< أعمال 10 >
وَكَانَ فِي قَيْصَرِيَّةَ رَجُلٌ ٱسْمُهُ كَرْنِيلِيُوسُ، قَائِدُ مِئَةٍ مِنَ ٱلْكَتِيبَةِ ٱلَّتِي تُدْعَى ٱلْإِيطَالِيَّةَ. | ١ 1 |
କାଇସରିଆ ଗଃଳେ କର୍ନିଲିୟ ନାଉଆର୍ ଗଟେକ୍ ଲକ୍ ରିଲା “ସେ ଇତାଲିକ୍ ନାଉଁଆର୍ ରମିୟ୍ ସଃଇନ୍ ଦଃଳାର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି ।”
وَهُوَ تَقِيٌّ وَخَائِفُ ٱللهِ مَعَ جَمِيعِ بَيْتِهِ، يَصْنَعُ حَسَنَاتٍ كَثِيرَةً لِلشَّعْبِ، وَيُصَلِّي إِلَى ٱللهِ فِي كُلِّ حِينٍ. | ٢ 2 |
ସେ ଗଟେକ୍ ଦଃର୍ମି ଲକ୍ ଆର୍ ତାର୍ ଗଃର୍କୁଟୁମ୍ ସଃବୁ ଇସ୍ୱର୍କେ ମାନ୍ତି ରିଲାୟ୍, ସେ ଦିଉଦି ଗଃରିବ୍ମଃନ୍କେ ଉହ୍କାର୍ କଃର୍ତିରିଲା ଆର୍ ସଃବୁବଃଳ୍ ମାପ୍ରୁକ୍ ପାର୍ତ୍ନା କଃର୍ତିରିଲା ।
فَرَأَى ظَاهِرًا فِي رُؤْيَا نَحْوَ ٱلسَّاعَةِ ٱلتَّاسِعَةِ مِنَ ٱلنَّهَارِ، مَلَاكًا مِنَ ٱللهِ دَاخِلًا إِلَيْهِ وَقَائِلًا لَهُ: «يَا كَرْنِيلِيُوسُ!». | ٣ 3 |
ଗଟ୍ ଦିନ୍ ଉହୁର୍ଅଳି ହାକାହାକି ତିନି ଗଃଟା ବଃଳ୍ ସେ ଦୁତ୍କେ ଦଃର୍ସନେ ନିକକଃରି ଦଃକ୍ଲା, ଜଃନ୍କଃରି ଇସ୍ୱରାର୍ ଦୁତ୍ ତାର୍ ଚଃମେ ଆସି କୟ୍ଲା, “ଏ କର୍ନିଲିୟ ।”
فَلَمَّا شَخَصَ إِلَيْهِ وَدَخَلَهُ ٱلْخَوْفُ، قَالَ: «مَاذَا يَا سَيِّدُ؟».فَقَالَ لَهُ: «صَلَوَاتُكَ وَصَدَقَاتُكَ صَعِدَتْ تَذْكَارًا أَمَامَ ٱللهِ. | ٤ 4 |
ସେତାକ୍ ତାକେ ନିକକଃରି ଦଃକି, ଡିରିକଃରି କୟ୍ଲା, “ଏ ମାପ୍ରୁ କାୟ୍ରି?” ସେ ତାକେ କୟ୍ଲା, “ଇସ୍ୱର୍ ତର୍ ପାର୍ତ୍ନା ଆର୍ ତର୍ ଦାନ୍ ଦେତା ତଃୟ୍ ସଃର୍ଦା ଅୟ୍ଆଚେ ଆର୍ ଉତୁର୍ ଦେଉଁକେ ଇଚା କଃରିଆଚେ ।
وَٱلْآنَ أَرْسِلْ إِلَى يَافَا رِجَالًا وَٱسْتَدْعِ سِمْعَانَ ٱلْمُلَقَّبَ بُطْرُسَ. | ٥ 5 |
ଅଃବେ ଜାପ ତଃୟ୍ ଲକ୍ ହଃଟାୟ୍ ସିମନ୍କେ କୁଦି ଆଣାଉ ତାର୍ ଆରେକ୍ ଗଟ୍ ନାଉଁ ଅଃଉଁଲି ପିତର୍ ।
إِنَّهُ نَازِلٌ عِنْدَ سِمْعَانَ رَجُلٍ دَبَّاغٍ بَيْتُهُ عِنْدَ ٱلْبَحْرِ. هُوَ يَقُولُ لَكَ مَاذَا يَنْبَغِي أَنْ تَفْعَلَ». | ٦ 6 |
ସେ ସିମନ୍ ନାଉଁଆର୍ ଚାମ୍ରାର୍ ଗଃରେ ଆଚେ, ତାର୍ ଗଃର୍ ସଃମ୍ନ୍ଦ୍ କଃଣ୍ଡାୟ୍ ।”
فَلَمَّا ٱنْطَلَقَ ٱلْمَلَاكُ ٱلَّذِي كَانَ يُكَلِّمُ كَرْنِيلِيُوسَ، نَادَى ٱثْنَيْنِ مِنْ خُدَّامِهِ، وَعَسْكَرِيًّا تَقِيًّا مِنَ ٱلَّذِينَ كَانُوا يُلَازِمُونَهُ، | ٧ 7 |
