୍ ଜାୟ୍ରି ଲଳା, ସେରି ଗେନୁକ୍ ନୟ୍ଲେକ୍ ଗଃରିବ୍ମଃନ୍କେ ଅଃଳକ୍ ଦାନ୍ ଦେଉଁକ୍ ଜିସୁ ତାକ୍ କୟ୍ଲା ବଃଲି କେ କେ ମଃନେ ବାବ୍ଲାୟ୍ ।
فَذَاكَ لَمَّا أَخَذَ ٱللُّقْمَةَ خَرَجَ لِلْوَقْتِ. وَكَانَ لَيْلًا. | ٣٠ 30 |
ତାର୍ହଃଚେ ଇସ୍କାରିଅତ୍ ଜିଉଦା ରୁଟି କାୟ୍ଲା, ଆର୍ ସେଦାହ୍ରେ ବାରାୟ୍ ଗଃଲା, ସଃଡେବଃଳ୍ ରାତି ଅୟ୍ରିଲି ।
فَلَمَّا خَرَجَ قَالَ يَسُوعُ: «ٱلْآنَ تَمَجَّدَ ٱبْنُ ٱلْإِنْسَانِ وَتَمَجَّدَ ٱللهُ فِيهِ. | ٣١ 31 |
ଜିଉଦା ବାରାୟ୍ ଗଃଲା ହଃଚେ ଜିସୁ କୟ୍ଲା, “ଅଃବେ ନଃରାର୍ ହୟ୍ସି ଜଃଜ୍ମାନ୍ ଅୟ୍ଲା ଆର୍ ତାର୍ତଃୟ୍ ଇସ୍ୱର୍ ହେଁ ଜଃଜ୍ମାନ୍ ଅୟ୍ଲା ।
إِنْ كَانَ ٱللهُ قَدْ تَمَجَّدَ فِيهِ، فَإِنَّ ٱللهَ سَيُمَجِّدُهُ فِي ذَاتِهِ، وَيُمَجِّدُهُ سَرِيعًا. | ٣٢ 32 |
ଜଦି ଇସ୍ୱର୍ ତାର୍ତଃୟ୍ ଜଃଜ୍ମାନ୍ ଅୟ୍ଲା, ତଃବେ ଇସ୍ୱର୍ ହେଁ ତାକ୍ ଅଃହ୍ଣାର୍ ତଃୟ୍ ଜଃଜ୍ମାନ୍ କଃରେଦ୍, ଆରେକ୍ ଦାପେ ତାକ୍ ଜଃଜ୍ମାନ୍ କଃରେଦ୍ ।
يَا أَوْلَادِي، أَنَا مَعَكُمْ زَمَانًا قَلِيلًا بَعْدُ. سَتَطْلُبُونَنِي، وَكَمَا قُلْتُ لِلْيَهُودِ: حَيْثُ أَذْهَبُ أَنَا لَا تَقْدِرُونَ أَنْتُمْ أَنْ تَأْتُوا، أَقُولُ لَكُمْ أَنْتُمُ ٱلْآنَ. | ٣٣ 33 |
ହିଲାମଃନ୍ ମୁୟ୍ ତୁମାର୍ ସଃଙ୍ଗ୍ ଆରେକ୍ ବୁତେକ୍ ବେଳା ନଃରେୟ୍ଁ । ତୁମିମଃନ୍ ମକ୍ ଲଳାସ୍; ଆରେକ୍ ମୁୟ୍ ଜୁୟ୍ ଟାଣେ ଜଃଉଁଲେ, ତୁମିମଃନ୍ ସେ ଜଃଗାୟ୍ ଜଃଉଁ ନଃହାରାସ୍, ଇରି ମୁୟ୍ ଜଃନ୍କଃରି ଜିଉଦି ଅଃଦିକାରିମଃନ୍କେ କୟ୍ରିଲେ, ସେରଃକମ୍ ଅଃବେ ତୁମିମଃନ୍କେ ହେଁ କଃଉଁଲେ ।
وَصِيَّةً جَدِيدَةً أَنَا أُعْطِيكُمْ: أَنْ تُحِبُّوا بَعْضُكُمْ بَعْضًا. كَمَا أَحْبَبْتُكُمْ أَنَا تُحِبُّونَ أَنْتُمْ أَيْضًا بَعْضُكُمْ بَعْضًا. | ٣٤ 34 |
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା ।
بِهَذَا يَعْرِفُ ٱلْجَمِيعُ أَنَّكُمْ تَلَامِيذِي: إِنْ كَانَ لَكُمْ حُبٌّ بَعْضًا لِبَعْضٍ». | ٣٥ 35 |
ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।”
قَالَ لَهُ سِمْعَانُ بُطْرُسُ: «يَا سَيِّدُ، إِلَى أَيْنَ تَذْهَبُ؟». أَجَابَهُ يَسُوعُ: «حَيْثُ أَذْهَبُ لَا تَقْدِرُ ٱلْآنَ أَنْ تَتْبَعَنِي، وَلَكِنَّكَ سَتَتْبَعُنِي أَخِيرًا». | ٣٦ 36 |
ସିମନ୍ ପିତର୍ ଜିସୁକେ ହଃଚାର୍ଲା, “ମାପ୍ରୁ, ତୁୟ୍ କୁୟ୍ତି ଜଃଉଁଲିସ୍?” ଜିସୁ କୟ୍ଲା, “ମୁୟ୍ କୁୟ୍ ଟାଣେ ଜଃଉଁଲେ, ତୁମିମଃନ୍ ଅଃବେ ମର୍ ହଃଚେ ହଃଚେ ସେତି ଜଃଉଁ ନଃହାରାସ୍, ମଃତର୍ ହଃଚେ ଜାହାସ୍ ।”
قَالَ لَهُ بُطْرُسُ: «يَا سَيِّدُ، لِمَاذَا لَا أَقْدِرُ أَنْ أَتْبَعَكَ ٱلْآنَ؟ إِنِّي أَضَعُ نَفْسِي عَنْكَ!». | ٣٧ 37 |
ପିତର୍ ଜିସୁକେ କୟ୍ଲା, “ମାପ୍ରୁ ମୁୟ୍ ଅଃବେ କାୟ୍କଃରୁକ୍ ତର୍ ହଃଚେ ହଃଚେ ଜଃଉଁ ନଃହାରି? ମୁୟ୍ ତର୍ ଗିନେ ନିଜାର୍ ଜିବନ୍ ଦଃୟ୍ନ୍ଦ୍ ।”
أَجَابَهُ يَسُوعُ: «أَتَضَعُ نَفْسَكَ عَنِّي؟ اَلْحَقَّ ٱلْحَقَّ أَقُولُ لَكَ: لَا يَصِيحُ ٱلدِّيكُ حَتَّى تُنْكِرَنِي ثَلَاثَ مَرَّاتٍ. | ٣٨ 38 |
ଜିସୁ କୟ୍ଲା, “ତୁୟ୍ କାୟ୍ ମର୍ ଗିନେ ନିଜାର୍ ଜିବନ୍ ଦେସି? ମୁୟ୍ ତକ୍ ସଃତ୍ କଃଉଁଲେ ଆଜି ରାତି କୁକ୍ଳା ନଃବାସ୍ତେ ତୁୟ୍ ମକ୍ ତିନିତର୍ ନଃଜାଣି ବଃଲି କଃଉସି ।”