< ١ يوحنَّا 2 >
يَا أَوْلَادِي، أَكْتُبُ إِلَيْكُمْ هَذَا لِكَيْ لَا تُخْطِئُوا. وَإِنْ أَخْطَأَ أَحَدٌ فَلَنَا شَفِيعٌ عِنْدَ ٱلْآبِ، يَسُوعُ ٱلْمَسِيحُ ٱلْبَارُّ. | ١ 1 |
ଏ ମର୍ ଲାଡାର୍ ହିଲାମଃନ୍ ତୁମିମଃନ୍ ଜଃନ୍କଃରି ହାହ୍ ନଃକେରାସ୍, ଇତାର୍ ଗିନେ ମୁଁୟ୍ ଇ ସଃବୁ ତୁମିମଃନାର୍ ହାକ୍ ଲେକୁଲେ । ମଃତର୍ କେ ଜଦି ହାହ୍ କଃରେଦ୍ ସେନ୍ ଅୟ୍ଲେକ୍ ଉବାର୍ ଚଃମେ ଅଃମିମଃନାର୍ ଗିନେ ଗଃଉଆରି କଃରୁକେ ଗଟ୍ ମାନାୟ୍ ଆଚେ ସେ ଅଃଉଁଲା ଦଃର୍ମି ଜିସୁ କ୍ରିସ୍ଟ ।
وَهُوَ كَفَّارَةٌ لِخَطَايَانَا. لَيْسَ لِخَطَايَانَا فَقَطْ، بَلْ لِخَطَايَا كُلِّ ٱلْعَالَمِ أَيْضًا. | ٢ 2 |
ଆର୍ ସେ ଅଃମିମଃନାର୍ ହାହାର୍ ଗିନେ, ଅଃକାୟ୍ ଅଃମାର୍ ହାହାର୍ ଗିନେ ନଃୟ୍ ମଃତର୍ ହୁର୍ତି ଜାକର୍ ହାହାର୍ ଗିନେ ହେଁ ହୁଜା ଅୟ୍ଆଚେ ।
وَبِهَذَا نَعْرِفُ أَنَّنَا قَدْ عَرَفْنَاهُ: إِنْ حَفِظْنَا وَصَايَاهُ. | ٣ 3 |
ଜଦି ଅଃମିମଃନ୍ ତାର୍ ଆଦେସ୍ ମାନୁନ୍ଦ୍ ତଃବେ ଅଃମିମଃନ୍ ସେତି ହୁଣି ଜାଣୁ ହାରୁନ୍ଦ୍ ଜେ, ଅଃମିମଃନ୍ ତାକ୍ ଜାଣିଆଚୁ ।
مَنْ قَالَ: «قَدْ عَرَفْتُهُ» وَهُوَ لَا يَحْفَظُ وَصَايَاهُ، فَهُوَ كَاذِبٌ وَلَيْسَ ٱلْحَقُّ فِيهِ. | ٤ 4 |
ତାର୍ ବିଦି ନଃମାନିକଃରି ତାକ୍ ଜାଣି ବଃଲି ଜେ କୟ୍ଦ୍, ସେ ମିଚୁଆ ଆର୍ ତାର୍ ତଃୟ୍ ସଃତ୍ ନାୟ୍
وَأَمَّا مَنْ حَفِظَ كَلِمَتَهُ، فَحَقًّا فِي هَذَا قَدْ تَكَمَّلَتْ مَحَبَّةُ ٱللهِ. بِهَذَا نَعْرِفُ أَنَّنَا فِيهِ: | ٥ 5 |
ମଃତର୍ ଜେ, ତାର୍ ବଲ୍ ମାନେଦ୍ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ ସଃତ୍କଃରି ହୁର୍ନ୍ ଅୟ୍ଆଚେ । ଇତାର୍ ଗିନେ ଅଃମିମଃନ୍ ଜାଣୁନ୍ଦ୍ ଜେ, ଅଃମିମଃନ୍ ତାର୍ ତଃୟ୍ ଆଚୁ ।
مَنْ قَالَ: إِنَّهُ ثَابِتٌ فِيهِ يَنْبَغِي أَنَّهُ كَمَا سَلَكَ ذَاكَ هَكَذَا يَسْلُكُ هُوَ أَيْضًا. | ٦ 6 |
