< ١ كورنثوس 8 >

وَأَمَّا مِنْ جِهَةِ مَا ذُبِحَ لِلْأَوْثَانِ: فَنَعْلَمُ أَنَّ لِجَمِيعِنَا عِلْمًا. ٱلْعِلْمُ يَنْفُخُ، وَلَكِنَّ ٱلْمَحَبَّةَ تَبْنِي. ١ 1
ଏବେ ମୁଇ ଦେବିଦେବ୍‌ତାମନ୍‌କେ ପୁଜ୍‍ଲା ମାଉଁସ୍‌ ବିସଇନେଇ ଲେକ୍‌ଲିନି । ଏଟା ସତ୍‌ ଜେ ଆମ୍‌କେସେ ବୁଦି ଆଚେ ବଲି ତମେ ଜନ୍‌ଟା କଇଲାସ୍‌ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍‌ ଲକ୍‌କେ ଆଁକାର୍‌ ଜନମ୍‌ କରାଇସି । ମାତର୍‌ ଆଲାଦ୍‌ ଆମର୍‌ ବିସ୍‌ବାସ୍‌କେ ଡାଟ୍‌ କରାଇସି ।
فَإِنْ كَانَ أَحَدٌ يَظُنُّ أَنَّهُ يَعْرِفُ شَيْئًا، فَإِنَّهُ لَمْ يَعْرِفْ شَيْئًا بَعْدُ كَمَا يَجِبُ أَنْ يَعْرِفَ! ٢ 2
ଜନ୍‌ ଲକ୍‌, ଏ ବିସଇ ମୁଇ ଅଲପ୍‌ ଜାନିଆଚିବଲି ବାବ୍‌ସି, ସେ ସତଇସେ ଜାଇଟା ଜାନ୍‌ବା ଦର୍‌କାର୍‌, ସେଟା ଜାନେ ନାଇ ।
وَلَكِنْ إِنْ كَانَ أَحَدٌ يُحِبُّ ٱللهَ، فَهَذَا مَعْرُوفٌ عِنْدَهُ. ٣ 3
ମାତର୍‌ ଜନ୍‌ଲକ୍‌ ଜଦି ପର୍‌ମେସର୍‌କେ ଆଲାଦ୍‌ କଲାନି, ତାକେ ପର୍‌ମେସର୍‌ ଜାନେ ।
فَمِنْ جِهَةِ أَكْلِ مَا ذُبِحَ لِلْأَوْثَانِ: نَعْلَمُ أَنْ لَيْسَ وَثَنٌ فِي ٱلْعَالَمِ، وَأَنْ لَيْسَ إِلَهٌ آخَرُ إِلَّا وَاحِدًا. ٤ 4
ତେବେ ଦେବିଦେବ୍‌ତାମନ୍‌କେ ପୁଜ୍‍ଲା ମାଉଁସ୍‌ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍‌ତା ବଲି କାଇଟା ନାଇ । ଆମର୍‌ ପର୍‌ମେସର୍‌କେ ଚାଡିଦେଲେ ଆରି କେ ମିସା ପର୍‌ମେସର୍‌ ନାଇ ।
لِأَنَّهُ وَإِنْ وُجِدَ مَا يُسَمَّى آلِهَةً، سِوَاءٌ كَانَ فِي ٱلسَّمَاءِ أَوْ عَلَى ٱلْأَرْضِ، كَمَا يُوجَدُ آلِهَةٌ كَثِيرُونَ وَأَرْبَابٌ كَثِيرُونَ. ٥ 5
କାଇକେବଇଲେ ସରଗ୍‌ ପୁରେ ଅ କି ମଚ୍‌ପୁରେ ଅ ଜନ୍‌ଟାମନ୍‌କେ ଦେବିଦେବ୍‌ତା ବଲି କଇଲାଇନି, ଏଲେ ମିସା ସେମନ୍‌ ରଇପାରତ୍‌ । ଏନ୍ତି କେତେକ୍‌ କେତେକ୍‌ ଦେବ୍‌ତା ଆରି ମାପ୍‌ରୁ ଆଚତ୍‌ ।
