< ١ كورنثوس 15 >
وَأُعَرِّفُكُمْ أَيُّهَا ٱلْإِخْوَةُ بِٱلْإِنْجِيلِ ٱلَّذِي بَشَّرْتُكُمْ بِهِ، وَقَبِلْتُمُوهُ، وَتَقُومُونَ فِيهِ، | ١ 1 |
ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କାର୍ ହାକ୍ ଜୁୟ୍ ନିକ କବୁର୍ ପର୍ଚାର୍ କଃରିରିଲେ, ଜୁୟ୍ରି ତୁମିମଃନ୍କେ ମାନିରିଲାସ୍, ଜୁୟ୍ତି ହେଁ ତିର୍ ଅୟ୍ ଆଚାସ୍, ମୁୟ୍ଁ ଜୁୟ୍ ରଃକମେ ସେରି ତୁମାର୍ ହାକ୍ ପର୍ଚାର୍ କଃରିରିଲେ, ଇରି ଏତାୟ୍ ଦେଉଁକ୍ ମଃନ୍କଃରୁଲେ ।
وَبِهِ أَيْضًا تَخْلُصُونَ، إِنْ كُنْتُمْ تَذْكُرُونَ أَيُّ كَلَامٍ بَشَّرْتُكُمْ بِهِ. إِلَّا إِذَا كُنْتُمْ قَدْ آمَنْتُمْ عَبَثًا! | ٢ 2 |
ଜଦି ତୁମିମଃନ୍ ସେରି ଜଃବର୍କଃରି ଦଃରିରିଆସ୍, ସେତାର୍ ଗିନେ ମୁକ୍ତି ହାଉଁଲାସ୍, ନୟ୍ଲେକ୍ତ ହଲ୍ୟାୟ୍ ତୁମିମଃନ୍କେ ବିସ୍ୱାସି ଅୟ୍ରିଲାସ୍ ।
فَإِنَّنِي سَلَّمْتُ إِلَيْكُمْ فِي ٱلْأَوَّلِ مَا قَبِلْتُهُ أَنَا أَيْضًا: أَنَّ ٱلْمَسِيحَ مَاتَ مِنْ أَجْلِ خَطَايَانَا حَسَبَ ٱلْكُتُبِ، | ٣ 3 |
କାୟ୍ତାକ୍ବଃଲେକ୍ ଜୁୟ୍ଜୁୟ୍ ବୁଦି ହାୟ୍ରିଲେ, ସେବିତ୍ରାର୍ ଇ ମୁଳ୍ସିକ୍ୟା ତୁମିମଃନ୍କେ ଦଃୟ୍ରିଲେ ବଃଲେକ୍, କ୍ରିସ୍ଟ ସାସ୍ତର୍ ହଃର୍କାରେ ଅଃମିମଃନାର୍ ହାହାର୍ ଗିନେ ମଃଲା ।
وَأَنَّهُ دُفِنَ، وَأَنَّهُ قَامَ فِي ٱلْيَوْمِ ٱلثَّالِثِ حَسَبَ ٱلْكُتُبِ، | ٤ 4 |
ସାସ୍ତର୍ ହଃର୍କାରେ ସେ ତହାଅୟଲା, ଆର୍ ତିନିଦିନେ ଜିବନ୍ ହାୟ୍ ଉଟ୍ଲା ।
وَأَنَّهُ ظَهَرَ لِصَفَا ثُمَّ لِلِٱثْنَيْ عَشَرَ. | ٥ 5 |
ସେ ପିତର୍, ଆର୍ ତାର୍ହଃଚେ ବାରଗଟ୍ ଚେଲାକେ ଦଃକାୟ୍ ଅୟ୍ଲା ।
وَبَعْدَ ذَلِكَ ظَهَرَ دَفْعَةً وَاحِدَةً لِأَكْثَرَ مِنْ خَمْسِمِئَةِ أَخٍ، أَكْثَرُهُمْ بَاقٍ إِلَى ٱلْآنَ. وَلَكِنَّ بَعْضَهُمْ قَدْ رَقَدُوا. | ٦ 6 |
ତାର୍ହଃଚେ ଅଃକାର୍କେ ହାଁଚ୍ସ ହୁଣି ଅଃଦିକ୍ ବାୟ୍ମଃନ୍ ତାର୍ ହଃଚେ ଜାତାଲକ୍ ଦଃକାୟ୍ ଅୟ୍ଲା; ସେମଃନ୍କାର ବିତ୍ରେ କଃତିଲକ୍ ଜିବନ୍ ଆଚ୍ତି, ମଃତର୍ ଚେଳେମଃନ୍ ମଃରିଜାୟ୍ ଆଚ୍ତି ।
وَبَعْدَ ذَلِكَ ظَهَرَ لِيَعْقُوبَ، ثُمَّ لِلرُّسُلِ أَجْمَعِينَ. | ٧ 7 |
ତାର୍ହଃଚେ ସେ ଜାକୁବକେ, ଆର୍ ହ୍ଚେ, ସବୁ ପେରିତ୍ମଃନ୍କ୍ ଦଃକାୟ୍ ଅୟ୍ଲା ।
وَآخِرَ ٱلْكُلِّ - كَأَنَّهُ لِلسِّقْطِ - ظَهَرَ لِي أَنَا. | ٨ 8 |
ସଃରାସଃରି ହଲ୍ୟା ଜଃଲମ୍ ଅୟ୍ଲା ହର୍ ଏକ୍ଲା ଜେ ମୁୟ୍ଁ, ସେ ମକେ ହେଁ ଦଃକାୟ୍ ଅୟ୍ଲା ।
