< أعمال 14 >
وَحَدَثَ فِي إِيقُونِيَةَ أَنَّهُمَا دَخَلَا مَعًا إِلَى مَجْمَعِ ٱلْيَهُودِ وَتَكَلَّمَا، حَتَّى آمَنَ جُمْهُورٌ كَثِيرٌ مِنَ ٱلْيَهُودِ وَٱلْيُونَانِيِّينَ. | ١ 1 |
ଇକନିଆୟ୍ ହେଁ ସେନ୍କାର୍ ଗଃଟ୍ଲି, ପାଉଲ୍ ଆର୍ ବର୍ନବା ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍କଃରି ଇ କଃତା କୟ୍ଲାୟ୍ ଜେ, ଜିଉଦି ଆର୍ ଅଜିଉଦିମଃନାର୍ ବିତ୍ରେ ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ।
وَلَكِنَّ ٱلْيَهُودَ غَيْرَ ٱلْمُؤْمِنِينَ غَرُّوا وَأَفْسَدُوا نُفُوسَ ٱلْأُمَمِ عَلَى ٱلْإِخْوَةِ. | ٢ 2 |
ମଃତର୍ ଜୁୟ୍ ଜିଉଦିମଃନ୍ ବିସ୍ୱାସ୍ ନଃକେଲାୟ୍ ସେମଃନ୍ ବିନ୍ ଅଜିଉଦି ଲକ୍ମଃନ୍କେ ସିର୍ଜାୟ୍ ବିସ୍ୱାସି ବାୟ୍ମଃନାର୍ ବିରଦେ ବିରଦ୍ ବାବ୍ ଜାତ୍କଃଲାୟ୍ ।
فَأَقَامَا زَمَانًا طَوِيلًا يُجَاهِرَانِ بِٱلرَّبِّ ٱلَّذِي كَانَ يَشْهَدُ لِكَلِمَةِ نِعْمَتِهِ، وَيُعْطِي أَنْ تُجْرَى آيَاتٌ وَعَجَائِبُ عَلَى أَيْدِيهِمَا. | ٣ 3 |
ପାଉଲ୍ ଆର୍ ବର୍ନବା ସେତି ବୁତେକ୍ ବିନ୍ ହଃତେକ୍ ରଃୟ୍ ମାପ୍ରୁର୍ ଉହ୍ରେ ବଃର୍ସା କଃରି, ସାସ୍ ଦଃରି ପର୍ଚାର୍ କଃଲାୟ୍, ଆର୍ ଇସ୍ୱର୍ ସେମଃନାର୍ ଆତେ ହୁଣି ଚିନ୍ ଆର୍ କାବା ଅଃଉତା କାମ୍ କଃରି ଅଃହ୍ଣାର୍ ଦଃୟାର୍ କଃତାକ୍ ସାକି ଦିଲାୟ୍ ।
فَٱنْشَقَّ جُمْهُورُ ٱلْمَدِينَةِ، فَكَانَ بَعْضُهُمْ مَعَ ٱلْيَهُودِ، وَبَعْضُهُمْ مَعَ ٱلرَّسُولَيْنِ. | ٤ 4 |
ମଃତର୍ ଗଃଳାର୍ ଲକ୍ମଃନ୍ ଦୁୟ୍ ବାଗ୍ ଅୟ୍ଲାୟ୍, ଗଟ୍ ଦଃଳେ ଜିଉଦିମଃନାର୍ ହାକ୍, ଆରେକ୍ ଗଟ୍ ଦଃଳ୍ ପେରିତ୍ ମଃନାର୍ ହାକ୍ ଅୟ୍ଲାୟ୍ ।
فَلَمَّا حَصَلَ مِنَ ٱلْأُمَمِ وَٱلْيَهُودِ مَعَ رُؤَسَائِهِمْ هُجُومٌ لِيَبْغُوا عَلَيْهِمَا وَيَرْجُمُوهُمَا، | ٥ 5 |
ତାର୍ହଃଚେ ଅଜିଉଦି ଲକ୍ମଃନ୍ ଆର୍ ଜିଉଦିମଃନ୍, ସେମଃନାର୍ ମୁଳିକାମଃନାର୍ ସଃଙ୍ଗ୍ ସେମଃନ୍କେ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ଆର୍ ଟେଳା ସଃତ୍ରୁକ୍ ତିର୍ କଃଲାୟ୍ ।
