< يوحنَّا 1 >
فِي ٱلْبَدْءِ كَانَ ٱلْكَلِمَةُ، وَٱلْكَلِمَةُ كَانَ عِنْدَ ٱللهِ، وَكَانَ ٱلْكَلِمَةُ ٱللهَ. | ١ 1 |
ଆରୁମେ ବାକ୍ୟ ରିଲି, ବାକ୍ୟ ଇସ୍ୱର୍ ସଃଙ୍ଗ୍ ରିଲା, ସେ ବାକ୍ୟ ହଃକା ଇସ୍ୱର୍ ରିଲା ।
هَذَا كَانَ فِي ٱلْبَدْءِ عِنْدَ ٱللهِ. | ٢ 2 |
ସେ ଆରୁମେ ଇସ୍ୱର୍ ସଃଙ୍ଗ୍ ରିଲା ।
كُلُّ شَيْءٍ بِهِ كَانَ، وَبِغَيْرِهِ لَمْ يَكُنْ شَيْءٌ مِمَّا كَانَ. | ٣ 3 |
ଆରେକ୍ ସେ ବାକ୍ୟର୍ ବଃଳେ ଇସ୍ୱର୍ ସଃବୁ ଉବ୍ଜାଣ୍ କଃଲା, ତାର୍ ବିନା କାୟ୍ରି ହେଁ ଉବ୍ଜାଣ୍ ନଃହୟ୍ ।
فِيهِ كَانَتِ ٱلْحَيَاةُ، وَٱلْحَيَاةُ كَانَتْ نُورَ ٱلنَّاسِ، | ٤ 4 |
ସେ ବାକ୍ୟ ଜିବନାର୍ ମୁଳ୍ ରିଲି ଆର୍ ସେଜିବନ୍ ମାନାୟ୍ ଜାତିର୍ ଉଜାଳ୍ ।
وَٱلنُّورُ يُضِيءُ فِي ٱلظُّلْمَةِ، وَٱلظُّلْمَةُ لَمْ تُدْرِكْهُ. | ٥ 5 |
ଆର୍ ସେ ଉଜାଳ୍ ଅଃନ୍ଦାର୍ ବିତ୍ରେ ସଃବୁ ବଃଳ୍ ଜଃଲ୍କି ଆସୁଲି, ଆର୍ ଅଃନ୍ଦାର୍ ତାକ୍ ନଃଦେର୍ଲି ।
كَانَ إِنْسَانٌ مُرْسَلٌ مِنَ ٱللهِ ٱسْمُهُ يُوحَنَّا. | ٦ 6 |
ଇସ୍ୱର୍ ତଃୟ୍ହୁଣି ହଃଟାୟ୍ଲା ଗଟ୍ଲକ୍ ଆୟ୍ଲା, ତାର୍ ନାଉଁ ଜହନ୍ ।
هَذَا جَاءَ لِلشَّهَادَةِ لِيَشْهَدَ لِلنُّورِ، لِكَيْ يُؤْمِنَ ٱلْكُلُّ بِوَاسِطَتِهِ. | ٧ 7 |
ସେ ଜଃନ୍କଃରି ଉଜାଳାର୍ କଃତା କୟ୍ଦ୍, ଆରେକ୍ ତାର୍ ତଃୟ୍ହୁଣି ସଃବୁଲକ୍ ସଃତ୍ କଃର୍ତି, ଇତାକ୍ ସେ ସାକି ଦେଉଁକ୍ ଆୟ୍ଲା ।
لَمْ يَكُنْ هُوَ ٱلنُّورَ، بَلْ لِيَشْهَدَ لِلنُّورِ. | ٨ 8 |
ସେ ନିଜେ ସେ ଉଜାଳ୍ ନଃରିଲା, ମଃତର୍ ସେ ଉଜାଳାର୍ କଃତା ସାକି ଦେଉଁକେ ଆସିରିଲା ।
كَانَ ٱلنُّورُ ٱلْحَقِيقِيُّ ٱلَّذِي يُنِيرُ كُلَّ إِنْسَانٍ آتِيًا إِلَى ٱلْعَالَمِ. | ٩ 9 |
ଜୁୟ୍ ସଃତ୍ ଉଜାଳ୍ ଜଃଗତେ ଆସି ସଃବୁ ଜାତିକ୍ ଉଜାଳ୍ କଃରେଦ୍, ସେରିହଃକା ସଃତ୍ୟା ଉଜାଳ୍ ।