ଇରି କୟ୍ ଦୁତ୍ ଗଃଲା ହଃଚେ କର୍ନିଲିୟ ତାର୍ ଗଃରାର୍ ଦଃଙ୍ଗ୍ଳା ବିତ୍ରେ ଦୁୟ୍ଲକେ ଆର୍ ତାର୍ ସଃଇନ୍ମଃନାର୍ ବିତ୍ରେ ଗଟେକ୍ ଦଃର୍ମି ସଃଇନ୍କେ କୁଦ୍ଲା ।
وَأَخْبَرَهُمْ بِكُلِّ شَيْءٍ وَأَرْسَلَهُمْ إِلَى يَافَا. | ٨ 8 |
ଆର୍ ସେମଃନ୍କେ ସଃବୁ କଃତା କୟ୍ ଜାପକେ ହଃଟାୟ୍ଲା ।
ثُمَّ فِي ٱلْغَدِ فِيمَا هُمْ يُسَافِرُونَ وَيَقْتَرِبُونَ إِلَى ٱلْمَدِينَةِ، صَعِدَ بُطْرُسُ عَلَى ٱلسَّطْحِ لِيُصَلِّيَ نَحْوَ ٱلسَّاعَةِ ٱلسَّادِسَةِ. | ٩ 9 |
ଆର୍କ ଦିନ୍ ସେମଃନ୍ ଜଃଉଁ ଜଃଉଁ ଜଃଡେବଃଳ୍ ସେ ଗଃଳାର୍ ଚଃମେ ଅୟ୍ଲାୟ୍, ସଃଡେବଃଳ୍ ପିତର୍ ଦିନ୍ ବାରଗଃଟା ବଃଳ୍ ପାର୍ତ୍ନା କଃରୁକେ ଚାନି ଉହ୍ରେ ଗଃଲା ।
فَجَاعَ كَثِيرًا وَٱشْتَهَى أَنْ يَأْكُلَ. وَبَيْنَمَا هُمْ يُهَيِّئُونَ لَهُ، وَقَعَتْ عَلَيْهِ غَيْبَةٌ، | ١٠ 10 |
ଆର୍ ସେ ବୁକ୍ ଅୟ୍ଲା, ଆର୍ କାଉଁକେ ମଃନ୍ କଃଲା ମଃତର୍ ସେମଃନ୍ କାଦି ରାନ୍ଦ୍ତା ବଃଳ୍ ସେ ଗଟେକ୍ ଦଃର୍ସନ୍ ଦଃକ୍ଲା ।
فَرَأَى ٱلسَّمَاءَ مَفْتُوحَةً، وَإِنَاءً نَازِلًا عَلَيْهِ مِثْلَ مُلَاءَةٍ عَظِيمَةٍ مَرْبُوطَةٍ بِأَرْبَعَةِ أَطْرَافٍ وَمُدَلَّاةٍ عَلَى ٱلْأَرْضِ. | ١١ 11 |
ସେ ଦଃକ୍ଲା ଜେ, ଅଃଗାସ୍ ଉଗାଳି ଅୟ୍ଆଚେ ଆର୍ ଗଟେକ୍ ବଃଡ୍ ହଃଚ୍ୟା ଚାରିକନେ ଦଃରା ଅୟ୍ ହୁର୍ତିବି ଉହ୍ରେ ଗଃସ୍ରାୟ୍ ଦିଆ ଅଃଉଁଲି ।
وَكَانَ فِيهَا كُلُّ دَوَابِّ ٱلْأَرْضِ وَٱلْوُحُوشِ وَٱلزَّحَّافَاتِ وَطُيُورِ ٱلسَّمَاءِ. | ١٢ 12 |
ସେତି ହୁର୍ତିବିର୍ ସଃବୁ ହଃର୍କାର୍ ଚାରି ହଃଦୁମାର୍ ବଃନାର୍ ଜଃତୁମଃନ୍, ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଆର୍ ଅଃଗାସାର୍ ଚେଳେମଃନ୍ ରିଲାୟ୍ ।
وَصَارَ إِلَيْهِ صَوْتٌ: «قُمْ يَا بُطْرُسُ، ٱذْبَحْ وَكُلْ». | ١٣ 13 |
ଆର୍ ତାକେ ଇ କଃତା କଃଉଆ ଅୟ୍ଲି, “ଏ ପିତର୍ ଉଟ୍ ମାର୍ ଆର୍ କାଆ ।”
فَقَالَ بُطْرُسُ: «كَلَّا يَارَبُّ! لِأَنِّي لَمْ آكُلْ قَطُّ شَيْئًا دَنِسًا أَوْ نَجِسًا». | ١٤ 14 |
ମଃତର୍ ପିତର୍ କୟ୍ଲା, “ନାୟ୍ ମାପ୍ରୁ, ମୁୟ୍ଁ କଃବେ ହେଁ ଅପବିତ୍ର ଆର୍ ବିଟାଳ୍ କାଦି ନଃକାୟ୍ ।”