لِأَنِّي أَصْغَرُ ٱلرُّسُلِ، أَنَا ٱلَّذِي لَسْتُ أَهْلًا لِأَنْ أُدْعَى رَسُولًا، لِأَنِّي ٱضْطَهَدْتُ كَنِيسَةَ ٱللهِ. | ٩ 9 |
କାୟ୍ତାକ୍ବଃଲେକ୍ ଇସ୍ୱରାର୍ ବିସ୍ୱାସି ଦଃଳ୍କେ କଃସ୍ଟ୍ ଦଃୟ୍ଆଚି ସେତାକ୍ ପେରିତ୍ମଃନାର୍ ବିତ୍ରେ ମୁୟ୍ଁ ସଃବ୍କେ ସାନ୍ ଆର୍ ପେରିତ୍ ନାଉଁଏ ନାଉଁ ହୁଟୁକ୍ ଜୟ୍ଗ୍ ନାୟ୍ ।
وَلَكِنْ بِنِعْمَةِ ٱللهِ أَنَا مَا أَنَا، وَنِعْمَتُهُ ٱلْمُعْطَاةُ لِي لَمْ تَكُنْ بَاطِلَةً، بَلْ أَنَا تَعِبْتُ أَكْثَرَ مِنْهُمْ جَمِيعِهِمْ. وَلَكِنْ لَا أَنَا، بَلْ نِعْمَةُ ٱللهِ ٱلَّتِي مَعِي. | ١٠ 10 |
ମଃତର୍ ମୁୟ୍ଁ ଜାୟ୍ରି ଅୟ୍ ଆଚି, ସେରି ଇସ୍ୱରାର୍ ଦଃୟାୟ୍ ଅୟ୍ ଆଚି, ଆର୍ ମକେ ଦିଲାର୍ ତାର୍ ଦଃୟା ହଲ୍ୟା ଅୟ୍ ନଃକେରେ । ମଃତର୍ ମୁୟ୍ଁ ସେ ସଃବୁଲକାର୍ ତଃୟ୍ହୁଣି ଅଃଦିକ୍ କଃସ୍ଟ୍ କଃରିଆଚି, ଅୟ୍ଲେକ୍ ହେଁ ମୁୟ୍ଁ ନାୟ୍ ମଃତର୍ ମର୍ସଃଙ୍ଗ୍ ରିଲା ଦଃୟା ସେରି କଃରି ଆଚେ ।
فَسَوَاءٌ أَنَا أَمْ أُولَئِكَ، هَكَذَا نَكْرِزُ وَهَكَذَا آمَنْتُمْ. | ١١ 11 |
ସେତାକ୍ ମୁୟ୍ଁ କି ସେମଃନ୍ ଅଃଉଅତ୍ ଇରଃକମ୍ ଅଃମିମଃନ୍ ପର୍ଚାର୍ କଃରିରେଉଁନ୍ଦ୍, ଆର୍ ଇରଃକମ୍ ତୁମିମଃନ୍କେ ବିସ୍ୱାସି ଅୟ୍ ଆଚାସ୍ ।
وَلَكِنْ إِنْ كَانَ ٱلْمَسِيحُ يُكْرَزُ بِهِ أَنَّهُ قَامَ مِنَ ٱلْأَمْوَاتِ، فَكَيْفَ يَقُولُ قَوْمٌ بَيْنَكُمْ: «إِنْ لَيْسَ قِيَامَةُ أَمْوَاتٍ»؟ | ١٢ 12 |
କ୍ରିସ୍ଟ ଜେ ମଃଲାମଃନ୍କାର୍ ବିତ୍ରେ ହୁଣି ଉଟିଆଚେ, ଇତି ଜଦି ପର୍ଚାର୍ କଃରାଜାୟ୍ ଆଚେ, ତଃବେ ମଃଲା ଲକାର୍ ଆରେକ୍ ଉଟ୍ତାର୍ ନାୟ୍ ବଃଲି ତୁମିମଃନ୍କାର୍ ବିତ୍ରେ ଚେଳେମଃନ୍ କଃନ୍କଃରି କଃଉଁଲାୟ୍ ।
فَإِنْ لَمْ تَكُنْ قِيَامَةُ أَمْوَاتٍ فَلَا يَكُونُ ٱلْمَسِيحُ قَدْ قَامَ! | ١٣ 13 |
ଜଦି ମଃଲା ଲକାର୍ ଆରେକ୍ ଉଟ୍ତାର୍ ନାୟ୍, ତଃବେ କ୍ରିସ୍ଟ ହେଁ ଉଟି ନଃକେରେ ।
وَإِنْ لَمْ يَكُنِ ٱلْمَسِيحُ قَدْ قَامَ، فَبَاطِلَةٌ كِرَازَتُنَا وَبَاطِلٌ أَيْضًا إِيمَانُكُمْ، | ١٤ 14 |
ଆର୍ ଜଦି କ୍ରିସ୍ଟ ଉଟି ନଃକେରେ, ତଃନ୍ଅଲେ ଅଃମାର୍ ପର୍ଚାର୍ ମିଚ୍, ତୁମିମଃନ୍କାର୍ ବିସ୍ୱାସ୍ ହେଁ ହଲ୍ୟା ।
وَنُوجَدُ نَحْنُ أَيْضًا شُهُودَ زُورٍ لِلهِ، لِأَنَّنَا شَهِدْنَا مِنْ جِهَةِ ٱللهِ أَنَّهُ أَقَامَ ٱلْمَسِيحَ وَهُوَ لَمْ يُقِمْهُ، إِنْ كَانَ ٱلْمَوْتَى لَا يَقُومُونَ. | ١٥ 15 |