كَانَ فِي ٱلْعَالَمِ، وَكُوِّنَ ٱلْعَالَمُ بِهِ، وَلَمْ يَعْرِفْهُ ٱلْعَالَمُ. | ١٠ 10 |
ସେ ଜଃଗତେ ରିଲା, ଆର୍ ସେ ହୁର୍ତି ତାର୍ ତଃୟ୍ହୁଣି ଉବ୍ଜାଣ୍ ଅୟ୍ଲି, ଅୟ୍ଲେକ୍ ହେଁ ଜଃଗତ୍ ତାକ୍ ଚିନୁ ନାହାର୍ଲି ।
إِلَى خَاصَّتِهِ جَاءَ، وَخَاصَّتُهُ لَمْ تَقْبَلْهُ. | ١١ 11 |
ସେ ଅଃହ୍ଣାର୍ ରାଜିଏ ଆୟ୍ଲା, ଅୟ୍ଲେକ୍ ହେଁ ତାର୍ ନିଜାର୍ ଲକ୍ମଃନ୍ ତାକେ ନଃଦେର୍ଲାୟ୍ ।
وَأَمَّا كُلُّ ٱلَّذِينَ قَبِلُوهُ فَأَعْطَاهُمْ سُلْطَانًا أَنْ يَصِيرُوا أَوْلَادَ ٱللهِ، أَيِ ٱلْمُؤْمِنُونَ بِٱسْمِهِ. | ١٢ 12 |
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟ୍ ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା ।
اَلَّذِينَ وُلِدُوا لَيْسَ مِنْ دَمٍ، وَلَا مِنْ مَشِيئَةِ جَسَدٍ، وَلَا مِنْ مَشِيئَةِ رَجُلٍ، بَلْ مِنَ ٱللهِ. | ١٣ 13 |
ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
وَٱلْكَلِمَةُ صَارَ جَسَدًا وَحَلَّ بَيْنَنَا، وَرَأَيْنَا مَجْدَهُ، مَجْدًا كَمَا لِوَحِيدٍ مِنَ ٱلْآبِ، مَمْلُوءًا نِعْمَةً وَحَقًّا. | ١٤ 14 |
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
يُوحَنَّا شَهِدَ لَهُ وَنَادَى قَائِلًا: «هَذَا هُوَ ٱلَّذِي قُلْتُ عَنْهُ: إِنَّ ٱلَّذِي يَأْتِي بَعْدِي صَارَ قُدَّامِي، لِأَنَّهُ كَانَ قَبْلِي». | ١٥ 15 |
ଜହନ୍ ସାକି ଅୟ୍ ସେମାନାୟ୍ର୍ କଃତା ଉଲ୍ଗାଟ୍ ଅୟ୍ କୟ୍ଲା, “ଜେ ମର୍ ହଃଚେ ଆସୁଲା, ସେ ମର୍ ତଃୟ୍ହୁଣି ବଃଡ୍, ବଃଲେକ୍ ମୁୟ୍ ଜଃର୍ନ୍ ନଃଉତ୍ ସେ ରିଲା, ଜାର୍ କଃତା ମୁୟ୍ କୟ୍ ରିଲେ, ସେ ଇମାନାୟ୍ ।”
وَمِنْ مِلْئِهِ نَحْنُ جَمِيعًا أَخَذْنَا، وَنِعْمَةً فَوْقَ نِعْمَةٍ. | ١٦ 16 |
ତାର୍ ଦଃୟାର୍ ହୁର୍ନାର୍ ଗିନେ ଅଃମିମଃନ୍ ଆସିର୍ବାଦ୍ ହାୟ୍ଆଚୁ ହେଁ ଆସିର୍ବାଦ୍ ଉହ୍ରେ ଆସିର୍ବାଦ୍ ହାୟ୍ଆଚୁ ।