شَعَرَا بِهِ، فَهَرَبَا إِلَى مَدِينَتَيْ لِيكَأُونِيَّةَ: لِسْتِرَةَ وَدَرْبَةَ، وَإِلَى ٱلْكُورَةِ ٱلْمُحِيطَةِ. | ٦ 6 |
ସଃଡେବଃଳ୍ ସେମଃନ୍ ସେରି ଜାଣୁ ହାରି ଲୁକାନିଆର୍ ଲୁସ୍ତ୍ରା ଆର୍ ଦର୍ବି ଗଃଳେ ଆର୍ ଚାରି ହଃକାର୍ ହଲିକ୍ ହଃଳାୟ୍ଲାୟ୍ ।
وَكَانَا هُنَاكَ يُبَشِّرَانِ. | ٧ 7 |
ଆର୍ ସେତି ସେମଃନ୍ ନିକ କବୁର୍ ପର୍ଚାର୍ କଃଲାୟ୍ ।
وَكَانَ يَجْلِسُ فِي لِسْتْرَةَ رَجُلٌ عَاجِزُ ٱلرِّجْلَيْنِ مُقْعَدٌ مِنْ بَطْنِ أُمِّهِ، وَلَمْ يَمْشِ قَطُّ. | ٨ 8 |
ଲୁସ୍ତ୍ରାୟ୍ ଗଟେକ୍ ଚଟା ଲକ୍ ରିଲା ତାର୍ ହାଦ୍ ଦୁର୍ବୁଳ୍ ରିଲି ସେ ଜଃଲମେ ହୁଣି ଚଟା ଆର୍ ସେ କଃବେ ଇଣ୍ଡି ନଃରିଲା ।
هَذَا كَانَ يَسْمَعُ بُولُسَ يَتَكَلَّمُ، فَشَخَصَ إِلَيْهِ، وَإِذْ رَأَى أَنَّ لَهُ إِيمَانًا لِيُشْفَى، | ٩ 9 |
ସେ ଲକ୍ ପାଉଲାର୍ ପର୍ଚାର୍ ସୁଣ୍ତି ରିଲା, ପାଉଲ୍ ତାକେ ଦଃକି ଆର୍ ଉଜ୍ ଅଃଉଁକେ ତାର୍ ବିସ୍ୱାସ୍ ରିଲାର୍ ଦଃକି,
قَالَ بِصَوْتٍ عَظِيمٍ: «قُمْ عَلَى رِجْلَيْكَ مُنْتَصِبًا!». فَوَثَبَ وَصَارَ يَمْشِي. | ١٠ 10 |
ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା “ତର୍ ହାଦେ କୁତ୍ମାଡି ସିଦା ଟିଆ ଅଃଉ!” ସେତାକ୍ ସେ କୁତ୍ ମାଡି ଇଣ୍ଡୁକ୍ ଦଃର୍ଲା ।
فَٱلْجُمُوعُ لَمَّا رَأَوْا مَا فَعَلَ بُولُسُ، رَفَعُوا صَوْتَهُمْ بِلُغَةِ لِيكَأُونِيَّةَ قَائِلِينَ: «إِنَّ ٱلْآلِهَةَ تَشَبَّهُوا بِٱلنَّاسِ وَنَزَلُوا إِلَيْنَا». | ١١ 11 |
ପାଉଲ୍ ଜାୟ୍ରି କଃରିଆଚେ ଲକ୍ମଃନ୍ ସେରି ଦଃକି ଲୁକାନିଆ ବାସାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍ “ଦେବ୍ତାମଃନ୍ ମାନାୟ୍ ବେସେ ଅଃମାର୍ ତଃୟ୍ ଉତ୍ରି ଆସି ଆଚ୍ତି ।”
فَكَانُوا يَدْعُونَ بَرْنَابَا «زَفْسَ» وَبُولُسَ «هَرْمَسَ» إِذْ كَانَ هُوَ ٱلْمُتَقَدِّمَ فِي ٱلْكَلَامِ. | ١٢ 12 |
ସେମଃନ୍ ବର୍ନବାକ୍ ବ୍ରୁହସ୍ପତି, ବଃଲେକ୍ ବଃଡ୍ ଦେବ୍ତା ବଃଲି କୟ୍ଲାୟ୍, ଆର୍ ପାଉଲ୍ ବେସି କଃତା କଃଉତିରିଲା ଲକ୍ ରିଲା, ତାକେ ବୁଦ, ବଃଲେକ୍ କଃତା କଃଉତା ଦେବ୍ତା ହେର୍ମାସ୍ ବଃଲି କୟ୍ଲାୟ୍ ।