ଜେ ତାର୍ ତଃୟ୍ ଆଚି ବଃଲି କୟ୍ଦ୍ ସେ ଜିସୁର୍ ହର୍ ଜିବନ୍ କାଟ୍ତାର୍ ହେଁ ଲଳା ଆଚେ ।
أَيُّهَا ٱلْإِخْوَةُ، لَسْتُ أَكْتُبُ إِلَيْكُمْ وَصِيَّةً جَدِيدَةً، بَلْ وَصِيَّةً قَدِيمَةً كَانَتْ عِنْدَكُمْ مِنَ ٱلْبَدْءِ. ٱلْوَصِيَّةُ ٱلْقَدِيمَةُ هِيَ ٱلْكَلِمَةُ ٱلَّتِي سَمِعْتُمُوهَا مِنَ ٱلْبَدْءِ. | ٧ 7 |
ଏ ଲାଡାର୍ ବାୟ୍ବେଣିମଃନ୍ ମୁଁୟ୍ ତୁମିମଃନାର୍ ହାକ୍ କାୟ୍ହେଁ ନଃଉଆଁ ଆଦେସ୍ ନଃଲେକି ମଃତର୍ ଆରୁମେ ଜୁୟ୍ ହଃର୍ନା ବଲ୍ ତୁମିମଃନ୍ ହାୟ୍ ଆଚାସ୍, ସେରି ଲେକୁଲେ, ଜୁୟ୍ ବିସୟ୍ ତୁମିମଃନ୍ ସୁଣି ଆଚାସ୍ ସେରି ହଃକା ସେ ହଃର୍ନା ଆଦେସ୍,
أَيْضًا وَصِيَّةً جَدِيدَةً أَكْتُبُ إِلَيْكُمْ، مَا هُوَ حَقٌّ فِيهِ وَفِيكُمْ: أَنَّ ٱلظُّلْمَةَ قَدْ مَضَتْ، وَٱلنُّورَ ٱلْحَقِيقِيَّ ٱلْآنَ يُضِيءُ. | ٨ 8 |
ଆରେକ୍ ଗଟ୍ତର୍, ମୁଁୟ୍ ନଃଉଆଁ ଆଦେସ୍ ହର୍ ମଃତର୍ ତୁମିମଃନାର୍ ହାକ୍ ଲେକୁଲେ ଇରି ତାର୍ ତଃୟ୍ ଆର୍ ତୁମାର୍ ତଃୟ୍ ସଃତ୍ ବଃଲି ଜାଣା ହଃଳେଦ୍ । କାୟ୍ତାକ୍ବଃଲେକ୍ ଅଃନ୍ଦାର୍ ଗୁଚିଜଃଉଁଲି ଆର୍ ସଃତ୍ ଉଜାଳ୍ ଜାଣା ହଃଳ୍ଲିନି ।
مَنْ قَالَ: إِنَّهُ فِي ٱلنُّورِ وَهُوَ يُبْغِضُ أَخَاهُ، فَهُوَ إِلَى ٱلْآنَ فِي ٱلظُّلْمَةِ. | ٩ 9 |
ଜେ ନିଜାର୍ ବାୟ୍ ଆର୍ ବେଣିକେ ଲାଡ୍ନଃକେରି କୟ୍ଦ୍ ଜେ, ସେ ଉଜାଳେ ଆଚେ, ମଃତର୍ ସେ ଅଃବେ ହଃତେକ୍ ହେଁ ଅଃନ୍ଦାରେ ଆଚେ ।
مَنْ يُحِبُّ أَخَاهُ يَثْبُتُ فِي ٱلنُّورِ وَلَيْسَ فِيهِ عَثْرَةٌ. | ١٠ 10 |
ଜେ ଅଃହ୍ଣାର୍ ବାୟ୍ବେଣିକେ ଲାଡ୍ କଃରେଦ୍ ସେ ଉଜାଳେ ରଃୟ୍ଦ୍, ଆରେକ୍ ସେ କଃନ୍କଃରିହେଁ ଜଟ୍ୟାୟ୍ ନୟ୍ ।
وَأَمَّا مَنْ يُبْغِضُ أَخَاهُ فَهُوَ فِي ٱلظُّلْمَةِ، وَفِي ٱلظُّلْمَةِ يَسْلُكُ، وَلَا يَعْلَمُ أَيْنَ يَمْضِي، لِأَنَّ ٱلظُّلْمَةَ أَعْمَتْ عَيْنَيْهِ. | ١١ 11 |