فَصَارَ إِلَيْهِ أَيْضًا صَوْتٌ ثَانِيَةً: «مَا طَهَّرَهُ ٱللهُ لَا تُدَنِّسْهُ أَنْتَ!». | ١٥ 15 |
ଆରେକ୍ ଗଟ୍ତର୍ ତାକେ ଇ କଃତା ସୁଣା ଅୟ୍ଲି, “ଇସ୍ୱର୍ ଜାୟ୍ରି ନିର୍ମୁଳ୍ କଃରି ଆଚେ, ସେତାକ୍ ବିଟାଳ୍ ବଃଲି କଃଉନାୟ୍ ।”
وَكَانَ هَذَا عَلَى ثَلَاثِ مَرَّاتٍ، ثُمَّ ٱرْتَفَعَ ٱلْإِنَاءُ أَيْضًا إِلَى ٱلسَّمَاءِ. | ١٦ 16 |
ଅଃନ୍କଃରି ତିନିତର୍ ଅୟ୍ଲା ହଃଚେ, ଆର୍ ହଃଚ୍ୟା ତଃତ୍କାଣ୍ ଅଃଗାସେ ଉଟାୟ୍ ନିଆ ଅୟ୍ଲି ।
وَإِذْ كَانَ بُطْرُسُ يَرْتَابُ فِي نَفْسِهِ: مَاذَا عَسَى أَنْ تَكُونَ ٱلرُّؤْيَا ٱلَّتِي رَآهَا؟ إِذَا ٱلرِّجَالُ ٱلَّذِينَ أُرْسِلُوا مِنْ قِبَلِ كَرْنِيلِيُوسَ، وكَانُوا قَدْ سَأَلُوا عَنْ بَيْتِ سِمْعَانَ وَقَدْ وَقَفُوا عَلَى ٱلْبَابِ | ١٧ 17 |
ପିତର୍ ଜାୟ୍ରି ଦଃର୍ସନେ ଦଃକ୍ଲା ସେତାର୍ ବାବ୍ କାୟ୍ରି ଏତାୟ୍ ଏତାୟ୍ ସେ କାବା ଅୟ୍ଲା । ଅଃନ୍କାବଃଳ୍ କର୍ନିଲିୟ ହଃଟାୟ୍ଲା ଲକ୍ମଃନ୍ ସିମନାର୍ ଗଃର୍ ଲଳ୍ଲାୟ୍ ଆର୍ ତାର୍ ଦୁଆର୍ ଚଃମେ ଟିଆ ଅୟ୍ଲାୟ୍ ।
وَنَادَوْا يَسْتَخْبِرُونَ: «هَلْ سِمْعَانُ ٱلْمُلَقَّبُ بُطْرُسَ نَازِلٌ هُنَاكَ؟». | ١٨ 18 |
ସିମନ୍ ପିତର୍ “ସେ ଗଃରେ ଆଚେ କି ନାୟ୍ ବଃଲି, କୁଦିକଃରି ହଃଚାର୍ଲାୟ୍ ।”
وَبَيْنَمَا بُطْرُسُ مُتَفَكِّرٌ فِي ٱلرُّؤْيَا، قَالَ لَهُ ٱلرُّوحُ: «هُوَذَا ثَلَاثَةُ رِجَالٍ يَطْلُبُونَكَ. | ١٩ 19 |
ପିତର୍ ଦଃର୍ସନ୍ ଦଃକ୍ଲା କଃତା ବାବ୍ତାବଃଳ୍ ଆତ୍ମା ତାକେ କୟ୍ଲି, “ସୁଣ୍, ତଃଳେ ତିନି ଲକ୍ ତକେ ଲଳୁଲାୟ୍ ।
لَكِنْ قُمْ وَٱنْزِلْ وَٱذْهَبْ مَعَهُمْ غَيْرَ مُرْتَابٍ فِي شَيْءٍ، لِأَنِّي أَنَا قَدْ أَرْسَلْتُهُمْ». | ٢٠ 20 |
ଉଟ୍ ତଃଳେ ଜାଆ ଆର୍ କାୟ୍ରି ଅଃହ୍ରାତ୍ ନଃବାବି ତାକାର୍ ସଃଙ୍ଗ୍ ଜାଆ କାୟ୍ତାକ୍ବଃଲେକ୍ ମୁୟ୍ଁ ସେମଃନ୍କେ ହଃଟାୟ୍ ଆଚି ।”
فَنَزَلَ بُطْرُسُ إِلَى ٱلرِّجَالِ ٱلَّذِينَ أُرْسِلُوا إِلَيْهِ مِنْ قِبَلِ كَرْنِيلِيُوسَ، وَقَالَ: «هَا أَنَا ٱلَّذِي تَطْلُبُونَهُ. مَاهُوَ ٱلسَّبَبُ ٱلَّذِي حَضَرْتُمْ لِأَجْلِهِ؟». | ٢١ 21 |
ସେତାକ୍ ପିତର୍ ସେ ଲକ୍ମଃନାର୍ ହାକ୍ ଉତ୍ରି ଆସି କୟ୍ଲା, “ତୁମିମଃନ୍ ଜାକେ ଲଳୁଲାସ୍ ସେ ମୁୟ୍ଁ । ତୁମିମଃନ୍ କାୟ୍ତାକ୍ ଆସି ଆଚାସ୍?”