لِأَنَّ ٱلنَّامُوسَ بِمُوسَى أُعْطِيَ، أَمَّا ٱلنِّعْمَةُ وَٱلْحَقُّ فَبِيَسُوعَ ٱلْمَسِيحِ صَارَا. | ١٧ 17 |
ବଃଲେକ୍ ଇସ୍ୱର୍ ମସାର୍ ଦଃୟ୍କଃରି ବିଦି ଦିଲା, ମଃତର୍ ଦଃୟା ଆର୍ ସଃତ୍ ଜିସୁ କ୍ରିସ୍ଟର୍ ଆସିର୍ବାଦ୍ ତଃୟ୍ହୁଣି ଆୟ୍ଲି ।
ٱللهُ لَمْ يَرَهُ أَحَدٌ قَطُّ. اَلِٱبْنُ ٱلْوَحِيدُ ٱلَّذِي هُوَ فِي حِضْنِ ٱلْآبِ هُوَ خَبَّرَ. | ١٨ 18 |
କେହେଁ କଃବେ ଇସ୍ୱର୍କେ ନଃଦେକେ, ମଃତର୍ ତାର୍ ସଃଙ୍ଗ୍ ରିଲା ତାର୍ ଗଟେକ୍ ବଃଲି ନିଜାର୍ ହୟ୍ସି ତାକ୍ ଜାଣାୟ୍ ଆଚେ ।
وَهَذِهِ هِيَ شَهَادَةُ يُوحَنَّا، حِينَ أَرْسَلَ ٱلْيَهُودُ مِنْ أُورُشَلِيمَ كَهَنَةً وَلَاوِيِّينَ لِيَسْأَلُوهُ: «مَنْ أَنْتَ؟». | ١٩ 19 |
“ତୁୟ୍ କେ?” ଇରି ଜହନ୍କେ ହଃଚାରୁକେ ଜିଉଦିମଃନ୍ ଜଃଡେବଃଳ୍ ଜିରୁସାଲମେ ହୁଣି ଜାଜକ୍ ଆର୍ ଲେବିମଃନ୍କେ ତାର୍ ଲଃଗେ ହଃଟାୟ୍ଲାୟ୍, ସଃଡେବଃଳ୍ ଜହନ୍ ଇ ସାକି ଦିଲା ।
فَٱعْتَرَفَ وَلَمْ يُنْكِرْ، وَأَقَرَّ: «إِنِّي لَسْتُ أَنَا ٱلْمَسِيحَ». | ٢٠ 20 |
ଜହନ୍ ହୁଟାୟ୍କଃରି କୟ୍ଲା, “ମୁୟ୍ କ୍ରିସ୍ଟ ନାୟ୍ ।”
فَسَأَلُوهُ: «إِذًا مَاذَا؟ إِيلِيَّا أَنْتَ؟». فَقَالَ: «لَسْتُ أَنَا». «أَلنَّبِيُّ أَنْتَ؟». فَأَجَابَ: «لَا». | ٢١ 21 |
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ତୁୟ୍ କାୟ୍ ଏଲିୟ?” ସେ କୟ୍ଲା, “ମୁୟ୍ ଏଲିୟ ନାୟ୍ ।” “ତୁୟ୍ କାୟ୍ ସେ ବାବ୍ବାଦି?” ସେ କୟ୍ଲା, “ମୁୟ୍ ନାୟ୍ ।”
فَقَالُوا لَهُ: «مَنْ أَنْتَ، لِنُعْطِيَ جَوَابًا لِلَّذِينَ أَرْسَلُونَا؟ مَاذَا تَقُولُ عَنْ نَفْسِكَ؟». | ٢٢ 22 |
ସେତାକ୍ ସେମଃନ୍ ତାକ୍ କୟ୍ଲାୟ୍, “ଅଃମିକ୍ ହଃଟାୟ୍ଲା ଲକ୍ମଃନ୍କେ ଜଃନ୍କଃରି ଉତୁର୍ ଦେଉଁହାରୁ, ଇତାର୍ ଗିନେ ତୁୟ୍ କେ? ତୁୟ୍ ନିଜାର୍ କଃତା କାୟ୍ରି କଃଉଁଲିସ୍?”