فَأَتَى كَاهِنُ زَفْسَ، ٱلَّذِي كَانَ قُدَّامَ ٱلْمَدِينَةِ، بِثِيرَانٍ وَأَكَالِيلَ عِنْدَ ٱلْأَبْوَابِ مَعَ ٱلْجُمُوعِ، وَكَانَ يُرِيدُ أَنْ يَذْبَحَ. | ١٣ 13 |
ଗଃଳ୍ ଚଃମେ ରିଲା ବଃଡ୍ ଦେବ୍ତା ମନ୍ଦିରାର୍ ହୁଜେରି କଃତିଗଟ୍ ଗଃଚ୍ ଆର୍ ହୁଲ୍ମାଳ୍ ଗଃଳାର୍ ଦୁଆରେ ଆଣି ଲକ୍ମଃନାର୍ ସଃଙ୍ଗ୍ ପେରିତ୍ମଃନାର୍ ଚଃମେ ହୁଜା ଦେଉଁକ୍ ମଃନ୍ କଃର୍ତି ରିଲାୟ୍ ।
فَلَمَّا سَمِعَ ٱلرَّسُولَانِ، بَرْنَابَا وَبُولُسُ، مَزَّقَا ثِيَابَهُمَا، وَٱنْدَفَعَا إِلَى ٱلْجَمْعِ صَارِخَيْنِ | ١٤ 14 |
ମଃତର୍ ପେରିତ୍ମଃନ୍ ବଃଲେକ୍ ବର୍ନବା ଆର୍ ପାଉଲ୍ ଇରି ସୁଣି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଚିରି ଲକ୍ମଃନାର୍ ଚଃମେ ଦଃବ୍ଳି ଜାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍,
وَقَائِلِينِ: «أَيُّهَا ٱلرِّجَالُ، لِمَاذَا تَفْعَلُونَ هَذَا؟ نَحْنُ أَيْضًا بَشَرٌ تَحْتَ آلَامٍ مِثْلُكُمْ، نُبَشِّرُكُمْ أَنْ تَرْجِعُوا مِنْ هَذِهِ ٱلْأَبَاطِيلِ إِلَى ٱلْإِلَهِ ٱلْحَيِّ ٱلَّذِي خَلَقَ ٱلسَّمَاءَ وَٱلْأَرْضَ وَٱلْبَحْرَ وَكُلَّ مَا فِيهَا، | ١٥ 15 |
“ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ ।
ٱلَّذِي فِي ٱلْأَجْيَالِ ٱلْمَاضِيَةِ تَرَكَ جَمِيعَ ٱلْأُمَمِ يَسْلُكُونَ فِي طُرُقِهِمْ | ١٦ 16 |
ସେ ହୁର୍ବାର୍ ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ଆସ୍ତାର୍ ସଃବୁ ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ବାଟେ ଇଣ୍ଡୁକ୍ ଚାଡି ଦଃୟ୍ ରିଲା ।
مَعَ أَنَّهُ لَمْ يَتْرُكْ نَفْسَهُ بِلَا شَاهِدٍ، وَهُوَ يَفْعَلُ خَيْرًا: يُعْطِينَا مِنَ ٱلسَّمَاءِ أَمْطَارًا وَأَزْمِنَةً مُثْمِرَةً، وَيَمْلَأُ قُلُوبَنَا طَعَامًا وَسُرُورًا». | ١٧ 17 |