فَقَالُوا: «إِنَّ كَرْنِيلِيُوسَ قَائِدَ مِئَةٍ، رَجُلًا بَارًّا وَخَائِفَ ٱللهِ وَمَشْهُودًا لَهُ مِنْ كُلِّ أُمَّةِ ٱلْيَهُودِ، أُوحِيَ إِلَيْهِ بِمَلَاكٍ مُقَدَّسٍ أَنْ يَسْتَدْعِيَكَ إِلَى بَيْتِهِ وَيَسْمَعَ مِنْكَ كَلَامًا». | ٢٢ 22 |
ସେମଃନ୍ କୟ୍ଲାୟ୍, କର୍ନିଲିୟ ନାଉଁଆର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି, ସେ ଗଟେକ୍ ଦଃର୍ମି ଲକ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ ଆର୍ ସଃବୁ ଜିଉଦିମଃନାର୍ ତଃୟ୍ ଜାଣାସୁଣା ଲକ୍ । “ସେ ତାର୍ ଗଃରେ ତକ୍ କୁଦି ହଃଟାୟ୍ ଆଚେ ।” ଆର୍ ତର୍ କଃତା ସୁଣୁକ୍ “ପବିତ୍ର ଦୁତ୍ ତାକେ ଦଃର୍ସନ୍ ଦଃୟ୍ ଆଚେ ।”
فَدَعَاهُمْ إِلَى دَاخِلٍ وَأَضَافَهُمْ. ثُمَّ فِي ٱلْغَدِ خَرَجَ بُطْرُسُ مَعَهُمْ، وَأُنَاسٌ مِنَ ٱلْإِخْوَةِ ٱلَّذِينَ مِنْ يَافَا رَافَقُوهُ. | ٢٣ 23 |
ସେତାକ୍ ସେମଃନ୍କେ ଗଟ୍ ରାତି ରେଉଁକେ ଗଃର୍ ବିତ୍ରେ କୁଦ୍ଲା, ତାର୍ ଆର୍କ ଦିନ୍ ଉଟି ତାକାର୍ ସଃଙ୍ଗ୍ ଗଃଲା, ଆରେକ୍ ଜାପର୍ ବିସ୍ୱାସି ବାୟ୍ମଃନାର୍ ବିତ୍ରେ କଃତେକ୍ ଲକ୍ ତାର୍ ସଃଙ୍ଗ୍ ଗଃଲାୟ୍ ।
وَفِي ٱلْغَدِ دَخَلُوا قَيْصَرِيَّةَ. وَأَمَّا كَرْنِيلِيُوسُ فَكَانَ يَنْتَظِرُهُمْ، وَقَدْ دَعَا أَنْسِبَاءَهُ وَأَصْدِقَاءَهُ ٱلْأَقْرَبِينَ. | ٢٤ 24 |
ଆରେକ୍ ଗଟ୍ ଦିନ୍ ସେମଃନ୍ କାଇସରିଆ ହଚ୍ଲାୟ୍, ଜୁୟ୍ତି କର୍ନିଲିୟ ତାର୍ ନିଜାର୍ ଲକ୍ମଃନ୍କେ କୁଦି ସେମଃନ୍କେ ଜାଗ୍ତି ରିଲା ।
وَلَمَّا دَخَلَ بُطْرُسُ ٱسْتَقْبَلَهُ كَرْنِيلِيُوسُ وَسَجَدَ وَاقِعًا عَلَى قَدَمَيْهِ. | ٢٥ 25 |
ପିତର୍ ହଚ୍ଲାକ୍ କର୍ନିଲିୟ ତାକେ ବେଟ୍ ଅୟ୍ ଗଡ୍ତଃଳେ ଡୁଳି ଜୁଆର୍ କଃଲା ।
فَأَقَامَهُ بُطْرُسُ قَائِلًا: «قُمْ، أَنَا أَيْضًا إِنْسَانٌ». | ٢٦ 26 |
ମଃତର୍ ପିତର୍ ତାକେ ଉଟାୟ୍ କୟ୍ଲା, “ଟିଆ ଅଃଉ” ମୁୟ୍ଁ ହେଁ ଗଟେକ୍ ମାନାୟ୍ ।
ثُمَّ دَخَلَ وَهُوَ يَتَكَلَّمُ مَعَهُ وَوَجَدَ كَثِيرِينَ مُجْتَمِعِينَ. | ٢٧ 27 |