لَكِنْ لَنَا إِلَهٌ وَاحِدٌ: ٱلْآبُ ٱلَّذِي مِنْهُ جَمِيعُ ٱلْأَشْيَاءِ، وَنَحْنُ لَهُ. وَرَبٌّ وَاحِدٌ: يَسُوعُ ٱلْمَسِيحُ، ٱلَّذِي بِهِ جَمِيعُ ٱلْأَشْيَاءِ، وَنَحْنُ بِهِ. ٦ 6
ସେମନ୍‌ ରଇଲେ ମିସା ଆମର୍‌ ଗଟେକ୍‌ ଆକା ବାବା ପର୍‌ମେସର୍‌, ଜନ୍‌ ବାବା କି ସବୁ ତିଆର୍‌ କଲାଆଚେ, ଆରି ଆମେ ତାର୍‌ ଲାଗି ବଁଚ୍‌ଲୁନି, ମାତର୍‌ ଗଟେକ୍‌ ବଲି ମାପ୍‌ରୁ ଜିସୁ କିରିସ୍‌ଟ, ତାର୍‌ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍‌ ଲାଗି ଆମେ ବଁଚ୍‌ଲୁନି ।
وَلَكِنْ لَيْسَ ٱلْعِلْمُ فِي ٱلْجَمِيعِ. بَلْ أُنَاسٌ بِٱلضَّمِيرِ نَحْوَ ٱلْوَثَنِ إِلَى ٱلْآنَ يَأْكُلُونَ كَأَنَّهُ مِمَّا ذُبِحَ لِوَثَنٍ، فَضَمِيرُهُمْ إِذْ هُوَ ضَعِيفٌ يَتَنَجَّسُ. ٧ 7
ଏଲେ ମିସା ଏ ସତ୍‌ ଗିଆନ୍‌ ସବୁଲକ୍‌ ନାଜାନତ୍‌ । ମାତର୍‌ କେତେଲକ୍‌ ଆଗେଅନି ଦେବି ଦେବ୍‌ତା ଆଚତ୍‌ ବଲି ବାବିକରି ସେମନ୍‌କେ ପୁଜା କରି ଆଇଲାଇନି । ସେମନର୍‌ ବିସ୍‌ବାସ୍‌ ଡାଟ୍‌ ନାଇଜେ ଦେବିଦେବ୍‌ତାମନ୍‌କେ ପୁଜ୍‌ଲାଟା କାଇଲେସରି ସେମନ୍‌ ସୁକଲ୍‌ ଅଇବାର୍‌ ନ‍ଏ ବଲି ବାବ୍‌ଲାଇନି ।
وَلَكِنَّ ٱلطَّعَامَ لَا يُقَدِّمُنَا إِلَى ٱللهِ، لِأَنَّنَا إِنْ أَكَلْنَا لَا نَزِيدُ وَإِنْ لَمْ نَأْكُلْ لَا نَنْقُصُ. ٨ 8
ମାତର୍‌ କାଦି କାଇବାଟା, ପର୍‌ମେସର୍‌ଟାନେଅନି ଆମ୍‌କେ ବିନେ ନ କରେ । ଆମେ କାଇଲେ କାଇ ଲାବ୍‌ ନଏଁ, କି ନ କାଇଲେ ମିସା କାଇଟା ନ ଜାଏ ।
وَلَكِنِ ٱنْظُرُوا لِئَلَّا يَصِيرَ سُلْطَانُكُمْ هَذَا مَعْثَرَةً لِلضُّعَفَاءِ. ٩ 9