ଅୟ୍ଲେକ୍ ହେଁ ସେ ଆହ୍ଣାକେ ଲୁକାୟ୍ନଃକେରି ନିକକାମ୍ କଃରି ସେ ନିକକଃରି ଆଚେ, ଆର୍ ଅଃଗାସେ ହୁଣି ବଃର୍ସା ଆର୍ ତାସ୍ ଆର୍ କାଦି ଦଃୟ୍ ସଃର୍ଦାୟ୍ ତୁମିମଃନାର୍ ମଃନ୍ ହୁରୁଣ୍ କଃରିଆଚେ ।”
وَبِقَوْلِهِمَا هَذَا كَفَّا ٱلْجُمُوعَ بِٱلْجَهْدِ عَنْ أَنْ يَذْبَحُوا لَهُمَا. | ١٨ 18 |
ଇ ସଃବୁ କଃତା କୟ୍ ସେମଃନ୍ ବଃଡେ କଃସ୍ଟେ ସେମଃନାର୍ ଗିନେ ହୁଜା କଃର୍ତାତଃୟ୍ ହୁଣି ବଃନ୍ଦ୍କଃରାୟ୍ଲାୟ୍ ।
ثُمَّ أَتَى يَهُودٌ مِنْ أَنْطَاكِيَةَ وَإِيقُونِيَةَ وَأَقْنَعُوا ٱلْجُمُوعَ، فَرَجَمُوا بُولُسَ وَجَرُّوهُ خَارِجَ ٱلْمَدِينَةِ، ظَانِّينَ أَنَّهُ قَدْ مَاتَ. | ١٩ 19 |
ମଃତର୍ ପିସିଦିଆର୍ ଆନ୍ତିଅକିଆ ଆର୍ ଇକନିଆୟ୍ ହୁଣି ସେତି ଜିଉଦିମଃନ୍ ଆସି ଲକ୍ମଃନ୍କେ ଉସ୍କାୟ୍ ଦିଲାୟ୍ ଆରେକ୍ ପାଉଲ୍କେ ଟେଳା ମାରି, ସେ ମଃରି ଆଚେ ବଃଲି ମଃନେ ବାବିକଃରି ହଃଦାୟ୍ ଅଃର୍ଗଡି ନିଲାୟ୍ ।
وَلَكِنْ إِذْ أَحَاطَ بِهِ ٱلتَّلَامِيذُ، قَامَ وَدَخَلَ ٱلْمَدِينَةَ، وَفِي ٱلْغَدِ خَرَجَ مَعَ بَرْنَابَا إِلَى دَرْبَةَ. | ٢٠ 20 |
ମଃତର୍ ଚେଲାମଃନ୍ ତାକେ ବେଳି ଟିଆ ଅୟ୍ଲାକ୍ ସେ ଉଟି ଗଃଳ୍ ବିତ୍ରେ ବାଉଳି ଗଃଲା, ଆର୍କ ଦିନ୍ ସେ ବର୍ନବା ସଃଙ୍ଗ୍ ଦର୍ବିକେ ଗଃଲା ।
فَبَشَّرَا فِي تِلْكَ ٱلْمَدِينَةِ وَتَلْمَذَا كَثِيرِينَ. ثُمَّ رَجَعَا إِلَى لِسْتِرَةَ وَإِيقُونِيَةَ وَأَنْطَاكِيَةَ، | ٢١ 21 |
ସେମଃନ୍ ଦର୍ବି ଗଃଳେ ନିକ କବୁର୍ ପର୍ଚାର୍ କଃଲାୟ୍ ଆର୍ ଗାଦେକ୍ ଲକ୍ମଃନ୍କେ ଚେଲା କଃଲା ହଃଚେ, ଲୁସ୍ତ୍ରା, ଇକନିଆ ଆର୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍ ।
يُشَدِّدَانِ أَنْفُسَ ٱلتَّلَامِيذِ وَيَعِظَانِهِمْ أَنْ يَثْبُتُوا فِي ٱلْإِيمَانِ، وَأَنَّهُ بِضِيقَاتٍ كَثِيرَةٍ يَنْبَغِي أَنْ نَدْخُلَ مَلَكُوتَ ٱللهِ. | ٢٢ 22 |
ଆରେକ୍ ସେ ଟାଣେ ଚେଲାମଃନାର୍ ମଃନ୍କେ ତିର୍ କଃଲାୟ୍ ଆର୍ ବିସ୍ୱାସେ ତିର୍ ଅୟ୍ ରେଉଁକ୍ ସେମଃନ୍କେ ଗଃଉଆରି କଃରି ବଃର୍ସା କଃରାୟ୍ଲାୟ୍, “ବଃଡେ ଦୁକ୍କଃସ୍ଟ୍ ଅୟ୍ ଅଃମିକ୍ ଇସ୍ୱରାର୍ ରାଇଜେ ଜଃଉଁକେ ଅୟ୍ଦ୍ ।”