قَالَ: «أَنَا صَوْتُ صَارِخٍ فِي ٱلْبَرِّيَّةِ: قَوِّمُوا طَرِيقَ ٱلرَّبِّ، كَمَا قَالَ إِشَعْيَاءُ ٱلنَّبِيُّ». | ٢٣ 23 |
ଜିସାୟ୍ ବାବ୍ବାଦି ଜଃନ୍କଃରି କୟ୍ରିଲା ଜହନ୍ ସେରଃକମ୍ କୟ୍ଲା- “ମୁୟ୍ ସୁକ୍ଲା ବଃଟାୟ୍ ଆଉଲି ଅୟ୍ କଃଉତା ଗଟ୍ ଲକାର୍ ଟଣ୍ଡ୍, ମାପ୍ରୁର୍ ବାଟ୍ ସଃଳ୍କ୍ କଃରା ।”
وَكَانَ ٱلْمُرْسَلُونَ مِنَ ٱلْفَرِّيسِيِّينَ، | ٢٤ 24 |
ଆର୍ ପାରୁସିମଃନାର୍ ବିତ୍ରେ ହଃଟାୟ୍ରିଲା ଲକ୍ମଃନ୍ ତାକ୍ ହଃଚାର୍ଲାୟ୍ ।
فَسَأَلُوهُ وَقَالُوا لَهُ: «فَمَا بَالُكَ تُعَمِّدُ إِنْ كُنْتَ لَسْتَ ٱلْمَسِيحَ، وَلَا إِيلِيَّا، وَلَا ٱلنَّبِيَّ؟». | ٢٥ 25 |
ସେମଃନ୍ ଜହନ୍କେ ହଃଚାର୍ଲାୟ୍, “ତୁୟ୍ ଜଦି କ୍ରିସ୍ଟ ନାୟ୍ କି ଏଲିୟ ନାୟ୍ କି ବାବ୍ବାଦି ନାୟ୍, ତଃବେ କାୟ୍ତାକ୍ ବାପ୍ତିସମ୍ ଦେଉଁଲିସ୍?”
أَجَابَهُمْ يُوحَنَّا قَائِلًا: «أَنَا أُعَمِّدُ بِمَاءٍ، وَلَكِنْ فِي وَسْطِكُمْ قَائِمٌ ٱلَّذِي لَسْتُمْ تَعْرِفُونَهُ. | ٢٦ 26 |
ଜହନ୍ ସେମଃନ୍କେ ଉତୁର୍ ଦିଲା, “ମୁୟ୍ ହାଣାୟ୍ ବାପ୍ତିସମ୍ ଦେଉଁଲେ, ମଃତର୍ ଜାକେ ତୁମିମଃନ୍ ନଃଜାଣାସ୍, ସେ ତୁମାର୍ ବିତ୍ରେ ଆଚେ ।
هُوَ ٱلَّذِي يَأْتِي بَعْدِي، ٱلَّذِي صَارَ قُدَّامِي، ٱلَّذِي لَسْتُ بِمُسْتَحِقٍّ أَنْ أَحُلَّ سُيُورَ حِذَائِهِ». | ٢٧ 27 |
ସେ ମର୍ ହଃଚେ ଆସୁଲା, ମୁୟ୍ ତାର୍ ହାଣ୍ଡାୟ୍ର୍ ବାନ୍ଦୁଣ୍ ଇଟାଉତା ଜୟ୍ଗ୍ ନାୟ୍ ।”
هَذَا كَانَ فِي بَيْتِ عَبْرَةَ فِي عَبْرِ ٱلْأُرْدُنِّ حَيْثُ كَانَ يُوحَنَّا يُعَمِّدُ. | ٢٨ 28 |
ଜର୍ଦନ୍ ଗାଡାର୍ ସେହାଟି ଜୁୟ୍ ଜଃଗାୟ୍ ଜହନ୍ ବାପ୍ତିସମ୍ ଦେତିରିଲା ସେ ବେତ୍ନିଆ ଗାଉଁଏ ଇସଃବୁ ଗଃଟ୍ଲି ।
وَفِي ٱلْغَدِ نَظَرَ يُوحَنَّا يَسُوعَ مُقْبِلًا إِلَيْهِ، فَقَالَ: «هُوَذَا حَمَلُ ٱللهِ ٱلَّذِي يَرْفَعُ خَطِيَّةَ ٱلْعَالَمِ! | ٢٩ 29 |