ମଃତର୍ ଜେ ଅଃହ୍ଣାର୍ ବାୟ୍ବେଣିକେ ଗିଣ୍ କଃରେଦ୍ ସେ ଅଃନ୍ଦାରେ ଆଚେ, ଆରେକ୍ ଅଃନ୍ଦାରେ ବାଟ୍ ଇଣ୍ଡି କେଣେ ଜଃଉଁଲା ସେରି ନିଜେ ନଃଜାଣେ ବଃଲେକ୍ ଅଃନ୍ଦାର୍ ତାର୍ ଆକିକେ କାଣା କଃରି ଆଚେ ।
أَكْتُبُ إِلَيْكُمْ أَيُّهَا ٱلْأَوْلَادُ، لِأَنَّهُ قَدْ غُفِرَتْ لَكُمُ ٱلْخَطَايَا مِنْ أَجْلِ ٱسْمِهِ. | ١٢ 12 |
ଏ ଇସ୍ୱରାର୍ ହିଲାମଃନ୍ ମୁୟ୍ଁ ତୁମାର୍ ହାକ୍ ଲେକୁଲେ, ବଃଲେକ୍ ଜିସୁର୍ ନାଉଁଆର୍ ଗିନେ ତୁମାର୍ ହାହ୍ କେମା ଅୟ୍ଆଚେ ।
أَكْتُبُ إِلَيْكُمْ أَيُّهَا ٱلْآبَاءُ، لِأَنَّكُمْ قَدْ عَرَفْتُمُ ٱلَّذِي مِنَ ٱلْبَدْءِ. أَكْتُبُ إِلَيْكُمْ أَيُّهَا ٱلْأَحْدَاثُ، لِأَنَّكُمْ قَدْ غَلَبْتُمُ ٱلشِّرِّيرَ. أَكْتُبُ إِلَيْكُمْ أَيُّهَا ٱلْأَوْلَادُ، لِأَنَّكُمْ قَدْ عَرَفْتُمُ ٱلْآبَ. | ١٣ 13 |
ଏ ଉବାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣି ଆଚାସ୍ । ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
كَتَبْتُ إِلَيْكُمْ أَيُّهَا ٱلْآبَاءُ، لِأَنَّكُمْ قَدْ عَرَفْتُمُ ٱلَّذِي مِنَ ٱلْبَدْءِ. كَتَبْتُ إِلَيْكُمْ أَيُّهَا ٱلْأَحْدَاثُ، لِأَنَّكُمْ أَقْوِيَاءُ، وَكَلِمَةُ ٱللهِ ثَابِتَةٌ فِيكُمْ، وَقَدْ غَلَبْتُمُ ٱلشِّرِّيرَ. | ١٤ 14 |
ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
لَا تُحِبُّوا ٱلْعَالَمَ وَلَا ٱلْأَشْيَاءَ ٱلَّتِي فِي ٱلْعَالَمِ. إِنْ أَحَبَّ أَحَدٌ ٱلْعَالَمَ فَلَيْسَتْ فِيهِ مَحَبَّةُ ٱلْآبِ. | ١٥ 15 |
ଇ ଜଃଗତ୍କେ କି ଜଃଗତାର୍ ବିସୟ୍କେ ଲାଡ୍ କଃରାନାୟ୍ । କେ ଜଦି ଇ ଜଃଗତ୍କେ ଲାଡ୍ କଃରେଦ୍ ଉବାର୍ ଲାଡ୍ ତାର୍ ତଃୟ୍ ନାୟ୍ ।