ସେତାକ୍ ସେ ତାର୍ ସଃଙ୍ଗ୍ କଃତା ଅଃଉଁ ଅଃଉଁ ଗଃର୍ ବିତ୍ରେ ଗଃଲା, ଆର୍ ଗାଦେକ୍ ଲକ୍ ରୁଣ୍ଡି ରିଲାର୍ ଦଃକ୍ଲା ।
فَقَالَ لَهُمْ: «أَنْتُمْ تَعْلَمُونَ كَيْفَ هُوَ مُحَرَّمٌ عَلَى رَجُلٍ يَهُودِيٍّ أَنْ يَلْتَصِقَ بِأَحَدٍ أَجْنَبِيٍّ أَوْ يَأْتِيَ إِلَيْهِ. وَأَمَّا أَنَا فَقَدْ أَرَانِي ٱللهُ أَنْ لَا أَقُولَ عَنْ إِنْسَانٍ مَا إِنَّهُ دَنِسٌ أَوْ نَجِسٌ. | ٢٨ 28 |
ଆରେକ୍ ସେ ସେମଃନ୍କେ କୟ୍ଲା, ଅଜିଉଦି ଲକ୍ମଃନାର୍ ସଃଙ୍ଗ୍ ମିସ୍ତାର୍ କି ତାର୍ ଚଃମେ ଜାତାର୍ ଜିଉଦି ଲକ୍ମଃନାର୍ ବିଦି ନାୟ୍, ସେରି “ତୁମିମଃନ୍ ଜାଣାସ୍, ଅୟ୍ଲେକ୍ ହେଁ କୁୟ୍ ଲକ୍କେ ହାହି କି ବିଟାଳ୍ ବଃଲି ନଃକଃଉଁକ୍ ଇସ୍ୱର୍ ମକ୍ ଦଃର୍ସନ୍ ଦଃକାୟ୍କଃରି କୟ୍ଆଚେ ।
فَلِذَلِكَ جِئْتُ مِنْ دُونِ مُنَاقَضَةٍ إِذِ ٱسْتَدْعَيْتُمُونِي. فَأَسْتَخْبِرُكُمْ: لِأَيِّ سَبَبٍ ٱسْتَدْعَيْتُمُونِي؟». | ٢٩ 29 |
ସେତାକ୍ ତୁମି କୁଦ୍ଲାଦାହ୍ରେ ମୁୟ୍ଁ ନାୟ୍ ନଃବେଲି ତୁମାର୍ ଗଃରେ ଆୟ୍ଲେ । ଇତାକ୍ ମୁୟ୍ଁ ହଃଚାରୁଲେ କି କାୟ୍ତାକ୍ ମକ୍ କୁଦି ଆଚାସ୍?”
فَقَالَ كَرْنِيلِيُوسُ: «مُنْذُ أَرْبَعَةِ أَيَّامٍ إِلَى هَذِهِ ٱلسَّاعَةِ كُنْتُ صَائِمًا. وَفِي ٱلسَّاعَةِ ٱلتَّاسِعَةِ كُنْتُ أُصَلِّي فِي بَيْتِي، وَإِذَا رَجُلٌ قَدْ وَقَفَ أَمَامِي بِلِبَاسٍ لَامِعٍ | ٣٠ 30 |
କର୍ନିଲିୟ କୟ୍ଲା, “ତିନ୍ ବିନ୍ ହୁର୍ବେ ଟିକ୍ ଇ ବେଳାୟ୍ ମର୍ ଗଃରେ ତିନିଗଃଟା ବେଳାୟ୍ ପାର୍ତ୍ନା କଃର୍ତିରିଲେ ଆର୍ ଗଟ୍ ଦଃବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ଲକ୍ ମର୍ ଚଃମେ ଟିଆ ଅୟ୍ କୟ୍ଲା,
وَقَالَ: يَا كَرْنِيلِيُوسُ، سُمِعَتْ صَلَاتُكَ وَذُكِرَتْ صَدَقَاتُكَ أَمَامَ ٱللهِ. | ٣١ 31 |
‘କର୍ନିଲିୟ, ତର୍ ପାର୍ତ୍ନା ଇସ୍ୱର୍ ସୁଣି ଆଚେ ଆରେକ୍ ତର୍ ଦାନ୍ ସଃବୁ ଇସ୍ୱର୍ ଏତୁ କଃରି ଆଚେ ।’
فَأَرْسِلْ إِلَى يَافَا وَٱسْتَدْعِ سِمْعَانَ ٱلْمُلَقَّبَ بُطْرُسَ. إِنَّهُ نَازِلٌ فِي بَيْتِ سِمْعَانَ رَجُلٍ دَبَّاغٍ عِنْدَ ٱلْبَحْرِ. فَهُوَ مَتَى جَاءَ يُكَلِّمُكَ. | ٣٢ 32 |