ଆର୍ ଅଃମିମଃନ୍ ଇସ୍ୱରାର୍ କଃତାର୍ ମିଚ୍ ସାକି, ଇତି ଜାଣାହଃଳୁଲି । କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ବିରଦେ ସାକିଦିଲୁହୁଣି ସେ କ୍ରିସ୍ଟକେ ଉଟାୟ୍ ଆଚେ, ମଃତର୍ ଜଦି ମଃଲା ଲକ୍ ନୁଟ୍ତି, ତଃବେ ସେ ଇସ୍ୱର୍ ତାକେ ଉଟାୟ୍ ନଃକେରେ ।
لِأَنَّهُ إِنْ كَانَ ٱلْمَوْتَى لَا يَقُومُونَ، فَلَا يَكُونُ ٱلْمَسِيحُ قَدْ قَامَ. | ١٦ 16 |
ଜଦି ମଃଲା ଲକ୍ ମଃର୍ନେହୁଣି ନୁଟ୍ତି, ତଃବେ କ୍ରିସ୍ଟ ହେଁ ନଃଉଟେ;
وَإِنْ لَمْ يَكُنِ ٱلْمَسِيحُ قَدْ قَامَ، فَبَاطِلٌ إِيمَانُكُمْ. أَنْتُمْ بَعْدُ فِي خَطَايَاكُمْ! | ١٧ 17 |
ଆର୍ ଜଦି କ୍ରିସ୍ଟ ଉଟି ନଃକରେ, ତଃବେ ତୁମିମଃନ୍କାର୍ ବିସ୍ୱାସ ହଲ୍ୟା, ଆର୍ ତୁମିମଃନ୍କେ ଅଃବେ ହଃତେକ୍ ହାହେ ଆଚାସ୍ ।
إِذًا ٱلَّذِينَ رَقَدُوا فِي ٱلْمَسِيحِ أَيْضًا هَلَكُوا! | ١٨ 18 |
ତଃନ୍ ଅୟ୍ଲେକ୍ ଜୁୟ୍ ଲକ୍ମଃନ୍ କ୍ରିସ୍ଟର୍ ତଃୟ୍ ମଃରି ଆଚ୍ତି, ସେମଃନ୍ ହେଁ ନାସ୍ ଅୟ୍ ଆଚ୍ତି ।
إِنْ كَانَ لَنَا فِي هَذِهِ ٱلْحَيَاةِ فَقَطْ رَجَاءٌ فِي ٱلْمَسِيحِ، فَإِنَّنَا أَشْقَى جَمِيعِ ٱلنَّاسِ. | ١٩ 19 |
ଜଦି ଇ ଜିବନାର୍ ଗିନେ ହଃକା ଅଃମିମଃନ୍ କ୍ରିସ୍ଟର୍ତଃୟ୍ ଆସା କଃରିଆଚୁ, ତଃବେ ସଃବୁ ମାନାୟ୍ ମଃନ୍କାର୍ ବିତ୍ରେ ଅଃମାର୍ ଅଃଦିକ୍ ଦୁକାର୍ କଃତା ।
وَلَكِنِ ٱلْآنَ قَدْ قَامَ ٱلْمَسِيحُ مِنَ ٱلْأَمْوَاتِ وَصَارَ بَاكُورَةَ ٱلرَّاقِدِينَ. | ٢٠ 20 |
ମଃତର୍ ସଃତ୍କଃରି କ୍ରିସ୍ଟ ହଃର୍ତୁ ହଃଳ୍ ହର୍ ମଃଲା ଲକ୍ମଃନାର୍ ବିତ୍ରେ ହୁଣି ଉଟିଆଚେ ।
فَإِنَّهُ إِذِ ٱلْمَوْتُ بِإِنْسَانٍ، بِإِنْسَانٍ أَيْضًا قِيَامَةُ ٱلْأَمْوَاتِ. | ٢١ 21 |
କାୟ୍ତାକ୍ବଃଲେକ୍ ମାନାୟ୍ର୍ ତଃୟ୍ ହୁଣି ମଃର୍ନ୍ ଆୟ୍ଲି, ଆର୍ ସେରଃକମ୍ ମାନାୟ୍ ତଃୟ୍ହୁଣି ମଃଲା ଲକ୍ମଃନ୍କାର୍ ଉଟ୍ତାର୍ ଆସି ଆଚେ ।
لِأَنَّهُ كَمَا فِي آدَمَ يَمُوتُ ٱلْجَمِيعُ، هَكَذَا فِي ٱلْمَسِيحِ سَيُحْيَا ٱلْجَمِيعُ. | ٢٢ 22 |
ସେତାକ୍ ଆଦମ୍ ତଃୟ୍ ମିସିରିଲାକେ ଜଃନ୍କଃରି ସଃବୁଲକ୍ ମଃର୍ନ୍ ଡଃଣ୍ଡ୍ ହାଉତି, ସେ ରଃକମ୍ ହେଁ କ୍ରିସ୍ଟର୍ ତଃୟ୍ ମିସ୍ଲାକେ ସଃବୁ ଲକ୍ ଜିବନ୍ ହାଉତି ।
وَلَكِنَّ كُلَّ وَاحِدٍ فِي رُتْبَتِهِ: ٱلْمَسِيحُ بَاكُورَةٌ، ثُمَّ ٱلَّذِينَ لِلْمَسِيحِ فِي مَجِيئِهِ. | ٢٣ 23 |