لِأَنَّ كُلَّ مَا فِي ٱلْعَالَمِ: شَهْوَةَ ٱلْجَسَدِ، وَشَهْوَةَ ٱلْعُيُونِ، وَتَعَظُّمَ ٱلْمَعِيشَةِ، لَيْسَ مِنَ ٱلْآبِ بَلْ مِنَ ٱلْعَالَمِ. | ١٦ 16 |
ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ ।
وَٱلْعَالَمُ يَمْضِي وَشَهْوَتُهُ، وَأَمَّا ٱلَّذِي يَصْنَعُ مَشِيئَةَ ٱللهِ فَيَثْبُتُ إِلَى ٱلْأَبَدِ. (aiōn ) | ١٧ 17 |
ଜଃଗତ୍ ଆର୍ ସେତିର୍ ଇଚା ଦୁୟ୍ଦିନିଆ, ମଃତର୍ ଜେ ଇସ୍ୱରାର୍ ଇଚା ହାଳେଦ୍ ସେ ଜୁଗେଜୁଗେ ରଃୟ୍ଦ୍ । (aiōn )
أَيُّهَا ٱلْأَوْلَادُ، هِيَ ٱلسَّاعَةُ ٱلْأَخِيرَةُ. وَكَمَا سَمِعْتُمْ أَنَّ ضِدَّ ٱلْمَسِيحِ يَأْتِي، قَدْ صَارَ ٱلْآنَ أَضْدَادٌ لِلْمَسِيحِ كَثِيرُونَ. مِنْ هُنَا نَعْلَمُ أَنَّهَا ٱلسَّاعَةُ ٱلْأَخِيرَةُ. | ١٨ 18 |
ଏ ହିଲାମଃନ୍ ସେସ୍କାଳ୍ ହଚ୍ଲିନି, ଆରେକ୍ ମିଚ୍ କ୍ରିସ୍ଟ ଆସେଦ୍ ବଃଲି ତୁମିମଃନ୍ ଜଃନ୍କଃରି ସୁଣି ରିଲାସ୍, ସେନ୍କଃରି ଅଃବେ ହେଁ ଗାଦେକ୍ ମିଚ୍ କ୍ରିସ୍ଟମଃନ୍ ବାର୍ଲାୟ୍ନି; ଇତାକ୍ ଅଃମିମଃନ୍ ଜାଣୁଲୁ ଜେ ସେସ୍ କାଳ୍ ହଚ୍ଲିନି ।
مِنَّا خَرَجُوا، لَكِنَّهُمْ لَمْ يَكُونُوا مِنَّا، لِأَنَّهُمْ لَوْ كَانُوا مِنَّا لَبَقَوْا مَعَنَا. لَكِنْ لِيُظْهَرُوا أَنَّهُمْ لَيْسُوا جَمِيعُهُمْ مِنَّا. | ١٩ 19 |
ସେମଃନ୍ ଅଃମିମଃନାର୍ ବିତ୍ରେ ହୁଣି ବାରାୟ୍ଲାୟ୍, ମଃତର୍ ଅଃମାର୍ ଦଃଳାର୍ ଲକ୍ ନଃରିଲାୟ୍; ବଃଲେକ୍ ଜଦି ସଃତ୍କଃରି ଅଃମାର୍ ଦଃଳାର୍ ଲକ୍ ଅୟ୍ରିଲେକ୍, ଅଃମାର୍ ସଃଙ୍ଗ୍ ରିଲାୟ୍ହୁଣି; ମଃତର୍ ସେମଃନ୍ ଜେ ଅଃମାର୍ ଦଃଳାର୍ ଲକ୍ ନୟ୍ ଇରି ଜଃନ୍କଃରି ଜାଣା ହଃଳେଦ୍ ଇତାର୍ ଗିନେ ସେମଃନ୍ ବାରାୟ୍ ଗଃଳାୟ୍ ।
وَأَمَّا أَنْتُمْ فَلَكُمْ مَسْحَةٌ مِنَ ٱلْقُدُّوسِ وَتَعْلَمُونَ كُلَّ شَيْءٍ. | ٢٠ 20 |
ତୁମିମଃନ୍ ସେ ପବିତ୍ର ମାନାୟ୍ ତଃୟ୍ହୁଣି ଦାନ୍ ହାୟ୍ ରିଲାକ୍ ତୁମି ସଃବୁଲକ୍ ଗିଆନ୍ ହାୟ୍ ଆଚାସ୍ ।