وَٱنْتَخَبَا لَهُمْ قُسُوسًا فِي كُلِّ كَنِيسَةٍ، ثُمَّ صَلَّيَا بِأَصْوَامٍ وَٱسْتَوْدَعَاهُمْ لِلرَّبِّ ٱلَّذِي كَانُوا قَدْ آمَنُوا بِهِ. | ٢٣ 23 |
ଆର୍ ସେମଃନ୍ ସେମଃନାର୍ ଗିନେ ହଃତି ମଣ୍ଡ୍ଳି ତଃୟ୍ ପାରାଚିନ୍ ବାଚି ଉହାସ୍ ସଃଙ୍ଗ୍ ପାର୍ତ୍ନା କଃଲାୟ୍ ଆର୍ ଜୁୟ୍ ମାପ୍ରୁ ତଃୟ୍ ସେମଃନ୍ ବିସ୍ୱାସ୍ କଃର୍ତି ରିଲାୟ୍ ତାର୍ ଆତେ ସେମଃନ୍କେ ସଃହ୍ରି ଦିଲାୟ୍ ।
وَلَمَّا ٱجْتَازَا فِي بِيسِيدِيَّةَ أَتَيَا إِلَى بَمْفِيلِيَّةَ. | ٢٤ 24 |
ହଃଚେ ସେମଃନ୍ ପିସିଦିଆ ବାଟ୍ ଦଃୟ୍, ପପୁଲିଆ ଆୟ୍ଲାୟ୍ ।
وَتَكَلَّمَا بِٱلْكَلِمَةِ فِي بَرْجَةَ، ثُمَّ نَزَلَا إِلَى أَتَّالِيَةَ. | ٢٥ 25 |
ଆର୍ ପର୍ଗି ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆତାଲିଆ ଗଃଳାୟ୍ ।
وَمِنْ هُنَاكَ سَافَرَا فِي ٱلْبَحْرِ إِلَى أَنْطَاكِيَةَ، حَيْثُ كَانَا قَدْ أُسْلِمَا إِلَى نِعْمَةِ ٱللهِ لِلْعَمَلِ ٱلَّذِي أَكْمَلَاهُ. | ٢٦ 26 |
ସେତି ହୁଣି ହାଣି ଜାଜେ ସେମଃନ୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍, ସେମଃନ୍ ଜୁୟ୍ କାମ୍ କଃର୍ତି ରିଲାୟ୍ ସେରି କଃରୁକେ ଇସ୍ୱରାର୍ ଦଃୟାୟ୍ ସଃହ୍ରିଅୟ୍ ସେଟାଣେ ହୁଣି ବାରାୟ୍ ଗଃଲାୟ୍ ।
وَلَمَّا حَضَرَا وَجَمَعَا ٱلْكَنِيسَةَ، أَخْبَرَا بِكُلِّ مَا صَنَعَ ٱللهُ مَعَهُمَا، وَأَنَّهُ فَتَحَ لِلْأُمَمِ بَابَ ٱلْإِيمَانِ. | ٢٧ 27 |
ସେମଃନ୍ ଆନ୍ତିଅକିଆ ହଚି, ମଣ୍ଡ୍ଳିର୍ ଲକ୍ମଃନ୍କେ ଗଟ୍ତଃୟ୍ ରୁଣ୍ଡାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗେ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ଆର୍ ଅଜିଉଦି ଲକ୍ମଃନ୍କେ ବିସ୍ୱାସାର୍ ଦୁଆର୍ ଉଗାଳି ଦଃୟ୍ରିଲାୟ୍ ସେ ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ ।
وَأَقَامَا هُنَاكَ زَمَانًا لَيْسَ بِقَلِيلٍ مَعَ ٱلتَّلَامِيذِ. | ٢٨ 28 |
ଆର୍ ସେମଃନ୍ ବିସ୍ୱାସିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ହଃତେକ୍ ସେତି ରିଲାୟ୍ ।