ତାର୍ ଆର୍କ ଦିନ୍ ଜିସୁକ୍ ତାର୍ ଆସ୍ତାର୍ ଦଃକି ଜହନ୍ କୟ୍ଲା, “ଏଦେ ଦଃକା ଇସ୍ୱରାର୍ ମେଣ୍ଡା ବଦା, ଜେ ଜଃଗତାର୍ ହାହାର୍ ବଜ୍ ବୟ୍ ନଃୟ୍ଦ୍ ।
هَذَا هُوَ ٱلَّذِي قُلْتُ عَنْهُ: يَأْتِي بَعْدِي، رَجُلٌ صَارَ قُدَّامِي، لِأَنَّهُ كَانَ قَبْلِي. | ٣٠ 30 |
ଜେ ମର୍ ହଃଚେ ଆସୁଲା, ସେ ମର୍ ତଃୟ୍ହୁଣି ବଃଡ୍, ବଃଲେକ୍ ସେ ମର୍ ଜଃଲମ୍ ହୁର୍ବେ ରିଲା, ଜାର୍ କଃତା କୟ୍ରିଲେ ସେ ଇମାନାୟ୍ ।”
وَأَنَا لَمْ أَكُنْ أَعْرِفُهُ. لَكِنْ لِيُظْهَرَ لِإِسْرَائِيلَ لِذَلِكَ جِئْتُ أُعَمِّدُ بِٱلْمَاءِ». | ٣١ 31 |
ମୁୟ୍ ହେଁ ତାକ୍ ଚିନି ନଃରିଲେ, ମଃତର୍ ତାକ୍ ଜଃନ୍କଃରି ଇସ୍ରାଏଲ୍ମଃନ୍ ଜାଣ୍ତି, ଇତାର୍ ଗିନେ ମୁୟ୍ ହାଣାୟ୍ ବାପ୍ତିସମ୍ ଦେଉଁକ୍ ଆସିଆଚି ।
وَشَهِدَ يُوحَنَّا قَائِلًا: «إِنِّي قَدْ رَأَيْتُ ٱلرُّوحَ نَازِلًا مِثْلَ حَمَامَةٍ مِنَ ٱلسَّمَاءِ فَٱسْتَقَرَّ عَلَيْهِ. | ٣٢ 32 |
ଜହନ୍ ସାକି ଦଃୟ୍ କୟ୍ଲା, “ମୁୟ୍ ଗଟ୍ ଆତ୍ମାକେ ହାଣ୍ଡ୍କା ହର୍ ସଃର୍ଗେ ହୁଣି ଉତ୍ରି ଆସ୍ତାର୍, ଆର୍ ସେ ତାର୍ ଉହ୍ରେ ବଃସ୍ତାର୍ ଦଃକ୍ଲେ ।
وَأَنَا لَمْ أَكُنْ أَعْرِفُهُ، لَكِنَّ ٱلَّذِي أَرْسَلَنِي لِأُعَمِّدَ بِٱلْمَاءِ، ذَاكَ قَالَ لِي: ٱلَّذِي تَرَى ٱلرُّوحَ نَازِلًا وَمُسْتَقِرًّا عَلَيْهِ، فَهَذَا هُوَ ٱلَّذِي يُعَمِّدُ بِٱلرُّوحِ ٱلْقُدُسِ. | ٣٣ 33 |
ମୁୟ୍ ହେଁ ତାକେ ଜାଣି ନଃରିଲେ ମଃତର୍ ମାପ୍ରୁ ମକେ ହାଣାୟ୍ ବାପ୍ତିସମ୍ ଦେଉଁକ୍ ହଃଟାୟ୍ଲା, ସେ କୟ୍ରିଲା, ‘ତୁୟ୍ ଗଟ୍ ମାନାୟ୍ର୍ ଉହ୍ରେ ଆତ୍ମା ଆସି ବଃସ୍ତାର୍ ଦଃକ୍ସି, ସେ ହଃକା ସେ ଲକ୍ ଜେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଦଃୟ୍ଦ୍ ।’
وَأَنَا قَدْ رَأَيْتُ وَشَهِدْتُ أَنَّ هَذَا هُوَ ٱبْنُ ٱللهِ». | ٣٤ 34 |
ମୁୟ୍ ସେରି ଦଃକିଆଚି ଆର୍ ସେ ହଃକା ଇସ୍ୱରାର୍ ହୟ୍ସି ବଃଲି ସାକି ଦେଉଁଲେ ।”
وَفِي ٱلْغَدِ أَيْضًا كَانَ يُوحَنَّا وَاقِفًا هُوَ وَٱثْنَانِ مِنْ تَلَامِيذِهِ، | ٣٥ 35 |