لَمْ أَكْتُبْ إِلَيْكُمْ لِأَنَّكُمْ لَسْتُمْ تَعْلَمُونَ ٱلْحَقَّ، بَلْ لِأَنَّكُمْ تَعْلَمُونَهُ، وَأَنَّ كُلَّ كَذِبٍ لَيْسَ مِنَ ٱلْحَقِّ. | ٢١ 21 |
ତୁମିମଃନ୍ ସଃତ୍ ଜାଣି ନଃରିଲାର୍ ଗିନେ ମୁଁୟ୍ ଜେ ତୁମିମଃନାର୍ ହାକ୍ ଲେକ୍ଲେ ସେରି ନାୟ୍, ମଃତର୍ ତୁମିମଃନ୍ ସଃତ୍ ଜାଣିରିଲାକ୍ ଲେକୁଲେ । ସଃତେହୁଣି ମିଚ୍ ଜାତ୍ ନୟ୍ ବଃଲି ଜାଣିରିଲାକ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ ।
مَنْ هُوَ ٱلْكَذَّابُ، إِلَّا ٱلَّذِي يُنْكِرُ أَنَّ يَسُوعَ هُوَ ٱلْمَسِيحُ؟ هَذَا هُوَ ضِدُّ ٱلْمَسِيحِ، ٱلَّذِي يُنْكِرُ ٱلْآبَ وَٱلِٱبْنَ. | ٢٢ 22 |
ଜିସୁ ଜେ କ୍ରିସ୍ଟ ଇରି ଜେ ନଃମାନେ ତାର୍ ତଃୟ୍ ହୁଣି ଆର୍ ମିଚୁଆ କେ? ଜେ ଇସ୍ୱର୍ ଆର୍ କ୍ରିସ୍ଟକେ ନଃମାନେ ସେ କ୍ରିସ୍ଟ ବିରଦି ।
كُلُّ مَنْ يُنْكِرُ ٱلِٱبْنَ لَيْسَ لَهُ ٱلْآبُ أَيْضًا، وَمَنْ يَعْتَرِفُ بِٱلِٱبْنِ فَلَهُ ٱلْآبُ أَيْضًا. | ٢٣ 23 |
ଜେ ଇସ୍ୱରାର୍ ହୟ୍ସିକ୍ ନଃମାନେ ସେ ଇସ୍ୱର୍କେ ନଃହାୟ୍; ଜେ କ୍ରିସ୍ଟକେ ମାନେଦ୍ ସେ ଇସ୍ୱର୍କେ ହେଁ ହାୟ୍ ଆଚେ ।
أَمَّا أَنْتُمْ فَمَا سَمِعْتُمُوهُ مِنَ ٱلْبَدْءِ فَلْيَثْبُتْ إِذًا فِيكُمْ. إِنْ ثَبَتَ فِيكُمْ مَا سَمِعْتُمُوهُ مِنَ ٱلْبَدْءِ، فَأَنْتُمْ أَيْضًا تَثْبُتُونَ فِي ٱلِٱبْنِ وَفِي ٱلْآبِ. | ٢٤ 24 |
ତୁମିମଃନ୍ ଆରୁମେ ଜାୟ୍ରି ସୁଣି ଆଚାସ୍ ସେରି ତୁମାର୍ ତଃୟ୍ ରେଅ । ତୁମିମଃନ୍ ଆରୁମେ ଜାୟ୍ରି ସୁଣି ଆଚାସ୍, ସେରି ଜଦି ତୁମାର୍ ତଃୟ୍ ରଃୟ୍ଦ୍ ତଃବେ ତୁମିମଃନ୍ ହେଁ କ୍ରିସ୍ଟର୍ ଆର୍ ଇସ୍ୱର୍ ତଃୟ୍ ରିଆସ୍ ।
وَهَذَا هُوَ ٱلْوَعْدُ ٱلَّذِي وَعَدَنَا هُوَ بِهِ: ٱلْحَيَاةُ ٱلْأَبَدِيَّةُ. (aiōnios ) | ٢٥ 25 |
ଆର୍ ସେ ଅଃମିମଃନ୍କ୍ ଜାୟ୍ରି ଜଃବାଉ କଃରି ଆଚେ, ସେରି ଅଃମ୍ବର୍ ଜିବନ୍ । (aiōnios )
