< ١ تسالونيكي 4 >
فَمِنْ ثَمَّ أَيُّهَا ٱلْإِخْوَةُ نَسْأَلُكُمْ وَنَطْلُبُ إِلَيْكُمْ فِي ٱلرَّبِّ يَسُوعَ، أَنَّكُمْ كَمَا تَسَلَّمْتُمْ مِنَّا كَيْفَ يَجِبُ أَنْ تَسْلُكُوا وَتُرْضُوا ٱللهَ، تَزْدَادُونَ أَكْثَرَ. | ١ 1 |
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ଇସ୍ୱର୍କେ ସଃର୍ଦା କଃରୁକେ କଃନ୍କଃରି ଜିବନ୍ କାଟ୍ତା କଃତା, ସେ କଃତା ତୁମିମଃନ୍ ଅଃମାର୍ ତଃୟ୍ହୁଣି ଜଃନ୍କଃରି ସିକ୍ୟା ହାୟ୍ରିଲାସ୍, ଟିକ୍ ସେନ୍କଃରି ତୁମିମଃନ୍କେ ଜିବନ୍ କାଟି ଆସୁଲାସ୍, ମଃତର୍ ଇତାର୍ ତଃୟ୍ହୁଣି କଃଣ୍ଡେକ୍ ଅଃଦିକ୍ କଃରୁକେ ତୁମିମଃନ୍କେ ଅଃବେ ମାପ୍ରୁ ଜିସୁର୍ ନାଉଁଏ ଗଃଉଆରି କଃରି ସାସ୍ ଦେଉଁଲୁ ।
لِأَنَّكُمْ تَعْلَمُونَ أَيَّةَ وَصَايَا أَعْطَيْنَاكُمْ بِٱلرَّبِّ يَسُوعَ. | ٢ 2 |
କାୟ୍ତାକ୍ବଃଲେକ୍ ଅଃମିମଃନ୍ ମାପ୍ରୁ ଜିସୁର୍ ତଃୟ୍ହୁଣି ଅଃଦିକାର୍ ହାୟ୍ ତୁମିମଃନ୍କେ ଜାୟ୍ଜାୟ୍ ବଲ୍ ଦଃୟ୍ଆଚି, ସେରି ତୁମିମଃନ୍ ଜାଣାସ୍ ।
لِأَنَّ هَذِهِ هِيَ إِرَادَةُ ٱللهِ: قَدَاسَتُكُمْ. أَنْ تَمْتَنِعُوا عَنِ ٱلزِّنَا، | ٣ 3 |
କାୟ୍ତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍,
أَنْ يَعْرِفَ كُلُّ وَاحِدٍ مِنْكُمْ أَنْ يَقْتَنِيَ إِنَاءَهُ بِقَدَاسَةٍ وَكَرَامَةٍ، | ٤ 4 |
ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ ।
لَا فِي هَوَى شَهْوَةٍ كَٱلْأُمَمِ ٱلَّذِينَ لَا يَعْرِفُونَ ٱللهَ، | ٥ 5 |
ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
أَنْ لَا يَتَطَاوَلَ أَحَدٌ وَيَطْمَعَ عَلَى أَخِيهِ فِي هَذَا ٱلْأَمْرِ، لِأَنَّ ٱلرَّبَّ مُنْتَقِمٌ لِهَذِهِ كُلِّهَا كَمَا قُلْنَا لَكُمْ قَبْلًا وَشَهِدْنَا. | ٦ 6 |
ଆରେକ୍ ବିନ୍ କୁୟ୍ ବିସ୍ୱାସି ବାୟ୍କ୍ ଅଃନ୍ୟାୟ୍ କଃରାନାୟ୍ କି ସେମଃନ୍କେ ଜଃଟା ନାୟ୍, ଇ କଃତା ଅଃମି ଆଗ୍ତୁ କୟ୍ଆଚୁ ଆର୍ ଅଃବେ ହେଁ ଜଃଗ୍ରାତ୍ କଃରାୟ୍ ସାକି ଦେଉଁଲୁ, ଜୁୟ୍ ଲକ୍କେ ସେବାନ୍ୟା କଃରେଦ୍ ମାପ୍ରୁ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ ।
لِأَنَّ ٱللهَ لَمْ يَدْعُنَا لِلنَّجَاسَةِ بَلْ فِي ٱلْقَدَاسَةِ. | ٧ 7 |
କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ବିଟାଳ୍ ଜିବନ୍ କାଟୁକ୍ ନଃକୁଦି, ପବିତ୍ର ଅଃଉଁକେ କୁଦି ଆଚେ ।