ତଃବେ ଜାପକେ ଲକ୍ ହଃଟାୟ୍ ସିମନ୍ ପିତର୍କେ କୁଦି ଆଣ୍, ସେ ସଃମ୍ନ୍ଦ୍ କଃଣ୍ଡାୟ୍ ସିମନ୍ ଚାମ୍ରାର୍ ଗଃରେ ଆଚେ ।
فَأَرْسَلْتُ إِلَيْكَ حَالًا. وَأَنْتَ فَعَلْتَ حَسَنًا إِذْ جِئْتَ. وَٱلْآنَ نَحْنُ جَمِيعًا حَاضِرُونَ أَمَامَ ٱللهِ لِنَسْمَعَ جَمِيعَ مَا أَمَرَكَ بِهِ ٱللهُ». | ٣٣ 33 |
ଇତାର୍ ଗିନେ ମୁୟ୍ଁ ସଃଙ୍ଗେ ସଃଙ୍ଗେ ତର୍ ତଃୟ୍ ଲକ୍ ହଃଟାୟ୍ଲେ ଆର୍ ତୁୟ୍ ଆସି ଆଚ୍ସି, ନିକ କଃରି ଆଚ୍ସି । ତଃବେ ମାପ୍ରୁ ତକ୍ ଜାୟ୍ରି ସଃବୁ କୟ୍ଆଚେ ସେରି ସୁଣୁକ୍ ଅଃମିମଃନ୍ ଇସ୍ୱରାର୍ ଚଃମେ ଆଚୁ ।”
فَفَتَحَ بُطْرُسُ فَاهُ وَقَالَ: «بِٱلْحَقِّ أَنَا أَجِدُ أَنَّ ٱللهَ لَا يَقْبَلُ ٱلْوُجُوهَ. | ٣٤ 34 |
ସେତାକ୍ ପିତର୍ ଟଣ୍ଡ୍ ହୁଟାୟ୍ କୟ୍ଲା, “ମୁୟ୍ଁ ଅଃବେ ସଃତ୍ ବୁଜୁ ହାରୁଲେ ଜେ, ଇସ୍ୱର୍ ସଃବ୍କେ ସଃମାନ୍ ବାବେ ଦଃକୁଲା ।”
بَلْ فِي كُلِّ أُمَّةٍ، ٱلَّذِي يَتَّقِيهِ وَيَصْنَعُ ٱلْبِرَّ مَقْبُولٌ عِنْدَهُ. | ٣٥ 35 |
ମଃତର୍ ହଃତି ଲକ୍ ଜେ ତାକେ ମାନେଦ୍ ଆର୍ ଦଃର୍ମ୍ କାମ୍ କଃରେଦ୍ ମାପ୍ରୁ ତାକେ ନିଜାର୍ କଃରେଦ୍, ଇରି ମୁୟ୍ଁ ସଃତ୍ କଃରି ବୁଜୁଲେ ।
ٱلْكَلِمَةُ ٱلَّتِي أَرْسَلَهَا إِلَى بَنِي إِسْرَائِيلَ يُبَشِّرُ بِٱلسَّلَامِ بِيَسُوعَ ٱلْمَسِيحِ. هَذَا هُوَ رَبُّ ٱلْكُلِّ. | ٣٦ 36 |
ତୁମଃନ୍ ଜାଣି ଆଚାସ୍ ଜେ, ଇସ୍ୱର୍ ଇସ୍ରାଏଲ୍ମଃନାର୍ ହାକ୍ ଜୁୟ୍ ସେ ନିକ କବୁର୍ ହଃଟାୟ୍ ରିଲାର୍ ସେରି ହଃକା ଜିସୁ ପର୍ଚାର୍ କଃରି ରିଲାର୍ ସୁସ୍ତାର୍ କବୁର୍, ଇ ଜିସୁ କ୍ରିସ୍ଟ ସଃବ୍କାର୍ ମାପ୍ରୁ ।
أَنْتُمْ تَعْلَمُونَ ٱلْأَمْرَ ٱلَّذِي صَارَ فِي كُلِّ ٱلْيَهُودِيَّةِ مُبْتَدِئًا مِنَ ٱلْجَلِيلِ، بَعْدَ ٱلْمَعْمُودِيَّةِ ٱلَّتِي كَرَزَ بِهَا يُوحَنَّا. | ٣٧ 37 |
ଜହନ୍ ପର୍ଚାର୍ କଃଲା ବାପ୍ତିସମ୍ ଗାଲିଲି ତଃୟ୍ହୁଣି ମୁଳ୍ୟାୟ୍ କଃରି ସଃବୁ ଜିଉଦା ରାଜାୟ୍ କାୟ୍ରି ଗଃଟ୍ଲି ସେତିର୍ କଃତା ତୁମିମଃନ୍ ଜାଣାସ୍ ।