ମଃତର୍ ସଃବୁଲକ୍ ଅଃହ୍ଣାର୍ ଅଃହ୍ଣାର୍ ଦଃଳେ ହଃର୍ତୁ ହଃଳ୍ ହର୍ କ୍ରିସ୍ଟ, ହଃଚେ କ୍ରିସ୍ଟର୍ ଆସ୍ତାବଃଳ୍ ତାର୍ ତଃୟ୍ ଆୟ୍ଲି ଲକ୍ମଃନ୍ ।
وَبَعْدَ ذَلِكَ ٱلنِّهَايَةُ، مَتَى سَلَّمَ ٱلْمُلْكَ لِلهِ ٱلْآبِ، مَتَى أَبْطَلَ كُلَّ رِيَاسَةٍ وَكُلَّ سُلْطَانٍ وَكُلَّ قُوَّةٍ. | ٢٤ 24 |
ତାର୍ହଃଚେ ଜୁଗ୍ ବୁଡେଦ୍ । କ୍ରିସ୍ଟ ସଃବୁ ବିଟାଳ୍ ଆତ୍ମା, ଜାର୍ତଃୟ୍ ରାଜ୍କଃର୍ତାର୍, ଅଃଦିକାରି, ଆର୍ ସଃକ୍ତି ଆଚେ ସେ ସଃବ୍କେ ଆରାୟ୍ଦ୍, ଆର୍ ତାର୍ ହଃଚେ ଉବା ଇସ୍ୱର୍କେ ରାଇଜ୍ କଃରୁକେ ସଃହ୍ରି ଦଃୟ୍ଦ୍ ।
لِأَنَّهُ يَجِبُ أَنْ يَمْلِكَ حَتَّى «يَضَعَ جَمِيعَ ٱلْأَعْدَاءِ تَحْتَ قَدَمَيْهِ». | ٢٥ 25 |
ବଃଲେକ୍ ପର୍ବୁ ସଃବୁ ସଃତ୍ରୁ ମଃନ୍କେ ନିଜାର୍ ହାଦ୍ ତ୍ଳେ ନଃସେଙ୍ଗାଉତା ହଃତେକ୍ ତାକେ ଜଃନ୍କଃରି ହେଁ ରାୟଃଜ୍ କଃରେଦ୍ ।
آخِرُ عَدُوٍّ يُبْطَلُ هُوَ ٱلْمَوْتُ. | ٢٦ 26 |
ସଃରାସଃରି ସଃତ୍ରୁ ହର୍ ମଃର୍ନ୍କେ ବଃସମ୍ କଃରା ଅୟ୍ଦ୍ ।
لِأَنَّهُ أَخْضَعَ كُلَّ شَيْءٍ تَحْتَ قَدَمَيْهِ. وَلَكِنْ حِينَمَا يَقُولُ: «إِنَّ كُلَّ شَيْءٍ قَدْ أُخْضِعَ» فَوَاضِحٌ أَنَّهُ غَيْرُ ٱلَّذِي أَخْضَعَ لَهُ ٱلْكُلَّ. | ٢٧ 27 |
କାୟ୍ତାକ୍ବଃଲେକ୍ ସାସ୍ତର୍ କଃଉଁଲି ସେ ସଃବୁ କଃତା କ୍ରିସ୍ଟର୍ ହାଦ୍ତଃଳେ କଃରେଦ୍ । ଜଃଡ୍ବଃଳ୍ ସେ କୟ୍ଦ୍, ସଃବୁ କଃତା ତାର୍ ଆୟ୍ତେ କଃରାଜାୟ୍ ଆଚେ, ଇରି ସଃତ୍, ସଃବୁ କଃତା ଜେ ତାର୍ ଆୟ୍ତେ କଃଲା, ସେସଃବୁର୍ ବିତ୍ରେ ଇସ୍ୱର୍ ନାୟ୍ ।
وَمَتَى أُخْضِعَ لَهُ ٱلْكُلُّ، فَحِينَئِذٍ ٱلِٱبْنُ نَفْسُهُ أَيْضًا سَيَخْضَعُ لِلَّذِي أَخْضَعَ لَهُ ٱلْكُلَّ، كَيْ يَكُونَ ٱللهُ ٱلْكُلَّ فِي ٱلْكُلِّ. | ٢٨ 28 |
ଆର୍ ସଃବୁକଃତା କ୍ରିସ୍ଟର୍ ଆୟ୍ତେ କଃରାଗ୍ଲା ହଃଚେ ସଃବୁକଃତା ତାର୍ ଆୟ୍ତେ କଃଲା, ନିଜେ କ୍ରିସ୍ଟ ହେଁ ତାର୍ ଆୟ୍ତେ ରଃୟ୍ଦ୍, ଜଃନ୍କଃରି ଇସ୍ୱର୍ ରାୟ୍ଜ୍ ସଃବ୍କାର୍ ଉହ୍ରେ ଅୟ୍ଦ୍ ।
وَإِلَّا فَمَاذَا يَصْنَعُ ٱلَّذِينَ يَعْتَمِدُونَ مِنْ أَجْلِ ٱلْأَمْوَاتِ؟ إِنْ كَانَ ٱلْأَمْوَاتُ لَا يَقُومُونَ ٱلْبَتَّةَ، فَلِمَاذَا يَعْتَمِدُونَ مِنْ أَجْلِ ٱلْأَمْوَاتِ؟ | ٢٩ 29 |
ମଃଲା ଲକାର୍ ଗିନେ ଜୁୟ୍ ଲକ୍ମଃନ୍ ବାପ୍ତିସମ୍ ଅଃଉତି, ସେମଃନାର୍ ବିସୟେ ତୁମି କାୟ୍ରି ଲେକ୍ଲାସ୍, କଃତେକ୍ ଲକାର୍ କଃତା ଇସାବେ, ଜୁୟ୍ ଲକ୍ମଃନ୍ ମଃରି ନଃଉଟ୍ତି ସେମଃନାର୍ ଗିନେ ବିନ୍ ଲକ୍କେ କାୟ୍ତାକ୍ ବାପ୍ତିସମ୍ ଦିଆ ଅୟ୍ଦ୍?