ତାର୍ ଆର୍କ ଦିନ୍ ଆରେକ୍ ଜହନ୍ ସଃଙ୍ଗ୍ ତାର୍ ଚେଲାମଃନାର୍ ବିତ୍ରେ ଦୁୟ୍ଲକ୍ ଟିଅୟ୍ ରିଲାୟ୍;
فَنَظَرَ إِلَى يَسُوعَ مَاشِيًا، فَقَالَ: «هُوَذَا حَمَلُ ٱللهِ!». | ٣٦ 36 |
ସଃଡେବଃଳ୍ ଜିସୁ ଇଣ୍ଡି ଜାତାର୍ ଦଃକି, ଜହନ୍ କୟ୍ଲା, “ଏଦେ ଦଃକା ଇସ୍ୱରାର୍ ମେଣ୍ଡା ବଦା ।”
فَسَمِعَهُ ٱلتِّلْمِيذَانِ يَتَكَلَّمُ، فَتَبِعَا يَسُوعَ. | ٣٧ 37 |
ସେ ଜଳେକ୍ ଚେଲା ତାର୍ କଃଉତାର୍ ସୁଣି ଜିସୁର୍ ହଃଚେହଃଚେ ଗଃଲାୟ୍ ।
فَٱلْتَفَتَ يَسُوعُ وَنَظَرَهُمَا يَتْبَعَانِ، فَقَالَ لَهُمَا: «مَاذَا تَطْلُبَانِ؟». فَقَالَا: «رَبِّي» ٱلَّذِي تَفْسِيرُهُ: يَا مُعَلِّمُ. «أَيْنَ تَمْكُثُ؟». | ٣٨ 38 |
ଜିସୁ ଉଲ୍ଟି ସେମଃନ୍ ତାର୍ ହଃଚେ ହଃଚେ ଆସ୍ତାର୍ ଦଃକି ହଃଚାର୍ଲା, “ତୁମିମଃନ୍ କାୟ୍ରି ଲଳୁଲାସ୍?” ସେମଃନ୍ ତାକ୍ କୟ୍ଲାୟ୍, “ରାବ୍ବି, ବଃଲେକ୍, ଗୁରୁ, ତୁୟ୍ କୁୟ୍ତି ରେଉଁଲିସ୍?”
فَقَالَ لَهُمَا: «تَعَالَيَا وَٱنْظُرَا». فَأَتَيَا وَنَظَرَا أَيْنَ كَانَ يَمْكُثُ، وَمَكَثَا عِنْدَهُ ذَلِكَ ٱلْيَوْمَ. وَكَانَ نَحْوَ ٱلسَّاعَةِ ٱلْعَاشِرَةِ. | ٣٩ 39 |
ସେ ସେମଃନ୍କେ କୟ୍ଲା, “ଆସା ଦଃକାସ୍ ।” ସେତାକ୍ ସେମଃନ୍ ଜାୟ୍ ତାର୍ ରେତା ଟାଣ୍ ଦଃକଃଲାୟ୍, ଆରେକ୍ ସେଦିନ୍ ତାର୍ ସଃଙ୍ଗ୍ ରିଲାୟ୍; ସଃଡେବଃଳ୍ ସଃକାଳ୍ୟା ଦଃସ୍ଗଃଟା ଅୟ୍ରିଲି ।
كَانَ أَنْدَرَاوُسُ أَخُو سِمْعَانَ بُطْرُسَ وَاحِدًا مِنَ ٱلِٱثْنَيْنِ ٱللَّذَيْنِ سَمِعَا يُوحَنَّا وَتَبِعَاهُ. | ٤٠ 40 |
ଜୁୟ୍ ଦୁୟ୍ ଲକ୍ ଜହନ୍ ତଃୟ୍ହୁଣି କଃତା ସୁଣି ଜିସୁର୍ ହଃଚେ ହଃଚେ ଜାୟ୍ ରିଲାୟ୍, ସେମଃନାର୍ ବିତ୍ରେ ଏକ୍ଲା ପିତର୍ ସିମନାର୍ ବାୟ୍ସି ଆନ୍ଦ୍ରିଅ ରିଲା ।
هَذَا وَجَدَ أَوَّلًا أَخَاهُ سِمْعَانَ، فَقَالَ لَهُ: «قَدْ وَجَدْنَا مَسِيَّا» ٱلَّذِي تَفْسِيرُهُ: ٱلْمَسِيحُ. | ٤١ 41 |