يَسُوعُ ٱلَّذِي مِنَ ٱلنَّاصِرَةِ كَيْفَ مَسَحَهُ ٱللهُ بِٱلرُّوحِ ٱلْقُدُسِ وَٱلْقُوَّةِ، ٱلَّذِي جَالَ يَصْنَعُ خَيْرًا وَيَشْفِي جَمِيعَ ٱلْمُتَسَلِّطِ عَلَيْهِمْ إِبْلِيسُ، لِأَنَّ ٱللهَ كَانَ مَعَهُ. | ٣٨ 38 |
ବଃଲେକ୍ ନାଜରିତାର୍ ଜିସୁର୍ କଃତା, କଃନ୍କଃରି ଇସ୍ୱର୍ ତାକେ ପବିତ୍ର ଆତ୍ମାୟ୍ ଅବିସେକ୍ କଃଲା ଆର୍ ସଃକ୍ତି ଦଃୟ୍ରିଲା ଆର୍ ସେ ନିକ କାମ୍ କଃଲା, ଆର୍ ସୟ୍ତାନ୍ ଆତେ ହୁଣି ରଗି ମଃନ୍କେ ଉଜ୍ କଃରି ସଃବୁ ହାକ୍ ବୁଲ୍ଲା, କାୟ୍ତାକ୍ ବଃଲେକ୍ ଇସ୍ୱର୍ ତାର୍ ସଃଙ୍ଗ୍ ରିଲା ।
وَنَحْنُ شُهُودٌ بِكُلِّ مَا فَعَلَ فِي كُورَةِ ٱلْيَهُودِيَّةِ وَفِي أُورُشَلِيمَ. ٱلَّذِي أَيْضًا قَتَلُوهُ مُعَلِّقِينَ إِيَّاهُ عَلَى خَشَبَةٍ. | ٣٩ 39 |
ଆରେକ୍ ସେ ଜିଉଦିମଃନାର୍ ଦେସେ ଆର୍ ଜିରୁସାଲମେ ଜାୟ୍ ଜାୟ୍ରି କଃଲା ଅଃମିମଃନ୍ ସେ ସଃବୁର୍ ସାକି । ତାକେ ସେମଃନ୍ କ୍ରୁସେ ଜଃଗାୟ୍ ମାର୍ଲାୟ୍ ।
هَذَا أَقَامَهُ ٱللهُ فِي ٱلْيَوْمِ ٱلثَّالِثِ، وَأَعْطَى أَنْ يَصِيرَ ظَاهِرًا، | ٤٠ 40 |
ତାକେ ଇସ୍ୱର୍ ତିନିଦିନାର୍ ହଃଚେ ମଃଲା ତଃୟ୍ହୁଣି ଉଟାୟ୍ଲା ଆର୍ ଲକ୍ମଃନ୍କେ ଦଃକାୟ୍ଲା ।
لَيْسَ لِجَمِيعِ ٱلشَّعْبِ، بَلْ لِشُهُودٍ سَبَقَ ٱللهُ فَٱنْتَخَبَهُمْ. لَنَا نَحْنُ ٱلَّذِينَ أَكَلْنَا وَشَرِبْنَا مَعَهُ بَعْدَ قِيَامَتِهِ مِنَ ٱلْأَمْوَاتِ. | ٤١ 41 |
ସେ ସଃବ୍କେ ଦଃକାୟ୍ ନଃୟ୍ଲା, ମଃତର୍ ଇସ୍ୱର୍ ହୁର୍ବେ ଟିକ୍ କଃଲା ସାକି ଜେ ଅଃମିମଃନ୍, ଅଃମିମଃନ୍କ୍ ଦଃକାୟ୍ ଅୟ୍ଲା, ସେ ମଃଲା ଲକ୍ ତଃୟ୍ହୁଣି ଉଟ୍ଲା ହଃଚେ ଅଃମିମଃନ୍ ତାର୍ସଃଙ୍ଗ୍ କାଉଆ ହିଉଆ କଃଲୁ ।
وَأَوْصَانَا أَنْ نَكْرِزَ لِلشَّعْبِ، وَنَشْهَدَ بِأَنَّ هَذَا هُوَ ٱلْمُعَيَّنُ مِنَ ٱللهِ دَيَّانًا لِلْأَحْيَاءِ وَٱلْأَمْوَاتِ. | ٤٢ 42 |
ଆର୍ ଲକ୍ମଃନ୍ ତଃୟ୍ ପର୍ଚାର୍ କଃରୁକେ ଆରେକ୍ ମଃଲା ଆର୍ ଜିବନ୍ ଲକ୍ମଃନ୍କେ ବିଚାର୍ କଃର୍ତା ଗିନେ ଇସ୍ୱର୍ ତାକେ ବାଚିଆଚେ ବଃଲି ସାକି ଦେଉଁକ୍ ସେ ଅଃମିମଃନ୍କ୍ ବାଚି ଆଚେ ।
لَهُ يَشْهَدُ جَمِيعُ ٱلْأَنْبِيَاءِ أَنَّ كُلَّ مَنْ يُؤْمِنُ بِهِ يَنَالُ بِٱسْمِهِ غُفْرَانَ ٱلْخَطَايَا». | ٤٣ 43 |