كَتَبْتُ إِلَيْكُمْ هَذَا عَنِ ٱلَّذِينَ يُضِلُّونَكُمْ. | ٢٦ 26 |
ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଟକୁକେ ଉପାୟ୍ ହାଚ୍ତି, ସେମଃନାର୍ ବିସୟେ ମୁଁୟ୍ ତୁମାର୍ ହାକ୍ ଇ ସଃବୁ ଲେକ୍ଲେ ।
وَأَمَّا أَنْتُمْ فَٱلْمَسْحَةُ ٱلَّتِي أَخَذْتُمُوهَا مِنْهُ ثَابِتَةٌ فِيكُمْ، وَلَا حَاجَةَ بِكُمْ إِلَى أَنْ يُعَلِّمَكُمْ أَحَدٌ، بَلْ كَمَا تُعَلِّمُكُمْ هَذِهِ ٱلْمَسْحَةُ عَيْنُهَا عَنْ كُلِّ شَيْءٍ، وَهِيَ حَقٌّ وَلَيْسَتْ كَذِبًا. كَمَا عَلَّمَتْكُمْ تَثْبُتُونَ فِيهِ. | ٢٧ 27 |
ମଃତର୍ ତୁମିମଃନ୍କେ କ୍ରିସ୍ଟ ଜିସୁ ତାର୍ ପବିତ୍ରଆତ୍ମାୟ୍ ହୁର୍ନ୍ କଃରିଆଚେ, ତାର୍ ଆତ୍ମା ତୁମାର୍ ତଃୟ୍ ରେତା ହଃତେକ୍ ତୁମିମଃନ୍କେ ବିନ୍ଲକ୍ ସିକ୍ୟା ଦଃୟ୍ଦ୍, ଇରି ତୁମିମଃନାର୍ ଲଳା ନାୟ୍, ପବିତ୍ର ଆତ୍ମା ସଃବୁ ବିସୟେ ଟିକ୍ ସିକ୍ୟା ଦଃୟ୍ଦ୍ ତାର୍ ସିକ୍ୟା ମିଚ୍ ନୟ୍ । ସେ ପବିତ୍ର ଆତ୍ମାର୍ ସିକ୍ୟା ମାନିକଃରି କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ରିଆ ।
وَٱلْآنَ أَيُّهَا ٱلْأَوْلَادُ، ٱثْبُتُوا فِيهِ، حَتَّى إِذَا أُظْهِرَ يَكُونُ لَنَا ثِقَةٌ، وَلَا نَخْجَلُ مِنْهُ فِي مَجِيئِهِ. | ٢٨ 28 |
ତଃବେ ଏ ହିଲାମଃନ୍ କ୍ରିସ୍ଟର୍ ତଃୟ୍ ମିସିରିଆ, ତଃବେ ସେ ଜଃଡେବଃଳ୍ ଆସେଦ୍, ତାର୍ ଆସ୍ତା ବଃଳ୍ ତାର୍ ମୁଏଁ ଅଃମିମଃନ୍ ଲାଜ୍ ନଃହାୟ୍ ସାସ୍ ସଃଙ୍ଗ୍ ବେଟ୍ ଅଃଉଁନ୍ଦ୍ ।
إِنْ عَلِمْتُمْ أَنَّهُ بَارٌّ هُوَ، فَٱعْلَمُوا أَنَّ كُلَّ مَنْ يَصْنَعُ ٱلْبِرَّ مَوْلُودٌ مِنْهُ. | ٢٩ 29 |
ଅଃମିମଃନ୍ ଜାଣୁ ଜେ, କ୍ରିସ୍ଟ ନ୍ୟାୟ୍କାରି ଇରି ହେଁ ଅଃମିମଃନ୍ ଜାଣୁ ଜେ, ଜୁୟ୍ମଃନ୍ ଦଃର୍ମ୍ କାମ୍ କଃର୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।