ଆନ୍ଦ୍ରିଅ ହଃର୍ତୁମ୍ ନିଜାର୍ ବାୟ୍ସି ସିମନ୍କ୍ ବେଟ୍ହାୟ୍ ତାକ୍ କୟ୍ଲା, “ଅଃମି ମସିଅକ୍, ବଃଲେକ୍ କ୍ରିସ୍ଟକେ ଦଃକିଆଚୁ ।”
فَجَاءَ بِهِ إِلَى يَسُوعَ. فَنَظَرَ إِلَيْهِ يَسُوعُ وَقَالَ: «أَنْتَ سِمْعَانُ بْنُ يُونَا. أَنْتَ تُدْعَى صَفَا» ٱلَّذِي تَفْسِيرُهُ: بُطْرُسُ. | ٤٢ 42 |
ତାର୍ହଃଚେ ସେ ସିମନ୍କ୍ ଜିସୁ ହାକ୍ ଆଣ୍ଲା । ଜିସୁ ତାକ୍ ନିକକଃରି ଦଃକ୍ଲା ଆର୍ କୟ୍ଲା, “ତୁୟ୍ ଜହନାର୍ ହୟ୍ସି ସିମନ୍, ତୁୟ୍ କେପା ବଃଲେକ୍ ପିତର୍ ବଃଲି ଡାକେ ହୁଟ୍ସି, ଇତାର୍ ଅଃର୍ତ୍ ଟେଳା ।”
فِي ٱلْغَدِ أَرَادَ يَسُوعُ أَنْ يَخْرُجَ إِلَى ٱلْجَلِيلِ، فَوَجَدَ فِيلُبُّسَ فَقَالَ لَهُ: «ٱتْبَعْنِي». | ٤٣ 43 |
ତାର୍ ଆର୍କ ଦିନ୍ ଜିସୁ ଗାଲିଲି ଜଃଉଁକେ ମଃନ୍ କଃଲା, ସେ ପିଲିପ୍କେ ଦଃକ୍ଲା ଆର୍ ତାକେ କୟ୍ଲା, “ମର୍ ହଃଚେ ହଃଚେ ଆଉ ।”
وَكَانَ فِيلُبُّسُ مِنْ بَيْتِ صَيْدَا، مِنْ مَدِينَةِ أَنْدَرَاوُسَ وَبُطْرُسَ. | ٤٤ 44 |
ପିଲିପ୍ ବେତ୍ସାଇଦା ଗାଉଁଆର୍ ଲକ୍ ରିଲା, ସେରି ଆନ୍ଦ୍ରିଅ ଆର୍ ପିତର୍ ରେତା ଗଃଳ୍ ରିଲି ।
فِيلُبُّسُ وَجَدَ نَثَنَائِيلَ وَقَالَ لَهُ: «وَجَدْنَا ٱلَّذِي كَتَبَ عَنْهُ مُوسَى فِي ٱلنَّامُوسِ وَٱلْأَنْبِيَاءُ يَسُوعَ ٱبْنَ يُوسُفَ ٱلَّذِي مِنَ ٱلنَّاصِرَةِ». | ٤٥ 45 |
ପିଲିପ୍ ନିତନିଏଲ୍କେ ବେଟ୍ ଅୟ୍ ତାକେ କୟ୍ଲା, “ଜାର୍ କଃତା ମସା ବିଦିଲଃଗେ ଲେକିଆଚେ, ଆରେକ୍ ବାବ୍ବାଦିମଃନ୍ ହେଁ ଲେକି ଆଚ୍ତି, ଅଃମିମଃନ୍ ତାକ୍ ଦଃକି ଆଚୁ, ତାର୍ ଉବାସି ଜସେପ୍ ନାଜରିତ୍ ଗାଉଁଆର୍ ଜିସୁ ।”
فَقَالَ لَهُ نَثَنَائِيلُ: «أَمِنَ ٱلنَّاصِرَةِ يُمْكِنُ أَنْ يَكُونَ شَيْءٌ صَالِحٌ؟». قَالَ لَهُ فِيلُبُّسُ: «تَعَالَ وَٱنْظُرْ». | ٤٦ 46 |
ନିତନିଏଲ୍ ତାକ୍ ହଃଚାର୍ଲା, “ନାଜରିତ୍ ହୁଣି କାୟ୍ ସଃତ୍ କଃତା ବାରାଉଁ ହାରେ?” ପିଲିପ୍ ତାକ୍ କୟ୍ଲା, “ଆଉ ଆର୍ ଦଃକ୍ ।”
وَرَأَى يَسُوعُ نَثَنَائِيلَ مُقْبِلًا إِلَيْهِ، فَقَالَ عَنْهُ: «هُوَذَا إِسْرَائِيلِيٌّ حَقًّا لَا غِشَّ فِيهِ». | ٤٧ 47 |