وَلِمَاذَا نُخَاطِرُ نَحْنُ كُلَّ سَاعَةٍ؟ | ٣٠ 30 |
ଆରେକ୍ ଅଃମିମଃନ୍ କାୟ୍ତାକ୍ ହଃତିତର୍ ବିପ୍ତିଏ ହଃଳୁଲୁ ।
إِنِّي بِٱفْتِخَارِكُمُ ٱلَّذِي لِي فِي يَسُوعَ ٱلْمَسِيحِ رَبِّنَا، أَمُوتُ كُلَّ يَوْمٍ. | ٣١ 31 |
ଏ ବାୟ୍ ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ ତୁମାର୍ ଗିନେ ମୁୟ୍ଁ ଜୁୟ୍ ଗଃର୍ବ୍ କଃରି ଆଚି, ସେତିର୍ ସଃୟ୍ତ୍ କଃରି କଃଉଁଲେ, ମୁୟ୍ଁ ସଃବୁ ଦିନ୍ ମଃରୁଲେ ।
إِنْ كُنْتُ كَإِنْسَانٍ قَدْ حَارَبْتُ وُحُوشًا فِي أَفَسُسَ، فَمَا ٱلْمَنْفَعَةُ لِي؟ إِنْ كَانَ ٱلْأَمْوَاتُ لَا يَقُومُونَ، «فَلْنَأْكُلْ وَنَشْرَبْ لِأَنَّنَا غَدًا نَمُوتُ!». | ٣٢ 32 |
ଜଦି ଲକାର୍ ଚାଲ୍ଚାଲ୍ତି ହଃର୍କାରେ ମୁୟ୍ଁ ଏପିସିଏ ବଃନାର୍ ଜଃତୁମଃନାର୍ ହର୍ ଲକ୍ମଃନାର୍ ସଃଙ୍ଗ୍ ଜୁଜ୍ କଃରିଆଚି, ତଃବେ ସେତି ମର୍ କାୟ୍ ଲାବ୍ ଅୟ୍ଲି? ଜଦି ମଃଲା ଲକ୍ ନଃଉଟ୍ତି, ତଃବେ ଆସା, କଃତାରିଲା ହଃର୍କାରେ ଅଃମିମଃନ୍ “କାଉଆ ହିଉଆ କଃରୁଆଁ କାୟ୍ତାକ୍ବଃଲେକ୍ କାଲି ଅଃମିମଃନ୍ ମଃରୁଆଁ ।”
لَا تَضِلُّوا: «فَإِنَّ ٱلْمُعَاشَرَاتِ ٱلرَّدِيَّةَ تُفْسِدُ ٱلْأَخْلَاقَ ٱلْجَيِّدَةَ». | ٣٣ 33 |
ମଃତର୍ ତୁମିମଃନ୍ ବୁଲ୍କା ନାୟ୍, ନିକ ଚାଲାଚାଲ୍ତି କଃରାବ୍ ଚାଲ୍ଚାଲ୍ତି ନଃସ୍ଟ୍ କଃରେଦ୍ ।
اُصْحُوا لِلْبِرِّ وَلَا تُخْطِئُوا، لِأَنَّ قَوْمًا لَيْسَتْ لَهُمْ مَعْرِفَةٌ بِٱللهِ. أَقُولُ ذَلِكَ لِتَخْجِيلِكُمْ! | ٣٤ 34 |
ନ୍ୟାୟ୍ବାବେ ଜଃଗ୍ରାତ୍ ଅଃଉଆ ହାହ୍ କଃରା ନାୟ୍, କାୟ୍ତାକ୍ବଃଲେକ୍ କଃର୍ତାର୍ ଇସ୍ୱରାର୍ କଃତାୟ୍ ଗିଆନ୍ ନାୟ୍; ମୁୟ୍ଁ ତୁମିମଃନ୍କାର୍ ଲାଜାର୍ ଗିନେ ଇ କଃତା କଃଉଁଲେ ।
لَكِنْ يَقُولُ قَائِلٌ: «كَيْفَ يُقَامُ ٱلْأَمْوَاتُ؟ وَبِأَيِّ جِسْمٍ يَأْتُونَ؟». | ٣٥ 35 |
କେ ହଃଚାରୁ ହାରେ, “ମଃଲା ଲକ୍ମଃନ୍ କଃନକଃରି ଉଟ୍ତି? କଃନ୍କା ଗଃଗାଳେ ସେମଃନ୍ ଆସ୍ତି?”