إِذًا مَنْ يُرْذِلُ لَا يُرْذِلُ إِنْسَانًا، بَلِ ٱللهَ ٱلَّذِي أَعْطَانَا أَيْضًا رُوحَهُ ٱلْقُدُّوسَ. | ٨ 8 |
ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସିକ୍ୟାକ୍ ନଃମାନେ, ସେ ନଃରାର୍ ସିକ୍ୟାକ୍ ନଃମାନେ ସେରି ନାୟ୍, ମଃତର୍ ଜୁୟ୍ ଇସ୍ୱର୍ ତୁମିମଃନାର୍ ମଃନେ ଅଃହ୍ଣାର୍ ପବିତ୍ର ଆତ୍ମା ଦଃୟ୍ଦ୍, ତାକେ ନଃମାନେ ।
وَأَمَّا ٱلْمَحَبَّةُ ٱلْأَخَوِيَّةُ فَلَا حَاجَةَ لَكُمْ أَنْ أَكْتُبَ إِلَيْكُمْ عَنْهَا، لِأَنَّكُمْ أَنْفُسَكُمْ مُتَعَلِّمُونَ مِنَ ٱللهِ أَنْ يُحِبَّ بَعْضُكُمْ بَعْضًا. | ٩ 9 |
କ୍ରିସ୍ଟବିସ୍ୱାସି ବାୟ୍ବେଣିମଃନ୍କେ ତୁମାର୍ ଲାଡ୍ କଃର୍ତା କଃତା ତୁମିକେ ଆରେକ୍ ଅଃଦିକ୍ ଲେକଃତା ଲଳା ନାୟ୍, କାୟ୍ତାକ୍ବଃଲେକ୍ ନିଜ୍ନିଜ୍କେ କଃନ୍କଃରି ଲାଡ୍ କଃରାସ୍, ସେରି ନିଜେ ଇସ୍ୱରାର୍ ତଃୟ୍ହୁଣି ସିକି ଆଚାସ୍ ।
فَإِنَّكُمْ تَفْعَلُونَ ذَلِكَ أَيْضًا لِجَمِيعِ ٱلْإِخْوَةِ ٱلَّذِينَ فِي مَكِدُونِيَّةَ كُلِّهَا. وَإِنَّمَا أَطْلُبُ إِلَيْكُمْ أَيُّهَا ٱلْإِخْوَةُ أَنْ تَزْدَادُوا أَكْثَرَ، | ١٠ 10 |
ଆରେକ୍, ସଃତ୍କଃରି ମାକିଦନିଆର୍ ସଃବୁହାକ୍ ରେତା କ୍ରିସ୍ଟାନ୍ ବାୟ୍ବେଣିମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରୁଲାସ୍ । ଅୟ୍ଲେକ୍ ହେଁ ଏ ବାୟ୍ବେଣିମଃନ୍, ତୁମିମଃନ୍କେ ଜଃନ୍କଃରି ଆରେକ୍ ଅଃଦିକ୍ ସେରି କଃରାସ୍, ସେତାର୍ ଗିନେ ଗଃଉଆରି କଃରୁଲୁ ।
وَأَنْ تَحْرِصُوا عَلَى أَنْ تَكُونُوا هَادِئِينَ، وَتُمَارِسُوا أُمُورَكُمُ ٱلْخَاصَّةَ، وَتَشْتَغِلُوا بِأَيْدِيكُمْ أَنْتُمْ كَمَا أَوْصَيْنَاكُمْ، | ١١ 11 |
ଆରେକ୍ ତୁମିମଃନ୍କେ ଦିଲା ଅଃମିମଃନାର୍ ଆଦେସ୍ ହଃର୍କାରେ ତୁମିମଃନ୍କେ ଜଃନ୍କଃରି ସୁସ୍ତାୟ୍ ବାସାକଃରି ଅଃହ୍ଣା ଅଃହ୍ଣାର୍ କାମେ ଲାଗି ନିଜାର୍ ଜିବ୍କା ଅଃର୍ଜୁକ୍ ତୁମାର୍ ମଃନ୍ ଅଃଉଅ, ଇରି ତୁମିମଃନ୍ ରେଉଁକ୍ ଆର୍ ନିଜାର୍ ନିଜାର୍ ଆତେ କାମ୍ କଃରୁକେ ମାନ୍ତିର୍ କଃତା ବଃଲି ମଃନେ ବାବାସ୍, ଇତାର୍ ଗିନେ ଅଃମିମଃନ୍ ତୁମିମଃନ୍କେ ଗଉଆରି କଃରୁଲୁ ।
لِكَيْ تَسْلُكُوا بِلِيَاقَةٍ عِنْدَ ٱلَّذِينَ هُمْ مِنْ خَارِجٍ، وَلَا تَكُونَ لَكُمْ حَاجَةٌ إِلَى أَحَدٍ. | ١٢ 12 |
ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟ୍ରି ହେଁ ଅକେଟ୍ ନୟେ ।