ତାର୍ ବିସୟେ ଇ କଃତା କୟ୍ଲା ଜୁୟ୍ ଲକ୍ ତାକେ ସଃତ୍ କଃରେଦ୍ ସେ ତାର୍ ନାଉଁଏ ହାହ୍ କେମା ହାୟ୍ଦ୍ ଇରି ସଃବୁ ବାବ୍ବାଦି ମଃନ୍ କୟ୍ ଆଚ୍ତି ।
فَبَيْنَمَا بُطْرُسُ يَتَكَلَّمُ بِهَذِهِ ٱلْأُمُورِ حَلَّ ٱلرُّوحُ ٱلْقُدُسُ عَلَى جَمِيعِ ٱلَّذِينَ كَانُوا يَسْمَعُونَ ٱلْكَلِمَةَ. | ٤٤ 44 |
ପିତର୍ ଇ ସଃବୁ କଃତା କଃଉତା ବଃଳ୍ ଜଃତେକ୍ ଲକ୍ ସୁଣ୍ତି ରିଲାୟ୍ ସେ ସଃବୁଲକାର୍ ଉହ୍ରେ ପବିତ୍ର ଆତ୍ମା ଉତୁର୍ଲି ।
فَٱنْدَهَشَ ٱلْمُؤْمِنُونَ ٱلَّذِينَ مِنْ أَهْلِ ٱلْخِتَانِ، كُلُّ مَنْ جَاءَ مَعَ بُطْرُسَ، لِأَنَّ مَوْهِبَةَ ٱلرُّوحِ ٱلْقُدُسِ قَدِ ٱنْسَكَبَتْ عَلَى ٱلْأُمَمِ أَيْضًا. | ٤٥ 45 |
ସୁନତ୍ ହାୟ୍ଲା ପିତର୍ ସଃଙ୍ଗ୍ ଆୟ୍ଲା ଜିଉଦି ବିସ୍ୱାସିମଃନ୍ ସଃବୁଲକ୍ ଅଜିଉଦି ଲକ୍ମଃନାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଆସ୍ତାର୍ ଦଃକି କାବା ଅୟ୍ଲାୟ୍ ।
لِأَنَّهُمْ كَانُوا يَسْمَعُونَهُمْ يَتَكَلَّمُونَ بِأَلْسِنَةٍ وَيُعَظِّمُونَ ٱللهَ. حِينَئِذٍ أَجَابَ بُطْرُسُ: | ٤٦ 46 |
କାୟ୍ତାକ୍ବଃଲେକ୍ ଜିଉଦି ବିସ୍ୱାସିମଃନ୍ ସେମଃନ୍କେ ବିନ୍ ବିନ୍ ବାସାୟ୍ କଃତା ଅଃଉତାର୍ ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃର୍ତାର୍ ସୁଣ୍ଲାୟ୍ ସଃଡେବଃଳ୍ ପିତର୍ କୟ୍ଲା,
«أَتُرَى يَسْتَطِيعُ أَحَدٌ أَنْ يَمْنَعَ ٱلْمَاءَ حَتَّى لَا يَعْتَمِدَ هَؤُلَاءِ ٱلَّذِينَ قَبِلُوا ٱلرُّوحَ ٱلْقُدُسَ كَمَا نَحْنُ أَيْضًا؟». | ٤٧ 47 |
“ଇ ଜୁୟ୍ ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେ କାୟ୍ ହାଣି ନାୟ୍ ବଃଲେଦ୍?”
وَأَمَرَ أَنْ يَعْتَمِدُوا بِٱسْمِ ٱلرَّبِّ. حِينَئِذٍ سَأَلُوهُ أَنْ يَمْكُثَ أَيَّامًا. | ٤٨ 48 |
ଆରେକ୍ ସେମଃନ୍କେ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ଦେଉଁକ୍ ଆଦେସ୍ ଦିଲା, ହଃଚେ ସେମଃନ୍ କଃତି ଦିନ୍ ସେତି ରେଉଁକ୍ ତାକେ ଗଃଉଆରି କଃଲାୟ୍ ।