ଜିସୁ ନିତନିଏଲ୍କେ ଅଃହ୍ଣାର୍ ଚଃମେ ଆସ୍ତାର୍ ଦଃକି, ସେ ତାର୍ କଃତା କୟ୍ଲା, “ଏଦେ ଦଃକା ନିଜ୍କଃରି ଏ ଗଟେକ୍ ଇସ୍ରାଏଲ୍ ଲକ୍, ଆର୍ ତଃୟ୍ ମିଚ୍ମଃୟା ନାୟ୍ ।”
قَالَ لَهُ نَثَنَائِيلُ: «مِنْ أَيْنَ تَعْرِفُنِي؟». أَجَابَ يَسُوعُ وَقَالَ لَهُ: «قَبْلَ أَنْ دَعَاكَ فِيلُبُّسُ وَأَنْتَ تَحْتَ ٱلتِّينَةِ، رَأَيْتُكَ». | ٤٨ 48 |
ନିତନିଏଲ୍ ଜିସୁକେ ହଃଚାର୍ଲା, “ତୁୟ୍ ମକ୍ କଃନ୍କଃରି ଜାଣ୍ଲିସ୍?” ଜିସୁ ତାକ୍ ଉତୁର୍ ଦିଲା, “ପିଲିପ୍ ତକ୍ କୁଦ୍ତା ଆଗ୍ତୁ ତୁୟ୍ ଜଃଡେବଃଳ୍ ଡୁମ୍ବୁର୍ ଗଚ୍ତଳେ ଟିଅୟ୍ ରିଲିସ୍, ସଃଡେବଃଳ୍ ମୁୟ୍ ତକ୍ ଦଃକିରିଲେ ।”
أَجَابَ نَثَنَائِيلُ وَقَالَ لَهُ: «يَا مُعَلِّمُ، أَنْتَ ٱبْنُ ٱللهِ! أَنْتَ مَلِكُ إِسْرَائِيلَ!». | ٤٩ 49 |
ନିତନିଏଲ୍ ଉତୁର୍ ଦିଲା, “ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟ୍ସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।”
أَجَابَ يَسُوعُ وَقَالَ لَهُ: «هَلْ آمَنْتَ لِأَنِّي قُلْتُ لَكَ إِنِّي رَأَيْتُكَ تَحْتَ ٱلتِّينَةِ؟ سَوْفَ تَرَى أَعْظَمَ مِنْ هَذَا!». | ٥٠ 50 |
ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ତକେ ଡୁମ୍ବୁର୍ ଗଃଚ୍ ତଃଳେ ଦଃକି ରିଲେ ବଃଲି କୟ୍ଲାକ୍ କି ତୁୟ୍ ବିସ୍ୱାସ୍ କଃରୁଲିସ୍? ତୁୟ୍ ଇତାର୍ ତଃୟ୍ହୁଣି ବଃଡ୍ ବଃଡ୍ ବିସୟ୍ ଦଃକ୍ସି ।”
وَقَالَ لَهُ: «ٱلْحَقَّ ٱلْحَقَّ أَقُولُ لَكُمْ: مِنَ ٱلْآنَ تَرَوْنَ ٱلسَّمَاءَ مَفْتُوحَةً، وَمَلَائِكَةَ ٱللهِ يَصْعَدُونَ وَيَنْزِلُونَ عَلَى ٱبْنِ ٱلْإِنْسَانِ». | ٥١ 51 |
ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ସଃର୍ଗ୍ ଉଗାଳି ଅଃଉତାର୍ ଇସ୍ୱରାର୍ ଦୁତ୍ମଃନ୍କେ ନଃରାର୍ ହୟ୍ସିର୍ ଚଃମେ ଉହ୍ରେ ଜାତାର୍ ଆର୍ ଉତ୍ରି ଆସ୍ତାର୍ ଦଃକାସ୍ ।”