ମାତର୍‌ କାଇଟା କାଇଲାସ୍‌ନି ସେ ବିସଇନେଇ ଜାଗ୍‌ରତ୍‌ ରୁଆ । ତମେ ଜନ୍‌ଟା କାଇଲାର୍‌ ଲାଗି ତମର୍‌ ଜନ୍‌ ବାଇର୍‌ ବିସ୍‌ବାସ୍‌ ଡାଟ୍‌ ନାଇ, ସେ ତମର୍‌ଲାଗି ପାପ୍‌ କର୍‌ବାର୍‌ ନାଇ ।
لِأَنَّهُ إِنْ رَآكَ أَحَدٌ يَا مَنْ لَهُ عِلْمٌ، مُتَّكِئًا فِي هَيْكَلِ وَثَنٍ، أَفَلَا يَتَقَوَّى ضَمِيرُهُ، إِذْ هُوَ ضَعِيفٌ، حَتَّى يَأْكُلَ مَا ذُبِحَ لِلْأَوْثَانِ؟! ١٠ 10
୧୦କାଇକେ ବଇଲେ, ତମେ ଗଟେକ୍‌ ବୁଦି ରଇଲା ଲକ୍‌ । ପୁଜ୍‌ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍‌ । ଜଦି ମନ୍‌ ବିତ୍‌ରେ ବିସ୍‌ବାସେ ଡାଟ୍‌ ନଇଲା ତମର୍‌ ଗଟେକ୍‌ ବାଇ, ସେ ତମ୍‌କେ ମନ୍ଦିରେ କାଇବାଟା ଦେକ୍‌ଲେ, ତାକେ ମିସା ପୁଜ୍‍ଲାଟା କାଇବାକେ ମନ୍‌ ଲାଗ୍‍ସି ।
فَيَهْلِكَ بِسَبَبِ عِلْمِكَ ٱلْأَخُ ٱلضَّعِيفُ ٱلَّذِي مَاتَ ٱلْمَسِيحُ مِنْ أَجْلِهِ. ١١ 11
୧୧ତେବେ ସେ ବାଇ ନସ୍‌ଟ ଅଇଲାନି, କାଇକେବଇଲେ ପୁଜ୍‌ଲାଟା କାଇଲାକେ ପାପ୍‌ କଲିନି ବଲି ସେ ବାବ୍‌ସି । କିରିସ୍‌ଟ ସେ ବାଇର୍‌ପାଇ ମଲାଆଚେ ବଲି ମିସା ତମର୍‌ ମନେ ରଇବାର୍‌ ଆଚେ ।
وَهَكَذَا إِذْ تُخْطِئُونَ إِلَى ٱلْإِخْوَةِ وَتَجْرَحُونَ ضَمِيرَهُمُ ٱلضَّعِيفَ، تُخْطِئُونَ إِلَى ٱلْمَسِيحِ. ١٢ 12
୧୨ଏନ୍ତାରି ତମେ ସଙ୍ଗର୍‌ ବିସ୍‌ବାସି ବାଇମନର୍‌ ବିରୁଦେ ପାପ୍‌ କଲାସ୍‌ନି ଆରି ତାକର୍‌ ବୁଜ୍‌ବା ବପୁ ଉନାଟାକେ, ବାଦା ଦେଇ ମାପ୍‌ରୁ ଜିସୁର୍‌ ବିରୁଦେ ମିସା ପାପ୍‌ କଲାସ୍‌ନି ।
لِذَلِكَ إِنْ كَانَ طَعَامٌ يُعْثِرُ أَخِي فَلَنْ آكُلَ لَحْمًا إِلَى ٱلْأَبَدِ، لِئَلَّا أُعْثِرَ أَخِي. (aiōn g165) ١٣ 13
୧୩ତେବେ ମୁଇ ପୁଜ୍‌ଲା ମାଉଁସ୍‌ କାଇଲାର୍‌ ଲାଗି ମର୍‌ ବାଇବଇନିମନ୍‌କେ ପାପ୍‌ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍‌ଲାଗି ମର୍‌ ବାଇବଇନିମନ୍‌ ପାପେ ନ ପଡତ୍‌ । (aiōn g165)

< ١ كورنثوس 8 >