يَاغَبِيُّ! ٱلَّذِي تَزْرَعُهُ لَا يُحْيَا إِنْ لَمْ يَمُتْ. | ٣٦ 36 |
ଏ ନିର୍ବୁଦିଆ, ତୁମି ନିଜେ ଜାୟ୍ରି ବୁଣାସ୍ ସେରି ନଃମେଲେକ୍ ଜିବନ୍ ନଃହାୟ୍ ।
وَٱلَّذِي تَزْرَعُهُ، لَسْتَ تَزْرَعُ ٱلْجِسْمَ ٱلَّذِي سَوْفَ يَصِيرُ، بَلْ حَبَّةً مُجَرَّدَةً، رُبَّمَا مِنْ حِنْطَةٍ أَوْ أَحَدِ ٱلْبَوَاقِي. | ٣٧ 37 |
ଆର୍ ଜୁୟ୍ ଗଃଗାଳ୍ ଅୟ୍ଦ୍ ସେରି ନଃବୁଣାସ୍, ମଃତର୍ ଗଅଁ ଅଃଉଅ କି ବିନ୍ ଜୁୟ୍ ତାସ୍ ହେଁ ଅଃଉଅ ସେରି ଅଃବ୍କା ମୁଞ୍ଜି ହଃକା ।
وَلَكِنَّ ٱللهَ يُعْطِيهَا جِسْمًا كَمَا أَرَادَ. وَلِكُلِّ وَاحِدٍ مِنَ ٱلْبُزُورِ جِسْمَهُ. | ٣٨ 38 |
ମଃତର୍ ଇସ୍ୱର୍ ଅଃହ୍ଣାର୍ ଇଚା ହଃର୍କାରେ ତାକେ ଗଃଗାଳ୍ ଦଃୟ୍ଦ୍, ଆର୍ ସଃବୁ ବିଆନ୍ ବିତ୍ରେ ହଃତିତାକେ ସେ ଅଃହ୍ଣାର୍ ଗଃଗାଳ୍ ଦଃୟ୍ଦ୍ ।
لَيْسَ كُلُّ جَسَدٍ جَسَدًا وَاحِدًا، بَلْ لِلنَّاسِ جَسَدٌ وَاحِدٌ، وَلِلْبَهَائِمِ جَسَدٌ آخَرُ، وَلِلسَّمَكِ آخَرُ، وَلِلطَّيْرِ آخَرُ. | ٣٩ 39 |
ସଃବୁ ଜିବ୍ଜଃତୁର୍ ଗଃଗାଳ୍ ଅଃକାହର୍ ନଃରଃୟ୍, ମଃତର୍ ମାନାୟ୍ମଃନାର୍ ଗଟେକ୍ ରଃକମ୍ ଗଃଗାଳ୍, ଜଃତୁମଃନାର୍ ବିନ୍ ରଃକମ୍ ଗଃଗାଳ୍ ଆରେକ୍ ଚେଳେମଃନ୍କାର୍ ଆରେକ୍ ବିନ୍ ରଃକମ୍ ଗଃଗାଳ୍ ଆର୍ ମାଚ୍ ମଃନାର୍ ବିନ୍ ରଃକମ୍ ଗଃଗାଳ୍ ।
وَأَجْسَامٌ سَمَاوِيَّةٌ، وَأَجْسَامٌ أَرْضِيَّةٌ. لَكِنَّ مَجْدَ ٱلسَّمَاوِيَّاتِ شَيْءٌ، وَمَجْدَ ٱلْأَرْضِيَّاتِ آخَرُ. | ٤٠ 40 |
ଅଃଗାସାର୍ ଗଃଗାଳ୍ ଆଚେ ଆର୍ ହୁର୍ତିବିର୍ ଗଃଗାଳ୍ ହେଁ ଆଚେ, ମଃତର୍ ସଃର୍ଗ୍ହୁରାର୍ ଗଃଗାଳାର୍ ଗଟେରଃକମ୍ ଉଜାଳ୍, ହୁର୍ତିବିର୍ ଗଃଗାଳାର୍ ବିନ୍ ରଃକମ୍ ଉଜାଳ୍ ।
مَجْدُ ٱلشَّمْسِ شَيْءٌ، وَمَجْدُ ٱلْقَمَرِ آخَرُ، وَمَجْدُ ٱلنُّجُومِ آخَرُ. لِأَنَّ نَجْمًا يَمْتَازُ عَنْ نَجْمٍ فِي ٱلْمَجْدِ. | ٤١ 41 |
ବେଳାର୍ ଗଟେରଃକମ୍ ଉଜାଳ୍, ଜନାର୍ ଗଟ୍ରଃକମ୍ ଉଜାଳ୍ ଆର୍ ତାରାମଃନାର୍ ବିନ୍ ରଃକମ୍ ଉଜାଳ୍; ଉଜାଳେ ଗଟ୍ ତାରା ଆରେଗଟ୍ ତାରା ତଃୟ୍ହୁଣି ବିନ୍ ।
هَكَذَا أَيْضًا قِيَامَةُ ٱلْأَمْوَاتِ: يُزْرَعُ فِي فَسَادٍ وَيُقَامُ فِي عَدَمِ فَسَادٍ. | ٤٢ 42 |
ତୁମିମଃନାର୍ ମଃର୍ନେହୁଣି ଉଟ୍ତାର୍ ହେଁ ସେରଃକମ୍ । ନଃସ୍ଟେ ବୁଣା ଜାୟ୍ଦ୍, ମଃତର୍ ନଃସ୍ଟ୍ ନଃୟ୍କଃରି ଉଟେଦ୍ । ତହ୍ତା ଗଃଗାଳ୍ ନଃସ୍ଟ୍ ଅୟ୍ଦ୍, ମଃତର୍ ଆରେକ୍ ଉଟ୍ଲା ଗଃଗାଳ୍ ନଃସ୍ଟ୍ ନୟ୍ ।
يُزْرَعُ فِي هَوَانٍ وَيُقَامُ فِي مَجْدٍ. يُزْرَعُ فِي ضَعْفٍ وَيُقَامُ فِي قُوَّةٍ. | ٤٣ 43 |