ثُمَّ لَا أُرِيدُ أَنْ تَجْهَلُوا أَيُّهَا ٱلْإِخْوَةُ مِنْ جِهَةِ ٱلرَّاقِدِينَ، لِكَيْ لَا تَحْزَنُوا كَٱلْبَاقِينَ ٱلَّذِينَ لَا رَجَاءَ لَهُمْ. | ١٣ 13 |
ଏ ବାୟ୍ବେଣିମଃନ୍, ବଃର୍ସା ନୟ୍ଲା ବିନ୍ ସଃବୁ ଲକ୍ମଃନାର୍ ହର୍ ତୁମିମଃନ୍ ଜଃନ୍କଃରି ବଃଡେ ମଃନ୍ଦୁକ୍ ନଃକେରାସ୍, ଇତାର୍ ଗିନେ ମଃଲା ଲକ୍ମଃନାର୍ କଃତା ତୁମିମଃନ୍ ଜେ ଲୁକ୍ଣେ ରିଆ, ଇରି ଅଃମିମଃନାର୍ ମଃନ୍ ନାୟ୍ ।
لِأَنَّهُ إِنْ كُنَّا نُؤْمِنُ أَنَّ يَسُوعَ مَاتَ وَقَامَ، فَكَذَلِكَ ٱلرَّاقِدُونَ بِيَسُوعَ، سَيُحْضِرُهُمُ ٱللهُ أَيْضًا مَعَهُ. | ١٤ 14 |
କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ବିସ୍ୱାସ୍ କଃରୁଲୁ, ଜିସୁ ମଃରି ଆରେକ୍ ଉଟି ଆଚେ, ତଃବେ ଇସ୍ୱର୍ ହେଁ ଜିସୁର୍ ତଃୟ୍ ବିସ୍ୱାସ୍ କଃରି ମଃରିରିଲା ଲକ୍ମଃନ୍କେ ସେରଃକମ୍ ତାର୍ ସଃଙ୍ଗ୍ ଆଣେଦ୍, ଇରି ହେଁ ବିସ୍ୱାସ୍ କଃର୍ତା ଲଳା ।
فَإِنَّنَا نَقُولُ لَكُمْ هَذَا بِكَلِمَةِ ٱلرَّبِّ: إِنَّنَا نَحْنُ ٱلْأَحْيَاءَ ٱلْبَاقِينَ إِلَى مَجِيءِ ٱلرَّبِّ، لَا نَسْبِقُ ٱلرَّاقِدِينَ. | ١٥ 15 |
ଅଃମିମଃନ୍ ମାପ୍ରୁର୍ କଃତା ହଃର୍କାରେ ତୁମିମଃନ୍କେ ଇରି କଃଉଁଲୁ, ଅଃମିମଃନ୍ ଜଃତେକ୍ ଲକ୍ ମାପ୍ରୁ ଆସ୍ତା ଦିନ୍ ହଃତେକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ଅଃମିମଃନ୍ କଃନ୍କଃରି ହେଁ ମଃଲା ଲକ୍ମଃନାର୍ ତଃୟ୍ହୁଣି ଆଗ୍ତୁ ଜଃଉଁ ନଃହାରୁ ।
لِأَنَّ ٱلرَّبَّ نَفْسَهُ بِهُتَافٍ، بِصَوْتِ رَئِيسِ مَلَائِكَةٍ وَبُوقِ ٱللهِ، سَوْفَ يَنْزِلُ مِنَ ٱلسَّمَاءِ وَٱلْأَمْوَاتُ فِي ٱلْمَسِيحِ سَيَقُومُونَ أَوَّلًا. | ١٦ 16 |
କାୟ୍ତାକ୍ବଃଲେକ୍ ମାପ୍ରୁ ନିଜେ ଆଦେସ୍ ଦଃୟ୍ ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟ୍ ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି ।
ثُمَّ نَحْنُ ٱلْأَحْيَاءَ ٱلْبَاقِينَ سَنُخْطَفُ جَمِيعًا مَعَهُمْ فِي ٱلسُّحُبِ لِمُلَاقَاةِ ٱلرَّبِّ فِي ٱلْهَوَاءِ، وَهَكَذَا نَكُونُ كُلَّ حِينٍ مَعَ ٱلرَّبِّ. | ١٧ 17 |
ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପ୍ରୁର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପ୍ରୁର୍ ସଃଙ୍ଗ୍ ରେଉଁନ୍ଦ୍ ।
لِذَلِكَ عَزُّوا بَعْضُكُمْ بَعْضًا بِهَذَا ٱلْكَلَامِ. | ١٨ 18 |
ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।