ଲାଡ୍ ନଃକେରି ବୁଣା ଜାୟ୍ଦ୍, ଜଃଜ୍ମାନ୍ ଅୟ୍ ଉଟେଦ୍; ଦୁର୍ବୁଳେ ବୁଣା ଜାୟ୍ଦ୍ ସଃକାତ୍ ଅୟ୍ ଉଟେଦ୍ ।
يُزْرَعُ جِسْمًا حَيَوَانِيًّا وَيُقَامُ جِسْمًا رُوحَانِيًّا. يُوجَدُ جِسْمٌ حَيَوَانِيٌّ وَيُوجَدُ جِسْمٌ رُوحَانِيٌّ. | ٤٤ 44 |
ସଃତ୍ ଗଃଗାଳ୍ ବୁଣା ଅୟ୍ଦ୍, ଆତ୍ମାର୍ ଗଃଗାଳ୍ ଉଟେଦ୍ । ଜଦି ସଃତ୍ ଗଃଗାଳ୍ ଆଚେ, ତଃବେ ଆତ୍ମାର୍ ଗଃଗାଳ୍ ହେଁ ଆଚେ ।
هَكَذَا مَكْتُوبٌ أَيْضًا: «صَارَ آدَمُ، ٱلْإِنْسَانُ ٱلْأَوَّلُ، نَفْسًا حَيَّةً»، وَآدَمُ ٱلْأَخِيرُ رُوحًا مُحْيِيًا. | ٤٥ 45 |
ଇ ରଃକମ୍ ଲେକା ହେଁ ଆଚେ, ହଃର୍ତୁ ମାନାୟ୍ ଆଦମ୍ ଜିବନ୍ ରିଲାର୍ ଅୟ୍ଲା ସଃରାସଃରି ଆଦମ୍ ଜିବନ୍ ଦେତାର୍ ଆତ୍ମା ଅୟ୍ଲା ।
لَكِنْ لَيْسَ ٱلرُّوحَانِيُّ أَوَّلًا بَلِ ٱلْحَيَوَانِيُّ، وَبَعْدَ ذَلِكَ ٱلرُّوحَانِيُّ. | ٤٦ 46 |
ମଃତର୍ ଜାୟ୍ରି ଜିବନାର୍ ସେରି ହଃର୍ତୁ ନାୟ୍, ମଃତର୍ ଜୁୟ୍ରି ଜିବନାର୍ ନୟ୍ ଜଃଗତାର୍, ସେରି ହଃର୍ତୁ ତାର୍ହଃଚେ ଜିବନାର୍ ।
ٱلْإِنْسَانُ ٱلْأَوَّلُ مِنَ ٱلْأَرْضِ تُرَابِيٌّ. ٱلْإِنْسَانُ ٱلثَّانِي ٱلرَّبُّ مِنَ ٱلسَّمَاءِ. | ٤٧ 47 |
ହଃର୍ତୁ ମାନାୟ୍ ଆଦମ୍ ହୁର୍ତିବିର୍, ମାଟିଏ ତିଆର୍ ଅୟ୍ରିଲା, ହଃଚେ ଆୟ୍ଲି ଆଦମ୍ ସଃର୍ଗେହୁଣି ଆୟ୍ଲାର୍ ।
كَمَا هُوَ ٱلتُّرَابِيُّ هَكَذَا ٱلتُّرَابِيُّونَ أَيْضًا، وَكَمَا هُوَ ٱلسَّمَاوِيُّ هَكَذَا ٱلسَّمَاوِيُّونَ أَيْضًا. | ٤٨ 48 |
ଜୁୟମଃନ୍ ମାଟାୟ୍ ଗଃଳ୍ଲାର୍, ସେମଃନ୍ ମାଟାୟ୍ ହାଜ୍ଲାର୍ ସେ ମାନାୟ୍ହର୍, ଆରେକ୍ ଜୁୟ୍ ଲକ୍ମଃନ୍ ସଃର୍ଗ୍ହୁରେ ହୁଣି ଆୟ୍ଲାର୍, ସେମଃନ୍ ସଃର୍ଗେ ହୁଣି ଆୟ୍ଲା ସେମାନାୟ୍ ହର୍ ।
وَكَمَا لَبِسْنَا صُورَةَ ٱلتُّرَابِيِّ، سَنَلْبَسُ أَيْضًا صُورَةَ ٱلسَّمَاوِيِّ. | ٤٩ 49 |
ଆର୍ ଅଃମିମଃନ୍ ହେଁ ମାଟାୟ୍ ହାଜ୍ଲାର୍ ସେ ମାନାୟ୍ର୍ ରୁହ୍ ଦଃରି ଆଚୁ, ସେରଃକମ୍ ସେ ସଃର୍ଗ୍ହୁରାର୍ ମାନାୟ୍ ହର୍ ଅଃଉଁଆ ।
فَأَقُولُ هَذَا أَيُّهَا ٱلْإِخْوَةُ: إِنَّ لَحْمًا وَدَمًا لَا يَقْدِرَانِ أَنْ يَرِثَا مَلَكُوتَ ٱللهِ، وَلَا يَرِثُ ٱلْفَسَادُ عَدَمَ ٱلْفَسَادِ. | ٥٠ 50 |
ଏ ବାୟ୍ ଆର୍ ବେଣିମଃନ୍, ମୁୟ୍ଁ ଇରି କଃଉଁଲେ, ମାସ୍ ଆର୍ ବଃନିର୍ ଗଃଗାଳ୍ ଇସ୍ୱରାର୍ ରାଇଜ୍କେ ଅଃଦିକାର୍ କଃରୁ ନାହାରେ, କି ନଃସ୍ଟ୍ ଅଃଉତାର୍ ନଃସ୍ଟ୍ ନଃଉତାରିକ୍ ଅଃଦିକାର୍ କଃରୁ ନାହାରେ ।
هُوَذَا سِرٌّ أَقُولُهُ لَكُمْ: لَا نَرْقُدُ كُلُّنَا، وَلَكِنَّنَا كُلَّنَا نَتَغَيَّرُ، | ٥١ 51 |
ଦଃକା, ମୁୟ୍ଁ ତୁମିମଃନ୍କେ ଗଟ୍ ଗୁପ୍ତ୍ କଃତା କଃଉଁଲେ, ଅଃମିମଃନାର୍ ବିତ୍ରେ ସଃବୁ ଲକ୍ ମଃରି ନଃକେରୁ । ମଃତର୍ ଅଃମିମଃନ୍ ବାଦ୍ଲି ଜଃଉଁନ୍ଦ୍ ।
فِي لَحْظَةٍ فِي طَرْفَةِ عَيْنٍ، عِنْدَ ٱلْبُوقِ ٱلْأَخِيرِ. فَإِنَّهُ سَيُبَوَّقُ، فَيُقَامُ ٱلْأَمْوَاتُ عَدِيمِي فَسَادٍ، وَنَحْنُ نَتَغَيَّرُ. | ٥٢ 52 |
ଇତି ଅଃକା ସଃଙ୍ଗ୍ ଗଟେକ୍ ଆକି ମିଟ୍କାୟ୍, ସଃରାସଃରି କମ୍ ସଃବଦେ ଅଃମିମଃନ୍ ସଃବୁଲକ୍ ବାଦ୍ଲୁନ୍ଦ୍ । କାୟ୍ତାକ୍ ବଃଲେକ୍ ତୁରି ବାଜେଦ୍, ଆର୍ ମଃଲା ଲକ୍ମଃନ୍ ନଃସ୍ଟ୍ ନଃୟ୍କଃରି ଉଟ୍ତି ଆର୍ ଅଃମିମଃନ୍ ବାଦ୍ଲୁନ୍ଦ୍ ।
لِأَنَّ هَذَا ٱلْفَاسِدَ لَابُدَّ أَنْ يَلْبَسَ عَدَمَ فَسَادٍ، وَهَذَا ٱلْمَائِتَ يَلْبَسُ عَدَمَ مَوْتٍ. | ٥٣ 53 |
କାୟ୍ତାକ୍ବଃଲେକ୍ ଇ ନଃସ୍ଟ୍ ଅଃଉତା ଗଃଗାଳ୍କେ ନଃସ୍ଟ୍ ନଃଉତା ବଃସ୍ତର୍ ହିନ୍ଦୁକ୍ ଅୟ୍ଦ୍ । ଆର୍ ଇ ଜଃଗତାର୍ ଗଃଗାଳକେ ଅଃମ୍ବର୍ ବର୍ ହର୍ ବଃସ୍ତର୍ ହିନ୍ଦୁକ୍ ଅୟ୍ଦ୍ ।
وَمَتَى لَبِسَ هَذَا ٱلْفَاسِدُ عَدَمَ فَسَادٍ، وَلَبِسَ هَذَا ٱلْمَائِتُ عَدَمَ مَوْتٍ، فَحِينَئِذٍ تَصِيرُ ٱلْكَلِمَةُ ٱلْمَكْتُوبَةُ: «ٱبْتُلِعَ ٱلْمَوْتُ إِلَى غَلَبَةٍ». | ٥٤ 54 |
ମଃତର୍ ଇ ନସ୍ଟ୍ ଗଃଗାଳ୍ ନଃସ୍ଟ୍ନଃଉତା ବଃସ୍ତର୍ ଆର୍ ଇ ଜଃଗତାର୍ ଗଃଗାଳ୍ ଅଃମ୍ବର୍ ହର୍ ବଃସ୍ତର୍ ହିନ୍ଦ୍ଲା ହଃଚେ, ଇ ଲେକ୍ଲା କଃତା ସଃତ୍ ଅୟ୍ଦ୍, “ମଃର୍ନାର୍ ନାସ୍ ଗଃଟିଆଚେ ଆର୍ ଜିଣ୍ତାର୍ ହୁର୍ନ୍ ଅୟ୍ଆଚେ,
«أَيْنَ شَوْكَتُكَ يَا مَوْتُ؟ أَيْنَ غَلَبَتُكِ يَا هَاوِيَةُ؟» (Hadēs ) | ٥٥ 55 |
ରେ ମଃର୍ନ୍ କଃୟ୍ ତର୍ ଜିତାହାଣ୍? ରେ ମଃର୍ନ୍ କଃୟ୍ ତର୍ କାଳ୍?” (Hadēs )
أَمَّا شَوْكَةُ ٱلْمَوْتِ فَهِيَ ٱلْخَطِيَّةُ، وَقُوَّةُ ٱلْخَطِيَّةِ هِيَ ٱلنَّامُوسُ. | ٥٦ 56 |
ମଃର୍ନ୍ କଃର୍ତା ସଃକ୍ତି ହାହେ ହୁଣି ହାୟ୍ଦ୍, ଆର୍ ହାହାର୍ ବଃଳ୍ ମସାର୍ ବିଦି;
وَلَكِنْ شُكْرًا لِلهِ ٱلَّذِي يُعْطِينَا ٱلْغَلَبَةَ بِرَبِّنَا يَسُوعَ ٱلْمَسِيحِ. | ٥٧ 57 |
ମଃତର୍ ଜୁୟ୍ ଇସ୍ୱର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କ୍ ଜିତାୟ୍ଲା ଆଚେ, ତାର୍ ଦନ୍ୟବାଦ୍ ଅଃଉଅ ।
إِذًا يَا إِخْوَتِي ٱلْأَحِبَّاءَ، كُونُوا رَاسِخِينَ، غَيْرَ مُتَزَعْزِعِينَ، مُكْثِرِينَ فِي عَمَلِ ٱلرَّبِّ كُلَّ حِينٍ، عَالِمِينَ أَنَّ تَعَبَكُمْ لَيْسَ بَاطِلًا فِي ٱلرَّبِّ. | ٥٨ 58 |
ବଃଲେକ୍ ଏ ମର୍ ଲାଡାର୍ ବାୟ୍ ବେଣିମଃନ୍ ମାପ୍ରୁର୍ ସେବାୟ୍ ତୁମିମଃନ୍ କଃସ୍ଟ୍ ହାୟ୍ଲାର୍ ହଲ୍ୟା ନଃଜାୟ୍ଁ, ଇରି ଜାଣି ମାପ୍ରୁର୍ କାମେ ତିର୍ ଆର୍ ଅଃଟୁଆ ରଃୟ୍ ସଃବୁ ବଃଳ୍ ଅଃଦିକ୍ ଜଃଗ୍ରାତ୍ ଅଃଉଆ ।